< ଯୋହନ 6 >

1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ହ୍ରଦର ଆରପାରିକୁ ଗଲେ।
ଏନା ତାୟମ୍‌ତେ ୟୀଶୁ ଗାଲିଲ୍‌ ଚାଏ ତିବିରିୟା ଦରେୟା ହାନ୍‌ ପାରମ୍‌ତେ ସେନଃୟାନାଏ ।
2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ।
ଆଡଃ ପୁରାଃ ଗାଦେଲ୍‌ ହଡ଼କ ଇନିଃକେ ଅତଙ୍ଗ୍‌କିୟାଃକ, ଚିୟାଃଚି ଇନ୍‍କୁଦ ହାସୁତାନ୍ କରେ ଇନିଃ କାମିକେଦ୍‌ ଚିହ୍ନାଁକ ନେଲ୍‍କେଦାଃ ।
3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।
ଆଡଃ ୟୀଶୁ ବୁରୁ ଚେତାନ୍‌ରେ ଦେଏଃୟାନ୍ତେ ଏନ୍ତାଃରେ ଆୟାଃ ଚେଲାକଲଃ ଦୁବ୍‍ୟାନାଏ ।
4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା।
ଆଡଃ ଯିହୁଦୀକଆଃ ପାସ୍‌କା ପାରାବ୍‌ ନାଡ଼େଃଜାକାନ୍‌ ତାଇକେନା ।
5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?”
ଆଡଃ ୟୀଶୁ ଆରିଦ୍‍କେଦ୍‍ତେ, ପୁରାଃ ଗାଦେଲ୍‌ ହଡ଼କ ଆୟାଃତାଃତେ ହିଜୁଃତାନ୍‌ ନେଲ୍‍କେଦ୍‍କଆଏ, ଆଡଃ ଇନିଃ ଫିଲିପ୍‌କେ କାଜିକିୟାଏ, “ନିକୁଆଃ ଜମେ ନାଗେନ୍ତେ ପୁରାଃ ହଲଙ୍ଗ୍‌ କତାଃଏତେବୁ କିରିଙ୍ଗ୍‌ୟେଁଆ?”
6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।
ମେନ୍‌ଦ ଇନିଃ ଫିଲିପ୍‍କେ ଆଟ୍‌କାରି ନାଗେନ୍ତେ ନେଆଁଁ କାଜିକିୟାଏ, ଇନିଃଦ ଚିକ୍‌ନାଃଇଙ୍ଗ୍‌ ଚିକାୟା ଏନା ଆଇଃକ୍‌ଗି ସାରିତାନାଏ ତାଇକେନା ।
7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ।
ଫିଲିପ୍‌ ଇନିଃକେ କାଜିରୁହାଡ଼୍‌କିୟାଏ, “ମିଆଁଦ୍‌ନିଃ ହୁଡିଙ୍ଗ୍‌ଲେକାଏ ଜମେରେୟଗି, ହଲଙ୍ଗ୍‌ ପୁରାଅଃନାଙ୍ଗ୍‌ ୨୦୦ ରୁପାରାଃ ସିକାତେ ହଲଙ୍ଗ୍‌ କିରିଙ୍ଗ୍‌ ଲାଗାତିଙ୍ଗ୍‌ୟାଁଃ ।”
8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି,
ଏନ୍ତେ ଚେଲାକଏତେ ମିଆଁଦ୍‌ନିଃ ଶିମୋନ୍‌ ପାତ୍‌ରାସ୍‌ରାଃ ହାଗାତେ ଆନ୍ଦ୍ରିୟ ଇନିଃକେ ମେନ୍‌କିୟାଏ,
9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ?
“ନେତାଃରେ ମିଆଁଦ୍‌ ସେପେଡ଼େଦ୍‍ ମେନାଇୟା, ଇନିଃତାଃରେ ମଣେୟାଁ ଗହମ୍‌ରାଃ ହଲଙ୍ଗ୍‌ ଆଡଃ ବାରିଆ ହାକୁ ମେନାଃ, ମେନ୍‌ଦ ନେଆଁଁ ନିମିନାଙ୍ଗ୍‌ ହଡ଼କ ନାଗେନ୍ତେ କା ହବାଅଆଃ ।”
10 ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ।
୧୦ୟୀଶୁ ଚେଲାକକେ କାଜିୟାଦ୍‍କଆଏ, “ହଡ଼କକେ ଦୁବ୍‍କପେ,” ଏନ୍ତାଃରେ ପୁରାଃ ତାସାଦ୍‌ ତାଇକେନା, ଆଡଃ ସବେନ୍‌ ହଡ଼କ ଦୁବ୍‍ୟାନାକ, ଇନ୍‌କୁଦ ପାଞ୍ଚ୍‌ ହାଜାର୍‌ କଡ଼ାକ ତାଇକେନା ।
11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ।
୧୧ୟୀଶୁ ହଲଙ୍ଗ୍‌କେ ସାବ୍‌କେଦାଏ ଆଡଃ ବିନ୍ତିକେଦ୍‍ତେ ଦୁବାକାନ୍‍କକେ ହାଟିଙ୍ଗ୍‌ଆଁଦ୍‍କଆଏ, ଏନ୍‍ଲେକାଗି ହାକୁକେହ ଇନ୍‌କୁକେ ଏମାଦ୍‍କଆଏ, ଆଡଃ ଇନ୍‌କୁ ଆକଆଃ ସାନାଙ୍ଗ୍‌ ଲେକା ଜମ୍‌କେଦାଃକ ।
12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।”
୧୨ଆଡଃ ଇନ୍‌କୁ ବି'ୟାନାକ, ଏନ୍ତେ ଇନିଃ ଆୟାଃ ଚେଲାକକେ କାଜିୟାଦ୍‍କଆଏ, “ସାରେଜାକାନ୍ କେଚାଃକ ହୁଣ୍ଡିପେ, ଜେତ୍‌ନାଃ ଆଲକା ନକ୍‌ସାନଃକା ।”
13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ।
୧୩ଏନ୍ତେ ଇନ୍‌କୁ ଏନ୍‌ କେଚାଃ ହଲଙ୍ଗ୍‌ ହୁଣ୍ଡିକେଦାଃକ ଆଡଃ ହଡ଼କ ଏନ୍‌ ମଣେୟାଁ ଗହମ୍‌ ହଲଙ୍ଗ୍‌ରେୟାଃ କେଚାଃଏତେ ବିଇକେଦ୍‍ତେ, ସାରେଜାକାନ୍‌ କେଚାଃଏତେ ବାରା ଟୁଙ୍କିକ ପେରେଃକେଦାଃ ।
14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି।
୧୪ଏନ୍ତାଃରେ ତାଇକେନ୍‌ ହଡ଼କ ୟୀଶୁ କାମିକେଦ୍‌ ନେ ଚିହ୍ନାଁ ନେଲ୍‍କେଦ୍‍ତେ ମେନ୍‍କେଦାଃ, “ସାର୍‌ତିଗି ଅତେଦିଶୁମ୍‌ରେ ହିଜୁଃତାନ୍‍ ନାବୀ ନିଃ ତାନିଃ ।”
15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।
୧୫ଇନ୍‌କୁ ହିଜୁଆଃକ ଆଡଃ ସାବ୍‌କେଦ୍‌ତେ ରାଜାଇୟାଁକ ନେଆଁଁ ଆଟ୍‌କାର୍‌କେଦ୍‌ତେ, ୟୀଶୁ ଆଇଃକ୍‌ ଏସ୍‍କାର୍‍ଗି ବୁରୁତେ ଅଡଙ୍ଗ୍‌ୟାନା ।
16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
୧୬ଏନ୍‌ ହୁଲାଙ୍ଗ୍‌ ଆୟୁବ୍‌ୟାନ୍‌ଚି ୟୀଶୁଆଃ ଚେଲାକ ଦରେୟା ଗେନାତେକ ଆଡ଼୍‌ଗୁୟାନା ।
17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ,
୧୭ଆଡଃ ଇନ୍‌କୁ ଲାଉକାରେ ଦେଏଃୟାନ୍ତେ ଦରେୟା ହାନ୍‌ ପାରମ୍‍ କପର୍‌ନାହୁମ୍‌ସାଃତେକ ସେନଃତାନ୍‍ ତାଇକେନା । ଇମ୍‌ତାଲଃ ନୁବାଗାକାନ୍‌ ତାଇକେନା ଆଡଃ ୟୀଶୁ ଇନ୍‍କୁତାଃ କାଏ ହିଜୁଃକାନ୍‍ ତାଇକେନାଏ ।
18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା।
୧୮ଏନ୍ତେ ମାରାଙ୍ଗ୍‌ ହୟ ହୟକେଦ୍‌ତେ ଦରେୟା ଆଲ୍‌ପୁଙ୍ଗ୍‌ତେ ଏକ୍‌ଲାଅଃତାଇକେନା ।
19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ।
୧୯ଇନ୍‌କୁ ପାଞ୍ଚ୍‌ ଚାହେ ଛ କିଲୋମିଟର୍‌ ଲାଉକା ଇଦିକେଦ୍‍ଚି, ୟୀଶୁକେ ଦରେୟାରେ ସେସେନ୍‍ତାନ୍ ଆଡଃ ଲାଉକା ନାଡ଼େଃତେ ହିଜୁଃତାନ୍‍ ନେଲ୍‍କେଦ୍‍ତେ ବରକେଦାକ ।
20 କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।”
୨୦ମେନ୍‌ଦ ୟୀଶୁ ଇନ୍‌କୁକେ କାଜିୟାଦ୍‍କଆଏ, “ଆଇଙ୍ଗ୍‌ ତାନିଙ୍ଗ୍‌ ଆଲ୍‌ପେ ବରଏୟା ।”
21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା।
୨୧ଏନ୍ତେ ଇନ୍‌କୁ ଇନିଃକେ ଲାଉକାରେ ରାକାବ୍‌ନାଙ୍ଗ୍‌ ସୁକୁୟାନାକ ଆଡଃ ଇମ୍‍ତାଗି ଇନ୍‌କୁ ସେନଃତାନ୍‌ ଠାୟାଦ୍‌ତେ ଲାଉକା ସେଟେର୍‍ୟାନା ।
22 ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ।
୨୨ଏଟାଃ ହୁଲାଙ୍ଗ୍‌ ଦରେୟା ହାନ୍‌ ପାରମ୍‌ରେ ତିଙ୍ଗୁଆକାନ୍‌ ହଡ଼କ ନେଆଁଁ ନେଲ୍‌ କେଦାକ, ଏନ୍ତାଃରେ ମିଆଁଦ୍‌ ଲାଉକା ବାଗିକେଦ୍‌ତେ ଆଡଃ ଏଟାଃ ଲାଉକା କା ତାଇକେନା ଆଡଃ ୟୀଶୁ ଆୟାଃ ଚେଲାକଲଃ ଲାଉକାରେ କାଏ ବଲୟାନା ମେନ୍‌ଦ ଇନିୟାଃ ଚେଲାକ ଏସ୍‍କାର୍ ସେନଃୟାନା ।
23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
୨୩ମେନ୍‌ଦ ପ୍ରାଭୁ ଧାନ୍ୟାବାଦ୍‌ ଏମ୍‌କେଦ୍‌ଚି ଇନ୍‌କୁ ହଲଙ୍ଗ୍‌ ଜମ୍‌କେଦ୍ ଠାୟାଦ୍ ନାଡ଼େଃ ତିବିରିୟାଏତେ ଆଡଃଚିମିନ୍‌ ଲାଉକା ହିଜୁଃୟାନା ।
24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ।
୨୪ଏନ୍ତେ ଗାଦେଲ୍‌ ହଡ଼କ ୟୀଶୁ ନେତାଃରେ ବାଙ୍ଗାଇୟାଃ ଆଡଃ ଇନିୟାଃ ଚେଲାକହ ବାଙ୍ଗ୍‌କଆ ନେଆଁଁ ନେଲ୍‍କେଦ୍‍ତେ, ଆକଗି ଲାଉକାରେ ଦେଏଃୟାନ୍ତେ ୟୀଶୁକେ ଦାଣାଁଁଇତାନ୍‍ଲଃ କପର୍‌ନାହୁମ୍‌ତେକ ସେନଃୟାନା ।
25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ?
୨୫ହଡ଼କ ୟୀଶୁକେ ଦରେୟା ହାନ୍‍ ପାରମ୍‌ରେ ନାମ୍‍କିଃତେ କୁଲିକିୟାକ, “ହେ ଗୁରୁ, ଆମ୍‌ ନେତେ ଚିମ୍‍ତାମ୍ ହିଜୁଃୟାନା?”
26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ।
୨୬ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‍କଆଏ, “ସାର୍‌ତିଗି କାଜିୟାପେ ତାନାଇଙ୍ଗ୍‌, ଆପେ ଚିହ୍ନାଁ ନେଲ୍‍କେଦ୍‍ତେ କା ମେନ୍‌ଦ ହଲଙ୍ଗ୍‌ପେ ଜମ୍‍କେଦାଃ ଆଡଃପେ ବିଇୟାନା ଏନାମେନ୍ତେପେ ଦାଣାଁଁଇଙ୍ଗ୍‌ତାନା ।
27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ବର ମୁଦ୍ରାଙ୍କିତ କଲେ।” (aiōnios g166)
୨୭ଜିୟନଃ ଜମେୟାଃଁ ନାଗେନ୍ତେ ଆଲ୍‌ପେ କାମିୟା ମେନ୍‌ଦ ଜାନାଅ ଜୀଦାନ୍‌ ଜାକେଦ୍‌ ତାଇନଃ ଜମେୟାଃଁ ନାଗେନ୍ତେ କାମିପେ, ଏନା ମାନୱାହନ୍‌ ଏମାପେୟାଏ । ଚିୟାଃଚି ପାର୍‌ମେଶ୍ୱାର୍‌ ଆପୁଦ, ଇନିଃତାଃରେ ଆୟାଃ ମୋହର୍‌ ଏମାକାଦାଃଏ ।” (aiōnios g166)
28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ?
୨୮ଇନ୍‌କୁ ମେନ୍‌ରୁହାଡ଼ାଇୟା, “ପାର୍‌ମେଶ୍ୱାର୍‌ ଆଲେତେ ସାନାଙ୍ଗ୍‌ତାନ୍‌ କାମି କାମିନାଗେନ୍ତେ ଚିନାଃଲେ ଚିକାୟା?”
29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।”
୨୯ୟୀଶୁ କାଜିରୁହାଡ଼ାଦ୍‍କଆଏ, “ପାର୍‌ମେଶ୍ୱାର୍‌ଆଃ କୁଲାକାନ୍‌ନିଃରେ ବିଶ୍ୱାସେପେ, ନେଆଁଁ ପାର୍‌ମେଶ୍ୱାର୍‌ଆଃ କାମି ତାନାଃ ।”
30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ?
୩୦ଏନ୍ତେ ଇନ୍‌କୁ କୁଲିକିୟାକ, “ଆମାଃତାଃରେ ଆଲେ ବିଶ୍ୱାସେ ନାଗେନ୍ତେ, ଅକ ଚିହ୍ନାଁମ୍‍ ଉଦୁବେତାନା? ଆମାଃ ଚିକାନ୍‌ କାମିତେଲେ ବିଶ୍ୱାସ୍‍ ଦାଡ଼ିୟାଃ?
31 ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ।
୩୧ଆଲେୟାଃ ହାଡ଼ାମ୍‍ ହଡ଼କ ବିର୍‍ରେ ମାନ୍ନାକ ଜମ୍‍କେଦାଃ, ଧାରାମ୍‌ପୁଥିରେ ନେଆଁଁ ଅଲାକାନା, ‘ଇନିଃ ଜମ୍‍ ନାଗେନ୍ତେ ସିର୍ମାଏତେ ହଲଙ୍ଗ୍‌ ଇନ୍‌କୁକେ ଏମାଦ୍‍କଆଏ ।’”
32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
୩୨ଏନ୍ତେ ୟୀଶୁ ମେତାଦ୍‌କଆଏ, “ସାର୍‍ତିଗି କାଜିୟାପେ ତାନାଇଙ୍ଗ୍‌, ମୁଶା ଆପେକେ ହଲଙ୍ଗ୍‌ ଏମାଦ୍‌ପେତେୟାଃ, ସିର୍ମାଏତେ ହିଜୁଆକାନ୍‌ ହଲଙ୍ଗ୍‌ କା ତାଇକେନା, ମେନ୍‌ଦ ଆପୁଇଙ୍ଗ୍‌ ସିର୍ମାଏତେ ସାର୍‌ତି ହଲଙ୍ଗ୍‌ ଏମାପେତାନାଏ ।
33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।”
୩୩ସିର୍ମାଏତେ ଆଡ଼୍‌ଗୁୟାନ୍‍ ଆଡଃ ଅତେଦିଶୁମ୍‌କେ ଜୀଦାନ୍‌ ଏମେତାନ୍ ହଲଙ୍ଗ୍‌ ଦ, ପାର୍‌ମେଶ୍ୱାର୍‌ଆଃ ହଲଙ୍ଗ୍‌ ତାନାଃ ।”
34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ।
୩୪ଇନ୍‌କୁ ୟୀଶୁକେକ କାଜିକିୟା, “ହେ ପ୍ରାଭୁ, ଏନ୍‍ ହଲଙ୍ଗ୍‌ ଆଲେକେ ସବେନ୍‌ଇମ୍‌ତା ଏମାଲେମ୍‌ ।”
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।
୩୫ୟୀଶୁ ଇନ୍‌କୁକେ କାଜିୟାଦ୍‍କଆଏ, “ଜୀଦାନ୍‌ ହଲଙ୍ଗ୍‌ ଆଇଙ୍ଗ୍‌ଗି ତାନିଙ୍ଗ୍‌ ଆଇଁୟାଃତାଃ ହିଜୁଃନିଃ ଚିଉଲାହ କାଏ ରେଙ୍ଗେଜଆଃ ଆଡଃ ଆଇଙ୍ଗ୍‌ରେ ବିଶ୍ୱାସେନିଃ ଚିଉଲାହ କାଏ ତେତାଙ୍ଗଆଃ ।
36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି।
୩୬ମେନ୍‌ଦ ଆପେ ଆଇଙ୍ଗ୍‌କେ ନେଲ୍‍କେଦିଙ୍ଗ୍‌ ରେୟ କାପେ ବିଶ୍ୱାସ୍‌ତାନା ମେନ୍ତେଇଙ୍ଗ୍‌ କାଜିୟାପେ ତାନା ।
37 ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
୩୭ଆପୁ ଏମାକାଇଙ୍ଗ୍‌ ସବେନ୍‌କ ଆଇଁୟାଃତାଃତେକ ହିଜୁଃଆ, ଆଡଃ ଆଇଁୟାଃତାଃ ହିଜୁଃନିଃକେ ଜେତାଲେକାତେ କାଇଙ୍ଗ୍‌ ଅଡଙ୍ଗ୍‌ଇଁୟା ।
38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି।
୩୮ଚିୟାଃଚି ଆଇଙ୍ଗ୍‌ ଦ ଆଇଁୟାଃ ମନେଲେକା କାମି ନାଗେନ୍ତେ କାହା ମେନ୍‌ଦ କୁଲ୍‌ନିୟାଃ ସାନାଙ୍ଗ୍‌କେ ପୁରାଏ ନାଗେନ୍ତେ ସିର୍ମାଏତେ ଆଡ଼୍‌ଗୁଆ କାନାଇଙ୍ଗ୍‌ ।
39 ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା।
୩୯ଆଡଃ ଅକନ୍‌କକେ ଇନିଃ ଆଇଙ୍ଗ୍‌କେ ଏମାକାଦିଙ୍ଗ୍‌ୟାଁ ଇନ୍‌କୁଏତେ ମିହୁଡ଼୍‌କେହଁ କା ଆଦ୍‌କେଦ୍‌ତେ ଟୁଣ୍ଡୁ ହୁଲାଙ୍ଗ୍‌ରେ ଏନ୍‌ ସବେନ୍‌କକେ ଜୀଉବିରିଦ୍‌କଆଇଙ୍ଗ୍‌, ନେଆଁଗି ଇନିୟାଃ ଇଛାସାନାଙ୍ଗ୍‌ ତାନାଃ ।
40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। (aiōnios g166)
୪୦ଚିଆଃଚି ହଡ଼କ ହନ୍‍କେ ନେଲ୍‍କେଦ୍‌ତେ ଇନିଃତାଃରେକ ବିଶ୍ୱାସେଆ, ଆଡଃ ଇନ୍‌କୁ ଜେ'ଲେକା ଜାନାଅ ଜୀଦାନ୍‌କ ନାମେଆ, ନେଆଁଗି ଆପୁଇଁୟାଃ ଇଛାସାନାଙ୍ଗ୍‌ ତାନାଃ । ଆଡଃ ଆଇଙ୍ଗ୍‌ ଇନ୍‌କୁକେ ଟୁଣ୍ଡୁ ହୁଲାଙ୍ଗ୍‌ରେ ଜୀଉବିରିଦ୍‌କଆଇଙ୍ଗ୍‌ ।” (aiōnios g166)
41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ,” ସେ ଏହା କହିବାରୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
୪୧ଯିହୁଦୀକ ୟୀଶୁଆଃ ବିଷାଏରେ ନଗମ୍‍ତଗମ୍‌ତାନ୍‍କ ତାଇକେନା, ଚିୟାଃଚି ଇନିଃଦ “ଆଇଙ୍ଗ୍‌ ସିର୍ମାଏତେ ଆଡ଼୍‌ଗୁଆକାନ୍‌ ହଲଙ୍ଗ୍‌ ତାନିଙ୍ଗ୍‌” ମେନ୍‍କେଦାଏ ।
42 ଏ କଅଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କଅଣ ଏହାର ପିତାମାତାକୁ ଜାଣୁ ନାହୁଁ? ତେବେ “ମୁଁ ସ୍ୱର୍ଗରୁ ଅବତରଣ କରିଅଛି” ବୋଲି ସେ ଏବେ କିପରି କହୁଅଛି?
୪୨ଏନ୍ତେ ଇନ୍‌କୁ କାଜିକେଦା, “ଚିୟାଃ ନିଃ ଯୋଷେଫ୍‌ ହନ୍ତେକଡ଼ା ୟୀଶୁ ନାହାଲିଃ? ଆବୁ ଇନିୟାଃ ଏଙ୍ଗା ଆପୁକିନ୍‌କେ ସାରିୟାଃବୁ, ଇନିଃ ସିର୍ମାହେତେ ଆଡ଼୍‌ଗୁଆକାନାଇଙ୍ଗ୍‌ ମେନ୍ତେ ନାହାଁଃ ଚିନାଃମେନ୍ତେ କାଜିତାନାଏ?”
43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆପଣା ଆପଣା ମଧ୍ୟରେ ବଚସା କର ନାହିଁ।
୪୩ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‍କଆଏ, “ଆପେ ଆପେରେ ଆଲ୍‌ପେ ନଗମ୍‍ତଗମ୍‍ଆଃ ।
44 ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋʼ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି।
୪୪ଆଇଙ୍ଗ୍‌କେ କୁଲାକାନ୍ ଆପୁ କାଏ ଥାଇଜ୍‌ରେଦ ଜେତାଏ ଆଇଁୟାଃତାଃ କାଏ ହିଜୁଃଦାଡ଼ିୟାଃ ଆଡଃ ଆଇଙ୍ଗ୍‌ ଇନିଃକେ ତାୟମ୍‌ ହୁଲାଙ୍ଗ୍‌ରେ ଜୀଉ ବିରିଦିୟା ।
45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ‘ସମସ୍ତେ ଈଶ୍ବରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ।’ ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋʼ ନିକଟକୁ ଆସେ।
୪୫ନାବୀକଆଃ ଧାରାମ୍‌ପୁଥିରେ ଅଲାକାନା, ‘ପାର୍‌ମେଶ୍ୱାର୍‌ତାଃଏତେ ଏସ୍‌କାର୍‌ ସବେନ୍‌କ ଇତୁନାଃକ ।’ ଆଇଁୟାଃ ଆପୁତାଃଏତେ ଆୟୁମାକାଦ୍ ଆଡଃ ଇତୁଆକାଦ୍ ସବେନ୍‌ ହଡ଼କ, ଆଇଁୟାଃତାଃତେକ ହିଜୁଃଆ ।
46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି।
୪୬ଜେତାଏ ଆପୁକେ କାଏ ନେଲାକାଇୟାଃ, ମେନ୍‌ଦ ପାର୍‌ମେଶ୍ୱାର୍‌ତାଃଏତେ ହିଜୁଆକାନ୍‍ନିଃ ଏସ୍‍କାର୍‌ ଆପୁକେ ନେଲାକାଇୟାଏ ।
47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। (aiōnios g166)
୪୭ସାର୍‌ତିଗି କାଜିୟାପେ ତାନାଇଙ୍ଗ୍‌, ବିଶ୍ୱାସେନିଃ ଜାନାଅ ଜୀଦାନ୍‌ ନାମେୟାଏ । (aiōnios g166)
48 ମୁଁ ଜୀବନଦାୟକ ଆହାର।
୪୮ଜୀଦାନ୍‌ ହଲଙ୍ଗ୍‌ ଆଇଙ୍ଗ୍‌ଗି ତାନିଙ୍ଗ୍‌ ।
49 ତୁମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ।
୪୯ଆପେୟାଃ ହାଡ଼ାମ୍‍ ହଡ଼କ ବିର୍‍ରେ ଏନ୍‌ ମାନ୍ନାକ ଜମ୍‍କେଦା, ଏନ୍‌ରେହ ଗଏଃୟାନାକ ।
50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ।
୫୦ମେନ୍‌ଦ ସିର୍ମାଏତେ ଆଡ଼୍‌ଗୁଆକାନ୍‌ ହଲଙ୍ଗ୍‌ ନେଆଁଁ ତାନାଃ, ଏନା ଜମେନିଃ କାଏ ଗଜଃଆ ।
51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।” (aiōn g165)
୫୧ସିର୍ମାଏତେ ଆଡ଼୍‌ଗୁଆକାନ୍‌ ଜୀଦାନ୍‌ ହଲଙ୍ଗ୍‌ ଆଇଙ୍ଗ୍‌ ତାନିଙ୍ଗ୍‌, ନେ ହଲଙ୍ଗ୍‌ ଜେତାଏ ଜମେରେଦ ଜାନାଅ ଜାନାଅ ଜାକେଦ୍‌ ଜୀହିଦଃଆଏ । ହେଗି ଆଇଙ୍ଗ୍‌ ଏମେ ହଲଙ୍ଗ୍‌ ଆଇଁୟାଃ ମାସ୍ ତାନାଃ, ଏନା ଅତେଦିଶୁମ୍‌କେ ବାଞ୍ଚାଅ ନାଗେନ୍ତେ ଏମେୟାଇଙ୍ଗ୍‌ ।” (aiōn g165)
52 ଏଥିରେ ଯିହୁଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
୫୨ଏନା ନାଗେନ୍ତେ ଯିହୁଦୀକ ଆକ ଆକରେକ ଏପେଗେର୍‍ୟାନ୍ତେ ମେନ୍‍କେଦାଃ, “ଇନିଃ ଚିଲ୍‍କାତେ ଆୟାଃ ମାସ୍ ଜମେନାଙ୍ଗ୍‌ ଆବୁକେ ଏମ୍‌ ଦାଡ଼ିବୁୟାଏ?”
53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ।
୫୩ଏନ୍ତେ ୟୀଶୁ ଇନ୍‌କୁକେ କାଜିୟାଦ୍‍କଆଏ, “ସାର୍‌ତିଗି କାଜିୟାପେ ତାନାଇଙ୍ଗ୍‌, ଆପେ ମାନୱାହନ୍‌ଆଃ ମାସ୍ କାପେ ଜମେରେଦ ଆଡଃ ଇନିୟାଃ ମାୟୋମ୍‌ କାପେ ନୁଁଏରେଦ ଆପେରେ ଜୀଦାନ୍‌ ବାନଆଃ ।
54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। (aiōnios g166)
୫୪ଆଇଁୟାଃ ମାସ୍ ଜମେନିଃ ଆଡଃ ଆଇଁୟାଃ ମାୟୋମ୍‌ ନୁଁଏନିଃ ଜାନାଅ ଜୀଦାନ୍‌ ନାମେୟାଏ ଆଡଃ ଆଇଙ୍ଗ୍‌ ତାୟମ୍ ହୁଲାଙ୍ଗ୍‌ରେ ଇନିଃକେ ଜୀଉ ବିରିଦିୟାଇଙ୍ଗ୍‌ । (aiōnios g166)
55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ।
୫୫ଆଇଁୟାଃ ମାସ୍‍ଦ ସାର୍‌ତି ଜମେୟାଃଁ ତାନାଃ ଆଡଃ ଆଇଁୟାଃ ମାୟୋମ୍‌ ସାର୍‌ତି ନୁଁଏୟାଃ ତାନାଃ ।
56 ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ।
୫୬ଆଇଁୟାଃ ମାସ୍ ଜମେନିଃ ଆଡଃ ଆଇଁୟାଃ ମାୟୋମ୍‌ ନୁଁଏନିଃ ଆଇଙ୍ଗ୍‌ରେ ତାଇନ୍‍ତାନାଏ ଆଡଃ ଆଇଙ୍ଗ୍‌ ଇନିଃରେଇଙ୍ଗ୍‌ ତାଇନ୍‍ତାନା ।
57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋʼ ହେତୁ ଜୀବିତ ରହିବ।
୫୭ଜୀନିଦ୍‌ ଆପୁ ଆଇଙ୍ଗ୍‌କେ କୁଲ୍‍କେଦିୟାଁଏ ଆଡଃ ଆଇଙ୍ଗ୍‌ ଆପୁଆଃ ହରାତେ ଜୀହୁଦଃତାନ୍‍ଲେକା ଆଇଙ୍ଗ୍‌କେ ଜମ୍‍ନିଃ ଆଇଁୟାଃ ହରାତେ ଜୀହିଦଃଆଏ ।
58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” (aiōn g165)
୫୮ସିର୍ମାଏତେ ଆଡ଼୍‌ଗୁଆକାନ୍‌ ହଲଙ୍ଗ୍‌ ନେଆଁଁ ତାନାଃ, ହାଡ଼ାମ୍‍ ହଡ଼କ ଜମ୍‍କେଦ୍‍ ଆଡଃକ ଗଏଃୟାନା ଲେକାଦ କାହା, ମେନ୍‌ଦ ନେ ହଲଙ୍ଗ୍‌ ଜମେନିଃ ଜାନାଅ ଜାନାଅ ଜାକେଦ୍‌ ଜୀହିଦଃଆଏ ।” (aiōn g165)
59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ।
୫୯କପର୍‌ନାହୁମ୍‌ ହାତୁରେୟାଃ ସାମାଜ୍‌ ଅଡ଼ାଃରେ ଇତୁକତାନ୍‍ଲଃ ଇନିଃ ନେ କାଜି କାଜିୟାଦ୍‍କଆଏ ।
60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ?
୬୦ଏନ୍ତେ ୟୀଶୁଆଃ ଚେଲାକଏତେ ପୁରାଃକ ନେଆଁଁ ଆୟୁମ୍‌କେଦ୍‌ତେ ମେନ୍‍କେଦାଃ, “ନେ କାଜି କେଟେଦ୍‍ଗିୟା, ନେଆଁଁ ଅକଏ ଆୟୁମ୍‍ଦାଡ଼ିୟାଏ ।”
61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି?
୬୧ମେନ୍‌ଦ ୟୀଶୁକେ ଜେତାଏ କାକ କାଜିରେହଁ, ଚେଲା ତାୟାଃକ ନେ କାଜି ନାଗେନ୍ତେ ନଗମ୍‍ତଗମ୍‍ୟାନାକ ନେଆଁଁ ଆୟାଃ ଜୀଉରେ ସାରିକେଦ୍‍ତେ ମେତାଦ୍‌କଆଏ, “ଚିୟାଃ ଆପେ ନେଆଁଁ ନାଗେନ୍ତେ ଆଡ଼ାଃଉଡ଼ୁଃଗଃ ତାନାପେ?
62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ?
୬୨ଏନ୍ତେ ଆପେ ମାନୱାହନ୍‌କେ ସିଦା ତାଇକେନ୍‌ ଠାୟାଦ୍‌ତେ ରାକାବ୍‍ତାନ୍‍ପେ ନେଲିରେଦ ଚିନାଃ ଚିକାୱାଃ?
63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ।
୬୩ପାର୍‌ମେଶ୍ୱାର୍‌ରାଃ ଆତ୍ମା ଜୀଦାନ୍‌ ଏମଃନିଃ ତାନିଃ, ହଡ଼ରାଃ ପେଡ଼େଃ ଜେତ୍‌ନାଃ କାମି କାଏ ଦାଡ଼ିୟା । ପାର୍‌ମେଶ୍ୱାର୍‌ଆଃ ଜୀଦାନ୍‌ ଏମଃ ଆତ୍ମାକେ ଆପେ ଜେ'ଲେକା ଆଟ୍‌କାର୍‌ଉରୁମ୍‌ ଦାଡ଼ିୟାପେ ଏନାମେନ୍ତେ ଆଇଙ୍ଗ୍‌ ନେ ସବେନାଃ କାଜିକେଦାଇଙ୍ଗ୍‌ ।
64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ।
୬୪ଏନ୍‌ରେୟ ଆପେକଏତେ ଚିମିନ୍‌କ କାକ ବିଶ୍ୱାସ୍‌ତାନା,” ଚିୟାଃଚି ୟୀଶୁଦ ଏନ୍‌ କା ବିଶ୍ୱାସ୍‍ତାନ୍‍ ଚିମିନ୍‌କକେ ଆଡଃ ବାଇରିକଆଃ ତିଃଇରେ ସାବ୍‍ରିକାଇ ହଡ଼କେୟଗି ମୁନୁଏତେ ସାରିତାନାଏ ତାଇକେନା ।
65 ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋʼ ନିକଟକୁ ଆସିପାରେ ନାହିଁ।”
୬୫ଇନିଃ ଆଡଃଗି ମେତାଦ୍‌କଆଏ, “ଏନାମେନ୍ତେ ଆପୁଇଁୟାଃ ସାଃଏତେ ଲିବୁଇ କା ହିଜୁଃରେଦ, ଜେତାଏ ଆଇଁୟାଃତାଃ କାକ ହିଜୁଃଦାଡ଼ିୟାଃ?”
66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ।
୬୬ନେଆଁ ନାଗେନ୍ତେ ଇନିୟାଃ ଚେଲାକଏତେ ପୁରାଃକ ରୁହାଡ଼୍‌ୟାନା ଆଡଃ ଇନିଃକେ କାକ ଅତଙ୍ଗ୍‌କିୟା ।
67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?”
୬୭ଏନ୍ତେ ୟୀଶୁ ଆୟାଃ ଗେଲ୍‌ବାର୍‌ ଚେଲାକକେ କାଜିୟାଦ୍‍କଆଏ, ଚିୟାଃ ଆପେକେୟ ଆଇଙ୍ଗ୍‌କେ ବାଗିକେଦ୍‌ତେ ସେନଃ ସାନାଙ୍ଗ୍‌ପେ ତାନା?
68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; (aiōnios g166)
୬୮ଶିମୋନ୍‌ ପାତ୍‌ରାସ୍‌ ୟୀଶୁକେ ମେନ୍‌ରୁହାଡ଼ାଇୟାଏ, “ହେ ଗମ୍‌କେ, ଆଲେ ଅକଏତାଃତେଲେ ସେନାଃ? ଜାନାଅ ଜୀଦାନ୍‌ରେୟାଃ କାଜିଦ ଆମାଃତାଃରେୟା, (aiōnios g166)
69 ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ।
୬୯ଆମ୍‌ ଜୀନିଦ୍‌ ପାର୍‌ମେଶ୍ୱାର୍‌ଆଃ ପାବିତାର୍‌ ହନ୍‌ ୟୀଶୁ ତାନ୍‌ମେ ମେନ୍ତେଲେ ବିଶ୍ୱାସ୍‌କାଦାଃ ଆଡଃ ସାରିକାଦାଲେ ।”
70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ କଅଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”
୭୦ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‍କଆଏ, “ଚିୟାଃ ଆଇଙ୍ଗ୍‌ ଆପେ ଗେଲ୍‌ବାର୍‌ ଚେଲାକକେ କାଇଙ୍ଗ୍‌ ସାଲାକାଦ୍‍ପେଆଚି? ଆଡଃ ଆପେକଏତେ ମିଆଁଦ୍‌ନିଃ ସାଏତାନ୍‌ ତାନିଃ ।”
71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା।
୭୧ଇନିଃ ଶିମୋନ୍‌ ହନ୍ତେକଡ଼ା ଇଷ୍କାରିୟତ୍‌ ଯିହୁଦାରାଃ କାଜି କାଜିକେଦାଏ, ନିଃଦ ଗେଲ୍‍ବାର୍‍ ଚେଲାକଏତେ ମିଆଁଦ୍‌ନିଃ ଆଡଃ ଇନିୟାଃ ସାବ୍‌ଇଚିନିଃ ତାଇକେନାଏ ।

< ଯୋହନ 6 >