< ଲୂକ 10 >

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ।
ଏମ୍ବାଟିଏ ପ୍ରବୁ ଅ଼ଡ଼େ ତୀନିକ଼ଡ଼ି ବା଼ରଜା଼ଣାତି ଆ଼ଚାନା ତା଼ନୁ ଆମିନି ଗା଼ଡ଼ା ଅ଼ଡ଼େ ନା଼ସ୍‌କାଣାଁ ହାଜାଲି ମ଼ନ କିହାମାଚେସି, ଏ଼ ନା଼ସ୍‌କା ଅ଼ଡ଼େ ଗା଼ଡ଼ାୟାଁଣା ରିଆରି ଲାକା କିହାଁ ପାଣ୍ତିତେସି ।
2 ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର।
ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ପା଼ଚି ହା଼ରେକା ସାମା ଦା଼ଃଆନାରି ଊଣା ଜା଼ଣା; ଈଦାଆଁତାକି ଗୁଡିୟାତା କାମା କିନାରାଇଁ ପାଣ୍ତାଲିତାକି ଗୁଡିୟାତି ସା଼ୱୁକାରିଇଁ ବାତିମା଼ଲାଦୁ ।
3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି।
ମୀରୁ ହାଜୁ; ନା଼ନୁ ମିଙ୍ଗ କ୍ଡାଃନିୟାଁ ବିତ୍ରା ମେ଼ଣ୍ତା ଡା଼ଲ୍‌କା ଲେହେଁ ମିଙ୍ଗେ ପାଣ୍ତିମାଞ୍ଜାଇଁ ।
4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।
ଡାବୁୟାଁ, ମ଼ଣା କି ସେପୁୟାଁ ଜିକେଏ ଅ଼ଆଦୁ, ଅ଼ଡ଼େ ଜିରୁତା ଆମ୍ବାଆରାଇଁ ଜହରା କିଆଦୁ ।
5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ।
ଅ଼ଡ଼େ ମୀରୁ ଆମିନି ଇଲୁତା ହ଼ଡ଼୍‌ଦେରି ନ଼କେଏ ଈ ଇଲୁତାକି ହିତ୍‌ଡ଼ି ଆ଼ପେ ଇଞ୍ଜୁ ।
6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ।
ଅ଼ଡ଼େ ଏ଼ ଇଜ ହିତ୍‌ଡ଼ିତି ମାଣ୍‌ସି ରଅସି ମାଚିହିଁ ମୀ ହିତ୍‌ଡ଼ି ଏ଼ୱାଣାକି ଆ଼ପେ; ଅ଼ଡ଼େ ହିଲାଆତିହିଁ ମୀ ହିତ୍‌ଡ଼ି ମିଙ୍ଗେ ୱେଣ୍ତେ ୱା଼ନେ ।
7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ।
ଇଞ୍ଜାଁ ଏ଼ୱାରିତା଼ଣା ଏ଼ନାୟି ମାନେ ଏ଼ଦାଆଁ ତିଞ୍ଜା ଉଣ୍ତାନା ଏ଼ ଇଜ ମାଞ୍ଜୁ, ଇଚିହିଁ କାମାକିନାସି ତାନି କାମାତି ବୁତି ମେ଼ଡ଼ା ଆ଼ନାୟି ମାନେ । ଏ଼ ଇଜ ପିସାନା ଅ଼ର ଇଜ ହାଲାଆଦୁ ।
8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର,
ଅ଼ଡ଼େ ଆମିନି ଗା଼ଡ଼ାତା ହାଜେରି ଅ଼ଡ଼େ ଲ଼କୁ ମିଙ୍ଗେ ଅ଼ପାନେରି ଅ଼ଡ଼େ ଏମ୍ବାଆଁ ଏ଼ନାଆଁ ତିଞ୍ଜାଲି ହିୟାନେରି ଏ଼ଦାଆଁ ତିଞ୍ଜୁ ।
9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ।
ଏମ୍ବାଆଁ ମାନି ର଼ଗ ଗାଟାରାଇଁ ନେହିଁ କିଦୁ, ଅ଼ଡ଼େ ଏ଼ୱାରାଇଁ ଏଲେଇଞ୍ଜୁ ‘ମାହାପୂରୁତି ରା଼ଜି ମୀ ତା଼ଣା ଏଦାତେୟିଏ ।’
10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
୧୦ସାମା ମୀରୁ ଆମିନି ଗା଼ଡ଼ାତା ହାଜେରି ଇଞ୍ଜାଁ ଲ଼କୁ ମିଙ୍ଗେ ଅ଼ପଅରି, ଏମ୍ବାତି ଆଂଗେଣିକାଟି ପାଙ୍ଗାତା ହାଜାନା ଏଲେଇଞ୍ଜୁ,
11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ।
୧୧‘ମୀ ଗା଼ଡ଼ାତି ଆମିନି ଦୂଡ଼ି ମା଼ କଡାୟାଁଣା ଆଟାମାଚେ, ଏ଼ଦାଆଁ ଜିକେଏ ମିଙ୍ଗେ ତାକି ହାଣ୍‌ହି ମାନମି; ସାମା ମାହାପୂରୁତି ରା଼ଜି ଏଗାୱା଼ହିମାନେ ଈଦାଆଁ ପୁଞ୍ଜୁ ।’
12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।”
୧୨ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ନୀହାଁୟି ଦିନାତା ଏ଼ ଗା଼ଡ଼ାତି ଡଣ୍ତ କିହାଁ ସଦମତି ଗା଼ଡ଼ାତି ଡଣ୍ତ ଊଣା କିୱିଆ଼ନେ ।
13 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
୧୩ଆୟ଼ତା ଡଣ୍ତ ପା଼ଣ୍‌ନି କରାଜିନ୍‌ ଅ଼ଡ଼େ ବେତ୍‌ସାୟିଦା ଇଚିହିଁ ମୀ ତା଼ଣା ଆମି ଆମିନି କାବାଆ଼ନି କାମାୟାଁ କିୱିଆ଼ହାମାନୁ, ଏ଼ ବାରେ ସ଼ର ଅ଼ଡ଼େ ସିଦନତା କିୱି ଆ଼ହାମାଚିହିଁମା, ଏ଼ୱାରି ହା଼ରେକା ଦିନା ନ଼କେଏ ବାସ୍ତାୟାଁ ପର୍‌ହାଁ ଦାର୍‌ମ୍ବୁତା କୁଗାନା ମ଼ନ ୱେଟ୍‌ହେରିମା ।
14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ।
୧୪ଆ଼ତିଜିକେଏ ନୀହାଁୟି ଦିନାତା ସ଼ର ଅ଼ଡ଼େ ସିଦନତି ଡଣ୍ତ ଊଣା କିୱିଆ଼ନେ ।
15 ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।” (Hadēs g86)
୧୫ଏ଼ କପର୍‌ନାହୁମ ନୀନୁ ଲାକପୂରୁ ପାତେକା ପାଡାଆ଼ଦି? ହା଼ତାରି ମାନି ରା଼ଜିତା ମେତ୍‌ପି ଆ଼ଦି ।” (Hadēs g86)
16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।
୧୬ଜୀସୁ ଏଲେଇଚେସି “ଆମ୍ବାଆସି ମୀ କାତା ୱେନେସି, ଏ଼ୱାସି ନା଼ କାତା ୱେନେସି, ଇଞ୍ଜାଁ ଆମ୍ବାଆସି ମିଙ୍ଗେ ଅ଼ପଅସି ଏ଼ୱାସି ନାଙ୍ଗେ ଅ଼ପଅସି, ଅ଼ଡ଼େ ଆମ୍ବାଆସି ନାଙ୍ଗେ ଅ଼ପଅସି ଏ଼ୱାସି ନାଙ୍ଗେ ପାଣ୍ତାତାଣାଇଁ ଅ଼ପଅସି ।”
17 ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି।
୧୭ଏମ୍ବାଟିଏ ତୀନିକ଼ଡ଼ି ବା଼ରଜା଼ଣା ୱେଣ୍ତା ୱା଼ହାନା ରା଼ହାଁଟି ଏଲେଇଚେରି, “ପ୍ରବୁ ବୂତୁୟାଁ ଜିକେଏ ନୀ ଦ଼ରୁଟି ମା଼ ଡ଼଼ଇକା ହେର୍‌ପି ଆ଼ହିମାନୁ ।”
18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।
୧୮ସାମା ଜୀସୁ ଏ଼ୱାରାଇଁ ଏଲେଇଚେସି, “ହା଼ଗୁ ମ୍ଣିହ୍‌ନିଲେହେଁ ଲାକଟି ସୟତାନ ରିହିମାନାଣି ମେସ୍ତେଏଁ ।
19 ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ।
୧୯ମେହ୍‌ଦୁ ନା଼ନୁ ମିଙ୍ଗେ ରା଼ସ୍‌କା, କାଚାକୁପିୟାଁ ମୁହେଁ ତା଼କାଲି ଅ଼ଡ଼େ ସାତ୍ରୁତି ବାରେ ବା଼ଡ଼୍‌ୟୁ ମୁହେଁ ଜିକେଏ ଅଦିକାରା ହୀହିମାଞ୍ଜାଇଁ, ଅ଼ଡ଼େ ଏ଼ନାୟି ଜିକେଏ ମିଙ୍ଗେ ନସ୍ତ କିହାଲି ଆ଼ଡେଏ ।
20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”
୨୦ସାମା ପ଼ଲ୍‌ଆ ବୂତୁୟାଁ ବା଼ଡ଼୍‌ୟୁ ମୀ ଡ଼଼ଇକା ମାନେ ଇଞ୍ଜିଁ ରା଼ହାଁ ଆ଼ଆଦୁ, ସାମା ମୀ ଦ଼ରୁ ଲାକପୂରୁ ରା଼ସ୍‌କି ଆ଼ହାମାନେ ଏ଼ଦାଆଁତାକି ରା଼ହାଁ କିଦୁ ।”
21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
୨୧ଏଚିବେ଼ଲା ଜୀସୁ ସୁଦୁଜୀୱୁ ତଲେ ରା଼ହାଁ ଆ଼ହାନା ଏଲେଇଚେସି, “ଆ଼ବା ଲାକପୂରୁ ଅ଼ଡ଼େ ଦାର୍‌ତିତି ପ୍ରବୁ, ନୀନୁ ବୁଦିଗାଟି ଲ଼କୁତା଼ଣା ଈ ବାରେ କାତା ଡ଼ୁକ୍‌ହାନା ଊଣା କକାରି ତା଼ଣା ତ଼ସାମାଞ୍ଜି, ଈଦାଆଁତାକି ନିଙ୍ଗେ ଜହରା କିହିମାଞ୍ଜାଇଁ; ଏ଼ ଆ଼ବା ଈଦିଏ ନୀ ନ଼କିତା ନେହାୟି ଆ଼ତେ ।”
22 “ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
୨୨“ନା଼ ଆ଼ବାତି ବାରେ ଅଦିକାରା ନାଙ୍ଗେ ହେର୍‌ପି ଆ଼ହାମାନେ; ଅ଼ଡ଼େ ମୀର୍‌ଏସି ଆମ୍ବାଆସି, ଈଦାଆଁ ଆ଼ବା ପିସ୍‌ପେ ଆମ୍ବାଆସି ପୁନଅସି, ଅ଼ଡ଼େ ଆ଼ବା ଆମ୍ବାଆସି ଈଦାଆଁ ମୀର୍‌ଏଣା ପିସ୍‌ପେ ଆମ୍ବାଆସି ପୁନଅସି, ଇଞ୍ଜାଁ ମୀର୍‌ଏସି ଆମ୍ବାଆରି ତା଼ଣା ଏ଼ୱାଣାଇଁ ତ଼ସାଲି ମ଼ନ କିନେସି, ଏ଼ୱାସିଦେଁ ପୁନେସି ।”
23 ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ।
୨୩ଅ଼ଡ଼େ ଜୀସୁ ଡା଼ୟୁ ସିନିକିହାନା ତାମି ସୀସୁୟାଁଇ ଏଟ୍‌କେଏ ଏଲେଇଚେସି, “ହା଼ରେକା ନେହେଁ ଏ଼ କାଣ୍‌କା ଏମିନିଗାଟାଣି ମେସିମାନୁ, ଏ଼ନାଆଁ ମୀରୁ ମେସିମାଞ୍ଜେରି ।
24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
୨୪ଇଚିହିଁ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ମୀରୁ ଏ଼ନା ଏ଼ନାଆଁ ମେସିମାଞ୍ଜେରି ଏ଼ ବାରେ ହା଼ରେକା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ଅ଼ଡ଼େ ରାଜାୟାଁ ମେସାଲି ମ଼ନ କିହାମାଚେରି, ସାମା ମେସାଲି ଆ଼ଡାଆତେରି; ଅ଼ଡ଼େ ମୀରୁ ଏ଼ନା ଏ଼ନାଆଁ ୱେଞ୍ଜିମାଞ୍ଜେରି, ଏ଼ ବାରେ ଏ଼ୱାରି ୱେଞ୍ଜାଲି ମ଼ନ କିତେରି ସାମା ୱେଞ୍ଜାଲି ଆ଼ଡାଆତେରି ।”
25 ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios g166)
୨୫ମେହ୍‌ଦୁ ର଼ ମ଼ସାତି ମେ଼ରା ଜା଼ପ୍‌ନାସି ୱା଼ହାନା ଜୀସୁଇଁ ତାୟିପାରିକିହିଁ ୱେଚେସି, “ଏ଼ ଗୂରୁ କା଼ଲାକା଼ଲାତି ଜୀୱୁ ବେଟାଆ଼ହାଲି ନା଼ନୁ ଏ଼ନାଆଁ କିଇଁ?” (aiōnios g166)
26 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?”
୨୬ଏଚେଟିଏ ଜୀସୁ ଏଲେଇଚେସି, “ମ଼ସାତି ମେ଼ରାତା ଏ଼ନାଆଁ ରା଼ସ୍‌କି ଆ଼ହାମାନେ, ନୀନୁ ଏ଼ନିକିଁ ପ଼ଡ଼ୱି ଆ଼ହିମାଞ୍ଜି?”
27 ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
୨୭ଏ଼ୱାସି ଏଲେଇଚେସି, “ନୀନୁ ନୀ ବାରେ ହିୟାଁ, ବାରେ ଜୀୱୁ, ବାରେ ବା଼ଡ଼୍‌ୟୁ ଅ଼ଡ଼େ ବାରେ ମ଼ନ ହୀହାନା ପ୍ରବୁ ନୀ ମାହାପୂରୁଇଁ ଜୀୱୁନ଼ମୁ; ଅ଼ଡ଼େ ପା଼ଡ଼ିତି ଲ଼କୁଣି ନୀ ଜୀୱୁ ଲେହେଁ ଜୀୱୁ ନ଼ମୁ ।”
28 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।”
୨୮ଏଚେଟିଏ ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନୀନୁ ନେହିଁକିଁ ୱେସାମାଞ୍ଜି; ଏଲେଏ କିମୁ ଆତିହିଁ ଏ଼ ଜୀୱୁ ମେ଼ଡ଼ା ଆ଼ଦି ।”
29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ?
୨୯ସାମା ଏ଼ୱାସି ତାଙ୍ଗେ ତୀରିତାସି କିହାକଡାଲି ମ଼ନ କିହାନା ଜୀସୁଇଁ ୱେଚେସି, “ଆତିହିଁ ନା଼ ପା଼ଡ଼ିତାସି ଆମ୍ବାଆରି?”
30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
୩୦ଜୀସୁ ଏ଼ କାତା ଆସାନା ଏଲେଇଚେସି, “ର଼ ଲ଼କୁ ଜିରୁସାଲମଟିଏ ଜିରିହତା ହାଜିମାଚାଟି ସ଼ର୍‌କା ତା଼ଣା ହେର୍‌ହେସି । ଏ଼ୱାରି ଏ଼ୱାଣି ହିମ୍ବରିଦୂକି ମୀଞ୍ଜାନା ହା଼ନିଲେହେଁ ମା଼ଡା ୱେ଼ଚାନା ପିସା ହାଚେରି ।
31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ।
୩୧ଏଚିବେ଼ଲାତା ର଼ ପୂଜେରା ଏ଼ ଜିରୁଟି ହାଜିମାଚେସି, ଇଞ୍ଜାଁ ଏ଼ୱାସି ଏ଼ୱାଣାଇଁ ମେସାନା ଜିରୁ ପିସାନା ଅ଼ର ଜିରୁଟି ହାଚେସି ।
32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
୩୨ଏଲେକିହିଁଏ ର଼ ଲେ଼ବି କୂଡ଼ାତାସି ଜିକେଏ ଏ଼ ଜିରୁଟି ୱା଼ହାନା ଏ଼ୱାଣାଇଁ ମେସାନା ଅ଼ର ଜିରୁ ହୀହାନା ହାଚେସି ।
33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ,
୩୩ସାମା ର଼ ସମିରଣ ଲ଼କୁ ଏ଼ ଜିରୁଟି ହାଜିମାଚେସି, ଇଞ୍ଜାଁ ଏ଼ୱାଣାଇଁ ମେସାନା ହା଼ରେକା କାର୍ମା ଆ଼ତେସି,
34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ।
୩୪ଅ଼ଡ଼େ ଡାଗେ ହାଜାନା ଏ଼ୱାଣି ଗା଼ହାଁୟାଁ ବାରେ ନିୟୁଁ ଅ଼ଡ଼େ ଅଙ୍ଗୁରି ରାସା ରୁବାନା ଗା଼ହାଁୟାଁଣା ଦସ୍‌ପାନା ଏ଼ୱାଣାଇଁ ର଼ ଗା଼ଡ଼୍‌ଦେ ଲାକ କୁଗିକିହାନା ର଼ ସେ଼ବାକିନି ଇଲୁତା ଅ଼ହାନା ଏ଼ୱାଣି ସେ଼ବା କିତେସି ।
35 ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’”
୩୫ଅ଼ର ଦିନା ସେ଼ବାକିନି ଇଲୁ ଗାଟାଣାକି ରୀ କା଼ନି ହୀହାନା ଏଲେଇଚେସି, ‘ଈୱାଣି ସେ଼ବା କିମୁ, ଅ଼ଡ଼େ ଏଚେକା ଗାଡି କାର୍ଚୁ ଆ଼ନୁ, ୱେଣ୍ତା ୱା଼ନାଟି ବାରେ ହିୟାଇଁ ।’”
36 “ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?”
୩୬ଜୀସୁ ଏଲେଇଚେସି, “ଈ ତୀନି ଜା଼ଣାତି ବିତ୍ରା ଆମ୍ବାଆସି ସ଼ର୍‌କାତା଼ଣା ହେର୍‌ହା ମାଚାଣି ପା଼ଡ଼ିତାସି ଇଞ୍ଜିଁ ଅଣ୍‌ପିମାଞ୍ଜେରି?”
37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”
୩୭ଏ଼ ମେ଼ରା ଜା଼ପ୍‌ନାସି ଏଲେଇଚେସି, “ଆମ୍ବାଆସି ଏ଼ୱାଣାଇଁ କାର୍ମା ଆ଼ତେସି ଏ଼ୱାସି ।” ଜୀସୁ ଏଲେଇଚେସି, “ହାଲାମୁ ନୀନୁ ଜିକେଏ ଏଲେଏ କିମୁ ।”
38 ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
୩୮ଏ଼ୱାରି ହାଜିମାନି ବେ଼ଲାତା ର଼ ନା଼ୟୁଁତା ହାଚେରି, ଇଞ୍ଜାଁ ମାର୍ତା ଦ଼ରୁଗାଟି ର଼ ଇୟା ଜୀସୁଇଁ ତାମି ଇଜ ହା଼ଟିତେ ।
39 ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।
୩୯ଏ଼ଦାନାକି ର଼ ତାଙ୍ଗି ମାଚେ ଏ଼ଦାନି ଦ଼ରୁ ମରିୟମ, ଏ଼ଦି ପ୍ରବୁତି କଡାଁ ଡ଼଼ଇ କୁଗାନା ଏ଼ୱାଣି କାତା ୱେଞ୍ଜିମାଚେ ।
40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।
୪୦ସାମା ମାର୍ତା ରା଼ନ୍ଦା ୱାଜାଲି ହା଼ରେକା କିଲିବିଲି ଆ଼ହିମାଚେ; ଈଦାଆଁତାକି ଜୀସୁ ତା଼ଣା ୱା଼ହାନା ଏଲେଇଚେ, “ଏ଼ ପ୍ରବୁ ନା଼ ତାଙ୍ଗି ୱାଜିନି କାମା ବାରେ ନା଼ ଲାକ ହେର୍‌ପା ମାଞ୍ଜାନେ ଈଦାଆଁ ଅଣ୍‌ପି ହିଲଅତି କି? ଈଦାଆଁତାକି ନାଙ୍ଗେ ସା଼ୟେମି କିହାଲି ଏଲେଇନାମୁ ।”
41 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ,
୪୧ସାମା ପ୍ରବୁ ଏଲେଇଚେସି, “ମାର୍ତା, ମାର୍ତା ନୀନୁ ହା଼ରେକା କାମାତା ଅଣ୍‌ପିହିଁ କିଲିବିଲି ଆ଼ହିମାଞ୍ଜି,
42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।”
୪୨ସାମା ୱାର୍‌ଇ ର଼ କାତା ଲ଼ଡ଼ାମାନେ । ମରିୟମ ଏ଼ ନେହିଁ କାତା ବାଚି କିହାମାନେ; ଏ଼ଦାଆଁ ଏ଼ଦାନି ତା଼ଣାଟି ଅ଼ୱି ଆ଼ଏ ।”

< ଲୂକ 10 >