< ଯୋହନ 3 >
1 ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା।
ପାରୁସିଇଂନେ ବିତ୍ରେ ନୀକଦୀମ ମ୍ନିକ୍ନେ ମୁଇଙ୍ଗ୍ ଜିଉଦି ନେତା ଲେଃକେ ।
2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ।
ମେଁ ମିଡିଗ୍ ବେଲା ଜିସୁନେ ଡାଗ୍ରା ପାଙ୍ଗ୍ଚେ ଜିସୁକେ ବାସଙ୍ଗ୍କେ, ଏ ଗୁରୁ ନାଁ ଜେ ଇସ୍ପର୍ବାନ୍ ପାଙ୍ଗ୍ଲେଃକ୍ନେ ଆରି ମୁଇଙ୍ଗ୍ ଗୁରୁ ଆକେନ୍ ନେ ସାପାରେ ମ୍ୟାନେଲେକେ, ଡାଗ୍ଲା ନାଁ ଆକେନ୍ ସାପା ଇରିଆତୁଗ୍ କାମ୍ ଡିଙ୍ଗ୍ନାବକେ, ଇସ୍ପର୍ ଏତେ ଆଲେଃଲା ଆତେନ୍ ସାପା ଜାଣ୍ଡେ ଡିଙ୍ଗ୍ ଆୟା ଣ୍ତୁ ।
3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖି ପାରେ ନାହିଁ।”
ଜିସୁ ଆମେକେ ଉତର୍ ବିଃକେ ନେଙ୍ଗ୍ ଆନାକେ ସତ୍ ବାସଙ୍ଗ୍ଣ୍ଡିଂ, ରେମୁଆଁ ଆରି ମୁଇଂତର୍ ଜନମ୍ ଆପାଙ୍ଗ୍ଲା ଜାଣ୍ଡେ ଇସ୍ପର୍ନେ ରାଇଜ୍ କିକେ ଆୟା ଣ୍ତୁ ।
4 ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କଅଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ?
ନୀକଦୀମ ଜିସୁକେ ସାଲିଆକୁକେ, ଡକ୍ରା ଡିଙ୍ଗ୍ଲା ରେମୁଆଁ ଡିରକମ୍ ଜନମ୍ ଡିଙ୍ଗ୍ ୟାଏ? ମେଁ ମେଁନେ ମ୍ବାର୍ତର୍ ନିଜର୍ ଇୟାଙ୍ଗ୍ ସୁଲୁଏ ବିତ୍ରେ ଗାଚେ ଆରି ମୁଇଂତର୍ ଜନମ୍ ଡିଙ୍ଗ୍ ୟାଏ ।
5 ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ।
ଜିସୁ ଉତର୍ ବିଃକେ, “ସତ୍ ସତ୍ ନେଙ୍ଗ୍ ଆପେକେ ବାଲିର୍ଣ୍ଡିଂ, ଣ୍ଡିଆ ବାରି ଆତ୍ମାବାନ୍ ଆରି ମୁଇଂତର୍ ଜନମ୍ ଆଡିଙ୍ଗ୍ଲା ଜାଣ୍ଡେ ଇସ୍ପର୍ନେ ରାଜିନ୍ନିଆ ୱେଚା ଆୟା ଣ୍ତୁ ।
6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା।
ଗାଗ୍ଡ଼େବାନ୍ ଆଣ୍ତିନେ ଜନମ୍ ଆତେନ୍ ଗାଗ୍ଡ଼େ; ଆତ୍ମାବାନ୍ ଆଣ୍ତିନେ ଜନମ୍ ଆତେନ୍ ଆତ୍ମା ।
7 ‘ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ’ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ।
ସାପାରେକେ ଆରି ମୁଇଂତର୍ ଜନମ୍ ଡିଙ୍ଗ୍ନେ ପଡ଼େଏ ଡାଗ୍ଚେ ନେଙ୍ଗ୍ ଆଣ୍ଡିନେ ବାଃଲିର୍ଣ୍ଡିଂ ଆତେନ୍ ଇରିଆତୁଗ୍ ଆଡିଙ୍ଗେପା ।
8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।”
ୱେଡ଼ିୟା ଆଣ୍ଡିପାକା ଇକ୍ଚା ଆତେନ୍ ପାକା ୱେଏ । ପେ ମାତର୍ ମେଁନେ ସାମୁଆଁ ଅଁପେୟାଏ ଡାଗ୍ଲା ଆତେନ୍ ଆଣ୍ଡିବାନ୍ ପାଙ୍ଗ୍ଏ ଆରି ଆଣ୍ଡିପାକା ୱେଡିଙ୍କେ ବାଲିର୍ ପେୟା ଣ୍ତୁ । ଆତ୍ମାବାନ୍ ଜନମ୍ ସାପା ରେମୁଆଁ ଦେତ୍ରକମ୍ ।”
9 ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହିସବୁ କିପରି ହୋଇପାରେ?
ନୀକଦୀମ ଜିସୁକେ ସାଲିଆକୁକେ “ଆତେନ୍ ଡିରକମ୍ ଡିଙ୍ଗ୍ଏ ।”
10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ?
ଜିସୁ ନୀକଦୀମକେ ବାଲିର୍କେ “ନାଁ ଇଶ୍ରାୟେଲନେ ମୁଇଙ୍ଗ୍ ଗୁରୁ ଡିଂଚେ ଆକେନ୍ ସାମୁଆଁ ନାମ୍ୟାକେ ଣ୍ତୁ କି?
11 ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ।
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ଡିଙ୍ଗ୍ ନେ ମେଁନେ ମ୍ୟାନେଲେକେ ଆତେନ୍ ବାଲିର୍ନେଡିଙ୍ଗ୍ ମେଁନେ କେନେଲେଃକେ ଅଃତେନ୍ ବିସୟ୍ରେ ସାକି ନେବିଏ ଏଲେଡିଗ୍ ପେଇଂ ଜାଣ୍ଡେ ବିସ୍ବାସ୍ ପେଡିଙ୍ଗ୍କେ ଣ୍ତୁ ।
12 ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ?
ନେଙ୍ଗ୍ ମଞ୍ଚ୍ପୁର୍ ବିସୟ୍ ବାସଙ୍ଗ୍ଲା ପେଇଂ ବିସ୍ବାସ୍ ପେଡିଙ୍ଗ୍କେ ଣ୍ତୁ; କିତଙ୍ଗ୍ଇନିନେ ବିସୟ୍ ବାସଙ୍ଗ୍ଲା ଡିରକମ୍ ବିସ୍ବାସ୍ ପେଡିଙ୍ଗ୍ଏ?
13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।
ଆଣ୍ତିନେ ରେମୁଆଁ ଉଙ୍ଗ୍ଡେ କିତଙ୍ଗ୍ଇନିବାନ୍ ପାଙ୍ଗ୍ ଲେଃକେ ଆମେକେ ଆନ୍ତାର୍ଚେ ଆରି ଜାଣ୍ଡେ କିତଙ୍ଗ୍ଇନିନ୍ନିଆ ଆୱେଆର୍କେ ଣ୍ତୁ ।”
14 ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ,
ମୋଶା କଣ୍ଡାନ୍ନିଆ କଁସ୍ ଏତେ ଆଃରେବକ୍ନେ ବୁବଃକେ ଆଡ଼ାତ୍ରା ଆତଡ୍ୟାବକେ ରେମୁଆଁ ଉଙ୍ଗ୍ଡେକେ ଡିଙ୍ଗ୍ ଦେତ୍ରକମ୍ ଆଡ଼ାତ୍ରା ଆଃତଡ଼୍ୟା ଆଃରେ ।
15 ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” (aiōnios )
ଡିରକମ୍ ଜାଣ୍ତେ ଡିଗ୍ ମେଁନେ ଅରିଆ ବିସ୍ବାସ୍ ଡିଙ୍ଗ୍ଏ ମେଁ ମାଡାନେ ପାରାନ୍ ବାଏ । (aiōnios )
16 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। (aiōnios )
ଡାଗ୍ଲା ଇସ୍ପର୍ ମଞ୍ଚ୍ପୁର୍କେ ଅଃକେନ୍ ଆଲାଦ୍ ଡିଂକେ ଜେ ମେଁ ନିଜର୍ ମୁଇଂ ଆଃ ମାତର୍ ଉଙ୍ଗ୍ଡେକେ ଦାନ୍ ଡିଙ୍ଗ୍କେ ଡିରକମ୍ ଜାଣ୍ତେ ଡିଗ୍ ମେଁଅରିଆ ବିସ୍ବାସ୍ ଡିଙ୍ଗ୍ଏ ମେଁ ନସ୍ଟ ମାଡିଙ୍ଗ୍ଚେ ମାଡାନେ ପାରାନ୍ ବାଏ । (aiōnios )
17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।
ଇସ୍ପର୍ ମେଁନେ ଉଙ୍ଗ୍ଡେକେ ମଞ୍ଚ୍ପୁର୍ନ୍ନିଆ ବିଚାର୍ ଡିଙ୍ଗ୍ନ୍ସା ବେ ଆବକେ ଡାଗ୍ଲା ମଞ୍ଚ୍ପୁର୍ ଡିରକମ୍ ମେଁନେବାନ୍ ଉଦାର୍ ବାଏ ଆତେନ୍ସା ବେବକେ ।
18 ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ।
ଜାଣ୍ତେକି ଉଙ୍ଗ୍ଡେନେ ଅରିଆ ବିସ୍ବାସ୍ ଡିଙ୍ଗ୍ଏ ମେଁ ଆରି ବିଚାର୍ ଆଡିଙ୍ଗ୍ ଣ୍ତୁ ଡାଗ୍ଲା ଜା ବିସ୍ବାସ୍ ଆଡିଙ୍ଗ୍ ଣ୍ତୁ ମେଁନେ ବିଚାର୍ ଡିଙ୍ଗ୍ ଆଃଡାବକେ ଡାଗ୍ଲା ମେଁ ପର୍ମେସର୍ନେ ମୁଇଂ ଆଃ ଉଙ୍ଗ୍ଡେକେ ବିସ୍ବାସ୍ ଆଡିଙ୍ଗ୍କେ ଣ୍ତୁ ।
19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।
ଆତେନ୍ ବିଚାର୍ ଦେକ୍ରକମ୍ ଡିଙ୍ଗ୍ଏ ମଞ୍ଚ୍ପୁର୍ନ୍ନିଆ ତାର୍କିଗ୍ ପାଙ୍ଗ୍ ଲେଃକେ ଡାଗ୍ଲା ରେମୁଆଁଇଂ ତାର୍କିଗ୍ ବାଟା ତାଂକିଗ୍କେ ଆଲାଦ୍ ଡିଂଆର୍କେ; ଡାଗ୍ଲା ମେଁଇଂନେ କାମ୍ ସାପା ଦଦିଆ ।
20 କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ।
ଦଦିଆଣ୍ଡ୍ରେ ତାର୍କିଗ୍କେ ଇଙ୍ଗ୍ଚେଏ । ମେଁନେ ଦଦ୍ୟା ଗୁନ୍ ଆଣ୍ଡେଙ୍ଗ୍ ତାର୍ ଆଣ୍ଡେଙ୍ଗ୍ ଡାଗ୍ଚେ ବୁଟଚେ ମେଁ ତାର୍କିଗ୍ନ୍ନିଆ ଆପାଙ୍ଗ୍ ଣ୍ତୁ ।
21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।
ଡାଗ୍ଲା ଜାଣ୍ଡେ ସତ୍ ବେବଆର୍ ଡିଂଏ, ମେଁ ତାର୍କିଗ୍ନ୍ନିଆ ପାଙ୍ଗ୍ ନ୍ସା ଇକ୍ଚା ଡିଙ୍ଗ୍ଏ; ଡାଗ୍ଲା ମେଁନେ ସ୍ଲେନ୍ନିଆ ମେଁ ଜେ ଇସ୍ପର୍ନେ ଅଦିକାର୍ ଏନ୍ ସାମୁଆଁ ମେଁ ତାର୍କିଗ୍ନ୍ନିଆ ଆତ୍ନା ନ୍ସା ଇକ୍ଚା ଡିଂକେ ।
22 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ।
ଆକେନ୍ ଇଡ଼ିଙ୍ଗ୍ ଜିସୁ ଆରି ମେଁନେ ସିସ୍ଇଂ ଜିଉଦା ପ୍ରଦେସ୍ନ୍ନିଆ ୱେଆର୍ଗେ ଆରି ଆତେନ୍ ଜାଗାନ୍ନିଆ ମେଁଇଂନେ ଆଃତେ ଲେଃଚେ ଦିକ୍ୟା ବିଃକେ ।
23 ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ।
ଜହନ୍ ଡିଗ୍ ଶାଲମ ଡାଗ୍ରା ଏନୋନନ୍ନିଆ ରେମୁଆଁଇଂକେ ଦିକ୍ୟା ବିଃଡିଂକେ ଡାଗ୍ଲା ଆତେନ୍ ଜାଗାନ୍ନିଆ ଜାବର୍ ଣ୍ଡିଆ ଲେଃକେ ବାରି ରେମୁଆଁ ପାଙ୍ଗ୍ଚେ ଦିକ୍ୟା ଡୁଂଡ ଆର୍ଡିଂକେ ।
24 ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ।
ଜହନ୍ ଆତେନ୍ ଜାକ କଏଦ୍ ଡୁଆନ୍ନିଆ ବନ୍ଦି ଡିଙ୍ଗ୍ ଆଲେଃଗେ ଣ୍ଡୁ ।
25 ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା।
ମେଃସୁଆ ସାସ୍ତ୍ରିଇଂ ନିୟମ୍ ଅନୁସାରେ ପବିତ୍ର ଡିଙ୍ଗ୍ନେ ବିସୟ୍ରେ ଜହନ୍ନେ ସିସ୍ଇଂ ମୁଇଙ୍ଗ୍ ଜିଉଦି ରେମୁଆଁ ଆଃତେ ବାଲିର୍ବାତା ଡିଙ୍ଗ୍ଆର୍କେ ।
26 ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି।
ବାରି ସିସ୍ଇଂ ଜହନ୍ନେ ଡାଗ୍ରା ୱେଚେ ଜହନ୍କେ ବାସଙ୍ଗ୍କେ “ଏ ଗୁରୁ ଜା ଯର୍ଦ୍ଦନନେ ଇନୁମେତା ନାଁ ଆଃତେ ଲେଃକେ ଜାଣ୍ତେନେ ବିସୟ୍ରେ ନାଁ ବ୍ନାଲିର୍ ବାଲିର୍ ନାବକେ କେଲାନି ମେଁ ଦିକ୍ୟା ବିଃଡିଂକେ ଆରି ସାପାରେ ମେଁନେ ଡାଗ୍ରା ୱେଡିଙ୍ଗ୍ ଆର୍କେ ।”
27 ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ।
ଜହନ୍ ଉତର୍ ବିଃକେ, “ଇସ୍ପର୍ ଆବିଲା, ରେମୁଆଁ ମେଃଡିଗ୍ ଆବା ଣ୍ତୁ ।
28 ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ।
ନେଙ୍ଗ୍ ବାଲିର୍ ମ୍ୱକେ ସାମୁଆଁ ନେଙ୍ଗ୍ କିସ୍ଟ ଣ୍ତୁ ନେଙ୍ଗ୍ ମାତର୍ ମେଁଇଂନେ ସିସେନେ ଦୁତ୍ ରକମ୍ ପାଙ୍ଗ୍ ନ୍ଲେଃକେ । ଆକେନ୍ ନେଙ୍ଗ୍ ବାସଙ୍ଗ୍ମ୍ୱକେ ଡାଗ୍ଚେ ପେଇଂ ନିଜେ ନିଜେ ସାକି ।
29 ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି।
ଜାଣ୍ଡେ ସେଲା ଗ୍ରଅନ୍ ଡିଙ୍ଗ୍ଏ ମେଁ ଙ୍ଗିରେ ଡାଗ୍ଲା ଡାଗ୍ରା ତୁଆଁ ଲେଃକ୍ନେ ଙ୍ଗିରେନେ ରେମୁଆଁ ମେଁ ସାମୁଆଁ ଅଁଚେ ସାର୍ଦା ଡିଙ୍ଗ୍ଏ ଆକେନ୍ ଜାବର୍ ସାର୍ଦା ନେଙ୍ଗ୍ ଏବେ ବାଣ୍ଡିଂକେ ।
30 ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି।
ଆମେକେ ଡିଲାଡିଗ୍ ମ୍ନା ଡିଙ୍ଗ୍ଲେ ଡାଗ୍ଲା ଆନେଙ୍ଗ୍ ଗଣ୍ଡା ଡିଙ୍ଗ୍ନେ ପଡ଼େଏ ।”
31 ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ।
ଜାଣ୍ଡେ କିତଂବାନ୍ ପାଙ୍ଗ୍ଲେଃକେ ମେଁ ସାପାରେ ବାନ୍ ମ୍ନା; ଜାଣ୍ଡେ ମଞ୍ଚ୍ପୁର୍ବାନ୍ ଜନମ୍ ମେଁ ମଞ୍ଚ୍ପୁର୍; ଆରି ମେଁ ମଞ୍ଚ୍ପୁର୍ ସାମୁଆଁ ବାସଙ୍ଗ୍ଏ; ଡାଗ୍ଲା ଜାଣ୍ଡେ କିତଂବାନ୍ ପାଙ୍ଗ୍ଲେଃକେ ମେଁ ସପାରେନେ ବାନ୍ ମ୍ନା ।
32 ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ।
ମେଁ ଆଣ୍ତିନେ କେଲେଃକେ ଆରି ଦ୍ରିଗ୍ଲେଃକେ ଆତେନ୍ ବିସୟ୍ରେ ବାଲିର୍ଏ ଡାଗ୍ଲା ମେଁ ବାଲିର୍କ୍ନେ ସାମୁଆଁ ଜାଣ୍ଡେ ଆସାଃଆର୍ ଣ୍ତୁ ।
33 ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି।
ଜାଣ୍ଡେ କି ମେଁନେ ସାମୁଆଁ ସାଃଏ, ମେଁ ଇସ୍ପର୍କେ ସତ୍ ଡାଗ୍ଚେ ମାନେଃଏ ।
34 କାରଣ ଈଶ୍ବର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି ନାହିଁ।
ଡାଗ୍ଲା ଇସ୍ପର୍ ଆଜାକେ ବେବକେ ମେଁ ଇସ୍ପର୍ନେ ସାମୁଆଁ ବାଃଲିର୍ଏ, ଡାଗ୍ଲା ଇସ୍ପର୍ ଆମେକେ ଜାବର୍ ଆଃତେ ଆମେକେ ଆତ୍ମା ବିଃଏ ।
35 ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି।
ଆବା ଉଙ୍ଗ୍ଡେକେ ଆଲାଦ୍ ଡିଂଆର୍ଏ ବାରି ସାପା ବିସୟ୍ ମେଁନେ ନ୍ତି ବିଃ ବକେ ।
36 ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। (aiōnios )
ଉଙ୍ଗ୍ଡେକେ ବିସ୍ବାସ୍ ଡିଙ୍ଗ୍କ୍ନେ ରେମୁଆଁ ମାଡାନେ ପାରାନ୍ ବାଏ, ଡାଗ୍ଲା ଉଙ୍ଗ୍ଡେକେ ଅମାନି ଡିଙ୍ଗ୍ ମ୍ୟାୟାକ୍ନେ ରେମୁଆଁ ମାଡାନେ ପାରାନ୍ ଆବା ଣ୍ତୁ, ଆତେନ୍ ରେମୁଆଁଇଂକେ ଇସ୍ପର୍ନେ ରିସା ଲେଃଏ । (aiōnios )