< ଲୂକ 19 >
1 ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
୧ଜୀସୁ ଜିରିହତା ହ଼ଡାନା ଗା଼ଡ଼ା ମାଦିଟି ହାଜିମାଚେସି ।
2 ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।
୨ଏମ୍ବାଆଁ ଜକିୟ ଦ଼ରୁଗାଟାସି ରଅସି ମାଚେସି, ଏ଼ୱାସି ସିସ୍ତୁ ରୀହ୍ନାରି ବିତ୍ରାଟି କାଜାସି ଅ଼ଡ଼େ ଏ଼ୱାଣାକି ହା଼ରେକା ଦ଼ନ ମାଚେ ।
3 ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
୩ଜୀସୁ ଏ଼ନିଲେହେଁତାସି ଇଞ୍ଜିଁ ଏ଼ୱାଣାଇଁ ମେସାଲି ହା଼ରେକା ମ଼ନ ମାଚେ, ସାମା ହା଼ରେକା ଲ଼କୁ ମାଚାକି ମେସାଲି ଆ଼ଡିହିଲାଆତେସି, ଏ଼ନାଆଁତାକି ଇଚିହିଁ ଏ଼ୱାସି କୁଜା ମାଚେସି ।
4 ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
୪ଏମ୍ବାଟିଏ ଏ଼ୱାସି ନ଼କିତା ହଟି ହଟି ହାଜାନା ଜୀସୁ ହାନି ଜିରୁତା ଏ଼ୱାଣାଇଁ ମେସାଲି ର଼ ତ଼ୟା ମା଼ର୍ନୁତା ହ଼ତେସି, ଇଚିହିଁ ଜୀସୁ ଏ଼ ଜିରୁଟି ହାନାୟି ମାଚେ ।
5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”
୫ଜୀସୁ ଏମ୍ବାଆଁ ଏଜାନା ଲାକ ସିନିକିହାନା ହା଼ଟିତେସି, “ଆଡ଼େ ଜକିୟ ତବେ ରେ଼ଚାୱାମୁ ଇଚିହିଁ ନୀଞ୍ଜୁ ନା଼ନୁ ମୀ ଇଜ ଗତା ୱା଼ନାୟି ମାନେ ।”
6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
୬ଏ଼ୱାସି ତବେ ରେ଼ଚାୱା଼ହାନା ଏ଼ୱାଣାଇଁ ରା଼ହାଁଟି ତାମି ଇଜ ହା଼ଟିତେସି ।
7 ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
୭ଈଦାଆଁ ମେସାନା ବାରେ ଲ଼କୁ ମୁରୁ ମୁରୁ ଆ଼ହିଁ କାତା ଆ଼ତେରି, “ଈୱାସି ର଼ ପା଼ପୁ ଗାଟାରି ଇଜ ଗତା ହାଜିମାନେସି ।”
8 କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
୮ସାମା ଜକିୟ ନିଚାନା ପ୍ରବୁଇଁ ଏଲେଇଚେସି, “ଏ଼ ପ୍ରବୁ ନା଼ନୁ ନା଼ ଦ଼ନତି ର଼ ବା଼ଗା ହିଲାଆ ଗାଟାରାକି ହୀଇଁ, ଅ଼ଡ଼େ ନା଼ନୁ ଆମ୍ବାଆରି ତା଼ଣାଟି ଏ଼ନାଆଁ ତାଚାମାଚିହିଁ ସା଼ରି ବା଼ଗା ଆଗାଡ଼ା ୱେଟ୍ଇଁ ।”
9 ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
୯ଏମ୍ବାଟିଏ ଜୀସୁ ଏଲେଇଚେସି, “ନୀଞ୍ଜୁ ଈ ଇଜତି ଲ଼କୁତାକି ଗେଲ୍ପିନାୟି ୱା଼ହାମାନେ, ଇଚିହିଁ ଈୱାସି ଜିକେଏ ଅବ୍ରାହାମତି କୂଡ଼ାତାସି ।
10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”
୧୦ଇଚିହିଁ ଏ଼ନାୟି ଜା଼ଙ୍ଗା ହାଜାମାନେ ଏ଼ଦାଆଁ ପାରାନା ଗେଲ୍ପାଲି ମାଣ୍ସି ମୀର୍ଏସି ୱା଼ହାମାନେସି ।”
11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ବରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
୧୧ଲ଼କୁ ଈ କାତା ୱେଞ୍ଜି ମାଚାଟି ଏ଼ୱାସି ଅ଼ଡ଼େ ର଼ ପୁଣ୍ମ୍ବିକିନି କାତା ୱେସ୍ତେସି, ଇଚିହିଁ ଏ଼ୱାସି ଜିରୁସାଲମ ଡାଗେ ଆ଼ହାମାଚେସି, ଇଚିହିଁ ମାହାପୂରୁ ରା଼ଜି ତବେ ତ଼ଞ୍ଜାଆ଼ନେ ଇଞ୍ଜିଁ ଅଣ୍ପିମାଚେରି ।
12 ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।
୧୨ଏ଼ୱାସି ଏଲେଇଚେସି, “ର଼ କାଜା କୂଡ଼ାତାସି ରାଜା ପା଼ଣା ବେଟାଆ଼ହାଁ ୱେଣ୍ତା ୱାଇଁୱା ଇଞ୍ଜିଁ ର଼ ହେକ ରା଼ଜି ହାଚେସି ।
13 ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର।
୧୩ଏ଼ୱାସି ତାନି ଦସଜା଼ଣା ହ଼ଲିୟାଙ୍ଗାଣି ହା଼ଟାନା ଏ଼ୱାରାକି ଦସଗଟା ୱେଣ୍ତି ଟାକା ଲାକା ହୀହାନା ଏଲେଇଚେସି, ‘ନା଼ନୁ ୱେଣ୍ତା ୱା଼ନି ପାତେକା ମୀରୁ ଈ ଟାକା ତଲେ ବେ଼ବାରା କିଦୁ ।’
14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ।
୧୪ସାମା ତାନି ଦେ଼ସାତାରି ଏ଼ୱାଣାଇଁ ଅ଼ପିହିଲାଆତେରି, ‘ଈୱାସି ମାଙ୍ଗେତାକି ରାଜା ଆୟାଆପେସି’ ଇଞ୍ଜିଁ ତାନି ଜେ଼ଚଏ କ଼ସ୍କାଣି କାବ୍ରୁ ୱେସା ପାଣ୍ତିତେରି ।”
15 ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ।
୧୫ଡା଼ୟୁ ଏ଼ୱାସି ରାଜା ପା଼ଣା ବେଟାଆ଼ହାନା ତାନି ରା଼ଜିତା ୱେଣ୍ତାୱା଼ତେସି, ଇଞ୍ଜାଁ ତା଼ନୁ ଟାକାୟାଁ ହୀହାମାଚି ହ଼ଲିୟାଙ୍ଗା ବେ଼ବାରା କିହାଁ ଏଚେକା ଲା଼ବା କିହାମାନେରି ଏ଼ଦାଆଁ ପୁଞ୍ଜାଲି ଏ଼ୱାରାଇଁ ହା଼ଟିକିତେସି, ଇଞ୍ଜାଁ ୱେଚେସି ।
16 ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି।
୧୬ତଲିତାସି ୱା଼ହାନା ଏଲେଇଚେସି, “ବା଼ବୁ ନୀନୁ ହୀହାମାଞ୍ଜାତି ର଼ ଟାକା ତଲେ ବେ଼ବାରା କିହାନା ଦସଟାକା ଲା଼ବା କିହାମାଇଁ ।”
17 ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
୧୭ଏ଼ୱାସି ଏ଼ୱାଣାଇଁ ଏଲେଇଚେସି, “ନେହିଁ ଟିକାଣାଗାଟି ନାମୁତି ହ଼ଲେଏଣାତି, ନୀନୁ ଊଣା କାମାତାକି ନେହିଁ କାମା କିହାମାନାକି ନା଼ନୁ ନିଙ୍ଗେ ଦସଗଟା ଗା଼ଡ଼ାୟାଁ ସା଼ଲୱି କିନି ଅଦିକାରା କିମୁ ।”
18 ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
୧୮ଅ଼ଡ଼େ ରଅସି ୱା଼ହାନା ଏଲେଇଚେସି, “ବା଼ବୁ ନୀନୁ ହୀହାମାଞ୍ଜାତି ଟାକା ତଲେ ପା଼ସାଗଟା ଲା଼ବା କିହାମାଇଁ ।”
19 ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
୧୯ଏ଼ୱାସି ଏ଼ୱାଣାଇଁ ଜିକେଏ ଏଲେଇଚେସି, “ନୀନୁ ଜିକେଏ ପା଼ସାଗଟା ଗା଼ଡ଼ାୟାଁ ମୁହେଁ ଅଦିକାରା ଆ଼ମୁ ।”
20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
୨୦ଅ଼ଡ଼େ ରଅସି ୱା଼ହାନା ଏଲେଇଚେସି, “ପ୍ରବୁ ମେହ୍ମୁ ଈଦି ନୀନୁ ହୀହାମାଞ୍ଜାତି ଟାକା; ଈଦାଆଁ ନା଼ନୁ ଡ୍ରାଃଆଲିତା ରୂପାନା ଇଟାମାଚେଏଁ ।
21 କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
୨୧ଇଚିହିଁ ନା଼ନୁ ନିଙ୍ଗେ ଆଜାତେଏଁ, ନୀନୁ ର଼ ଗିରିଗିରା ଗାଟାତି, ଇଟା ହିଲାଆଗାଟାଣି ପାରିନାତି, ମାଟା ହିଲାଆତା଼ଣା ଦା଼ଃଆନାତି ।”
22 ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
୨୨ଏ଼ୱାସି ଏ଼ୱାଣାଇଁ ଏଲେଇଚେସି, ଆଡ଼େ ପ଼ଲ୍ଆଗାଟି ହ଼ଲେଏଣାତି, ନୀ ଗୂତିତି ହା଼ଡାତଲେ ନୀ ନୀହାଁୟି କିୟାଇଁ, ନା଼ନୁ ଗିରିଗିରା ଗାଟାତେଏଁ, ଇଟାହିଲାଆ ତା଼ଣା ପାରିନାତେଏଁ ମାଟାଆତି ତା଼ଣା ଦା଼ଃଆନାତେଏଁ ଈଦାଆଁ ପୁଞ୍ଜାମାଚି?
23 ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
୨୩ଆତିହିଁ ଏ଼ନାଆଁତାକି ନା଼ ଟାକାତି ରୀଣା ଅ଼ନାରାକି ହୀଆତି, ନା଼ନୁ ୱା଼ହାନା ଅଡିତଲେ ବେଟାଆ଼ତେଏଁମା ।
24 ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ।
୨୪ଇଞ୍ଜାଁ ଦାରିତା ନିଚାମାଚାରାଇଁ ୱେସ୍ତେସି, “ଈୱାଣି ତା଼ଣାଟି ଏ଼ ଟାକା ମୀଞ୍ଜା ଅ଼ହାନା ଆମ୍ବାଆରିକି ଦସଟାକା ମାନୁ ଏ଼ୱାଣାକି ହୀଦୁ ।”
25 ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
୨୫ଏଚେଟିଏ ଏ଼ୱାରି ୱେସ୍ତେରି, “ପ୍ରବୁ ଏ଼ୱାଣାକି ଦସଟାକା ମାନୁ ।”
26 ‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
୨୬ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, “ଆମିନିଗାଟାଣାକି ମାନେ, ଏ଼ୱାଣାକି ଗାଡି ହୀପ୍କିଆ଼ନେ । ସାମା ଆମ୍ବାଆରାୱାୟି ହିଲେଏ ଏ଼ୱାଣି ତା଼ଣା ଏ଼ନାୟି ମାନେ ଏ଼ଦାଆଁ ଜିକେଏ ଏ଼ୱାଣି ତା଼ଣାଟି ଅ଼ୱିଆ଼ନେ ।
27 କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”
୨୭ସାମା ନାଙ୍ଗେ ତାମି ରାଜା ଆ଼ହାଲି କୂହାମାଞ୍ଜାନି ସାତ୍ରୁୟାଁଇଁ ଇମ୍ବାଆଁ ତା଼କା ହାଜାନା ଏ଼ୱାରାଇଁ ନା଼ ନ଼କିତା ଟୂଣ୍ହାତୁହ୍ଦୁ ।”
28 ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
୨୮ଈ ବାରେ କାତା ୱେସ୍ତି ଡା଼ୟୁ ଜୀସୁ ଜିରୁସାଲମ ୱାକି ହାଚେସି ।
29 ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
୨୯ଏ଼ୱାସି ଜୀତ ହ଼ରୁ ଦାରିତା ମାନି ବେତନିୟାଁ ଅ଼ଡ଼େ ବେତ୍ପାଗି ନା଼ସ୍କାଣାଁ ଏଜାନା ତାନି ସୀସୁୟାଁ ବିତ୍ରାଟି ରିଆରାଇଁ ଈ କାତା ୱେସା ପାଣ୍ତିତେସି ।
30 “ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
୩୦“ମୀରୁ ହାଜାନା ମୀ ନ଼କିତି ନା଼ୟୁଁତା ହ଼ଡ଼୍ଦୁ ଇଞ୍ଜାଁ ଲ଼କୁ ଏଚେଲା ହ଼ଚା ହିଲଅରି; ଇଲେତି ର଼ ଗା଼ଡ଼୍ଦେ ଡା଼ଲୁତି ଦସାମାନାଣି ମେହ୍ଦେରି; ଏ଼ଦାଆଁ ଦା଼ୱାଁ ହୁକ୍ହା ନା଼ ତା଼ଣା ତାଚିହିଁ ୱା଼ଦୁ ।
31 ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’”
୩୧ଆମ୍ବାଆସି ଏ଼ନାଆଁତାକି ହୁକ୍ହିମାଞ୍ଜେରି ଇଞ୍ଜିଁ ୱେଞ୍ଜାତିହିଁ, ଈଦାନି ମା଼ ପ୍ରବୁକି ଲ଼ଡ଼ାମାନେ ଇଞ୍ଜିଁ ୱେହ୍ଦୁ ।”
32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
୩୨ଏମ୍ବାଟି ଜୀସୁ ପାଣ୍ତାମାଚାରି ଏ଼ୱାସି ଏ଼ନିକିଁ ୱେସାମାଚେସି, ଏଲେହେଁ ମେସ୍ତେରି ।
33 ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
୩୩ଇଞ୍ଜାଁ ଏ଼ୱାରି ଗା଼ଡ଼୍ଦେ ଡା଼ଲୁତି ଦା଼ୱାଁ ହୁକ୍ହିମାଚାଟି ଗା଼ଡ଼୍ଦେ ସା଼ୱୁକାରିୟାଁ “ଏ଼ନାଆଁତାକି ହୁକ୍ହିମାଞ୍ଜେରି ଇଞ୍ଜିଁ ୱେଚେରି?”
34 ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।
୩୪ଏ଼ୱାରି ଏଲେଇଚେରି, “ଈଦାନି ମା଼ ପ୍ରବୁକି ଲ଼ଡ଼ାମାନେ ।”
35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
୩୫ଏମ୍ବାଟିଏ ଗା଼ଡ଼୍ଦେ ଜୀସୁ ତା଼ଣା ତାଚାନା ଏ଼ଦାନିଲେକ ହିମ୍ବରିକା ପା଼ସାନା ଜୀସୁଇଁ ଲାକ କୁଗିକିତେରି ।
36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ।
୩୬ଅ଼ଡ଼େ ଏ଼ୱାସି ନ଼କିତା ହାଜିମାଚାଟି ଲ଼କୁ ଜିରୁତା ତାମି ହିମ୍ବରିକା ପା଼ସ୍ତେରି ।
37 ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
୩୭ଇଞ୍ଜାଁ ଏ଼ୱାସି ଜିରୁସାଲମ ଡାଗେ ମାନି ଜୀତ ହ଼ରୁଟି ୱା଼ନି ବେ଼ଲାତା ଏ଼ୱାସି ଇଞ୍ଜାଁ ତାମି ସୀସୁୟାଁ ଜୀସୁ କିତି ବା଼ଡ଼୍ୟୁତି କାମାତାକି ମାହାପୂରୁଇଁ ଜହରା କିହିହିଁ ରା଼ହାଁଟି ପା଼ଚୁ ପା଼ଚିତେରି ।
38 ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା।
୩୮“ପ୍ରବୁତି ଦ଼ରୁଟି ଆମିନି ରାଜା ୱା଼ହିମାନେସି ଏ଼ୱାଣାକି ନେହେଁ । ଲାକପୂରୁ ହିତ୍ଡ଼ି ଅ଼ଡ଼େ ଲାକପୂରୁତି ମାହାପୂରୁଇଁ ଗାୱୁରମି ଆ଼ପେ ।”
39 ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
୩୯ଏଚେଟିଏ ଲ଼କୁ ମାନ୍ଦାଟି ଏଚରଜା଼ଣା ପାରୁସିୟାଁ ଜୀସୁଇଁ ଏଲେଇଚେରି, “ଏ଼ ଗୂରୁ ନୀ ସୀସୁୟାଁଇଁ ଲା଼ଗାମୁ ।”
40 ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।”
୪୦ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, “ଈୱାରି ପାଲେଏ ଆ଼ତିସାରେ, ୱାଲ୍କା ହାଲେହେଁ କାଜା ଗିୟାଁତଲେ ଜ଼ଲିତୁମା ।”
41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
୪୧ଅ଼ଡ଼େ ଏଚେ଼ତା ଗା଼ଡ଼ା ଡାଗେ ୱା଼ତେସି, ଏଚିବେ଼ଲା ଗା଼ଡ଼ାତି ମେସାନା ଡ଼ୀହିହିଁ ଏଲେଇଚେସି,
42 “ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
୪୨“ନୀନୁ ହାଅ, ନୀନୁ ନୀଞ୍ଜୁ ହିତ୍ଡ଼ି ଜିରୁ ପୁଚିହିଁ ଅ଼ଜିତେମା! ସାମା ଏ଼ଦି ନୀ ତା଼ଣାଟି ଡ଼ୁଗାମାନେ!
43 ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ,
୪୩ଏଚିବେ଼ଲା ମାହାପୂରୁ ନିଙ୍ଗେ ଗେଲ୍ପାଲି ଅଣ୍ପାମାଞ୍ଜାତେସି ଏ଼ଦାଆଁ ପୁନାଆତାକି ଏଚିବେ଼ଲାତା ନୀ ସାତ୍ରୁୟାଁ ନୀ ସା଼ରିସୁଟୁ କାଜା କ଼ଟା ଦସାନା ମୁଚାନେରି,
44 ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
୪୪ଇଞ୍ଜାଁ ନିଙ୍ଗେ ଅ଼ଡ଼େ ନୀ ତା଼ଣା ମାନି ନୀ ମୀର୍କାଣି କୁଡ଼୍ପୁନା଼ସା କିୟାନେରି, ଅ଼ଡ଼େ ର଼ ୱାଲିତି ଅ଼ର ୱାଲି ଲାକ ତୀରି ଆ଼ହାଲି ହିୟଅରି, ଇଲେତି ଦିନା ୱା଼ହିମାନେ ।”
45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ,
୪୫ଏମ୍ବାଟିଏ ଜୀସୁ ମାହାପୂରୁ ଇଲୁତା ହ଼ଡାନାହାଁ ବେ଼ବାରା କିନାରାଇଁ ଏମ୍ବାଟି ହାସା ପେ଼ର୍ହାତୁସ୍ତେସି,
46 “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ।”
୪୬ଦାର୍ମୁପତିତା ରା଼ସ୍କି ଆ଼ହାମାନେ, “ନା଼ ଇଲୁ ପ୍ରା଼ତାନା ଇଲୁ ଆ଼ନେ, ସାମା ମୀରୁ ଏ଼ଦାଆଁ ଡଂଗାଁୟାଁ ପା଼ୱୁ ମ୍ଣିପ୍ହାତୁସ୍ତେରି ।”
47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
୪୭ଅ଼ଡ଼େ ଜୀସୁ ଦିନାତାକି ଦିନା ପ୍ରା଼ତାନା ଇଲୁତା ଜା଼ପ୍ହି ମାଚେସି, ସାମା କାଜା ପୂଜେରାଙ୍ଗା ଅ଼ଡ଼େ ମେ଼ରାପୁନାରି ଲ଼କୁତି କାଜାରି ତଲେ ଜୀସୁଇଁ ପା଼ୟାଲି ଅଣ୍ପିମାଚେରି,
48 କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରିପାରୁ ନ ଥିଲେ।
୪୮ସାମା ଲ଼କୁ ରା଼ହାଁଟି ଏ଼ୱାଣି ଜା଼ପ୍ନାଣି ୱେଞ୍ଜିମାଚାକି ଏ଼ୱାରି ଏ଼ନିକିହାଲି ଆ଼ନେ ପାରୁ ବେଟାଆ଼ହି ହିଲାଆତେରି ।