< ଲୂକ 1 >

1 ଆରମ୍ଭରୁ ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
ମ୍ନାରେ ଥିୟୋଫିଲସ୍ । ନେନେ ବାନ୍ ମେଃନେ ମେଃନେ ଗଟେ ଲେଃକେ ମେଁନେ ଗଟ୍‌ନାଇଂ ଗୁଆର୍‍ନ୍‍ସା ଗ୍ଲୁଏ ଜିଆ ଜିଆ ଚେସ୍‌ଟା ଡିଙ୍ଗ୍ ଡିଙ୍ଗ୍‌କେ ।
2 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି।
ଆରାମ୍‍ ବାନ୍ ଆକେନ୍ ସାପା ଗଟ୍‌ନା କେଲେଃକ୍ନେ ରେମୁଆଁଇଂ ଡିରକମ୍ ନିମାଣ୍ଡା ସାମୁଆଁ ବାସଙ୍ଗ୍‌ ଅଲେଙ୍ଗ୍ ଆର୍‌ଗେ ଆତେନ୍‌ ଇସାବ୍‌ରେ ଗୁଆର୍‍ ବଆର୍‌କେ ।
3 ଅତଏବ, ହେ ମାନ୍ୟବର ଥୀୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି,
ତେସା ଅ ମାପ୍ରୁ ଥିୟୋଫିଲସ୍‌, ନେଙ୍ଗ୍ ଜତନ୍ ବାବ୍‌ରେ ପର୍‌ତୁମ୍‌ ବାନ୍‌ ଏନ୍ ସାପା ବିସୟ୍ ଦ୍ୟାନ୍‌ ଡିଂମ୍ୱଲା ପେନେ ଡାଗ୍ରା ଏନ୍ ମୁଇଂ ନିୟମ୍‌ ବାବ୍‌ରେ ଗୁଆର୍‌ ନ୍‌ସା ଟିକ୍‌ ମନେ ଣ୍ତିଙ୍ଗ୍‌କେ ।
4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି।
ଆକେନ୍ ସମ୍ପର୍କରେ ନାନେ ଆଣ୍ଡିନେ ସାପା ସାମୁଆଁ ଗିଆନ୍‍ ବାଚେ । ମେଁନେ ସର୍‌ତେ ସତ୍ ଡିରକମ୍ ବାୟାଏ ଆତେନ୍‌‌ସା ନେଙ୍ଗ୍ ଆକେନ୍ ଗୁଆର୍‍ ଣ୍ଡିଙ୍ଗ୍‍କେ ।
5 ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ।
ଜିଉଦା ଦେସ୍‌ନେ ଇଃସାଙ୍ଗ୍‌ ହେରୋଦ ଲେଃକ୍ନେ ବେଲା ଅବିୟ ଦଲ୍‍ନେ ଜିଖରୀୟ ମ୍ନିକ୍ନେ ମୁଇଂ ପୁଜାରି ଲେଃଗେ ମେଁନେ କୁନେଣ୍ଡେ ହାରୋଣ କୁଲ୍‌ନେ ସେଲାମ୍ୱୁଏ ମେଁନେ ମ୍ନି ଏଲିଶାବେଥ୍ ।
6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
ମେଇଂ ମ୍ୱାୟା ପର୍‍ମେସର୍‍ ଡାଗ୍ରା ନିମାଣ୍ଡା ରେମୁଆଁ ଲେଃଗେ ମେଇଂ ମ୍ୱାୟା ମାପ୍ରୁନେ ସାପା ଆଦେସ୍‌ ପାଲନ୍ ଡିଙ୍ଗ୍ଆର୍‌ଡିଂଗେ । ମାପ୍ରୁ ରେମୁଆଁଇଂକେ ପାଲେନ୍‍ସା ବାସଙ୍ଗ୍‍ବକ୍ନେ ସାପା ସାମୁଆଁ ମେଇଂ ମ୍ୱାୟା ପାଲେଡିଙ୍ଗ୍‍ଗେ ।
7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।
ମାତର୍‌ ମେଁଇଙ୍ଗ୍‌ନେ ମେଃଡିଗ୍ ଗୋ ଗିସିଆ ଆଲେଃଗେ ଣ୍ଡୁ । ଏଲିଶାବେଥ୍ ବାଞ୍ଜିବ‍ଏଃ ଲେଃଗେ ମ୍ୱାୟାନେ ବୟସ୍ ଜବର୍ ଡିଙ୍ଗ୍‌ୱେଲେଃଗେ ।
8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
ମେସୁଆ ଜିଖରିୟ ମନ୍ଦିର୍‌ନ୍ନିଆ ଇସ୍‌ପର୍‌ନେ ଡାଗ୍ରା ପାର୍‍ତନା କାମ୍ ଡିଂଡିଂଗେ, ଡାଗ୍ଲା ଆତାନ୍‌ ଦିନା ପୁଜାରି କାମ୍ ନ୍‌ସା ମେଁନେ ପାଲି ଲେଃଗେ ।
9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
ଦୁପ୍ ଆଃମଃ ନ୍‍ସା ପୁଜାରିଇଂ ସାପାବେଲା ମୁଇଙ୍ଗ୍ ପୁଜାରିକେ ବାଚେ ଡିଙ୍ଗ୍‌ଗେ । ଆତେନ୍‌‌ସା ଜିଖରୀୟକେ ବାଚେ ଆର୍‌କେ । ତେଲା ଜିଖରିୟ ମାପ୍ରୁନେ ମନ୍ଦିର୍‍ ବିତ୍ରେ ଦୁପ୍ ଆଃମଃ ନ୍‍ସା ୱେକେ ।
10 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ।
ଆତେନ୍‌‌ ଦିନା ମେଁ ମନ୍ଦିର୍‌ ବିତ୍ରେ ଗାଚେ ଦୁପ୍‌ ବିନେ ବେଲା ବାଏରେ ମୁଇଂ ମାଲେ ରେମୁଆଁ ରିସିଂଚେ ମେଇଂ ପାର୍‌ତନା ଡିଙ୍ଗ୍‍ଆର୍‍ଡିଙ୍ଗ୍‍ଗେ ।
11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ।
ଆତେନ୍‌ ବେଲା ଜିଖରିୟନେ ସେନୁଗ୍ ମାପ୍ରୁନେ ମୁଇଙ୍ଗ୍ କିତଂ ଦୁତ୍ ଦର୍ସନ୍ ବିକେ । ମେଁ ଦୁପ୍ ବେଦିନେ ଞ୍ଚଙ୍ଗ୍‌ତି ପାକା ତୁଆଁ ଲେଃଗେ ।
12 ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ।
ଜିଖରୀୟ କିତଙ୍ଗ୍‍ ଇନି ଦୁତ୍‌କେ କେକ୍ନେ ଦାପ୍ରେ ତେରେପେତେ ଆରି ଜବର୍ ବୁଟକେ ।
13 କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
ମାତର୍‌ କିତଂ ଦୁତ୍ ଆମେକେ ବାସଙ୍ଗ୍‌କେ “ଜିଖରୀୟ! ଆବ୍‌ଟଗେ ନାମଃ ନାନେ ପାର୍‍ତନା ପର୍‍ମେସର୍‍ ଅଁ ଲେଃକେ । ନାନେ ନାକୁନେ ଏଲିଶାବେଥ୍ ମୁଇଙ୍ଗ୍ ଙ୍ଗିର୍‍ବଏଅ ଣ୍ଡିଆ କୁମାଏ । ପେଇଂ ମେଁନେ ମ୍ନି ଜହନ୍‌ ପେବଏ ।
14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ।
ନାନେ ଜାବର୍‌ ସାର୍ଦା ନାଡିଙ୍ଗ୍‌ଏ । ମେଁନେ ଜନମ୍‍ ନ୍‌ସା ଗୁଲେ ରେମୁଆଁ ସାର୍ଦା ଡିଙ୍ଗ୍‌ଏ ।
15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
ମାପ୍ରୁନ୍‌ସା ଜହନ୍‌ ମ୍ନା ଡିଗ୍ ଏ । ମେଁ ଅଃନା ଡିଙ୍ଗ୍ ଅଙ୍ଗୁର୍ ରସ୍ ଆରି ସାଗ୍ରା ଆଉଗ୍ ଣ୍ଡୁ ଦେକ୍‌ରକମ୍‍ କି ଜନମ୍ ବେଲା ମେଁ ପବିତ୍ର ଆତ୍ମାରେ ବର୍‌ତି ଡିଙ୍ଗ୍‌ଏ ।
16 ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ।
ଜହନ୍‌ ଗୁଲେ ଇଶ୍ରାୟେଲ ରେମୁଆଁଇଂକେ ମାପ୍ରୁନେ ଡାଗ୍ରା ଆଣ୍ଡେ ପାଙ୍ଗ୍‍ନ୍‍ସା ସାଇଜ ଡିଙ୍ଗ୍‌ଏ । ମାପ୍ରୁ ମେଁଇଙ୍ଗ୍‌ନେ ପର୍‌ମେସର୍‌ ।
17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।
ଜହନ୍‌ ନିଜେ ମାପ୍ରୁନେ ସେନୁଗ୍ ୱେଏ । ମେଁ ଏଲୀୟ ରକମ୍ ବପୁ ଡିଙ୍ଗ୍ଏ । ମେଁ ଏଲୀୟନେ ଆତ୍ମା ବାଏ । ମେଁ ଆବାଡ଼େଇଂ ଆରି ଗଡ଼େଇଂନ୍ନିଆବାନ୍ ସାନ୍ତି ଆଃଡିଙ୍ଗ୍‍ । ପର୍‌ମେସର୍‌କେ ଆମାନେ ମ୍ୟାକ୍ନେ ଗୁଲେ ରେମୁଆଁଇଂକେ ଦର୍ମ ରେମୁଆଁଇଂନେ ମୁଆଃ ଟିକ୍ ଗାଲିପାକା ମେଁ ଡୁଙ୍ଗ୍‍ପାଙ୍ଗ୍‍ଏ । ଆରି ମାପ୍ରୁନେ ପାଙ୍ଗ୍‌ନ୍‌ସା ମେଁ ରେମୁଆଁଇଂକେ ତିଆର୍ ଆଡିଙ୍ଗ୍‌ଏ ।”
18 ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି।
ଜିଖରୀୟ କିତଙ୍ଗ୍‍ଇନିନେ ଦୁତ୍‍କେ ବାଲିର୍‌କେ “ନାନେ ମେଃମେଃ ବାସଙ୍ଗ୍‌ନାଡିଂକେ, ଆତେନ୍‌ ସତ୍ ଡାଗ୍‌ଚେ ନେଙ୍ଗ୍ ଡିରକମ୍ ମ୍ୟାଏ? ନେଙ୍ଗ୍ ମୁଇଙ୍ଗ୍ ଡକ୍ରା ରେମୁଆଁ ଆରି ନେଙ୍ଗ୍‌ନେ ନେକୁନେଃ ଡିଗ୍ ଡକ୍ରି ଡିଙ୍ଗ୍ ୱେଗେ ।”
19 ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ବରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି।
କିତଙ୍ଗ୍‍ଇନିନେ ଦୁତ୍ ଉତର୍ ବିକେ “ନେଙ୍ଗ୍ ଗାବ୍ରିଏଲ୍ । ନେଙ୍ଗ୍ ପର୍‌ମେସର୍‌ନେ ସାମ୍‌ନେ ତୁଆଁ ଲେଃମ୍ୟାକେ । ନାନେ ଏତେ ବାଲିର୍‌ବାତା ଡିଙ୍ଗ୍‍ସା ଆରି ଏନ୍‌ ନିମାଣ୍ଡା ସାମୁଆଁ ବିଃନ୍‍ସା ପର୍‍ମେସର୍‍ ଆନେଙ୍ଗ୍‌କେ ବେବକେ ।
20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।
ଏବେ ଅଁପା! ନାନେ ନେଙ୍ଗ୍ ସାମୁଆଁରେ ବିସ୍‌ବାସ୍‌ ପେଡିଙ୍ଗ୍‌କେ ଣ୍ଡୁ । ମାତର୍‌ ଡିଲାଡିଗ୍ ବେଲା ପାଙ୍ଗ୍‌ଲା ଏନ୍‌ ସତ୍ ଡାଗ୍‌ଚେ ପାର୍‍ମାନ୍‌ ଡିଙ୍ଗ୍‍ଏ । ଏବେ ପେଇଂ କନ୍ଦା ଡିଙ୍ଗ୍‍ପେୱେଏ । ଉଡ଼ି ଜାକ ଏନ୍‌ ନ୍‍ସା ଆଗଟେକେ ଆତେନ୍‌ ଜାକ ପେଇଂ ବାସଙ୍ଗ୍‌ନେ ବପୁ ଆଃରେଚେ ପେକେ ।”
21 ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ।
ଆତେନ୍‌ ବେଲା ରେମୁଆଁଇଙ୍ଗ୍ ଜିଖରୀୟକେ ବାଏରେ ଉର୍‍ଲେ ଆର୍‌ଗେ । ମେଇଂ ଇରିଆତୁଗ୍ ଆର୍‌ଗେ ଜେ ଅଃକେନ୍ ବେଲା ଜାକ ଜିଖରିୟ ମନ୍ଦିର୍‍ ବିତ୍ରେ ମେଁନ୍‌ସା ଅଟ୍‌କେ ୱେଲେଗେ!
22 କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ।
ଉଡ଼ିବେଲା ଜିଖରିୟ ବାଏରେ ପାଙ୍ଗ୍‌କେ ଆତେନ୍‌ ବେଲା ମେଁ ମେଃଡିଗ୍ ସାମୁଆଁ ବାସଙ୍ଗ୍‍ ୟାଆଡିଂଗେ ଣ୍ଡୁ । ଆତେନ୍‌‌ସା ମେଇଂ ବୁଜେ ୟାଆର୍‌କେ ଜେ ମେଁ ମନ୍ଦିର୍‍ ବିତ୍ରେ ମେଃଡିଗ୍ ଦର୍ସନ୍ ବାଲେକେ । ମେଁ କନ୍ଦାଗୁଲା ଡିଗ୍ ୱେଲେଃଗେ ଆରି ମେଁ ବାଆଃ ମାୱେଚେ ବାସଙ୍ଗ୍‌ ଡିଙ୍ଗ୍‌ଗେ ।
23 ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ।
ଜିଖରୀୟନେ ଜତନ୍‌ ସ୍ଲେନେ ବେଲା ଡାକ୍ନେ ଇଡ଼ିଙ୍ଗ୍ ମେଁ ଡୁଆ ଆଣ୍ଡେ ୱେଗେ ।
24 ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
ତେନ୍‌ ଇଡ଼ିଂ ଜିଖରୀୟନେ କୁନେଡେ ଏଲିଶାବେଥ୍ ସର୍‌ତେ ଉଂକେ ତେସା ଏଲିଶାବେଥ୍ ଡୁଆ ବାଏରେ ମାଲ୍ ଆର୍କେ ଜାକ ଆତାର୍‍କେ ଣ୍ଡୁ ।
25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।
ଏଲିଶାବେଥ୍ ବାସଙ୍ଗ୍‌କେ “କେଲା ସାରାସାରିବେଲା ପର୍‍ମେସର୍‍ ଆନେଙ୍ଗ୍‌କେ ସାଇଜ ଡିଙ୍ଗ୍‍ବକେ । ରେମୁଆଁଇଂନେ ବାନ୍ ନେଙ୍ଗ୍‌ନେ ଗିଆସ ଆଃଡିଙ୍ଗ୍ ନ୍‌ସା ମାପ୍ରୁ ନେଙ୍ଗ୍ ଆଡ଼ାତ୍ରା ସାଃଡିଙ୍ଗ୍‌କେ ।”
26 ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
ଏଲିଶାବେଥ୍‌କେ ଗାଗ୍‌ଡ଼େନେ ତୁର୍ ଆର୍‌କେ କେଲା ଗାବ୍ରିଏଲ୍ ଦୁତ୍ ଇସ୍‌ପର୍‌ନେ ବାନ୍ ଗାଲିଲୀନେ ନାଜରିତ ମ୍ନିକ୍ନେ ଇନିନ୍ନିଆ ମୁଇଙ୍ଗ୍ ସେଲା ଡାଗ୍ରା ବେକେ;
27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ।
ଦାଉଦ୍‍ ବଂସନେ ଯୋସେଫ୍‌ ମ୍ନିକ୍ନେ ମୁଇଂ ଙ୍ଗିରେ ଏତେ ମେଁନେ ବିଏ ଡିଙ୍ଗ୍‌ନେ ସାଲିଆ ବଗେ! ଆତେନ୍‌ ସେଲାନେ ମ୍ନି ମରିୟମ୍ ।
28 ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।
କିତଂ ଦୁତ୍ ଆତେନ୍‌ ସେଲା ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍‌କେ, “ନାନେ ସାନ୍ତି ଡିଂଲେଃ । ମାପ୍ରୁ ଆନାକେ ଲିବିସଃ ଡିଂବକେ । ମେଁ ନାଁ ଏତେ ଲେଃକେ ।”
29 କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ।
ମରିୟମ୍ କିତଂ ଦୁତ୍‌ନେ ସାମୁଆଁ ଅଁଚେ ଚମ୍‍କେ ୱେକେ । ମେଁନେ ଅର୍‌ତ ମେଁନେ ଡିଙ୍ଗ୍‍ୟାଏ ଆତେନ୍‌ ସାମୁଆଁ ବାବେଚେ ମେଁ ଚିନ୍ତାଡିଙ୍ଗ୍‍କେ ।
30 ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ।
କିତଂ ଦୁତ୍ ଆମେକେ ବାସଙ୍ଗ୍‌କେ “ମରିୟମ୍! ଆବ୍‌ଟଗେ ନାମଃ । ଡାଗ୍ଲା ପର୍‌ମେସର୍‌ ନାନେ ଆଡ଼ାତ୍ରା ଲିବିସ ଡିଙ୍ଗ୍‍ବକେ ।
31 ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
ଆରି କେଲା ନା ଗାଗ୍‌ଡ଼େ ସାଚେ ମୁଇଙ୍ଗ୍ ଗଡ଼େଅ ଜନମ୍ ନାଡିଙ୍ଗ୍‌ଏ ଆରି ମେଁନେ ମ୍ନି ଜିସୁ ନାବିଏ ।
32 ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
ମେଁ ମ୍ନାରେ ଡିଙ୍ଗ୍‌ଏ ଆରି ପର୍‌ମେସର୍‌ନେ ଉଙ୍ଗ୍‌ଡେ ଡାଗ୍‌ଚେ ଉଡ୍ରା ଡିଙ୍ଗ୍‌ଏ; ମାପ୍ରୁ ଇସ୍‌ପର୍ ଆମେକେ ମେଁଇଙ୍ଗ୍‌ନେ ନ୍ତା ଞ୍ଜାନେ ଦାଉଦ୍‍ନେ ସିଂଆସନ ବିଏ
33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। (aiōn g165)
ମେଁ ଜାକୁବ୍‌ନେ କୁଲ୍‌ ଆଡ଼ାତ୍ରା ମାଡାନେ ଜୁଗ୍‌ ଜାକ ସାସନ୍‍ ଡିଙ୍ଗ୍‌ଏ ଆରି ମେଁନେ ରାଇଜ୍ ଆଃଡା ଣ୍ଡୁ । (aiōn g165)
34 କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ।
ତେଲା ମରିୟମ୍ ଦୁତ୍‌କେ ବାସଙ୍ଗ୍‌କେ ଏନ୍ ଡିରକମ୍ ଡିଙ୍ଗ୍‌ଏ? ନେଙ୍ଗ୍‍ ତ ଙ୍ଗିର୍‌ବ‍ଏ ଏତେ ନ୍ନାମିସୁକେ ଣ୍ଡୁ ।
35 ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
ଦୁତ୍ ଆମେକେ ଉତର୍ ବିକେ ପବିତ୍ର ଆତ୍ମା ନାଁ ଆଡ଼ାତ୍ରା ପାଙ୍ଗ୍‌ଏ ଆରି ପର୍‌ମେସର୍‌ନେ ବପୁ ଆନାକେ ଡାଡୁଂପାଙ୍ଗ୍‍ଏ ଆତେନ୍‌‌ସା ଜାଣ୍ଡେ ଜନମ୍ ଡିଙ୍ଗ୍‌ଏ ମେଁ ପବିତ୍ର ଆରି ଇସ୍‌ପର୍‌ନେ ଉଙ୍ଗ୍‌ଡେ ଡାଗ୍‌ଚେ ଉଡ୍ରା ଡିଙ୍ଗ୍‌ଏ ।
36 ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
ଆରି କେଲା ନାନେ ନିଜର୍ ରେମୁଆଁ ଏଲିଶାବେଥ୍ ଡିଗ୍ ଡକ୍ରିବେଲା ମୁଇଙ୍ଗ୍ ଗଡ଼େଅ ସୁଲୁଏ ବିତ୍ରେ ସାଃଲେଃକେ । ଜେ ବାଞ୍ଜିବ‍ଏଃ ଡାଗ୍‌ଚେ ବାସଙ୍ଗ୍‍ ମ୍ୟାଃଆର୍‌କେ ମେଁନେ ଏକ୍ରେ ତୁର୍ ଆର୍‌କେ ଡିଙ୍ଗ୍‌ଡିଙ୍ଗ୍‌କେ;
37 କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ।
ଡାଗ୍ଲା ଇସ୍‌ପର୍‌ନେ ବାନ୍ ତାର୍‍କ୍ନେ ମେଃଡିଗ୍ ସାମୁଆଁ ବପୁଇନ୍‍ ଆଡିଙ୍ଗ୍ ଣ୍ଡୁ ।”
38 ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
ମରିୟମ୍ ବାସଙ୍ଗ୍‌କେ “କେଲାପା ନେଙ୍ଗ୍ ମାପ୍ରୁନେ ଦାସୀ ନାନେ ଆନେଙ୍ଗ୍‌କେ ମେଁନେ ନାବାସଙ୍ଗ୍‍କେ ନେଙ୍ଗ୍‍ସା ଆତେନ୍‌ ଅଁ ଡିଙ୍ଗ୍‌ଲେ ।” ତେନ୍‌ ଇଡ଼ିଂ କିତଂ ଦୁତ୍ ମେବାନ୍‍ ତାର୍‌ୱେଗେ ।
39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
ଏନ୍‌ ବେଲା ମରିୟମ୍ ତଡ଼ିଆଚେ କଣ୍ଡା ରାଜିନେ ଏରିଆ ଜିଉଦା ଦେସ୍‌ନେ ମୁଇଙ୍ଗ୍ ଇନିନ୍ନିଆ ଟାପ୍‌ନା ୱେକେ ।
40 ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ।
ଆରି ଜିଖରୀୟନେ ଡୁଆ ଗାଚେ ଏଲିଶାବେଥ୍‌କେ ସାର୍ଲ ଆର୍‌କେ ।
41 ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
ଆରି ଏଲିଶାବେଥ୍ ନମସ୍କାର୍‍ ଅଁ ନେନେ ଦାପ୍ରେ ଆତେନ୍‌ ଡାଆଁ ଗଡ଼େଅ ମରିୟମ୍‍ନେ ସୁଲୁଏ ବିତ୍ରେ ୱାଡ଼େଙ୍ଗ୍‍ ୱାଚେ ତଡ଼ିଆକେ ଆରି ଏଲିଶାବେଥ୍ ପବିତ୍ର ଆତ୍ମା ବାଚେ ତଡ଼ିଆକେ
42 ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ।
ଆରି ଏଲିଶାବେଥ୍ କିରଚେ ବାସଙ୍ଗ୍‌କେ “ନାନେ ସାପା ସେଲାମ୍ବୁଏବାନ୍ ଜବର୍ ଦନ୍ୟ । ଦନ୍ୟ ନାନେ ଗର୍ବେନେ ଗଡ଼େଅ ।
43 ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା?
ଆରି ନେଙ୍ଗ୍ ମାପ୍ରୁନେ ଇୟାଙ୍ଗ୍ ଜେ ନେଙ୍ଗ୍ ଡାଗ୍ରା ପାଙ୍ଗ୍‌ଏ ନେଙ୍ଗ୍‌ନେ ଏନ୍‌ ନିମାଣ୍ଡା ବେଲା ଆଣ୍ଡିବାନ୍ ପାଙ୍ଗ୍‌କେ?
44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା।
ନେଙ୍ଗ୍ ନାନେ ବାଲିର୍‌ବାତାନେ ସାମୁଆଁ ଅଁନେ ଦାପ୍ରେ ନେଙ୍ଗ୍‌ନେ ଗର୍ବେନେ ଗଡ଼େଅ ସାର୍ଦାରେ ୱାଡ଼େଙ୍ଗ୍‍ ୱାଚେ ତଡ଼ିଆକେ ।
45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।
ନାନେ ଦନ୍ୟ । ଡାଗ୍ଲା ମାପ୍ରୁ ଆନାକେ ମେଁନେ ବାସଙ୍ଗ୍‍ବଗେ ନାନେ ଆତେନ୍‌‌ ବିସ୍‌ବାସ୍‍ ଡିଙ୍ଗ୍‍ନାବ । ଏନ୍‌ ସାମୁଆଁ ସତେଆ ଗଟେଏ ଡାଗ୍‌ଚେ ନାନେ ବିସ୍‌ବାସ୍‍ ନାଡିଙ୍ଗ୍‌କେ ।
46 ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
ଆତ୍‌ବା ମରିୟମ୍ ବାସଙ୍ଗ୍‌କେ ନେଙ୍ଗ୍‌ନେ ପାରାନ୍‌ ମାପ୍ରୁକେ ପ୍ରସଂସା ଡିଙ୍ଗ୍ ଡିଙ୍ଗ୍‌କେ ।
47 ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି;
ଆରି ନେଙ୍ଗ୍‌ନେ ଆତ୍ମା ନେଙ୍ଗ୍‌ନେ ଉଦାର୍ ଡିଙ୍ଗ୍‌ଣ୍ଡ୍ରେ ଇସ୍‌ପର୍‌ନ୍ନିଆ ସାର୍ଦା ଆଡିଙ୍ଗ୍‌ଡିଙ୍ଗ୍‌କେ ।
48 କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
ନେଙ୍ଗ୍‌ନେ ମେଁନେ ଜଗ୍ୟ ଣ୍ଡୁ ମାତର୍‌ ପର୍‍ମେସର୍‍ ନେଙ୍ଗ୍ ସୁଗୁଆ ଅର୍‍କିତ୍‍ ରେମୁଆଁ ଆଡ଼ାତ୍ରା ଦୟା ଆସୁଏକେ । ଏକେବାନ୍‍ ସାପାରେ ଆନେଙ୍ଗ୍‌କେ ସୁକ୍ ରେମୁଆଁ ଡାଗ୍‌ଚେ ବାସଙ୍ଗ୍‌ଆର୍‌ଏ ।
49 କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
ଡାଗ୍ଲା ସାପାଟୁ ବପୁରେ ପର୍‍ମେସର୍‍ ନେଙ୍ଗ୍‍ସା ମ୍ନା କାମ୍ ସାପା ଡିଙ୍ଗ୍ ବକେ । ମେଁଇଙ୍ଗ୍‌ନେ ମ୍ନି ପବିତ୍ର ।
50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।
ଜାଣ୍ଡେଇଂ ଆମେକେ ବୁଟ ଆର୍‌ଏ । ମେଁ ଆମେଇଂକେ କାଲାଆଃ ଲିବିସ ଏ ।
51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
ମେଁ ମେଁନେ ନ୍ତିନେ ବପୁ ଆଃସୁଏ ବକେ । ମେଁ ଆଂକାର୍ ରେମୁଆଁଇଂକେ ଚିନ୍‍ଚତର୍‍ ଆଡିଙ୍ଗ୍‌ଚେ ମେଁଇଙ୍ଗ୍‌ନେ ସାପା ଉପାୟ୍‌ ଦଂସ ଆଡିଙ୍ଗ୍‌କେ ।
52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
ପର୍‍ମେସର୍‍ ଇଃସାଙ୍ଗ୍‌ଇଂକେ ସିଂଆସନ ବୁନ୍ଦେ ଆଜର୍‍କେ । ଆରି ଗରିବ୍ ରେମୁଆଁଇଂକେ ଆମ୍ନାଏ ବକେ ।
53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
ମେଁ କେଡ଼େସ ଲେଃକ୍ନେ ରେମୁଆଁଇଂକେ ଚଙ୍ଗ୍‌ନେ ବିବକେ । ବାରି ସାଉକାର୍‌ ରେମୁଆଁଇଂକେ ସରା ନ୍ତିନ୍ନିଆ ଆଣ୍ତେ ବିବକେ ।
54 ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
ନେନେ ଅଃସେଣ୍ଡ୍ରେଇଂ ଆଡ଼ାତ୍ରା ମେଁନେ ପାର୍‌ମାନ୍ ମେଁ ରକ୍ୟା ଡିଂବକେ ବାରି ମେଁନେ ଚାକର୍‌ ଇଶ୍ରାୟେଲ୍‌କେ ସାଇଜ ଡିଂବକେ । ମେଁ ଆନେକେ ମେଁନେ ଦୟା ବିବକେ
55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” (aiōn g165)
ମେଁ ଆନେକେ ନ୍ତା ଞ୍ଜାଇଂକେ ଅବ୍ରାହାମ୍ ଆରି ମେଁନେ ଗୋ ଗିସିଆକେ ଜୁଗ୍ ଜୁଗ୍ ଦୟା ଆଃସୁଏନ୍‌ସା ବିବକ୍ନେ ଅସେନେ ସାମୁଆଁ ପାଲେ ବଆର୍‌କେ ।” (aiōn g165)
56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
ଆରି ମରିୟମ୍ ଞ୍ଜି ଆର୍‌କେ ଜାକ ଏଲିଶାବେଥ୍ ଡାଗ୍ରା ଲେଃଚେ ଇଡ଼ିଙ୍ଗ୍ ନିଜେନେ ଡୁଆ ଆଣ୍ଡେ ୱିଗ୍‌କେ ।
57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
ଇଡ଼ିଙ୍ଗ୍ ଏଲିଶାବେଥ୍‌ନେ ଣ୍ଡିଆ କୁମାନେ ଦିନା ଡିଙ୍ଗ୍ ୱେଗେ ମେଁ ମୁଇଙ୍ଗ୍ ଗଡ଼େଅ ଣ୍ଡିଆ କୁମାକେ ।
58 ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ।
ଆରି ମେଁନେ ଡୁଆ ଡାଗ୍ରାଣ୍ଡ୍ରେଇଂ ଆରି ଡୁଆଣ୍ଡ୍ରେଇଂ ଅଁକେ ଜେ ମାପ୍ରୁ ମେଁ ଆଡ଼ାତ୍ରା ଜବର୍ ଦୟା ଆସୁଏବକେ । ମେଇଂ ଏଲିଶାବେଥ୍ ସାର୍ଦା ଡିଙ୍ଗ୍‌କେ ।
59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ।
ଗଡ଼େଅନେ ଜନମ୍ ଡିଙ୍ଗ୍‌ନେ ତ୍ମା ଦିନା ମେଇଙ୍ଗ୍ ଗଡ଼େଅକେ ପବିତ୍ର ଆଃଡିଂନେ ପାଙ୍ଗ୍‌ଆର୍‌କେ ଆରି ମେଇଂ ଗଡ଼େଅନେ ମ୍ନି ମେଁନେ ଆବାଡ଼େନେ ମ୍ନି ଇସାବ୍‌ରେ ଜିଖରୀୟ ବିଃନେ ଚାଏଁଆର୍‍ଡିଙ୍ଗ୍‍ଗେ ।
60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ।
ମାତର୍‌ ମେଁ ଇୟାଙ୍ଗ୍‌ଡେ ବାସଙ୍ଗ୍‌କେ “ଣ୍ଡୁ ମେଁ ମ୍ନି ଜହନ୍ ବିଃପା ।”
61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ।
ରେମୁଆଁଇଂ ଏଲିଶାବେଥ୍‌କେ ବାସଙ୍ଗ୍‌କେ, “ପେନେ ନିଜର୍‌ନେ ରେମୁଆଁଇଂନ୍ନିଆ ଦେକ୍ ସୁଗୁଆ ମ୍ନି ଣ୍ଡୁ ।”
62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ।
ତେନ୍‌ ଇଡ଼ିଂ ମେଇଂ ମେଁନେ ବାଡ଼େକେ ସାଲିଆକୁକେ “ନାନେ ଏନ୍‌ ଗଡ଼େଅନେ ମ୍ନି ମେଁନେ ବିଃନେ ଚାଏଁ ନାଡିଙ୍ଗ୍‌କେ?”
63 ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ।
ଆକେନ୍ ଅଁଚେ ଜିଖରିୟ ଗୁଆର୍‍ନ୍‍ସା ଆମେଇଂକେ ମୁଇଙ୍ଗ୍ ଗୁଆର୍‍ନେ ବାଲା ସାଲିଆଚେ ଆତ୍‌ଅରିଆ ଗୁଆର୍‍ ଆର୍‌କେ ମେଁନେ “ମ୍ନି ଯହନ୍‍ ।”
64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ।
ସାପା ରେମୁଆଁ ଇରିଆତୁଗ୍ ୱେ ଆର୍‌ଗେ । ତେନ୍‌ ଇଡ଼ିଂ ଜିଆଃଜିଆଃ ଜିଖରୀୟନେ ତୁମୁଆଃ ରଃୱେଗେ । ମେଁ ବାଲିର୍ ୟାକେ । ମେଁ ପର୍‍ମେସର୍‍ନେ ପୁଜା ଡିଙ୍ଗ୍‌ନେ ମୁଲେକେ ।
65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ,
ମେଁଇଙ୍ଗ୍‌ନେ ଡୁଆ ଡାଗ୍ରାନେ ସାପା ରେମୁଆଁ ବୁଟ ଆର୍‌କେ । ଜିଉଦାନେ ସାପା କଣ୍ଡାରାଜିନେ ରେମୁଆଁ ଏନ୍‌ ସାପା ଗଟ୍‌ନା ବିସୟ୍‌ରେ ବାଲିର୍‌ବାତା ଡିଙ୍ଗ୍‌ନେ ମୁଲେକେ ।
66 ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
ଏନ୍‌ ସାମୁଆଁ ଜାଣ୍ଡେଇଂ ଅଁଆର୍କେ ମେଇଂ ଇରିଆତୁଗ୍ ୱେଆର୍‌କେ । ରେମୁଆଁଇଂ ବାବେ ଆର୍‌କେ ଜେ “ଏନ୍‌ ଗଡ଼େଅ ମେଁନେ ଡିଙ୍ଗ୍‌ଏ?” ମାପ୍ରୁନେ ନ୍ତି ଏନ୍‌ ଗଡ଼େଅ ଏତେ ଲେଃକେ ମେଇଂ ଦେକ୍‍ସୁଗୁଆ ବାବେ ଆର୍‌କେ ।
67 ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
ଆରି ମେଁନେ ଆବାଡ଼େ ଜିଖରୀୟ ପବିତ୍ର ଆତ୍ମାରେ ପୁର୍ତି ଡିଙ୍ଗ୍‌ଚେ ତଡ଼ିଆକେ । ଆରି ମେଁ ବବିସତ୍ ସାମୁଆଁ ବାସଙ୍ଗ୍‌କେ;
68 “ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
“ଇଶ୍ରାୟେଲନେ ମାପ୍ରୁ ପର୍‍ମେସର୍‍ନେ ପ୍ରସଂସା ଅସ୍‌ମାର୍ ସାର୍‍ପା । ମେଁ ନିଜେନେ ରେମୁଆଁଇଂକେ ସାଇଜ୍ୟ ଡିଙ୍ଗ୍‍ସା ପାଙ୍ଗ୍‌ଲେକେ ଆରି ଆମେଇଂକେ ମୁକ୍‌ତି ବିଃନ୍‍ସା ପାଙ୍ଗ୍‌ଲେକେ ।
69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,
ମେଁ ନେନ୍‍ସା ମେଁଇଙ୍ଗ୍‌ନେ ଚାକର୍‌ ଦାଉଦ୍‍ନେ ବଂସବାନ୍‍ ମୁଇଙ୍ଗ୍ ବପୁ ଲେଃକ୍ନେ ଉଦାର୍ କର୍ତ୍ତାକେ ବିବକେ ।
70 ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ, (aiōn g165)
ଅସେବାନ୍ ବାସାଚେ ଲେଃମ୍ୟାକ୍ନେ ନିଜେ ପବିତ୍ର ବାବବାଦିଇଂବାନ୍‍ ପର୍‍ମେସର୍‍ ଏନ୍‍ ଡିଙ୍ଗ୍ ଡାଗ୍‌ଚେ ବାସଙ୍ଗ୍‌ ବଗେ । (aiōn g165)
71 ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
ମେଁ ଆନେକେ ନେନେ ସତ୍ରୁଇଂନେବାନ୍ ବା ଆନେକେ ଇଙ୍ଗ୍‌ଚେ ଡିଙ୍ଗ୍‌ମ୍ୟାଣ୍ଡ୍ରେକେ ସାପାନେ ନ୍ତିବାନ୍‍ ଉଦାର୍ ଡିଙ୍ଗ୍ ବକେ ।
72 ଯେପରି ସେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
ମେଁ ନେନେ ନ୍ତା ଞ୍ଜାଇଂକେ ଦୟା ଆଃସୁଏଃଏ ଡାଗ୍‌ଚେ ବାସଙ୍ଗ୍‍ବଗେ ଆରି ମେଁ ମେଁନେ ପବିତ୍ର ନିୟମ୍‌ ମନେ ଡିଙ୍ଗ୍‍ବକେ ।
73 ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
ନେଇଂନେ ଆବା ଅବ୍ରାହାମ୍‍ନେ ଡାଗ୍ରା ମେଃନେ ପାର୍‌ମାନ୍ ଡିଂବଗେ ନିଜର୍ ଆତେନ୍‌ ପବିତ୍ର ନିୟମ୍ ମନେ ତ୍ଲାଗ୍‌ଡିଂକେ ।
74 ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,
ଜେ ମେଁ ଆନେକେ ନେନେ ସତ୍ରୁନେ ବପୁବାନ୍‍ ଆନ୍ତାର୍‌ଏ । ତେଲା ନେ ମାବ୍‌ଟଚେ ପର୍‍ମେସର୍‍ନେ ସେବା ଡିଙ୍ଗ୍‍ନେୟାଏ ।
75 ପବିତ୍ରତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି।
ନେ ଡିରକମ୍ ନିମାଣ୍ତା ଜିବନ୍‌ ମେଁନେ ସାମ୍ନାନ୍ନିଆ ପବିତ୍ର ବାରି ଦରମ୍‌ ଡିଙ୍ଗ୍‌ନେୟାଏ ।
76 ଆଉ ହେ ଶିଶୁ, ତୁ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
ଏ ନେଙ୍ଗ୍‌ନେ ଗଡ଼େଅ ନାନେ ସାପାବାନ୍‍ ମ୍ନା ଇସ୍‌ପର୍‌ନେ ମୁଇଙ୍ଗ୍ ବାବବାଦି ରକମ୍ ମ୍ନି ନାରାକଏ ମାପ୍ରୁନେ ପାଙ୍ଗ୍‌ନ୍‌ସା ରେମୁଆଁଇଂକେ ଆର୍ମେ ଆଡିଙ୍ଗ୍‍ସା ମାପ୍ରୁନେ ସେନୁଗ୍‍ ନା ପର୍‍ତୁମ୍‍ ନାୱେଏ ।
77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
ପର୍‍ମେସର୍‍ନେ ରେମୁଆଁଇଂକେ ନାନେ ଆଃମ୍ୟାଃନାବିଏ ଜେ ମେଁଇଙ୍ଗ୍‌ନେ ପାପ୍‍କେ କେମା ଡିଙ୍ଗ୍‌ନାବିଏ । ଆମେଇଂକେ ଉଦାର୍ ନେଡିଙ୍ଗ୍‍ଏ ।
78 ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ବରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ, ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ,
ଆରି ନେନେ ପଦ୍‍ ସାନ୍ତି ଗାଲିପାକା ଡୁଂପାଙ୍ଗ୍‍ ନ୍‍ସା । ନେନେ ଇସ୍‌ପର୍‌ନେ ଆଣ୍ଡିନେ ଆଲାଦ୍ ଲିବିସଃ ନ୍‌ସା ପରିତ୍ରାନ୍‍ନେ ସ୍ନି ନେନେ ଆଡ଼ାତ୍ରା ଆତାର୍ କିଗ୍‌ଏ ।
79 ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ (ବାପ୍ତିଜକ ଯୋହନ) ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।”
ଗୁଏଚେ ବୁଟଚେ ତାଙ୍ଗ୍‍କିକ୍‍ ବିତ୍ରେ ବାସା ଲେଃକ୍ନେ ରେମୁଆଁ ପର୍‍ମେସର୍‍ କିତଂନେ ତାର୍‌କିଗ୍ ଏତେ ସାଇଜ୍ୟ ଡିଙ୍ଗ୍‌ଏ । ମେଁ ଆନେକେ ସାନ୍ତି ଗାଲିପାକା ୱାଡୁଂୱେଏ ।”
80 ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।
ଆରି ଗଡ଼େଅ ମ୍ନାଚେ ଆତ୍ମାରେ ବପୁ ଡିଙ୍ଗ୍‌ନେ ଲାଗେକେ ଆରି ଇସ୍ରାଏଲ୍‍ ଡାଗ୍ରା ଉଡ୍ରା ଆଡିଙ୍ଗ୍ ଜାକ ରେମୁଆଁ ଣ୍ଡୁନେ ଜାଗାନ୍ନିଆ ଲେଃଗେ ।

< ଲୂକ 1 >