< ଲୂକ 11 >
1 ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଅନ୍ତୁ।
ମୁଇଂତର୍ ଜିସୁ ମୁଇଂଜାଗା ନ୍ନିଆ ପାର୍ତନା ଡିଙ୍ଗ୍ ଆଡାକ୍ନେ ଇଡ଼ିଙ୍ଗ୍; ମେଁନେ ସିସ୍ଇଂବାନ୍ ମୁଇଂଜା ଆମେକେ ବାସଙ୍ଗ୍କେ “ଅ ମାପ୍ରୁ ଡୁବନ୍ ବିଣ୍ଡ୍ରେ ଜହନ୍ ଡିଡିକି ନିଜର୍ନେ ସିସ୍ଇଂକେ ପାର୍ତନା ଡିଙ୍ଗ୍ନ୍ସା ନାମ୍ୟାକେ ନାନେ ଡିଗ୍ ଆନେକେ ଦେତୁଆ ଆଃ ସିକ୍ୟା ବିଲା ।”
2 ଏଥିରେ ସେ ସେମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ‘ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ।
ଆତ୍ ଅରିଆ ଜିସୁ ଆମେଇଂକେ ବାସଙ୍ଗ୍କେ “ଉଡ଼ିବେଲା ପେ ପାର୍ତନା ପେଡିଂଏ ଆତେନ୍ ବେଲା ବାସଙ୍ଗ୍ପା ଆବା ନାନେ ମ୍ନି ପବିତ୍ର ଡାଗ୍ଚେ ମାନେଃ ଆର୍ଲେ । ନାନେ ରାଇଜ୍ ପାଙ୍ଗ୍ଲେ ।”
3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
କାଲାଆଃ ଆନେକେ ଦର୍କାର୍ ଲେଃକ୍ନେ କାଦି ବିଃଲା ।
4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକୁ କ୍ଷମା କରୁ। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ।’”
ନେନେ ପାପ୍ ସାପା କେମା ଡିଙ୍ଗ୍, ଡାଗ୍ଲା ନେ ଡିଗ୍ ନେନେ ବିରଦ୍ରେ ଦସ୍ ଡିଙ୍ଗ୍ବକ୍ନେ ରେମୁଆଁଇଂକେ ସାପା କେମା ନେଡିଙ୍ଗ୍ଏ, ପରିକ୍ୟାନ୍ନିଆ ଆନେକେ ଡୁଂଆପାଂଗେ ।
5 ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ‘ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
ଆରି ଜିସୁ ଆମେଇଂକେ ବାସଙ୍ଗ୍କେ “ପେନେ ଜାନେ ଦେକ୍ରକମ୍ ସାଙ୍ଗ ଲେଃକେ ଜା ଡାଗ୍ରା ମଜେ ମିଡିଗ୍ ୱେଚେ ବାସଙ୍ଗ୍ଏ ଏ ସାଙ୍ଗ ଆନେଙ୍ଗ୍କେ ଞ୍ଜିକ୍ଲିଗ୍ ରୁଟି ଉଦାର୍ ବିଲା ।
6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋʼ ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋʼ ପାଖରେ କିଛି ନାହିଁ,’
ଡାଗ୍ଲା ନେଙ୍ଗ୍ନେ ମୁଇଂଜା ସାଙ୍ଗ ନେଙ୍ଗ୍ ଡାଗ୍ରା ପାଙ୍ଗ୍ଲେଃକେ ଆମେକେ ଚଙ୍ଗ୍ନେ ବିଃନ୍ସା ନେଙ୍ଗ୍ ଡାଗ୍ରା ମେଃ ଣ୍ଡୁ
7 ଆଉ ସେ ଭିତରୁ ଏପରି ଉତ୍ତର ଦେବ, ‘ମୋତେ କଷ୍ଟ ଦିଅ ନାହିଁ; ଦ୍ୱାର ବନ୍ଦ ହେଲାଣି, ଆଉ ମୋହର ପିଲାମାନେ ମୋʼ ସାଙ୍ଗରେ ଶୋଇଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ?’
ଆରି ଆତେନ୍ ଡୁଆ ବିତ୍ରେବାନ୍ ଦେକ୍ରକମ୍ ଉତର୍ ବିଏ ଆନେଙ୍ଗ୍କେ କଷ୍ଟ ଆବିଗେ ନାମଃ; ର୍ଣ୍ଣସାଙ୍ଗ୍ ବନ୍ଦ୍ ଡିଙ୍ଗେ ଆରି ନେଙ୍ଗ୍ନେ ଗଡ଼େଅ ନେଙ୍ଗ୍ ଏତେ ଡୁଲେଗ୍ ଲେଃକେ; ନେଙ୍ଗ୍ ତଡ଼ିଆଚେ ଆନାକେ ବିଃନାୟା ଣ୍ଡୁ ।”
8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ।
ନେଙ୍ଗ୍ ଆପେକେ ବାସଙ୍ଗ୍ଣ୍ଡିଂ ମେଁ ସତେଆ ମେଁନେ ସାଙ୍ଗ ଣ୍ଡୁଲା ଆବି ଣ୍ଡୁ ତେଲା ଡିଗ୍ ମେଁ ମାଗୁଏଚଚେ ପ୍ରେଗ୍ ପ୍ରେଗ୍ ସାଲିଆ ଲେଲା ମେଁ ତଡ଼ିଆଚେ ମେଁନେ ଉଡ଼ି ଦର୍କାର୍ ଆମେକେ ଅଃତେନ୍ ବିଏ ।
9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ।
“ନେଙ୍ଗ୍ ଡିଗ୍ ଆପେକେ ବାସଙ୍ଗ୍ଣ୍ଡିଂ ସାଲିଆପା ତେଲା ଆପେକେ ବିଏ; ତୁର୍ପା ତେଲା ପେବାଏ; ର୍ଣ୍ଣସାଙ୍ଗ୍ନ୍ନିଆ ବଗ୍ପା ତେଲା ପେଇଂନ୍ସା ରଃବିଏ ।”
10 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ଆଘାତ କରେ, ତାହା ନିମନ୍ତେ ଦ୍ୱାର ଫିଟାଇଦିଆଯିବ।
ଡାଗ୍ଲା ଜା ସାଲିଆଏ ମେଁ ବାଏ; ଜା ତୁର୍ଏ ମେଁ ଅବାଏ; ଆରି ଜା ର୍ଣ୍ଣସାଙ୍ଗ୍ନ୍ନିଆ ବଗ୍ଏ ମେଁ ନ୍ସା ରଃ ବିଏ ।
11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?
ଆରି ପେନେ ବିତ୍ରେ ଦେକ୍ରକମ୍ ଆବା ଜା ଲେଃକେ ଆଜାକେ ମେଁନେ ଉଙ୍ଗ୍ଡେ ଆଃଡ଼ ସାଲ୍ୟାଲା, ମେଁ ଆମେକେ ଆଃଡ଼ ମାବିଚେ ବୁବଃ ବିଏ?
12 କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ?
ଣ୍ଡୁଲା ନ୍ତାସେଙ୍ଗ୍ ସାଲିଆ ମେଁ ଆମେକେ ଙ୍ଗୁଆରେଗ୍ ବିଏ?
13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!”
ଏନ୍ସା ପେଇଂ ଦୁଷ୍ଟ ଡିଙ୍ଗ୍ଲା ଡିଗ୍ ପେ ନିଜର୍ ନିଜର୍ ଗଡ଼େଇଂକେ ନିମାଣ୍ତା ଜିନିସ୍ ବିପେଡିଙ୍ଗ୍କେ । ତେଲା ପେଇଂନେ କିତଂନେ ଆବା ଡାଗ୍ରା ଜାଣ୍ଡେଇଂ ସାଲ୍ୟାଏ ମେଁ ଆମେଇଂକେ ଆରି ଉଡ଼ି ନିମାଣ୍ତା ଜିନିସ୍ ଜବର୍ ବାବ୍ରେ ପବିତ୍ର ଆତ୍ମା ବିଏ!
14 ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା। ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ।
ମୁଇଂତର୍ ଜିସୁ ମୁଇଙ୍ଗ୍ ବୁତ୍ ସାଃକ୍ନେ କନ୍ଦା ରେମୁଆଁକେ ନିମାଣ୍ଡାଃ ଆଃଡିଂକେ । ଆତେନ୍ ବୁତ୍ କନ୍ଦା । ସେଆଁରେ ତାର୍ ୱେନେ ଇଡ଼ିଙ୍ଗ୍ କନ୍ଦା ରେମୁଆଁ ସାମୁଆଁ ବାସଙ୍ଗ୍କେ ଆରି “ଆତ୍ ଅରିଆ ଲେଃକ୍ନେ ରେମୁଆଁ ଇରିଆଃତୁଗ୍ ଲେଃଗେ ।”
15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତ ଛଡ଼ାଏ।
ମାତର୍ ମେଇଂ ବାନ୍ ଜାଣ୍ଡେ ଜାଣ୍ଡେ ବାସଙ୍ଗ୍ଆର୍କେ “ସେଆଁରେନେ ନେତା ବାଆଲ୍ଜିବୂଲନେ ବପୁ ଏତେ ଜିସୁ ଗଲିଆକେ ଆଃଆନ୍ତାର୍ଡିଂକେ ।”
16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ।
ବିଃଣ୍ଡ୍ରେଇଂ ଜିସୁକେ ପାନ୍ଦ୍ନ୍ନିଆ ତ୍ଲାଗ୍ ନ୍ସା ଚାଏଁଡିଙ୍ଗେ । ତେଲା ଇସ୍ପର୍ ଜେ ମେଁନେ ଏତେ ଲେଃଗେ ଆକେନ୍ ଚିନ୍ ରକମ୍ ଇରିଆତୁଗ୍ କାମ୍ ମୁଇଙ୍ଗ୍ ଆସୁଏନେ ପଡ଼େଏ କିତଂବାନ୍ ମୁଇଙ୍ଗ୍ ଚିନ୍ ଆଃସୁଏ ନ୍ସା ବାସଙ୍ଗ୍କେ ।
17 କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ।
ମାତର୍ ଜିସୁ ମେଇଙ୍ଗ୍ନେ ମନ୍ ଚିନ୍ତା ମ୍ୟାଲେଃକେ “ତେସା ମେଁ ଆମେଇଂକେ ବାସଙ୍ଗ୍କେ ମେଃଡିଗ୍ ରାଜିନ୍ନିଆ ଡାଆଁ ଜୁଦ୍ ଲାଗେଲା ଆତାନ୍ ରାଜିନ୍ନିଆ ନସ୍ଟ ଡିଙ୍ଗ୍ଏ ଆଡିନେ ଡୁଆ ୱିଙ୍ଗ୍ଆ ରିଙ୍ଗ୍ଆ ଡିଙ୍ଗ୍ଲା ଆତାନ୍ ଡୁଆ ପାକ୍ଚି ୱେଏ ।
18 ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ।
ଆରି ସଏତାନ୍ ଡିଗ୍ ବିନେ ଡିଙ୍ଗ୍ଚେ ନିଜେନେ ବିରଦ୍ରେ ନିଜେ ତଡ଼ିଆଡିଙ୍ଗ୍କେ ତେଲା ମେଁନେ ରାଇଜ୍ ଡିରକମ୍ ବୁଙ୍ଗ୍ ଲେଃଏ? ନେଙ୍ଗ୍ ବାଆଲ୍ଜିବୂଲନେ ସାଇଜରେ ସେଆଁରେଇଂକେ ଆଆନ୍ତାର୍ ଡାଗ୍ଚେ ପେ ତ ବାସଙ୍ଗ୍ପେଡିଂ ।
19 କିନ୍ତୁ ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
ମାତର୍ ନେଙ୍ଗ୍ ଅଃନା ବାଆଲ୍ଜିବୂଲ ସାଇଜରେ ସେଆଁରେ ଆଆନ୍ତାର୍ ଣ୍ଡିଂକେ ତେଲା ପେନେ ଉଙ୍ଗ୍ଡେଇଂ ଜାନେ ସାଇଜରେ ଆମେଇଂକେ ଆଃଆନ୍ତାର୍ଏ? ତେଲା ମେଇଂ ପେନେ ନିଜର୍ନେ ଗଡ଼େଅଇଂ ପାର୍ମାନ୍ ଡିଙ୍ଗ୍ ଆର୍ଏ ଜେ ପେଇଂ ବୁଲ୍ ।
20 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
ଣ୍ଡୁ ତେଲା ଇସ୍ପର୍ନେ ବପୁ ଏତେ ନେଙ୍ଗ୍ ସେଆଁରେଇଂକେ ଆଃଆନ୍ତାର୍ଣ୍ଡିଂକେ ଆରି ଏନ୍ ପାର୍ମାନ୍ ଡିଙ୍ଗ୍ଏ ଜେ ଇସ୍ପର୍ନେ ରାଇଜ୍ ପେନେ ଡାଗ୍ରା ପାଙ୍ଗ୍ ଡିଙ୍ଗ୍ ।
21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
ଡାଟ୍ ରେମୁଆଁ ଉଡ଼ିଜାକ ଅସ୍ତ୍ରସସ୍ତ୍ର ସାଚେ ଆର୍ମେଚେ ନିଜେନେ ଞ୍ଚ ରକ୍ୟା ଆଡିଙ୍ଗ୍ଏ, ଆତେନ୍ ଜାକ ମେଁନେ ଦନ୍ ସମ୍ପତି ଆରାମ୍ସେ ଲେଃଏ;
22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ।
ମାତର୍ ଉଡ଼ିବେଲା ମେଁବାନ୍ ଜାବର୍ ବପୁ ରେମୁଆଁ ଆମେକେ ବାଗୁଏଃଚେ ମେଁ ଜିତେଏ ଆତେନ୍ ବେଲା ଆଣ୍ଡିନେ କାଣ୍ଡା ମେଁ ଆଡ଼ାତ୍ରା ଆସା ଡିଙ୍ଗ୍ବଏ, ଆତେନ୍ ସାପା ମେଁ ରାଃ ଡୁଂଡଏ ଆରି ମେଁନେ ଜିନିସ୍ ବାଟାଚେ ଡୁଂଡଏ ।”
23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।”
ଜା ନେଙ୍ଗ୍ ଏତେ ଆମିସେ ଣ୍ଡୁ ମେଁ ସତେଆ ନେଙ୍ଗ୍ନେ ସାହା ମୁଡ଼ି ରେମୁଆଁ ରାଃସିଙ୍ଗ୍ନେ ନ୍ସା ଆନେଙ୍ଗ୍କେ ସାଆଜ୍ୟ ଆଡିଙ୍ଗ୍ ଣ୍ଡୁ, ମେଁ ଗୁଏଃଏ ।
24 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ‘ମୋହର ସେହି ଘରକୁ ଫେରିଯିବି;’
“ସେଆଁରେ ମୁଇଙ୍ଗ୍ ରେମୁଆଁବାନ୍ ତାର୍କ୍ନେ ଇଡ଼ିଙ୍ଗ୍ ମେଁ ଣ୍ଡିଆଃ ଣ୍ଡୁନେ ଜାଗା ଅଲେଙ୍ଗ୍ ଅଲେଙ୍ଗ୍ଚେ ପୁଣ୍ଡେନ୍ସା ତୁର୍ ଡିଙ୍ଗ୍ ଆରି ଆତେନ୍ ମାଅବାଚେ ବାସଙ୍ଗ୍ଏ ନେଙ୍ଗ୍ ଆଣ୍ଡିନେ ଡୁଆ ବାନ୍ ତାର୍ଚେ ପାଙ୍ଗ୍ ନ୍ଲେଗେ ନେଙ୍ଗ୍ ଆତେନ୍ ଡୁଆ ଆଣ୍ଡେ ୱିଗ୍ଏ;
25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ।
ଆରି ମେଁ ଆଣ୍ଡେ ପାଙ୍ଗ୍ଚେ ପର୍ଚଲ୍ ଆରି ସଜେଚେ ବକ୍ନେ କେଏ ।
26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।”
ଆତେନ୍ ବେଲା ବାଏରେ ୱେଚେ ମେଁନେ ବାନ୍ ମାଲେ ଦୁଷ୍ଟ ଆରି ଗୁକ୍ଲିଗ୍ ଆତ୍ମା ଏତେ ଡୁଙ୍ଗ୍ ପାଙ୍ଗ୍ଏ ଆରି ମେଇଂ ଗାଚେ ଆତ୍ ଅରିଆ ବାସା ଆର୍ଏ ବାରି ଆତେନ୍ ରେମୁଆଁନେ ପର୍ତୁମ୍ କସ୍ଟ ବାଦୁଲ୍ ଇଡ଼ିଙ୍ଗ୍ କସ୍ଟ ଜାବର୍ ଦଦ୍ୟା ଡିଙ୍ଗ୍ଏ ।”
27 ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ।
ଜିସୁ ଆକେନ୍ ସାପା ସାମୁଆଁ ବାସଙ୍ଗ୍ ଡିଙ୍ଗ୍ନେ ବେଲା ରେମୁଆଁଇଂନେ ବାନ୍ ମୁଇଙ୍ଗ୍ ସେଲାମ୍ବୟ୍ ଜାବର୍ କିରଚେ ବାସଙ୍ଗ୍କେ “ଦନ୍ୟ ନାନେ ସୁଲୁଏ ଜାଣ୍ଡେ ଆନାକେ ଜନମ୍ ବିବ ଆରି ଆତେନ୍ ତ୍ରାଡ଼ିଆ ଆଉଗ୍ ବକେ ଆତ୍ବା ନାନେ ନାବୁଃକେ ।”
28 ମାତ୍ର ସେ କହିଲେ, “ନା, ବରଂ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ।”
ମାତର୍ ଜିସୁ ବାସଙ୍ଗ୍କେ, “ନାନେ ଜାଣ୍ଡେଇଂ ଇସ୍ପର୍ନେ ସାମୁଆଁ ଅଁଆର୍ଏ ଆରି ପାଲେ ଆର୍ଏ ମେଇଙ୍ଗ୍ ଆଃ ଦନ୍ୟ ।”
29 ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, “ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
ରେମୁଆଁଇଂ ମାନ୍ଦା ମାନ୍ଦା ଡିଙ୍ଗ୍ଚେ ମେଁନେ ଡାଗ୍ରା ମୁଇଂନ୍ନିଆ ଡିଙ୍ଗ୍ନେ ବେଲା ଜିସୁ ବାସଙ୍ଗ୍ନେ ମୁଲେକେ ଏନ୍ ଆକେନ୍ ରେମୁଆଁଇଂ ଉଡ଼ି ଦୁଷ୍ଟ ଡିଙ୍ଗ୍ ଆର୍ଏ ଡିଙ୍ଗ୍କେ; ଆକ୍ମେଇଂ ଚିନା ତୁର୍ଆର୍ଏ ମାତର୍ ଯୁନସ୍ନେ ଚିନା ଆନ୍ତାର୍ଚେ ବିନେ ମେଃଡିଗ୍ ଚିନା ଆମେଇଂକେ ଆବି ଆର୍ଏ ଣ୍ଡୁ ।
30 କାରଣ ଯୂନସ ଯେପରି ନୀନିବୀ ସହରର ଲୋକମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ।
ଡାଗ୍ଲା ଯୁନସ୍ ଡିଡିକି ନିନୀବିନେ ନ୍ସା ଚିନା ରକମ୍ ଡିଙ୍ଗ୍କେ ରେମୁଆଁ ଉଙ୍ଗ୍ଡେ ଡିଗ୍ ଦେତୁଆଆ ଏନ୍ ଆକେନ୍ ରେମୁଆଁନେ ସୁଗୁଆ ଡିଙ୍ଗ୍ ଆର୍ଏ ।
31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
ଦକିନ୍ ଦେସ୍ନେ ରାନି ବିଚାର୍ନ୍ନିଆ ଏନ୍ ରେମୁଆଁ ଏତେ ତଡ଼ିଆଚେ ଆକ୍ମେଇଂକେ ଦସ୍ ଆଡିଙ୍ଗ୍ ଆର୍ଏ ମେଃନ୍ସା ଡାଗ୍ଲା ମେଁ ଶଲୋମନ୍ନେ ବୁଦିନେ ସାମୁଆଁ ଅଁନ୍ସା ମଞ୍ଚ୍ପୁର୍ନେ ଆଃଡ଼ାବାନ୍ ପାଙ୍ଗ୍ଲେ ଆର୍ଗେ; ଆରି କେଲାପା ଶଲୋମନ୍ ବାଦୁଲ୍ ମ୍ନା ସାମୁଆଁ ଏନ୍ ଜାଗାନ୍ନିଆ ଲେଃକେ ।
32 ନୀନିବୀ ସହରର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
ନିନୀବିନେ ରେମୁଆଁଇଂ ବିଚାର୍ ଦିନ୍ ଏନ୍ ଆକେନ୍ ରେମୁଆଁଇଂ ଏତେ ତଡ଼ିଆଚେ ଆକ୍ମେଇଂକେ ଦସ୍ ଆଡିଙ୍ଗ୍ ଆର୍ଏ, ଡାଗ୍ଲା ମେଇଂ ଯୁନସ୍ନେ ବାସଙ୍ଗ୍କ୍ନେ ବାନ୍ ମନ୍କେ ଆବଦ୍ଲେ ବଆର୍ଗେ; ଆରି କେଲାପା ଯୁନସ୍ ବାନ୍ ମ୍ନା ବିସୟ୍ ଏନ୍ ଜାଗାନ୍ନିଆ ଲେଃକେ ।
33 “କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।
ଜା କୁପିସ ଆଃଡୁଆଚେ ବୁଡ଼ିଚେ ଆବଣ୍ଡୁ ଣ୍ଡୁଲା ଙ୍କୁଇ ବୁନ୍ଦେ ଆବ ଣ୍ଡୁ ମାତର୍ କୁପିସ ବମ୍ୟାକ୍ନେ ଆଡ଼ାତ୍ରା ବଏ ଡିଡିକି ବିତ୍ରେ ଗାକ୍ନେ ରେମୁଆଁଇଂ ତାର୍କିଗ୍କ୍ନେ କେୟାଆର୍ଏ ।
34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।
ପେନେ ମୁଆଃ ଗାଗ୍ଡ଼େନେ କୁପିସ । ଉଡ଼ିବେଲା ପେନେ ମୁଆଃ ଅଃନା ପର୍ଚଲ୍ ଲେଃଏ, ଅଃତେନ୍ ବେଲା ପେନେ ସାପା ଗାଗ୍ଡ଼େ ତାର୍କିଗ୍ ସୁଗୁଆ ଡିଙ୍ଗ୍ଏ; ମାତର୍ ଉଡ଼ିବେଲା ଆତେନ୍ ଆର୍ଲା ଲେଃଏ ଅଃତେନ୍ ବେଲା ପେନେ ଗାଗ୍ଡ଼େ ଡିଗ୍ ସାପା ଆତାଙ୍ଗ୍କିଗ୍ଲେ ।
35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ।
ତରକ୍ ଲାଲାପା ଡିଡିକି ପେନେ ଜିବନ୍ରେ ତାର୍କିଗ୍ ଆତାଙ୍ଗ୍କିଗ୍ଲେ ।
36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।”
ତେଲା ପେନେ ସାପା ଗାଗ୍ଡ଼େ ତାର୍କିଗ୍ଏ ଆରି ଆତ୍ ଅରିଆ ମେଃଣ୍ଡିଗ୍ ସିର୍ ଆତାଙ୍ଗ୍କିଗ୍ଲେ ତେଲା କୁପିସ ଡିଡି ତାର୍କିଗ୍ ତାରାସ୍ ଆପେକେ ତାର୍କିଗ୍ ବିଏ ଦେତୁଆଆ ପେନେ ତାର୍କିଗ୍ ଜିବନ୍ ତାର୍କିଗ୍ ବିଏ ।
37 ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
ଜିସୁ ବାସଙ୍ଗ୍ନେ ବେଲା ମୁଇଙ୍ଗ୍ ଫାରୁଶୀ ଜିସୁକେ ନିଜେନେ ଡୁଆନ୍ନିଆ ଚଙ୍ଗ୍ନେସା ୱାକେ ଆରି ଆତେନ୍ ଡୁଆନ୍ନିଆ ଗାଚେ ଚୁଚଙ୍ଗ୍ନିଆ କକେ ।
38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ।
ମାତର୍ ଚଙ୍ଗ୍ନେ ସେନୁଗ୍ ମାଗୁଏତି ମାଗୁଏଚ ଲେଃଗେ ଆତେନ୍ କେଚେ ପାରୁସି କାବା ଡିଙ୍ଗ୍ ଲେଃଗେ ।
39 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ।
ଆତ୍ ଅରିଆ ମାପ୍ରୁ ବାସଙ୍ଗ୍କେ “ପେ ପାରୁସିଇଂ ତାଲି ଗିନା ବାଏରେ ପର୍ଚଲ୍ ଡିଙ୍ଗ୍ପା । ମାତର୍ ପେନେ ବିତ୍ରେ ଡଙ୍ଗା ଚଙ୍ଗ୍ନେ ଦୁଷ୍ଟ ଡିଂପେଡିଙ୍ଗ୍କେ ।
40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ?
ଅ ନିର୍ବୁଦି ଜା ବାଏରେ ତିଆର୍ ଆଡିଙ୍ଗ୍କେ ମେଁ କି ବିତ୍ରେ ଡିଗ୍ ତିଆର୍ ଆଡିଙ୍ଗ୍କେ ଣ୍ଡୁ?
41 ବରଂ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ।
ପେନେ ମେଁନେ ସାପା ଲେଃକେ; ଆତେନ୍ ଦାନ୍ ବିଃପା ତେଲା ପେ ନିମାଣ୍ଡା ପେଲେଏ ।”
42 କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ବରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ।
“ଅ ପାରୁସିଇଂ ପେନେ ସାରାସାରି ଡଣ୍ଡ୍ ବଡ଼େ ବୟଙ୍କାର୍ ଡିଙ୍ଗ୍ଏ! ପେ ପୋଦିନା, ଆମାଃ ସାପାନେ ଗୁଆ ବାଗ୍ ବାନ୍ ମୁଇଂ ବାଗ୍ ଇସ୍ପର୍କେ ବିବପା । ଡାଗ୍ଲା ନ୍ୟାୟ୍ ବିଚାର୍ ବାରି ଇସ୍ପର୍ନେ ଆଡ଼ାତ୍ରା ଆଲାଦ୍ ଅବଏଲା ଡିଙ୍ଗ୍ପେବଏ; ଏନ୍କେ ମ୍ନାଃ ଜାଗା ବିଃପା; ବିନ୍ ଇଂ ବିସୟ୍ ସାପା ଡିଗ୍ ଅବଏଲା ଆଡିଙ୍ଗ୍ପା ।”
43 ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ।
“ଅ ଫାରୁଶୀଇଂ ପେନେ ଡଣ୍ଡ୍ ମ୍ନା ବୟଙ୍କାର୍ । ଡାଗ୍ଲା ପେଇଂ ପାର୍ତନା ଡୁଆନ୍ନିଆ ମ୍ନା ଆସନ୍ ବାରି ସାନ୍ତାନ୍ନିଆ ନମସ୍କାର୍ ବାନ୍ସା ଆଲାଦ୍ ନାଡିଂଏ ।
44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।”
ଆୟ ପେଇଂ ଡଣ୍ଡ୍ ପେବାଏ ମେନ୍ସା ଡାଗ୍ଲା ପେ ବୁଡ଼ି ପେଲେକ୍ନେ ଆତେନ୍ ରାଃଚ୍ୟା ଡୁଆ ସୁଗା ଜା ଆଡ଼ାତ୍ରା ରେମୁଆଁଇଂ ମାମ୍ୟାଚେ ଅଲେଙ୍ଗ୍ ୱେଏ ।”
45 ଏଥିରେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି।
ଆତ୍ ଅରିଆ ଦର୍ମ ସାସ୍ତ୍ରିନେ ମୁଇଂଜା ଆମେକେ ବାସଙ୍ଗ୍କେ “ଅ ଗୁରୁ ଏନ୍ ବାସଙ୍ଗ୍ଚେ ନାନେ ଆନେକେ ଡିଗ୍ ଅପ୍ମାନ୍ ଡିଙ୍ଗ୍ ନାଡିଙ୍ଗ୍ ।”
46 ସେ କହିଲେ, “ହାୟ, ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଅଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ।
ଜିସୁ ଉତର୍ ବିକେ “ଏ ଦର୍ମ ସାସ୍ତ୍ରିଇଂ ମେଃନ୍ସା ଡାଗ୍ଲା ପେ ରେମୁଆଁଇଂ ଆଡ଼ାତ୍ରା ଡାଟ୍ନେ ନିଅମ୍ନେ ଅଜନ୍ ଜାବର୍ ଲାଦେ ପେଡିଙ୍ଗ୍ ଜେ ଆତେନ୍ ମାନେନ୍ସା କଷ୍ଟ ଲାଗେ ଡିଙ୍ଗ୍ । ଏନ୍ ନିୟମ୍ ମାନେନ୍ସା ଆପେକେ ରେମୁଆଁଇଂକେ ଡିଗ୍ ଜବର୍ଜସ୍ତି ଡିଙ୍ଗ୍ ପେଡିଙ୍ଗ୍ ମାତର୍ ନିଜେ ଅଃନାଡିଗ୍ ଆକ୍ବାନ୍ ମେଃଣ୍ଡିଗ୍ ମୁଇଙ୍ଗ୍ ଡିଗ୍ ନିୟମ୍ ପାଲେନ୍ସା ସାହା ପେଡିଙ୍ଗ୍କେ ଣ୍ଡୁ ।
47 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ସେମାନଙ୍କୁ ବଧ କରିଥିଲେ।
ଆୟ ପେଇଂ ଡଣ୍ଡ୍ ପେବାଏ ଡାଗ୍ଲା ପେଇଂ ବାବବାଦିଇଂନେ ସବାକ୍ନେ ରାଃଚ୍ୟା ଆର୍ମେ ବପା ଜାଣ୍ଡେଇଂକେ ପେନେ ନ୍ତାଞ୍ଜା ଆଃ ଆମେଇଂକେ ବାଗୁଏଃ ବଗେ ।
48 ଅତଏବ ତୁମ୍ଭମାନଙ୍କ ପିତୃ-ପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ।
ନାନେ ତେଲା ଆତେନ୍ସା ପେଇଂନେ ପେନ୍ତା ପେଞ୍ଜାଃ କାମ୍ ବିସୟ୍ରେ ପେଇଂ ସାକି ପେଲେକେ ଆରି ଆତେନ୍ ଏତେ ପେଡିଙ୍ଗ୍କେ ଡାଗ୍ଲା ମେଇଂ ସିନା ଆମେଇଂକେ ବାଗୁଏଃ ବଗେ ମାତର୍ ପେଇଂ ମେଇଂନେ ଗୁଡ଼ୁମ୍ ଆରେ ବପା ।
49 ତେଣୁ ଈଶ୍ବର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,
ଆତେନ୍ସା ଇସ୍ପର୍ ଡିଗ୍ ନିଜେ ବୁଦିନେସା ବାସଙ୍ଗ୍ଡିଙ୍ଗ୍ ନେଙ୍ଗ୍ ମେଇଙ୍ଗ୍ନେ ବାବବାଦି ଆରି କବର୍ ଆଃୱେଚାଣ୍ଡ୍ରେକେ ମେଇଂ ଡାଗ୍ରା ବେନେଡିଙ୍ଗ୍; ମେଁଇଂନେ ଆଜା ଆଜାକେ ମେଇଂ ବାଗୁଏଃ ଆର୍ଏ ଆରି ଆଜା ଆଜାକେ ତାଡ଼୍ନା ଡିଙ୍ଗ୍ଆର୍ଏ ।
50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
ଏନ୍ ଜୁଗ୍ନେ ରେମୁଆଁଇଂ ମଞ୍ଚ୍ପୁର୍ ତିଆର୍ ଡିଙ୍ଗ୍ନେ ସେନୁଗ୍ ସାପା ବାବବାଦି ଇଂନେ ବାଗୁଏଃକ୍ନେସା ଡଣ୍ଡ୍ ବାଆର୍ଏ
51 ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ।
ହେବଲନେ ମରନ୍ବାନ୍ ଆରାମ୍ ଡିଂଚେ ଯିଖରିୟନେ ଜାକ ଆଜାକେ ବେଦି ଆରି ପବିତ୍ର ଟାନ୍ ବିତ୍ରେ ବାଗୁଏ ବଆର୍ଗେ । ନିଂ ଆପେକେ ବାସଙ୍ଗ୍ଡିଂକେ ଆକେନ୍ ଜୁଗ୍ନେ ରେମୁଆଁଇଂ ଆତେନ୍ ସାପା ନ୍ସା ଡଣ୍ଡ୍ ବାଆର୍ଏ ।
52 ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ।”
ଅ ଦର୍ମ ସାସ୍ତ୍ରି! ପେ ଡଣ୍ଡ୍ ପେବାଏ ମେଃନ୍ସା ଡାଗ୍ଲା ପେ ଇସ୍ପର୍ନେ ନିୟମ୍ କୁଚିକାଡ଼ି ବୁଃଡ଼ି ପେବିଗେ । ନିଜେ ଇସ୍ପର୍ନେ ନିମାନ୍ ବୁଦି ପେସିକେକେ ଣ୍ଡୁ ଲେଃ ଜାଣ୍ଡେଇଂ ସିକେ ନ୍ସା ଇକ୍ଚା ଲେଃଗେ ଆମେଇଂକେ ଡିଗ୍ ସିକେ ନ୍ସା ପେବିକେ ଣ୍ଡୁ ।”
53 ଆଉ, ସେ ସେଠାରୁ ବାହାରିଗଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି
ଆରି ଜିସୁ ଆତ୍ବାନ୍ ତାର୍ୱେଗେ ଇଡ଼ିଙ୍ଗ୍ ଦର୍ମ ଗୁରୁ ଆରି ପାରୁସିଇଂ ଗିସେ ଡିଙ୍ଗ୍ଚେ
54 ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପକାଇ ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।
ମେଃନ୍ସା ଡାଗ୍ଲା ମେଇଙ୍ଗ୍ ଜିସୁକେ ମେଃଣ୍ଡିଗ୍ ଦଦ୍ୟା ସାମୁଆଁ ବାସଙ୍ଗ୍ଲା ନେନେ ପାନ୍ଦ୍ନ୍ନିଆ ନେତ୍ଲାଗ୍ ଡାଗ୍ଚେ ଗାଲି ପ୍ରସ୍ନ ସାଲ୍ୟାକୁ ଆର୍ଡିଙ୍କେ ।