< ଲୂକ 4 >

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।
ଜିସୁ ପୁଇପୁୟା ଜିବୁନ୍ତ ବାର୍ତି ଆଜ଼ି ଜର୍ଦନ୍‌ ନାଗୁଡ଼୍‌ତାଂ ମାଜ଼ି ୱାତାନ୍, ଆରି ରିକଡ଼ି ଦିନ୍‍ ପାତେକ୍‌ ଜିବୁନ୍‌ ହୁଦାଂ ବାଟାତ ଚାଲାଆଜ଼ି ସୟ୍‌ତାନ୍‌ ତାଙ୍ଗେଙ୍ଗ୍‌ ପରିକ୍ୟା କିତାତ୍‌ ।
2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ।
ହେବେ ହେୱାନ୍‌ ସୟ୍‌ତାନ୍‌ ହୁକେ ଚାଲିସ୍‌ ଦିନ୍‌ ପାତେକ୍‌ ପରିକ୍ୟା ଆତାନ୍‌ । ହେ ସମୁ ବିତ୍ରେ ହେୱାନ୍‌ ଇନାକା ତିନ୍‌ୱାଦାଂ ମାଚାନ୍‌, ଲାଗିଂ ଚାଲିସ୍‌ ଦିନ୍‌ ୱିସ୍ତିଲେ, ହେୱାନ୍‌ ନାସ୍‌କି ଆତାନ୍‌ ।
3 ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ।
ହେବେ ସୟ୍‌ତାନ୍‌ ତାଙ୍ଗେଙ୍ଗ୍‌ ଇଚାତ୍‌, “ଏନ୍‌ ଜଦି ଇସ୍ୱର୍‌ ମାଜ଼ି, ବାଟିଙ୍ଗ୍‌ ଇ କାଲ୍‌ଦିଂ ରୁଟି ଆଦେଂ ଇଞ୍ଜି ବଲ୍‌ ହିୟା ।”
4 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ।’”
ଜିସୁ ହେଦେଲିଂ ଉତର୍‌ ହିତାନ୍‌, “ଦରମ୍‌ ସାସ୍ତର୍‌ତ ଲେକା ମାନାତ୍‍, ମାନାୟ୍‌ କେବଲ୍‌ ରୁଟିଂ ତିନ୍‌ଞ୍ଜି ବାଚା ଆଉନ୍‌ ।”
5 ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା।
ଆରେ, ସୟ୍‌ତାନ୍‌ ଜିସୁଙ୍ଗ୍‌ ଜପି ଅଜ଼ି ଅଲପ୍‍ ସମୁ ବିତ୍ରେ ପୁର୍ତିନି ସବୁ ରାଜି ହେୱାନିଂ ଚଚ୍‌ଚାତ୍‌ ।
6 ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ।
ଆରେ, ସୟ୍‌ତାନ୍‌ ତାଙ୍ଗ୍‌ ଇଚାତ୍‌, “ଆନ୍‌ ନିଙ୍ଗେଙ୍ଗ୍‌ ଇ ୱିଜ଼ୁ ଆଦିକାର୍‌ ଆରି ଇ ହଲ୍‌ନାକା ହିଦ୍‌ନାଂ, ଇନାକିଦେଂକି ନାଙ୍ଗେଙ୍ଗ୍‌ ଇଦାଂ ୱିଜ଼ୁ ଆଦିକାର୍‌ ହିତ୍‍ତାର୍‌ନ୍ନା, ଆରେ ଆନ୍‌ ଇନେରିଂ ଇଚା, ତାଙ୍ଗ୍‌ ହେଦାଂ ହିଦ୍‌ନାଂ ।”
7 ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ।
ଲାଗିଂ, “ଏନ୍‌ ଏଚେକାଡ଼୍‌ଦ ମା ମୁମ୍‌ଦ ପୁଜା କିଦ୍‍ନାୟ୍‌, ଲାଗିଂ ୱିଜ଼ୁ ନିନ୍ଦାଂ ଆନାତ୍‌ ।”
8 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣ ଈଶ୍ବରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।’”
ଜିସୁ ଉତର୍‌ ହିତାନ୍‌, ସାସ୍ତର୍‌ ଲେକା ମାନାତ୍‌, “ଏନ୍‌ କେବଲ୍‌ ମାପ୍ରୁ ଇସ୍ୱର୍‌ତିଂ ଜୁୱାର୍‌ କିନାୟ୍‌, ଆରେ ହେୱାନ୍ତି ପାର୍ତାନା କିନାୟ୍‌ ।”
9 ପୁଣି, ସେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼;
ଆରେ, ସୟ୍‌ତାନ୍‌ ହେୱାନିଂ ଜିରୁସାଲମ୍‌ତ ଅଜ଼ି ମନ୍ଦିର୍‌ନି ଜେଗନ୍‌ ଜପି ନିଲି କିଜ଼ି ତାଙ୍ଗ୍‌ ଇଚାତ୍‌, “ଏନ୍‌ ଜଦି ଇସ୍ୱର୍‌ ମାଜ଼ି, ତା ଆତିସ୍‌ ଇବେତାଂ ତାରେନ୍‌ ଗୁମା ।”
10 କାରଣ ଶାସ୍ତ୍ରରେ ଲେଖାଅଛି, “‘ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
ଇନାକିଦେଂକି ଦରମ୍‌ ସାସ୍ତର୍‌ତ ଲେକା ମାନାତ୍‌, “ନିଙ୍ଗେଙ୍ଗ୍‌ ରାକ୍ୟା କିଦ୍‌ନି କାଜିଂ ହେୱାନ୍‌ ଜାର୍‌ ଦୁତ୍‌ରିଂ ନି ବିସ୍ରେ ବଲ୍‌ ହିନାନ୍‌ ।
11 ଆଉ ଲେଖାଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
ଦରମ୍‌ ସାସ୍ତର୍‌ତ ଲେକା ମାନାତ୍‌, ଏଚେକାଡ଼୍‌ଦ ନି ପାନା କାଲ୍‌ଦ ଆଡ଼୍‌ଦାନାତ୍‌, ଇଦାଂ କାଜିଂ ହେୱାର୍‌ ନି କେଇଦ ଆସ୍ତାନାର୍‌ ।”
12 ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କର ନାହିଁ।’”
ଆରେ, ଜିସୁ ସୟ୍‌ତାନ୍‌ତିଂ ଉତର୍‌ ହିତାନ୍‌, ଦରମ୍‌ ସାସ୍ତର୍‌ତ ଲେକାମାନାତ୍‌, “ଏନ୍‌ ମାପ୍ରୁ ଜାର୍‌ ଇସ୍ୱର୍‌ତିଂ ପରିକ୍ୟା କିଉୟ୍ ।
13 ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା।
ଜିସୁଙ୍ଗ୍‌ ସୟ୍‌ତାନ୍‌ ସବୁ ବାନି ପରିକ୍ୟା ୱିସ୍ତି ପାଚେ କେତେଦିନ୍‌ ପାତେକ୍‌ ତାଙ୍ଗ୍‌ ପିସ୍ତି ହାଚାତ୍ ।”
14 ଏହାପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା।
ଇଦାଂ ପାଚେ ଜିସୁ ପୁଇପୁୟା ଜିବୁନ୍‌ନି ସାକ୍ତିତାଂ ଗାଲିଲିତ ଲେଉଟା ଆତାନ୍‌, ଆରେ ଚାରିବେଣ୍‌ତାଂ ସବୁ ରାଜିତ ଇଞ୍ଜେଙ୍ଗ୍‌ ଲାଗାତାନ୍‌ ।
15 ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ।
ଆରି, ହେୱାନ୍‌ ହେୱାର୍‌ତି କୁଟୁମ୍‌ ଇଲ୍‌ ଲାଗେ ହିକ୍ୟା ହିଜ଼ି ୱିଜ଼ାର୍‌ତାଂ ଜାଜ୍‌ମାଲ୍‌ ପାୟା ଆଦେଂ ଲାଗାତାନ୍‌ ।
16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।
ଜିସୁ ଇମ୍‌ଣି ନାଜରିତିୟ ପାଲିକିୟା ଆଜ଼ି ମାଚାନ୍‌, ହେ ବାହାତ ହାରିହାରା ହାଚାନ୍‌ ଆରି ନିଜାର୍‌ ବିଦିତାଂ ଜମ୍‌ନିବାର୍‌ତ କୁଟୁମ୍‌ ଇଞ୍ଜ ହଟାନ୍‌, ଆରେ ସାସ୍ତର୍‌ ପଡ଼ି କିଦେଙ୍ଗ୍‌ ଇଞ୍ଜି ନିଲ୍‌ତାନ୍‌ ।
17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
ହେବେଣ୍ଡାଂ ଜିସାୟ୍‌ ବେଣ୍‌ବାକ୍‌ଣାୟ୍‌କିନାକାନ୍ତି ପତି ତାଙ୍ଗେଙ୍ଗ୍‌ ହିତାର୍‌, ଆରେ ଜିସୁ ହେଦାଂ ଉନ୍‌ଦି, ଇମେତାକେ ଇ ବଚନ୍‌ ଲେକାଆତାତ୍‌ନା ହେଦାଂ ହୁଡ଼୍‌ତାନ୍‌,
18 “ପ୍ରଭୁଙ୍କ ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
ମାପ୍ରୁତି ଜିବୁନ୍‌ ନା ତାକେ ଜୁତ୍‌ତାନ୍ନା, “ଲାଗିଂ ଇନାକା ହିଲାକାର୍‌ ଲାଗେ ନେକ୍ରିକାବୁର୍‌ ସୁଣାୟ୍‌ କିଦେଙ୍ଗ୍‌ ଇଞ୍ଜି ହେୱାନ୍‌ ନାଙ୍ଗେଙ୍ଗ୍‌ ସିଗ୍‌କିତ୍‌ନ୍ନା, ଜଇଲ୍‌ ମାନାକାରିଂ ମୁକ୍ତି କିନାକା ଆରି କାଣାର୍‍ତାକେ ଲାଗେ ହୁଡ଼ିକିଦେଂ ବିସ୍ରେ ସୁଣାୟ୍‌ କିଦେଙ୍ଗ୍‌, ଆରେ କସ୍ଟପାୟାଆନି ଲଗାଂ ମୁକ୍ତି କିଦେଙ୍ଗ୍‌,
19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି।”
ଆରେ ମାପ୍ରୁତି ଦୟାନିବାର୍‌ହୁ ସୁଣାୟ୍‌ କିଦେଙ୍ଗ୍‌ ହେୱାନ୍‌ ନାଙ୍ଗେଙ୍ଗ୍‌ ପକ୍‌ତାତାନ୍ନା ।”
20 ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକଙ୍କୁ ତାହା ଫେରାଇଦେଇ ବସିଲେ। ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା।
ପାଚେ ହେୱାନ୍‌ ପତି ଡାବାୟ୍‌ କିଜ଼ି ହେବା କିନାକାରିଂ ହେଦାଂ ହିଜ଼ି କୁଚ୍‌ଚାନ୍‌, ଆରେ କୁଟୁମ୍‌ ଇଞ୍ଜ ୱିଜ଼ାର୍‌ତି କାଣ୍‌କୁ ହେୱାନ୍‌ ଜପି ହୁଡ଼୍‌ଜି ମାଚାର୍‌ ।
21 ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, “ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା।”
ପାଚେ, “ହେୱାନ୍‌ ହେୱେରିଂ ଇଞ୍ଜେଙ୍ଗ୍‌ ଲାଗାତାନ୍‌, ନେଜେଙ୍ଗ୍‌ ଦରମ୍‌ ସାସ୍ତର୍‌ ଇ ବଚନ୍‌ ଏପେଙ୍ଗ୍‌ ୱେଚିଲେ ହେଦାଂ ପୁରାଆତାତ୍‌ ।”
22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?
ଆରେ, ୱିଜ଼ାର୍‌ ହେୱାନ୍‌ ବିସ୍ରେ ସାକି ହିଦେଂ ଲାଗାତାର୍‌ ଆରେ ହେ ୱେଇତାଂ ଇମ୍‌ଣି ଦୟାନି ବଚନ୍‌ତ ହିଜ଼ି ୱାଜ଼ି ମାଚାତ୍‌; ଆରି ହେୱାର୍‌ ଇଞ୍ଜେଙ୍ଗ୍‌ ଲାଗାତାର୍‌, “ଇୱାନ୍‌ ଇନାକା ଜସେପ୍‌ ମେହି ଆକାୟ୍‌?”
23 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ‘ହେ ବୈଦ୍ୟ, ନିଜେ ନିଜକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର।’”
ହେବେଣ୍ଡାଂ ହେୱାନ୍‌ ଉତର୍‌ମୁଡ଼୍‌ ହେୱେରିଂ ଇଚାନ୍‌, “ଏପେଙ୍ଗ୍‌ ଇନେସ୍‌ କିତିସ୍‌ପା ନାଙ୍ଗେଙ୍ଗ୍‌ ଇ ଟିକଲ୍ ବେରଣ୍‌ ୱେଚ୍‍ଚାନାଦେର୍‌, ହେ ଡାକ୍ତର୍‌ ନିଜେ ନିଜ୍‌ତିଂ ଉଜ୍‌ ଆ; ଆରେ ଇନାନ୍‌ କପର୍ନାହୁମ୍‌ ଇନା ଇନାକା ଗିଟା ଆତାତ୍‌ନ୍ନା ଇଞ୍ଜି ଆପେଂ ୱେଚ୍‌ଚାପ୍‌ନା, ହେ ସବୁ ଇ ବାହାତ ନିଜ୍‌ ଦେସ୍‌ ଗାଡ଼୍‌ଦପା କିୟା ।”
24 ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ।
ଆରେ, ହେୱାନ୍‌ ଇଚାନ୍‌, “ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜେନାଙ୍ଗ୍‌, ଇମ୍‌ଣି ବେଣ୍‌ବାକ୍‌ଣାୟ୍‌ କିନାକାନ୍‌ ନିଜ୍‌ ଗାଡ଼୍‌ଦ ମାନ୍‌ କିୟାଆଉନ୍‌ ।”
25 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ;
“ମାତର୍‌ ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜ୍‌ନାଙ୍ଗ୍‌, ଏଲିୟତି ସମୁଦ ଏଚେକାଡ଼୍‌ଦ ତିନିବାର୍‌ହୁ ଚଅମାସ୍‌ ପାତେକ୍‌ ଆକାସ୍‌ତାଂ ବାର୍‌ହା ଆୱିତିଲେ ସବୁ ଦେସ୍‌ତ କାତାର୍‌ ଆର୍‌ତାତ୍‌, ହେ ପାଦ୍‌ନା ଇସ୍ରାଏଲ୍‌ ବିତ୍ରେ ହେନି ରାଣ୍ଡିକ୍‌ ମାଚିକ୍‌;
26 ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ।
ଆତିସ୍‌ପା ଏଲିୟ ହେୱାର୍‌ତି ଇନେର୍‌ ତାକେପା ପକ୍ୟା ଆୱାଦାଂ କେବଲ୍‌ ସିଦନ୍‌ ଦେସ୍‌ନି ସାରିପତ୍‌ତିଂ ର ରାଣ୍ଡି କଗ୍‌ଲେ ଲାଗେ ପକ୍ୟା ଆତାନ୍‌ ।
27 ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।”
ପାଚେ, ବେଣ୍‌ବାକ୍‌ଣାୟ୍‌କିନାକାନ୍‌ ଇଲିସାୟ୍‌ନି ସମୁତ ଇସ୍ରାଏଲ୍‌ ବିତ୍ରେ ବେସି ଗାଜା ରଗ୍ୟାର୍‌ ମାଚାର୍‌; ଆତିସ୍‌ପା ହେୱାର୍‌ ବିତ୍ରେ ଇନେର୍‌ପା ଉଜ୍‌ ଆୱାଦାଂ ମାଚାର୍‌, କେବଲ୍‌ ସିରିୟା ଦେସ୍‌ନି ନାମାନ୍‌ ସକଟ୍‌ କିୟା ଆଜ଼ି ମାଚାର୍‌ ।”
28 ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ,
କୁଟୁମ୍‌ ଇଞ୍ଜ ଇ ସବୁ ବେରଣ୍‌ ୱେନୁ ୱେନୁ ୱିଜ଼ାର୍‌ ରିସା ଆତାର୍‌,
29 ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ;
ଆରେ ହେୱାର୍‌ ନିଙ୍ଗ୍‌ଜି ତାଙ୍ଗେଙ୍ଗ୍‌ ଗାଡ଼୍‌ତାଂ ହପ୍‌ତାତାର୍‌ ଆରି ହେୱାର୍‌ତି ଗାଡ଼୍‌ ଇମ୍‌ଣି ମାଡ଼ି ଜପି ରଚ୍‌ଚିମାଚାର୍‌, ହେ ୱେଡ଼ାଙ୍ଗ୍‌ ଦାରିଆ ବାହାତ ତାରେନ୍‌ ତୁଇଦେଙ୍ଗ୍‌ ଇଞ୍ଜି ହେୱାନିଂ ହେବେ ଅଜ଼ି ହାଚାର୍;
30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ମାତର୍‌ ଜିସୁ ହେୱାର୍‌ ବିତ୍ରେ ହିଜ଼ି ବୁଲାଆଜ଼ି ହାଚାନ୍‌ ।
31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ,
ହେୱାନ୍‌ କପର୍ନାହୁମ୍‌ ତର୍‌ଦି ଗାଲିଲିତ ର ଗାଡ଼୍‌ଦ ୱାତାନ୍‌, ଜମ୍‌ନିବାର୍‌ ୱେଡ଼ାଙ୍ଗ୍‌ ମାନାୟାରିଂ ହିକ୍ୟା ହିକାୟ୍ କିଦେଙ୍ଗ୍‌ ଲାଗାତାନ୍‌,
32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା।
ଆରେ ହେୱାର୍‌ ହେୱାନ୍‌ତି ହିକ୍ୟାତ କାବା ଆତାର୍‌, ଇନାକିଦେଂକି ହେୱାନ୍ତି ବଚନ୍‌ ଆଦିକାର୍‌ ମେହା ମାଚାତ୍‌ ।
33 ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତାତ୍ମାବିଷ୍ଟ ଲୋକ ଥିଲା; ସେ ଉଚ୍ଚସ୍ୱରରେ ଚିତ୍କାର କଲା,
ଦିନେକ୍‌ କୁଟୁମ୍‌ ଇଞ୍ଜ ରୱାନ୍‌ ରାଡ଼ା ପୁଦା ଆହିୟା ଆତାକାନ୍‌ ମାଚାନ୍‌; ହେୱାନ୍‌ ଗାଜାକାଟ୍‌ତାଂ ହିର୍‌ବାତାନ୍‌,
34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କର ସେହି ପବିତ୍ର ବ୍ୟକ୍ତି।
“ଆ, ନାଜରିତିୟ ଜିସୁ, ମା ଲାହାଙ୍ଗ୍‌ ମିଦାଙ୍ଗ୍‌ ଇନାକା ମାନାତ୍‌? ଏନ୍‌ କି ମାଙ୍ଗେଙ୍ଗ୍‌ ନସ୍ଟ କିଦେଙ୍ଗ୍‌ ୱାତାଇନା? ଏନ୍‌ ଇନେର୍‌ ହେଦାଂ ଆନ୍‌ ପୁନାଙ୍ଗ୍‌; ଏନ୍‌ ଇସ୍ୱର୍‌ ମାପ୍ରୁତି ହେ ପୁଇପୁୟା ମାନାୟ୍‌ ।”
35 ଯୀଶୁ ତାହାକୁ ଧମକ ଦେଇ କହିଲେ “ଚୁପ୍ କର୍, ଏହାଠାରୁ ବାହାରିଯା।” ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।
ଜିସୁ ହେଦେଲିଂ ଦାକା ହିଜ଼ି ଇଚାନ୍‌, “ଚିମ୍‌ରା ଆ, ଇବେଣ୍ଡାଂ ହସି ହାଲା ।” ହେବେଣ୍ଡାଂ ହେ ବୁତ୍‌ ହେୱେନିଂ ୱିଜ଼ାର୍‌ ମୁମ୍‌ଦ ତୁହିଜି ହେୱାନ୍ତି ଇନାକା କସ୍ଟ ହିୱାଦାଂ ହେୱାନ୍‌ତାଂ ହସି ହାଚାତ୍‌ ।
36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି।
ଇବେଣ୍ଡାଂ ୱିଜ଼ାର୍‌ କାବା ଆଜ଼ି ହେୱେର୍‌ ହେୱାର୍‌ ୱେଚ୍‌ପା ଆତାର୍‌, “ଇଦାଂ ଇନା ବେରଣ୍‌? ହେୱାନ୍‌ ଆଦିକାର୍‌ ସାକ୍ତିତାଂ ହେୱାନ୍‌ ବାନ୍ୟା ଜିବୁନ୍‌ତିଂ ପା ବଲ୍‌ ହିନାନା, ଆରେ ହେୱାଙ୍ଗ୍‌ ହିଜ଼ି ହାନିକ୍‌ ।”
37 ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା।
ହେବେଣ୍ଡାଂ ହେୱାନ୍‌ ବିସ୍ରେ ବେରଣ୍‌ ଚାରବେଣ୍‌ତାଂ ନାସ୍‌କୁକାଂ ୱିଣ୍‌ଜି ହାଚାତ୍‌ ।
38 ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ।
ପାଚେ ଜିସୁ କୁଟୁମ୍‌ ଇଞ୍ଜ ନିଙ୍ଗ୍‌ଜି ସିମନାର୍‌ ଇଞ୍ଜ ହାଚାନ୍‌ । ସିମନ୍‌ ପଦାହିଙ୍ଗ୍‌ ବେସି ନମେର୍‌ ଆଜ଼ି ମାଚାତ୍‌, ଆରେ ହେୱାର୍‌ ତା ବିସ୍ରେ ହେୱାନିଂ ଗୱାରି କିତାର୍‌ ।
39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ।
ହେବେଣ୍ଡାଂ ହେୱାନ୍‌ ହେ ଲାଗାୟ୍‌ ନିଲ୍‌ଚି ନମେର୍‌ତିଂ ଦାକା ହିତାନ୍‌, ଆରି ହେଦେଲିଂ ନମେର୍‌ ପିସ୍ତାତ୍‌, ପାଚେ ହେଦେଲ୍‌ ହେ ସାଙ୍ଗେ ସାଙ୍ଗେ ନିଙ୍ଗ୍‌ଜି ହେୱାର୍‌ତି ହେବା କିଦେଙ୍ଗ୍‌ ଲାଗାତାତ୍‌ ।
40 ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।
ୱେଡ଼ାହାନି ସମୁତ, ଇନେର୍‌ ଲାଗାଂ ବାର୍‌ବିନ୍‌ ରଗ୍‌ ଆତି ମାନାୟାର୍‌ ମାଚାର୍‌, ହେୱାର୍‌ ୱିଜ଼ାର୍‌ ହେୱାରିଂ ଜିସୁ ଲାଗେ ତାଇୱାତାର୍‌ ଆରି ହେୱାନ୍‌ ୱିଜ଼ାର୍‌ ମାନାୟ୍‌ଜପି କେଇ ଇଡ଼୍‌ଜି ହେୱାରିଂ ଉଜ୍‌ କିତାନ୍‌ ।
41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ। ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।
ପାଚେ, ବୁତ୍‌କୁପା କିକିରାଡିଂ କିଜ଼ି କିଜ଼ି “ଏନ୍‌ ଇସ୍ୱର୍‌ ମାଜ଼ି” ଇଞ୍ଜି ୱେନ୍‌ଞ୍ଜି ବେସି ଲଗାର୍‌ତାଂ ହସି ହାଚିକ୍‌ ଆରେ, ଜିସୁ ହେୱେରିଂ ଦାକା ହିଜ଼ି ବେରଣ୍‌ ଇଞ୍ଜେଙ୍ଗ୍‌ ହିୱାତାନ୍‌, ଇନାକିଦେଂକି ହେୱାନ୍‌ ଜେ କ୍ରିସ୍ଟ, ଇଦାଂ ହେୱାଙ୍ଗ୍‌ ପୁଞ୍ଜି ମାଚିକ୍‌ ।
42 ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।
ନାଣାଙ୍ଗେ ଆନିହିଙ୍ଗ୍‌, ହେୱାନ୍‌ ଗାଡ଼୍‌ଦାଂ ହସି ର ଚିମ୍‌ରା ବାହାତ ହାଚାନ୍‌; ଆରି, ମାନାୟାର୍‌ ତାକେ ହେୱାନିଂ ଦାସ୍‌ତେଂ ହେ ଲାଗେ ୱାତାର୍, ଆରେ ହେୱାନ୍‌ ଇନେସ୍‌ ହେୱାର୍‌ତାଂ ହାଜେଙ୍ଗ୍‌ ଆଡୁନ୍‌, ହେଦାଂ କାଜିଂ ହେୱାନିଂ ଟେବାୟ୍‌ କିଦେଙ୍ଗ୍‌ ସେସ୍ଟା କିତାର୍‌ ।
43 କିନ୍ତୁ ସେ ସେମାନଙ୍କୁ କହିଲେ, “ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି।”
ମାତର୍‌ ହେୱାନ୍‌ ହେୱାରିଂ ଇଚାନ୍‌, “ବିନ୍‌ ବିନ୍‌ ଗାଡ଼୍‌ଦ ପା ନାଙ୍ଗେଙ୍ଗ୍‌ ଲଡ଼ା ମାପ୍ରୁ ରାଜିନି ନେକ୍ରିକାବୁର୍‌ ସୁଣାୟ୍‌ କିଦେଙ୍ଗ୍‌ ଆନାତ୍‌, ଇନାକିଦେଂକି ହେଦାଂ କାଜିଂ ଇସ୍ୱର୍‌ ନାଙ୍ଗେଙ୍ଗ୍‌ ପକ୍‌ତାତାନ୍ନା ।”
44 ପୁଣି, ସେ ଯିହୂଦିୟା ପ୍ରଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।
ପାଚେ, ହେୱାନ୍‌ ଜିହୁଦା ଦେସ୍‌ନି କୁଟୁମ୍‌ ଇଞ୍ଜ ସୁଣାୟ୍‌ କିଦେଙ୍ଗ୍‌ ଲାଗାତାନ୍‌ ।

< ଲୂକ 4 >