< ଲୂକ 20 >
1 ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ,
୧ଏନ୍ ହୁଲାଙ୍ଗ୍କଏତେ ମୁସିଙ୍ଗ୍ ୟୀଶୁ ମାନ୍ଦିର୍ ଅଡ଼ାଃରେ ହଡ଼କକେ ଇତୁକତାନ୍ ଆଡଃ ସୁକୁକାଜି ଉଦୁବାକତାନ୍ ତାଇକେନ୍ରେ ମାରାଙ୍ଗ୍ ଯାଜାକ୍କ ଆଡଃ ଆଇନ୍ ଇତୁକ ପ୍ରାଚିନ୍କଲଃ ଇନିଃତାଃତେ ହିଜୁଃଲେନ୍ତେ,
2 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ?
୨ଇନିଃକେକ କୁଲିକିୟାଃ, “ଆମ୍ ଅକ ଆକ୍ତେୟାର୍ତେ ନେଆଁଁକମ୍ ରିକାତାନା? ନେ କାମିକ ରିକାନାଗେନ୍ତେ ଅକଏ ନେ ଆକ୍ତେୟାର୍ ଏମାକାଦ୍ମେଆ?”
3 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ,
୩ଇନିଃ ଇନ୍କୁକେ କାଜିରୁହାଡ଼ାଦ୍କଆଏ, “ଆଇଙ୍ଗ୍ହଁ ମିଆଁଦ୍ କାଜିଙ୍ଗ୍ କୁଲିପେୟା, ଆଡଃ ଆପେ କାଜିରୁହାଡ଼ିଙ୍ଗ୍ପେ,
4 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ଥିଲା?”
୪ବାପ୍ତିସ୍ମା ଏମଃନିଃ ଯୋହାନ୍ଆଃ ବାପ୍ତିସ୍ମା ସିର୍ମାରେନ୍ ପାର୍ମେଶ୍ୱାର୍ତାଃଏତେ ଚି ମାନୱାତାଃଏତେ ତାଇକେନା?”
5 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
୫ଏନ୍ତେ ଇନ୍କୁ ଆକ ଆକରେକ ଉଡ଼ୁଃକେଦା, “ଆବୁ, ‘ସିର୍ମାରେନ୍ ପାର୍ମେଶ୍ୱାର୍ତାଃଏତେ’ ମେନେରେଦ ଇନିଃ ‘ଚିକାନାଙ୍ଗ୍ ଯୋହାନ୍ରେ କାପେ ବିଶ୍ୱାସ୍କେଦା’ ମେତାବୁଆଏ?
6 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ।
୬ମେନ୍ଦ ହଡ଼କ ସାଃଏତେ ମେନେରେଦ ସବେନ୍ ହଡ଼କ ଆବୁକେ ଚିଦ୍ଗିବୁଆକ, ଚିୟାଃଚି ବାପ୍ତିସ୍ମା ଏମଃନିଃ ଯୋହାନ୍ ନାବୀ ତାନିଃ ମେନ୍ତେ ଇନ୍କୁ ପୁରାଃଗି ଭାର୍ସାକାଦାକ ।”
7 ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ।
୭ଏନ୍ତେ ଇନ୍କୁ କାଜିରୁହାଡ଼୍କିୟାକ, “ଏନା କତାଃଏତେ ତାଇକେନା ଏନା କାଲେ ସାରିତାନା ।”
8 ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
୮ଏନ୍ତେ ୟୀଶୁ ଇନ୍କୁକେ ମେତାଦ୍କଆଏ, “ଆଇଙ୍ଗ୍ହଁ ଅକ ପେଡ଼େଃତେ ଏନାକଇଙ୍ଗ୍ ରିକାତାନା, କାଇଙ୍ଗ୍ ଉଦୁବାପେୟା ।”
9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ।
୯ୟୀଶୁ ହଡ଼କକେ ନେ ଜନ୍କା କାଜି ଏଟେଦ୍କେଦ୍ଆଏ, “ମିଆଁଦ୍ ହଡ଼ ଦାଖ୍ବାକ୍ଡ଼ି ବାଇକେଦାଏ, କାର୍କାମିହଡ଼କକେ କାର୍ ଏମ୍କେଦ୍ତେ ପୁରାଃ ସାମାଏ ଜାକେଦ୍ ଏଟାଃ ଦିଶୁମ୍ତେ ସେନଃୟାନାଏ ।
10 ଆଉ କୃଷକମାନେ ଯେପରି ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥିନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଶୂନ୍ୟ ହସ୍ତରେ ଫେରାଇଦେଲେ।
୧୦ଇରୋଃଅ ଦିପିଲିରେ ଇନିଃ ଦାଖ୍ବାକ୍ଡ଼ିରେୟାଃ ଜ ଏମାଇଙ୍ଗ୍ପେ ମେନ୍ତେ ମିଆଁଦ୍ ଦାସିକେ କାର୍ କାମିହଡ଼କତାଃତେ କୁଲ୍କିୟାଏ, ମେନ୍ଦ କାର୍କାମିହଡ଼କ ଇନିଃକେ ଦାଲ୍କିୟାଃକ ଆଡଃ ସାମାତିଃଇଗି କୁଲ୍ରୁହାଡ଼୍କିୟାଃକ ।
11 ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ;
୧୧ଇନିଃ ଏଟାଃ ଦାସିକେ କୁଲ୍କିୟାଏ, ଇନ୍କୁ ଇନିଃକେହ ଦାଲ୍କିୟାଃକ ଆଡଃ ହିଲାଙ୍ଗ୍କିଦ୍ତେ ସାମାତିଃଇଗି କୁଲ୍ରୁହାଡ଼୍କିୟାଃକ ।
12 ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ।
୧୨ଇନିଃ ଆଡଃଗି ଆପିୟାନିଃକେହ କୁଲ୍କିୟାଏ, ଆଡଃ ଇନ୍କୁ ଇନିଃକେ ଘାଅକିଃତେକ ଅଡଙ୍ଗ୍ଏଣ୍ଡାଃକିୟାଃ ।
13 ସେଥିରେ ଦ୍ରାକ୍ଷାକ୍ଷେତ୍ରର ମାଲିକ କହିଲେ, ମୁଁ କଅଣ କରିବି? ମୋହର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ।
୧୩ଏନ୍ତେ ଦାଖ୍ବାକ୍ଡ଼ିରାଃ ଗମ୍କେ ମେନ୍କେଦାଏ, ‘ଚିନାଃଇଙ୍ଗ୍ ଚିକାୟା? ଆଇଁୟାଃ ଦୁଲାଡ଼୍ ହନିଙ୍ଗ୍କଡ଼ାକେ କୁଲିୟାଇଙ୍ଗ୍, ଇଦୁ ଇନ୍କୁ ଇନିଃକେ ମାଇନିୟାକ ।’
14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ।
୧୪ମେନ୍ଦ କାର୍କାମିହଡ଼କ ଇନିଃକେ ନେଲ୍କିଦ୍ଚି ମେପେନ୍ୟାନାକ, ‘ନିଃଗି ଗୁସିୟାଁରାଃ ହନ୍ ତାନିଃ ଦଲାବୁ ଗଜିୟା, ତାବ୍ଦ ନିୟାଃ ହାନାଟିଙ୍ଗ୍ ଆବୁଆଃଗି ହବାଅଆଃ ।’
15 ଆଉ ସେମାନେ ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। ଅତଏବ ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କଅଣ କରିବେ?
୧୫ଆଡଃ ଇନ୍କୁ ଇନିଃକେ ଦାଖ୍ବାକ୍ଡ଼ିଏତେ ଅଡଙ୍ଗ୍ଏଣ୍ଡାଃକିୟାଃକ ଆଡଃ ଗଏଃକିୟାଃକ । “ୟୀଶୁ କୁଲିକେଦ୍କଆ, ‘ନାହାଁଃଦ ଦାଖ୍ବାକ୍ଡ଼ି ଗମ୍କେ ଇନ୍କୁକେ ଚିକ୍ନାଃଏ ଚିକାକଆ?
16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।”
୧୬ଇନିଃ ହିଜୁଃକେଦ୍ତେ ଏନ୍ କାର୍କାମିହଡ଼କକେ ଗଏଃକଆଏ ଆଡଃ ଦାଖ୍ବାକ୍ଡ଼ି ଏଟାଃକକେ ଏମାକଆଏ ।’” ହଡ଼କ ନେଆଁଁ ଆୟୁମ୍କେଦ୍ତେ ମେନ୍କେଦାଃକ, “ଆଲକାଏ ଏନ୍କାଅଃକା ।”
17 କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତେବେ ଏହି ଯେଉଁ ବାକ୍ୟ ଲେଖାଅଛି, ତାହାର ଅର୍ଥ କଅଣ, ‘ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା?’
୧୭ୟୀଶୁ ଇନ୍କୁସାଃ ନେଲ୍କେଦ୍ତେ କୁଲିକେଦ୍କଆଏ, “ତାବ୍ଦ ଧାରାମ୍ପୁଥିରେୟାଃ ନେ କାଜିରାଃ ମୁଣ୍ଡି ଚିକ୍ନାଃ ତାନାଃ?” “‘ଅଡ଼ାଃ ବାବାଇକ ଅକ ଦିରିକେକ ଆତମ୍ ଏଣ୍ଡାଃକେଦା, ଏନ୍ ଦିରି ଅଡ଼ାଃରାଃ କଚାଦିରି ବାଇୟାକାନା ।’
18 ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ।”
୧୮ଏନ୍ ଦିରିରେ ଉୟୁଗଃନିଃ ଗୁଣ୍ଡାଅଃଆଏ ଆଡଃ ଏନା ଜେତାଏରେ ଉୟୁଗଃରେଦ ଇନିଃକେ ରିଦିୟାଏ ।”
19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୂର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।
୧୯ମାରାଙ୍ଗ୍ ଯାଜାକ୍କ ଆଡଃ ଆଇନ୍ ଇତୁକ ଇନିଃ ନେ ଜନ୍କା କାଜି ଆବୁକେ କାଜିୟାଦ୍ବୁଆଏ ନେଆଁଁ ସାରିକେଦ୍ତେ ଏନ୍ ଦିପିଲିରେଗି ଇନିଃକେ ସାସାବ୍ ସାନାଙ୍ଗ୍ ତାଇକେନାକ, ମେନ୍ଦ ଇନ୍କୁ ଗାଦେଲ୍ ହଡ଼କକେ ବରକେଦ୍କଆକ ।
20 ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ।
୨୦ଏନାତେ ଇନ୍କୁ ୟୀଶୁଆଃ କାଜିରେ ଭୁଲ୍ ସାବିନାଙ୍ଗ୍ ଚିମିନ୍ ହଡ଼କ ଆପାନ୍କେ ଧାର୍ମାନ୍ ମେନ୍ତେ ଉଦୁବେନ୍ତାନ୍କକେ କୁଲ୍କେଦ୍କଆକ, ଜେ'ଲେକାଚି ଇନ୍କୁ ଇନିଃକେ ସାବ୍କେଦ୍ତେ ରୋମ୍ରେୟାଃ ପେଡ଼େଃ ଆଡଃ ଆକ୍ତେୟାର୍ ନାମାକାଦ୍ ଲାଟ୍ସାହେବ୍ତାଃରେକ ଜିମାଦାଡ଼ିୟା ।
21 ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି।
୨୧ଏନାତେ ଇନ୍କୁ କୁଲିକିୟାଃକ, “ହେ ଗୁରୁ, ଆମ୍ ବୁଗିଲେକାତେମ୍ କାଜିତାନା ଆଡଃ ଇତୁତାନା ଆଡଃ ହଡ଼କଆଃ ମେଦ୍ମୁହାଁଡ଼୍ କାମ୍ ନେନେଲାଃ, ମେନ୍ଦ ପାର୍ମେଶ୍ୱାର୍ରାଃ ହରା ସାର୍ତିତେମ୍ ଇତୁତାନା, ଏନାଲେ ସାରିତାନା ।
22 କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ବିଧିସଙ୍ଗତ କି ନୁହେଁ?
୨୨କାଜିୟାଲେମ୍, ଚିୟାଃ ଆଲେ କାଇସାର୍କେ କାର୍ ଏମାଇ ଲାଗାତିଙ୍ଗ୍ୟାଁଃ ଚି କା?”
23 କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, “ମୋତେ ଗୋଟିଏ ମୁଦ୍ରା ଦେଖାଅ।
୨୩ମେନ୍ଦ ୟୀଶୁ ଇନ୍କୁଆଃ ବେଦା ଆଟ୍କାର୍କେଦ୍ତେ ମେତାଦ୍କଆଏ,
24 ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି?” ସେମାନେ କହିଲେ, କାଇସରଙ୍କର।
୨୪“ମୁସିଙ୍ଗ୍ରାଃ ନାଲା ସିକା ଆଉୱାଇଙ୍ଗ୍ପେ, ନେଆଁଁ ଅକଏୟାଃ ମୁରୁତ୍ ଆଡଃ ଅନଲ୍ ତାନାଃ?” ଇନ୍କୁ କାଜିରୁହାଡ଼୍କିୟାକ, “କାଇସାର୍ଆଃ ।”
25 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ବରଙ୍କର, ତାହା ଈଶ୍ବରଙ୍କୁ ଦିଅ।
୨୫ୟୀଶୁ ଇନ୍କୁକେ ମେତାଦ୍କଆଏ, “ତାବ୍ଦ କାଇସାର୍ଆଃ କାଇସାର୍କେ ଏମାଇପେ, ଆଡଃ ପାର୍ମେଶ୍ୱାର୍ଆଃ ପାର୍ମେଶ୍ୱାର୍କେ ଏମାଇପେ ।”
26 ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ।
୨୬ଇନ୍କୁ ହଡ଼କଆଃ ଆୟାର୍ରେ ୟୀଶୁଆଃ କାଜିରେ କାକ ସାବ୍ ଦାଡ଼ିକିୟାଃ, ଆଡଃ ଇନିୟାଃ କାଜିରୁହାଡ଼୍ତେ ଆକ୍ଦାନ୍ଦାଅୟାନ୍ଲଃ ହାପାୟାନାକ ।
27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
୨୭ସାଦୁକିକଏତେ ଚିମିନ୍ହଡ଼କ ୟୀଶୁତାଃତେକ ହିଜୁଃୟାନା, ଇନ୍କୁଦ ଜୀଉବିନିରିଦ୍ ବାନଃଆମେନ୍ତେକ କାଜିୟା, ଆଡଃ ଇନ୍କୁ ଇନିଃକେ କୁଲିକିୟାଃକ,
28 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
୨୮“ହେ ଗୁରୁ, ଜେତାଏ ହଡ଼ଆଃ ହନ୍ଗାଁଣା ବାନ୍କୁୟାନ୍ତେ ଆୟାଃ କୁଡ଼ିତେକେ ଗଏଃବାଗିରେ ହାଗାତେ ଇନିୟାଃ କୁଡ଼ିତେକେ ଆଣ୍ଦିୟଃକା ଆଡଃ ହାଗାତେୟାଃ ନୁତୁମ୍ତେ ହନ୍ ପସାକକାଏ, ନେଆଁଦ ମୁଶା ଆଲେ ନାଗେନ୍ତେ ଅଲାକାଦାଏ ମେନ୍କେଦାକ ।
29 ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
୨୯ନେଲେମେ ସାତ୍ ହାଗିୟା ତାଇକେନାକ, ଆଡଃ ମାରାଙ୍ଗ୍ନିଃ ଆଣ୍ଦିକେଦ୍ତେ ବେଗାର୍ ହନ୍ଗାଁଣାତେ ଗଏଃୟାନାଏ ।
30 ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ;
୩୦ଆଡଃ ବାରିୟାନିଃ ଇନିଃକେ ଆଣ୍ଦିୟାନାଏ ଆଡଃ ଇନିଃହ ବେଗାର୍ ହନ୍ଗାଁଣାତେ ଗଏଃୟାନାଏ ।
31 ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ।
୩୧ଏନ୍ତେ ଆପିୟାନିଃ ଇନିଃକେ ଆଣ୍ଦିୟାନାଏ ଆଡଃ ନେ ଲେକାଗି ସାତ୍ ହାଗିୟାକହଁ ବେଗାର୍ ହନ୍ଗାଁଣାତେ ଗଏଃୟାନାକ ।
32 ଶେଷରେ ସ୍ତ୍ରୀଟି ମଧ୍ୟ ମଲା।
୩୨ତାୟମ୍ତେ, କୁଡ଼ିୟଗି ଗଏଃୟାନାଏ ।
33 ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
୩୩ନାହାଁଃଦ ଜୀଉବିନିରିଦ୍ ଇମ୍ତା ଇନିଃ ଅକଏୟାଃ କୁଡ଼ି ହବାଅଆଃଏ? ଏନ୍ ସାତିୟ ହାଗିୟାକଦ ଇନିଃକେ ଆଣ୍ଦିୟାକାନ୍ ତାଇକେନାକ ।”
34 ଯୀଶୁ ସେମାନଙ୍କୁ କହିଲେ, “ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, (aiōn )
୩୪ୟୀଶୁ ମେନ୍ରୁହାଡ଼ାଦ୍କଆଏ, “ନେ ଦିପିଲିରେନ୍ ହନ୍କ ଆଣ୍ଦିୟଃତାନା ଆଡଃକ ଆଣ୍ଦିକତାନା । (aiōn )
35 କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; (aiōn )
୩୫ମେନ୍ଦ ହିଜୁଃତାନ୍ ପାରିୟାରେ ଜୀହୁଦଃ ହଡ଼କ ଆଡଃ ଗଜାକାନ୍କଏତେ ଜୀଉବିନିରିଦ୍ଲେକାନ୍ ହଡ଼କ କାକ ଆଣ୍ଦିୟଃଆ ଆଡଃ କାକ ଆଣ୍ଦିନାଃ । (aiōn )
36 ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ବରଙ୍କ ସନ୍ତାନ ଅଟନ୍ତି।
୩୬ଆଡଃ ଇନ୍କୁ ଆଡଃମିସା କାକ ଗଏଃଦାଡ଼ିୟଃଆ, ଚିୟାଃଚି ଇନ୍କୁଦ ସିର୍ମାରେନ୍ ଦାସିକଲେକା, ଆଡଃ ଜୀଉବିନିରିଦ୍ରେନ୍ ହନ୍କ ହବାୟାନ୍ତେ ଇନ୍କୁ ପାର୍ମେଶ୍ୱାର୍ଆଃ ହନ୍ ତାନ୍କୁ ।
37 ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ‘ଅବ୍ରହାମଙ୍କ ଈଶ୍ବର, ଇସ୍ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର’ ବୋଲି କହି ସୂଚନା ଦେଇଅଛନ୍ତି।
୩୭ମେନ୍ଦ ଗଜାକାନ୍କ ଜୀଉବିନିରିଦ୍ କାଜି ମୁଶାହଁ ଚୁପାଦ୍ରେୟାଃ କାଜିତେ ଉଦୁବାକାଦାଏ, ଏନ୍ରେ ଇନିଃ ପ୍ରାଭୁକେ କାଜିକିୟାଏ, ‘ଆମ୍ ଆବ୍ରାହାମ୍ଆଃ ପାର୍ମେଶ୍ୱାର୍, ଆଡଃ ଇସାକ୍ଆଃ ପାର୍ମେଶ୍ୱାର୍, ଆଡଃ ଯାକୁବ୍ଆଃ ପାର୍ମେଶ୍ୱାର୍ ତାନ୍ମେ ।’
38 ସେ ତ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି।”
୩୮ନେଲେମେ ପାର୍ମେଶ୍ୱାର୍ ଗଜାକାନ୍କଆଃଦ ନାହାଁଲିଃ, ମେନ୍ଦ ଜୀହୁଦ୍ତାନ୍କଆଃ ପାର୍ମେଶ୍ୱାର୍ ତାନିଃ, ଇନିଃ ନାଗେନ୍ତେଦ ସବେନ୍କ ଜୀହୁଦଃତାନାକ ।”
39 ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ।
୩୯ଆଇନ୍ ଇତୁକଏତେ ଚିମିନ୍କ କାଜିରୁହାଡ଼୍କିୟାକ, “ହେ ଗୁରୁ ଆମ୍ ବୁଗିନାମ୍ କାଜିୟାକାଦାଃ ।”
40 କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ।
୪୦ଆଡଃ ଜେତାଏ ଇନିଃକେ ଜେତ୍ନାଃ କୁଲିନାଙ୍ଗ୍ କାକ ସାହାଁସ୍କେଦା ।
41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି?
୪୧ଏନ୍ତେ ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ହଡ଼କ ଖ୍ରୀଷ୍ଟ୍ ଦାଉଦ୍ଆଃ ହନ୍ ତାନିଃ ମେନ୍ତେ ଚିନାଃମେନ୍ତେକ କାଜିତାନା?”
42 କାରଣ ଦାଉଦ ନିଜେ ଗୀତସଂହିତା ପୁସ୍ତକରେ କହନ୍ତି, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
୪୨ନେଆଁଁ ଦାଉଦ୍ ଆଇଃକ୍ଗି ଦୁରାଙ୍ଗ୍ ପୁଥିରେ କାଜିତାନାଏ, “‘ପ୍ରାଭୁ ଆଇଁୟାଃ ପ୍ରାଭୁକେ କାଜିୟାଇତାନାଏ, ଆଇଁୟାଃ ଜମ୍ତିଃ ସାଃରେ ଦୁବାକାନ୍ମେଁ,
43 ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
୪୩ଆଇଙ୍ଗ୍ ଆମାଃ ବାଇରିକକେ ପୁରା ଆଉରିଙ୍ଗ୍ ହାରାଅକ ଜାକେଦ୍ ।’”
44 ଅତଏବ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ଦାଉଦର ସନ୍ତାନ?”
୪୪“ଦାଉଦ୍ଦଃ ଇନିଃକେ ‘ପ୍ରାଭୁ’ ମେତାଇତାନାଏ, ଏନ୍ତେ ଖ୍ରୀଷ୍ଟ୍ ଚିଲ୍କାତେ ଇନିୟାଃ ହନ୍ ତାନିଃ?”
45 ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ,
୪୫ସବେନ୍ ହଡ଼କ ଆୟୁମ୍ତାନ୍ ତାଇକେନ୍ରେ, ୟୀଶୁ ଆୟାଃ ଚେଲାକକେ କାଜିୟାଦ୍କଆଏ,
46 “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
୪୬“ଆଇନ୍ ଇତୁକତାଃଏତେ ଚିର୍ଗାଲାକାନ୍ପେ, ଇନ୍କୁ ଜିଲିଙ୍ଗ୍ ଲିଜାଃ ତୁସିଙ୍ଗ୍କେଦ୍ତେ ସେନ୍ବାଡ଼ା, ଆଡଃ ପିଟ୍ ପିଡ଼ିକରେ ଜହାର୍ତେଲା ଆଡଃ ସାମାଜ୍ ଅଡ଼ାଃକରେ ଆୟାର୍ରେ ଦୁବ୍ନାଙ୍ଗ୍ ଆଡଃ ମାରାଙ୍ଗ୍ ଜମ୍ନୁଁକରେ ସିଦା ଠାୟାଦ୍ରେ ଦୁବ୍ନାଙ୍ଗ୍ ସୁକୁକଆ ।
47 ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
୪୭ଇନ୍କୁ ରାଣ୍ଡିକୁଡ଼ିକଆଃ ଅଡ଼ାଃକ ଉଦେତାନା ଆଡଃ ବେଦାତେ ଜିଲିଙ୍ଗ୍ ଜିଲିଙ୍ଗ୍ଗିକ ବିନ୍ତିୟା । ଏନ୍ଲେକାନ୍ ହଡ଼କଦ ଆଦ୍କା ସାଜାଇକ ନାମେୟା ।”