< ଲୂକ 2 >
1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
୧ଏଚିବେ଼ଲାତା ର଼ମ୍ ଦେ଼ସାତି ବାରେ ଲ଼କୁ ଦ଼ରୁ ରା଼ଚି କିହାଲି କାୟିସର ଅଗସ୍ତସ୍ ତା଼ଣାଟି ହୁକୁମି ଆ଼ତେ ।
2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।
୨ସିରିୟାତି ସା଼ଲୱି କିନାସି କୁରିଣିୟ ବେ଼ଲାତା ତଲି ମୂଲୁ ଦ଼ରୁ ରା଼ସ୍କି ଆ଼ହାମାଚେ ।
3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
୩ଏ଼ଦାଆଁତାକି ବାରେଜା଼ଣା ଦ଼ରୁ ରା଼ଚି କିହାଲି ନା଼ୟୁଁଟିଏ ଜାହାରା ଗା଼ଡ଼ାତା ହାଚେରି ।
4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
୪ଜସେପ ଜିକେଏ ଦ଼ରୁ ରା଼ଚି କିହାଲି ମରିୟମନି ତଲେ ଗାଲିଲିତି ନା଼ଜରିତ ଗା଼ଡ଼ାଟି ଜୀହୁଦା ରା଼ଜିତି ବେତଲିହିମ ଇନି ଦାୱୁଦ ଗା଼ଡ଼ାତା ହାଚେସି, ଇଚିହିଁ ଏ଼ୱାସି ଦାୱୁଦ କୂଡ଼ା ଇଞ୍ଜାହାଁ ଏ଼ ଗଚିତାସି ମାଚେସି;
5 ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
୫ଏ଼ୱାସି ଦ଼ରୁ ରା଼ଚି କିୟାଲି ମରିୟମନି ତଲେ ହାଚେସି, ଏ଼ଦି ଏ଼ୱାଣାକି ବୀହା ଆ଼ହାଲି ରୀସ୍ପି ଆ଼ହାମାଚେ ଅ଼ଡ଼େ ଏ଼ଦି ପୂରାମା଼ସା ଆ଼ହାମାଚେ ।
6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା,
୬ଅ଼ଡ଼େ ଏ଼ ଲ଼କୁ ବେତଲିହିମତା ମାନିବେ଼ଲା, ଏ଼ଦାନାକି ଜାର୍ନିକିନି କାଟୁ ଏଗାୱା଼ତେ,
7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
୭ଇଞ୍ଜାଁ ଏ଼ଦି ତାନି ପା଼ଣ୍ୱା ମୀର୍ଏଣାଇଁ ଜାର୍ନିକିତେ ଇଞ୍ଜାଁ ହିମ୍ବରି ପ୍ଡିକ୍ହାନା କ଼ଡିୟାଁ ଗହ୍ନି ଡଂଗତା ତ୍ରିପ୍ହେ, ଇଚିହିଁ ଏ଼ ଲ଼କୁତାକି ବାସାଟା଼ୟୁ ହିଲାଆତେ ।
8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ।
୮ଏ଼ ଦାରିମାରି ନା଼ସ୍କାଣାଁ ମେ଼ଣ୍ତା ଗ଼ଡ଼୍କା ଲା଼ଆଁୟାଁ ପାଙ୍ଗାତା ଡ଼ୟାନା ମେ଼ଣ୍ତାୟାଁ କା଼ଚିମାଚେରି ।
9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
୯ପ୍ରବୁତି ର଼ ଦୂତୁ ଏ଼ୱାରିତା଼ଣା ୱା଼ତେ ଇଞ୍ଜାଁ ପ୍ରବୁତି ଗାୱୁରମିତି ଉଜେଡ଼ି ଏ଼ୱାରି ସା଼ରିୱାକି ତ଼ଞ୍ଜାଆ଼ତେ, ଅ଼ଡ଼େ ଏ଼ୱାରି ହା଼ରେକା ଆଜିତେରି ।
10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
୧୦ଏମ୍ବାଟିଏ ଦୂତୁ ଏ଼ୱାରାଇଁ ଏଲେଇଚେ, “ମୀରୁ ଆଜାଆଦୁ! ନା଼ନୁ ମୀ ବାରେ ଲ଼କୁତାକି ହା଼ରେକା ରା଼ହାଁତି କାବ୍ରୁ ମିଙ୍ଗେ ୱେସିମାଞ୍ଜାଇଁ,
11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
୧୧ଇଚିହିଁ ନୀଞ୍ଜୁ ଦାୱୁଦ ଗା଼ଡ଼ାତା ମିଙ୍ଗେ ଗେଲ୍ପାନାସି ଜାର୍ନା ଆ଼ହାମାନେସି, ଏ଼ୱାସି କ୍ରୀସ୍ତ ପ୍ରବୁ ।
12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
୧୨ଅ଼ଡ଼େ ଈଦି ମିଙ୍ଗେତାକି ସିନାଲେହେଁ ଆ଼ନେ, ମୀରୁ ର଼ କକାଣାଇଁ ହିମ୍ବରି ପ୍ଡିକ୍ହାନା କ଼ଡିୟାଁ ଗହ୍ନି ଡଂଗତା ଡୂରାମାନାଣି ମେହ୍ଦେରି ।”
13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
୧୩ଦେବୁଣିଏ ଏ଼ ଦୂତୁ ତଲେ ଲାକପୂରୁତି ହା଼ରେକା ଦୂତୁୟାଁ ୱା଼ହାନା ମାହାପୂରୁଇଁ ଜହରା ପା଼ଚୁ ପା଼ଚିତୁ,
14 “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”
୧୪“ଲାକପୂରୁ ମାହାପୂରୁତି ଗାୱୁରମି, ଅ଼ଡ଼େ ଦାର୍ତିତା ଏ଼ୱାଣି ରା଼ହାଁ ଇଞ୍ଜାଁ ମାଣ୍ସିୟାଁ ବିତ୍ରା ହିତ୍ଡ଼ି ।”
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
୧୫ଦୂତୁୟାଁ ଏମ୍ବାଟି ଲାକପୂରୁ ହାଜାଲିଏ ମେ଼ଣ୍ତା ଗ଼ଡ଼୍କା ତା଼ମ୍ବୁ ତା଼ମ୍ବୁ କାତା ଆ଼ତେରି, “ମା଼ର ବେତଲିହିମ ପାତେକା ହାଜାନା ପ୍ରବୁ ମାଙ୍ଗେ ଆମିନି କାତା ୱେସାମାଞ୍ଜାନେସି ଏ଼ଦାଆଁ ସିନି କିକାନ ।”
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
୧୬ଏମ୍ବାଟିଏ ତବେ ହାଜାନା ପାରାନା ମରିୟମ ଅ଼ଡ଼େ ଜସେପ ଇଞ୍ଜାଁ କ଼ଡିୟାଁ ଗହ୍ନି ଡଂଗତା ପୁଃନି ଜାର୍ନାଆ଼ତି କକାଣାଇଁ ଡୂରାମାନାଣି ମେସ୍ତେରି ।
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
୧୭ଏ଼ୱାରି ଈ ବାରେ ମେସାନା ଏ଼ କକାଣି କାତା ଏ଼ନାଆଁ ଇଣ୍ମ୍ବି ଆ଼ହାମାଚେ ଏ଼ଦାଆଁ ୱେ଼କ୍ହେରି ।
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
୧୮ଅ଼ଡ଼େ ଏଚେକା ଲ଼କୁ ମେ଼ଣ୍ତା ଗ଼ଡ଼୍କା ତା଼ଣାଟି ଏ଼ ବାରେ କାତା ୱେଚେରି, ଏ଼ୱାରି ବାରେ ଏ଼ କାତାତାକି କାବା ଆ଼ତେରି ।
19 କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ।
୧୯ସାମା ମରିୟମ ଈ ବାରେ କାତା ହିୟାଁତା ଇଟାନା ହା଼ରେକା ଅଣ୍ପାଲି ମା଼ଟ୍ହେ ।
20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।
୨୦ଅ଼ଡ଼େ ମେ଼ଣ୍ତା ଗ଼ଡ଼୍କାକି ଏ଼ନିକିଁ ୱେସ୍ପି ଆ଼ହାମାଚେ, ଏଲେକିହିଁଏ ଏ଼ୱାରି ଏ଼ନା ଏ଼ନାଆଁ ୱେଚେରି ଇଞ୍ଜାଁ ମେସ୍ତେରି ଏ଼ ବାରେତାକି ମାହାପୂରୁତି ଗାୱୁରମି ଅ଼ଡ଼େ ଜହରା କିହିଁ ୱେଣ୍ତା ହାଚେରି ।
21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
୨୧ଏ଼ୱାଣାକି ଆ଼ଟାଦିନା ଆ଼ତେ ଅ଼ଡ଼େ ତ଼ଲୁ ଦା଼ଃନି ଦିନା ୱା଼ତେ ଇଞ୍ଜାଁ ଏ଼ୱାଣି ଦ଼ରୁ ଜୀସୁ ଇଞ୍ଜିଁ ଇଟିତେରି; ଈ ଦ଼ରୁ ତାନି ପୂରାମା଼ସା ଆ଼ନି ନ଼କେଏ ଦୂତୁ ତା଼ଣାଟି ୱେସ୍ପି ଆ଼ହାମାଚେ ।
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
୨୨ଅ଼ଡ଼େ ଏଚେ଼ତା ମ଼ସାତି ମେ଼ରା ତଲେ ଏ଼ୱାରି ଅଟ୍ହା କଡିନି ଦିନା ଏଗାୱା଼ତେ, ଏଚେଟିଏ ଜସେପ ଅ଼ଡ଼େ ମରିୟମ ଜୀସୁଇଁ ମାହାପୂରୁ ନ଼କିତା ଜିରୁସାଲମତା ଅ଼ହିଁ ହାଚେରି ।
23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
୨୩ଏ଼ନିକିଁ ମାହାପୂରୁତି ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “ବାରେ ପା଼ଣ୍ୱା ମୀର୍କା ପ୍ରବୁ ତାକି ସୁଦୁଗାଟାରି ଇଞ୍ଜିଁ ୱେ଼ଙ୍ଗିନେରି ।”
24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ।
୨୪ଅ଼ଡ଼େ ମେ଼ରାତା ରା଼ସ୍କି ଆ଼ହାମାନି ଈ ମେ଼ରା ତଲେ ରୀ କୁଗୁରି ପଟାୟାଁ ଆ଼ଆତିଁ ରୀ ପା଼ର୍ୱା ପଟାୟାଁ ମାହାପୂରୁ ନ଼କିତା ପୂଜା କିହାଲି ଏ଼ୱାଣାଇଁ ଜିରୁସାଲମତା ଅ଼ତେରି ।
25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
୨୫ଏଚିବେ଼ଲା ଜିରୁସାଲମତା ସିମିୟନ ଦ଼ରୁଗାଟି ର଼ ମାଣ୍ସି ମାଚେସି; ଏ଼ୱାସି ର଼ ଦାର୍ମୁଗାଟାସି ଅ଼ଡ଼େ ମାହାପୂରୁଇଁ ଆଜିନାସି ମାଚେସି, ଅ଼ଡ଼େ ଇସ୍ରାୟେଲ ଲ଼କୁ ବା଼ର୍ସୁ ବେଟାଆ଼ନାଣି କା଼ଚିମାଚେସି, ଇଞ୍ଜାଁ ସୁଦୁଜୀୱୁ ଏ଼ୱାଣି ତା଼ଣା ମାଚେ ।
26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
୨୬ମାହାପୂରୁ ପାଣ୍ତାନି କ୍ରୀସ୍ତଇଁ ମେହ୍ଆ ପାତେକା ଏ଼ୱାସି ହା଼ଅସି ଇଞ୍ଜିଁ ସୁଦୁଜୀୱୁ ତଲିଏ ୱେସାମାଚେ ।
27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
୨୭ସିମିୟନ ସୁଦୁଜୀୱୁଟି ମାହାପୂରୁ ଇଲୁତା ୱା଼ତେସି; ଅ଼ଡ଼େ ତାଲି ତାଞ୍ଜି ମ଼ସାତି ମେ଼ରାଲେହେଁ କିହାଲି ଜୀସୁଇଁ ବିତ୍ରା ତାତୁ,
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
୨୮ଏଚିବେ଼ଲା ସିମିୟନ କକାଣାଇଁ ପମାନା ମାହାପୂରୁଇଁ ଜହରା କିତେସି;
29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
୨୯“ଏ଼ ପ୍ରବୁ ନୀଏଁ ନୀନୁ ୱେସ୍ତିଲେହେଁ ନୀ ହ଼ଲେଏଣା ଜୀୱୁ ହିତ୍ଡ଼ିତଲେ ଅ଼ମୁ;
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
୩୦ନା଼ କାନୁ ନୀ ଗେଲ୍ପିନାଣାଇଁ ମେସାମାନେ ।
31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
୩୧ଏ଼ନିଇଚିହିଁ ବାରେ ଲ଼କୁତାକି କେ଼ପାମାନି
32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”
୩୨ଜୀହୁଦିଆ଼ଆତାରାକି ସାତା ତ଼ହ୍ନି ର଼ ଉଜେଡ଼ି ଆ଼ନେସି, ଅ଼ଡ଼େ ନୀ ଇସ୍ରାୟେଲ ଲ଼କୁତି ଗାୱୁରମି ଲେହେଁ କିହାମାଞ୍ଜି ।”
33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
୩୩ଇଞ୍ଜାଁ ତାମି ଇୟା ଅ଼ଡ଼େ ଆ଼ବା ଏ଼ୱାଣି ତାକି ୱେସ୍ପି ଆ଼ହିମାନି ବାରେ କାତାତାକି କାବା ଆ଼ହିମାଚେରି ।
34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
୩୪ଏଚେଟିଏ ସିମିୟନ କକାଣାଇଁ ବ଼ର ହୀହାନା ତାମି ଇୟା ମରିୟମନି ଏଲେଇଚେସି, “ମେହ୍ମୁ ଈୱାସି ଇସ୍ରାୟେଲତି ହା଼ରେକା ଲ଼କୁଣି ନା଼ସା କିହାଲି ଅ଼ଡ଼େ ଗେଲ୍ପାଲି ଆ଼ଚ୍ୱି ଆ଼ହାମାନେସି, ଆମ୍ବାଆରି କ଼ପାଟି ହା଼ରେକା ଜ଼ଲିନେରି । ଏ଼ୱାସି ମାହାପୂରୁ ତା଼ଣାଟି ର଼ ସିନାଲେହେଁ ଆ଼ନେସି ।
35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ।
୩୫ଆ଼ଆତିଁ ନୀ ଜୀୱୁତା ଜିକେଏ କାଣ୍ତାତଲେ ଗ୍ଣାକ୍ହିସାରେ ହ଼ଚାହାନି ଲେହେଁ, ଏ଼ କସ୍ତ ନୀ ହିୟାଁତା ଆୟାନେ ।”
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
୩୬ଅ଼ଡ଼େ ହାନା ଦ଼ରୁଗାଟି ର଼ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାୟି ମାଚେ; ଏ଼ଦି ଆସେର୍ କୂଡ଼ାତି ପନୁଏଲ ମା଼ଙ୍ଗା । ଏ଼ଦାନାକି ହା଼ରେକା ବାର୍ସା ଆ଼ହାମାଚେ; ଏ଼ଦି ଡ଼ାଆ ଆ଼ତି ଜେ଼ଚ ସାତା ବାର୍ସା ଡକ୍ରାତଲେ ବାସା କିହାମାଚେ, ଅ଼ଡ଼େ ସା଼ରିକ଼ଡ଼ି ସା଼ରି ବାର୍ସା ରା଼ଣ୍ତେଣି ଆ଼ହାନା ନୀଡାମାଚେ ।
37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
୩୭ଏ଼ଦି ମାହାପୂରୁ ଇଲୁ ପିହ୍ଆନା ବାତିମା଼ଲିହିଁ ଲା଼ଆଁ ମାଦେନା ରା଼ନ୍ଦା ତିନାଆନା ପ୍ରା଼ତାନା କିହିମାଚେ ।
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
୩୮ଏ଼ ଦେବୁଣିଏ ଏ଼ଦି ୱା଼ହାନା ମାହାପୂରୁତି ଜହରା କିହିଁ ଜିରୁସାଲମତି ଗେଲ୍ପିନାଣାଇଁ କା଼ଚି ମାନାରାଇଁ ଏ଼ୱାଣି କାତା ୱେସାଲି ମା଼ଟ୍ହେ ।
39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।
୩୯ଡା଼ୟୁ ଜସେପ ଅ଼ଡ଼େ ମରିୟମ ମାହାପୂରୁତି ମେ଼ରା ତଲେ ବାରେ କାମା ରା଼ପ୍ହାନା ଗାଲିଲିତି ତାମି ଗା଼ଡ଼ା ନା଼ଜରିତତା ୱେଣ୍ତା ୱା଼ତେରି
40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
୪୦ଅ଼ଡ଼େ ଜୀସୁ ଆଙ୍ଗାତା ବୁଦିତା ଅ଼ଡ଼େ ବା଼ଡ଼୍ୟୁତା ପାଡା ଆ଼ତେସି, ଅ଼ଡ଼େ ମାହାପୂରୁତି କାର୍ମା ଏ଼ୱାଣିଲାକ ମାଚେ ।
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ।
୪୧ତାମି ଇୟା ଆ଼ବା ବାରେ ବାର୍ସା ପିସ୍ପିଆ଼ନି ପାର୍ବୁତାକି ଜିରୁସାଲମତା ହାଜିମାଚେରି ।
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
୪୨ଜୀସୁ ବା଼ର ବାର୍ସା ଆ଼ହାଲିଏ ଏ଼ୱାରି ପାର୍ବୁତି ମେ଼ରାଲେହେଁ ଜିରୁସାଲମତା ହାଚେରି ।
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
୪୩ଅ଼ଡ଼େ ପାର୍ବୁତି ଦିନା ରା଼ପ୍ହାନା ଏଚେ଼ତା ଏ଼ୱାରି ୱେଣ୍ତା ୱା଼ହିମାଚେରି, ଏଚିବେ଼ଲାତା ଊଣା କକାସି ଜୀସୁ ଜିରୁସାଲମତା ଡ଼ୟାହାଚେସି, ସାମା ତାମି ଇୟା ଆ଼ବା ପୁଞ୍ଜାହିଲାଆତେରି;
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
୪୪ସାମା ଏ଼ୱାରି ତାମିତଲେ ୱା଼ହାମାଚି ଲ଼କୁତଲେ ମାନେସି ଇଞ୍ଜିଁ ଅଣ୍ପାନା ର଼ ଦିନାତି ଜିରୁ ହାଚେରି, ଅ଼ଡ଼େ ତାମି ଲ଼କୁ ଇଞ୍ଜାଁ ପୁଚି ଲ଼କୁତା଼ଣା ପାରାଲି ମା଼ଟ୍ହେରି,
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ।
୪୫ଇଞ୍ଜାଁ ଏ଼ୱାଣାଇଁ ମେ଼ଡ଼ା ଆ଼ଆନା ପାରି ପାରି ଜିରୁସାଲମତା ୱେଣ୍ତା ହାଚେରି ।
46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
୪୬ତୀନିଦିନା ଡା଼ୟୁ ଏ଼ୱାରି ଏ଼ୱାଣାଇଁ ମାହାପୂରୁ ଇଲୁତା ବେଟାଆ଼ତେରି; ଏ଼ୱାସି ମେ଼ରାପୁନାରି କାତା ୱେଞ୍ଜିହିଁ ଏ଼ୱାରାଇଁ ୱେଣ୍ତେ କାତା ୱେଞ୍ଜିମାଚେସି,
47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
୪୭ଅ଼ଡ଼େ ଏଚେକା ଲ଼କୁ ଏ଼ୱାଣି କାତା ୱେଞ୍ଜିମାଚେରି, ବାରେଜା଼ଣା ଏ଼ୱାଣି ବୁଦିତା ଅ଼ଡ଼େ ୱେହ୍ନି କାତାତା କାବା ଆ଼ହିମାଚେରି ।
48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ।
୪୮ଏଚିବେ଼ଲା ତାମି ଇୟା ଆ଼ବା କକାଣାଇଁ ମେସାନା କାବାଆ଼ତୁ ଇଞ୍ଜାଁ ତାମି ଇୟା ଏ଼ୱାଣାଇଁ ଏଲେଇଚେ, “ମୀର୍ଏଣା ମାଙ୍ଗେ ଏ଼ନାଆଁତାକି ଇଚେକା ଦୁକୁ ହିୟାତି? ମେହ୍ମୁ ନା଼ନୁ ଅ଼ଡ଼େ ମୀ ଆ଼ବା ଏଚେକା ଦୁକୁଆ଼ହିଁ ନିଙ୍ଗେ ପାରିମାଞ୍ଜାନମି ।”
49 ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?”
୪୯ଏମ୍ବାଟିଏ ଜୀସୁ ଏଲେଇଚେସି, “ମୀରୁ ନାଙ୍ଗେ ଏ଼ନାଆଁତାକି ପାରିମାଞ୍ଜାଦେରି? ନା଼ ଆ଼ବା ଇଜ ନା଼ନୁ ମାନାଣି ମୀରୁ ପୁଞ୍ଜାହିଲଅତେରି?”
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
୫୦ସାମା ଏ଼ୱାସି ଆମିନି କାତା ଜ଼ଲିତେସି, ତାମି ଇୟା ଆ଼ବା ପୁଞ୍ଜାଲି ଆ଼ଡାଆତେରି ।
51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
୫୧ଡା଼ୟୁ ଜୀସୁ ତାମି ଇୟା ଆ଼ବା ତଲେ ୱେଣ୍ତେ ନା଼ଜରିତତା ୱା଼ତେସି, ଇଞ୍ଜାଁ ଏ଼ୱାରି କାତା ମା଼ନୱି ଆ଼ହାନା ଡ଼ୟିତେସି, ଅ଼ଡ଼େ ତାମି ଇୟା ଈ ବାରେ କାତା ଜାଗ୍ରାତା ତଲେ ମ଼ନତା ଇଟାମାଚେ ।
52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।
୫୨ଅ଼ଡ଼େ ଜୀସୁ ଆଙ୍ଗାତା, ବୁଦିତା ଇଞ୍ଜାଁ ମାହାପୂରୁ ଅ଼ଡ଼େ ମାଣ୍ସିୟାଁ କାର୍ମାଟି ପାଡା ଆ଼ତେସି ।