< ଯୋହନ 9 >

1 ଯୀଶୁ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ।
ୟୀଶୁ ସେନଃତାନ୍‌ ତାଇକେନ୍‌ ଇମ୍‌ତା ଜାନାମ୍‌ଏତେ କାଣାଁକାନ୍‍ ମିଆଁଦ୍‌ ହଡ଼କେ ନେଲ୍‌କିୟାଏ ।
2 ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା?
ଆଡଃ ଇନିୟାଃ ଚେଲାକ ଇନିଃକେ କୁଲିକିୟାଃକ, “ହେ ଗୁରୁ, ଅକଏୟାଃ ପାପ୍‌ ଖାତିର୍‌ ନିଃ କାଣାଁକେଦ୍‌ତେ ଜାନାମ୍‍ୟାନାଏ? ଚିୟାଃ ଆୟାଃ ପାପ୍‌ତେଗିଚି ଆୟାଃ ଏଙ୍ଗା ଆପୁକିନାଃ?”
3 ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।
ୟୀଶୁ କାଜିରୁହାଡ଼ାଦ୍‌କଆଏ, “ଇନିୟାଃ କାଣାଁକାନ୍‌ତେୟାଃ ଆୟାଃ ଚାଏ ଆୟାଃ ଏଙ୍ଗା ଆପୁକିନାଃ ପାପ୍‌ ନାଗେନ୍ତେଦ କାହାଗି ମେନ୍‌ଦ ନିଃତାଃରେ ପାର୍‌ମେଶ୍ୱାର୍‌ଆଃ କାମି ଉଦୁବଃକା ମେନ୍ତେ ଇନିଃ କାଣାଁକେଦ୍‌ତେ ଜାନାମ୍‌ କାନାଏ ।
4 ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି।
ସିଙ୍ଗି ତାଇନ୍‌ ତାଇନ୍‌ଗି ଆଇଙ୍ଗ୍‌କେ କୁଲ୍‍ନିୟାଃ କାମି ଆବୁକେ କାମି ଲାଗାତିୟାଃଁ, ଅକ ଘାଡ଼ିରେ ଜେତାଏ କାକ କାମି ଦାଡ଼ିୟାଃ ଏନ୍‌ଲେକାନ୍‌ ନିଦା ହିଜୁଃତାନା ।
5 ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।”
ଆଇଙ୍ଗ୍‌ ଅତେଦିଶୁମ୍‌ରେ ତାଇନ୍ ଜାକେଦ୍‌ ଅତେଦିଶୁମ୍‌ରେନ୍‌ ମାର୍ସାଲ୍‌ ତାନିଙ୍ଗ୍‌ ।”
6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ,
ନେୟାଁ କାଜିକେଦ୍‌ତେ ୟୀଶୁ ଅତେରେ ବେଏକ୍‌କେଦାଏ ଆଡଃ ଏନ୍‍ ବେଏକ୍‌ହାସାକେ ଲସଦ୍‌କେଦ୍‌ତେ ଏନ୍‌ ହଡ଼ରାଃ ମେଦ୍‌ରେ ଗସଃକେଦାଏ, ଆଡଃ ଇନିଃକେ ମେତାଇୟାଏ,
7 ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।
“ଜୁ ସେନଃମେ ଆଡଃ ‘ଶିଲୋହ’ ନୁତୁମ୍‌ ବାନ୍ଦାରେ ଆବୁଙ୍ଗ୍‌ଅଃମେ ।” ଇନିଃ ସେନଃୟାନ୍ତେ ଆବୁଙ୍ଗ୍‌ୟାନାଏ ଆଡଃ ନେନେଲ୍‍ତାନ୍‍ଲଃ ଅଡ଼ାଃତେ ହିଜୁଃୟାନାଏ ।
8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?
ଏନାତେ ହପର୍‌ଜାପାଃରେନ୍‍କ ଆଡଃ ଅକନ୍‌କ ଇନିଃକେ ସିଦା କଏଁତାନ୍‌ ନେଲାକାଇକ, କାଜିକେଦାଃକ “ଦୁବ୍‍କେଦ୍‌ତେ କଏଁତାନ୍‍ ତାଇକେନ୍‍ନିଃ ଚିୟାଃ ନିଃଗି ନାହାଲିଃ?”
9 କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି।
ଚିମିନ୍‌କ କାଜିକେଦା, “ନିଃଗି ତାନିଃ” ଆଡଃ ଏଟାଃକ କାଜିକେଦା, “ବାନଃ ନିଃ ଇନିଃଲେକାନିଃ ତାନିଃ ।” ଏନାତେ ଇନିଃ ଆଇଃକ୍‌ଗି କାଜିକେଦାଏ, “ଆଇଙ୍ଗ୍‌ ଇନିଃଗି ତାନିଙ୍ଗ୍‌ ।”
10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
୧୦ଏନ୍ତେ ଇନ୍‌କୁ ଇନିଃକେ କୁଲିକିୟାଃକ, “ଚିଲ୍‌କାତେ ନାହାଁଃ ଆମ୍‌ ନେଲ୍‌ଦାଡ଼ିତାନାମ୍‌?”
11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।
୧୧ଇନିଃ କାଜିରୁହାଡ଼ାଦ୍‌କଆଏ, “ଏନ୍‍ ୟୀଶୁ ନୁତୁମ୍‌ ହଡ଼ ବେଏକ୍‌ହାସାକେ ଲସଦ୍‌କେଦ୍‌ତେ ଆଇଁୟାଃ ମେଦ୍‍ରେ ଗସଃକେଦାଏ ଆଡଃ ଶିଲୋହରେୟାଃ ବାନ୍ଦାତେ ସେନ୍‌କେଦ୍‌ତେ ଆବୁଙ୍ଗ୍‌ଅଃମେ ମେତାଦିୟାଁଏ । ଏନ୍ତେ ଆଇଙ୍ଗ୍‌ ସେନ୍‌କେଦ୍‌ତେ ଆବୁଙ୍ଗ୍‌ୟାନ୍‌ ତର୍‌ସା ନେଲ୍‌ ଦାଡ଼ିକେଦାଇଙ୍ଗ୍‌ ।”
12 ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ।
୧୨ଇନ୍‌କୁ ଇନିଃକେ କୁଲିକିୟାଃକ, “ଇନିଃ କତାଃରିୟା?” ଇନିଃ ମେତାଦ୍‌କଆଏ, “ଆଇଙ୍ଗ୍‌ କାଇଙ୍ଗ୍‌ ସାରିୟାଃ ।”
13 ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ।
୧୩ଏନ୍ତେ ଜାନାମ୍‌ଏତେ କାଣାଁତାଇକେନ୍‌ ହଡ଼କେ ଇନ୍‌କୁ ଫାରୁଶୀକତାଃତେ ଇଦିକିୟାଃକ ।
14 ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର।
୧୪ୟୀଶୁ ଅକନ୍‌ ହୁଲାଙ୍ଗ୍‌ ହାସା ଲସଦ୍‌କେଦ୍‍ତେ କାଣାଁ ହଡ଼ରାଃ ମେଦ୍‌ ବୁଗିକାଇତାଇକେନାଏ, ଏନା ରୁଡ଼ୁନ୍‌ ହୁଲାଙ୍ଗ୍‌ ତାଇକେନା ।
15 ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି।
୧୫ଏନାମେନ୍ତେ ଇନିଃ ଚିଲ୍‌କାତେ ନେଲ୍‌ ଦାଡ଼ିକେନାଏ, ଏନା ଫାରୁଶୀକ ଇନିଃକେ ଆଡଃମିସା କୁଲିକିୟାଃକ । ଏନ୍ତେ ଇନିଃ ଇନ୍‌କୁକେ କାଜିୟାଦ୍‌କଆଏ, “ଇନିଃ ଆଇଁୟାଃ ମେଦ୍‌ରେ ଲସଦ୍‌ ହାସାକେ ଗସଃକେଦାଏ ଆଡଃ ଆଇଙ୍ଗ୍‌ ଆବୁଙ୍ଗ୍‌ୟାନାଇଙ୍ଗ୍‌ ଏନ୍ତେ ନାହାଁଃ ନେଲ୍‌ ଦାଡ଼ିତାନାଇଙ୍ଗ୍‌ ।”
16 ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
୧୬ଏନ୍ତେ ଫାରୁଶୀକଏତେ ଚିମିନ୍‌କ କାଜିକେଦା, “ନେୟାଁ କାମିକାଦ୍‌ ହଡ଼ ପାର୍‌ମେଶ୍ୱାର୍‌ସାଃଏତେ ନାହାଁଲିଃ, ଚିୟାଃଚି ଇନିଃଦ ରୁଡ଼ୁନ୍‌ ହୁଲାଙ୍ଗ୍‌କେ କାଏ ମାନାତିଙ୍ଗ୍‌ତାନା ।” ଆଡଃ ଏଟାଃକ କାଜିକେଦା, “ପାପିହଡ଼ ଚିଲ୍‌କାତେ ନେ ଲେକାନ୍ ପେଡ଼େୟାନ୍‌ କାମିକ କାମିଦାଡ଼ିୟାଏ?” ଏନ୍ତେ ଆକଆଃ ଥାଲାରେ ବିପିଙ୍ଗାଅୟାନାକ ।
17 ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଅଛୁ? ସେ କହିଲା, ସେ ଜଣେ ଭାବବାଦୀ।
୧୭ଏନାମେନ୍ତେ ଫାରୁଶୀକ ଏନ୍‌ ହଡ଼କେ ଆଡଃମିସା କୁଲିକିୟାଃକ, “ଆମାଃ ମେଦ୍‌ ବୁଗିକେଦ୍‌ମେୟାଏ ଇନିୟାଃ ବିଷାଏରେ ଆମ୍‌ ଚିନାଃମ୍‌ ମେନେତାନା?” ଇନିଃ ମେତାଦ୍‌କଆଏ, “ଇନିଃ ମିଆଁଦ୍‌ ନାବୀ ତାନିଃ ।”
18 ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ।
୧୮ଇନିଃ କାଣାଁ ତାଇକେନାଏ ଆଡଃ ନାହାଁଃ ନେଲ୍‌ ଦାଡ଼ିକେଦାଏ, ଏନ୍‌ ମେଦ୍‌ ବୁଗିୟାକାନ୍‌ ହଡ଼ଆଃ ଏଙ୍ଗା ଆପୁକିନ୍‌କେ ଆଉରି କୁଲିକିନ୍‌ ଜାକେଦ୍‌ ଯିହୁଦୀକଆଃ ହାକିମ୍‌କ କାକ ପାତିୟାର୍‌କେଦାଃ ।
19 ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
୧୯ଆଡଃ ଇନ୍‌କୁ ଇନ୍‌କିନ୍‌କେ କୁଲିକେଦ୍‍କିନାକ, “ମେଦ୍‌ କାଣାଁକେଦ୍‍ତେ ଜାନାମାକାନ୍‍ ହନ୍‌ ତାବେନାଃ ନିଃଗି ତାନିଃଚି? ଚିଲ୍‌କାତେ ନାହାଁଃ ଇନିଃ ନେଲ୍‌ ଦାଡ଼ିତାନାଏ?”
20 ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
୨୦ଇନିୟାଃ ଏଙ୍ଗାଆପୁକିନ୍‌ ମେତାଦ୍‌କଆକିନ୍‌, “ଇନିଃ ଆଲିଙ୍ଗ୍‌ୟାଁଃ ହନ୍‌ ତାନିଃ ଆଡଃ ମେଦ୍‌ କାଣାଁକେଦ୍‌ତେ ଜାନାମ୍‍କାନ୍‌ ତାଇକେନାଏ ନେୟାଁଲିଙ୍ଗ୍‌ ସାରିକାଦା,
21 କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ।
୨୧ମେନ୍‌ଦ ଇନିଃ ଚିଲ୍‌କାତେ ନାହାଁଃ ନେଲ୍‌ ଦାଡ଼ିତାନାଏ ଏନା କାଲିଙ୍ଗ୍‌ ସାରିୟାଃ, ଚାଏ ଅକଏ ଇନିୟାଃ ମେଦ୍‌ ବୁଗିକିୟାଏ ଏନାହ କାଲିଙ୍ଗ୍‌ ସାରିୟାଃ । ଇନିଃକେ କୁଲିପେ, ଇନିଃଦ ସେୟାନାନ୍‌ଗିୟାଏ, ଆୟାଃ କାଜି ଆଇଃକ୍‌ଗି କାଜିୟାଏ ।”
22 ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ।
୨୨ଇନିୟାଃ ଏଙ୍ଗାଆପୁକିନ୍ ଯିହୁଦୀକଆଃ ହାକିମ୍‌କଆଃ ବରତେ ନେ ସବେନାଃକିନ୍ କାଜିକେଦା, ଚିୟାଃଚି ଜେତାଏ ୟୀଶୁକେ ମାସି ତାନିଃ ମେନ୍ତେ ମାନାତିଙ୍ଗ୍‌ରେଦ ଇନିଃ ସାମାଜ୍‌ଅଡ଼ାଃଏତେ ଆତମଃଆଏ ମେନ୍ତେ ଯିହୁଦୀକ ଆକ ଆକରେକ ରୋଜୋଟକାଦ୍ ତାଇକେନାକ ।
23 ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
୨୩ଏନାମେନ୍ତେ ଇନିୟାଃ ଏଙ୍ଗାଆପୁକିନ୍‌ କାଜିୟାଦ୍‌କଆକିନ୍‌, “ଇନିଃ ସେୟାନାନ୍‌ଗିୟାଏ; ଇନିଃକେ କୁଲିପେ ।”
24 ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ।
୨୪ଏନ୍ତେ ଇନ୍‌କୁ ଏନ୍‌ ମେଦ୍‌ କାଣାଁକାନ୍‌ ହଡ଼କେ ଆଡଃମିସା କେଡ଼ାକେଦ୍‍ତେ କାଜିକିୟାଃକ, ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେ କିରିୟାକେଦ୍‌ତେ ସାର୍‌ତି କାଜିମେ, “ଆଲେ ସାରିତାନାଲେ ଅକ ହଡ଼ ଆମ୍‌କେ ନେନେଲ୍‌ ନାଙ୍ଗ୍‌ ପେଡ଼େଃ ଏମାକାଦ୍‌ମେୟାଁଏ, ଇନିଃ ପାପିତାନିଃ ।”
25 ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି।
୨୫ଏନ୍ତେ ଇନିଃ କାଜିରୁହାଡ଼ାଦ୍‍କଆଏ, “ଇନିଃ ପାପିହଡ଼ ତାନିଃ ଚାଏ ନାହାଁଲିଃ ଏନା କାଇଙ୍ଗ୍‌ ସାରିୟାଃ? ମିଆଁଦ୍‌ କାଜି ସାରିତାନାଇଙ୍ଗ୍‌, ଆଇଙ୍ଗ୍‌ କାଣାଁ ତାଇକେନାଇଙ୍ଗ୍‌, ଆଡଃ ନାହାଁଃ ନେଲ୍‌ ଦାଡ଼ିତାନାଇଙ୍ଗ୍‌ ।”
26 ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
୨୬ଏନ୍ତେ ଇନ୍‌କୁ ଇନିଃକେ ଆଡଃଗି କୁଲିକିୟାଃକ, “ଇନିଃ ଚିକ୍‌ନାଃ ଚିକାକେଦ୍‍ମେୟାଏ? ଆଡଃ ଚିଲ୍‌କାତେ କାଣାଁକାନ୍‌ ମେଦ୍‌ତାମାଃ ବୁଗିକେଦ୍‌ମେୟାଏ?”
27 ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
୨୭ଇନିଃ ଇନ୍‌କୁକେ ମେତାଦ୍‌କଆଏ, “ଆଇଙ୍ଗ୍‌ ସିଦାରେ ଆପେକେ କାଜିୟାଦ୍‌ପେୟାଇଙ୍ଗ୍‌, ଆଡଃ ଆପେ କାପେ ଆୟୁମ୍‌କେଦାଃ, ଚିନାଃ ମେନ୍ତେ ଆଡଃଗି ଆୟୁମ୍‌ ସାନାଙ୍ଗ୍‌ତାନାପେ? ଚିୟାଃ ଆପେୟଚି ଇନିୟାଃ ଚେଲା ବାଇୟଃ ସାନାଙ୍ଗ୍‌ତାନାପେ?”
28 ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ।
୨୮ଏନ୍ତେ ଇନ୍‌କୁ ଇନିଃକେ ସାର୍‌ପାଅକେଦ୍‌ତେ କାଜିକିୟାଃକ, “ଆମ୍‌ ଇନିୟାଃ ଚେଲା ତାନ୍‌ମେ ମେନ୍‌ଦ ଆଲେ ମୁଶାରାଃ ଚେଲାକ ତାନ୍‍ଲେ ।
29 ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ।
୨୯ମୁଶାଲଃ ପାର୍‌ମେଶ୍ୱାର୍‌ ଜାଗାର୍‍ତାନ୍ ତାଇକେନାଏ ନେୟାଁଲେ ସାରିତାନା ମେନ୍‌ଦ ନିଃ କତାଃଏତେ ହିଜୁଃକାନାଏ, ଏନା କାଲେ ସାରିୟାଃ ।”
30 ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା।
୩୦ଏନ୍‍ ହଡ଼ ଇନ୍‌କୁକେ କାଜିରୁହାଡ଼ାଦ୍‍କଆଏ, “ଇନିଃ କତାଃଏତେ ହିଜୁଃକାନାଏ ଏନା କାପେ ସାରିୟାଃ ଆଡଃ ଇନିଃ ଆଇଁୟାଃ ମେଦ୍‌ ବୁଗିକେଦିୟାଁଏ, ନେୟାଁଦ ଆକ୍‌ଦାନ୍ଦାଅ କାଜିତାନାଃ ।
31 ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି।
୩୧ପାର୍‌ମେଶ୍ୱାର୍‌ ପାପିକଆଃ ବିନ୍ତି କାଏ ଆୟୁମାଃ, ନେୟାଁବୁ ସାରିତାନା, ମେନ୍‌ଦ ଜେତାଏ ପାର୍‌ମେଶ୍ୱାର୍‌କେ ସୁସାରିରେଦ ଆଡଃ ଆୟାଃ ମନେଲେକାତେ ସେସେନ୍‍ରେଦ ଇନିୟାଃ ବିନ୍ତି ଆୟୁମେୟାଏ ।
32 କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। (aiōn g165)
୩୨ଅତେଦିଶୁମ୍‌ରେୟାଃ ମୁନୁଏତେ ଜେତାଏ ହଡ଼ ଜାନାମ୍‌କାଣାଁକେ ବୁଗିତେୟାଃ, ଚିଉଲାହ କା ଆୟୁମ୍‌କାନା । (aiōn g165)
33 ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
୩୩ନେ ହଡ଼ ପାର୍‌ମେଶ୍ୱାର୍‌ତାଃଏତେ କାଏ ହିଜୁଃକାନ୍‌ରେଦ ଚିଉଲାହ ଜେତ୍‌ନାଃ କାଏ କାମି ରିକାଦାଡ଼ିତେୟାଃ ।”
34 ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ।
୩୪ଇନ୍‌କୁ ଇନିଃକେ କାଜିରୁହାଡ଼୍‌କିୟାଃକ, “ଆମ୍‌ଦ ପାପ୍‌ରେ ଜାନାମ୍‌କେଦ୍‌ତେ ପାପ୍‌ରେ ମେନାମେଆ ଆଡଃ ଆମ୍‌ଚି ଆଲେକେ ଇତୁ ସାନାଙ୍ଗ୍‌ତାନାମ୍‌?” ଏନ୍ତେ ଇନ୍‌କୁ ଇନିଃକେ ସାମାଜ୍‌ଅଡ଼ାଃଏତେ ବାହାରି ଅଡଙ୍ଗ୍‌କିୟାଃକ ।
35 ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ?”
୩୫ଇନ୍‌କୁ ଇନିଃକେ ସାମାଜ୍‌ଅଡ଼ାଃଏତେ ବାହାରି ଅଡଙ୍ଗ୍‌କିୟାଃକ, ନେୟାଁ ୟୀଶୁ ଆୟୁମ୍‌କେଦ୍‌ତେ ଇନିଃକେ ନେଲ୍‍ନାମ୍‍ତାଇଲଃ କୁଲିକିୟାଏ, “ଚିୟାଃ ଆମ୍‌ ମାନୱାହନ୍‌ତାଃରେ ବିଶ୍ୱାସେତାନାମ୍‌?”
36 ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି?
୩୬ଇନିଃ କାଜିରୁହାଡ଼୍‌କିୟାଏ, “ହେ ପ୍ରାଭୁ, ଇନିଃ ଅକଏ ତାନିଃ କାଜିମେ, ଆଇଙ୍ଗ୍‌ଦ ଇନିଃରେ ବିଶ୍ୱାସେଆଇଙ୍ଗ୍‌ ।”
37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।”
୩୭ୟୀଶୁ ଇନିଃକେ କାଜିକିୟାଏ, “ଆମ୍‌ ଇନିଃକେ ନେଲାକାଇୟାମ୍‌, ଆଡଃ ଇନିଃ ଆମାଃଲଃ ଜାଗାର୍‍ତାନ୍‌ନିଃଗି ତାନିଃ ।”
38 ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା।
୩୮ଏନ୍ତେ ଇନିଃ “ହେ ପ୍ରାଭୁ, ଆଇଙ୍ଗ୍‌ ବିଶ୍ୱାସ୍‌ ତାନାଇଙ୍ଗ୍‌” ମେତାଇୟାଏ ଆଡଃ ଇନିଃକେ ଅମ୍ବାଃକେଦ୍‌ତେ ଜହାର୍‌କିୟାଏ ।
39 ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।”
୩୯ୟୀଶୁ ମେତାଇୟାଏ, “ହଡ଼କଆଃ ବିଚାର୍‌ ନାଗେନ୍ତେ ଆଇଙ୍ଗ୍‌ ଅତେଦିଶୁମ୍‌ତେ ହିଜୁଆକାନାଇଙ୍ଗ୍‌ ।” କା ନେଲ୍‍ତାନ୍‍କ ନେଲେୟାକ ଆଡଃ ନେନେଲ୍‌ତାନ୍‌କ କାଣାଁୱାଃ ।
40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
୪୦ଇନିଃଲଃ ତାଇକେନ୍‌ ଫାରୁଶୀକ ନେୟାଁ ଆୟୁମ୍‌କେଦ୍‌ତେ ମେନ୍‍କେଦାଃକ, “ଚିୟାଃ ଆଲେୟଚି କାଣାଁକାନାଲେ?”
41 ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”
୪୧ୟୀଶୁ ଇନ୍‌କୁକେ କାଜିୟାଦ୍‌କଆଏ, “ଆପେ କାଣାଁକାନ୍‌ରେଦ ଆପେୟାଃ ପାପ୍‌ କା ତାଇନ୍‍ତେୟାଃ, ମେନ୍‌ଦ ଆଲେ ନେଲେତାନାଲେ, ନେୟାଁ ନାହାଁଃ କାଜିତାନାପେ ଏନାମେନ୍ତେ, ଆପେୟାଃ ପାପ୍‌ ତାଇନଃତାନା ।”

< ଯୋହନ 9 >