< ଯୋହନ 4 >
1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
ତବ୍ବୁବ୍ଡାମର୍ ଜନନ୍ ସିଲଡ୍, ଜିସୁନ୍ ଆରି ଗୋଗୋୟ୍ ମନ୍ରାଞ୍ଜିଆଡଙ୍ ଞଙ୍ନେମର୍ ଏମ୍ମେତଜି ଆରି ତବ୍ବୁବ୍ଡାନ୍ ତିୟ୍ତଜି ଗାମ୍ଲେ ପାରୁସିଞ୍ଜି ଅମ୍ଡଙେଞ୍ଜି ।
2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
ଜିସୁନ୍ ମନ୍ରାଞ୍ଜିଆଡଙ୍ ତବ୍ବୁବ୍ଡାନ୍ ଅଃତ୍ତିୟ୍ଲଜି, ବନ୍ଡ ଆ ଞଙ୍ନେମରଞ୍ଜି ତବ୍ବୁବ୍ଡାନ୍ ତିୟେଞ୍ଜି ।
3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।
ଆ ବର୍ନେନ୍ ପାରୁସିଞ୍ଜି ଅମ୍ଡଙେଞ୍ଜି ଗାମ୍ଲେ ଜିସୁନ୍ ଆଜ୍ରନାଏନ୍ ଆନିନ୍ ଜିଉଦା ଗଡ଼ାନ୍ ଅମ୍ରେଙ୍ଡାଲେ ଆରି ଗାଲିଲିନ୍ ୟର୍ରନେ ।
4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା।
ଆନିନ୍ ଆଜିର୍ରେନ୍ ଆଡିଡ୍ ସମିରୋଣଗଡ୍ ଜିରେନ୍ ।
5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
ସିଲତ୍ତେ ଆନିନ୍ ସମିରୋଣ ଡେସାଲୋଙନ୍ ସୁକାର୍ ଗାମ୍ଲେ ଅବୟ୍ ଗଡ଼ାଲୋଙନ୍ ତୁଙେନ୍ । ତି ଆ ଗଡ଼ା, ଜାକୁବନ୍ ଆ ଡାଙ୍ଗଡ଼ାଅନନ୍ ଜୋସେପନ୍ଆଡଙ୍ ଅଙ୍ଗା ଲବ ତିୟେନ୍ ତି ଆ ତୁୟାୟ୍ଲୋଙ୍ ଡକୋଏନ୍ ।
6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
ତେତ୍ତେ ଜାକୁବନ୍ ଆ କୁଆ ଅବୟ୍ ଡକୋଏନ୍, ଜିସୁନ୍ ଆମ୍ରଙ୍ଗାଏନ୍ ତି ଆ କୁଆଲୋଙ୍ ତଙ୍କୁମେନ୍ । ତିଆଡିଡ୍ ତମ୍ବାଇଂ ।
7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।”
ଜିସୁନ୍ ତେତ୍ତେ ତଙ୍କୁମ୍ଲେ ଆଡ୍ରକୋଲନ୍ ଆଡିଡ୍, ଅବୟ୍ ସମିରୋଣବଜନ୍ ଡାଆବାନ୍ କୁଆନ୍ ଇୟ୍ଲାୟ୍ । ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଞେନ୍ ଇର୍ଗାଲ୍ଡାତିଁୟ୍, ଡାଆନ୍ ତିୟିଁୟ୍ ।”
8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ।
ତିଆଡିଡ୍ ଆ ଞଙ୍ନେମରଞ୍ଜି ଜନୋମନ୍ ଞିଞିବାନ୍ ଗଡ଼ାନ୍ ଇୟେଞ୍ଜି ।
9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ।
ସମିରୋଣବଜନ୍ ଜିସୁନ୍ଆଡଙ୍ ଜାଲଙେନ୍, “ଆମନ୍ ଅବୟ୍ ଜିଉଦିମର୍, ଞେନ୍ ଅବୟ୍ ସମିରୋଣବୟ୍ । ତିଆସନ୍ ଅସିଲୋଙ୍ଞେନ୍ ଆ ଡାଆ ଆମନ୍ ଏଙ୍ଗାଲେ ଗାତେ?” ଇନିଆସନ୍ଗାମେଣ୍ଡେନ୍ ସମିରୋଣମରଞ୍ଜି ଡ ଜିଉଦିମରଞ୍ଜି ଅଃନ୍ନଲ୍ଗାଡିଁୟ୍ଲଜି ।
10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”
ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଇସ୍ୱରନ୍ ଇନି ତିୟ୍ତିୟ୍ଲଙ୍ତନେ, ଆମନ୍ ଜନାଲମ୍ ନଙ୍, ଆରି ଆନା ଗାଡାନେନ୍ ଆସନ୍ ଡାଆନ୍ ତିୟିଁୟ୍ ଗାମ୍ଲେ ବେଡ୍ତମ୍, ଆନିନ୍ଆଡଙ୍ ଆମନ୍ ଅମ୍ମଡେନ୍ ନଙ୍, ଆନିନ୍ଆଡଙ୍ ଆମନ୍ ବେଡ୍ତେ ବନ୍, ଏତ୍ତେଲ୍ଡେନ୍ ଆନିନ୍ ଆମନ୍ଆଡଙ୍ ଅନମେଙ୍ଡାନ୍ ତିୟ୍ତମ୍ ବନ୍ ।”
11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
ତି ଆଇମରନ୍ ଆନିନ୍ଆଡଙ୍ ବରେନ୍, “ଏ ଆଜ୍ଞା, ଡାଆନ୍ ଗେଙ୍ଗେନନ୍ ଆସନ୍ ଅମଙ୍ନମ୍ ଇନ୍ନିଙ୍ ବାଲ୍ଟି ତଡ୍, ଆରି କୁଆନ୍ ଜରୁଡମ୍, ଏତ୍ତେଲ୍ଡେନ୍ ଆମନ୍ ଅଡ଼େଙ୍ଗା ସିଲଡ୍ ତି ଅନମେଙ୍ଡାନ୍ ଞାଙେନ୍?
12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
ପୁର୍ବା ଜୋଜୋଲେନ୍ ଜାକୁବନ୍ କେନ୍ ଆ କୁଆ ଅବ୍ଗାୟ୍ଗାୟେନ୍ । ଆରି, ଆନିନ୍, ଆ ଡାଙ୍ଗଡ଼ାଅନଞ୍ଜି ଡ ଆନିଞ୍ଜି ଆବ୍ରନେଞ୍ଜି ଆ ଜନ୍ତୁଞ୍ଜି କେନ୍ ଆ କୁଆ ଆ ଡାଆ ଗାଏଞ୍ଜି, ଆନିନ୍ ସିଲଡ୍ ପଙ୍ ଆମନ୍ ସୋଡ଼ା?”
13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ଆନା କେନ୍ ଆ ଡାଆ ଗାତେ, ଆନିନ୍ ଆରି ଇର୍ଗାଲ୍ତେ;
14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” (aiōn , aiōnios )
ବନ୍ଡ ଞେନ୍ ଅଙ୍ଗା ଡାଆ ତିୟ୍ତାୟ୍, ତିଆତେ ଆନା ଗାତେ, ଆନିନ୍ ଆଙ୍ଗିୟ୍ ଅଃନ୍ନିର୍ଗାଲେ, ଆର୍ପାୟ୍ ଞେନ୍ ଆନିନ୍ଆଡଙ୍ ଅଙ୍ଗା ଡାଆ ତିୟ୍ତାୟ୍, ତିଆତେ ଅଃନ୍ନଞିଡେନ୍ ଆନମେଙ୍ ଆତ୍ରିୟ୍ତେନ୍ ଆ ଡରୁଙ୍ଡମ୍ନେଡା ଅନ୍ତମ୍ ଆମଙନ୍ ସିଲଡ୍ ଗୋତ୍ତାୟ୍ ।” (aiōn , aiōnios )
15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।
ଆଇମରନ୍ ଆନିନ୍ଆଡଙ୍ ବରେନ୍, “ଏ ଆଜ୍ଞା, ଞେନ୍ଆଡଙ୍ ତି ଆ ଡାଆ ତିୟିଁୟ୍, ଏତ୍ତେଲ୍ଡେନ୍ ଞେନ୍ ଆଙ୍ଗିୟ୍ ଆରି ଅଃନ୍ନିର୍ଗାଲିଁୟ୍, ଆରି ଡାଆବାନ୍ ଡିୟ୍ନେ ସଙାୟ୍ ଆ ତଙର୍ ଅଃନ୍ନିଆୟ୍ ।”
16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।”
ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଜିରା, ଅୟ୍ତବ୍ନମ୍ଆଡଙ୍ ତେନ୍ନେ ଓଡ୍ଡେଲେ ଇୟ୍ନୋରୋଙା ।”
17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ;
ଆଇମରନ୍ ଆନିନ୍ଆଡଙ୍ ଜାଲଙେନ୍, “ଅୟ୍ତବ୍ଞେନ୍ ଅବୟ୍ ତଡ୍ ।” ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଅୟ୍ତବ୍ଞେନ୍ ଅବୟ୍ ତଡ୍, କେନ୍ଆତେ ଆମନ୍ ଆଜାଡ଼ିଡମ୍ ବର୍ରନେ;
18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।”
ଇନିଆସନ୍ଗାମେଣ୍ଡେନ୍ ଅୟ୍ତବ୍ନମ୍ଜି ମନ୍ଲୟ୍ ମନ୍ରା ଡକୋଏଞ୍ଜି, ଆରି ନମି ଅମଙ୍ନମ୍ ଆନା ଡକୋ, ଆନିନ୍ ନିୟ୍ ଅୟ୍ତବ୍ନମ୍ ତଡ୍, କେନ୍ଆତେ ଆମନ୍ ଆଜାଡ଼ିଡମ୍ ବର୍ରନେ ।”
19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି।
ଆଇମରନ୍ ଆନିନ୍ଆଡଙ୍ ବରେନ୍, “ଆଜ୍ଞା, ଆମନ୍ ଅବୟ୍ ପୁର୍ବାଃତେ ବର୍ନେମର୍, କେନ୍ଆତେ ଞେନ୍ ଜନାଲେ ରପ୍ତିତାୟ୍ ।
20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି।
ପୁର୍ବା ଜୋଜୋଲେଞ୍ଜି କେନ୍ ଆ ବରୁଲୋଙ୍ ପୁର୍ପୁର୍ରଞ୍ଜି, ବନ୍ଡ ଆମ୍ୱେଞ୍ଜି ଜିଉଦିମରଞ୍ଜି ଏଗାମ୍ତେ, ଜିରୁସାଲମଲୋଙନ୍ ତୁମ୍ ପୁର୍ପୁର୍ତନେବୋ ।”
21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋʼ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଏ ଆଇମର୍, ବର୍ନେଞେନ୍ ଡର୍ନା, ଏନ୍ନେଲେ ଡିନ୍ନାନ୍ ଅଡ଼ୋତାୟ୍ ଡ, ତି ଆ ଡିନ୍ନା କେନ୍ ଆ ବରୁଲୋଙ୍ ଅଡ଼େ ଜିରୁସାଲମଲୋଙନ୍ ଆପେୟନ୍ଆଡଙ୍ ପନୁରନ୍ ଅଃଡ୍ଡେଏ ।
22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
ଆମ୍ୱେଞ୍ଜି ସମିରୋଣମରଞ୍ଜି ଆନାଆଡଙ୍ ଏପୁର୍ତେ, ତିଆତେ ଆମ୍ୱେଞ୍ଜି ଜନାଜି ତଡ୍, ବନ୍ଡ ଇନ୍ଲେଞ୍ଜି ଜିଉଦିମରଞ୍ଜି ଆନାଆଡଙ୍ ଏପୁର୍ତାୟ୍ ତିଆତେ ଇନ୍ଲେଞ୍ଜି ଜନାଜି, ଇନିଆସନ୍ଗାମେଣ୍ଡେନ୍ ଜିଉଦିମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅନୁରନ୍ ଜିର୍ତାୟ୍ ।
23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି।
ବନ୍ଡ ଅଙ୍ଗା ଆଡିଡ୍ ଆଜାଡ଼ି ସେନ୍ପୁର୍ମରଞ୍ଜି ପୁରାଡ଼ାନ୍ ଡ ଆଜାଡ଼ିନ୍ ବାତ୍ତେ ଆପେୟନ୍ଆଡଙ୍ ପୁର୍ତଜି, ତି ଡିନ୍ନା ଅଡ଼ୋତାୟ୍, ଆରି ନମି ନିୟ୍ ଅଡ଼ୋଲାୟ୍ନି, ଇନିଆସନ୍ଗାମେଣ୍ଡେନ୍ ଆପେୟନ୍ କେନ୍ ଆ ସେନ୍ପୁର୍ ସାୟ୍ତେ ।
24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।”
ଇସ୍ୱରନ୍ ପୁରାଡ଼ା, ଆରି ଆନାଜି ଆନିନ୍ଆଡଙ୍ ପୁର୍ତଜି, ଆନିଞ୍ଜି ପୁରାଡ଼ାନ୍ ଡ ଆଜାଡ଼ିନ୍ ବାତ୍ତେ ପୁରେତଜି ।”
25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
ଆଇମରନ୍ ଆନିନ୍ଆଡଙ୍ ବରେନ୍, “ମସିଅ ଆନିନ୍ଆଡଙ୍ କ୍ରିସ୍ଟ ଗାମ୍ତଜି, ଆନିନ୍ ଜିର୍ତାୟ୍ ଗାମ୍ଲେ ଞେନ୍ ଜନା, ଅଙ୍ଗା ଆଡିଡ୍ ଆନିନ୍ ଜିର୍ତାୟ୍, ଆନିନ୍ ଇନ୍ଲେଞ୍ଜିଆଡଙ୍ ଅଡ଼୍କୋନ୍ ଆ ବର୍ନେଜି ଇୟ୍ତାୟ୍ ଅବ୍ଜନାଲେନ୍ ।”
26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।”
ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ଞେନ୍ ଆନିନ୍, ତି ଆ ମନ୍ରା ମା ନମିଞେନ୍ ଆମନ୍ ସରିନ୍ କଡାଡ଼ିତନେ ।”
27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
ତି ଆ ବନେଡ଼ା ଆ ଞଙ୍ନେମରଞ୍ଜି ତେତ୍ତେ ୟର୍ରନ୍ ଜିସୁନ୍ ଅବୟ୍ ଆଇମରନ୍ ସରିନ୍ ଆକ୍ରଡାଡ଼ିଲନ୍ ଇୟ୍ଲାୟ୍ ଗିଜେଞ୍ଜି, ସାନ୍ନି ଡେଏଞ୍ଜି । ବନ୍ଡ “ଆମନ୍ ଇନି ସାୟ୍ତେ? ଅଡ଼େ ଇନିବା ଆନିନ୍ ସରିନ୍ କଡାଡ଼ିତନେ?” ଗାମ୍ଲେ ଆନ୍ନିଙ୍ ଆନିନ୍ଆଡଙ୍ ଅଃବ୍ବର୍ରଜି ।
28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
ସିଲତ୍ତେ ତି ଆଇମରନ୍ ଡାଆସୋଡନ୍ ଅମ୍ରେଙ୍ଡାଲେ ଗଡ଼ାନ୍ ଜିର୍ରେ, ମନ୍ରାଞ୍ଜିଆଡଙ୍ ଇୟ୍ଲେ ବରେଜି,
29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
“ୟବା, ଅବୟ୍ନେଆଡଙ୍ ଆୟ୍ ଗିୟ୍ବା, ଞେନ୍ ଇନିଜି ଲୁମ୍ଲାୟ୍, ତିଆତେଜି ଅଡ଼୍କୋନ୍ ଆନିନ୍ ବର୍ରନେ, ଆନିନ୍ ଜାଆରୋ କ୍ରିସ୍ଟନ୍?”
30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ।
ସିଲତ୍ତେ ମନ୍ରାଞ୍ଜି ଗଡ଼ାନ୍ ସିଲଡ୍ ଡୁଙ୍ଲନ୍ ଆମଙନ୍ ଇୟ୍ଲାଜି ।
31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ।
ତି ଆ ବନେଡ଼ା ଞଙ୍ନେମରଞ୍ଜି ଆନିନ୍ଆଡଙ୍ ବରେଞ୍ଜି, “ଏ ଞନଙ୍ତିୟ୍ମର୍, ଗାଗାନା ।”
32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।”
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଗାଗାନେନ୍ ଆସନ୍ ଅଙ୍ଗା ଜନୋମ୍ ଅମଙ୍ଞେନ୍ ଡକୋ, ତିଆତେ ଆମ୍ୱେଞ୍ଜି ଇନ୍ନିଙ୍ ଜନାଜି ତଡ୍ ।”
33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା?
ତିଆସନ୍ ଞଙ୍ନେମରଞ୍ଜି ତର୍ଡମ୍ କଡାଡ଼ିଲଞ୍ଜି, “ଆନିନ୍ଆଡଙ୍ ଆନ୍ନିଙ୍ ଜନୋମନ୍ ପାଙ୍ତିୟ୍ଲାୟ୍ ପଙ୍?”
34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଅନାପ୍ପାୟ୍ମର୍ଞେନ୍ ଆ ଇସ୍ସୁମ୍ ବାତ୍ତେ କାବ୍ବାଡ଼ାନ୍ ଲନୁମନ୍ ଆରି ଆନିନ୍ ଆତ୍ରିୟ୍ଲିଞନ୍ ଆ କାବ୍ବାଡ଼ା ଅନବ୍ସୁଜ୍ଜେନ୍, କେନ୍ଆତେ ମା ଜନୋମ୍ଞେନ୍ ।
35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
ଆମ୍ୱେଞ୍ଜି ଏଗାମ୍ତେ, ‘ଜନ୍ରୋମନ୍ ଗଗଡନ୍ ଆସନ୍ ଆରି ଉଞ୍ଜି ଆଙ୍ଗାୟ୍ ଡକୋ ।’ ବନ୍ଡ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଜନ୍ରୋମ୍ଆଲଞ୍ଜି ଗିୟ୍ବା, ତି ଅଡ଼୍କୋନ୍ ଗଗଡନ୍ ଆସନ୍ ଅଗୁରେନ୍ନି ।
36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। (aiōnios )
ନମିନ୍ତାନ୍ ଗଗଡ୍ନ୍ନେମରନ୍ ବଡିନ୍ ଞାଙ୍ତେ, ଆରି ଆନିନ୍ ଅଃନ୍ନଞିଡେନ୍ ଆନମେଙ୍ ଆସନ୍ ଅଜନ୍ ରୁକ୍କୁତେ । ତି ବାତ୍ତେ ବୁବ୍ବୁଡ୍ନେମରନ୍ ଡ ଗଗଡ୍ନ୍ନେମରନ୍ ବାଗୁଞ୍ଜି ମାୟ୍ଲନ୍ ସର୍ଡାତଞ୍ଜି । (aiōnios )
37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
ଇନିଆସନ୍ଗାମେଣ୍ଡେନ୍ ଅବୟ୍ନେ ବିଡ୍ତେ ଆରି ଆନ୍ନାମର୍ ଅବୟ୍ନେ ଗଡ୍ତେ, କେନ୍ ଆ ବର୍ନେ ଆଜାଡ଼ିନ୍ ।
38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।”
ଆମ୍ୱେଞ୍ଜି ଅଙ୍ଗା ଜନ୍ରୋମ୍ଆଲ୍ ଆସନ୍ ଏଃଲ୍ଲନୁମ୍ଲନ୍, ତିଆତେ ଗଗଡନ୍ ଆସନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ଆପ୍ପାୟ୍ଲବେନ୍, ଆନ୍ନାମରଞ୍ଜି କାବ୍ବାଡ଼ାଲଞ୍ଜି, ଆରି ଆମ୍ୱେଞ୍ଜି ଆ କାବ୍ବାଡ଼ାଞ୍ଜି ଆ ଲାବ ଏଞାଙ୍ତେ ।”
39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
ତି ଆ ଗଡ଼ାଲୋଙ୍ ଗୋଗୋୟ୍ଡମ୍ ସମିରୋଣମରଞ୍ଜି ଜିସୁନ୍ ଆମଙ୍ ଡର୍ରଞ୍ଜି । ଇନିଆସନ୍ଗାମେଣ୍ଡେନ୍ ତି ଆଇମରନ୍, “ଆମ୍ମୁଙ୍ ଞେନ୍ ଇନିଜି ଲୁମ୍ଲାୟ୍, ତି ଅଡ଼୍କୋନ୍ ଆନିନ୍ ଞେନ୍ଆଡଙ୍ ବର୍ରିଁୟ୍ ।” ଗାମ୍ଲେ ଅଡ଼୍କୋ ମନ୍ରାନ୍ ଆମଙ୍ ସାକିନ୍ ତିୟେନ୍ ।
40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ।
ଆରି ସମିରୋଣମରଞ୍ଜି, ଆମଙଞ୍ଜି ଡକୋନେନ୍ ଆସନ୍ ଜିସୁନ୍ଆଡଙ୍ ଇୟ୍ଲାୟ୍ ବରେଜି, ତିଆସନ୍ ତେତ୍ତେ ଆନିନ୍ ବାଗୁ ଡିନ୍ନା ଡକୋଲନ୍ ।
41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।
ଆରି, ଜିସୁନ୍ ଆନପ୍ପୁଙ୍ବର୍ ଅମ୍ଡଙ୍ଡାଲେ ଗୋଗୋୟ୍ଡମ୍ ମନ୍ରାଞ୍ଜି ଡର୍ରଞ୍ଜି ।
42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
ଆରି, ଆନିଞ୍ଜି ତି ଆଇମରନ୍ଆଡଙ୍ ବରେଞ୍ଜି, “ନମି ବର୍ନେନମ୍ ତୁମ୍ ଅମ୍ମେଲେ ଇନ୍ଲେଞ୍ଜି ଏଃଡ୍ଡର୍ନାୟ୍, ଇନିଆସନ୍ଗାମେଣ୍ଡେନ୍ ଇନ୍ଲେନ୍ଡମ୍ ଏଅମ୍ଡଙ୍ଲାୟ୍, ଆରି ଆଜାଡ଼ିଡମ୍ କେନ୍ଆନିନ୍ ପୁର୍ତିନ୍ ଆନୁର୍ମର୍, ଗାମ୍ଲେ ଇନ୍ଲେଞ୍ଜି ଏଜନାଲାୟ୍ ।”
43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ।
ବାଗୁ ଡିନ୍ନା ଆ ତିକ୍କି ଜିସୁନ୍ ତେତ୍ତେ ସିଲଡ୍ ଡୁଙ୍ଲନ୍ ଗାଲିଲିନ୍ ଜିରେନ୍ ।
44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ।
ଇନିଆସନ୍ଗାମେଣ୍ଡେନ୍ ଜିସୁନ୍ ଆନିନ୍ଡମ୍ ବର୍ରନେ, “ଆ ସାଇଡମ୍ଲୋଙନ୍ ପୁର୍ବାଃତେ ବର୍ନେମରନ୍ଆଡଙ୍ ଅଃମ୍ମାନ୍ନେଏଜି ।”
45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ।
ଆରି, ଜିସୁନ୍ ଗାଲିଲିନ୍ ଆରିୟ୍ଲାଞନ୍, ତେତ୍ତେବାଜି ଆନିନ୍ଆଡଙ୍ ଜାଏଞ୍ଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ନିୟ୍ ପୁର୍ପୁରିଙନ୍ ଜିରୁସାଲମନ୍ ଇୟେଞ୍ଜି, ଆରି ଜିସୁନ୍ ଜିରୁସାଲମଲୋଙନ୍ ଇନିଜି ଲୁମେନ୍, ତି ଅଡ଼୍କୋନ୍ ଆନିଞ୍ଜି ଗିଜେଞ୍ଜି ।
46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା।
ସିଲଡ୍ଲ୍ଲନ୍ ଜିସୁନ୍ ଗାଲିଲିନ୍ କାନ୍ନା ଗଡ଼ାନ୍ ୟର୍ରନେ । ଆମ୍ମୁଙ୍ ତେତ୍ତେ ଆନିନ୍ ଡାଆନ୍ ଦ୍ରାକ୍ୟାଡାନ୍ ଗବ୍ଡେଲେନ୍ । ଆରି ତେତ୍ତେ ରାଜାସିଂଲୋଙନ୍ ଆକ୍ରାବ୍ବାଡ଼ାତନ୍ ଅବୟ୍ ମନ୍ରାନ୍ ଡକୋଏନ୍, ଆ ଡାଙ୍ଗଡ଼ାଅନନ୍ କପର୍ନାଉମ୍ ଗଡ଼ାଲୋଙନ୍ ବମ୍ୱମ୍ଲନ୍ ଡକୋଲନେ ।
47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍ ହୋଇଥିଲା।
ଜିସୁନ୍ ଜିଉଦାନ୍ ସିଲଡ୍ ଗାଲିଲିନ୍ ଜିର୍ରାୟ୍ ଗାମ୍ଲେ ଆରମ୍ଡଙେନ୍ ତି ମନ୍ରାନ୍ ଜିସୁନ୍ ଆମଙ୍ ଇୟେନ୍ । ଆରବୁଗୋ ଆଡ୍ରକୋଏନ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ ମନବ୍ନଙ୍ବାନ୍ କପର୍ନାଉମନ୍ ଅନିୟନ୍ ଆସନ୍ ଆନିନ୍ ଜିସୁନ୍ଆଡଙ୍ ଇୟ୍ଲେ ବରେ ।
48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।”
ସିଲତ୍ତେ ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଅରମ୍ମଡନ୍ ଡ ସାନ୍ନି କାବ୍ବାଡ଼ାନ୍ ଏଃଗିୟ୍ଲୋ ଡେନ୍, ଆମ୍ୱେଞ୍ଜି ଆଙ୍ଗାଜନଙ୍ ଏଃଡ୍ଡର୍ନେ ।”
49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ।
ତି ରାଜାସିଂଲୋଙନ୍ ଆକ୍ରାବ୍ବାଡ଼ାତନ୍ ଆ ମନ୍ରା ଗାମେନ୍, “ଏ ପ୍ରବୁ, ପସିୟ୍ଞେନ୍ ଅଣ୍ଡ୍ରଙ୍ ରବୁଏନ୍ ଆଡିଡ୍ ଇଆୟ୍ ।”
50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ।
ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଜିରା, ଡାଙ୍ଗଡ଼ାଅନ୍ନମ୍ ଅମେଙେନ୍ନି ।” ତି ଆ ମନ୍ରା ଜିସୁନ୍ ଆ ବର୍ନେ ଡର୍ରନ୍ ଜିରେନ୍ ।
51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
ଆରି, ଆନିନ୍ ଜିରା ଜିରା ଆ କମ୍ୱାରିମରଞ୍ଜି ଆନିନ୍ଆଡଙ୍ ରବାଙ୍ଡାଲେ “ଡାଙ୍ଗଡ଼ାଅନ୍ନମ୍ ଅମେଙେନ୍” ଗାମ୍ଲେ ଇୟ୍ଲାୟ୍ ବରେଜି ।
52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।
ତିଆସନ୍ ଆଙ୍ଗାବେଡ଼ା ଆନିନ୍ ମନଙେନ୍ ଗାମ୍ଲେ ଆନିନ୍ କମ୍ୱାରିମରଞ୍ଜିଆଡଙ୍ ବରେଞ୍ଜି । ସିଲତ୍ତେ ଆନିଞ୍ଜି ଆନିନ୍ଆଡଙ୍ ଜାଲଙେଞ୍ଜି, “ରୁବନ୍ ସାତଟାରେ ଆନିନ୍ ଅସୁନ୍ ତଡେନ୍ ।”
53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।
ସିଲତ୍ତେ ଆପେୟନ୍ ମନ୍ନେଏନ୍ ଅଙ୍ଗାବେଡ଼ା ଜିସୁନ୍, “ଡାଙ୍ଗଡ଼ାଅନ୍ନମ୍ ଅମେଙେନ୍,” ଗାମ୍ଲେ ଆନିନ୍ଆଡଙ୍ ବରେନ୍, ତି ଆ ବନେଡ଼ା ମା ଆ ଡାଙ୍ଗଡ଼ାଅନନ୍ ମନଙେନ୍ । ଆରି ଆନିନ୍ ଡ ଆସିଂମରଞ୍ଜି ଅଡ଼୍କୋଞ୍ଜି ଡର୍ରଞ୍ଜି ।
54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।
ଜିସୁନ୍ ଜିଉଦାନ୍ ସିଲଡ୍ ଗାଲିଲିନ୍ ଜିର୍ରେ କେନ୍ଆତେ ବାଗୁତର ଇଙନ୍ ସାନ୍ନି କାବ୍ବାଡ଼ାନ୍ ଲୁମେନ୍ ।