< ଯୋହନ 15 >

1 “ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ।
“ଆନ୍‌ ହାତ୍‌ପା ଅଙ୍ଗୁର୍‌ କୁଡ଼ି, ଆରେ ନା ଆବା କାମ୍‌ଲିୟା ।
2 ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି।
ନା ତାକେ ମାନି ଇମ୍‌ଣି କେନ୍ଦାଂ ପାଡ଼୍‌ ଆହ୍‌ୱିତିସ୍‌, ହେଦାଂ ହେୱାନ୍‌ କାଦ୍‍ଦି ତୁହିନାନ୍‍; ଆରେ ଇମ୍‌ଣି କେନ୍ଦାଂ ପାଡ଼୍‌ ଆହ୍‌ନାତ୍‌, ଆଦିକ୍‌ ପାଡ଼୍‌ ଆହ୍‌ନି କାଜିଂ ହେୱାନ୍‌ ହେଦାଂ ନିର୍ମଲ୍‌ କିନାନ୍‌ ।
3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ।
ଆନ୍‌ ମିଙ୍ଗେଙ୍ଗ୍‌ ଇମ୍‌ଣି ବେରଣ୍‌ ଇନ୍‌ଞ୍ଚାଙ୍ଗ୍‌ନ୍ନା, ହେଦାଂ କାଜିଂ ଏପେଙ୍ଗ୍‌ ସକଟ୍‌ ଆତାଦେର୍ଣ୍ଣା ।
4 ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ।
ନା ତାକେ ମାନାଟ୍‌, ହେବେ ଆନ୍‌ ମି ତାକେ ମାନାଂ । କେନ୍ଦାଂ ଇନେସ୍‌ ଅଙ୍ଗୁର୍‌ କୁଡ଼ିତ ମାନ୍‌ୱିତିସ୍‌ ଜାର୍‌ତାଂ ପାଡ଼୍‌ ଆସ୍ତେଙ୍ଗ୍‌ ଆଡୁତ୍‌, ହେ ଲାକେ ଏପେଙ୍ଗ୍‌ ପା ନା ତାକେ ମାନ୍‌ୱିତିସ୍‌ ପାଡ଼୍‌ ଆସ୍ତେଙ୍ଗ୍‌ ଆଡୁଦେର୍‌ ।”
5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।
“ଆନ୍‌ ଅଙ୍ଗୁର୍‌ କୁଡ଼ି, ଏପେଙ୍ଗ୍‌ କେନ୍ଦାଂ, ଇନେର୍‌ ନା ତାକେ ମାନ୍‍ଙ୍ଗାନାନ୍ ଆରି ଆନ୍‌ ଇନେର୍‌ ତାକେ ମାନାଂ, ହେୱାନ୍‌ ବେସି ପାଡ଼୍‌ ଆହ୍‌ନାନ୍‌; ଇନାକିଦେଂକି ନା ପିସ୍ତି ଏପେଙ୍ଗ୍‌ ଇନାକା କିଦେଙ୍ଗ୍‌ ଆଡୁଦେର୍‌ ।
6 କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।
ଇନେର୍‌ ଏଚେକାଡ଼୍‌ଦ ନା ତାକେ ମାନ୍‌ୱିତିସ୍‌, ତା ଆତିସ୍‌ ହେଦାଂ କାତ୍‌ଦି କେନ୍ଦାଂ ଲାକେ ବାର୍ତ ତୁହିୟା ଆନାତ୍‌ ଆରି ୱାଜ୍‍ଜି ହାନାତ୍‌, ଆରେ ଲକୁ ହେୱାକାଂ ରୁଣ୍ଡାୟ୍‌ କିଜ଼ି ନାଣିତ ତୁହିନାର୍ ଆରି ହେୱାଙ୍ଗ୍‌ କାଡ଼୍‍ଜିହାନିକ୍‍ ।”
7 ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।
“ଏପେଙ୍ଗ୍‌ ଜଦି ନା ତାକେ ମାନାଦେର୍‌, ଆରେ ନା ବଚନ୍‌ ମି ତାକେ ମାଚିସ୍‌, ତା ଆତିସ୍‌ ଇମ୍‌ଣି ବିସ୍ରେ ଇଚା କିନାଦେର୍‌, ହେଦାଂ ଏନାଟ୍‌, ଆରେ ମି କାଜିଂ ହେଦାଂ ହିଦ୍‍ନାନ୍‍ ।
8 ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ।
ଏପେଙ୍ଗ୍‌ ବେସି ପାଡ଼୍‌ ଆସ୍ତିସ୍‌ ନା ଆବା ଜାଜ୍‌ମାଲ୍‌ ପାୟା ଆନାନ୍‌, ଆରେ ଏନେଙ୍ଗ୍‌ ନା ହାତ୍‌ପା ଚେଲା ଆନାୟ୍‌ ।
9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ।
ଆବା ଇନେସ୍‌ ନାଙ୍ଗ୍‌ ଜିଉନତାନ୍‌ନା, ଆନ୍‌ ପା ହେ ଲାକେ ମିଙ୍ଗେଙ୍ଗ୍‌ ଜିଉନତ୍‍ତାଙ୍ଗ୍‌ନା; ନା ଜିଉନଦ୍‍ନିତ ତିର୍‌ ଆଜ଼ି ମାନାଟ୍‌ ।
10 ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ।
ଆନ୍‌ ଇନେସ୍‌ ନା ଆବାତି ବଲ୍‌ ମାନି କିଜ଼ି ତାଦାଙ୍ଗ୍‌ ଜିଉନନିତାକେ ତିର୍‌ ଆଜ଼ି ମାନାଙ୍ଗା, ହେ ଲାକେ ଏପେଙ୍ଗ୍‌ପା ଏଚେକାଡ଼୍‌ଦ ନା ବଲ୍‌ ମାନିକିନାଦେର୍‍, ତା ଆତିସ୍‌ ନା ଜିଉନନିତାକେ ତିର୍‌ ଆଜ଼ି ମାନାଦେର୍‌ ।”
11 ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି।
“ନା ୱାରି ଇନେସ୍‌ ମି ତାକେ ମାନାତ୍‌, ଆରେ ମି ୱାରି ଇନେସ୍‌ ବାର୍ତି ଆନାତ୍‌, ଇଦାଂ କାଜିଂ ଆନ୍‌ ଇ ୱିଜ଼ୁ ମିଙ୍ଗେଙ୍ଗ୍‌ ୱେଚ୍‍ଚାତାଙ୍ଗ୍ ।
12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା।
ଆନ୍‌ ଇନେସ୍‌ ମିଙ୍ଗେଙ୍ଗ୍‌ ଜିଉନତ୍‍ତାଂନ୍ନା, ଏପେଙ୍ଗ୍‌ ରକାନ୍‌ ଆରେ ରକାନିଂ ବିତ୍ରେ ଜିଉନବାଆଡୁ, ଇଦାଂ ନା ବଲ୍‌ ।
13 ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ।
ଜାର୍‌ ହାଙ୍ଗ୍‌ଦାକାରିଂ କାଜିଂ ଜାର୍‌ ଜିବୁନ୍‌ ହିନି ବାଟା ଇନେର୍‌ତି ଆରେ ଆଦିକ୍‌ ଗାଜା ଜିଉନନାକା ହିଲୁତ୍‌ ।
14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।
ଆନ୍‌ ମିଙ୍ଗେଙ୍ଗ୍‌ ଇମ୍‌ଣି ବଲ୍‌ ହିଦ୍‍ନାଙ୍ଗା, ହେଦାଂ ଜଦି ମାନିକିନାଦେର୍‌, ତେବେ ଏପେଙ୍ଗ୍‌ ନା ହାଙ୍ଗ୍‌ଦାକାଦେର୍ ।
15 ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି।
ଆନ୍‌ ମିଙ୍ଗେଙ୍ଗ୍‌ ଆରେ ଆଡ଼ିଏନ୍‌ ଇଞ୍ଜି ଇଞ୍ଜୁଙ୍ଗା, ଇନାକିଦେଂକି ହାଉକାର୍‌ ଇନାକା କିନାନ୍‌, ଆଡ଼ିଏନ୍‌ ହେଦାଂ ପୁନୁନ୍, ମାତର୍‌ ଆନ୍‌ ମିଙ୍ଗେଙ୍ଗ୍‌ ହାଙ୍ଗ୍‌ଦାକାର୍‌ ଇଞ୍ଜି ଇଞ୍ଚାଙ୍ଗ୍‌ନ୍ନା, ଇନାକିଦେଂକି ଆନ୍‌ ନା ଆବାତାଂ ଇନା ଇନାକା ୱେଚାଙ୍ଗ୍‌ନା, ହେ ସବୁ ମିଙ୍ଗେଙ୍ଗ୍‌ ୱେଚ୍‍ଚାତାଙ୍ଗ୍ ।
16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;
ଏପେଙ୍ଗ୍‌ ନାଙ୍ଗ୍‌ ବାଚି କିଦ୍‍ୱାତାଦେର୍ଣ୍ଣା, ମାତର୍‌ ଆନ୍‌ ମିଙ୍ଗେଙ୍ଗ୍‌ ବାଚି କିତ୍‍ତାଙ୍ଗ୍‍ନ୍ନା, ଆରେ ଏପେଙ୍ଗ୍‌ ଇନେସ୍‌ ହାଲ୍‌ଜି ପାଡ଼୍‌ ଉବ୍‌ଜାଣ୍‌ କିନାଦେର୍‌ ଆରି ମିୱାଙ୍ଗ୍ ପାଡ଼୍‌ ତିର୍‌ମାନ୍‌ଙ୍ଗାନାତ୍, ଇଦାଂ କାଜିଂ ମିଙ୍ଗେଙ୍ଗ୍‌ ବାଚି କିତ୍‍ତାଙ୍ଗ୍‍ନ୍ନା । ହେବେ ଏପେଙ୍ଗ୍‌ ନା ତର୍‌ଦ ଆବାଂ ଇନାକା ଏନ୍‌ନାଦେର୍‌, ହେୱାନ୍‌ ହେଦାଂ ମିଙ୍ଗେଙ୍ଗ୍‌ ହିଦ୍‌ନାନ୍‌;
17 ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।”
ଏପେଙ୍ଗ୍‌ ଇନେସ୍‌ ରକାନ୍‌ ଆରେ ରକାନିଂ ଜିଉନୱାଟ୍‌, ଇଦାଂ କାଜିଂ ଆନ୍‌ ମିଙ୍ଗେଙ୍ଗ୍‌ ଇ ୱିଜ଼ୁ ବଲ୍‌ ହିଦ୍‍ନାଙ୍ଗା ।”
18 “ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ।
“ଜଦି ମିଙ୍ଗେଙ୍ଗ୍‌ ପୁର୍ତି ଗିଣ୍‌ କିତ୍‍ତିସ୍, ତେବେ ମିଙ୍ଗେଙ୍ଗ୍‌ ଗିଣ୍‌ କିଦ୍‌ନି ଆଗେ ହେଦାଂ ଜେ ନାଙ୍ଗ୍‌ ଗିଣ୍‌ କିତ୍‌ତାତ୍‌ନ୍ନା, ଇଦାଂ ପୁନାଟ୍‌ ।
19 ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ।
ଏପେଙ୍ଗ୍‌ ଜଦି ପୁର୍ତିତାଂ ଉବ୍‌ଜାଣ୍‌ ଆତାଦେର୍ମା, ତେବେ ପୁର୍ତି ମିଙ୍ଗେଙ୍ଗ୍‌ ଜାର୍‌ ଲକୁର୍ ପୁଞ୍ଜି ଜିଉ ନତାତ୍ମା; ମାତର୍‌ ଏପେଙ୍ଗ୍‌ ପୁର୍ତିତାଂ ଉବ୍‌ଜାଣ୍‌ ଆୱାତାୟ୍‌ନା, ନଲେ ଆନ୍‌ ମିଙ୍ଗେଙ୍ଗ୍‌ ପୁର୍ତିତାଂ ବାଚି କିତ୍‌ତାତ୍‌ନ୍ନା, ଇଦାଂ କାଜିଂ ପୁର୍ତି ମିଙ୍ଗ୍‌ ଗିଣ୍‌ କିଦ୍‌ନାତ୍‌ ।”
20 ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ।
ଆଡ଼ିଏନ୍‌ ଜାର୍‌ ହାଉକାର୍‍ତାଙ୍ଗ୍ ଗାଜା ଆକାୟ୍‌, ଆନ୍‌ ମିଙ୍ଗ୍‌ ଇ ଇମ୍‌ଣି ବଚନ୍‌ ୱେଚ୍‍ଚାତାଙ୍ଗ୍‍ନା, ହେଦାଂ ଏତୁ କିୟାଟ୍‌ । ହେୱାର୍‌ ଜଦି ନାଙ୍ଗ୍‌ ଇଣ୍‌ କିତ୍‌ତାର୍‌ନା, ତା ଆତିସ୍‌ ମିଙ୍ଗ୍‌ ପା ଇଣ୍‌ କିଦ୍‌ନାର୍‌, ହେୱାର୍‌ ଜଦି ନା ବଚନ୍‌ ମାନିକିତାର୍ଣ୍ଣା, ତା ଆତିସ୍‌ ମି ବଚନ୍‌ ପା ମାନିକିନାର୍‌ ।
21 କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ।
ମାତର୍‌ ହେୱାର୍‌ ନା ପକ୍ତି ହାଉକାର୍‍ତିଂ ପୁନ୍‌ୱାଦାଂ ମାଚିଲେ ନା ତର୍‌ କାଜିଂ ମିଙ୍ଗ୍‌ ପା ଇ ସବୁ କିଦ୍‌ନାର୍‌ ।
22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ।
ଜଦି ଆନ୍‌ ୱାଜ଼ି ହେୱାରିଂ ଇନ୍‌ୱାଦାଂ ମାଚିସ୍‌, ତା ଆତିସ୍‌ ହେୱାର୍‌ତି ପାପ୍‌ ଆୱାତାତ୍ମା; ମାତର୍‌ ନଙ୍ଗ୍‌ ହେୱାର୍‌ତି ପାପ୍‌ ବିସ୍ରେ ହେୱାର୍‌ ଇନେର୍‌ ପା ଚଚା କିଦେଙ୍ଗ୍‌ ଆଡୁର୍‌ ।
23 ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ।
ଇନେର୍‌ ନାଙ୍ଗ୍‌ ଗିଣ୍‌ କିଦ୍‌ନାର୍‌, ହେୱାନ୍‌ ନା ଆବାଂ ପା ଗିଣ୍‌ କିନାନ୍‌ ।
24 ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି।
ଇମ୍‌ଣି କାମାୟ୍‌ ୱିଜ଼ୁ ଆରେ ଇନେର୍‌ କିତାତାର୍ଣ୍ଣା, ଆନ୍‌ ଜଦି ହେ ୱିଜ଼ୁ ହେୱାର୍‌ ବିତ୍ରେ କିୱାଦାଂ ମାଚିସ୍‌, ତା ଆତିସ୍‌ ହେୱାର୍‌ତି ପାପ୍‌ ଆୱାତାତ୍ମା; ମାତର୍‌ ନଙ୍ଗ୍‌ ହେୱାର୍‌ ହୁଡ଼୍‌ତାର୍‌ନା, ଆରେ ନାଙ୍ଗ୍‌ ଆରି ନା ଆବା ରିୟାରିଂ ଗିଣ୍‌ କିତ୍‌ତାର୍‌ନା ।
25 ‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି।
ମତର୍‌ ହେୱାର୍‌ ବିନାସୁନ୍‍ରେ ନାଙ୍ଗ୍‌ ଗିଣ୍‌ କିତ୍‍ତାର୍, ହେୱାର୍‌ତି ମସାତି ବିଦିତ ଲେକାଆତି ଇ ବଚନ୍‌ ଇନେସ୍‌ ପୁରା ଆନାତ୍‌, ଇଦାଂ କାଜିଂ ଏଲେଙ୍ଗ୍‌ ଗିଟା ଆନାତା ।
26 ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ;
“ଆବାତି ତାକେଣ୍ଡାଂ ଆନ୍‌ ମି ଲାଗାଂ ଇମ୍‌ଣି ଉପ୍‌କାର୍‌ କିଦ୍‌ନାକାନିଂ ପକ୍ତାନାଂ, ଆବା ତାକେଣ୍ଡାଂ ହତି ହେ ହାତ୍‌ପାନି ଜିବୁନ୍‌ ୱାତିସ୍ ନା ବିସ୍ରେ ସାକି ହିଦ୍‌ନାନ୍‌;
27 ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।”
ଆରେ, ଏପେଙ୍ଗ୍‌ ପା ସାକି, ଇନାକିଦେଂକି ଏପେଙ୍ଗ୍‌ ଆରମ୍‌ତାଂ ନା ହୁକେ ମାନାଦେରା ।”

< ଯୋହନ 15 >