< ଯୋହନ 7 >
1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
ଇଦାଂ ପାଚେ ଜିସୁ ଗାଲିଲିତ ବୁଲାଆଦେଂ ଲାଗାତାନ୍, ଇନାକିଦେଂକି ଜିହୁଦିର୍ ତାଙ୍ଗେଙ୍ଗ୍ ଟାଣ୍ତେ ଅହ୍ନି କାଜିଂ ସେସ୍ଟା କିଜ଼ି ମାଚିଲେ, ହେୱାନ୍ ଜିହୁଦା ଦେସ୍ତ ବୁଲାଆଦେଂ ମାନ୍ କିୱାଦାଂ ମାଚାନ୍ ।
2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
ଜିହୁଦିର୍ କୁଡ଼ିୟା ବାହା ପାର୍ବୁନି ସମୁ ଲାଗେ ୱାଜ଼ି ମାଚାତ୍,
3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
ତା ଟଣ୍ଡାହିର୍ ତାଙ୍ଗେଙ୍ଗ୍ ଇଚାର୍, “ଏନ୍ ଜେ ଇନା କାମାୟ୍ କିତାୟ୍ନା, ହେ ୱିଜ଼ୁ ଇନେସ୍କି ନି ଚେଲାର୍ ପା ହୁଡ଼୍ନାର୍, ଇଦାଂ କାଜିଂ ଇବେଣ୍ଡାଂ ହସି ହାଲ୍ଜି ଜିହୁଦା ଦେସ୍ତ ହାଲାଟ୍,
4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
ଇନାକିଦେଂକି ଇନେର୍ ଚଞ୍ଜିୟାଦେଂ ମାନ୍ କିତାନ୍ ଡ଼ୁଗ୍ଜି ଇନାକା କିଉନ୍ । ଏପେଙ୍ଗ୍ ଜଦି ୱିଜ଼ାଦେର୍, କିନାଦେରା, ଲାଗିଂ ଜାର୍ତିଂ ପୁର୍ତି ତାକେ ଚଚାଟ୍ ।”
5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
ଇନାକିଦେଂକି ତା ଟଣ୍ଡାହିର୍ ପା ତା ତାକେ ପାର୍ତି କିୱାଦାଂ ମାଚାର୍ ।
6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
ହେବେ ଜିସୁ ହେୱାରିଂ ଇଚାନ୍, “ନା ସମୁ ନଙ୍ଗ୍ ପାତେକ୍ ଏକା ୱାଉତେ, ମାତର୍ ମି ସମୁ ଏକା ୱାତାତେ ।
7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
ପୁର୍ତି ମିଙ୍ଗେଙ୍ଗ୍ ଗିଣ୍ କିଦୁତ୍, ମାତର୍ ନାଙ୍ଗେଙ୍ଗ୍ ଗିଣ୍ କିଦ୍ନାତ୍, ଇନାକିଦେଂକି ତା କାମାୟ୍ ଜେ କାରାପ୍, ଆନ୍ ଇ ସାକି ହିତାଙ୍ଗ୍ନା ।
8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
ଏପେଙ୍ଗ୍ ଇ ପାର୍ବୁତ ହାଲାଟ୍, ଆନ୍ ନଙ୍ଗ୍ ଇ ପାର୍ବୁତ ହାଲୁଙ୍ଗା, ଇନାକିଦେଂକି ନା ସମୁ ଇ ପାତେକ୍ ଏକା ୱାଉତେ ।”
9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
ଜିସୁ ହେୱାରିଂ ଇ ୱିଜ଼ୁ କାତା ଇଞ୍ଜି, ଗାଲିଲିତ ମାଚାନ୍ ।
10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
ମାତର୍ ତାଂ ଟଣ୍ଡାହିର୍ ପାର୍ବୁତ ହାଚି ପାଚେ ହେୱାନ୍ ପା ହାଚାନ୍, ଚଞ୍ଜିୟାଆୱାଦାଂ ଆକାୟ୍, ମତର୍ ର ବାନି ଡ଼ୁଗ୍ଜି ।
11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
ଲାଗିଂ ଜିହୁଦି ନେତାର୍ ପାର୍ବୁତ ତାଙ୍ଗେଙ୍ଗ୍ ଡେକ୍ଚି ଡେକ୍ଚି ୱେନ୍ବାତାର୍, “ହେୱାନ୍ ଜେ?”
12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
ଆରେ, ତା ବିସ୍ରେ ମାନାୟାର୍ ବିତ୍ରେ ବେସି ହେୱାର୍ ହେୱେର୍ କାଲେ କାଲେ ବେଣ୍ କିଦେଙ୍ଗ୍ ଲାଗାତାର୍; “ଇନେ ଇନେର୍ ଇଚାର୍, ହେୱାନ୍ ରକାନ୍ ହାର୍ ଲଗୁ, ଆରେ ଇନେ ଇନେର୍ ଇଚାର୍, ଆକାୟ୍, ହେୱାନ୍ ମାନାୟାରିଂ ବୁଲ୍କାୟ୍କିନାନା ।”
13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
ଆତିସ୍ପା ଜିହୁଦି ନେତାର୍ ପାଣ୍ଡ୍ରୁତିଂ ତା ବିସ୍ରେ ୱେଚ୍ଚେଙ୍ଗ୍ ଇନେର୍ ଇନାକା ଇନ୍ୱାଦାଂ ମାଚାର୍ ।
14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
ମାତର୍ ପାର୍ବୁନି ଆଦା ସମୁ ହାଚି ପାଚେ, ଜିସୁ ମନ୍ଦିର୍ତ ହାଲ୍ଜି ହିକ୍ୟା ହିଦେଂ ଲାଗାତାନ୍ ।
15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
ଇବେ ଜିହୁଦି ନେତାର୍ କାବା ଆଜ଼ି ଇଚାର୍, “ଇୱାନ୍ ପାଟ୍ ପଡ଼ିକିୱାଦାଂ ଇନେସ୍ ପୁଚାନ୍?”
16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
ଲାଗିଂ ଜିସୁ ହେୱାରିଂ ଉତର୍ ହିତାନ୍, “ନା ହିକ୍ୟା ନା ଜାର୍ତି ଆକାୟ୍, ମାତର୍ ନାଙ୍ଗ୍ ପକ୍ତାତାକାନ୍ତି ଇସ୍ୱର୍ତାଂ ୱାନି ହିକ୍ୟା ହିନାଙ୍ଗା ।
17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
ଇନେର୍ ଜଦି ଇସ୍ୱର୍ ଇଚା ମାନି କିଦେଙ୍ଗ୍ ମାନ୍କିନାନ୍, ତା ଆତିସ୍ ଇ ହିକ୍ୟା ଇସ୍ୱର୍ତାଂ ଆତାତ୍ନ୍ନା, କି ଆନ୍ ନି ତାକେଣ୍ଡାଂ ଇଞ୍ଜ୍ନାଙ୍ଗା, ହେଦାଂ ହେୱାନ୍ ପୁନାନ୍ ।
18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
ଇନେନ୍ ଜାର୍ତାଂ ଇନାନ୍, ହେୱାନ୍ ନିଜେ ଜାଜ୍ମାଲ୍ ପାୟା ଆଦେଂ ଦାହ୍ନାନ୍, ମାତର୍ ଇନେନ୍ ଜାର୍ ପକ୍ତାତାକାନିଂ ପାଦ୍ ପାୟା ଆଦେଂ ଦାହ୍ନାନ୍, ହେୱାନ୍ ହାତ୍ପା ଇନାନ୍, ଆରେ ତାତାକେ ଇନାକାପା ଅଦାର୍ମି ମିଚ୍ ହିଲୁତ୍ ।
19 ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
ମସା ଇନାକା ମିଙ୍ଗେଙ୍ଗ୍ ବିଦି ହିଦ୍ୱାତାନ୍ନା? ଆତିସ୍ପା ମି ବିତ୍ରେ ରୱାନ୍ ପା ବିଦି ମାନି କିଉଦେରା । ଏପେଙ୍ଗ୍ ଇନାକିଦେଂ ନାଙ୍ଗେଙ୍ଗ୍ ଅସ୍ତେଦେଂ ସେସ୍ଟା କିଦ୍ନାଦେରା?”
20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
“ମାନାୟାର୍ ଉତର୍ ହିତାର୍,” ନିଙ୍ଗେଙ୍ଗ୍ ପୁଦା ଆସ୍ତାତାନ୍ନା, “ଇନେର୍ ନିଙ୍ଗେଙ୍ଗ୍ ଅସ୍ତେଦେଂ ସେସ୍ଟା କିଦ୍ନାରା?”
21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
ଜିସୁ ହେୱାରିଂ ଉତର୍ ହିତାନ୍, “ଆନ୍ କାବାଆନି କାମାୟ୍ କିତାଙ୍ଗ୍, ଆରେ ଏପେଙ୍ଗ୍ ୱିଜ଼ାଦେର୍ କାବା ଆତାଦେର୍ଣ୍ଣା ।
22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
ଇ କାଜିଂ ମସା ମିଙ୍ଗେଙ୍ଗ୍ ସୁନ୍ନତ୍ ବିଦି ହିତ୍ତାନ୍ନା ଇଦାଂ ଜେ ମସାତାକେଣ୍ଡାଂ ଆତାତ୍ନ୍ନା, ହେଦାଂ ଆକାୟ୍, ମାତର୍ ଆକର୍ତାଂ, ଆରେ ଏପେଙ୍ଗ୍ ଜମ୍ନିବାର୍ ନାଜିଂ କାଡ଼୍ଦେରିଂ ସୁନ୍ନତ୍ କିନାଦେରା ।
23 ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
ମସାତି ବିଦି ୱିଜ଼୍ୱି କାଜିଂ ଜଦି ଜମ୍ନିବାର୍ ନାଜିଂ କାଡ଼୍ଦେଂ ସୁନ୍ନତ୍ ପାୟା ଆନାନ୍, ତା ଆତିସ୍ ଆନ୍ ଜମ୍ନିବାର୍ ନାଜିଂ ରୱାନ୍ କାଡ଼୍ଦେଂ ୱିଜ଼ୁ ଉଜ୍ କିତିଲେ ଏପେଙ୍ଗ୍ ଇନାକିଦେଂ ନା ଜପି ରିସା କିଦ୍ନାଦେରା?
24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
ବାର୍ତି ବିସ୍ରେ ହୁଡ଼୍ଜି ବିଚାର୍ କିୱାଦାଂ ନ୍ୟାୟ୍ ବିଚାର୍ କିୟାଟ୍ ।”
25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
ଇବେ ଜିରୁସାଲମ୍ ନିକାର୍ ବିତ୍ରେ ଇନେର୍ ଇନେର୍ ଇଞ୍ଜେଙ୍ଗ୍ ଲାଗାତାର୍, “ଜିହୁଦି ନେତାର୍ ହେୱାର୍ ଇନେକିଦେଂ ଅହ୍ନି କାଜିଂ ସେସ୍ଟା କିଜ଼ି ମାଚାର୍, ଇୱାନ୍ ଇନାକା ହେୱାନ୍ ଆକାୟ୍?
26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
ଆରେ ହୁଡ଼ାଟ୍, ହେୱାନ୍ ହପ୍ଚି କାତା ଇଞ୍ଜ୍ନାନା, ଆରେ ହେୱାର୍ ତାଙ୍ଗେଙ୍ଗ୍ ଇନାକା କିଉରା । ଇୱାନ୍ ଜେ କ୍ରିସ୍ଟ, ଇୱାନ୍ ଇନାକା ନେତାର୍ ହାତ୍ପା ପୁଚାରେ?
27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
ଇନାକା ଆୟେତ୍, ଇୱାନ୍ତି ଆରମ୍ ଆସେଙ୍ଗ୍ ପୁନାସ୍, ମାତର୍ ମସିୟା ଏଚେକାଡ଼୍ଦ ୱାନାନ୍, ହେ ପାଦ୍ନା ତା ଆରମ୍ ଇନେର୍ ପୁନୁର୍ ।”
28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
ହେବେ ଜିସୁ ମନ୍ଦିର୍ତ ହିକ୍ୟା ହିଉ ହିଉ ଗାଜା କାଟ୍ତାଂ ଇଚାନ୍, ଏପେଙ୍ଗ୍ ନାଙ୍ଗେଙ୍ଗ୍ ଆରି ନା ଉବ୍ଜାଣ୍ ରିୟାଦେର୍ ପୁନାଦେର୍? ଆନ୍ ନିଜେତାଂ ୱାୱାତାଙ୍ଗ୍ନା, “ମାତର୍ ନା ପକ୍ତାତାକାନ୍ ହାତ୍ପା, ତାଙ୍ଗେଙ୍ଗ୍ ଏପେଙ୍ଗ୍ ପୁନୁଦେରା ।
29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
ଆନ୍ ତାଙ୍ଗେଙ୍ଗ୍ ପୁନାଙ୍ଗ୍, ଇନାକିଦେଂକି ଆନ୍ ତା ତାକେଣ୍ଡାଂ ୱାତାଙ୍ଗ୍ନା, ଆରେ ହେୱାନ୍ ନାଙ୍ଗେଙ୍ଗ୍ ପକ୍ତାତାନ୍ନା ।
30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
ହେବେ ହେୱାର୍ ତାଙ୍ଗେଙ୍ଗ୍ ଆସ୍ତେଙ୍ଗ୍ ସେସ୍ଟା କିତାର୍; ମାତର୍ ଇନେର୍ ତା ଜପି କେଇ କିୱାତାର୍, ଇନାକିଦେଂକି ତା ସମୁ ହେ ପାତେକ୍ ଏକା ୱାୱାଦାଙ୍ଗ୍ ମାଚାତ୍ ।
31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
ମାତର୍ ମାନାୟାର୍ ବିତ୍ରେ ହେନି ତାତାକେ ପାର୍ତି କିଜ଼ି ଇଞ୍ଜେଙ୍ଗ୍ ଲାଗାତାର୍, ଇୱାନ୍ ଜେ ୱିଜ଼ାର୍ କାବାଆନି କାମାୟ୍ କିତାନ୍ନ୍ନା, କ୍ରିସ୍ଟ ୱାଜ଼ି ତା ତାକେଣ୍ଡାଂ ଇନାକା ଆଦିକ୍ କିନାନ୍?”
32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
ପାରୁସିର୍ ମାନାୟାର୍ ତା ବିସ୍ରେ ବେଣ୍କିବାଆନାକା ୱେନ୍ଞ୍ଜି ଆରେ ମୁଡ଼୍ ମାପ୍ରୁହେବାକିନାକାନ୍ ଆରି ପାରୁସିର୍ ତାଙ୍ଗେଙ୍ଗ୍ ଆହ୍ନି କାଜିଂ କାନାକାରିଂ ପକ୍ତାର୍ ।
33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
ହେବେ ଜିସୁ ଇଚାନ୍, “ଆନ୍ ଆରେ ଅଲପ୍ ସମୁ ମି ଲାହାଙ୍ଗ୍ ମାନ୍ଗାନାଙ୍ଗ୍ ଆରେ ପକ୍ତାତାକାନ୍ ତାକେ ହାନାଙ୍ଗା ।
34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
ଏପେଙ୍ଗ୍ ନାଙ୍ଗେଙ୍ଗ୍ ଡେକ୍ତାନାଦେର୍, ମତର୍ ଗାଟାଆଦୁଦେର୍; ଆରେ, ଆନ୍ ଇମେତାକେ ମାନାଙ୍ଗ୍, ଏପେଙ୍ଗ୍ ହେବେ ହାଞ୍ଜେଙ୍ଗ୍ ଆଡୁଦେର୍ ।”
35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
ହେବେ ଜିହୁଦିର୍ ହେୱେର୍ ହେୱାର୍ ଇଚାର୍, “ଇୱାନ୍ ଇମେତାକେ ହାଞ୍ଜେଙ୍ଗ୍ ହତ୍ତାନ୍ନା ଜେ, ଆସେଙ୍ଗ୍ ତାଙ୍ଗେଙ୍ଗ୍ ଗାଟାଆଉସ୍? ଇୱାନ୍ ଇନାକା ଗ୍ରିକ୍ନିକାର୍ ବିତ୍ରେ ଜେତ୍ କେତ୍ ଜିହୁଦିର୍ ତାକେ ହାଲ୍ଜି ଗ୍ରିକ୍ନିକାରିଂ ହିକ୍ୟା ହିଦେଂ ହତ୍ତାନ୍ନା?
36 “ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
ଏପେଙ୍ଗ୍ ନାଙ୍ଗେଙ୍ଗ୍ ଡେକ୍ତାନାଦେର୍, ମତର୍ ଗାଟା ଆଦୁଦେର୍, ଆରେ ଆନ୍ ଇମେତାକେ ମାନାଙ୍ଗ୍, ଏପେଙ୍ଗ୍ ହେବେ ହାଞ୍ଜେଙ୍ଗ୍ ଆଡୁଦେର୍, ହେୱାନ୍ ଇ ଇମ୍ଣି କାତା ଇଚାନ୍, ହେ ଅରତ୍ ଇନାକା?”
37 ଶେଷଦିନ, ଅର୍ଥାତ୍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
ୱିସ୍ତି ନାଜିଂ, ଇଚିସ୍, ପାର୍ବୁନି ଗାଜା ଦିନ୍ତ, ଜିସୁ ନିଲ୍ଚି ଗାଜା କାଟ୍ତାଂ ଇଚାନ୍, ଇନେର୍ ଜଦି ଏସ୍କି ଆନାନ୍, “ଲାଗିଂ ହେୱାନ୍ ନା ତାକେ ୱାୟେନ୍ ।
38 ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
ଦରମ୍ ସାସ୍ତର୍ ଲେକାଆତାତ୍ନା, ଇନେନ୍ ନା ତାକେ ପାର୍ତି କିଜ଼ି ହେୱାନ୍ ଉଣେନ୍, ତା ୱାସ୍କିତାଂ ଜିବୁନ୍ନି ଏଜ଼ୁଂ ଡ଼ିଜ଼ି ହାନିକ୍ ।”
39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
ତା ତାକେ ପାର୍ତି କିୱାକାର୍ ଇମ୍ଣି ଜିବୁନ୍ ପାୟାନି କାଜିଂ ହାଲ୍ଜି ମାଚାର୍, ଜିସୁ ବିସ୍ରେ ହେୱାନ୍ ଏପେଙ୍ଗ୍ ଇଚାନ୍, ଇନାକିଦେଂକି ଜିସୁ ହେପାତେକ୍ ଜାଜ୍ମାଲ୍ ପାୟାଆୱି କାଜିଂ ହେୱାର୍ ପୁଇପୁୟା ଜିବୁନ୍ ପାୟା ଆୱାଦାଂ ମାଚାର୍ ।
40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
ଲାଗିଂ ମାନାୟାର୍ ବିତ୍ରେ ଇନେ ଇନେର୍ ଇ କାତା ୱେନ୍ଞ୍ଜି ଇଞ୍ଜେଙ୍ଗ୍ ଲାଗାତାର୍, “ଇୱାନ୍ ହାତ୍ପା ହେ ବେଣ୍ବାକ୍ଣାୟ୍କିନାକାନ୍ ।”
41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
ବିନେନିକାର୍ ଇଞ୍ଜେଙ୍ଗ୍ ଲାଗାତାର୍, “ଇୱାନ୍ କ୍ରିସ୍ଟ ।” ମାତର୍ ଇନେ ଇନେର୍ ଇଞ୍ଜେଙ୍ଗ୍ ଲାଗାତାର୍, “ଇନାକା ମସିୟା ଗାଲିଲିତାଂ ୱାଉନ୍!
42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
କ୍ରିସ୍ଟ ଜେ ଦାଉଦ୍ ଲାତ୍ରାତାଂ ଆରି ଦାଉଦ୍ ନିକାର୍ ଇମେତାକେ ମାଚାର୍, ହେ ବେତ୍ଲିହିମ୍ ନାସ୍ତାଂ ୱାନାନ୍, ଇଦାଂ ଇନାକା ଦରମ୍ ସାସ୍ତର୍ ବଚନ୍ ଇନୁତା?”
43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
ଲାଗିଂ ମାନାୟାର୍ ବିତ୍ରେ ତା କାଜିଂ ବାଗ୍ଆନାକା ଗିଟା ଆତାତ୍ ।
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
ଆରେ, ହେୱାର୍ ବିତ୍ରେତାଂ କେତେ ଜାଣ୍ ଆସ୍ତେଙ୍ଗ୍ ଇଚା କିଜ଼ି ମାଚାର୍, ମାତର୍ ଇନେର୍ ତା ଜପି କେଇ କିୱାତାର୍ ।
45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
ୱିସ୍ତି ବିତ୍ରେ କାନାକାର୍ ମାସ୍ଦି ୱାତିଲେ ମୁଡ଼୍ ମାପ୍ରୁହେବାକିନାକାନ୍ ଆରି ପାରୁସିର୍ ତାକେ ମାସ୍ଦି ୱାତାର୍, ଆରେ ହେୱାର୍ ହେୱାରିଂ ୱେନ୍ବାତାର୍, “ଏପେଙ୍ଗ୍ ଇନାକିଦେଂ ତାଙ୍ଗେଙ୍ଗ୍ ତାସ୍ ୱାୱାତାଦେର୍?”
46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
କାନାକାର୍ ଉତର୍ ହିତାର୍, “ଇ ମାନାୟ୍ ଇନେସ୍କି କାତା ଇନାନ୍, ଇମ୍ଣି ମାନାୟ୍ ଇନାୱାଡ଼ାଂ ହେ ଲାକେ ଇନ୍ୱାତାଂନ୍ନା ।”
47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
“ହେବେ ପାରୁସିର୍ ହେୱାରିଂ ଉତର୍ ହିତାର୍,” ଏପେଙ୍ଗ୍ ପା ଇନାକା ବୁଲ୍କାଇ କିୟାତାଦେର୍?
48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
“ନେତାର୍ ବିତ୍ରେ କି ପାରୁସିର୍ ବିତ୍ରେ ଇନାକା ଇନେର୍ ତା ତାକେ ପାର୍ତି କିନାରା, ଇଦାଂ ଏନ୍ ପୁନାୟ୍?
49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
ମାତର୍ ଇ ଇମ୍ଣି ଲଗୁ ମସାତି ବିଦି ପୁନୁର୍, ହେଦାଂ କାଜିଂ ଇୱାର୍ ୱିଜ଼ାର୍ ବାଗ୍ଇଟ୍ୟାଆତି ମାନାୟାର୍ ।”
50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
ଇମ୍ଣି ନିକଦିମ୍ ଇଦାଂ ପାଚେ ତା ତାକେ ୱାଜ଼ି ମାଚାନ୍ ଆରି ଜେ ହେୱାର୍ ବିତ୍ରେ ରୱାନ୍, ହେୱାନ୍ ହେୱାରିଂ ୱେନ୍ବାତାନ୍,
51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
“ର ମାନାୟ୍ ତାଙ୍ଗ୍ ପର୍ତୁମ୍ ୱେନ୍ୱାଦାଂ ଆରି ତା ମାନି ବିସ୍ରେ ପୁନ୍ୱାଦାଂ ମା ବିଦି ଇନାକା ତାଙ୍ଗେଙ୍ଗ୍ ଦସ୍ କିତାର୍?”
52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
“ହେୱାର୍ ତାଙ୍ଗେଙ୍ଗ୍ ଉତର୍ ହିତାର୍,” ଏପେଙ୍ଗ୍ପା ଇନାକା ର ଗାଲିଲି ମାନାୟ୍? ଗାଲିଲିତାଂ ଇମ୍ଣି ବେଣ୍ବାକ୍ଣାୟ୍କିନାକାନ୍ ହତୁର୍, “ଇଦାଂ ଇଟ୍କାଡ଼୍ କିଜ଼ି ହୁଡ଼ାଟ୍ ।”
53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,
ଆରେ ହେୱାର୍ ୱିଜ଼ାର୍ ଜାର୍ ଜାର୍ ଇଞ୍ଜ ହାଚାର୍ ।