< ଯୋହନ 4 >

1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
ବାପ୍ତିଜକ ଜହନ୍‌ନେ ବାନ୍ ଜିସୁ ଜବର୍ ରେମୁଆଁଇଂକେ ସିସ୍ ଡିଙ୍ଗ୍‌ଡିଙ୍କେ ଆରି ଆମେଇଂକେ ଦିକ୍ୟା ବିଃ ଡିଙ୍ଗ୍‌କ୍ନେ କବର୍ ଫାରୁଶୀଇଂ ଅଁଆର୍କେ
2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
ଡାଗ୍ଲା ଜିସୁ ସତେଆ ରେମୁଆଁଇଂକେ ଦିକ୍ୟା ବିଃ ଆଡିଙ୍ଗ୍‌କେ ମେଁନେ ସିସ୍ଇଂ ରେମୁଆଁଇଂକେ ଦିକ୍ୟା ବିଃ ଡିଙ୍ଗ୍‌ଗେ
3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।
ଜିସୁ ମ୍ୟାୟାଲେଃକେ ଜେ ଫାରୁଶୀଇଂ ମେଁନେ ବିସୟ୍‌ରେ ଅଁଲେଃଆର୍‌କେ । ତେସା ଜିସୁ ଆତେନ୍‌ ବେଲା ଜିଉଦାପ୍ରଦେଶ୍‌ ଆନ୍‌ତାର୍‌ଚେ ବାରି ମୁଇଂତର୍‌ ଗାଲିଲୀନ୍ନିଆ ଆଣ୍ଡେକେ ।
4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା।
ଜିସୁ ୱିଗ୍‌ନେ ବେଲା ମେଁ ସମରିଆ ଗାଲି ବିଚେ ୱେନେ ପଡ଼େକେ ।
5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
ତେଲା ମେଁ ୱେଚେ ଜାକୁବ୍‌ ନିଜର୍ ଉଙ୍ଗ୍‌ଡେ ଯୋଷେଫ କିକେ ଆଣ୍ତିନେ ମେତାଃଲିଜ ଦାନ୍ ବିବକେ । ଆତ୍‌ଡାଗ୍ରା ସମରିଆନେ ସୁଖାର ମ୍ନିକ୍ନେ ମୁଇଂ ଇନିନ୍ନିଆ ୱେଚାକେ ।
6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
ଆତେନ୍‌ ଜାଗାନ୍ନିଆ ଜାକୁବ୍‌ନେ କୁଇଁସାଲ୍‌ ଲେଃକେ ଜିସୁ ଅଲେଙ୍ଗ୍ ଅଲେଙ୍ଗ୍‌ଚେ ଲାକାଃ ୱେଲେଃକେ ତେସା ମେଁ କୁଇଁସାଲ୍‌ ଡାଗ୍ରା କକେ ଆତେନ୍‌ ବେଲା ବାର୍‌ଗଣ୍ଟା ଡିଙ୍ଗ୍ ଲେଃକେ ।
7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।”
ମୁଇଙ୍ଗ୍ ଶମିରୋଣୀୟ ସେଲାମ୍ବୁଏ ଣ୍ଡିଆ ଡୁଂୱିଗ୍‌ ନ୍‌ସା ପାଙ୍ଗ୍‌କେ ଜିସୁ ଆମେକେ ବାସଙ୍ଗ୍‌କେ, “ଆନେଙ୍ଗ୍ ଣ୍ଡିଆ ଇକୁଡ଼ା ବିଃଲା ।”
8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ।
ଆତେନ୍‌ ବେଲା ଜିସୁନେ ସିସ୍ଇଂ ଚଙ୍ଗ୍‌ନେ ବିଆର୍‌ ନ୍‌ସା ଇନିନ୍ନିଆ ୱେଲେଃଆର୍‌କେ ।
9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ।
ଆତେନ୍‌ ଶମିରୋଣୀୟ ସେଲାମ୍ବୁଏ ଜିସୁକେ ବାସଙ୍ଗ୍‌କେ “ନାନେ ମୁଇଙ୍ଗ୍ ଜିଉଦି ବାରି ନେଙ୍ଗ୍ ମୁଇଙ୍ଗ୍ ଶମିରୋଣୀୟ ସେଲାମ୍ବୁଏ ନାଁ ଡିରକମ୍ ନେଙ୍ଗ୍ ନ୍ତିବାନ୍‌ ଣ୍ଡିଆ ଉଗ୍ ନ୍‌ସା ସାଲିଆ ନାଡିଙ୍ଗ୍‌?” ଡାଗ୍ଲା ଜିଉଦିଇଂ ଶମିରୋଣୀୟଇଂନେ ଆଃତେ ବେବ‍ଆର୍‌ ଣ୍ତୁ ।
10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”
ଜିସୁ ଉତର୍ ବିଃକେ “ଇସ୍‌ପର୍ ମେଁନେ ବିଃ ୟାଏ ପେ ଜଦି ପେପାମ୍ୟା ଆରି ଜାଣ୍ଡେ ନାଁ ନ୍ତିବାନ୍‌ ଉଗ୍ ନ୍‌ସା ଚାଏଁଡିଙ୍ଗ୍‌କେ ଆମେକେ ଜଦି ନାପାମ୍ୟା ନାଁ ଆମେକେ ନାପାସାଲ୍ୟା ଆରି ମେଁ ପାରାନ୍ ଣ୍ଡିଆ ମ୍ପାବି ।”
11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
ଆତେନ୍‌ ସେଲାମ୍ବୁଏ ଜିସୁକେ ବାସଙ୍ଗ୍‌କେ, “ମାପ୍‌ରୁ ଣ୍ଡିଆ ବାଗ୍ ନ୍‌ସା ନାଁନେ ଡାଗ୍ରା ମେଃଡିଗ୍‌ ବାଲ୍‌ଟି ଣ୍ତୁ ବାରି କୁଇଁସାଲ୍‌ ଲେଃ ସ୍ରିଲେଃକେ । ତେଲା ନାଁ ଆଣ୍ଡିବାନ୍ ଆତେନ୍‌ ପାରାନ୍ ଣ୍ଡିଆ ବା ନାଲେଃକେ?
12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
ନେଁନେ ନ୍ତା ଞ୍ଜା ଜାକୁବ୍‌ ଆକେନ୍ କୁଇଁସାଲ୍‌ ଆଗବକେ । ମେଁ ମେଁନେ ଉଙ୍ଗ୍‌ଡେଇଂ ଆରି ମେଁନେ ପସୁଇଂ ଆକେନ୍ କୁଇଁସାଲ୍‌ବାନ୍‌ ଣ୍ଡିଆ ଉଗ୍‌ଡିଙ୍ଗ୍‌ ଆର୍‌କେ ନାଁ ମେଁନେ ଜାକୁବ୍‌ନେବାନ୍‌ ମ୍ନା?”
13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
ଜିସୁ ଉତର୍ ବିଃକେ; “ଆକେନ୍ କୁଇଁସାଲ୍‌ନେ ଣ୍ଡିଆ ଜାଣ୍ତେ ଉଗ୍‌ଏ ଆମେକେ ଆରି ମୁଇଂତର୍ ଉଗ୍‌ଡ୍ୟା ଡଏ
14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” (aiōn g165, aiōnios g166)
ଡାଗ୍ଲା ନେଙ୍ଗ୍ ଆଣ୍ତିନେ ଣ୍ଡିଆ ମ୍ବିଏ ଆତେନ୍‌ ଜାଣ୍ଡେ ଉଗ୍‌ଏ ଆମେ ଆରି ଅଃନା ଉଗ୍‌ଡ୍ୟା ଆଡ ଣ୍ତୁ ଆରି ନେଙ୍ଗ୍ ବିଣ୍ତିଂକ୍ନେ ଣ୍ଡିଆ ମେଁ ଗାଗ୍‌ଡ଼େ ମୁଇଙ୍ଗ୍ ପାରାନ୍ ସୁଗୁଆ ଜର୍‌ନାଡ଼ିଆ ରକମ୍ ଡିଙ୍ଗ୍‌ଏ । ଆତ୍‌ବାନ୍ ଉଗ୍‌ଲା ମେଁ ମାଡାନେ ପାରାନ୍ ବାଏ ।” (aiōn g165, aiōnios g166)
15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।
ସେଲାମ୍ବୁଏ ଜିସୁକେ ବାସଙ୍ଗ୍‌କେ, “ମାପ୍‌ରୁ, ଆତେନ୍‌ ଣ୍ଡିଆ ଆନେଙ୍ଗ୍ ବିଃଲା! ତେଲା ଆରି ଅଃନା ଆନେଙ୍ଗ୍ ଉଗ୍‌ଡ୍ୟା ଆଡ ଣ୍ତୁ; ଣ୍ଡିଆ ବାଗ୍ ନ୍‌ସା ଅଃକେନ୍ କୁଇଁସାଲ୍‌ନ୍ନିଆ ବାରି ପାଙ୍ଗ୍‌ନେ ଆପଡ଼େ ଣ୍ତୁ ।”
16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।”
ଜିସୁ ସେଲାମ୍ବୁଏକେ ବାସଙ୍ଗ୍‌କେ ୱେଲା ନାଁନେ ଆଣ୍ତାକେ ୱାଡୁଙ୍ଗ୍‌ପାଙ୍ଗ୍‌ଲା ।
17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ;
ସେଲାମ୍ବୁଏ ଜିସୁକେ ଉତର୍ ବିଃକେ ନେଙ୍ଗ୍‌ନେ ଆଣ୍ତା ଣ୍ତୁ । ଜିସୁ ଆମେକେ ବାସଙ୍ଗ୍‌କେ ନାଁନେ ଆଣ୍ତା ଣ୍ତୁ ଆକେନ୍ ତ ଟିକ୍ ନାବାସଙ୍ଗ୍‌କେ
18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।”
ଡାଗ୍ଲା ନାନେ ମାଲିକ୍ଲିଗ୍‌ ଆଣ୍ତା ଲେଃକେ ଆରି ଏକ୍ରେ ନାନେ ଡାଗ୍ରା ଜା ଲେଃକେ ମେଁ ନାନେ ଆଣ୍ତା ଣ୍ତୁ; ଆକେନ୍ ସତ୍ ବାସଙ୍ଗ୍‌ ନାବକେ ।
19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି।
ସେଲାମ୍ବୁଏ ଜିସୁକେ ବାଲିର୍‌କେ, “ଗୁରୁ, ନାଁ ଜେ ମୁଇଙ୍ଗ୍ ବାବବାଦି ଆକେନ୍ ନେଙ୍ଗ୍ କିକେଣ୍ଡିଙ୍ଗ୍ ।
20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି।
ନେଁନେ ଶମିରୋଣୀୟ ନ୍ତାଞ୍ଜାଇଂ ଆକେନ୍ କଣ୍ଡା ଆଡ଼ାତ୍ରା ପାର୍‌ତନା ଡିଙ୍ଗ୍‌ଆର୍କେ; ଡାଗ୍ଲା ପେଇଂନେ ଜିଉଦିଇଂ ବାଲିର୍ ଡିଙ୍ଗ୍‌ଆର୍କେ ଇସ୍‌ପର୍‌କେ ପାର୍‌ତନା ଡିଙ୍ଗ୍‌ନେ ସମାନ୍ ଜାଗା ଡିଙ୍ଗ୍‌ଡିଂକେ ଯିରୁଶାଲମ୍ ।”
21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋʼ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
ଜିସୁ ବାଲିର୍‌କେ “ଅ ସେଲାମ୍ବୁଏ ଆନେଙ୍ଗ୍ ବିସ୍‌ବାସ୍ ଡିଙ୍ଗ୍‌ପା; ବେଲା ପିଙ୍ଗ୍‍ଚାଡିଂକେ ଉଡ଼ି ବେଲା ରେମୁଆଁ ନେଙ୍ଗ୍ ଆବା ଇସ୍‌ପର୍‌କେ ଆକେନ୍ କଣ୍ଡା ଆଡ଼ାତ୍ରା ଆରି ଯିରୁଶାଲମ୍‌ନ୍ନିଆ ବାରି ପାର୍‌ତନା ଆଡିଙ୍ଗ୍‌ଆର୍ ଣ୍ତୁ ।
22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
ପେ ଶମିରୋଣୀୟଇଂ ଜାଣ୍ତେନେ ଉପାସ୍ ଡିଙ୍ଗ୍‌ପେଡିଙ୍ଗ୍‌କେ ସତେଆ ପେମ୍ୟାକେ ଣ୍ତୁ; ଡାଗ୍ଲା ନେନେ ଜିଉଦିଇଂ ମ୍ୟାନେଲେକେ ନେନେ ଜାଣ୍ତେନେ ପାର୍‌ତନା ଡିଙ୍ଗ୍‌ନେଡିଙ୍ଗ୍‌କେ ଡାଗ୍ଲା ଜିଉଦିଇଂନେ ବାନ୍ ଉଦାର୍‌ ବାନେ ପାଙ୍ଗ୍ଏ ।
23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି।
ବେଲା ପାଙ୍ଗ୍‌ଡିଙ୍ଗ୍‌କେ ଆରି ଆତେନ୍‌ ବେଲା ପାଙ୍ଗ୍‌ଲେଃକେ ଉଡ଼ିବେଲା ନିଜେ ପବିତ୍ର ଆତ୍ମାନେ ବପୁରେ ରେମୁଆଁ ଆବା ଇସ୍‌ପର୍‌ନେ ଟିକ୍‌ନା ପର୍‌ମାନ୍‌ ବାଆର୍‌ଏ । ଆତେନ୍‌ ବେଲା ମେଇଂ ଆମେକେ ନିମାଣ୍ଡା ବାବ୍‌ରେ ବିତ୍ରେନେ ଆତ୍ମା ଆଃତେ ଆରାଦନା ଡିଙ୍ଗ୍‌ଆର୍‌ଏ । ଦେକ୍‌ରକମ୍ ପାର୍‌ତନା ମେଁ ଚାଏଁଡିଙ୍ଗ୍‌କେ ।
24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।”
ଇସ୍‌ପର୍ ଆଃ ପରମାତ୍ମା । ସତ୍ ଆରି ଆତ୍ମାନ୍ନିଆ ବର୍‌ତି ଡିଙ୍ଗ୍‌ଚେ ପାର୍‌ତନା ଡିଙ୍ଗ୍‌ଣ୍ଡ୍ରେ ମେଁନେ ପାର୍‌ତନା ଡିଙ୍ଗ୍‌ନେ ଦର୍‌କାର୍ ।”
25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
ଆତେନ୍‌ ସେଲାମ୍ବୁଏ ଲେଃ ବାସଙ୍ଗ୍‌କେ, “ନେଙ୍ଗ୍ ମ୍ୟାନ୍ଲେକେ । ମସୀହ ପାଙ୍ଗ୍‌ଏ । ଆତେନ୍‌ ବେଲା ମେଁ ଆନେକେ ସାପା ବିସୟ୍ ବୁଜେ ବିଏ ।”
26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।”
ଜିସୁ ଆମେକେ ଉତର୍ ବିଚେ ବାସଙ୍ଗ୍‌କେ: “ନେଙ୍ଗ୍ ମେଁ ଆଃ ଆତେନ୍‌ ରେମୁଆଁ ଆଃ ଏଃକେ ପେ ଏତେ ବାଲିର୍ ଡିଙ୍ଗ୍‌ଗେ ।”
27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
ଦେକ୍ ରକମ୍ ବେଲା ମେଁନେ ସିସ୍ଇଂ ପାଙ୍ଗ୍‌ଚେ ଜିସୁ ମୁଇଙ୍ଗ୍ ସେଲାମ୍ବୁଏ ଆଃତେ ବାଲିର୍‌ବାତା ଡିଙ୍ଗ୍‌କ୍ନେ କେଚେ ଇରିଆତୁଗ୍ ଆର୍‌କେ, ଏଲେଡିଗ୍‌ ନାଁ ମେଁନେ ଚାଏଁନାଡିଙ୍ଗ୍‌, ଣ୍ତୁଲା ମେଃନ୍‌ସା ମେଁ ଏତେ ବାଲିର୍‌ନାଡିଙ୍ଗ୍‌, ଆକେନ୍ ଜାଣ୍ଡେ ଆମେକେ ସାଲିଆକୁ ନ୍‌ସା ଜା ଡିଗ୍ ସାହାସ୍ ଆଡିଙ୍ଗ୍‌ଆର୍‌କେ ଣ୍ତୁ ।
28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
ଆକେନ୍ ଇଡ଼ିଙ୍ଗ୍ ଆତେନ୍‌ ସେଲାମ୍ବୁଏ ଆତ୍‌ଅରିଆ ମେଁନେ ଣ୍ଡିଆ ଗାରିଆ ଆତେନ୍‌ ଜାଗାନ୍ନିଆ ଆନ୍ତାର୍ ବିଃଚେ ଇନି ବିତ୍ରେ ୱେଚେ ରେମୁଆଁଇଂକେ ବାସଙ୍ଗ୍‌କେ ମୁଇଙ୍ଗ୍ ରେମୁଆଁକେ ପେକେଏ ପାଙ୍ଗ୍‌ଲାପା ।
29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
ନେଙ୍ଗ୍ ପାରାନ୍‌ରେ ମେଁନେ ଡିଙ୍ଗ୍‌ମ୍ୱକେ ମେଁ ଆନେଙ୍ଗ୍ ସାପା ବାଲିର୍ ବିଃବକେ । ଆକ୍‌ମେଁ ଇଙ୍ଗ୍‌ଚା କିସ୍‌ଟ ଡିଙ୍ଗ୍‌ଲେଏ?
30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ।
ଆକ୍‌ବାନ୍ ରେମୁଆଁ ସହର୍‌ବାନ୍ ତାର୍‌ଚେ ଜିସୁନେ ଡାଗ୍ରା ୱେନେ ମୁଲେଆର୍‌କେ ।
31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ।
ଆକେନ୍ ବିତ୍ରେ ସିସ୍ଇଂ ଜିସୁକେ ବାସଙ୍ଗ୍‌ଆର୍‌କେ, ଅ ଗୁରୁ, ମେଃନେଡିଗ୍‌ ଚଙ୍ଗ୍ ନ୍‌ସା କୁସାମୁତି ଡିଙ୍ଗ୍‌ଆର୍କେ ।
32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।”
ଡାଗ୍ଲା ଜିସୁ ଆମେଇଂକେ ବାସଙ୍ଗ୍‌କେ “ନେଙ୍ଗ୍ ଡାଗ୍ରା ଆଣ୍ଡିନେ ବଲେ ଲେଃକେ ଆତେନ୍‌ ବିସୟ୍‌ରେ ପେଇଂ ମେଃଡିଗ୍‌ ପେମ୍ୟା ଣ୍ତୁ ।”
33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା?
ସିସ୍ଇଂ ନିଜର୍ ନିଜର୍ ବିତ୍ରେ ସାଲ୍ୟାକୁ ଆର୍‌କେ? “ଜାଣ୍ଡେ ଆମେକେ ମେଃଡିଗ୍‌ ବଲେ ଡୁଂପାଙ୍ଗ୍‌ ବିଃବକେ କି?”
34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।
ଜିସୁ ଆମେଇଂକେ ବାସଙ୍ଗ୍‌କେ “ଆନେଙ୍ଗ୍ ବେବକ୍ନେ ଣ୍ଡ୍ରେନେ ଇକ୍‌ଚା ପୁରନ୍‌ ଡିଙ୍ଗ୍‌ନେ ଆରି ଆମେକେ ବିଃବକ୍ନେ କାମ୍ ଆଃଡାନେ ଆକେନ୍ ଆଃ ନେଙ୍ଗ୍‌ନେ ବଲେ ।
35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
ପେଇଂ ବାସଙ୍ଗ୍‌ ପେବକେ ଆରି ଅଁଆର୍କେ ଇଡ଼ିଙ୍ଗ୍ କିଆ ୱେନେ ବେଲା ପାଙ୍ଗ୍‌ଏ ଡାଗ୍ଲା ନେଙ୍ଗ୍ ବାସଙ୍ଗ୍‌ଣ୍ଡିଂ ଲିଜ ଆଣ୍ଡେଙ୍ଗ୍ ନିମାଣ୍ତା କିକେ କେଲାପା । ଏକ୍ରେ କିଆ ସାପା ବ୍ଲେ ଲେଃକେ ଆରି ୱେନ୍‌ସା ସମାନ୍ ଡିଙ୍ଗ୍ ଲେଃକେ ।
36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। (aiōnios g166)
କିଆ ୱେଣ୍ଡ୍ରେକେ ଆଜ୍‌ରି ବିଡିଂକେ । ମେଁ ମାଡାନେ ପାରାନ୍ ନ୍‌ସା କିଆ ରାଃସିଙ୍ଗ୍‌ ଡିଂକେ । ଆତାନ୍‌ ବାନ୍‌ ବିଗ୍‌ଜାରେ ଆରି କିଆ ୱେଣ୍ଡ୍ରେ ମ୍ୱାୟା ସାର୍ଦା ଡିଙ୍ଗ୍‌ଆର୍‌ଏ । (aiōnios g166)
37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
ଡାଗ୍ଲା ମୁଇଂଜା କିଆ ବିଗ୍‌ଏ ବାରି ବିନ୍‌ନେ ମୁଇଂଜା କିଆ ୱେଏ ଆକେନ୍ ସାମୁଆଁ ସତ୍ ।
38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।”
ପେ ଆଣ୍ତିନେ ଲିଜନ୍ନିଆ କାମ୍ ଡିଙ୍ଗ୍ ପେବକେ ଣ୍ତୁ ଆତେନ୍‌ ୱେନ୍‌ସା ଆପେକେ ନେଙ୍ଗ୍ ବେମ୍ୱକେ । ବିନ୍ନେଡ୍ରେଇଂ ଆତ୍ ସ୍ଲେ ବଆର୍‌କେ ଡାଗ୍ଲା ପେଇଂ ଲାବ୍‌ ବାପେଡିଙ୍ଗ୍‌କେ ।”
39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
ଆତେନ୍‌ ଇନିନେ ଗୁଲେ ଶମିରୋଣୀୟ ଜିସୁକେ ବିସ୍‌ବାସ୍ ଡିଙ୍ଗ୍‌ଆର୍କେ ଡାଗ୍ଲା ସେଲାମ୍ବୁଏ ଆମେଇଂକେ ବାସଙ୍ଗ୍‌ ବକେ “ଅଃସେ ନେଙ୍ଗ୍ ମେଃନେ ସାପା ଡିଙ୍ଗ୍‌ମ୍ୱକେ ଆତେନ୍‌ ସାପା ସାମୁଆଁ ଜିସୁ ଆନେଙ୍ଗ୍ ବାସଙ୍ଗ୍‌ ବିକେ ।”
40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ।
ଶମିରୋଣୀୟଇଂ ଜିସୁନେ ଡାଗ୍ରା ପାଙ୍ଗ୍‌ଚେ ମେଁଇଂନେ ଏତେ ଆରି ଉଡ଼ିସି ଲେଃନ୍‌ସା ଜିସୁକେ କୁସାମୁତି ଡିଙ୍ଗ୍‌କେ । ଜିସୁ ମେଁଇଂନେ ଆଃତେ ଆରି ବାର୍‌ସି ଲେଃକେ ।
41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।
ଜିସୁନେ ବ୍ନାଲିର୍ ଅଁଚେ ଆରି ଗୁଲୁଏ ରେମୁଆଁ ଜିସୁକେ ବିସ୍‌ବାସ୍ ଡିଙ୍ଗ୍‌ଆର୍କେ ।
42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
ମେଇଂ ଆତେନ୍‌ ସେଲାମ୍ବୁଏକେ ବାସଙ୍ଗ୍‌କେ “ମାତର୍‌‌ ନାଁ ନାବାଲିର୍‌କ୍ନେ ଆନେକେ ବିସ୍‌ବାସ୍ ଆଡିଙ୍ଗ୍‌କେ ଣ୍ତୁ; ଜିସୁନେ ସାମୁଆଁ ନିଜେ ଅଁଚେ ମେଁ ଜେ ସତେଆ ମଞ୍ଚ୍‌ପୁର୍‌ନେ ଆମ୍ବ୍ରଣ୍ଡ୍ରେ ଆକେନ୍ ବିସ୍‌ବାସ୍ ଆନେକେ ଡିଙ୍ଗ୍‌କେ ।”
43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ।
ଆତ୍‌ଅରିଆ ବାର୍‌ସି ଲେଃଚେ ଜିସୁ ଗାଲିଲୀନ୍ନିଆ‍ ୱେକେ ।
44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ।
ଡାଗ୍ଲା ଜିସୁ ସେନୁଗ୍ ବାସଙ୍ଗ୍‌ବକେ “ମୁଇଂଜା ବାବବାଦି ନିଜର୍ ଦେସ୍‌ନ୍ନିଆ ମାନ୍ୟ ଆଡିଙ୍ଗ୍‌ଆର୍ ଣ୍ତୁ ।”
45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ।
ଗାଲିଲୀନେ ରେମୁଆଁଇଂ ଜିସୁକେ ଗ୍ର‍ଅନ୍‌ ଡିଙ୍ଗ୍‌ଆର୍କେ ଡାଗ୍ଲା ନିସ୍ତାର୍ ପାଣ୍ତୁଏ ବେଲା ଯିରୁଶାଲାମ୍‌ନ୍ନିଆ ଜିସୁ ଡିଙ୍ଗ୍‌ବକ୍ନେ କାମ୍ ସାପା ମେଇଂ କେଲେଃଆର୍କେ । ଡାଗ୍ଲା ମେଇଂ ଡିଗ୍ ପାଣ୍ତୁଏ କ୍ଲା ୱେଲେଃଆର୍‌କେ ।
46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା।
ଏନ୍‌ ଇଡ଼ିଙ୍ଗ୍ ଜିସୁ ଗାଲିଲୀନେ କାନା ଇନିନ୍ନିଆ ଆଣ୍ତେ ୱିଗ୍‌କେ । ଆତ୍‌ଅରିଆ ମେଁ ଣ୍ତିଆଃକେ ଅଙ୍ଗୁର୍ ରସ୍‌ ଏତେ ଆଃରେବକେ । ଆତ୍‌ଅରିଆ ଲେଃକେ ମୁଇଂଜା ଇଃସାଙ୍ଗ୍‌ନେ ଉଙ୍ଗ୍‌ଡେ କପୁର୍ନାହୁମନ୍ନିଆ ଆଃସି ଲେଃକେ ।
47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା।
ଜିସୁ ଜିଉଦାବାନ୍‌ ଗାଲିଲୀନ୍ନିଆ ପାଙ୍ଗ୍‌ଲେଃକେ ଡାଗ୍‌ଚେ ଅଁଚେ ଆତେନ୍‌ ଇଃସାଙ୍ଗ୍‌ ଜିସୁନେ ଡାଗ୍ରା ୱେକେ । ଗୁଏନେ ଆଡ଼ାତ୍ରା ଲେଃକ୍ନେ ମେଁନେ ଉଙ୍ଗ୍‌ଡେକେ ନିମାଣ୍ତା ଆଡିଙ୍ଗ୍ ନ୍‌ସା କପୁର୍ନାହୁମ ୱେନ୍‌ସା ମେଁ ଜିସୁକେ କୁସାମୁତି ଡିଙ୍ଗ୍‌କେ ।
48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।”
ଜିସୁ ଆମେଇଂକେ ବାସଙ୍ଗ୍‌କେ; “ଚିନା ଆରି ଇରିଆତୁଗ୍ ସ୍ଲେ ସାପା ପେକେଲା ପେଇଂ ଅଃନା ଡିଙ୍ଗ୍ ବିସ୍‌ବାସ୍ ପେଡିଙ୍ଗ୍ ଣ୍ତୁ ।”
49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ।
ଆତେନ୍‌ ସାସନ୍‌ ଡିଙ୍ଗ୍‌ଣ୍ଡ୍ରେ ବାସଙ୍ଗ୍‌କେ, “ଅ ମାପ୍ରୁ, ନେଙ୍ଗ୍ ଉଙ୍ଗ୍‌ଡେ ଗୁଏନେ ସେନୁଗ୍‌ ନେଙ୍ଗ୍ ଏତେ ପାଙ୍ଗ୍‌ଲା ।”
50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ।
ଜିସୁ ଆମେକେ ବାସଙ୍ଗ୍‌କେ “ୱେଲା ନାଁନେ ଉଙ୍ଗ୍‌ଡେ ମ୍ବ୍ରଗେ ।” ଆତେନ୍‌ ରେମୁଆଁ ଜିସୁ ବାସଙ୍ଗ୍‌କ୍ନେ ସାମୁଆଁକେ ବିସ୍‌ବାସ୍ ଡିଙ୍ଗ୍‌ଚେ ଆଣ୍ଡେ ୱିଗ୍‌ଗେ
51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
ବାରି ମେଁ‍ ୱେ‍ନେ ବେଲା ମେଁନେ ଚାକର୍‌ଇଂ ଆମେକେ ଅବାଚେ ନାଁନେ ଗଡ଼େଅ ମ୍ବ୍ରଗେ ଡାଗ୍‌ଚେ ବାଲିର୍‌ଆର୍‌କେ ।
52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।
ତେଲା ଆଣ୍ଡିନେ ବେଲା ମେଁ ନିମାଣ୍ତା ଡିଙ୍ଗ୍‌କେ ଆତେନ୍‌ ମେଁ ଗତିରେଇଂକେ ସାଲିଆକୁକେ । ଆତ୍‌ବାନ୍ ମେଇଂ ଆମେକେ ବାସଙ୍ଗ୍‌ଆର୍‌କେ ତୁଗୁଆ ଗଣ୍ଟେବେଲା ଆମେକେ ସାଃବା ଆନ୍ତାର୍‌ଗେ ।
53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।
ଆକ୍‌ବାନ୍ ମେଁନେ ବାଡ଼େ ବୁଜେକେ ଜେ ଆଣ୍ତିନେ ବେଲା “ନାଁନେ ଗଡ଼େଅ ମ୍ୱ୍ରଲେଃକେ” ଡାଗ୍‌ଚେ ବାସଙ୍ଗ୍‌ ବଗେ ଟିକ୍ ଆତେନ୍‌ ବେଲା ମ୍ୱ୍ରକେ । ଆକେନ୍ ଗଟ୍‌ନା ଇଡ଼ିଙ୍ଗ୍ ମେଁ ଆରି ମେଁନେ ପରିବାର୍‌ନେ ସାପାରେ ଜିସୁକେ ବିସ୍‌ବାସ୍ ଡିଙ୍ଗ୍‌ଆର୍କେ ।
54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।
ଜିସୁ ଜିଉଦାବାନ୍‌ ଆର୍‌ମୁଇଂତର୍‌ ଗାଲିଲୀନ୍ନିଆ ପାଙ୍ଗ୍‌କ୍ନେ ଇଡ଼ିଙ୍ଗ୍ ଆକେନ୍ ଜିସୁନେ ମ୍ବାର୍‌ତର୍‌ ଇରିଆତୁଗ୍ କାମ୍ ।

< ଯୋହନ 4 >