< ଯୋହନ 19 >

1 ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ।
ଏନ୍ତେ ପିଲାତୁସ୍ ୟୀଶୁକେ ଇଦିକିଃତେ ହାଁଣ୍‍ସା ରିକାକିୟାଏ ।
2 ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ;
ଆଡଃ ପାଲ୍‍ଟାନ୍‍କ ଜାନୁମ୍‌ କତରାଃ ଟୁପୁରି ଗାଲାଙ୍ଗ୍‌କେଦ୍‍ତେ ବହଃରେ ଟୁପୁରିକିୟାକ ଆଡଃ ଇନିଃକେ ବାଇଗିନିଆ ରାଙ୍ଗ୍‌ରାଃ ଲିଜାଃ ତୁସିଙ୍ଗ୍‌କିୟାକ ।
3 ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ।
ଆଡଃ ଇନ୍‌କୁ ୟୀଶୁଆଃ ନାଡ଼େଃତେ ସେନ୍‌କେଦ୍‌ତେ କାଜିକିୟାକ, “ଏ ଯିହୁଦୀକଆଃ ରାଜା ଜହାର୍‍!” ଆଡଃ ଇନ୍‌କୁ ଇନିଃକେ ଥାପ୍‌ଡ଼ିକିୟାକ ।
4 ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ।
ପିଲାତୁସ୍‌ ଆଡଃମିସା ଅଡଙ୍ଗ୍‌କେଦ୍‌ତେ ହଡ଼କକେ କାଜିୟାଦ୍‌କଆଏ, “ନେଲେପେ, ଇନିଃକେ ସାଜାଇ ନାଗେନ୍ତେ ଆଇଙ୍ଗ୍‌ ଇନିୟାଃରେ ଜେତାନ୍ ଗୁହ୍ନାଁ କାଇଙ୍ଗ୍‌ ନାମ୍‌କେଦା, ନେଆଁଁ ଆପେ ସାରିପେ ମେନ୍ତେ ଆଇଙ୍ଗ୍‌ ଇନିଃକେ ଆପେତାଃତେଇଙ୍ଗ୍‌ ଅଡଙ୍ଗ୍‌ଆଉୱିତାନା ।”
5 ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ!
ଏନ୍ତେ ୟୀଶୁ ଜାନୁମ୍‌ ମୁକୁଟ୍‌ ଆଡଃ ବାଇଗିନିଆ ଲିଜାଃ ତୁସିଙ୍ଗ୍‌କେଦ୍‍ତେ ଅଡଙ୍ଗ୍‌ୟାନା । ପିଲାତୁସ୍‌ ଇନ୍‌କୁକେ କାଜିୟାଦ୍‌କଆଏ, “ନେଲିପେ! ନିଃ ନେ ହଡ଼ ।”
6 ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ।
ଏନ୍ତେ ମୁଲ୍‌ ଯାଜାକ୍‌କ ଆଡଃ ମାନ୍ଦିର୍‌ ଦାରୱାନ୍‌କ ଇନିଃକେ ନେଲ୍‍କେଦ୍‍ତେ “କ୍ରୁଶ୍‌ରେ କିଲାଇମେ! କ୍ରୁଶ୍‌ରେ କିଲାଇମେ!” ମେନ୍ତେକ କାଉରିକେଦା । ପିଲାତୁସ୍‌ ଇନ୍‌କୁକେ କାଜିୟାଦ୍‌କଆଏ, “ଆପେଗି ଇନିଃକେ ଇଦିପେ ଆଡଃ କ୍ରୁଶ୍‌ରେ କିଲାଇପେ, ଆଇଙ୍ଗ୍‌ଦ ଇନିଃକେ ସାଜାଇ ନାଗେନ୍ତେ ଜେତାନ୍ ଗୁହ୍ନାଁ କାଇଙ୍ଗ୍‌ ନାମ୍‌କେଦା ।”
7 ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି
ଯିହୁଦୀକ ପିଲାତୁସ୍‍କେ କାଜିରୁହାଡ଼୍‌କିୟାକ, “ଆଲେତାଃରେ ଆନ୍‌ଚୁ ମେନା ଆଡଃ ଏନ୍‍ ଆନ୍‌ଚୁ ଲେକାତେ ଇନିୟାଃ ଗଜଃ ଲାଗାତିଙ୍ଗ୍‌ୟାଁଃ, ଚିୟାଃଚି ଇନିଃଦ ଆଇଃକ୍‌ଗି ପାର୍‌ମେଶ୍ୱାର୍‌ଆଃ ହନ୍‌ ତାନିଃ” ମେନ୍ତେ କାଜିକାଦାଏ ।
8 ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ;
ନେ କାଜି ଆୟୁମ୍‌କେଦ୍‌ତେ, ପିଲାତୁସ୍‌ ପୁରାଃଗି ବରକେଦାଏ ।
9 ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ।
ଆଡଃ ପିଲାତୁସ୍‌ ମାହାଲ୍‌ତେ ବଲ ରୁହାଡ଼୍‌ୟାନାଏ ଏନ୍ତେ ୟୀଶୁକେ କୁଲିକିୟାଏ, “ଆମ୍‌ ଅକ୍‌ତାଃଏତେମ୍‌ ହିଜୁଃକାନା?” ମେନ୍‌ଦ ୟୀଶୁ ଇନିଃକେ କାଏ କାଜିରୁହାଡ଼୍‌କିୟା ।
10 ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ?
୧୦ଏନ୍ତେ ପିଲାତୁସ୍‌ ଇନିଃକେ କାଜିକିୟାଏ, “ଚିନାଃମେନ୍ତେ କାମ୍‍ କାଜିୟାଇଙ୍ଗ୍‌ତାନା? ଆମ୍‌କେ ରାଡ଼ାରେୟାଃ ଆଡଃ କ୍ରୁଶ୍‌ରେ କିଲାରେୟାଃ ଆକ୍‌ତେୟାର୍‌ ଆଇଙ୍ଗ୍‌ତାଃରେ ମେନାଃ, ଚିୟାଃ ନେଆଁଁ ଆମ୍‌ କାମ୍‌ ସାରିତାନା?”
11 ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।”
୧୧ୟୀଶୁ କାଜିରୁହାଡ଼୍‌କିୟାଏ, “ଆମ୍‌କେ ପାର୍‌ମେଶ୍ୱାର୍‌ତାଃଏତେ ଆକ୍‌ତେୟାର୍‌ କା ନାମ୍‌କାନ୍‌ରେ, ଆଇଁୟାଃ ବିରୁଧ୍‌ରେ ଆମାଃ ଜେତାନ୍‌ ଆକ୍‌ତେୟାର୍‌ କା ତାଇନ୍‌ତେୟାଃ । ଏନାତେ ଆଇଙ୍ଗ୍‌କେ ଅକଏ ଆମାଃ ତିଃଇରେ ଜିମାକାଦିୟାଁଏ ଇନିୟାଃ ପାପ୍‌ ପୁରାଃ ଏତ୍‌କାନ୍‌ଗିୟାଃ ।”
12 ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ।
୧୨ପିଲାତୁସ୍‌ ନେୟାଁ ଆୟୁମ୍‌କେଦ୍‌ଚି, ୟୀଶୁକେ ରାଡ଼ାଇ ନାଗେନ୍ତେ ସାନାଙ୍ଗ୍‌କେଦାଃଏ, ମେନ୍‌ଦ ଯିହୁଦୀ ହଡ଼କ କାଉରିତାନ୍‌ଲଃ କାଜିକେଦାଃକ, “ଆମ୍‌ ନେ ହଡ଼କେ ରାଡ଼ାଇରେଦ, ଆମ୍‌ କାଇସାର୍‌ଆଃ ଗାତି ନାହାଁଲାଃମେ, ଅକଏ ଆଇଃକ୍‌କେଗି ରାଜା ମେନ୍ତେ କାଜିୟାଏ, ଇନିଃ କାଇସାର୍‌ଆଃ ବିରୁଧ୍‌ରେ କାଜିୟାଏ ।”
13 ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍‍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ।
୧୩ଏନ୍ତେ ପିଲାତୁସ୍‌ ନେ କାଜିକ ଆୟୁମ୍‌କେଦ୍‌ଚି, ୟୀଶୁକେ ଅଡଙ୍ଗ୍‌କିୟାଏ ଆଡଃ “ଚାଟେନ୍‌ଲାପାଙ୍ଗା” ଅକ୍‌ନାଃଚି ଏବ୍ରୀ ଜାଗାର୍‌ତେ “ଗାବ୍‌ବାଥା” ନୁତୁମଃତାନା, ଏନ୍‌ ବିଚାର୍‌ ଠାୟାଦ୍‌ତାଃରେ ବିଚାର୍‌ ନାଙ୍ଗ୍‌ ଦୁବ୍‍ୟାନାଏ ।
14 ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା!
୧୪ପାସ୍‌କା ପାରାବ୍‌ ସାପ୍‍ଡ଼ାଅନ୍‍ ହୁଲାଙ୍ଗ୍‌ରେୟାଃ ତିକିନ୍‌ସିଙ୍ଗି ସିଦାରେ ଇନିଃ ଯିହୁଦୀକକେ କାଜିୟାଦ୍‌କଆଏ, “ନେଲିପେ ନିଃ ଆପେୟାଃ ରାଜା!”
15 ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ।
୧୫ଇନ୍‌କୁ କାଉରିକେଦାଃକ, “ଇନିଃକେ ଗଜିମେଁ! ଗଜିମେଁ! କ୍ରୁଶ୍‌ରେ କିଲାଇମେ ।” ପିଲାତୁସ୍‌ ଇନ୍‌କୁକେ କୁଲିକେଦ୍‌କଆଏ, “ଆପେୟାଃ ରାଜାକେ କ୍ରୁଶ୍‍ରେଇଙ୍ଗ୍‌ କିଲାଇୟା ମେନ୍ତେପେ ସାନାଙ୍ଗ୍‌ତାନାଚି?” ମୁଲ୍‌ ଯାଜାକ୍‌କ କାଜିରୁହାଡ଼୍‌କିୟାଃକ, “କାଇସାର୍‌ ଏସ୍‌କାର୍‌ ଆଲେୟାଃ ରାଜା ତାନିଃ ଆଡଃ ଜେତାଏ ରାଜା ନାହାଲିଃ ।”
16 ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ।
୧୬ଏନ୍ତେ ୟୀଶୁ କ୍ରୁଶ୍‌ରେ କିଲାଅଃକାଏ ମେନ୍ତେ ପିଲାତୁସ୍ ଇନିଃକେ ଇନ୍‌କୁଆଃ ସାନାଙ୍ଗ୍‌ ଲେକାତେ ଏମାଦ୍‍କଆଏ । ଏନ୍ତେ ଇନ୍‌କୁ ୟୀଶୁକେ ସାବ୍‌କେଦ୍‌ତେ ଇଦିକିୟାକ ।
17 ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‌ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ।
୧୭ୟୀଶୁ ଆୟାଃ କ୍ରୁଶ୍‍କେ ଗଅଃକେଦ୍‌ତେ “ବହଃଜାଙ୍ଗ୍‌ ନୁତୁମ୍‌ ଠାୟାଦ୍‌” ଅକ୍‌ନାଃଚି ଏବ୍ରୀ ଜାଗାର୍‌ତେ “ଗାଲ୍‌ଗାଥା” ମେନ୍ତେ କାଜିୟଃତାନା, ଏନ୍ତାଃତେ ହିଜୁଃୟାନାଏ ।
18 ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ।
୧୮ଏନ୍ତାଃରେ ଇନ୍‌କୁ ଇନିଃକେ ଆଡଃ ଇନିଃଲଃ ବାର୍‍ହଡ଼୍‌କିନ୍‍କେ କ୍ରୁଶ୍‌ରେ କିଲାକେଦ୍‍କିନାକ, ମିଆଁଦ୍‌ନିଃକେ ଆୟାଃ ଜମ୍‍ ସାଃରେ ଆଡଃ ମିଆଁଦ୍‌ନିଃକେ ଲେଙ୍ଗା ସାଃରେ ଆଡଃ ୟୀଶୁକେ ଥାଲାରେ କିଲାକିୟାକ ।
19 ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା।
୧୯ଆଡଃ ପିଲାତୁସ୍ ମିଆଁଦ୍‌ ଅନଲ୍‌ଚିଠା ଅଲ୍‌କେଦ୍‌ତେ କ୍ରୁଶ୍‌ରେ ଲାଟ୍‌କାଅକେଦାଃଏ, ଆଡଃ ଏନାରେ “ନାଜ୍‌ରେତ୍‌ରେନ୍‌ ୟୀଶୁ ଯିହୁଦୀକଆଃ ରାଜା” ମେନ୍ତେ ଅଲାକାନ୍‌ ତାଇକେନା ।
20 ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା।
୨୦ୟୀଶୁ କ୍ରୁଶ୍‌ରେ କିଲାୟାନ୍‌ ଠାୟାଦ୍‍ ହାତୁ ନାଡ଼େଃରେ ତାଇକେନ୍‌ ନାଗେନ୍ତେ ଏନ୍‍ ଅନଲ୍‌ଚିଠାକେ ପୁରାଃ ଯିହୁଦୀକ ପାଢ଼ାଅକେଦାଃ ଆଡଃ ଏନା ଏବ୍ରୀ, ଲାଟିନ୍‌, ଆଡଃ ଗ୍ରୀକ୍‌ ଜାଗାର୍‌ରେ ଅଲାକାନ୍‌ ତାଇକେନା ।
21 ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ।
୨୧ଏନ୍ତେ ଯିହୁଦୀକଆଃ ମୁଲ୍‌ ଯାଜାକ୍‌କ ପିଲାତୁସ୍‌କେ କାଜିକିୟାଃକ, “ଯିହୁଦୀକଆଃ ରାଜା ମେନ୍ତେ ଆଲମ୍‌ ଅଲେୟା ମେନ୍‌ଦ ‘ଆଇଙ୍ଗ୍‌ ଯିହୁଦୀକଆଃ ରାଜା ତାନିଙ୍ଗ୍‌’ ମେନ୍ତେ କାଜିକେଦ୍‌ତେୟାଃ ଅଲେମେ ।”
22 ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ।
୨୨ପିଲାତୁସ୍‌ କାଜିରୁହାଡ଼ାଦ୍‌କଆଏ, “ଆଇଙ୍ଗ୍‌ ଅଲାକାଦ୍‌ତେୟାଃ ଅଲାକାଦାଇଙ୍ଗ୍‌ ।”
23 ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା।
୨୩ୟୀଶୁକେ କ୍ରୁଶ୍‌ରେ କିଲାକେଦ୍‌ତେ, ସିପାଇକ ଇନିୟାଃ ତୁସିଙ୍ଗ୍‌ ଲିଜାଃ ଆଉକେଦ୍‌ତେ ଚାର୍‍ତାଃରେ ହାଟିଙ୍ଗ୍‌କେଦାଃକ, ମିଆଁଦ୍‌ ସିପାଇ ନାଗେନ୍ତେ ମିଆଁଦ୍‌ ହାଟିଙ୍ଗ୍‌ ଆଡଃ ପାଟେଲିଜାଃକେଅକ ଆଉକେଦାଃ, ଏନା କା ତୁନାକାନ୍‌ ତାଇକେନା ମେନ୍‌ଦ ଚେତାନ୍‌ଏତେ ଲାତାର୍‌ ଜାକେଦ୍‌ ତିଃଇଲଃ ରଅଃକାନ୍‌ ତାଇକେନା ।
24 ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, “ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ।” ତେଣୁ ସୈନ୍ୟମାନେ ଏହାସବୁ କଲେ।
୨୪ଏନାମେନ୍ତେ ଇନ୍‌କୁ ଆକ ଆକରେକ କାଜିକେଦା, “ନେଆଁଁକେ କାବୁ ଚାଗାଡ଼େୟା ମେନ୍‌ଦ ନେଆଁଁ ଅକଏୟାଃ ହବାଅଆଃ ଏନାମେନ୍ତେ ଚିଠାବୁ ସାଲାୟା ।” ଧାରାମ୍‌ପୁଥିରେୟାଃ କାଜି ସାର୍‌ତିଅଃ ନାଗେନ୍ତେ ନେ ସବେନ୍‌ ହବାୟାନା, “ଇନ୍‌କୁ ଆଇଁୟାଃ ଲିଜାଃକ ହାଟିଙ୍ଗ୍‌ୟାନା ଆଡଃ ଆଇଁୟାଃ ପାଟେଲିଜାଃ ନାଙ୍ଗ୍‌ ଚିଠାକ ସାଲାକେଦା ।” ଏନାତେ ସିପାଇକ ନେ'ଲେକାକ ରିକାକେଦା ।
25 କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍‌ଦଲୀନୀ ମରୀୟମ ଠିଆ ହୋଇଥିଲେ।
୨୫ୟୀଶୁଆଃ ଏଙ୍ଗାତେ ମାରିୟାମ୍‌ ଆଡଃ ଏଙ୍ଗାତେୟାଃ ମିଶିତେ, କ୍ଲୋପାରାଃ କୁଡ଼ିତେ ମାରିୟାମ୍‌ ଆଡଃ ମାଗ୍‌ଦାଲିନି ମାରିୟାମ୍‌ ୟୀଶୁଆଃ କ୍ରୁଶ୍‍ ଜାପାଃରେକ ତିଙ୍ଗୁଆକାନ୍‌ ତାଇକେନା ।
26 ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!”
୨୬ୟୀଶୁ ଆୟାଃ ଏଙ୍ଗାତେକେ ଆଡଃ ଆଇଃକ୍‌ ଦୁଲାଡ଼ିତାନ୍ ଚେଲାକେ, ଜାପାଃରେ ତିଙ୍ଗୁଆକାନ୍‌ ନେଲ୍‍କେଦ୍‍କିନାଏ, ଏଙ୍ଗାତେକେ କାଜିକିୟାଏ, “ନେଲିମେ ହନ୍‍ତାମାଃକେ ।”
27 ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ।
୨୭ଏନ୍ତେ ୟୀଶୁ ଏନ୍‌ ଚେଲାକେ କାଜିକିୟାଏ, “ନେଲିମେ, ଇନିଃ ଆମାଃ ଏଙ୍ଗା” ଆଡଃ ଇମ୍‌ତାଙ୍ଗ୍‌ଏତେ ଏନ୍‍ ଚେଲା ଇନିଃକେ ଆୟାଃ ଅଡ଼ାଃତେ ଇଦିକିୟାଏ ।
28 ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।”
୨୮ସବେନାଃ ନାହାଁଃ ପୁରାଚାବାକାନା ମେନ୍ତେ ୟୀଶୁ ସାରିକେଦ୍‌ଚି, ଧାରାମ୍‌ପୁଥିରେୟାଃ କାଜି ପୁରାଅଃ ନାଗେନ୍ତେ ଇନିଃ କାଜିକେଦାଃଏ, “ଆଇଙ୍ଗ୍‌କେ ତେତାଙ୍ଗିଙ୍ଗ୍‌ତାନା ।”
29 ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ।
୨୯ଏନ୍ତାଃରେ ମେହେର୍‌ ରାସିତେ ପେରେଜାକାନ୍‌ ମିଆଁଦ୍‌ ଚାଟୁ ଦହାକାନ୍‍ ତାଇକେନା । ଏନ୍ତେ ଇନ୍‌କୁ ସ୍ପଞ୍ଜ୍‌କେ ମେହେର୍‌ ରାସିରେ ତୁପୁକେଦାଃକ, ଆଡଃ ଏନାକେ ଏସୋବ୍‌ ଡାଙ୍ଗ୍‌ରେ ଗୁତୁକେଦ୍‍ତେ ଇନିୟାଃ ମଚା ହେପାଦ୍‍ତେ ନୁଁଏ ନାଗେନ୍ତେ ଏମ୍‍କିୟାକ ।
30 ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ।
୩୦ଏନ୍ତେ ୟୀଶୁ ମେହେର୍‌ ରାସି ନୁଁକେଦ୍‌ତେ, କାଜିକେଦାଃଏ, “ନେଆଁଁ ପୁରାୟାନା” ଏନ୍ତେ ଆୟାଃ ବହଃ ତିରୁବ୍‍କେଦ୍‌ତେ ଜୀଉ ଟୁଣ୍ଡୁକେଦା ।
31 ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ।
୩୧ଏନ୍‌ ହୁଲାଙ୍ଗ୍‌ ସାପ୍‍ଡ଼ାଅନ୍‌ ହୁଲାଙ୍ଗ୍‌ ତାଇକେନା, ଆଡଃ ଏଟାଃ ହୁଲାଙ୍ଗ୍‌ ମାରାଙ୍ଗ୍‌ ରୁଡ଼ୁନ୍‌ ହୁଲାଙ୍ଗ୍‌ ତାଇକେନ୍‌ ନାଗେନ୍ତେ ଯିହୁଦୀ ହାକିମ୍‌କ ଗଏଃ ହଡ଼୍‌ମକେ କ୍ରୁଶ୍‌ରେ ରୁଡ଼ୁନ୍‌ ହୁଲାଙ୍ଗ୍‌ ଜାକେଦ୍‌ ତାଇନଃକା ମେନ୍ତେ କାକ ସାନାଙ୍ଗ୍‌ ତାଇକେନା । ଏନାତେ ଇନ୍‌କୁ କିଲାକାନ୍‌କ ଜାଲ୍‌ଦି ଗଜଃକାକ ମେନ୍ତେ ଇନ୍‌କୁଆଃ କାଟା ଠଏଜଃକା ଆଡଃ ଇନ୍‌କୁକେ କ୍ରୁଶ୍‌ଏତେ ଆଡ଼୍‌ଗୁଃକାକ ମେନ୍ତେ ପିଲାତୁସ୍‍କେକ ବିନ୍ତିକିୟାଃ ।
32 ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ।
୩୨ଏନ୍ତେ ସିପାଇକ ହିଜୁଃକେଦ୍‌ତେ ୟୀଶୁଲଃ କିଲାକାନ୍‌ ବାରାନ୍‌କିନାଃ କାଟାକେ ଠଏଜ୍‌କେଦାଃକ ।
33 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ,
୩୩ମେନ୍‌ଦ ଇନ୍‌କୁ ୟୀଶୁତାଃ ହିଜୁଃୟାନ୍ତେ, ଇନିଃକେ ଗଜାକାନ୍‌କ ନେଲ୍‌କିୟାଃ, ଏନାତେ ଇନ୍‌କୁ ଇନିୟାଃ କାଟାକେ କାକ ଠଏଜ୍‌କେଦାଃ ।
34 କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା।
୩୪ମେନ୍‌ଦ ସିପାଇକଏତେ ମିଆଁଦ୍‌ନିଃ ବାର୍ଛାତେ ଇନିୟାଃ କୁଡ଼ାମ୍‌ରେ ସବଃକିୟାଏ, ଆଡଃ ଇମ୍‌ତାଗି ମାୟୋମ୍‌ ଆଡଃ ଦାଆଃ ଅଡଙ୍ଗ୍‌ୟାନା ।
35 ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି।
୩୫ଆଡଃ ନେଆଁଁ ନେଲ୍‍କାଦ୍‍ନିଃ ଗାୱା ଏମାକାଦାଏ, ଜେ'ଲେକାଚି ଆପେୟଗି ବିଶ୍ୱାସେୟାପେ । ଆଡଃ ଇନିୟାଃ ଗାୱା ସାର୍‌ତିଗିୟା, ଆଡଃ ଇନିଃ ସାର୍‌ତି କାଜିତାନାଏ ଏନା ଆଇଃକ୍‌ଗି ସାରିୟାଏ ।
36 କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ।
୩୬“ଇନିୟାଃ ଜେତାନ୍ ଜାଙ୍ଗ୍‌ କା ଠଏଜଆଃ” ନେ କାଜିଦ ଧାରାମ୍‌ପୁଥିରେ ପୁରାଅଃ ନାଗେନ୍ତେ ନେ ସବେନାଃ ହବାୟାନା ।
37 ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।
୩୭ଧାରାମ୍‌ପୁଥିରେ ଆଡଃମିଆଁଦ୍‌ କାଜି ଅଲାକାନା, “ଇନ୍‌କୁ ଅକଏକେ କିଲାକିୟାଃକ,” ହଡ଼କ ଇନିଃକେ ନେଲିୟାକ ।
38 ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ।
୩୮ଏନ୍‌ ତାୟମ୍‌ତେ ହାରାମାଥିୟା ସାହାର୍‌ରେନ୍ ଯୋଷେଫ୍‌, ୟୀଶୁଆଃ ହଡ଼୍‌ମ ଇଦି ନାଗେନ୍ତେ ପିଲାତୁସ୍‍କେ ବିନ୍ତିକିୟାଏ, ଇନିଃ ୟୀଶୁଆଃ ମିଆଁଦ୍‌ ଚେଲା ତାଇକେନାଏ, ମେନ୍‌ଦ ଯିହୁଦୀକଆଃ ବରତେ କାଏ ଉଦୁବେନ୍‍ୟାନା, ଆଡଃ ପିଲାତୁସ୍ ଆଚୁକେଦ୍‍ଚି ୟୀଶୁଆଃ ହଡ଼୍‌ମ ଇଦିକେଦ୍‌ତେ ସେନଃୟାନାଏ ।
39 ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।
୩୯ଏନ୍‌ ନିକଦୀମ୍‌ ସିଦାରେ ନିଦା ଇମ୍‌ତା ୟୀଶୁତାଃତେ ହିଜୁଃୟାନାଏ, ଇନିଃ ଯୋଷେଫ୍‌ଲଃ ହିଜୁଃୟାନାଏ । ଆଡଃ ଇନିଃ ତିରିଶ୍‌ କେଜି ବୁଗିନ୍‌ ସହାନ୍‌ସୁନୁମ୍ ଆଡଃ ମେସାକାନ୍ ଗାନ୍ଦ୍‌ରାସ୍‌ ଆଉକେଦାଏ ।
40 ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ।
୪୦ଏନ୍ତେ ଇନ୍‌କିନ୍‌ ୟୀଶୁଆଃ ହଡ଼୍‌ମକେକିନ୍‌ ଆଉକେଦାଃ ଏନ୍ତେ ଯିହୁଦୀକଆଃ ତପାରେୟାଃ ରିତିଲେକାତେ ଏନାକେ ବୁଗିନ୍‌ ସହାନ୍‌ ସୁନୁମ୍‌ ଆଡଃ ଫାର୍‌ଚି ନିରାଲ୍‌ ଲିଜାଃରେ ପଟମ୍‌କେଦାଃକିନ୍ ।
41 ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା।
୪୧ଆଡଃ ୟୀଶୁ କ୍ରୁଶ୍‌ରେ କିଲାୟାନ୍‌ ଠାୟାଦ୍‌ତାଃରେ ମିଆଁଦ୍‌ ବାଗାନ୍‌ ତାଇକେନା, ଆଡଃ ବାଗାନ୍‌ରେ ମିଆଁଦ୍‌ ନାୱା ତପା ଠାୟାଦ୍ ତାଇକେନା, ଏନାରେ ଜେତାଏ ଚିଉଲାହ କାକ ତପାକାଦ୍‍କ ତାଇକେନା ।
42 ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।
୪୨ଯିହୁଦୀକଆଃ ସାପ୍‌ଡ଼ାଅନ୍‌ ହୁଲାଙ୍ଗ୍‌ ନାଗେନ୍ତେ ଇନ୍‌କିନ୍‌ ୟୀଶୁକେ ଏନ୍ତାଃରେଗି ଦହକିୟାକିନ୍, ଚିୟାଃଚି ଏନ୍‌ ତପା ଠାୟାଦ୍‍ ନାଡ଼େଃରେ ତାଇକେନା ।

< ଯୋହନ 19 >