< ଲୂକ 20 >

1 ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ,
ମୁଇଂଦିନା ଜିସୁ ମନ୍ଦିର୍‍ ବିତ୍ରେ ଲେଃଗେ । ଆରି ପର୍‍ମେସର୍‍ନେ ରାଇଜ୍ ବିସୟ୍‌ରେ ମାପ୍ରୁନେ ନିମାଣ୍ଡା ସାମୁଆଁ ବାସଙ୍ଗ୍‍ଡିଙ୍ଗ୍‍ଗେ । ମ୍ନାଯାଜକ ଦରମ୍ କରମ୍‍ ରେମୁଆଁଇଂ ଆରି ଜିଉଦି ନେତାଇଂ ଜିସୁକେ ପ୍ରସ୍‍ନ ସାଲ୍ୟାକୁ ପାଙ୍ଗ୍‌ଆର୍‌କେ ।
2 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ?
ମେଇଙ୍ଗ୍ ସାଲ୍ୟାକୁ ଆର୍‌କେ “ଆନେକେ ବାସଙ୍ଗ୍‌ ଆଣ୍ଡିନେ ଅଦିକାର୍‌ରେ ନାନେ ଆକେନ୍ ସାପା କାମ୍ ଡିଙ୍ଗ୍‌ନାଡିଙ୍ଗ୍? ଆନାକେ ଆକେନ୍ ସାପା ଅଦିକାର୍ ଜାଣ୍ଡେ ବିକେ?”
3 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ,
ଜିସୁ ଉତର୍ ବିକେ “ନେଙ୍ଗ୍‍ ଡିଗ୍‍ ଆପେକେ ମୁଇଙ୍ଗ୍ ପ୍ରସ୍‍ନ ନ୍‌ସେଲ୍ୟାକୁଏ । ଆନେଙ୍ଗ୍ ବାସଙ୍ଗ୍‌,
4 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ଥିଲା?”
ଉଡ଼ିବେଲା ଜହନ୍‌ ରେମୁଆଁଇଂକେ ଦିକ୍ୟା ବିକେ ଆତେନ୍‌ ପର୍‍ମେସର୍‍ବାନ୍‍ ପାଙ୍ଗ୍‍ଲେକେଲେ ରେମୁଆଁବାନ୍‍ ପାଙ୍ଗ୍‍ଲେକେ?”
5 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
ମ୍ନାଯାଜକ ଦରମ୍ କରମ୍‌ଣ୍ଡ୍ରେ ଆରି ଜିଉଦି ନେତାଇଂ ନିଜେ ନିଜେ ବିତ୍ରେ ୱିଙ୍ଗ୍‌ଆ ରିଙ୍ଗ୍‌ଆ ଡିଙ୍ଗ୍ ଆର୍‌କେ । “ନେନେ ଜଦି ନେବାସଙ୍ଗ୍‍ଏ ଜେ ଜହନ୍‌ନେ ଡୁବନ୍ ପର୍‍ମେସର୍‍ବାନ୍‍ ପାଙ୍ଗ୍‍ଲେଗେ ତେଲା ମେଁ ସାଲିଆକୁଏ ପେଇଂ ଜହନ୍‌କେ ମେଁନ୍‌ସା ବିସ୍‌ବାସ୍‍ ପେଡିଙ୍ଗ୍‌କେ?
6 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ।
ମାତର୍‌ ନେନେ ଜଦି ନେବାଲିର୍‌ଏ ଜହନ୍‌ନେ ଡୁବନ୍ ରେମୁଆଁବାନ୍‍ ପାଙ୍ଗ୍‍ଲେଗେ ତେଲା ସାପା ରେମୁଆଁ ନେନେ ଆଡ଼ାତ୍ରା ବ୍ରି ଟୁଚେ ଆନେକେ ସର୍‌ତେ ବାଗୁଏଃ ବିଃ ଆର୍‌ଏ । ଡାଗ୍‍ଲା ମେଇଙ୍ଗ୍ ଜହନ୍‌କେ ବାବବାଦି ଡାଗ୍‌ଚେ ବିସ୍‌ବାସ୍‍ ଡିଙ୍ଗ୍‌ଆର୍‌ଡିଂଗେ ।”
7 ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ।
ଆତେନ୍‌‌ସା ମେଇଂ ବାଲିର୍‍କେ, “ନେ ନେମ୍ୟାକେ ଣ୍ଡୁ ।”
8 ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ଜିସୁ ଆମେଇଂକେ ବାସଙ୍ଗ୍‌କେ “ନେଙ୍ଗ୍ ଡିଗ୍ ଆପେକେ ନାନେ ବାସଙ୍ଗ୍‌ ଣ୍ଡୁ ଜେ ନେଙ୍ଗ୍‍ ଡିଗ୍ ଆଣ୍ଡିନେ ଅଦିକାର୍‌ରେ ଏନ୍‌ ସାପା କାମ୍ ଡିଙ୍ଗ୍ ଣ୍ଡିଙ୍ଗ୍‍କେ ।”
9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ।
ତେନ୍‌ ଇଡ଼ିଂ ଜିସୁ ରେମୁଆଁଇଂକେ ଏନ୍‌ ଉସ୍ରା ବାଲିର୍‍କେ: ମୁଇଙ୍ଗ୍ ରେମୁଆଁ ଉଡ଼ି ଲିଜ ଅରିଆ ଅଙ୍ଗୁର୍ ଚାସ୍‌ ଡିଙ୍ଗ୍‌କେ । ମେଁ ଆକେନ୍ ଲିଜକେ ସ୍ଲେଣ୍ଡ୍ରେକେ ବାଟା ବିକେ । ତେନ୍ଇଡ଼ିଂ ମେଁ ଉଡ଼ି ଆର୍କେ ସୁଗୁଆ ଆନ୍ତାର୍‌ଚେ ବିଦେସ୍‍ ଲାଗ୍‌ଡକେ ।
10 ଆଉ କୃଷକମାନେ ଯେପରି ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥିନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଶୂନ୍ୟ ହସ୍ତରେ ଫେରାଇଦେଲେ।
ଇଡ଼ିଙ୍ଗ୍ ଅଙ୍ଗୁର୍ ରୁଏନେ ବେଲା ପାଙ୍ଗ୍‌କେ । ତେଲା ଆତେନ୍‌ ରେମୁଆଁ ମେଁନେ ମୁଇଙ୍ଗ୍ ଗତିରେକେ ଆତେନ୍‌ ସ୍ଲେରେ ଡାଗ୍‍ରା ବେକେ ଡିରକମ୍‍ ଡିଗ୍ ସ୍ଲେରେଇଙ୍ଗ୍ ମେଁନେ ବାଟା ଅଙ୍ଗୁର୍ ଗତିରେନେ ନ୍ତି ଅରିଆ ଆସା ବିଆର୍‌ଏ । ମାତର୍‌ ସ୍ଲେରେଇଙ୍ଗ୍ ଗତିରେକେ ବଗ୍‍ଚେ ସରାଃନ୍ତି ବେଆର୍‍କେ ।
11 ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ;
ତେଲା ରେମୁଆଁ ମୁଇଙ୍ଗ୍ ଆରି ମୁଇଙ୍ଗ୍‌ଜା ଗତିରେକେ ବେକେ । ସ୍ଲେରେଇଙ୍ଗ୍ ଏନ୍‌ ରେମୁଆଁ ବଗ୍‍ଆର୍‍କେ ଆରି ମେଁ ଆଡ଼ାତ୍ରା ଅସନ୍‍ମାନ୍‍ ବେବ‍ଆର୍ ଡିଙ୍ଗ୍ଆର୍‌କେ । ମେଇଙ୍ଗ୍ ଆମେକେ ମେଃଡିଗ୍ ମାବିଚେ ବେବିଃଆର୍‌କେ ।
12 ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ।
ତେଲା ଲିଜ ସାକାର୍‍ ଆରି ମୁଇଙ୍ଗ୍ ଗତିରେକେ ବେକେ । ସ୍ଲେରେଇଙ୍ଗ୍ ଆମେକେ ଡିଗ୍ ବୟ୍‍ଙ୍କାର୍‍ ଆଚିନା ଆବାନାଚେ ଲିଜ ପାଦାପାକା ଜଗ୍‍ତିଲିଗ୍‍ ବିଆର୍‌ଗେ ।
13 ସେଥିରେ ଦ୍ରାକ୍ଷାକ୍ଷେତ୍ରର ମାଲିକ କହିଲେ, ମୁଁ କଅଣ କରିବି? ମୋହର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ।
ଲିଜନେ ସାକାର୍‍ ବାସଙ୍ଗ୍‌କେ “ଏବେ ନେଙ୍ଗ୍ ମେଁ ଣ୍ଡିଙ୍ଗ୍‍ଏ? ନେଙ୍ଗ୍ ନେଙ୍ଗ୍‌ନେ ନିଜର୍ ଗଡ଼େଅକେ ମ୍ବେଏ । ଡିଲାଡିଗ୍ ନେଙ୍ଗ୍ ଗଡ଼େଅକେ ସ୍ଲେରେଇଙ୍ଗ୍ ମାନେଃ ଆର୍‌ଏ ।
14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ।
ସ୍ଲେରେଇଂ ସାଉକାର୍ ଉଙ୍ଗ୍‌ଡେକେ ସାମୁଆଁଚେ ବାଲିର୍‌ବାତା ଆର୍‌କେ, ‘କିମେ ତ ଲିଜ ସାକାର୍‍ ଉଙ୍ଗ୍‌ଡେ । ନେନେ ଆମେକେ ବାଗୁଏଃ ବିଃଲା ଲିଜ ବ୍ରି ସାପା ନେନେ ଡିଙ୍ଗ୍‌ୱେଏ’ ।
15 ଆଉ ସେମାନେ ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। ଅତଏବ ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କଅଣ କରିବେ?
ତେଲା ସ୍ଲେରେଇଂ ସାକାର୍‍ନେ ଉଙ୍ଗ୍‌ଡେକେ ତାଡ଼୍‍ତେ ବାଗୁଏଃ ବିଃ ଆର୍‌କେ ଆରି ଡୁଗ୍‌ଡି ପାଦାପାକା ଜଗ୍‌ତ୍ଲାଗ୍ ବିଆର୍‌ଗେ । ଜିସୁ ଆମେଇଂକେ ସାଲ୍ୟାକୁକେ ଏବେ ଲିଜ ସାଉକାର୍ ମେଁନେ ଡିଙ୍ଗ୍‌ଏ?
16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।”
ମେଁ ପାଙ୍ଗ୍‌ଚେ ଆତେନ୍‌ ସ୍ଲେଲେଇଂକେ ତାଡ଼୍‍ତେ ବାଗୁଏଃ ବିଃଆରେ । ତେନ୍‌ ଇଡ଼ିଂ ଆତେନ୍‌ ଲିଜକେ ଆରି ଉଡ଼ି ସ୍ଲେରେକେ ବାଟା ବିଏ ।” ରେମୁଆଁଇଂ ଆକେନ୍ ବ୍ନାଲିର୍ ବାସଙ୍ଗ୍‌ ଆର୍‌ଏ ଜେ “ଏନ୍‌ ସାମୁଆଁ ଅଃନା ଡିଗ୍ ଆଡିଙ୍ଗ୍‌ଲେ ।”
17 କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତେବେ ଏହି ଯେଉଁ ବାକ୍ୟ ଲେଖାଅଛି, ତାହାର ଅର୍ଥ କଅଣ, ‘ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା?’
ଜିସୁ ଆମେଇଂକେ କେଚେ ବାସଙ୍ଗ୍‌କେ “ତେଲା ଦରମ୍‌ ପୁରାନ୍‌ନିଆ ଏନ୍‌ ପଦ୍‍ନେ ଅର୍‌ତ ମେଁନେ ଡିଙ୍ଗ୍‌ଏ: ସାମୁଆଁ ମିସ୍‍ତିରିଇଂ ଆଣ୍ଡିନେ ବ୍ରିକେ ମନ୍‍ ଆଡିଂଆର୍‌କେ ଏକେ କନ୍‍ନେ ମୁଲ୍‌ ବ୍ରି ଡିଙ୍ଗ୍‍ଲେକେ ।
18 ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ।”
ମୁଡ଼ି ରେମୁଆଁ ଆତେନ୍‌ ବ୍ରି ଆଡ଼ାତ୍ରା କସ୍ରେଚେ ଲଃଏ ମେଁନେ ନ୍ତି ଞ୍ଚ ପାକ୍‍ଚି ୱେଏ । ମାତର୍‌ ଆତେନ୍‌ ବ୍ରି ଜା ଆଡ଼ାତ୍ରା ଲଃଏ ଆତେନ୍‌ ଆମେକେ ବାଲି ସୁଗୁଆ ଗୁଣ୍ଡ୍ ଆଡିଙ୍ଗ୍ ବିଏ ।”
19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୂର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।
“ଦର୍ମ ସାସ୍ତ୍ରି ଆରି ମ୍ନା ପୁଜାରିଇଂ ଜିସୁବାନ୍ ଏନ୍‌ ଉସ୍ରା ଅଁଆର୍କେ । ମେଇଙ୍ଗ୍ ମ୍ୟା ଆର୍‌କେ ଜେ ଆକେନ୍ ଉସ୍ରା ମେଁଇଙ୍ଗ୍‌ନେ ବିସ‍ଏରେ ବାଲିର୍‍ବକେ । ତେସା ମେଇଙ୍ଗ୍ ଜିସୁକେ ସମାନ୍ ବେଲା ବନ୍ଦି ଆଡିଙ୍ଗ୍‌ନେ ଚାଏଁଆର୍‌କେ । ମାତର୍‌ ରେମୁଆଁଇଂ ମାରିୟାଃ ମେଃନେ ଡିଙ୍ଗ୍‌ବିଆର୍‌ଏ ଆତେନ୍‌‌ସା ମେଇଂ ବୁଟ ଡିଙ୍ଗ୍‍ଗେ ।”
20 ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ।
ତେସା ମେଇଂ ସୁଜଗ୍‌ ତୁର୍‌ଆର୍‌କେ । ଜିସୁକେ ରୋମୀୟ ସାସନ୍‌ ଡିଙ୍ଗ୍‌ଣ୍ଡ୍ରେ ଡାଗ୍ରା ଆସା ବିନ୍‌ସା ନିଜେକେ ଦରମ୍ ଆଃସୁଏମ୍ୟାକ୍ନେ ଉଡ଼ିକ୍ଲିଗ୍‌ ଗୁପ୍ତଡଙ୍ଗାରେକେ ମେଇଂ ବେଆର୍‌କେ ।
21 ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି।
ଆତେନ୍‌ ରେମୁଆଁଇଂ ଜିସୁକେ ବାସଙ୍ଗ୍‌ ଆର୍‌କେ “ଗୁରୁ ନେନେ ମ୍ୟା ନେଲେକେ ଜେ ପେ ମେଁନେ ବାସଙ୍ଗ୍‌ପେଡିଂ ଆରି ବ୍ନାଲିର୍ ବିଃ ନାଡିଙ୍ଗ୍‌କେ ଆତେନ୍‌ ସାପା ଟିକ୍ । ନାନେ ଜା ଆଡ଼ାତ୍ରା ଡିଗ୍ ନାବୁଟ ଣ୍ଡୁ । ମାତର୍‌ ରେମୁଆଁଇଂନେ ଆଡ଼ାତ୍ରା ଇସ୍‌ପର୍‌ନେ ଇକ୍‌ଚା ବିସୟ୍‌ରେ ସତ୍ ବୁଦି ବିଃ ନାମ୍ୟାଃକେ ।
22 କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ବିଧିସଙ୍ଗତ କି ନୁହେଁ?
ଆନେକେ ବାସଙ୍ଗ୍ । କାଇସର୍‍କେ ସିସ୍ତୁ ବିନେ ନିଅମ୍ ଲେଃ ଣ୍ଡୁ?”
23 କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, “ମୋତେ ଗୋଟିଏ ମୁଦ୍ରା ଦେଖାଅ।
ମାତର୍‌ ଜିସୁ ମେଁଇଙ୍ଗ୍‌ନେ ଚାଲାକି ମ୍ୟାଚେ ଆମେଇଂକେ ବାସଙ୍ଗ୍‌କେ
24 ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି?” ସେମାନେ କହିଲେ, କାଇସରଙ୍କର।
“ମୁଇଙ୍ଗ୍ ରୁପା ଡାବୁ ଆଃକେଲା । ଆକେନ୍ ଆଡ଼ାତ୍ରା ଜାନେ ଚିତ୍ର ଆରି ମ୍ନି ଲେଃକେ?” ମେଇଙ୍ଗ୍ ଉତର୍ ବିଃଆର୍‌କେ “କାଇସରନେ ।”
25 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ବରଙ୍କର, ତାହା ଈଶ୍ବରଙ୍କୁ ଦିଅ।
ଜିସୁ ଆମେଇଂକେ ବାସଙ୍ଗ୍‌କେ “ତେଲା ଆଣ୍ଡିନେ କାଇସର୍‍ନେ ଆତେନ୍‌ କାଇସର୍‍କେ ବିଃପା ଆଣ୍ଡିନେ ପର୍‍ମେସର୍‍ନେ ଆତେନ୍‌ ପର୍‍ମେସର୍‍କେ ବିଃପା ।”
26 ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ।
ଆତ୍‌ବା ମେଇଂ ଜିସୁନେ ବୁଲ୍‍ ସାମୁଆଁ ସା ମାୟାଚେ । ଆରି ରେମୁଆଁଇଂ ଜିସୁନେ ଏନ୍‌ ବୁଦି ସୁଗୁଆ ଉତର୍ ଅଁଚେ କାବା ଡିଙ୍ଗ୍ ୱେ ଆର୍‌ଗେ । ମେଇଂ ମେଃଡିଗ୍ ବାସଙ୍ଗ୍‌ ଆୟାଆର୍କେ ଣ୍ଡୁ ।
27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
ତେନ୍ଇଡ଼ିଂ ରେମୁଆଁଇଂନେ ଗୁଏଚେ ମ୍ବ୍ରନେଲେଃକେ ଡାଗ୍‌ଚେ ବିସ୍‌ବାସ୍ ଡିଙ୍ଗ୍ ଆଃମ୍ୟାଃକ୍ନେ ଉଡ଼ି ସାଦୁକୀଇଂ ଜିସୁନେ ଡାଗ୍ରା ପାଙ୍ଗ୍‌ଚେ ସାଲିଆକୁ ସାମୁଆଁକେ
28 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
“ଗୁରୁ ମୋଶା ନେନେ ସା ଗୁଆର୍‍ ବଗେ ଜେ ଜଦି ମୁଇଂ ବିହେ ଡିଙ୍ଗ୍‌ଲେଃକ୍ନେ ଙ୍ଗିରେ ମେଁ ଡିଗ୍ ଗୋ ଗିସିଆ ମାକେଚେ ଗୁଏ ୱେଏ ତେଲା ମେଁ ବୟାଁ ଡିଲାଡିଗ୍ ଆତେନ୍‌ ଗୁଏକ୍ନେ ବୟାଁନେ କୁନେଡ଼େକେ ବିହେ ଡିଙ୍ଗ୍‌ଏ । ତେଲା ସିନା ମେଁ ଆତେନ୍‌ ଗୁଏ ୱେକ୍ନେ ବୟାଁ ନ୍‌ସା ଆତେନ୍‌ ସେଲାମ୍ବୁଏ ବାନ୍ ଗୋ ଗିସିଆ ବଁସ୍‌କୁଲ୍ ଆମ୍ନା ୟାଏ ।
29 ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
ମୁଇଂ ଜାଗାନ୍ନିଆ ଗୁ ବୟାଁ ଲେଃଆର୍‌କେ । ମ୍ନା ବୟାଁ ବିହେ ଡିଙ୍ଗ୍‌ଲେଃଗେ । ମୁଇଂ ଡିଗ୍‌ ଗଗିସିଆ ମାକେଚେ ଗୁଏୱେକେ ।
30 ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ;
ତେନ୍‌ ଇଡ଼ିଂ ଆତେନ୍‌ ସେଲାମ୍ବୁଏଃକେ ଆରି ମୁଇଂଜା ବିହେ ଡିଙ୍ଗ୍‌କେ । ମାତର୍‌ ମେଁ ଡିଗ୍ ଗୁଏ ୱେକେ ।
31 ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ।
ତେନ୍‌ ଇଡ଼ିଂ ବାରି ମୁଇଂଜା ବୟାଁ ଆତେନ୍‌ ସେଲାମ୍ବୁଏଃକେ ବିହେ ଡିଙ୍ଗ୍‌କେ ଆରି ଗୁଏ ୱେକେ । ବିନ୍ ବୟାଁଇଂନ୍ନିଆ ଡିଗ୍ ଡେତ୍‌ରକମ୍ ଗଟେକେ । ମେଇଂ ସାପାରେ ଗୁଏ ୱେକେ ଆରି ଜାନେ ଡିଗ୍ ଗଗିସିଆ ଜନମ୍ ଡିଙ୍ଗ୍ ଆଲେଃଗେ ଣ୍ଡୁ ।
32 ଶେଷରେ ସ୍ତ୍ରୀଟି ମଧ୍ୟ ମଲା।
ସାରାସାରି ବେଲା ଆତେନ୍‌ ସେଲାମ୍ବୁଏ ଡିଗ୍ ଗୁଏ ୱେକେ ।
33 ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
ଗୁକ୍ଲିଗ୍‍ ବୟାଁ ଜାକ ଆମେକେ ବିହେ ଡିଙ୍ଗ୍ ଲେଃଗେ । ତେଲା ଉଡ଼ିବେଲା ରେମୁଆଁ ଗୁଏଚେ ଜିବନ୍ ଆବାଚେ ତଡ଼ିଆଏ ଆତେନ୍‌‌ ବେଲା ଏନ୍‌ ସେଲାମ୍ବୁଏ ଜାନେ କୁନୁଏଡ଼େ ଡିଙ୍ଗ୍‌ଏ?”
34 ଯୀଶୁ ସେମାନଙ୍କୁ କହିଲେ, “ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, (aiōn g165)
ଜିସୁ ସାଦୁକୀଇଂକେ ବାଲିର୍‍କେ, “ସଂସାର୍‍ନେ ରେମୁଆଁଇଂ ନିଜେ ନିଜେ ବିତ୍ରେ ବିହେ ଡିଙ୍ଗ୍‌ମ୍ୟାଆର୍‌କେ, ବିହେ ଡିଙ୍ଗ୍‌ନ୍‌ସା ବିଃମ୍ୟାକେ । (aiōn g165)
35 କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; (aiōn g165)
ମାତର୍‌ ଉଡ଼ିରୁଆ ଗୁଏଚେ ଆରି ତଡ଼ିଆନ୍‌ସା ଚେସ୍‌ଟା ଡିଙ୍ଗ୍ ଆର୍‌ଏ ଆରି ମେଇଂ ଏନ୍‌ ଜିବନ୍ ଇଡ଼ିଙ୍ଗ୍ ଡିଗ୍ ଆରି ମୁଇଂତର୍ ଜିବନ୍ ଲେଃ ଆର୍‌ଏ । ଆତେନ୍‌ ଜିବନ୍‍ରେ ମେଇଂ ବିହେ ଆଡିଙ୍ଗ୍‌ଆର୍ ଣ୍ଡୁ ଲେଃ ବିହେ ଆବିଆର୍‍ ଣ୍ଡୁ? (aiōn g165)
36 ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ବରଙ୍କ ସନ୍ତାନ ଅଟନ୍ତି।
କିତଂନ୍ନିଆ ରେମୁଆଁଇଂ କିତଂନେ ଦୁତ୍‍ଇଂ ସୁଗୁଆ ଡିଙ୍ଗ୍‌ଆର୍‌ଏ ଆରି ମେଇଙ୍ଗ୍ ଅଃନାଡିଗ୍ ଆଗୁଏଆର୍‍ ଣ୍ଡୁ । ମେଇଙ୍ଗ୍ ପର୍‍ମେସର୍‍ନେ ଗଗିସିଆ ଡାଗ୍‍ଲା ଗୁଏକ୍ନେବାନ୍ ଆରି ମୁଇଙ୍ଗ୍‌ତର୍ ମ୍ବ୍ରଚେ ମେଇଂ ତଡ଼ିଆ ଆର୍‌ଏ ।
37 ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ‘ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର’ ବୋଲି କହି ସୂଚନା ଦେଇଅଛନ୍ତି।
ମୋଶା ନିମାଣ୍ଡା ବାବ୍‌ରେ ଆକେ ବଗେ ଜେ ରେମୁଆଁଇଙ୍ଗ୍ ଗୁଏଚେ ଆର୍‌ମୁଇଂତର୍ ମ୍ବ୍ରଆର୍‌ଏ । ଡୁଆନେ ଲାଟା ବିସୟ୍‌ରେ ଗୁଆର୍‍ବକ୍ନେ ସାସ୍ତର୍‌ନ୍ନିଆ ମୋଶା ମାପ୍ରୁକେ ବାସଂବକେ, ନେ ଅବ୍ରାହାମ୍‌ନେ ପର୍‌ମେସର୍‌ ଇସାକ୍‌ନେ ପର୍‌ମେସର୍‌ ଜାକୁବ୍‌ନେ ପର୍‌ମେସର୍‌ ଡାଗ୍‌ଚେ ଗୁଆର୍ ବକେ ।
38 ସେ ତ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି।”
ଜଦି ପର୍‍ମେସର୍‍ ବାସଙ୍ଗ୍‍ବକେ ଜେ ମେଁ ମେଁଇଙ୍ଗ୍‌ନେ ପର୍‍ମେସର୍‍ ତେଲା ଏନ୍‌ ରେମୁଆଁଇଂ ସତ୍‍ରେ ଆଗୁଏ ଆର୍‌କେ ଣ୍ଡୁ । ମେଁ ମାତର୍‌ ଜିବନ୍ ରେମୁଆଁଇଂନେ ପର୍‍ମେସର୍‍ । ଜାଣ୍ଡେଇଂ ପର୍‍ମେସର୍‍ନେ ରେମୁଆଁଇଂ ମେଇଂ ସାପାରେ ଜିବନ୍ ଲେଃ ଆର୍‌କେ ।”
39 ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ।
ଦର୍ମସାସ୍ତ୍ରିଇଂ ବାସଙ୍ଗ୍‌ ଆର୍‌କେ “ଗୁରୁ ନାନେ ଉତର୍ ନିମାଣ୍ଡା ଲେଃଗେ ।”
40 କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ।
ଜିସୁକେ ଆରି ମାଲେ ପ୍ରସ୍‌ନ ସାଲ୍ୟାକୁନେ ଜା ଡିଗ୍ ସାହାସ୍ ଆଡିଙ୍ଗ୍‌ଆର୍‌କେ ।
41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି?
ତେନ୍ଇଡ଼ିଂ ଜିସୁ ବାସଙ୍ଗ୍‌କେ, “ରେମୁଆଁ ମେସା ବାଲିର୍‌ଆର୍‌ଡିଂକେ ଜେ କିସ୍‌ଟ ଦାଉଦ୍‍ନେ ଉଙ୍ଗ୍‌ଡେ?
42 କାରଣ ଦାଉଦ ନିଜେ ଗୀତସଂହିତା ପୁସ୍ତକରେ କହନ୍ତି, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
ଗୀତସଂହିତାନ୍ନିଆ ଦାଉଦ୍ ମେଁ ନିଜେ ବାଲିର୍ ବକେ: ସାମୁଆଁ ମାପ୍ରୁ ପର୍‍ମେସର୍‍ ନେଙ୍ଗ୍‌ନେ ମାପ୍ରୁ କ୍ରିସ୍ଟକେ ବାସଙ୍ଗ୍‌କେ: ନେଙ୍ଗ୍‌ନେ ଞ୍ଚଙ୍ଗ୍‌ତି ପାକା ନେଙ୍ଗ୍‍ ଡାଗ୍ରା କଲା ।
43 ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
ନେନେ ଉଡ଼ିବେଲା ଜାକ ପେନେ ସତ୍ରୁଇଂକେ ନାଁନେ ଞ୍ଚ ବୁନ୍ଦେ ଡୁଂପାଙ୍ଗ୍‍ ଜାକ ଆତେନ୍‌ ବେଲା ଜାକ ନେଁନେ ଞ୍ଚଙ୍ଗ୍‌ତି ପାକା କଲାଃଲା ।
44 ଅତଏବ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ଦାଉଦର ସନ୍ତାନ?”
ଦାଉଦ୍‍ ମସିହକେ ନେଙ୍ଗ୍‌ନେ ମାପ୍ରୁ ଡାଗ୍‌ଚେ ବାସଙ୍ଗ୍‌ ଡିଙ୍ଗ୍‌କେ ତେଲା ମସିହ ଡିରକମ୍ ଦାଉଦ୍‍ନେ ଉଙ୍ଗ୍‌ଡେ ଡିଙ୍ଗ୍‍ୟାଏ? ଏନ୍‌ ମ୍ୱାୟାନେ ସାମୁଆଁ ଡିରକମ୍ ସତ୍ ଡିଙ୍ଗ୍ଇଁୟାଏ?”
45 ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ,
ସାପା ରେମୁଆଁ ଜିସୁନେ ସାମୁଆଁ ଅଁ ଆର୍‍ଡିଙ୍ଗେ । ଜିସୁ ସିସ୍ଇଂକେ ବାସଙ୍ଗ୍‌କେ
46 “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
“ଦର୍ମ ସାସ୍ତ୍ରିଇଂବାନ୍‌ ତରକ୍ ଲାଃଲାପା! ଚ୍ଲେ ପାଟାଇ ସଃଚେ ଅଲେଙ୍ଗ୍‌ନ୍‌ସାଃ, ବାରି ସାନ୍ତାନ୍ନିଆ ସାର୍ଲ, କୁକପାର୍‌ ଡୁଆନ୍ନିଆ ମ୍ନାଃ କୁର୍ଚି ଆରି ବଜିନ୍ନିଆ ମ୍ନାଃ ଜାଗା ବଲ୍‌ ବାଆର୍‌ଏ ।
47 ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
ମେଇଂ ଗୁଏସାଙ୍ଗ୍‌କୁଏଇଂନେ ଡୁଆ ବାଜାର୍ ନାଲେଚେ ଡୁଂଡ ମ୍ୟାକେ । ମେଇଂ ଚ୍ଲେ ପାର୍‌ତନା ଡିଙ୍ଗ୍‌ଚେ ନିଜ୍‍କେ ନିମାଣ୍ଡା ଆସୁଏ ନ୍‌ସା ଚେସ୍‌ଟା ଡିଙ୍ଗ୍ ମ୍ୟା ଆର୍‌କେ । ପର୍‍ମେସର୍‍ ଦେଃକେନ୍ ରେମୁଆଁଇଂକେ ବୟ୍‍ଙ୍କାର୍‍ ଡଣ୍ଡ୍‍ ବିଏ ।”

< ଲୂକ 20 >