< ଲୂକ 2 >
1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
ଆତେନ୍ ବେଲା ରୋମ୍ ରାଜ୍ୟନେ ମ୍ନାଇଃସାଙ୍ଗ୍ ଅଗଷ୍ଟସ୍ କାଇସର ବାନ୍ ଦେସ୍ନେ ସାପା ରେମୁଆଁଇଂନେ ମ୍ନି ଆଗୁଆର୍ ନ୍ସା ବାସଙ୍ଗ୍ ଅଲେଙ୍ଗ୍ ଆର୍କେ ।
2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।
ସିରିଆନେ ସାସନ୍ ଡିଙ୍ଗ୍ଣ୍ଡ୍ରେ କ୍ୱିରୀଣୀୟନେ ବେଲା ସେନୁଗ୍ ଏନ୍ ମ୍ନି ଆଗୁଆର୍ ବଗେ ।
3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
ଆତେନ୍ସା ସାପାରେ ମ୍ନି ଆଗୁଆର୍ ନ୍ସା ନିଜର୍ ନିଜର୍ ସହର ନ୍ନିଆ ୱେଆର୍କେ ।
4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
ଆରି ଯୋସେଫ୍ ଡିଗ୍ ମ୍ନି ଆଗୁଆର୍ ନ୍ସା ମରିୟମ୍ ଏତେ ଗାଲିଲୀନେ ନାଜରିତ ସହର୍ବାନ୍ ଜିଉଦା ପ୍ରଦେସ୍ନେ ବେଥ୍ଲେହିମ ମ୍ନିକ୍ନେ ଦାଉଦନେ ସହର୍ନ୍ନିଆ ୱେକେ ଡାଗ୍ଲା ମେଁ ଦାଉଦନେ କୁଲ୍ ଆରି କୁଲ୍ନେ ରେମୁଆଁ ଲେଃକେ ।
5 ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
ଯସେପ୍ ଏତେ ମରିୟମ୍ନେ ବିଏନେ ସାଲିଆ ବଗେ ଆରି ମେଁ ସର୍ତେ ଉଂ ଲେଃଗେ ।
6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା,
ମେଇଙ୍ଗ୍ ଆତେନ୍ ଜାଗାନ୍ନିଆ ଲେଃକ୍ନେ ବେଲା ମେଁନେ ଣ୍ଡିଆକୁମାନେ ବେଲା ଡିଙ୍ଗ୍ ୱେଗେ ।
7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
ଆରି ମେଁ ଙ୍ଗିର୍ବଃଅ ଜନମ୍ ବିଃକେ ଆରି ଆମେକେ ପାଟାଏ ଏଃତେ ଆଃକୁଇଚେ ସାଲାତ୍ୟା କୁଣ୍ଡ୍ଅରିଆ ଆଃଡୁଲେଗ୍ ଆର୍କେ ଡାଗ୍ଲା ବାସା ନ୍ସା ମେଇଂ ନ୍ସା ଜାଗା ଆଲେଃଗେ ଣ୍ଡୁ ।
8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ।
ଆତେନ୍ ଟାନ୍ନିଆ ଉଡ଼ିରୁଆ ମେଣ୍ଡା ତୁର୍ତ୍ୟାରେ ପାଦା ଲେଃଚେ ମିଡିଗ୍ବଃ ମେଇଂନେ ରାସି ଗିମିମେଣ୍ଡା ଉର୍ ଡିଙ୍ଗ୍ଆର୍କେ ।
9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
ମାପ୍ରୁନେ ମୁଇଂ ଦୁତ୍ ମେଇଂ ଡାଗ୍ରା ପାଙ୍କେ ଆରି ମାପ୍ରୁନେ ଗୌରବ୍ନେ ତାରାସ୍ ମେଇଂ ପିତୁର୍ପାକା ଜାକ ତାର୍କିଗ୍ ୱେଗେ ଆରି ମେଇଂ ତାରାସ୍ କେଚେ ବୁଟ ୱେଏ ଆର୍ଗେ ।
10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
ଆତେନ୍ ଦୁତ୍ ଆମେଇଂକେ ବାସଙ୍ଗ୍କେ “ଆବ୍ଟଗେ ନାମଃ; କେଲା ନେଙ୍ଗ୍ ସାପା ରେମୁଆଁକେ ମାଲେ ସାର୍ଦା ଡିଙ୍ଗ୍ନ୍ସା ନିମାଣ୍ଡାନେ କବର୍ ଆଃଅଁ ଣ୍ଡିଙ୍ଗ୍କେ ।
11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
ଡାଗ୍ଲା ଏକେ ଦାଉଦନେ ସହର୍ନ୍ନିଆ ପେନ୍ସା ପାରାନ୍ ଆମ୍ବ୍ରଣ୍ଡ୍ରେ ଜନମ୍ ଡିଙ୍ଗ୍ ଲେଃ ମେଁ କିସ୍ଟ ମାପ୍ରୁ ।
12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
ଆରି ପେନ୍ସା ଆକେନ୍ ଚିନା ରକମ୍ ଡିଙ୍ଗ୍ଏ ପେ ସାପାରେ ମୁଇଂ ଗଡ଼େଅକେ ପାଟାଇନ୍ନିଆ କୁଇଚେ ସାଲାତ୍ୟା କୁଣ୍ଡ୍ଅରିଆ ଡୁଲେଗ୍ ଲେକ୍ନେ ପେକେଏ ।”
13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
ଆରି ଉଲୁସ୍ତେ ଦୁତ୍ଇଂ ଏତେ କିତଂନେ ଗୁଲେ ଦୁତ୍ ମାନ୍ଦାଇଂ ବୁନ୍ଦେ ଜାର୍ଚେ ଇସ୍ପର୍ନେ ଅସ୍ମାର୍ ସାର୍ଚେ ବାସଙ୍ଗ୍କେ
14 “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”
ସାପାଟୁ କିତଂନ୍ନିଆ ଇସ୍ପର୍ନେ ମଇମା, ଆରି ମଞ୍ଚ୍ପୁର୍ ମେଁନେ ସାର୍ଦା ଆରି ରେମୁଆଁଇଂ ଡାଗ୍ରା ସାନ୍ତି ଡିଂଲେଃ ।
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
ଦୁତ୍ଇଂ ମେଇଙ୍ଗ୍ନେ ବାନ୍ କିତଙ୍ଗ୍ଇନି ନ୍ନିଆ ୱେକ୍ନେ ଇଡ଼ିଙ୍ଗ୍ ମେଣ୍ଡା ତୁର୍ତ୍ୟାରେଇଂ ମେଇଂମେଇଂ ବିତ୍ରେ ଅବାଲିର୍ଅବାତା ଡିଙ୍ଗ୍ଆର୍କେ ଏଃଲାପା ନେ ବେଥ୍ଲେହିମ ଜାକ ୱେଚେ ମାପ୍ରୁ ଆନେକେ ଆଣ୍ଡିନେ ଗଟେକ୍ନେ ଆଃଅଁକେ ଆତେନ୍ ନେକେ ।
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
ଆତ୍ଅରିଆ ମେଇଂ ଟାପ୍ନା ୱେଚେ ତୁର୍ଚେ ମରିୟମ୍ ଆରି ଯୋସେଫ୍ କିକେ ଅବାଆର୍କେ ଆରି ସାଲାତ୍ୟା କୁଣ୍ଡ୍ଅରିଆ ଗଡ଼େଅକେ ଆଃଡୁଲେଗ୍ ବକ୍ନେ କେଆର୍କେ ।
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
ମେଇଂ ଆକେନ୍ କେଚେ ଆତେନ୍ ଗଡ଼େଅକେ ବିସୟ୍ରେ ଆମେଇଂକେ ଦୁତ୍ ମେଁନେ ସାମୁଆଁ ବାଲିର୍ ବଗେ ଆତେନ୍ ମେଁ ବିନ୍ ରେମୁଆଁ ଆମ୍ୟାକେ ।
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
ଆରି ଉଡ଼ି ରେମୁଆଁ ମେଣ୍ଡାତୁର୍ତ୍ୟାରେ ବାନ୍ ଆତେନ୍ ସାପା ସାମୁଆଁ ଅଁ ଆର୍ଏ କିକେ ମେଇଂ ସାପାମାନ୍ଦା ଆତ୍ଅରିଆ କାବା ଡିଙ୍ଗ୍ଆର୍କେ ।
19 କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ।
ଏନ୍ ସାପା ଗଟ୍ନା ମରିୟମ୍ନେ ମନ୍ନ୍ନିଆ କାଲାଆଃ ନ୍ସା ଲେଃୱେଗେ ବାରି ଏନ୍ ସମ୍ପର୍କନ୍ନିଆ ମେଁ ମାଲେ ଚିନ୍ତା ଡିଙ୍ଗ୍ଚେ ଲେଃଗେ ।
20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।
ମେଣ୍ଡା ବିଃଚଙ୍ଗ୍ରେଇଂ ମେଃନେ ସାପା ଅଁଲେଃଆର୍କେ ବାରି କେ ଲେଃଆର୍କେ, ଆତେନ୍ ସାପା ବିସୟ୍ ନ୍ସା ଇସ୍ପର୍କେ ଦନ୍ୟବାଦ୍ ଡିଙ୍ଗ୍ ଡିଙ୍ଗ୍ ଆଣ୍ତେ ଆର୍କେ । ଦୁତ୍ଇଂ ବାସଙ୍ଗ୍ନେ ଅନୁସାରେ ଟିକ୍ ସାପା ଗଟେ ଲେଃକେ ଡାଗ୍ଚେ ମେଇଂ ମ୍ୟା ଆର୍କେ ।
21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
ମୁଇଂ ସାନ୍ତା ଇଡ଼ିଙ୍ଗ୍ ଗଡ଼େଅନେ ପବିତ୍ର ଡିଙ୍ଗ୍ନେ ବେଲା ମେଁନେ ମ୍ନି ଜିସୁ ବିଃଆର୍କେ । ମେଁ ଗାଗ୍ଡ଼େ ଡିଙ୍ଗ୍କ୍ନେ ସେନୁଗ୍ କିତଂ ଦୁତ୍ନେବାନ୍ ମେଁନେ ଏନ୍ ମ୍ନି ବିବ ଆର୍ଗେ ।
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
ଇଡ଼ିଙ୍ଗ୍ ଉଡ଼ିବେଲା ମୋଶାନେ ସାମୁଆଁ ସୁଗୁଆ ମେଇଂ ପର୍ଚଲ୍ ମାଡିଙ୍ଗ୍ନେ ବେଲା ସମାନ୍ । ମେଇଂ ମାପ୍ରୁନେ ଉଦେସ୍ରେ ଗଡ଼େଅକେ ଅପେଃନ୍ସା ଜିରୁସାଲାମ୍ ପାକା ଡୁଂୱେଆର୍କେ ।
23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
ଆରି ଡିଗ୍ ମାପ୍ରୁନେ ସାସ୍ତର୍ନ୍ନିଆ ଗୁଆର୍ବକେ, ଡୁଆ ବିତ୍ରେନେ ପର୍ତୁମ୍ ଗଡ଼େଅ ଜନମ୍ ଡିଙ୍ଗ୍ଲା ମେଁ ମାପ୍ରୁନ୍ନିଆ ପବିତ୍ର ବଲି ବିଃ ପଡ଼େଏ
24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ।
ମାପ୍ରୁନେ ନିୟମ୍ରେ ଆରି ଗୁଆର୍ ବକେ; “ଆନାକେ ମ୍ବାକ୍ଲିଗ୍ କୁକୁର୍ପିଗ୍ ଆରି ମ୍ବାକ୍ଲିଗ୍ ପରୁଆ ବଲି ବିଃନେ ପଡ଼େଏ ।” ଆତେନ୍ସା ଆକେନ୍ ନିଅମ୍ ଇସାବ୍ରେ ବଲିପୁଜା ବିଃନ୍ସା ଯୋସେଫ୍ ଆରି ମରିୟମ୍ ଯିରୂଶାଲାମ୍ ୱେ ଆର୍କେ ।
25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
ଆରି କେଲା ଯିରୁଶାଲାମ୍ନ୍ନିଆ ଶିମିୟୋନ୍ ମ୍ନିକ୍ନେ ମୁଇଂଜା ଦର୍ମ ଡିଙ୍ଗ୍ଣ୍ଡ୍ରେ ଆରି ବକ୍ତ ରେମୁଆଁ ଲେଃକେ ମେଁ ଇଶ୍ରାୟେଲ ଉଦାର୍ ଡିଙ୍ଗ୍ଣ୍ଡ୍ରେକେ ଉର୍ ଲେଃଆର୍ଗେ ବାରି ପବିତ୍ର ଆତ୍ମା ମେଁ ଡାଗ୍ରା ଲେଃଗେ ।
26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
ମାପ୍ରୁନେ ଆଦେସ୍ ଅନୁସାରେ ମସୀହାନେ ତ୍ନାନେ ଜାକ ମେଁ ଆଗୁଏଃ ଣ୍ଡୁ ଡାଗ୍ଚେ ପବିତ୍ର ଆତ୍ମାନେବାନ୍ ଡିଲାଡିଗ୍ ବିସ୍ବାସ୍ ବାଲେଃଆର୍ଗେ ।
27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
ଆରି ମେଁ ପବିତ୍ର ଆତ୍ମାରେ ପୁର୍ତି ଡିଙ୍ଗ୍ଚେ ମନ୍ଦିର୍ନ୍ନିଆ ପାଙ୍ଗ୍କେ ଆରି ଗଡ଼େଅ ଜିସୁନେ ବା ଡିୟାଇଂ ଉଡ଼ିବେଲା ମେଁନେ ବିସୟ୍ରେ ନିୟମ୍ ଇସାବ୍ରେ ସ୍ଲେନ୍ସା ଆମେକେ ବିତ୍ରେ ଡୁଂପାଙ୍ଗ୍ଆର୍କେ ।
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
ଉଡ଼ିବେଲା ଶିମିୟୋନ୍ ଆମେକେ ବୁଲୁନ୍ନିଆ ୱାଚେ ଇସ୍ପର୍ନେ ଦନ୍ୟବାଦ୍ ବିଚେ ବାସଙ୍ଗ୍କେ
29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
“ଏ ମାପ୍ରୁ ନାନେ ବ୍ନାଲିର୍ ନିୟମ୍ରେ ନିଜେନେ ଚାକର୍କେ ସାନ୍ତିରେ ଗୁଏନ୍ସା ବେନାଡିଙ୍ଗ୍କେ ।
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
ଡାଗ୍ଲା ନେଙ୍ଗ୍ନେ ମୁଆଃ ନା ଉଦାର୍ ବାନେ କିକେ ଲେଃକେ ।
31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
ନାନେ ଜା ସାପା ରେମୁଆଁଇଂନେ ସାର୍ମୁଆଁନ୍ନିଆ ଆରେ ନାବକେ
32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”
ବିନ୍ ଜାତି ରେମୁଆଁଇଂ ଆଡ଼ାତ୍ରା ସତ୍ ସାମୁଆଁ ଆସୁଏନେ ତାର୍କିଗ୍ ଆରି ପେ ରେମୁଆଁ ଇଶ୍ରାୟେଲନେ ଗୌରବ୍ ସୁଗୁଆ ଆଡିଙ୍ଗ୍ନାବକେ ।”
33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
ଡାଆଁ ଗଡ଼େଅ ଜିସୁନେ ସାମୁଆଁରେ ଶିମୋନ୍ ମେଃନେ ବାସଙ୍ଗ୍କେ ଆତେନ୍ ଅଁଚେ ଗଡ଼େଅନେ ଇୟାଙ୍ଗ୍ ଆବା ବକୁଆ ଡିଙ୍ଗ୍ ୱେଗେ ।
34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
ଆରି ଶିମିୟୋନ୍ ଆମେଇଂକେ ଆସିର୍ବାଦ୍ ବିଚେ ମେଁନେ ଇୟାଙ୍ଗ୍ଡେ ମରିୟମ୍କେ ବାସଙ୍ଗ୍କେ କେଲା ଇଶ୍ରାୟେଲନେ ରେମୁଆଁଇଂ ବାନ୍ ଏନ୍ ଗଡ଼େଅ ନ୍ସା ଗୁଲେ ରେମୁଆଁ ଦସି ଡିଙ୍ଗ୍ ଆର୍ଏ ଆରି ଗୁଲେ ରେମୁଆଁ ରକ୍ୟା ବା ଆର୍ଏ ଆତେନ୍ସା ଏନ୍ ଗଡ଼େଅକେ ଇସ୍ପର୍ ଆମେକେ ବାଚେ ବକେ । ଆରି ଜାନେ ବିରଦ୍ରେ ଗୁଲେ ରେମୁଆଁ ବ୍ନାଲିର୍ ବାସଙ୍ଗ୍ ଆର୍ଏ ଆତ୍ନେ ମେଁ ଚିନ୍ ସୁଗୁଆ ଡିଙ୍ଗ୍ଏ ।
35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ।
ଆରି ମେଁ ମେଁଇଙ୍ଗ୍ନେ ବୁଡ଼ିଲେକ୍ନେ ଚିନ୍ତା ବାସଙ୍ଗ୍ଏ । ଆରି ଆକ୍ମେଁନ୍ସା ମୁଇଙ୍ଗ୍ ଡିଗ୍ ଲେଃକ୍ନେ କାଣ୍ଡା ସୁଗୁଆ ଦୁକ୍ ଆନାକେ ପଃଏ । ଆରି ନାନେ ଜିବନ୍ ଉନା ଡିଙ୍ଗ୍ୱେଏ ।
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
ଆଶେର୍ ବଂସନ୍ନିଆ ଜନମ୍ ଫିନୂଏଲ୍ନେ ସେଲାମ୍ବୁଏ ହାନ୍ନା ମ୍ନିକ୍ନେ ଅଁକୁଡ଼ି ଅଁମୁଆଁ ବୟସ୍ ଡୁକ୍ରି ଲେଃଗେ । ମେଁ ମୁଇଂ ବାବବାଦିନୀ ଲେଃକେ । ବିଏଚେ ମାତର୍ ତ୍ମାମୁଆଁ ଇଡ଼ିଙ୍ଗ୍ ମେଁ ଗୁଏସାଙ୍ଗ୍କୁଏ ଡିଙ୍ଗ୍ୱେଗେ ।
37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
ମେଁ ମନ୍ଦିର୍ ଆନ୍ତାର୍ଚେ ପାଦା ଆୱେକେ ଣ୍ଡୁ ମେଁ କେଡ଼େସ ଆରି ଉପାସ୍ ଲେଃଚେ ମାପ୍ରୁକେ ସ୍ମି ମିଡିଗ୍ ପାର୍ତନା ଡିଙ୍ଗ୍ ଡିଙ୍ଗ୍ଗେ ।
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
ଆତେନ୍ ବେଲା ମେଁ ଗଡ଼େଅ ଆରି ମେଁନେ ବା ଡିଆ ବଲି ବିଃନ୍ସା ଡାଗ୍ରା ୱେକେ ଆନା ଆତ୍ଅରିଆ ପାଙ୍ଗ୍ଚେ ଇସ୍ପର୍କେ ଦନ୍ୟବାଦ୍ ବିକେ । ଜାଣ୍ଡେଇଂ ବିସ୍ବାସ୍ ଡିଙ୍ଗ୍ଚେ ଯିରୂଶାଲମ୍ନେ ମୁକ୍ତି ବାନେ ନ୍ସା ଉର୍ଲେ ଆର୍ଗେ ଆତେନ୍ ସାପା ରେମୁଆଁକେ ମେଁ ଜିସୁ ବିସୟ୍ରେ ବାସଙ୍ଗ୍କେ ।
39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।
ଯସେପ୍ ଆରି ମରିୟମ୍ ମାପ୍ରୁନେ ନିୟମ୍ରେ ସାପା କାମ୍ ଆଡାଚେ ମେଇଂ ଗାଲିଲୀନେ ନିଜେନେ ଇନି ନାଜରିତ୍ନ୍ନିଆ ଆଣ୍ଡେ ୱିଗ୍କେ ।
40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
ଆରି ଗଡ଼େଅ ମ୍ନାନେ ଲାଗେକେ ଆରି ବୁଦିରେ ବର୍ତି ଡିଙ୍ଗ୍ଚେ ବପୁ ଡିଙ୍ଗ୍କେ ଆରି ଇସ୍ପର୍ନେ ଦୟା ମେଇଂ ଆଡ଼ାତ୍ରା ଲେଃକେ ।
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ।
ଜିସୁନେ ବା ଡିଆ ଉଦାର୍ ପାଣ୍ଡୁଏ ମାନେଃ ନ୍ସା କାଲା ମୁଆଁ ଯିରୂଶାଲମ୍ନ୍ନିଆ ୱେଡିଙ୍ଗ୍ଗେ ।
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
ଜିସୁନେ ଗମ୍ବାର୍ ମୁଆଁ ଡିଙ୍ଗ୍ଲେଃକ୍ନେ ବେଲା ମେଁଇଙ୍ଗ୍ନେ ନିୟମ୍ରେ ପାଲେନ୍ସା ଯିରୁସାଲାମ୍ ୱେ ଆର୍କେ ।
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
ମେଁଇଙ୍ଗ୍ନେ ପାଣ୍ଡୁଏ ଆଡାଚେ ଉଡ଼ିବେଲା ମେଇଂ ଆଣ୍ଡେ ୱିଗ୍ଡିଙ୍ଗେ ଆତେନ୍ ବେଲା ଗଡ଼େଅ ଜିସୁ ଯିରୁସାଲାମ୍ନ୍ନିଆ ଲେଃୱେଗେ ଆରି ମେଁନେ ବା ଡିଆ ମ୍ୟା ଆୟା ଆର୍କେ ଣ୍ଡୁ ।
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
ମାତ୍ରମ୍ ମେଁ ସାଙ୍ଗ୍ସାତିଇଂ ତ୍ରଙ୍ଗ୍ ଲେଃକେ ଡାଗ୍ଚେ ଏତେଚେ ମେଇଂ ମସିଆନେ ଗାଲି ଅଲେଙ୍ଗ୍ ୱେଆର୍ଗେ ଆରି ନିଜର୍ନେ ଆରି ସ୍ନାମୁଆଁ ରେମୁଆଁଇଂ ବାନ୍ ମେଁ ଏତେ ତୁର୍ନେ ମୁଲେକେ ।
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ।
ଆରି ମେଇଂ ଆମେକେ ମାଅବାଚେ ତୁର୍ ତୁର୍ଚେ ଯିରୁଶାଲାମ୍ନ୍ନିଆ ୱେଏ ଆର୍କେ ।
46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
ଜିର୍ସି ଦିନା ଇଡ଼ିଙ୍ଗ୍ ଆମେକେ ମନ୍ଦିର୍ନ୍ନିଆ ଅବାକେ; ମେଁ ପଣ୍ଡିତ୍ଇଂନେ ମଜେ କଚେ ମେଁଇଙ୍ଗ୍ନେ ସାମୁଆଁ ଅଁ ଡିଙ୍ଗ୍ଗେ ଆରି ଆମେଇଂକେ ପ୍ରସ୍ନ ସାଲିଆକୁ ଡିଙ୍ଗ୍ଗେ ।
47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
ଆରି ଉଡ଼ି ରେମୁଆଁ ମେଁନେ ସାମୁଆଁ ଅଁ ଡିଙ୍ଗ୍ଗେ ସାପାରେ ମେଁନେ ଜ୍ଞାନ୍ ଆରି ଉତର୍ ଅଁଚେ ବକୁଆ ଡିଙ୍ଗ୍ ୱେ ଆର୍ଗେ ।
48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ।
ମେଇଙ୍ଗ୍ ଆମେକେ କେଚେ କାବା ଡିଙ୍ଗ୍ ୱେଗେ ଆରି ମେଁନେ ଇୟାଙ୍ଗ୍ଡେ ଆମେକେ ବାସଙ୍ଗ୍କେ, “ବାବୁରେ ନେନେ ଆଡ଼ାତ୍ରା ମେଃନ୍ସା ଦେକ୍ ରକମ୍ ନାଡିଂକେ? କେଲା ନାନେ ପେମ୍ବା ଆରି ନେଙ୍ଗ୍ ତେରେପେତେ ଡିଙ୍ଗ୍ଚେ ଆନାକେ ତୁର୍ନେଡିଙ୍ଗ୍ ।”
49 ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?”
ଆତ୍ବା ଜିସୁ ଆମେକେ ବାସଙ୍ଗ୍କେ “ମେଃନ୍ସା ପେ ଆନେଙ୍ଗ୍କେ ତୁର୍ ପେଡିଙ୍ଗ୍? ନେଙ୍ଗ୍ନେ ଆବାନେ ଡୁଆନିଆ ଲେଃନେ ଜେ ନେଙ୍ଗ୍ନେ ଅଦିକାର୍ ଲେଃକେ ଏନ୍ ମେଁନେ ପେ ପେମ୍ୟାକେ?”
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
ମାତର୍ ମେଁ ଆମେଇଂକେ ଆଣ୍ଡିନେ ସାମୁଆଁ ବାସଙ୍ଗ୍କେ, “ଆତେନ୍ ମେଇଂ ଆବୁଜେକେ ଣ୍ଡୁ ।”
51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
ଇଡ଼ିଙ୍ଗ୍ ମେଁ ମେଇଙ୍ଗ୍ ଏତେ ଆଣ୍ଡେଚେ ନାଜରିତନ୍ନିଆ ପାଙ୍ଗ୍କେ ଆରି ମେଁ ଏତେ ସାମୁଆଁ ସାଚେ ଲେଃଆର୍କେ; ଆରି ମେଁନେ ଇୟାଙ୍ଗ୍ଡେ ମେଁନେ ସାପା ସାମୁଆଁ ରାଃସିଙ୍ଗ୍ଚେ ନିଜେନେ ଜିବନ୍ନିଆ ବକେ ।
52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।
ଆରି ଜିସୁ ଗିଆନ୍ରେ ଆରି ଗାଗ୍ଡ଼େନ୍ନିଆ ବୁଦି ବାନେ ଲାଗେକେ । ଆରି ଇସ୍ପର୍ନେ ଆରି ରେମୁଆଁଇଂନେ ଦୟା ମେଁ ଆଡ଼ାତ୍ରା ସାଃଡିଂଆର୍କେ ।