< ଲୂକ 18 >

1 କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ,
ନିରାସ୍‌ ମାଡିଙ୍ଗ୍‌ଚେ କାଲାଆଃ ପାର୍‍ତନା ଡିଙ୍ଗ୍‌ନେ ଦର୍‌କାର୍ ଆକେନ୍ ବିସୟ୍‌ରେ ଜିସୁ ସିସ୍‌ଇଂକେ ଉସ୍ରା ରକମ୍‌ ବୁଜେଚେ ବାସଙ୍ଗ୍‌କେ ।
2 “ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ବରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ।
“ମୁଇଙ୍ଗ୍ ଇନିନିଆ ମୁଇଙ୍ଗ୍ ସାସନ୍ ଡିଙ୍ଗ୍‌ଣ୍ଡ୍ରେ ଲେଃଗେ ମେଁ ଇସ୍‌ପର୍‌କେ ବୁଟ ଆଡିଙ୍ଗ୍‌ଗେ ରେମୁଆଁଇଂକେ ଡିଗ୍ ମାନେଃ ଆଡିଙ୍ଗ୍‌ଗେ ।
3 ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା।
ଆତେନ୍‌ ଇନିଅରିଆ ମୁଇଙ୍ଗ୍‌ ଗୁଏସାଙ୍ଗ୍‌କୁଏ ଲେଃକେ ଆତେନ୍‌‌ ଗୁଏସାଙ୍ଗ୍‌କୁଏ ପ୍ରେଗ୍‌ ପ୍ରେଗ୍‌ ବିଚାର୍‌ ଡିଙ୍ଗ୍‌ନେ ରେମୁଆଁକେ ୱେଚେ ବାସଙ୍ଗ୍‌ ଡିଙ୍ଗ୍‌କେ ମୁଇଙ୍ଗ୍‌ଜା ଆନେଙ୍ଗ୍ ଅନ୍ୟାୟ୍ ଡିଙ୍ଗ୍‌ଡିଙ୍କେ ଆତେନ୍‌‌ ଅନ୍ୟାୟ୍‌ନେ ବିଚାର୍ ଡିଙ୍ଗ୍ ବିଃଲା ।
4 ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ‘ଯଦିବା ମୁଁ ଈଶ୍ବରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ,
ଡାଗ୍ଲା ବିଚାର୍‌ ଡିଙ୍ଗ୍‌ନେ ରେମୁଆଁ ଆତେନ୍‌‌ ସେଲାମ୍ବୁଏକେ ସାଇଜ ଡିଙ୍ଗ୍‌ନେ ଇକ୍‌ଚା ଆଡିଙ୍ଗ୍‌କେ ଣ୍ତୁ ଡାଗ୍ଲା ଇଡ଼ିଙ୍ଗ୍ ମେଁ ମନେ ମନେ ବାସଙ୍ଗ୍‌କେ ନେଙ୍ଗ୍ ଇସ୍‌ପର୍‌କେ ନ୍ନାବୁଟ ଣ୍ତୁ କି ରେମୁଆଁଇଂକେ ନାମାନେ ଣ୍ତୁ ।
5 ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ।’”
ଡାଗ୍ଲା ଆକେନ୍ ଗୁଏସାଙ୍ଗ୍‌କୁଏ ସେଲାମ୍ବୁଏ ଆନେଙ୍ଗ୍ କସ୍ଟ ବିଡିଙ୍କେ, ନେଙ୍ଗ୍‌ ମେଁନେ ଆଡ଼ାତ୍ରା ଅନ୍ୟାୟ୍‌ନେ ନ୍ୟାୟ୍ ଅଦିକାର୍ ବିଃଜଗ୍‌ନ୍‌ତ୍ଲିଗ୍‌ଲା, ମେଁ ବାରି ନେଙ୍ଗ୍‌ନେ ପ୍ଲା ଆନ୍ତାର୍ ବିଃଏ ଣ୍ତୁଲା ଆନେଙ୍ଗ୍ କାଲାଆଃ ପାଙ୍ଗ୍‌ଚେ ଅର୍‌ବର୍ ଆଃଡିଙ୍ଗ୍‌ବ‍ଏ ।”
6 ସେଥିରେ ପ୍ରଭୁ କହିଲେ, “ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ।
ଆତ୍‌ବା ମାପ୍ରୁ ବାସଙ୍ଗ୍‌କେ “ଆକେନ୍ ଅଦାର୍‌ମିକ୍ ବିଚାର୍ ଡିଙ୍ଗ୍‌ଣ୍ଡ୍ରେ ମେଁନେ ବାସଙ୍ଗ୍‍ଡିଙ୍ଗ୍‍ଗେ ଆତେନ୍‌ ଅଁପା ।
7 ତେବେ ଈଶ୍ବରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
ତେଲା ଇସ୍‌ପର୍ ଆଣ୍ତିନେ ମନ୍‌ ରେମୁଆଁଇଂ ସ୍ମି ମିଡିଗ୍‍ ଆମେକେ ୱାଡିଂଆର୍‌କେ, ମେଁଇଂନେ ଆଡ଼ାତ୍ରା ଅନ୍ୟାୟ୍‌ନେ ବିଚାର୍‌ ଆଡିଙ୍ଗ୍ ଣ୍ତୁ? ନିଜର୍ ରେମୁଆଁଇଂକେ ଉତର୍ ବିଃନ୍‌ସା ପର୍‌ମେସର୍‌ ବିଲ୍‍କୁଲ୍‌ ନିୱାଲ୍ ଆଡିଙ୍ଗ୍ ଣ୍ତୁ ।
8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଅଣ ବିଶ୍ୱାସ ଦେଖିବେ?”
ନେଙ୍ଗ୍ ଆପେକେ ବାସଙ୍ଗ୍‌ଣ୍ଡିଂ, ମେଁ ମେଁଇଂନେ ଆଡ଼ାତ୍ରା ଅନ୍ୟାୟ୍ ଡିଙ୍ଗ୍‌ଲେଃକ୍ନେ ଦାପ୍ରେ ବିଚାର୍‌ ଡିଙ୍ଗ୍‌ଏ । ଡାଗ୍ଲା ମାପ୍‌ରୁ ଉଙ୍ଗ୍‌ଡେ ପାଙ୍ଗ୍‌ଚେ ମଞ୍ଚ୍‌ପୁର୍‌ନ୍ନିଆ ମେଁ ବିସ୍‌ବାସ୍‌ କେଏ?”
9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,
ଉଡ଼ି ରେମୁଆଁ ବାବେ ଡିଙ୍ଗ୍‌ଆର୍କେ ଜେ ମେଇଂ ଦରମ୍‌ ଲେଃଆର୍‌କେ । ମେଇଂ ନିଜେ ବିନ୍‌ଣ୍ତ୍ରେଇଂ ଆଡ଼ାତ୍ରା ଜାବର୍‌ ନିମାଣ୍ତା ଡିଙ୍ଗ୍ ନ୍‌ଲେଃକେ ରକମ୍ ବେବ‍ଆର୍ ଡିଙ୍ଗ୍‌ଆର୍‌ଡିଂକେ । ଜିସୁ ଆମେଇଂକେ ନିମାଣ୍ଡା ସାମୁଆଁ ବାସଙ୍ଗ୍ ବେଲା ବିଃକେଲା ଆକେନ୍ ଉଃସ୍ରା ବାସଙ୍ଗ୍‌କେ ।
10 “ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ।
ମୁଇଂଦିନା ମ୍ୱାୟା ରେମୁଆଁ ପାର୍‌ତନା ଡିଙ୍ଗ୍ ନ୍‌ସା ମନ୍ଦିର୍‌ନ୍ନିଆ ୱେଆର୍‌ଗେ ମୁଇଂଜା ପାରୁସି ଆରି ବିନ୍ ମୁଇଂଜା ସିସ୍ତୁ ସାଲ୍ୟାଣ୍ଡ୍ରେ ।
11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ‘ହେ ଈଶ୍ବର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ;
ଫାରୁଶୀ ସାର୍ଲ ଡିଙ୍ଗ୍‌ଚେ ନିଜେନେ ଡାଗ୍ରା ଦେକ୍ ରକମ୍ ପାର୍‌ତନା ଡିଙ୍ଗ୍‌ନେ ମୁଲେକେ ଏ ଇସ୍‌ପର୍ ନେଙ୍ଗ୍ ଆନାକେ ଦନ୍ୟବାଦ୍ ବିଃ ଣ୍ଡିଙ୍ଗ୍ ଜେ ନେଙ୍ଗ୍ ବିନ୍‌ନେ ସାପା ରେମୁଆଁ ରକମ୍ ବାଗୁଏଃଣ୍ତ୍ରେ ଅଦାର୍‌ମିକ୍ ଅଡ଼ାରେଗ୍ ଣ୍ତୁଲା ଆକେନ୍ ସିସ୍ତୁ ସାଲ୍ୟାଣ୍ଡ୍ରେ ରକମ୍ ଣ୍ତୁ ।
12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ।’
ନେଙ୍ଗ୍ ମୁଇଙ୍ଗ୍‌ ସାନ୍ତାକେ ମ୍ୱାର୍‌ତର୍ କେଡ଼େସଃ ଡିଂମ୍ୟାକେ ଆରି ନେଙ୍ଗ୍‌ନେ ସାପା ଆର୍ଜେକ୍ନେ ଗୁଆକ୍ଲିଗ୍‌ ବାଟାବାନ୍ ମୁଇଙ୍ଗ୍‌ ବାଗ୍‌ ଦାନ୍ ଡିଂମ୍ୟାକେ ।
13 କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗ ଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, ‘ହେ ଈଶ୍ବର, ମୁଁ ପାପୀ ମୋତେ ଦୟା କରନ୍ତୁ।’
ମାତର୍‌ ସିସ୍ତୁ ସାଲ୍ୟାଣ୍ତ୍ରେ ସ୍ଲ ତୁଆଁଚେ କିତଂ ପାକା ଡିଗ୍ ଆକେକେ ଣ୍ତୁ ମାତର୍‌ ମେଁନେ ଗ୍ରିନିଆ ବଗ୍‍ଚେ ବାସଙ୍ଗ୍‌ନେ ମୁଲେକେ ଏ ଇସ୍‌ପର୍ ନେଙ୍ଗ୍ ପାପି ଆନେଙ୍ଗ୍ ଲିବିସ ଡିଙ୍ଗ୍ ।
14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”
ଜିସୁ ଆମେଇଂକେ ବାସଙ୍ଗ୍‌କେ ଡାବୁ ସାଲିଆଣ୍ଡ୍ରେ ଇସ୍‌ପର୍‌ନେ ମୁଆଃନ୍ନିଆ ଦରମ୍ ବାବେଚେ ଡୁଆ ଆଣ୍ତେକେ ଡାଗ୍ଲା ଫାରୁଶୀ ଣ୍ତୁ । ଡାଗ୍ଲା ଜାଣ୍ତେ କି ନିଜେକେ ମ୍ନାଃରେ ଡାଗ୍‌ଚେ ଆସୁଏ ଆମେକେ ଇଙ୍ଗ୍‌ଚେ ଆର୍‌ଏ ଡାଗ୍ଲା ଜାଣ୍ଡେ ନିଜେକେ ଡାଆଁ ଆଃଡିଙ୍ଗ୍ଏ ଆମେକେ ମ୍ନା ଆଃଡିଙ୍ଗ୍‌ଆର୍‌ଏ ।
15 ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ।
ଜିସୁ ଡିରକମ୍ ଡାଆଁ ଗଡ଼େଇଙ୍ଗ୍‌କେ ଲିଗ୍‌ଏ ଆତେନ୍‌‌ସା ରେମୁଆଁଇଂ ଡାଆଁ ଗଡ଼େଇଙ୍ଗ୍‌କେ ଜିସୁନେ ଡାଗ୍ରା ଡୁଂପାଙ୍ଗ୍‌ଆର୍‌କେ ମାତର୍‌‌ ସିସ୍ଇଂ ଆତେନ୍‌‌ କେଚେ ରେମୁଆଁଇଂକେ ୱିଙ୍ଗ୍‌ନେ ମୁଲେ ଆର୍‌କେ ।
16 କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର।
ଡାଗ୍ଲା ଜିସୁ ଆମେଇଂକେ ନିଜେନେ ଡାଗ୍ରା ୱାଚେ ବାସଙ୍ଗ୍‌କେ ଡାଆଁ ଗଡ଼େଇଂକେ ନେଙ୍ଗ୍ ଡାଗ୍ରା ପାଙ୍ଗ୍‌ନ୍‌ସା ବିଃପା ଆରି ଆମେଇଂକେ ମନା ଆଡିଙ୍ଗେପା ଡାଗ୍ଲା ଇସ୍‌ପର୍‌ନେ ରାଇଜ୍ ଦେକ୍‌ରକମ୍ ଗଡ଼େଅଇଂନେ ।
17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ବରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ।”
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ, ଜାଣ୍ତେ କି ଡାଆଁ ଗଡ଼େଅ ରକମ୍ ଇସ୍‌ପର୍‌ନେ ରାଇଜ୍ ବଲ୍‌ ଆବା ଣ୍ତୁ ମେଁ ଡିରକମ୍ ଡିଙ୍ଗ୍‌ଲା ଡିଗ୍ ଇସ୍‌ପର୍‌ନେ ରାଇଜ୍ ୱେଚା ଆୟା ଣ୍ତୁ ।
18 ଜଣେ ଯିହୁଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios g166)
ମୁଇଙ୍ଗ୍‌ଜା ଜିଉଦି ନେତା ଜିସୁକେ ସାଲ୍ୟାକୁକେ, “ଏ ସତ୍ ଗୁରୁ ମାଡାନେ ଜିବନ୍‌ନେ ଅଦିକାର୍ ଡିଙ୍ଗ୍ ନ୍‌ସା ନେଙ୍ଗ୍ ମେଃନେ ଣ୍ତିଙ୍ଗ୍‌ଏ?” (aiōnios g166)
19 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ।
ଆତ୍‌ବାନ୍ ଜିସୁ ଆମେକେ ବାସଙ୍ଗ୍‌କେ ଆନେଙ୍ଗ୍ ସତ୍ ଡାଗ୍‌ଚେ ମେସା ବାସଙ୍ଗ୍ ପେଡିଙ୍ଗ୍‌କେ? ଇସ୍‌ପର୍‌କେ ଆନ୍ତାର୍ ବିଃଲା ବିନ୍‌ ଜାଣ୍ଡେ ସତ୍ ଣ୍ତୁ ।
20 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।”
ଇସ୍‌ପର୍‌ନେ ଆଦେସ୍ଇଂ ତ ପେ ମ୍ୟାଃପେଲେକେ । ଅଡ଼ାରେଗ୍‌ ଆଡିଙ୍ଗେପା, ରେମୁଆଁ ଆବାଗୁଏଃଗ୍‌ପା, ଆଡଙ୍ଗାଗେପା, ନାଲେ ସାକି ଆବିଃଗ୍‌ପା, ନିଜେନେ ଆବା ଇୟାଙ୍ଗ୍‌କେ ସନ୍‌ମାନ୍ ବିଃପା ।
21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି।
ଜିଉଦି ନେତା ବାସଙ୍ଗ୍‌କେ ଆକେନ୍ ସାପା ନେଙ୍ଗ୍ ଙ୍ଗିରେ ବାନ୍ ମାନେଚେ ପାଙ୍ଗ୍ ନ୍‌ଲେଃକେ ।
22 ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, “ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
ଜିସୁ ଆକେନ୍ ଅଁଚେ ଜିଉଦି ନେତାକେ ବାସଙ୍ଗ୍‌କେ ନାଁନେ ବାରି ମୁଇଙ୍ଗ୍‌ ବିସୟ୍ ଗଣ୍ଡା ଲେଃକେ ନାଁ ନିଜର୍‌ନେ ଦନ୍ ସାପା ସ ବିଚେ ଗରିବ୍ ରେମୁଆଁକେ ବାଟାବି ଆରି ନାଁ କିତଂଙ୍ଗ୍‌ଇନି ଦନ୍ ନାବାଏ ବାରି ପାଙ୍ଗ୍‌ଚେ ନେଙ୍ଗ୍‌ନେ ପ୍ଲା ପାଙ୍ଗ୍‌ଲା ।
23 କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ।
ଡାଗ୍ଲା ଜିଉଦି ନେତା ଆକେନ୍ ସାପା ସାମୁଆଁ ଅଁଚେ ଜବର୍ ମୁର୍‌ମୁରା ଡିଙ୍ଗ୍‌କେ ଡାଗ୍ଲା ମେଁ ଜବର୍ ସାଉକାର୍‌ ଲେଃକେ ।
24 ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରନ୍ତି!
ଆତ୍‌ବାନ୍ ଜିସୁ ଆମେକେ ଦୁକ୍ ଡିଙ୍ଗ୍‌କ୍ନେ କେଚେ ବାସଙ୍ଗ୍‌କେ, ଜାଣ୍ଡେଇଂନେ ଦନ୍ ଲେଃକେ, ମେଇଙ୍ଗ୍ ଉଡ଼ି ଡଣ୍ଡ୍‍‌ନ୍ନିଆ ଇସ୍‌ପର୍‌ନେ ରାଇଜନ୍ନିଆ ୱେଚାଆର୍‌ଏ ।
25 କାରଣ ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।”
ଇସ୍‌ପର୍‌ନେ ରାଇଜନ୍ନିଆ ସାଉକାର୍ ରେମୁଆଁ ୱେନେ ବାଟା ମୁଇଙ୍ଗ୍‌ ସୁଜି ପ୍ଲଗ୍‌ ବିଃଚେ ଉଟ୍‌ନେ ୱେଚାନେ ସଅଜ୍‌ ।
26 ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
ଜାଣ୍ଡେଇଂ ଆକେନ୍ ସାମୁଆଁ ଅଁଆର୍କେ ମେଇଙ୍ଗ୍‌ ବାସଙ୍ଗ୍‌ଆର୍‌କେ, “ତେଲା ଜାଣ୍ଡେ ଉଦାର୍ ବା ୟାଏ?”
27 କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।”
ଡାଗ୍ଲା ଜିସୁ ବାସଙ୍ଗ୍‌କେ ଆଣ୍ତିନେ କାମ୍ ରେମୁଆଁ ଡିଙ୍ଗ୍ ଆୟା ଣ୍ତୁ ଆତେନ୍‌‌ ଇସ୍‌ପର୍ ଡିଙ୍ଗ୍ ୟାଏ ।
28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ।
ଆତ୍‌ବାନ୍ ପିତର୍ ବାସଙ୍ଗ୍‌କେ କେଲାପା ନେ ସାପାରେ ନିଜେ ନିଜେନେ ଦନ୍ ସାପା ଆନ୍ତାର୍‌ଚେ ନାଁନେ ପ୍ଲା ପାଙ୍ଗ୍ ନେଡିଙ୍ଗ୍‌କେ ।
29 ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ଗୃହ କିମ୍ବା ସ୍ତ୍ରୀ କିମ୍ବା ଭାଇ କିମ୍ବା ପିତାମାତା କିମ୍ବା ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି
ଜିସୁ ଆମେଇଂକେ ବାଲିର୍‍କେ, “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ ଣ୍ଡିଙ୍ଗ୍‍କେ ମୁଡ଼ି ରେମୁଆଁ ପର୍‌ମେସର୍‌ନେ ରାଇଜ୍ ନ୍‌ସା ଡୁଆ କି କୁନେଡ଼େ କି ବୟାଁ କି ଆବା ଇୟାଙ୍ଗ୍ କି ଗଡ଼େଇଂକେ ଆନ୍ତାର୍‌ଚେ
30 ସେମାନେ ଇହକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ।” (aiōn g165, aiōnios g166)
ଆକେନ୍ କାଲେ ଜବର୍ ଗୁନ୍ ବାଏ ଆରି ଗୁଏଃକ୍ନେ ଇଡ଼ିଙ୍ଗ୍ ମାଡାନେ ପାରାନ୍ ବାଏ ଦେକ୍ ସୁଗୁଆ ରେମୁଆଁ ଜାଡିଗ୍ ଣ୍ଡୁ ।” (aiōn g165, aiōnios g166)
31 ପରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
ଇଡ଼ିଙ୍ଗ୍ ଜିସୁ ଗୋମ୍ୱାର୍‌କ୍ଲିଗ୍‌ ସିସ୍‌‌ଇଂକେ ବିନେ ଆଡିଙ୍ଗ୍‌ଚେ ବାସଙ୍ଗ୍‌କେ କେଲାପା ନେ ସାପାରେ ଯିରୂଶାଲମ୍‌ ଡାଗ୍ରା ୱେ ନେଡିଙ୍ଗ୍‌କେ ପର୍‌ମେସର୍‌ ବାବବାଦିଇଂକେ ମାପ୍‌ରୁ ଉଙ୍ଗ୍‌ଡେନେ ବିସୟ୍‌ରେ ଆଣ୍ତିନେ ସାପା ଗୁଆର୍ ନ୍‌ସା ବାସଙ୍ଗ୍‌ ବକେ ଆତେନ୍‌ ସାପା ଗଟେଏ ।
32 କାରଣ ସେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ,
ଡାଗ୍ଲା ମେଁ ବିଜାତି‍ଇଂନେ ନ୍ତିନ୍ନିଆ ବିଃଜଗ୍‌ତ୍ଲିଗ୍‌ଏ ବାରି ମେଇଙ୍ଗ୍ ଆମେକେ ଇଙ୍ଗ୍‌ଚେ ଆର୍‌ଏ, ମେଇଂନେ ଆଡ଼ାତ୍ରା ଅନ୍ୟାୟ୍ ଡିଙ୍ଗ୍‌ଚେ ମେଁନେ ଆଡ଼ାତ୍ରା ବିଃତୁର୍‌ ଆର୍‌ଏ ।
33 ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିନରେ ସେ ପୁନର୍ବାର ଉଠିବେ।”
ଆମେକେ କର୍‌ଡା ଆଃତେ ବଗ୍‌ଚେ ଆଗୁଏବି ଆଃରେ ମାତର୍‌ ଜିର୍‌ସି ସ୍ମି ମେଁ ଆରି ମୁଇଙ୍ଗ୍‌ ତର୍ ତଡ଼ିଆଏ ।
34 କିନ୍ତୁ ଶିଷ୍ୟମାନେ ଏହିସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି, ଯାହା କୁହାଯାଉଥିଲା, ସେ ସବୁ ବୁଝୁ ନ ଥିଲେ।
ଡାଗ୍ଲା ସିସ୍‌ଇଂ ଆତେନ୍‌ ସାପା ସାମୁଆଁ ବୁଜେ ଆୟାଆର୍‌କେ ଣ୍ତୁ ଆକେନ୍ ସାମୁଆଁ ମେଇଙ୍ଗ୍ ଅରିଆ ବୁଂନା ଡିଂଚେ ଲେଃକେ ବାରି ଆଣ୍ଡିନେ ସାମୁଆଁ ବାସଙ୍ଗ୍‌ଡିଂଗେ, ଆତେନ୍‌‌ ସାପା ମେଇଙ୍ଗ୍‌ ବୁଜେ ଆୟା ଆର୍‌କେ ଣ୍ତୁ ।
35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା।
ଜିସୁ ଯିରୀହୋନେ ଡାଗ୍ରା ପିଙ୍ଗ୍‌ଚାନେ ବେଲା ମୁଇଂ କାନା ଗାଲି ଆଃଡ଼ା କଚେ ବିକ୍‌ ସାଲିଆ ଡିଙ୍ଗ୍‌କେ ।
36 ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା।
କାନା ଗୁଲୁଏ ରେମୁଆଁ ୱେଡିଙ୍ଗ୍‌କ୍ନେ ସବ୍‌ଦ ଅଁଚେ ସାମୁଆଁ ମେଃନେ ଡାଗ୍‌ଚେ ସାଲ୍ୟାକୁକେ ।
37 ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି।
ରେମୁଆଁଇଙ୍ଗ୍‌ କାନାକେ ବାସଙ୍ଗ୍‌ଆର୍‌କେ ନାଜରିତିୟ ଜିସୁ ଆକେନ୍ ଗାଲି ବିଚେ ୱେଡିଙ୍ଗ୍‌କେ ।
38 ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ।
ଆତ୍‌ବାନ୍ କାନା ଜବର୍ କିରଚେ ବାଲିର୍‌କେ, “ଏ ଦାଉଦ୍ ଉଙ୍ଗ୍‌ଡେ ଜିସୁ ଆନେକେ ଦୟା ଡିଙ୍ଗ୍ ।”
39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କରନ୍ତୁ।
ମାତର୍‌‌ ସେନୁଗ୍ ୱେଡିଙ୍ଗ୍‌କ୍ନେ ରେମୁଆଁଇଙ୍ଗ୍‌ କାନା ବିକାରିକେ ବୁଙ୍ଗ୍‌ ଲେଃନ୍‌ସା ବାଃଟ ଡିଂଆର୍‌କେ ମେଃନ୍‌ସା ଡାଗ୍‌ଲା କାନା ବିକାରି ଆରି ଜବର୍ ୱାସାର୍‌ଚେ ବାସଙ୍ଗ୍‌କେ ଏ ଦାଉଦ୍ ଉଙ୍ଗ୍‌ଡେ ଆନେଙ୍ଗ୍ ଦୟା ଡିଙ୍ଗ୍ ।
40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ,
ଜିସୁ ଆତ୍‌ବାନ୍ ତୁଆଁଚେ କାନା ବିକାରିକେ ନେଙ୍ଗ୍ ଡାଗ୍ରା ଡୁଂପାଙ୍ଗ୍‌ଲାପା ଡାଗ୍‌ଚେ ବାସଙ୍ଗ୍‌କେ ବାରି କାନା ବିକାରିକେ ଡାଗ୍ରା ପାଙ୍ଗ୍‌କ୍ନେ ଇଡ଼ିଙ୍ଗ୍ ଜିସୁ କାନା ବିକାରିକେ ସାଲ୍ୟାକୁକେ
41 “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି।
ନେଙ୍ଗ୍‌ ନାଁ ନ୍‌ସା ମେଁନେ ଣ୍ଡିଂଏ ଡାଗ୍‌ଚେ ନାଁ ଇକ୍‌ଚା ଡିଙ୍ଗ୍ ନାଡିଙ୍ଗ୍‍କେ? କାନା ବିକାରି ବାସଙ୍ଗ୍‌କେ ଅ ମାପ୍ରୁ ନେଙ୍ଗ୍ ଡିରକମ୍ କିକେ ଇଁୟାଏ ।
42 ଯୀଶୁ ତାହାକୁ କହିଲେ, “ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
ଜିସୁ କାନା ବିକାରିକେ ବାସଙ୍ଗ୍‌କେ ତେଲା ନାଁନେ ମୁଆଃ ତ୍ନାଲେ ନାଁନେ ବିସ୍‌ବାସ୍‌ ଆନାକେ ନିମାଣ୍ତା ଆଃଡିଙ୍ଗ୍ ବିଃବକେ ।
43 ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ବରଙ୍କ ପ୍ରଶଂସା କଲେ।
ଆତେନ୍‌‌ ଦାପ୍ରେ କାନା ବିକାରିନେ ମୁଆଃ ତ୍ନାକେ ବାରି ଇସ୍‌ପର୍‌ନେ ମ‍ଇମା କୀର୍ତ୍ତନ୍‌ ଡିଙ୍ଗ୍ ଡିଙ୍ଗ୍‌ଚେ ମେଇଙ୍ଗ୍‌ନେ ପ୍ଲା ଅଲେଙ୍ଗ୍‌ନେ ମୁଲେକେ ଆରି ରେମୁଆଁ ସାପାରେ ଆତେନ୍‌‌ କେଚେ ଇସ୍‌ପର୍‌କେ ପ୍ରସଂସା ଡିଙ୍ଗ୍‌ଆର୍କେ ।

< ଲୂକ 18 >