< ଲୂକ 22 >

1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।
ନିସ୍ତାର୍‌ ପାର୍ବୁ ତର୍‌ ହଇୱିରୁଟି ନି ପାର୍ବୁ ଲାଗାଂ ଆଜ଼ି ୱାଜ଼ି ମାଚାତ୍‌ ।
2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଆରି, ମୁଡ଼୍‌ ମାପ୍ରୁହେବାକିନାକାର୍‌ ଆରି ସାସ୍ତିର୍‌, ଇନେସ୍‌ ଜିସୁଙ୍ଗ୍‌ ଡ଼ୁଗ୍‌ଜି ଅସ୍ତେଙ୍ଗ୍‌ ଆଡ୍‌ନାର୍‌, ହେବେଣ୍ଡାଂ ଉପାୟ୍‌ ଡେକ୍‌ଚି ମାଚାର୍‌, ଇନାକିଦେଂକି ହେୱାର୍‌ ମାନାୟ୍‌ତିଂ ପାଣ୍ଡ୍ରା ଆଜ଼ି ମାଚାର୍‌ ।
3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
ହେୱାଡ଼ାଂ ବାରଜାଣ୍‌ ଚେଲାର୍‌ ବିତ୍ରେ ଇସ୍କାରିୟତିୟ ଇନି ଜିହୁଦା ତାକେ ସୟ୍‌ତାନ୍‌ ହଟାତ୍;
4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।
ଆରି, ହେୱାନ୍‌ ହାଲ୍‌ଜି, ଇନେସ୍‌ ଉପାୟ୍‍ତ ହେୱାନିଂ ମୁଡ଼୍‌ ମାପ୍ରୁହେବାକିନାକାର୍‌ ତାକେ ଆରି ମେଲ୍ୟାର୍‌ କେଇଦ ହେଲାୟ୍‌ କିଦେଙ୍ଗ୍‌ ଆଡ୍‌ନାନ୍‌, ହେଦାଂ ହେୱାର୍‌ ହୁକେ ବେଣ୍‌ କିତାନ୍‌ ।
5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
ହେବେ ତାଙ୍ଗ୍‌ ହେୱାର୍‌ ୱାରିୟା ଆତାର୍‌ ଆରି ହେୱାନିଂ ଟାକାଂ ହିଦେଂ ଗଜା କିତାର୍‌ ।
6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ଆରି ହେୱାନ୍‌ ରାଜି ଆଜ଼ି ଜିସୁଙ୍ଗ୍‌ ଆସ୍ତାର୍‌ ହେୱାନିଂ ହେୱାର୍‌ କେଇଦ ହେଲାୟ୍‌ କିଦେଙ୍ଗ୍‌ କାଜିଂ ଡେକ୍‌ଚି ମାଚାନ୍‌ ।
7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
ପାଚେ ଇମ୍‌ଣି ଦିନ୍‌ ନିସ୍ତାର୍‌ ପାର୍ବୁନି ମେଣ୍ଡା ପୁଜାକିଦେଙ୍ଗ୍‌ ଲାଗ୍‌ଦାନାତ୍‌, ହଇୱି ରୁଟିନି ପାର୍ବୁ ହେ ଦିନ୍‌ ଏକାୱାତାତ୍‌;
8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”
ଆରେ, ହେୱାନ୍‌ ପିତର୍‌ ଆରି ଜହନ୍‌ତିଂ ଇଦାଂ ଇଞ୍ଜି ପକ୍‌ତାନ୍‌, ଆସେଙ୍ଗ୍‌ ଇନେସ୍‌କି ତିନ୍‌ଞ୍ଜେଙ୍ଗ୍‌ ଆଡ୍‌ନାସ୍‌, ଇଦାଂ କାଜିଂ “ଏପେଙ୍ଗ୍‌ ହାଲ୍‌ଜି ମା କାଜିଂ ନିସ୍ତାର୍‌ ପାର୍ବୁ ବଜି ଜାଲ୍‌ଦି କିୟାଟ୍‌ ।”
9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ହେବେତାଂ ହେୱାର୍‌ ହେୱାନିଂ ୱେନ୍‍ବାତାର୍‍, “ଆସେଙ୍ଗ୍‌ ଇଦାଂ ଇମ୍‌ଣି ବାହାତ ଜାଲ୍‌ଦି କିନାପ୍‌ ଇଞ୍ଜି ଏନ୍‌ ଇଚା କିନାୟ୍‌?”
10 ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
ଜିସୁ ହେୱାରିଂ ଇଚାନ୍‌, “ହୁଡ଼ାଟ୍‌ ଏପେଙ୍ଗ୍‌ ଗାଡ଼୍‌ଦ ହଟିସ୍‍, ଏସ୍‍ ଗାଗ୍ରି ଅଜ଼ି ହାନି ରକାନ୍‌ ମାନାୟ୍‌ ମିଙ୍ଗେଙ୍ଗ୍‌ ବେଟାଆଦ୍‌ନାନ୍‌; ହେୱାନ୍‌ ଇମ୍‌ଣି ଇଞ୍ଜ ହଣାନ୍‍, ହେୱାନ୍‌ ପାଚେ ପାଚେ ହେ ଇଞ୍ଜ ହାଲ୍‌ଜି ଇଲ୍‌ନି ମୁଣିକାଙ୍ଗ୍ ଇନାଦେର୍‌,
11 ‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
‘ଗୁରୁ ନିଙ୍ଗେଙ୍ଗ୍‌ ୱେନ୍‍ବାଆଦ୍ନାନା, ଆନ୍‌ ନା ଚେଲାର୍‌ ଲାହାଙ୍ଗ୍‌ ଇମେତାକେ ନିସ୍ତାର୍‌ ପାର୍ବୁ ତିଞ୍ଜେଙ୍ଗ୍‌ ମାନି କିନାପ୍‌, ହେ ଗତାଙ୍ଗ୍ ଇଲ୍‌ ଇମେତ୍‌?’
12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।”
ହେବେତାଂ ହେୱାନ୍‌ ମିଦାଙ୍ଗ୍‌ ହାର୍‍କିଜ଼ି ଜାଲ୍‌ଦି କିତି ଜପ୍‌ଣି ଗାଜା ବାକ୍ରା ଚଚ୍‍ଚାନାନ୍‍, ହେ ବାହାତ ଜାଲ୍‌ଦି କିୟାଟ୍‌ ।”
13 ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
ଆରେ, ହେୱାର୍‌ ହାଲ୍‌ଜି, ଜିସୁ ହେୱାରିଂ ଇନେସ୍‌ ଇଞ୍ଜି ମାଚାନ୍‌, ହେ ଲାକେ ହୁଡ଼୍‌ଜି ନିସ୍ତାର୍‌ ପାର୍ବୁନି ବଜି ଜାଲ୍‌ଦି କିତାର୍‌ ।
14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
ଆରେ, ସମୁ ଏକାୱାତିଲେ, ହେୱାନ୍‌ ବାରଜାଣ୍‌ ପକ୍ୟାତାକାର୍‌ ହୁକେ ଚିଞ୍ଜେଙ୍ଗ୍‌ କୁଚ୍‌ଚାର୍‌ ।
15 ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି।
ଆରେ, ଜିସୁ ହେୱାରିଂ ଇଚାନ୍‌, “ନା ଦୁକ୍‌ ଆଗେ ଆନ୍‌ ମି ହୁକେ ଇ ନିସ୍ତାର୍‌ ବଜି ମାନି କିଦେଙ୍ଗ୍‌ ମାନ୍ତ ଇଚା କିତାଙ୍ଗ୍‌;
16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”
ଇନାକିଦେଂକି ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ମାପ୍ରୁତି ରାଜିତ ଇଦାଂ ଅରତ୍‌ ହାତ୍‌ପା ପୁରା ଆୱି ପାତେକ୍‌ ଆନ୍‌ ଆରେ ଇନାୱାଡ଼ାଂ ପା ମାନି କିଉଙ୍ଗ୍‌ ।”
17 ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
ଆରେ, ହେୱାନ୍‌ ଗିଲାସ୍‌ ଅଜ଼ି ଜୁୱାର୍‌ କିଜ଼ି ହିଜ଼ି ଇଚାନ୍‌, “ଇଦାଂ ଅଜ଼ି ଜାର୍‌ ଜାର୍‌ ବିତ୍ରେ ବାଗ୍‌ କିୟାଟ୍‌,”
18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
ଇନାକିଦେଂକି ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ମାପ୍ରୁ ରାଜି ୱାୱି ପାତେକ୍‌ ଆନ୍‌ ଅଙ୍ଗୁର୍‌ ରାସ୍‌ ନେଞ୍ଜେଙ୍ଗ୍‌ ତାଙ୍ଗ୍ ଇଦାଂ ଆରେ ଉଣୁଙ୍ଗ୍‌ ।
19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
ଆରେ, ହେୱାନ୍‌ ରୁଟି ଅଜ଼ି ଜୱାର୍‌ କିଜ଼ି ଆରି ହେଦାଂ ଡ୍ରିକ୍‌ଚି ହେୱାରିଂ ହିଜ଼ି ଇଚାନ୍‌, “ମି କାଜିଂ ହିତି ନା ଗାଗାଡ଼୍‌ ଇଦାଂ, ନାଙ୍ଗେଙ୍ଗ୍‌ ଏତୁ କିଦେଙ୍ଗ୍‌ ଇଦାଂ କିୟାଟ୍‌ ।”
20 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
ଚିଚି ପାଚେ ହେ ଲାକେ ହେୱାନ୍‌ ଗିଲାସ୍‌ ଅଜ଼ି ଇଚାନ୍‌, “ଇ ଗିଲାସ୍‌ ମି କାଜିଂ ରଚ୍‌ଚି ମାନି ନା ନେତେର୍‌ତାଂ ରଚ୍‌ଚି ପୁନି ନିୟମ୍‌ ।”
21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
ମାତର୍‌ ହୁଡ଼ାଟ୍‌, “ଇନେର୍‌ ନାଙ୍ଗେଙ୍ଗ୍‌ ସତ୍ରୁ କେଇଦ ହେଲାୟ୍‌ କିଦ୍‍ନ୍ନା, ତା କେଇ ନା ଲାହାଙ୍ଗ୍‌ ଟେବୁଲ୍‍ ଜପି ମାନାତ୍‌ ।
22 କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!”
ଇନାକିଦେଂକି ଇନେସ୍‌ ତିର୍‌ ଆତାତ୍‌ନ୍ନା, ମାନାୟ୍‌ ମାଜ଼ି ହେ ଲାକେ ହାକି ପାୟା ଆନାନ୍‌, ମାତର୍‌ ଇମ୍‌ଣି ମାନାୟ୍‌ତିଂ ହେୱାନ୍‌ ସତ୍ରୁ କେଇଦ ହେଲାୟ୍‌ କିୟା ଆନାନ୍‌, ହାୟ୍‍ ଡାଣ୍ଡ୍‌ ପାୟା ଆନାନ୍‌!”
23 ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
ଲାଗିଂ “ହେୱାର୍‌ ବିତ୍ରେ ଇନେର୍‌ ଇଦାଂ କିଦେଙ୍ଗ୍‌ ହାନାରା, ହେ ବିସ୍ରେ ହେୱାର୍‌ ହେୱାର୍‌ ୱେଚ୍‍ପା ଆଦେଂ ଲାଗାତାର୍‌ ।”
24 ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
ଆରେ, ହେୱାର୍‌ ବିତ୍ରେ ଇନେର୍‌ ଗାଜା, ହେ ବିସ୍ରେ କେତ୍‍ପା ଆତାର୍‌ ।
25 ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି।
ହେବେତାଂ ହେୱାନ୍‌ ହେୱାରିଂ ଇଚାନ୍‌, “ପାର୍ତିକିୱି ଜିହୁଦିର୍‌ ରାଜାର୍‌ ହେୱାର୍‌ ଜପି ଆଦିକାର୍‌ କିତାର୍‌, ହେୱାର୍‌ ଲକୁ ହେବାନିକାର୍‌ ଇଞ୍ଜି ପୁଟାଆନାର୍‍ ।
26 କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ।
ମାତର୍‌ ଏପେଙ୍ଗ୍‌ ହେ ଲାକେ ଆମାଟ୍‌, ମତର୍‌ ମି ବିତ୍ରେ ଇନେର୍‌ ଗାଜାକାନ୍‌, ହେୱାନ୍‌ ହାରୁକାନ୍‍ ଲାକେ ଆୟେନ୍‌, ଆରି ଇନେର୍‌ ନେତା, ହେୱାନ୍‌ ହେବାକାର୍‌ୟା ଲାକେ ଆୟେନ୍‌ ।
27 କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
ଇନାକିଦେଂକି ଇନେର୍‌ ଗାଜାକାନ୍‌? ଇନେର୍‌ ଚିଞ୍ଜେଙ୍ଗ୍‌ କୁଚ୍‌ଚାନ୍ନା, କି ଜେ ହେବାକାର୍‌ୟା? ଇନେର୍‌ ଚିଞ୍ଜେଙ୍ଗ୍‌ କୁଚ୍‌ଚାକାନ୍‌ ହେୱାନ୍‌ କି ଗାଜାକାନ୍‌ ଆକାୟ୍‌? ମାତର୍‌ ଆନ୍‌ ମି ବିତ୍ରେ ରକାଂ ହେବାକାର୍‌ୟା ଲାକେ ମାନାଂ ।”
28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
ମାତର୍‌ “ଏପେଙ୍ଗ୍‌ ନା ୱିଜ଼ୁ ପରିକ୍ୟାତ ନା ଲାହାଙ୍ଗ୍‌ ମାନ୍‌ଞ୍ଜି ୱାନାଦେରା;
29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
ଲାଗିଂ ନା ଆବା ରାଜି ରଚ୍‍ଚାନ୍ନା, ଆନ୍‌ ପା ହେ ଲାକେ ମି କାଜିଂ ରଚ୍‍ନାଙ୍ଗା,
30 ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
ଇନେସ୍‌କି ଏପେଙ୍ଗ୍‌ ନା ରାଜିତ ନା ଟେବୁଲ୍‍ତ ତିନ୍‌ଞ୍ଜି ଉଣ୍‌ଜି କିନାଦେର୍‌, ଆରେ ଗାଦିତ କୁଚ୍‌ଚି ଇସ୍ରାଏଲ୍‌ନି ବାର କୁଟୁମ୍‌ତିଂ ରାଜ୍‌ କିନାନ୍‌ ।”
31 “ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
“ସିମନ୍‌, ସିମନ୍‌, ହୁଡ଼ା କାମ୍‌ଲିୟା, ଗଁମ୍‌ତିଂ ପୁଟା ଆଲ୍‌ଗା କିଦେଙ୍ଗ୍‌ ଇଞ୍ଜି ହାଣେଲ୍‍ତ ଚାଲାୟ୍‍କିନି ଲାକେ ସୟ୍‌ତାନ୍‌ ପା ହାର୍‌ଦିମାନାୟାର୍‌ତାଂ ବାନିୟାରିଙ୍ଗ୍‌ ଆଲ୍‌ଗା କିଦେଙ୍ଗ୍‌ ଇଞ୍ଜି ମିଙ୍ଗେଙ୍ଗ୍‌ ପରିକ୍ୟା କିଦେଙ୍ଗ୍‌ ଆଦିକାର୍‌ ପାୟାଆତାଂନ୍ନା;
32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।”
ମାତର୍‌ ନି ପାର୍ତି କିନାକା ଇନେସ୍‌ ଡ଼ୁଗୁତ୍‍, ଇଦାଂ କାଜିଂ ଆନ୍‌ ନି ହୁଦାଂ ପାର୍ତାନା କିତାଙ୍ଗ୍‌; ଆରେ, ଏନ୍‌ ଲେଉଟା ଆଜ଼ି ୱାନିହିଂ ଜାର୍‌ ଟଣ୍ଡାରିଂ ସୁସ୍ତା କିୟା ।”
33 ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
ମାତର୍‌ ହେୱାନ୍‌ ତାଙ୍ଗେଙ୍ଗ୍‌ ଇଚାନ୍‌, “ଏ ମାପ୍ରୁ, ଆନ୍‌ ନି ଲାହାଙ୍ଗ୍‌ ବନ୍ଦି ଇଞ୍ଜ ହାଞ୍ଜେଙ୍ଗ୍‌ ଆରି ହାଦେଂ ଜାଲ୍‌ଦି ଆତାଙ୍ଗ୍‌ନା ।”
34 କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।”
ମାତର୍‌ ହେୱାନ୍‌ ଇଚାନ୍‌, “ଏ ପିତର୍‌, ଆନ୍‌ ନିଙ୍ଗେଙ୍ଗ୍‌ ୱେଚ୍‍ଚାନାଙ୍ଗା, ନେଞ୍ଜେଙ୍ଗ୍‌ କୁଜ଼ୁ କ୍ଡେନିହିଂ ଆଗେ ଏନ୍‌ ଜେ ପୁଞ୍ଜ୍‌ନାୟ୍‍, ଇଦାଂ ତିନିହଟ୍‌ ପାର୍ତି କିଦୁୟ୍‌ ।”
35 ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ।
ଆରେ, ହେୱାନ୍‌ ହେୱାରିଂ ଇଚାନ୍‌, “ଏଚେକାଡ଼୍‌ଦ ଆନ୍‌ ମିଙ୍ଗେଙ୍ଗ୍‌ ବାଡି, ମଣା ଆରି କାଣ୍ଡା ପାଣ୍ଡାଇଙ୍ଗ୍‌ ତୁସ୍‍ୱାଦାଙ୍ଗ୍ ପକ୍‌ଚି ମାନ୍‍ଞ୍ଚାଙ୍ଗ୍, ହେୱାଡ଼ାଂ ମିଦାଙ୍ଗ୍‌ ଇନାକା ଅବାବ୍‌ ଆଜ଼ି ମାଚାତ୍‌?” ହେୱାର୍‌ ଇଚାର୍‌, ଇନାକା “ଆକାୟ୍‌ ।”
36 ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ।
ହେବେତାଂ ହେୱାନ୍‌ ହେୱାରିଂ ଇଚାନ୍‌, “ମାତର୍‌ ନଙ୍ଗ୍‌, ଇନେର୍‌ତି ବାଡି ମାନାତ୍‌, ହେୱାନ୍‌ ହେଦାଂ ଅୱେନ୍‍, ହେ ଲାକେ ମଣା ପା ଅୱେନ୍‍, ଆରି ଇନେର୍‌ତି ହିଲୁତ୍‍, ହେୱାନ୍‌ ହେ ହେନ୍ଦ୍ରା ରଞ୍ଜାଙ୍ଗ୍‌ ପ୍ରସି କାଣ୍ଡା କଡ଼େନ୍‍ ।”
37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।”
ଇନାକିଦେଂକି ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, “ହେୱାନ୍‌ ଅଦାର୍ମିର୍‌ ଲାହାଂ ଗାଣାକିୟା ଆତାନ୍‌,” ଇ କାତା ଲେକା ଆତାତ୍‌ନ୍ନା, “ହେଦାଂ ନା ତାକେ ପୁରାଆନାକା ମାନାତ୍‌; ଲାଗିଂ ନା ବିସ୍ରେ ପୁରା ଆତାତ୍‌ନ୍ନା ।”
38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
ହେବେତାଂ ହେୱାର୍‌ ଇଚାର୍‌, ମାପ୍ରୁ, ହୁଡ଼ା, “ଇବେ ରିଣ୍ଡାଂ କାଣ୍ଡାଙ୍ଗ୍‌ ମାନିକ୍‌ । ଆରେ, ହେୱାନ୍‌ ହେୱାରିଂ ଇଚାନ୍‌, ଏଚେକ୍‌ନେ ସାରି ।”
39 ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
ଜିସୁ ଗାଡ଼୍‌ଦାଂ ହସି ଜାର୍‌ ରିତି ହୁକେ ଜିତ୍‌ମାଡ଼ିତ ହାଚାର୍‌, ଆରି ଚେଲାର୍‌ ପା ତା ପାଚେ ପାଚେ ହାଚାର୍‌ ।
40 ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
ହେ ବାହାତ ଏକିସ୍‌ ଜିସୁ ହେୱାରିଂ ଇଚାନ୍‌, “ପରିକ୍ୟାତ ଇନେସ୍‌ ଆର୍‌ମାଟ୍‌, ଇଦାଂ କାଜିଂ ପାର୍ତାନା କିୟାଟ୍‌ ।”
41 ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
ଆରେ, ହେୱାନ୍‌ ହେୱାର୍‌ ଆନ୍‌ମାନ୍‌ତାଂ ପାଞ୍ଚ୍‌କଡ଼ି ଆତ୍‍ତାଂ ଦେହା ହାଲ୍‌ଜି ମେଣ୍ଡାଙ୍ଗ୍‌ କୁନ୍ଦିକିଜ଼ି ଇ ପାର୍ତାନା କିଦେଙ୍ଗ୍‌ ଲାଗାତାର୍‌,
42 “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
“ଏ ଆବା,” ଜଦି ନି ଇଚା ମାନାତ୍‌ ଲାଗିଂ “ଇ ଦୁକ୍‌ ନା ତାଙ୍ଗ୍‌ ଦେହା କିୟା, ଆତିସ୍‌ ପା ନା ଇଚା ଆକାୟ୍‌, ମାତର୍‌ ନି ଇଚା ପୁରା ଆୟେତ୍‌ ।”
43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
ଆରେ, ସାର୍ଗେତାଂ ର ଦୁତ୍‌ ଚଞ୍ଜ୍‌ୟା ଆଜ଼ି ତାଙ୍ଗେଙ୍ଗ୍‌ ସାକ୍ତି ହିତାନ୍‌ ।
44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା।
ଆରେ, ଜିସୁ ମାନ୍‌ ବିତ୍ରେ ଦୁକ୍‍ତାଂ ଡ୍ରିଙ୍ଗ୍‍ଜି ପାର୍ତାନା କିଦେଙ୍ଗ୍‌ ଲାଗାତାନ୍‌ ଆରି ତା ରୁମିଙ୍ଗ୍ ନେତେର୍‌ ଲାକେ ମେଦ୍‌ନିତ ଆର୍‌ତିକ୍‌ ।
45 ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
ଆରେ, ହେୱାନ୍‌ ପାର୍ତାନାତାଙ୍ଗ୍‍ ନିଙ୍ଗ୍‌ଜି ଚେଲାର୍‌ ଲାଗାଂ ୱାଜ଼ି ହେୱାରିଂ ଦୁକ୍‌ କାଜିଂ ହୁନ୍‌ଞ୍ଚାକାରିଂ ହୁଡ଼୍‌ତାନ୍‌;
46 ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।”
ଆରେ, ହେୱାନ୍‌ ହେୱାରିଂ ଇଚାନ୍‌, “ଇନେକିଦେଂ ହୁଞ୍ଜ୍‌ନାଦେରା? ପରିକ୍ୟାତ ଇନେସ୍‌ ଆର୍‌ମାଟ୍‌, ଇଦାଂ କାଜିଂ ନିଙ୍ଗ୍‌ଜି ପାର୍ତାନା କିୟାଟ୍‌ ।”
47 ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା।
ଜିସୁ କାତା ଇନିୱାଡ଼ାଂ, ହୁଡ଼ାଟ୍‌ ଲକୁ ୱାଜ଼ି ଏକାୱାତାର୍‌, ଆରି ବାରଜାଣ୍‌ ବିତ୍ରେ ଜିହୁଦା ଇନି ରକାନ୍‌ ହେୱାର୍‌ ଆଗେ ଆଗେ ୱାଜ଼ି ଜିସୁଙ୍ଗ୍‌ ଡନ୍‍ଞ୍ଜେଙ୍ଗ୍ ହେ କଚଣ୍‌ତ ହାଚାନ୍‌ ।
48 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
ମାତର୍‌ ଜିସୁ ହେୱାନିଂ ଇଚାନ୍‌, “ଏ ଜିହୁଦା ଡନ୍‌ଞ୍ଜି ପା ମାନାୟ୍‌ ମାଜ଼ି ସତ୍ରୁ କେଇଦ ହେଲାୟ୍‌ କିଦ୍‍ନାୟା?”
49 ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା?
ଇବେଣ୍ଡାଂ ଇନାକା ଗିଟା ଆନାତ୍‌, ହେଦାଂ ହୁଡ଼୍‌ଜି ହାଙ୍ଗ୍‍ଦାକାର୍‍ ଇଚାର୍‌, “ମାପ୍ରୁ, ଆପେଂ ଇନାକା କାଣ୍ଡାତ କାତ୍‍ନାପ୍‌?”
50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ।
ଆରେ, ହେୱାର୍‌ ବିତ୍ରେ ରକାନ୍‌ ମୁଡ଼୍‌ ମାପ୍ରୁହେବାକିନାକାନ୍‌ ଆଡ଼ିୟାଙ୍ଗ୍‌ ମାଟ୍‍କିଜ଼ି ହେ ତିନି କିତୁଲ୍‌ ରାସ୍‌ଦି ତୁହିତାନ୍‌ ।
51 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
ମାତର୍‌ ଜିସୁ ଉତର୍‌ ହିତାନ୍‌, “ଏଚେକ୍‌ ହୁନ୍‌ଜି ମାନାଟ୍‌,” ଆରେ, ହେୱାନ୍‌ ହେ କିତୁଲ୍‌ ଡୁଜ଼ି ତାଙ୍ଗେଙ୍ଗ୍‌ ଉଜ୍‌ କିତାନ୍‌ ।
52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
ଆରେ, ଜିସୁ ହେୱାନ୍ତି ବିରୁଦ୍‌ତ ୱାଜ଼ି ମାଚି ମୁଡ଼୍‌ ମାପ୍ରୁହେବାକିନାକାର୍‌, ମନ୍ଦିର୍‌ନି ମୁଡ଼୍‍ଜାମାନ୍‍ ଆରି ବୁଡ଼ାଲୁରିଂ ଇଚାର୍‌, “ଚର୍କୁ ବିରୁଦ୍‌ତ ହତି ଲାକେ କାଣ୍ଡା ଆରି ଟେଙ୍ଗା ଆଜ଼ି ଏପେଙ୍ଗ୍‌ ଇନାକା ହସି ୱାତାଦେର୍ଣ୍ଣା?
53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।”
ଆନ୍‌ ନିତ୍ରେ ମି ହୁକେ ମନ୍ଦିର୍‌ତ ମାନିୱେଡ଼ାଲିଂ ଏପେଙ୍ଗ୍‌ ନା ବିରୁଦ୍‌ତ କେଇ କିଦ୍‌ୱାତାଦେର୍‌, ମାତର୍‌ ଇଦାଂ ମି ସମୁ ଆରି ମାଜ୍‍ଗାନି ଆଦିକାର୍‌ ।”
54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
ପାଚେ ହେୱାର୍‌ ହେୱାନିଂ ଆସ୍ତି ଅଜ଼ି ମୁଡ଼୍‌ ମାପ୍ରୁହେବା କିନାକାର୍‌ ଇଞ୍ଜ ତାହିୱାତାର୍‌; ମାତର୍‌ ପିତର୍‌ ଦେହା ମାନ୍‌ଞ୍ଜି ପାଚେ ପାଚେ ହାଚାନ୍‌ ।
55 ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
ଆରେ, ହେୱାର୍‌ ହାକ୍‌ଡ଼ିନି ମାଦି ବାହାତ ନାଣି ତୁବ୍‍ଜି ରଚେ କୁଚ୍‌ଚିଲେ, ପିତର୍‌ ହେୱାର୍‌ ମାଦି କୁଚ୍‌ଚି ମାଚାନ୍‌ ।
56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
ରଞ୍ଜେଲ୍‌ ଆଡ଼ିଏଣି ହେୱାନ୍‌ ନାଣି ଲାଗାଂ କୁଚ୍‌ଚି ମାନାକା ହୁଡ଼୍‌ଜି ହେୱାନିଂ ଇଟ୍‌କାଡ଼୍‌ କିଜ଼ି ହୁଡ଼୍‌ଜି ଇଚାତ୍‌, “ଇୱାନ୍‌ ପା ହେୱାନ୍‌ ହୁକେ ମାଚାନ୍‌ ।”
57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
ମାତର୍‌ ପିତର୍‌ ପାର୍ତି କିୱାଦାଂ ଇଚାନ୍‍, “ଏ ଆୟାତାଡ଼ି, ଆନ୍‌ ହେୱାନିଂ ପୁନୁଙ୍ଗ୍‌ ।”
58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
ଅଲପ୍‍ ସମୁ ପାଚେ ଆରି ରଞ୍ଜେଲ୍‌ ହେୱାନିଂ ହୁଡ଼୍‌ଜି ଇଚାତ୍‌, “ଏନେଙ୍ଗ୍‌ ପା ହେୱାର୍‌ ବିତ୍ରେ ରକାୟ୍‌ ।” ମାତର୍‌ ପିତର୍‌ ଇଚାନ୍‌, “ଆକାୟ୍‌, ଟଣ୍ଡେନ୍‌, ଆନ୍‌ ଆକାୟ୍‌ ।”
59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
ର ଗଣ୍ଟା ପାଚେ ରକାନ୍‌ ଆଟ୍‌ୱା କିଜ଼ି ଇଞ୍ଜେଙ୍ଗ୍‌ ଲାଗାତାନ୍‌, “ଇ ମାନାୟ୍‌ ପା ହାତ୍‌ପାନେ ତା ହୁକେ ମାଚାନ୍‌, ଇନାକିଦେଂକି ହେୱାନ୍‌ ରକାନ୍‌ ଗାଲିଲିୟ ମାନାୟ୍‌ ।”
60 କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;
ମାତର୍‌ ପିତର୍‌ ଇଚାନ୍‌, “ଟଣ୍ଡେନ୍‌, ଏନ୍‌ ଇନାକା ଇନାୟା, ଆନ୍‌ ହେଦାଂ ପୁନୁଙ୍ଗ୍‌ ।” ହେ ଦାପ୍ରେ ହେୱାନ୍‌ କାତା ଇନୁ ଇନୁ କୁଜ଼ୁ କ୍ଡେତାତ୍‌,
61 ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
ଆରେ ମାପ୍ରୁ ପିତର୍‌ତିଂ ର କାଣ୍‌କୁତ ହୁଡ଼୍‌ତାନ୍‌; ହେବେ “ନେଞ୍ଜେଙ୍ଗ୍‌ କୁଜ଼ୁ କ୍ଡେନି ଆଗେ ଏନ୍‌ ନାଙ୍ଗେଙ୍ଗ୍‌ ତିନି ହଟ୍‌ ପାର୍ତି କିଦୁୟ୍‌,” ଇଦାଂ ଇମ୍‌ଣି କାତା ମାପ୍ରୁ ପିତର୍‌ତିଂ ଇଞ୍ଜି ମାଚାନ୍‌,
62 ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
ହେଦାଙ୍ଗ୍ ତା ମାନ୍ତ ୱାତାତ୍‍, ଆରି ହେୱାନ୍‌ ବାର୍ତ ହାଲ୍‌ଜି ବେସି ତାନ୍ଦ୍ରା ଆଜ଼ି ଆଡ଼୍‌ବାତାନ୍‌ ।
63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
ଆରେ, ଇମ୍‌ଣି ମାନାୟାର୍‌ ଜିସୁଙ୍ଗ୍‌ ଆସ୍ତି ଇଡ଼୍‌ଜି ମାଚାର୍‌, ହେୱାର୍‌ ହେୱାନିଂ ମାଡ଼୍‌ଜି କିଉ କିଉ ଲାଜୁ କିତାର୍‌,
64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?
ଆରେ ହେ ମୁମ୍‌ଦ ପାଡ଼ାକ୍‍ଚି ହେୱାନିଂ ୱେନ୍‍ବେଦେଂ ଲାଗାତାର୍‌, “ଏନ୍‌ କିନ୍ଦା ବେଣ୍‌ବାକ୍‌ଣାୟ୍‌ କିନାକାୟ୍‌! ଇନାତ, ଇନେର୍‌ ନିଙ୍ଗେଙ୍ଗ୍‌ ମାଟ୍‍କିତ୍‍ତାର୍‍?”
65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
ଆରେ, ହେୱାର୍‌ ଆଦିକ୍‌ ବେସି କାତା ହେୱାନ୍‌ ବିରୁଦ୍‌ତ ଇଞ୍ଜି ହେୱାନିଂ ନିନ୍ଦା କିଦେଙ୍ଗ୍‌ ଲାଗାତାର୍‌ ।
66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
ଅଜଡ଼୍‌ ଆତି ଦାପ୍ରେ ମାନାୟାର୍‌ତି ପ୍ରାଚିନାର୍‌, ଆରେ ମୁଡ଼୍‌ ମାପ୍ରୁହେବାକିନାକାର୍‌ ଆରି ସାସ୍ତିର୍‌ ରୁଣ୍ଡା ଆଜ଼ି ଜାର୍‌ତିଂ ଗାଜା ମିଟିଙ୍ଗ୍‌ତାଂ ଅଜ଼ି ଇଚାର୍‌, “ଏନେଙ୍ଗ୍‌ ଜଦି କ୍ରିସ୍ଟ, ତେବେ ମାଙ୍ଗେଙ୍ଗ୍‌ ୱେଚ୍‌ଚା ।”
67 କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
ମାତର୍‌ ଜିସୁ ହେୱାରିଂ ଇଚାନ୍‌, “ଆନ୍‌ ଜଦି କ୍ରିସ୍ଟ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗ୍‌, ଏପେଙ୍ଗ୍‌ ତ ପାର୍ତି କିଉଦେର୍‌ ।”
68 ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
ଆରେ, ଆନ୍‌ ୱେନ୍‌ବା ଆତିସ୍‌, “ଏପେଙ୍ଗ୍‌ ଉତର୍‌ ହିଉଦେର୍‍ ।”
69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।”
ମାତର୍‌ ନଙ୍ଗ୍‌ତାଂ ମାନାୟ୍‌ ମାଜ଼ି ଇସ୍ୱର୍ତି ସାକ୍ତିତାଂ ବୁଜ୍‌ଣି ବାଗାଙ୍ଗ୍‌ କୁଚ୍‍ନାନ୍‍ ।
70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”
ହେବେଣ୍ଡାଂ ୱିଜ଼ାକାର୍‌ ୱେନ୍‍ବାତାର୍, “ବାଟିଙ୍ଗ୍‌ ଏନ୍‌ ଇନାକା ଇସ୍ୱର୍ତି ମାଜ଼ି?” ହେୱାନ୍‌ ହେୱାରିଂ ଇଚାନ୍‌, “ଆନ୍‌ ହେୱାନ୍‌ ଇଞ୍ଜି ଏପେଙ୍ଗ୍‌ ଇନାଦେରା ।”
71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।
ଲାଗିଂ ହେୱାର୍‌ ଇଚାର୍‌, “ମାଦାଂ ଆରେ ସାକିନି ଲଡ଼ା ଆକାୟ୍‌ । ହେୱାନ୍‌ ଇନାକା ଇନାନା, ଆପେଂ ନିଜ୍‍ ହେଦାଂ ୱେଚାପ୍‌ନ୍ନା ।”

< ଲୂକ 22 >