< ଯୋହନ 6 >
1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍, ତିବିରୀୟା ହ୍ରଦର ଆରପାରିକୁ ଗଲେ।
ଆକେନ୍ ଇଡ଼ିଙ୍ଗ୍ ଜିସୁ ଗାଲିଲୀ ବା ତିବିରିଆ କେଣ୍ତିଆନେ ଇନୁମେତା ୱେଗେ ।
2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍ଗମନ କରିବାକୁ ଲାଗିଲେ।
ଗୁଲେ ରେମୁଆଁ ଜିସୁନେ ପ୍ଲା ୱେ ଡିଂଆର୍କେ ଡାଗ୍ଲା ଜିସୁ ମେଁନେ ଇରିଆତୁଗ୍ ବପୁ ଏତେ ଆଃସିଲେକ୍ନେ ରେମୁଆଁଇଂକେ ନିମାଣ୍ତା ଆଡିଙ୍ଗ୍ନେ ମେଇଂ କିକେ ଡିଂଆର୍ଗେ ।
3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।
ଜିସୁ ମୁଇଙ୍ଗ୍ କାଣ୍ଡା ଆଡ଼ାତ୍ରା ୱେଚେ ସିସ୍ଇଂ ଆଃତେ କକେ ।
4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା।
ଆତେନ୍ ବେଲା ଜିଉଦିଇଂନେ ଉଦାର୍ ପାଣ୍ତୁଏ ଡାଗ୍ରା ପିଙ୍ଗ୍ଚାଡିଙ୍ଗ୍କେ ।
5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?”
ମେଁନେ ଡାଗ୍ରା ଗୁଲୁଏ ରେମୁଆଁ ପାଙ୍ଗ୍ଡିଙ୍ଗ୍କ୍ନେ କେଚେ ଜିସୁ ପିଲିପ୍କେ ସାଲ୍ୟାକୁକେ: “ଅଃକେନ୍ ରେମୁଆଁଇଂ ନ୍ସା ଆଣ୍ଡିବାନ୍ ଗୁଲୁଏ ରୁଟି ନେବ୍ୟାର୍ଏ?”
6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।
ପିଲିପ୍କେ ପରିକ୍ୟା ଡିଙ୍ଗ୍ ନ୍ସା ଜିସୁ ଆକେନ୍ ସାମୁଆଁ ବାସଙ୍ଗ୍ବକେ । ଡାଗ୍ଲା ମେଁ ନିଜେ ମେଁନେ ଡିଙ୍ଗ୍ଏ ମ୍ୟାଲେଃକେ ।
7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ।
ପିଲିପ୍ ଉତର୍ ବିକେ “ସାପାରେକେ ଇତୁଡ଼ା ମେଃଡିଗ୍ ଆଚଙ୍ଗ୍ ନ୍ସା ମ୍ୱାର୍ସବାନ୍ ଜବର୍ ରୁପା ଡାବୁନେ ରୁଟି ବ୍ୟାଆର୍ଲା ଡିଙ୍ଗ୍ଏ ।”
8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି,
ଜିସୁନେ ବିନ୍ ମୁଇଂଜା ସିସ୍ ପିତର୍ନେ ବୟାଁ ଆନ୍ଦ୍ରିୟ ବାସଙ୍ଗ୍କେ
9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ?
“ଆକ୍ଅରିଆ ମୁଇଙ୍ଗ୍ ଗଡ଼େଅ ଲେଃକେ ମେଁନେ ଡାଗ୍ରା ମାଲିକ୍ଲିଗ୍ ରୁଟି ମ୍ବାକ୍ଲିଗ୍ ଆଡ଼ ଲେଃକେ, ଡାଗ୍ଲା ଅଃକେନ୍ ରେମୁଆଁ ନ୍ସା ଆତେନ୍ ଆଅଣ୍ଟେ ଣ୍ତୁ ।”
10 ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ।
ଜିସୁ ସିସ୍ଇଂକେ ବାସଙ୍ଗ୍କେ: “ରେମୁଆଁଇଂକେ ଆଃକବିପା ।” ଆତେନ୍ ଟାନ୍ନ୍ନିଆ ଜାବର୍ ଚେଃମୁଆଁ ଲେଃକେ । ଆତେନ୍ ଚେଃମୁଆଁ ଆଡ଼ାତ୍ରା ସାପାରେ କଆର୍କେ । ଆତ୍ଅରିଆ ମାଲ୍ ଅଜାର୍ ଙ୍ଗିର୍ବଏ ରେମୁଆଁ ଲେଃକେ ।
11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ।
ଜିସୁ ରୁଟି ଡୁଙ୍ଗ୍ୱେଚେ ଇସ୍ପର୍କେ ଦନ୍ୟବାଦ୍ ବିଃଚେ ଆତ୍ଅରିଆ କଲେଃକ୍ନେ ରେମୁଆଁଇଂ ବିତ୍ରେ ବାଟାବିଃକେ । ମ୍ୱାକ୍ଲିଗ୍ ଆଃଡ଼ ଡିଙ୍ଗ୍ ଦେତ୍ରକମ୍ ମେଁ ବାଟାକେ । ମେଇଂ ଗୁଲେ ଚଙ୍ଗ୍ନେ ବାଆର୍କେ ।
12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।”
ମେଇଂ ସାପାରେ ଚଙ୍ଗ୍କ୍ନେ ଇଡ଼ିଙ୍ଗ୍ ଜିସୁ ସିସ୍ଇଂକେ ବାସଙ୍ଗ୍କେ: “ମେଁନେ ସାପା ଲୁଆଁ ଲେଃକେ ଆତେନ୍ ସାପା ରାସିଂଚେ ବପା ଡିରକମ୍ ମେଃଡିଗ୍ ଦଦ୍ୟା ଆଡିଙ୍ଗ୍ ଣ୍ତୁ ।”
13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ।
ରେମୁଆଁ ମାଲିକ୍ଲିଗ୍ ରୁଟି ଚଙ୍ଗ୍ଚେ ଉଡ଼ି ଲୁଆଁ ଲେଃକେ ସିସ୍ଇଂ ଆତେନ୍ ସାପା ରାସିଂଚେ ତ୍ମାକ୍ଲିଗ୍ ଆଣ୍ତ୍ରା ବର୍ତି ଡିଙ୍ଗ୍ଆର୍କେ ।
14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି।
ଜିସୁନେ ଆକେନ୍ ଇରିଆତୁଗ୍ କାମ୍ କେଚେ ରେମୁଆଁ ବାସଙ୍ଗ୍କେ “ଆଣ୍ଡିନେ ବାବବାଦି ମଞ୍ଚ୍ପୁର୍ନ୍ନିଆ ପାଙ୍ଗ୍ନେ ଲେଃକେ କ୍ମେ ସତେଆଃ ମେଁ ।”
15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।
ରେମୁଆଁଇଂ ଜିସୁକେ ଜବର୍ଜସ୍ତି ଇଃସାଙ୍ଗ୍ ଆଡିଙ୍ଗ୍ ନ୍ସା ସାଃନ୍ସା ୱେଡିଙ୍ଗ୍ ଆର୍କେ ଡାଗ୍ଚେ ମ୍ୟାଚେ ଜିସୁ ମୁଇଂଜାଆ ଡାଗ୍ରାନେ କଣ୍ତାପାକା ଅଲେଙ୍ଗ୍ ୱେକେ ।
16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
ମିଡିଗ୍ ୱେଲା ଜିସୁନେ ସିସ୍ଇଂ କେଣ୍ତିଆ ଆଃଡା ୱେଗେ ।
17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ,
ଆରି ତରାନ୍ନିଆ ଡେଃଚେ କେଣ୍ତିଆ ଇନୁମେତା କପର୍ନାହୂମ ପାକା ୱେନେ ମୁଲେଆର୍କେ । ମିଡିଗ୍ ଡିଙ୍ଗ୍ ପାଙ୍ଗ୍ଡିଙ୍କେ ବାରି ଜିସୁ ଆତେନ୍ ଜାକ ମେଁଇଂନେ ଡାଗ୍ରା ପାଙ୍ଗ୍ ଆଲେଃକେ ଣ୍ତୁ
18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା।
ଆରି ଜବର୍ ୱେଡ଼ିଆ ପାଙ୍ଗ୍ଡିଙ୍ଗ୍ଲା ଣ୍ତିଆଃନ୍ନିଆ ଲଅଡ଼ି ତଡ଼ିଆଡିଂକେ ।
19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ।
ଏନ୍ ବିତ୍ରେ ସିସ୍ଇଂ କେଣ୍ତିଆ ବିତ୍ରେ ମାଲ୍ ବା ତୁର୍ କିଲମିଟର୍ ତରା ଡୁଙ୍ଗ୍ୱେକ୍ନେ ଇଡ଼ିଙ୍ଗ୍ କେଆର୍କେ ଜିସୁ ଣ୍ଡିଆ ଆଡ଼ାତ୍ରା ଅଲେଙ୍ଗ୍ ଅଲେଙ୍ଗ୍ଚେ ତରା ଡାଗ୍ରା ପାଙ୍ଗ୍ଡିଙ୍ଗ୍କେ । ଆକ୍ଅରିଆ ମେଇଂ ଇରିୟାଃତୁଗ୍ ଡିଙ୍ଗ୍ଆର୍କେ ।
20 କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।”
ଜିସୁ ବାସଙ୍ଗ୍କେ: “ଆବ୍ଟଗେପା ନାମଃ । ଆକେନ୍ ତ ନେଙ୍ଗ୍ ।”
21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍କ୍ଷଣାତ୍ ସେହି ସ୍ଥାନରେ ପହଞ୍ଚିଲା।
ତେସା ମେଇଂ ଜିସୁକେ ତରାନ୍ନିଆ ଡୁଂୱିଗ୍ନେ ଇକ୍ଚା ଡିଙ୍ଗ୍ଆର୍କେ ବାରି ମେଇଂ ଆଣ୍ତିନେ ଜାଗାନ୍ନିଆ ୱେଡିଙ୍ଗ୍ ଆର୍କେ, ତରାଲେ ଟାପ୍ନା ଆତେନ୍ ଜାଗାନ୍ନିଆ ୱେଚାକେ ।
22 ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ।
ଆର୍ମୁଇଂ ଦିନା କେଣ୍ତିଆନେ ବିନ୍ ପାକା ଲେଃକ୍ନେ ରେମୁଆଁଇଂ ମ୍ୟାଆର୍କେ ଜେ ଆତ୍ଅରିଆ ମାତର୍ ମୁଇଂ ଆଃ ତରା ଲେଃକେ ଆରି ସିସ୍ଇଂ ଜିସୁକେ ସଙ୍ଗେ ଡୁଂମାୱେଚେ ଆତେନ୍ ତରାନ୍ନିଆ କେଣ୍ତିଆ ବିତ୍ରେ ଅଲେଙ୍ଗ୍ ୱେଲେଃଆର୍କେ ।
23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
ଆଣ୍ଡିଅରିଆ ମାପ୍ରୁ ପାର୍ତନା ଡିଂଚେ ରେମୁଆଁଇଂକେ ରୁଟି ଚଙ୍ଗ୍ନେସା ବିଃବଗେ, ତିବିରିଆବାନ୍ ଆରି ଉଡ଼ିକ୍ଲିଗ୍ ତରା ଆତେନ୍ ଜାଗା ଡାଗ୍ରା ପିଙ୍ଗ୍ଚାକେ ।
24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ।
ଜିସୁ ଣ୍ତୁଲା ମେଁନେ ସିସ୍ଇଂକେ ଆତ୍ଅରିଆ ମାଅବାଚେ ରେମୁଆଁଇଂ ଜିସୁକେ ତୁର୍ନ୍ସା ତରାନ୍ନିଆ ଡେଃଚେ କପର୍ନାହୂମନ୍ନିଆ ୱେଆର୍କେ ।
25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ?
ଜିସୁକେ କେଣ୍ତିଆ ଇନୁମେତା କେଚେ ରେମୁଆଁଇଂ ସାଲ୍ୟାକୁ ଆର୍କେ “ଗୁରୁ ନାଁ ଉଡ଼ିବେଲା ପାଙ୍ଗ୍ଚେ ଆକ୍ଅରିଆ ନାପିଙ୍ଗ୍ଚାକେ?”
26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ।
ଜିସୁ ଆମେଇଂକେ ଉତର୍ ବିଃକେ “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂ, ନେଙ୍ଗ୍ନେ ଇରିଆତୁଗ୍ କାମ୍ କେପେଲେକେସା ଜେ ଆନେଙ୍ଗ୍ ତୁର୍ ନ୍ସା ପାଙ୍ଗ୍ପେଲେଃକେ ଣ୍ତୁ । ଡାଗ୍ଲା ରୁଟି ଚଙ୍ଗ୍ଚେ ସୁଲୁଏ ଆବ୍ସେ ପେବକେସା ପାଙ୍ଗ୍ପେଲେଃକେ ।
27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ବର ମୁଦ୍ରାଙ୍କିତ କଲେ।” (aiōnios )
ଆଣ୍ଡିନେ ବଲେ ନଷ୍ଟ ଡିଙ୍ଗ୍ଏ ମେଁ ନ୍ସା ଅଃକେନ୍ କଷ୍ଟ ଆଡିଙ୍ଗ୍ପା ନାମଃ । ଣ୍ତୁଲା ଆଣ୍ଡିନେ ନସ୍ଟ ଆଡିଂନେ ବଲେ ମାଡାନେ ଜିବନ୍ ବିଃଏ ଆତେନ୍ସା କଷ୍ଟ ଡିଙ୍ଗ୍ପା । ଆକେନ୍ ବଲେ ଇସ୍ପର୍ ଉଙ୍ଗ୍ଡେ ବିଃଏ ଡାଗ୍ଲା ଆବା ଇସ୍ପର୍ ଆତେନ୍ସା ଆମେକେ ଅଦିକାର୍ ବିଃବକେ ।” (aiōnios )
28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ?
ଆତ୍ବାନ୍ ମେଇଂ ଆମେକେ ସାଲ୍ୟାକୁ ଆର୍କେ, “ଇସ୍ପର୍ ମେଃନେ ଇକ୍ଚା ଡିଙ୍ଗ୍ଡିଙ୍କେ, ଆତେନ୍ ଡିଙ୍ଗ୍ ନ୍ସା ଆନେକେ ମେଃନେ ଡିଙ୍ଗ୍ ପଡ଼େଏ?”
29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।”
ଜିସୁ ଆମେଇଂକେ ଉତର୍ ବିଃକେ: “ଆଜାକେ ଇସ୍ପର୍ ବେ ବକେ, ମେଁନେ ଡାଗ୍ରା ବିସ୍ବାସ୍ ଡିଙ୍ଗ୍ନେ ବାନ୍ ପେଇଂ ଆତେନ୍ ଡିଙ୍ଗ୍ପେୟାଏ ।”
30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ?
ଆତ୍ବାନ୍ ମେଇଂ ଆମେକେ ସାଲ୍ୟାକୁ ଆର୍କେ “ନାଁନେ ଡାଗ୍ରା ନେଁ ଡିରକମ୍ ବିସ୍ବାସ୍ ନେଡିଙ୍ଗ୍ଏ ଆତେନ୍ସା ଆନେକେ ଡିଡି ଇରିୟାତୁଗ୍ କାମ୍ ଆସୁଏ ନାୟାଏ? ବାସଙ୍ଗ୍ ମେଁନେ ଡିଙ୍ଗ୍ ନାୟାଏ?
31 ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ।
ନେଁନେ ଅସେଣ୍ଡ୍ରେଇଂ ବାଲିଲନ୍ନିଆ ମାନ୍ନା ଚଙ୍ଗ୍ଲେ ଆର୍କେ । ନେଁନେ ଦର୍ମ ସାସ୍ତର୍ ରକମ୍ ମେଁ ଆକେନ୍ ବଲେ କିତଂଇନିବାନ୍ ଡୁଙ୍ଗ୍ପାଙ୍ଗ୍ଚେ ବିକେ ।”
32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
ଆତ୍ବାନ୍ ଜିସୁ ଆମେଇଂକେ ବାସଙ୍ଗ୍ଡିଂକେ “ସତ୍ ସତ୍ ନେଙ୍ଗ୍ ଆପେକେ ବାସଙ୍ଗ୍ ଣ୍ଡିଙ୍ଗ୍ ମେଁନେ ମୋଶା ଆପେକେ ବିଃବକେ ଆତେନ୍ କିତଂବାନ୍ ପାଙ୍ଗ୍କ୍ନେ କାଦି ଣ୍ତୁ ଡାଗ୍ଲା ନେଙ୍ଗ୍ନେ ଆବା ଆପେକେ କିତଂବାନ୍ ସତେଆଃ କାଦି ବିଃଏ ।
33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।”
ଡାଗ୍ଲା ଆଣ୍ତିନେ କାଦି ଆଡ଼ାତ୍ରାବାନ୍ ଜାର୍ଚେ ମଞ୍ଚ୍ପୁର୍ନ୍ନିଆ ପାରାନ୍ ଦାନ୍ ଡିଙ୍ଗ୍ଏ ଆତେନ୍ ଇସ୍ପର୍ ବିଃକ୍ନେ ବଲେ ।”
34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ।
ମେଇଂ ଜିସୁକେ ବାସଙ୍ଗ୍ଆର୍କେ, “ମାପ୍ରୁ, ଆନେକେ କାଲାଆଃ ଆକେନ୍ କାଦି ବିଃଲା ।”
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।
ଜିସୁ ଆମେଇଂକେ ବାସଙ୍ଗ୍କେ “ନେଙ୍ଗ୍ ଆତେନ୍ ପାରନ୍ ବିଃନେ ବଲେ । ଜାଣ୍ତେ ନେଙ୍ଗ୍ନେ ଡାଗ୍ରା ପାଙ୍ଗ୍ଏ ମେଁ ଅଃନାଡିଗ୍ କେଡ଼େସ ଆଡିଙ୍ଗ୍ ଣ୍ତୁ ଆରି ଜାଣ୍ଡେ ନେଙ୍ଗ୍ ଡାଗ୍ରା ବିସ୍ବାସ୍ ଡିଙ୍ଗ୍ଏ ମେଁ ଅଃନାଡିଗ୍ ଉଗ୍ଡ୍ୟା ଆଡ ଣ୍ତୁ ।
36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି।
ନେଙ୍ଗ୍ ଆପେକେ ବାସଙ୍ଗ୍ଣ୍ଡିଂ, ଆନେଙ୍ଗ୍ କେଚେ ଡିଗ୍ ପେ ବିସ୍ବାସ୍ ପେଡିଙ୍ଗ୍କେ ଣ୍ତୁ ।
37 ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
ଜାଣ୍ତେକେ ନେଙ୍ଗ୍ ଆବା ଆନେଙ୍ଗ୍ ବିଃବକେ ମେଇଂ ନେଙ୍ଗ୍ ଡାଗ୍ରା ପାଙ୍ଗ୍ଆର୍ଏ । ଜାଣ୍ଡେ କି ନେଙ୍ଗ୍ ଡାଗ୍ରା ପାଙ୍ଗ୍ଏ ନେଙ୍ଗ୍ ଅଃନା ଆମେକେ ଆଣ୍ତେ ନ୍ନାବି ଣ୍ତୁ ।
38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି।
ଡାଗ୍ଲା ନେଙ୍ଗ୍ନେ ନିଜର୍ ଇକ୍ଚା ବର୍ତି ଆଡିଙ୍ଗ୍ନେ ଣ୍ତୁ ଡାଗ୍ଲା ଆନେଙ୍ଗ୍ ବେବକ୍ନେ ଇକ୍ଚା ବର୍ତି ଆଡିଙ୍ଗ୍ନେ ନେଙ୍ଗ୍ କିତଂଇନିବାନ୍ ପାଙ୍ଗ୍ ନ୍ଲେଃକେ ।
39 ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା।
ଜାଣ୍ତେକେ ମେଁ ନେଙ୍ଗ୍ ଡାଗ୍ରା ବେବକେ ମେଇଂନେ ବିତ୍ରେ ନେଙ୍ଗ୍ ମୁଇଂଜାକେ ଡିଗ୍ ନାଁ ଆନ୍ତାର୍ ଡାଗ୍ଲା ଡାକ୍ନେ ଦିନା ଆତେନ୍ ସାପାରେକେ ଆର୍ମୁଇଂତର୍ ପାରାନ୍ ମ୍ୱିଏ ଆକେନ୍ ମେଁନେ ଇକ୍ଚା ।
40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। (aiōnios )
ଡାଗ୍ଲା ଆବା ଚାଏଁଡିଂକେ ଜାଣ୍ଡେଇଂ ମେଁନେ ଉଙ୍ଗ୍ଡେକେ କେଚେ ମେଁନେ ଡାଗ୍ରା ବିସ୍ବାସ୍ ଡିଙ୍ଗ୍ଆର୍ଏ ମେଇଂ ମାଡାନେ ପାରାନ୍ ବାଆର୍ଲେଃ । ଇଡ଼ିଙ୍ଗ୍ ଡାକ୍ନେ ଦିନା ନେଙ୍ଗ୍ ଆତେନ୍ ସାପାରେକେ ଆରି ମୁଇଂତର୍ ଣ୍ଡ୍ରାମ୍ୱ୍ରଏ ।” (aiōnios )
41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ,” ସେ ଏହା କହିବାରୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
ଜିସୁ ନିଜେକେ କିତଂଇନିବାନ୍ ପାଙ୍ଗ୍ଲେଃକ୍ନେ ବଲେ ଡାଗ୍ଚେ ବାସଙ୍ଗ୍ଲା ଜିଉଦିଇଂ ଆକେନ୍ ସାମୁଆଁକେ ନିନ୍ଦା ଡିଙ୍ଗ୍ନେ ମୁଲେଆର୍କେ ।
42 ଏ କଅଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କଅଣ ଏହାର ପିତାମାତାକୁ ଜାଣୁ ନାହୁଁ? ତେବେ “ମୁଁ ସ୍ୱର୍ଗରୁ ଅବତରଣ କରିଅଛି” ବୋଲି ସେ ଏବେ କିପରି କହୁଅଛି?
ଆରି ବାସଙ୍ଗ୍ଆର୍କେ “ଆକେନ୍ ରେମୁଆଁ ଯୋସେଫ୍ନେ ଉଙ୍ଗ୍ଡେ ଜିସୁ ଣ୍ତୁ ଲେଃ? ମେଁନେ ଆବା ଇୟାଙ୍ଗ୍କେ ନେଁ ମ୍ୟାନେଲେକେ । ତେଲା ମେଁ କିତଂଇନିବାନ୍ ଜାର୍ନ୍ଲେଃକେ ଡାଗ୍ଚେ ଡିରକମ୍ ବାସଙ୍ଗ୍ଡିଂକେ?”
43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆପଣା ଆପଣା ମଧ୍ୟରେ ବଚସା କର ନାହିଁ।
ଜିସୁ ଆମେଇଂକେ ବାସଙ୍ଗ୍କେ: “ଆକେନ୍ ସାପା ନିନ୍ଦା ବନ୍ଦ୍ ଆଡିଙ୍ଗ୍ପା ।
44 ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋʼ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି।
ନେଙ୍ଗ୍ ଆବା ଆନେଙ୍ଗ୍ ବେବକେ ମେଁ ନେଙ୍ଗ୍ ଡାଗ୍ରା ଉର୍ଗୁ ଡୁଂଆପାଙ୍ଗ୍ଲା ଜାଣ୍ଡେ ନେଙ୍ଗ୍ ଡାଗ୍ରା ପାଙ୍ଗ୍ ଆୟା ଣ୍ତୁ । ଜାଣ୍ଡେଇଂ ପାଙ୍ଗ୍ଆର୍ଏ ଆମେଇଂକେ ନେଙ୍ଗ୍ ଡାକ୍ନେ ଦିନା ଆରି ମୁଇଂତର୍ ଣ୍ଡ୍ରାମ୍ୱ୍ରଏ ।
45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ‘ସମସ୍ତେ ଈଶ୍ବରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ।’ ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋʼ ନିକଟକୁ ଆସେ।
ବାବବାଦିଇଂ ଦର୍ମ ସାସ୍ତର୍ନ୍ନିଆ ଗୁଆର୍ ବକେ: ଡିଲାଡିଗ୍ ଇସ୍ପର୍ନେ ବାନ୍ ସାପାରେ ଗ୍ୟାନ୍ ବାଆର୍ଏ । ଜାଣ୍ଡେ କି ଆବାନେ ସାମୁଆଁ ଅଁଚେ ମେଁନେ ବାନ୍ ଗ୍ୟାନ୍ ଗ୍ରଅନ୍ ଡିଙ୍ଗ୍ଏ ମେଁ ନେଙ୍ଗ୍ ଡାଗ୍ରା ପାଙ୍ଗ୍ଏ ।
46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି।
ଆକେନ୍ ଅର୍ତ ଣ୍ତୁ ଜେ ଜାଣ୍ଡେ ଆବାକେ କେଲେଃକେ । ଜାଣ୍ତେ ଇସ୍ପର୍ନେବାନ୍ ପାଙ୍ଗ୍ଲେଃକେ ମେଁ ମାତର୍ ଆମେକେ କେଲେଃକେ ।
47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। (aiōnios )
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ଡିଙ୍ଗ୍ ଜାଣ୍ଡେ କି ବିସ୍ବାସ୍ ଡିଙ୍ଗ୍ଏ ମେଁ ମାଡାନେ ପାରାନ୍ ବାଏ । (aiōnios )
ନେଙ୍ଗ୍ ପାରାନ୍ ବିଃନେ ବଲେ ।
49 ତୁମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ।
ପେନେ ଅସେଣ୍ଡ୍ରେଇଂ ବାଲିଲନ୍ନିଆ ମାନ୍ନା ଚଙ୍ଗ୍ଲେଃଆର୍କେ ଏଲେଡିଗ୍ ମେଇଂ ଗୁଏଆର୍କେ ।
50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ।
ଡାଗ୍ଲା ଆଣ୍ତିନେ ବଲେ କିତଂଇନିବାନ୍ ପାଙ୍ଗ୍ଏ ଆମେକେ ଜାଣ୍ଡେ ଚଙ୍ଗ୍ଏ ମେଁ ମାଡାନେ ପାରାନ୍ ବାଏ ।
51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।” (aiōn )
ନେଙ୍ଗ୍ ଆଡ଼ାତ୍ରାବାନ୍ ପାଙ୍ଗ୍ନ୍ଲେଃକ୍ନେ ଆତେନ୍ ପାରାନ୍ ବିଃନେ ବଲେ । ଆକେନ୍ ବଲେ ଜାଣ୍ଡେ ଚଙ୍ଗ୍ଏ ମେଁ ମାଡାନେ ପାରାନ୍ ବାଏ । ନେଙ୍ଗ୍ ଆଣ୍ତିନେ ବଲେ ମ୍ୱିଏ ଆତେନ୍ ନେଙ୍ଗ୍ନେ ଚିଲି । ମଞ୍ଚ୍ପୁର୍କେ ଆମ୍ୱ୍ର ନ୍ସା ନେଙ୍ଗ୍ ଆତେନ୍ ଦାନ୍ ଣ୍ତିଙ୍ଗ୍ଏ ।” (aiōn )
52 ଏଥିରେ ଯିହୁଦୀମାନେ ପରସ୍ପର ବାଗ୍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
ଆକେନ୍ ସାମୁଆଁ ଅଁଚେ ଜିଉଦିଇଂ ରିସାଡିଙ୍ଗ୍ଚେ କିରଆର୍କେ: “ଆକେନ୍ ରେମୁଆଁ ମେଁନେ ଚିଲି ଡିରକମ୍ ଆନେକେ ଚଙ୍ଗ୍ ନ୍ସା ବିଃଏ?”
53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ।
ଜିସୁ ଆମେଇଂକେ ବାସଙ୍ଗ୍କେ: “ନେଙ୍ଗ୍ ସତ୍ ବାସଙ୍ଗ୍ଣ୍ଡିଂ, ରେମୁଆଁ ଉଙ୍ଗ୍ଡେନେ ଚିଲି ପେଚଙ୍ଗ୍ଲା ଆରି ମେଁନେ ମ୍ୟା ପେଉଗ୍ଲା ପେଇଂ ପାରାନ୍ ବା ପେୟା ଣ୍ତୁ ।
54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। (aiōnios )
ଜାଣ୍ଡେ କି ନେଙ୍ଗ୍ନେ ଚିଲି ପେଚଙ୍ଗ୍ଏ ଆରି ନେଙ୍ଗ୍ନେ ମ୍ୟା ପେଉଙ୍ଗ୍ଏ ମେଁ ମାଡାନେ ପାରାନ୍ ଲାବ୍ ପେଡିଂଏ ଆରି ନେଙ୍ଗ୍ ଆମେକେ ଡାକ୍ନେ ଦିନା ଆର୍ମୁଇଂତର୍ ଣ୍ଡ୍ରାମ୍ୱ୍ରଏ । (aiōnios )
55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ।
ଡାଗ୍ଲା ନେଙ୍ଗ୍ନେ ଚିଲି ଡିଙ୍ଗ୍ଡିଙ୍କେ ସତେଆ ବଲେ ଆରି ନେଙ୍ଗ୍ନେ ମ୍ମ୍ୟାଁ ସତେଆ ଣ୍ଡିଆ ।
56 ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ।
ଜାଣ୍ଡେ ନେଙ୍ଗ୍ନେ ଚିଲି ଚଙ୍ଗ୍ଏ ଆରି ନେଙ୍ଗ୍ ମ୍ମ୍ୟାଁ ଉଗ୍ଏ, ମେଁ ନେଙ୍ଗ୍ ଡାଗ୍ରା ଲେଃଏ ଆରି ନେଙ୍ଗ୍ ମେଁଡାଗ୍ରା ନ୍ଲେଃଏ ।
57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋʼ ହେତୁ ଜୀବିତ ରହିବ।
ମ୍ୱ୍ରକ୍ନେ ଆବା ଆନେଙ୍ଗ୍ ବେବକେ; ମେଃନ୍ସା ନେଙ୍ଗ୍ ଡିଙ୍ଗ୍ ମ୍ୱ୍ରନ୍ଲେଃକେ । ଦେତ୍ରକମ୍ ଜା ନେଙ୍ଗ୍ନେ ଚିଲି ଚଙ୍ଗ୍ଏ ନେଙ୍ଗ୍ ନ୍ସା ମେଁ ଡିଙ୍ଗ୍ ମ୍ୱ୍ରଲେଃଏ ।
58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” (aiōn )
ଆକେନ୍ ଆଃ କିତଂବାନ୍ ଜାର୍କ୍ନେ ବଲେ । ଆଣ୍ତିନେ ବଲେ ଚଙ୍ଗ୍ଚେ ପେନେ ଅସେଣ୍ଡ୍ରେଇଂ ଗୁଏଆର୍କେ ଦେତ୍ରକମ୍ ଣ୍ତୁ ଆକେନ୍ ବଲେ ଜା ଚଙ୍ଗ୍ଏ ମେଁ ମାଡାନେ ଜୁଗ୍ ଜାକ ମ୍ୱ୍ର ଲେଃଏ ।” (aiōn )
59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ।
ଜିସୁ କପର୍ନାହୁମ୍ ପାର୍ତନା ଡୁଆନ୍ନିଆ ଗ୍ୟାନ୍ ବିଃକେଲା ଆକେନ୍ ସାପା ସାମୁଆଁ ବାସଙ୍ଗ୍କେ ।
60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ?
ଜିସୁନେ ସିସ୍ଇଂନେ ବିତ୍ରେ ଗୁଲୁଏ ମେଁନେ ଆକେନ୍ ସାପା ସାମୁଆଁ ଅଁଚେ ବାସଙ୍ଗ୍କେ “ଆକେନ୍ ଗ୍ୟାନ୍ ବୁଜେନେ ଜାବର୍ କଷ୍ଟ ଜାଣ୍ଡେ ଆକେନ୍ ସାପା ଅଁଏ?”
61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି?
ଆକେନ୍ ବିସୟ୍ରେ ଜିସୁକେ ଜାଣ୍ଡେ ମେଃଡିଗ୍ ବାସଙ୍ଗ୍ ଆବଲା ଡିଗ୍ ମେଁନେ ସିସ୍ଇଂ ନିନ୍ଦା ଡିଙ୍ଗ୍ଡିଙ୍କେ ଡାଗ୍ଚେ ଜିସୁ ମ୍ୟାଚେ ଆମେଇଂକେ ବାସଙ୍ଗ୍କେ: “ଆକେନ୍ ସାମୁଆଁକେ ମୁର୍ମୁରା ଡିଙ୍ଗ୍ପେଡିଙ୍ଗ୍କେ?
62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ?
ରେମୁଆଁ ଉଙ୍ଗ୍ଡେ ଆଣ୍ତିବାନ୍ ପାଙ୍ଗ୍ଲେଃକେ ଆତ୍ଅରିଆ ଆମେକେ ଆଣ୍ଡେ ୱିଗ୍ନେ ପେକେଲା ମେଁନେ ପେଡିଙ୍ଗ୍ଏ?
63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ।
ମାତର୍ ଇସ୍ପର୍ନେ ଆତ୍ମା ପାରାନ୍ ବିୟାଏ । ରେମୁଆଁନେ ବପୁ ମେଃଡିଗ୍ ଡିଙ୍ଗ୍ ଆୟା ଣ୍ତୁ । ଇସ୍ପର୍ନେ ଆତେନ୍ ପାରାନ୍ ବିନେ ଆତ୍ମାକେ ପେଇଂ ଡିରକମ୍ ମ୍ୟାପେୟାଏ ଆତେନ୍ସା ନେଙ୍ଗ୍ ଆକେନ୍ ସାପା ସାମୁଆଁ ମ୍ବାସଙ୍ଗ୍କେ ।
64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ।
ଡାଗ୍ଲା ପେଇଂନେ ବିତ୍ରେ ଜାଣ୍ଡେ ଜାଣ୍ଡେ ବିସ୍ବାସ୍ ଆଡିଙ୍ଗ୍ଆର୍କେ ଣ୍ତୁ ।” ଡାଗ୍ଲା ଜାଣ୍ଡେଇଂ ବିସ୍ବାସ୍ ଆଡିଙ୍ଗ୍କେ ଣ୍ତୁ ଆରି ଜାଣ୍ଡେ ଆମେକେ ବିରଦ୍ଣ୍ତ୍ରେନ୍ନିଆ ଆଃସାଃ ବିଃଏ, ଆତେନ୍ ଜିସୁ ଅଃସେବାନ୍ ମ୍ୟାଲେଃକେ ।
65 ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋʼ ନିକଟକୁ ଆସିପାରେ ନାହିଁ।”
ଜିସୁ ବାରି ବାସଙ୍ଗ୍କେ: “ଆକେନ୍ସା ନେଙ୍ଗ୍ ବାସଙ୍ଗ୍ ଣ୍ଡିଙ୍ଗ୍ ଆବାନେ ବାନ୍ ଲିବିସ ପେ ବାଲା ଜାଣ୍ଡେ ନେଙ୍ଗ୍ ଡାଗ୍ରା ପାଙ୍ଗ୍ ପେୟା ଣ୍ତୁ ।”
66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ।
ଆକେନ୍ ସାମୁଆଁ ଅଁଚେ ଜିସୁନେ ପ୍ଲା ୱେଣ୍ଡ୍ରେଇଂନେ ବିତ୍ରେବାନ୍ ଗୁଲେ ରେମୁଆଁ ମେଁନେ ଆଃତେ ୱେ ନ୍ସା ଇକ୍ଚା ମାଡିଙ୍ଗ୍ଚେ ଆଣ୍ତେ ୱିଗ୍ଆର୍କେ ।
67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?”
ଆକେନ୍ କେଚେ ଜିସୁ ମେଁନେ ତ୍ମାକ୍ଲିଗ୍ ସିସ୍କେ ସାଲ୍ୟାକୁକେ “ପେଇଂ ଡିଙ୍ଗ୍ ମେଁନେ ଆନେଙ୍ଗ୍ ଆଃତାର୍ଚେ ୱିଗ୍ ନ୍ସା ଇକ୍ଚା ଡିଙ୍ଗ୍ପେଡିଙ୍ଗ୍?”
68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; (aiōnios )
ଶିମୋନ ପିତର୍ ଜିସୁକେ ଉତର୍ ବିଃଆର୍କେ “ମାପ୍ରୁ ଜାଣ୍ଡେ ଡାଗ୍ରା ନେୱେଏ? ମାଡାନେ ପାରାନ୍ନେ ସାମୁଆଁ ନାଁ ଡାଗ୍ରା ଲେଃକେ; (aiōnios )
69 ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ।
ନାଁ ଜେ ଇସ୍ପର୍ନେ ବାନ୍ ପାଙ୍ଗ୍ଲେଃକ୍ନେ ଆତେନ୍ ପବିତ୍ର ରେମୁଆଁ ଆକେନ୍ ସାମୁଆଁ ନେଁ ଏକ୍ରେ ବିସ୍ବାସ୍ ନେଡିଙ୍ଗ୍କେ ଆରି ନେମ୍ୟାକେ ।”
70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ କଅଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”
ଜିସୁ ଆମେଇଂକେ ଉତର୍ ବିଃକେ, “ନେଙ୍ଗ୍ ମେଁନେ ପେ ତ୍ମାକ୍ଲିଗ୍ ନ୍ନାସ୍ରିକେ କି? ଆରି ପେଇଂନେ ବିତ୍ରେ ମୁଇଂଜା ସଏତାନ୍ ।”
71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା।
ଜିସୁ ଇଷ୍କରିୟଥ୍ ଶିମୋନ୍ନେ ଉଙ୍ଗ୍ଡେ ଜିଉଦାକେ କେଚେ ଆକେନ୍ ବାସଙ୍ଗ୍କେ ଡାଗ୍ଲା ମେଁ ତ୍ମାକ୍ଲିଗ୍ ସିସ୍ ବିତ୍ରେ ମୁଇଂଜା ଡିଙ୍ଗ୍ଲା ଡିଗ୍ ଆରି ମେଁ ଜିସୁକେ ସତ୍ରୁନେ ନ୍ତିନ୍ନିଆ ଆଃସାଃ ବିଃନେ ୱେଡିଙ୍ଗ୍କେ ।