< ଯୋହନ 21 >
1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;
୧ଏନ୍ ତାୟମ୍ତେ ୟୀଶୁ ଆଡଃମିସା ତିବିରିୟା ଦରେୟା ଗେନାରେ ଆୟାଃ ଚେଲାକତାଃରେ ଉଦୁବେନ୍ୟାନାଏ । ନେୟାଁ ନେ ଲେକା ହବାଲେନା:
2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।
୨ଶିମୋନ୍ ପାତ୍ରାସ୍ ଆଡଃ ଦିଦୁମ୍ କାଜିୟଃତାନ୍ ଥୋମା ଆଡଃ ଗାଲିଲ୍ରେୟାଃ କାନା ହାତୁରେନ୍ ନିଥ୍ନିୟେଲ୍ ଆଡଃ ଜେବଦୀୟାଃ ବାରାନ୍ ହନ୍କିନ୍ ଆଡଃ ଇନିୟାଃ ଚେଲାକଏତେ ଆଡଃ ବାର୍ହଡ଼୍ ମିଦ୍ତାଃରେକ ତାଇକେନା ।
3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ।
୩ଆଡଃ ଶିମୋନ୍ ପାତ୍ରାସ୍ ଇନ୍କୁକେ ମେତାଦ୍କଆଏ, “ଆଇଙ୍ଗ୍ ହାକୁ ସାବ୍ନାଙ୍ଗ୍ ସେନଃତାନାଇଙ୍ଗ୍ ।” ଇନ୍କୁ ଇନିଃକେ କାଜିକିୟାଃକ, “ଆଲେୟ ଆମାଃଲଃ ସେନାଲେ,” ଇନ୍କୁ ଅଡଙ୍ଗ୍ୟାନ୍ତେ ଲାଉକାରେକ ଦେଏଃୟାନା, ମେନ୍ଦ ଏନ୍ ନିଦାରେ ଜାଲୋମ୍ତେ ହାକୁ କାକ ସାବ୍ ଦାଡ଼ିୟାନା ।
4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ।
୪ଆଡଃ ଆଙ୍ଗ୍ୟାନ୍ଚି ୟୀଶୁ ଦରେୟା ଗେନାରେ ତିଙ୍ଗୁୟାନାଏ, ହଲେହଁ ଚେଲାକ ନିଃ ୟୀଶୁ ତାନିଃ ମେନ୍ତେ କାକ ସାରିତାନ୍ ତାଇକେନା ।
5 ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
୫ଏନ୍ତେ ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ହେ ଦୁଲାଡ଼୍ ହନ୍କ ଚିୟାଃ ଆପେତାଃରେ ହାକୁ ମେନାକଆ?” ଇନ୍କୁ “କାହା” ମେନ୍ତେ କାଜିରୁହାଡ଼୍କିୟାକ ।
6 ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ।
୬ୟୀଶୁ ଇନ୍କୁକେ କାଜିୟାଦ୍କଆ, “ଲାଉକାରାଃ ଜମ୍ସାଃତେ ଜାଲୋମ୍କେ ହୁଦ୍ମାଏପେ, ଏନାରେ ଆପେ ହାକୁ ନାମ୍କଆପେ ।” ଏନ୍ତେ ଇନ୍କୁ ଜାଲୋମ୍କେ ହୁଦ୍ମାକେଦ୍ତେ ପୁରାଃ ହାକୁକ ନାମ୍କେଦ୍କଆ, ମେନ୍ଦ ପୁରାଃ ପେଡ଼େଃତେ ଥାଇଜ୍କେଦ୍ରେୟ କାକ ଥାଇଜ୍ ଦାଡ଼ିୟାନା ।
7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
୭ଏନ୍ତେ ୟୀଶୁ ଅକନ୍ ଚେଲାକେ ଦୁଲାଡ଼ିତାନ୍ ତାଇକେନାଏ, ଇନିଃ ପାତ୍ରାସ୍କେ କାଜିକିୟାଏ, “ନିଃଦ ପ୍ରାଭୁ ତାନିଃ ।” ନିଃଦ ପ୍ରାଭୁ ତାନିଃ ନେଆଁଁ ଆୟୁମ୍କେଦ୍ତେ ଶିମୋନ୍ ପାତ୍ରାସ୍, ସାମା ହଡ଼୍ମ ତାଇକେନ୍ହରାତେ ମାୟାଙ୍ଗ୍ରେ ଲିଜାଃ ପାଟେୟାନ୍ଚି ଦରେୟାରେ ଡେଗାଅକେଦାଏ ।
8 କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ।
୮ମେନ୍ଦ ଏଟାଃ ଚେଲାକ ହାକୁତେ ପେରେଜାକାନ୍ ଜାଲୋମ୍ ଥାଇଜ୍କେଦ୍ତେ ହୁଡିଙ୍ଗ୍ ଲାଉକାତେକ ହିଜୁଃୟାନା, ଚିୟାଃଚି ଇନ୍କୁଦ ଦରେୟା ଗେନାଏତେ ପୁରାଃ ସାଙ୍ଗିନ୍ରେଦ କାହା, ମେନ୍ଦ ଦୁଇଶହାତ୍ ଲେକା ସାଙ୍ଗିନ୍ରେ ତାଇକେନାକ ।
9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।
୯ଆଡଃ ଇନ୍କୁ ଦରେୟା ଖାଇଁଣ୍ରେ ଆଡ଼୍ଗୁକେଦ୍ତେ ଆଙ୍ଗରାସେଙ୍ଗେଲ୍ରେ ହାକୁ ରାପାଃକାନ୍ ଆଡଃ ହଲଙ୍ଗ୍ ମାଣ୍ଡାୱାକାନ୍ ନେଲ୍କେଦାଃକ ।
10 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।”
୧୦ଆଡଃ ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ନାହାଁଃ ଆପେ ସାବାକାଦ୍ ହାକୁକଏତେ କାଟିଃଲେକା ଆଉକୁପେ ।”
11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ।
୧୧ଶିମୋନ୍ ପାତ୍ରାସ୍ ସେନଃୟାନ୍ତେ ୧୫୩ ଠୁ ମାପ୍ରାଙ୍ଗ୍ ହାକୁତେ ପେରେଜାକାନ୍ ଜାଲୋମ୍କେ ଦରେୟା ଖାଇଁଣ୍ତେ ଥାଇଜ୍ ଆଉକେଦାଃଏ । ନିମିନ୍ ହାକୁକ ତାଇକେନ୍ରେୟ ଜାଲୋମ୍ କା ଟଟାଃୟାନା ।
12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।
୧୨ୟୀଶୁ କାଜିୟାଦ୍କଆଏ, “ହିଜୁଃପେ ଆଡଃ ଜମେପେ ।” ମେନ୍ଦ “ଆମ୍ ଅକଏ ତାନ୍ମେ?” ମେନ୍ତେ ଇନିଃକେ କୁଲି ନାଗେନ୍ତେ ଚେଲାକଏତେ, ଜେତାଏ କାକ ପେଡ଼େଃକେଦାଃ, ଚିୟାଃଚି ଇନ୍କୁଦ ନିଃ ପ୍ରାଭୁ ତାନିଃ ମେନ୍ତେ ସାରିତାନ୍ ତାଇକେନାକ ।
13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ।
୧୩ଏନ୍ତେ ୟୀଶୁ ହିଜୁଃୟାନାଏ ଆଡଃ ହଲଙ୍ଗ୍ ଆଉକେଦ୍ତେ ଇନ୍କୁକେ ଏମାଦ୍କଆଏ, ଆଡଃ ଏନ୍ ଲେକା ହାକୁ ହଗି ଏମାଦ୍କଆଏ ।
14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।
୧୪ନେୟାଁଲଃ ଆପିସା, ୟୀଶୁ ଗଏଃକାନ୍କଏତେ ଜୀଉବିରିଦ୍କେଦ୍ତେ ଆୟାଃ ଚେଲାକତାଃରେ ଉଦୁବ୍ୟାନାଏ ।
15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।”
୧୫ଏନ୍ତେ ଇନ୍କୁ ଜମ୍କେଦ୍ ତାୟମ୍ତେ ୟୀଶୁ ଶିମୋନ୍ ପାତ୍ରାସ୍କେ କୁଲିକିୟାଏ, “ଏ ଯୋହାନ୍ଆଃ ହନ୍ ଶିମୋନ୍, ଚିୟାଃ ଆମ୍ ନିକୁଏତେ ଆଦ୍କାମ୍ ଦୁଲାଡ଼ିଙ୍ଗ୍ତାନା?” ଇନିଃ କାଜିକିୟାଏ, “ହେଗି ପ୍ରାଭୁ ଆଇଙ୍ଗ୍ ଦୁଲାଡ଼୍ମେଁ ତାନାଇଙ୍ଗ୍, ଏନା ଆମ୍ ସାରିତାନାମ୍,” ୟୀଶୁ ଇନିଃକେ ମେତାଇୟାଏ, “ଆଇଁୟାଃ ମିଣ୍ଡି ହନ୍କକେ ଗୁପିକମେ ।”
16 ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।”
୧୬ୟୀଶୁ ବାର୍ସାତେ ଇନିଃକେ କୁଲିକିୟାଏ, “ଏ ଯୋହାନ୍ଆଃ ହନ୍ ଶିମୋନ୍, ଚିୟାଃ ଆମ୍ ଆଇଙ୍ଗ୍କେ ଦୁଲାଡ଼ିଙ୍ଗ୍ତାନାମ୍?” ଇନିଃ କାଜିକିୟାଏ, “ହେଗି ପ୍ରାଭୁ ଆଇଙ୍ଗ୍ ଦୁଲାଡ଼୍ମେଁ ତାନାଇଙ୍ଗ୍, ଏନା ଆମ୍ ସାରିତାନାମ୍ ।” ୟୀଶୁ ମେତାଇୟାଏ, “ଆଇଁୟାଃ ମିଣ୍ଡିକକେ ଗୁପିକମେ ।”
17 ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।
୧୭ୟୀଶୁ ଆପିସାତେ ଇନିଃକେ କୁଲିକିୟାଏ, “ଏ ଯୋହାନ୍ଆଃ ହନ୍ ଶିମୋନ୍, ଚିୟାଃ ଆମ୍ ଆଇଙ୍ଗ୍କେ ଦୁଲାଡ଼ିଙ୍ଗ୍ତାନାମ୍?” ୟୀଶୁ ଆପିସାତେ ଚିୟାଃ ଆମ୍ ଦୁଲାଡ଼ିଙ୍ଗ୍ତାନାମ୍? ମେନ୍ତେ କୁଲିକିୟାଏ, ନେଆଁଁତେ ପାତ୍ରାସ୍ ହୁଡିଙ୍ଗ୍ଜୀଉୟାନାଏ । ଏନାତେ ପାତ୍ରାସ୍ ମେତାଇୟାଏ, “ହେ ପ୍ରାଭୁ ଆଇଙ୍ଗ୍ ଆମ୍କେଗି ଦୁଲାଡ଼୍ମେଁ ତାନାଇଙ୍ଗ୍ ଏନା ସବେନାଃ ଆମ୍ ସାରିତାନାମ୍ ।” ୟୀଶୁ କାଜିକିୟାଏ, “ମିଣ୍ଡି ତାଇୟାଃଁକକେ ଗୁପିକମେ ।”
18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।”
୧୮ଆଇଙ୍ଗ୍ ସାର୍ତିଗି କାଜିୟାମେ ତାନାଇଙ୍ଗ୍, “ଆମ୍ ସେପେଡ଼େଦ୍ ତାଇକେନ୍ରେ ଆମ୍ ସେକାଡ଼୍କେଦ୍ତେ ଆମାଃ ସାନାଙ୍ଗ୍ଲେକା ଜାହାତାଃଗି ସେନଃତାନ୍ ତାଇକେନାମ୍ ମେନ୍ଦ ହାଡ଼ାମ୍ ଇମ୍ତା ଆମାଃ ତିଃଇ ଜିଲିଙ୍ଗ୍ୟେଁଆମ୍ ଆଡଃ ଏଟାଃନିଃ ଆମାଃ ମାୟାଙ୍ଗ୍ ତଲେୟାଏ ଆଡଃ ଆମ୍ କାମ୍ ସାନାଙ୍ଗ୍ତାଃତେ ଇଦିମେୟାଁଏ ।”
19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”
୧୯ପାତ୍ରାସ୍ ଚିଲ୍କା ଆୟାଃ ଗନଏଃ ହରାତେ ପାର୍ମେଶ୍ୱାର୍କେ ମାନାରାଙ୍ଗ୍ ରିକାଇୟାଏ, ଏନାରେୟାଃ ଇସାରା ଏମ୍କେଦ୍ତେ ୟୀଶୁ ଏନା କାଜିକେଦାଏ । ଏନ୍ତେ ଇନିଃ “ଅତଙ୍ଗ୍ଇଙ୍ଗ୍ମେ” ମେନ୍ତେ ପାତ୍ରାସ୍କେ କାଜିକିୟା ।
20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ।
୨୦ପାତ୍ରାସ୍ ହେତାରୁହାଡ଼୍କେଦ୍ତେ, ଏଟାଃ ଚେଲାକେ ଦୟାହରା ହିଜୁଃତାନ୍ ନେଲ୍କିୟାଏ, ଅକଏକେଚି ୟୀଶୁ ଦୁଲାଡ଼ିତାନ୍ ତାଇକେନାଏ, ଇନିଃ ଆୟୁବ୍ ଜମେୟାଁଃରେ ୟୀଶୁଆଃ କୁଡ଼ାମ୍ରେ ଟେଣ୍ଡେର୍କେଦ୍ତେ କୁଲିକାଇତାଇନାଏ, “ହେ ପ୍ରାଭୁ, ଆମ୍କେ ବାଇରିକଆଃ ତିଃଇରେ ସାବ୍ରିକାନିଃ ଅକଏ ତାନିଃ?”
21 ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ?
୨୧ପାତ୍ରାସ୍ ଇନିଃକେ ନେଲ୍କେଦ୍ତେ ୟୀଶୁକେ କୁଲିକିୟାଏ, “ହେ ପ୍ରାଭୁ, ନିୟାଃ ବିଷାଏରେ ଚିନାଃ ମେନେତାନାମ୍?”
22 ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।”
୨୨ୟୀଶୁ ଇନିଃକେ କାଜିରୁହାଡ଼୍କିୟାଏ, “ଆଇଁୟାଃ ହିଜୁଃ ଜାକେଦ୍ ଇନିଃ ତାଇନ୍କାଏ ମେନ୍ତେ ଆଇଙ୍ଗ୍ ସାନାଙ୍ଗ୍ତାନ୍ରେଦ ଆମାଃ ଚିନାଃ ସେନଃତାନା? ଆମ୍ ଆଇଙ୍ଗ୍କେ ଅତଙ୍ଗ୍ଇଙ୍ଗ୍ମେ ।”
23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
୨୩ଏନାତେ ନେ ଚେଲା କାଏ ଗଜଃଆ ମେନ୍ତେ ହାଗାକତାଃରେ କାଜି ନିତିର୍ୟାନା, ମେନ୍ଦ ଇନିଃ କାଏ ଗଜଃଆ ମେନ୍ତେ ୟୀଶୁ କାଏ କାଜିକାଦ୍ତାଇନା, ଇନିଃ ଆଇଙ୍ଗ୍ ହିଜୁଃ ଜାକେଦ୍ ତାଇନଃକାଏ ନେଆଁଁ ଆଇଙ୍ଗ୍ ସାନାଙ୍ଗ୍ରେଦ ଆମାଃ ଚିନାଃ ଚିକାଅଃଆ? ମେନ୍ତେ କାଜିକାଦ୍ତାଇନାଏ ।
24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।
୨୪ନେ କାଜିକରାଃ ଗାୱା ଏମେତାନ୍ ଆଡଃ ନେ କାଜିକ ଅଲାକାଦ୍ ଚେଲା ନିଃଗି ତାନିଃ ଆଡଃ ନିୟାଃ କାଜିତେୟାଃ ସାର୍ତିଗିୟାଃ ନେୟାଁବୁ ସାରିତାନା ।
25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
୨୫ୟୀଶୁ କାମିକାଦ୍ କାଜିକାମିକ ପୁରାଃଗିୟା, ଏନା ମିମିଆଦ୍ତେ ଅଲେରେଦ ଅକଏସାରି ଏନ୍ ଅନଲ୍ ପୁଥିକ ଅତେଦିଶୁମ୍ରେ ଦହ ନାଗେନ୍ତେ ଠାୟାଦ୍ କା ହବାଅଃତେୟାଃ ନେଆଁଁ ଆଇଙ୍ଗ୍ ଆଟ୍କାରେତାନା ।