< ଯୋହନ 13 >

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ।
ଆତେନ୍‌‌ ବେଲା ଜିଉଦିଇଂନେ ଉଦାର୍ ପାଣ୍ଡୁଏନେ ବେଲା ଡିଙ୍ଗ୍‍ୱେଲେଃଗେ ଜିସୁ ମ୍ୟାଲେଃଗେ ଜେ ମେଁନେ ମଞ୍ଚ୍‌ପୁର୍‌ବାନ୍‍ ଆନ୍ତାର୍‍ଚେ ୱେନେ ବେଲା ପିଙ୍ଗ୍‍ଚା ଡିଙ୍ଗ୍‌କେ । ଏବେ ମେଁ ମେଁନେ ମ୍ନାଃ ଆବା ଡାଗ୍ରା ଆଣ୍ଡେ ୱେଏ । ମେଁ ସାପାବେଲା ଏନ୍‌ ମଞ୍ଚ୍‌ପୁର୍‌ନ୍ନିଆ ଲେଃଡିଙ୍ଗ୍‌କ୍ନେ ମେଁନେ ନିଜର୍ ରେମୁଆଁଇଂକେ ବଲ୍ ବାଡିଙ୍ଗ୍‌ଗେ । ମେଁ ମେଁଇଙ୍ଗ୍‌ନେ ଆଡ଼ାତ୍ରା ଗୁଲେ ଆଲାଦ୍ ଆଃସୁଏ ବଗେ ।
2 ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା,
ଆତେନ୍‌ ଦିନା ଜିସୁ ଆରି ମେଁନେ ସିସ୍‍ଇଂ ମିଡିଗ୍‌ବ ଚଙ୍ଗ୍ ଉଗ୍ ନ୍ନିଆ କ ଲେଃଗେ । ଜିସୁ ଆଡ଼ାତ୍ରା ବିସ୍‌ବାସ୍ ଗାତକ୍‍ ଡିଙ୍ଗ୍‌ନ୍‌ସା ଶିମୋନ ଉଙ୍ଗ୍‌ଡେ ଇଷ୍କରିୟଥ୍ ଜିଉଦାକେ ସ‍ଏତାନ୍ ବାସଙ୍ଗ୍‌ ବଗେ ।
3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି,
ଜିସୁ ମ୍ୟାଲେଃଗେ ଆବା ଇସ୍‌ପର୍ ମେଁନେ ନ୍ତିନ୍ନିଆ ସାପା ଅଦିକାର୍ ବିଃ ବକେ ଆରି ମେଁ ଇସ୍‌ପର୍ ବାନ୍ ପାଙ୍ଗ୍‍ଲେକେ ବାରି ମେଁ ଇସ୍‌ପର୍ ଡାଗ୍ରା ଆଣ୍ଡେ ୱେଏ ।
4 ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ।
ତେସା ଜିସୁ କଲେଃକ୍ନେ ବାନ୍ ତଡ଼ିଆଚେ ମେଁ ନିଜେନେ ସକା ତ ବିଚେ ମୁଇଙ୍ଗ୍ ତୁଆଲ୍ ଡୁଙ୍ଗ୍‍ପାଙ୍ଗ୍‍ଚେ ନ୍‌ସାନ୍ନିଆ ଗାଗ୍‍କେ ।
5 ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ।
ତେନ୍‌ ଇଡ଼ିଂ ମେଁ ମୁତାନ୍ନିଆ ଣ୍ଡିଆ କିଗ୍‌କେ ଆରି ସିସ୍ଇଂନେ ଞ୍ଚ ଗଡ଼ିଆ ବିକେ । ଆରି ମେଁ ନ୍‌ସାଃନ୍ନିଆ ଗାଗ୍‍ବକ୍ନେ ତୁଆଲ୍ ଏତେ ମେଇଙ୍ଗ୍‌ନେ ଞ୍ଚ ଚୁ ବିକେ ।
6 କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି?
ଉଡ଼ିବେଲା ଜିସୁ ଶିମୋନ୍ ପିତର୍‍ନ୍ନିଆ ପାଙ୍ଗ୍‌କେ; ପିତର୍ ସାଲ୍ୟାକୁକେ “ମାପ୍ରୁ ନା ମେଃନେ ନେଙ୍ଗ୍‌ନେ ଞ୍ଚ ଗଃଡ଼ିଆ ନାବିଏ?”
7 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।”
ଜିସୁ ବାସଙ୍ଗ୍‌କେ “ନେଙ୍ଗ୍ ମେଁନେ ଡିଙ୍ଗ୍ ଣ୍ଡିଙ୍ଗ୍‍କେ ଏବେ ପେ ବୁଜେ ପେୟା ଣ୍ଡୁ ଇଡ଼ିଙ୍ଗ୍ ପେବୁଜେଏ ।”
8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” (aiōn g165)
ପିତର୍ ଆମେକେ ବାସଙ୍ଗ୍‌କେ “ନାଁ ଅଃନାଡିଗ୍ ନେଙ୍ଗ୍‌ନେ ଞ୍ଚ ଗଡ଼ିଆ ନେବି ଣ୍ଡୁ ।” ମାତର୍‌ ଜିସୁ ବାସଙ୍ଗ୍‌କେ “ଜଦି ନେଙ୍ଗ୍ ପେନେ ଞ୍ଚ ଗଡ଼୍ୟାଃ ନ୍ନାବିଃ, ତେଲା ପେ ଆରି ନେଙ୍ଗ୍‌ନେ ସିସ୍‍ ଡିଙ୍ଗ୍‌ଚେ ଲେଃ ପେୟା ଣ୍ଡୁ ।” (aiōn g165)
9 ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ।
ସିମୋନ୍‌ ପିତର୍ ଉତର୍ ବିକେ “ମାପ୍ରୁ ତେଲା ନେଙ୍ଗ୍‌ନେ ଞ୍ଚ ମେଁନ୍‌ସା ନେଙ୍ଗ୍‌ନେ ନ୍ତି ଆରି ବାଆ ଡିଗ୍ ଗଡ଼୍ୟାଃ ବିଃ ।”
10 ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।”
ଜିସୁ ବାସଙ୍ଗ୍‌କେ “ଜାଣ୍ଡେଇଂ ଣ୍ଡିଆ କୁମା ଲେଃଆର୍‌କେ ମେଁଇଙ୍ଗ୍‌ନେ ଞ୍ଚ ଆନ୍‌ତାର୍‌ଚେ ବିନେ ସାପା ଗଡ଼୍ୟାଃନେ ଦର୍‌କାର୍ ଣ୍ଡୁ । ମେଁଇଙ୍ଗ୍‌ନେ ସାପା ଗାଗ୍‌ଡ଼େ ପର୍‍ଚଲ୍‍ । ମୁଇଂଜା ନ୍‍ସା ପେ ସାପାରେ ପବିତ୍ର ।”
11 କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ।
ଜିସୁ ମ୍ୟା ଲେଃଗେ ଜାଣ୍ଡେ ମେଁ ଆଡ଼ାତ୍ରା ବିସ୍‌ବାସ୍‌ଗାତ୍ ଡିଙ୍ଗ୍‌ଏ । ତେସା ମେଁ ବାସଙ୍ଗ୍‌ ବଗେ “ମୁଇଂଜାକେ ଆନ୍‌ତାର୍‌ଚେ ପେ ସାପାରେ ପବିତ୍ର ।”
12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ?
ସିସ୍ଇଂନେ ଞ୍ଚ ଗଡ଼ିଆ ଆଡାଚେ ଜିସୁ ମେଁନେ ସକା ସଚେ ନିଜେନେ ସିଟ୍‍ନ୍ନିଆ ଆଣ୍ଡେୱେକେ । ମେଁ ସାଲ୍ୟାକୁକେ “ନେଙ୍ଗ୍ ପେନେ ମେଃନେ ଡିଙ୍ଗ୍ ମ୍ୱକେ ବୁଜେ ପେୟାକେ କି?”
13 ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି।
ପେ ଆନେଙ୍ଗ୍‌କେ ଗୁରୁ ଆରି ମାପ୍ରୁ ଡାଗ୍‌ଚେ ୱା ପେଡିଙ୍ଗ୍‌କେ ଆତେନ୍‌ ସତ୍ ଡାଗ୍ଲା ସତେଆ ନେଙ୍ଗ୍ ଆତେନ୍‌ ।
14 ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ।
ପେନେ ଗୁରୁ ଆରି ମାପ୍ରୁ ଡିଙ୍ଗ୍‌ଚେ ନେଙ୍ଗ୍ ଜଦି ପେନେ ଞ୍ଚ ଗଡ଼୍ୟାଃ ମ୍ୱିକେ, ତେଲା ପେଇଂ ଡିଗ୍ ପେନେ ଞ୍ଚ ଗଃଡ଼ିଆନେ ଦର୍‍କାର୍ ।
15 କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି।
ଡାଗ୍ଲା ପେ ଆଡ଼ାତ୍ରା ନେଙ୍ଗ୍ ଡିରକମ୍ ଡିଙ୍ଗ୍‍ମ୍ୱକେ ପେଡିଗ୍ ଦେତ୍ ସୁଗୁଆ ଡିଙ୍ଗ୍‌ପା ଆତେନ୍‌‌ସା ନେଙ୍ଗ୍ ଆପେକେ ମୁଇଙ୍ଗ୍ ଗାଲି ଆକେ ମ୍ୱକେ ।
16 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ।
ନେଙ୍ଗ୍ ସତ୍ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ମୁଡ଼ି ଗତିରେ ଡିଗ୍ ମେଁନେ ମାଲିକ୍ ବାନ୍ ମ୍ନା ଣ୍ଡୁ ବା ଜା ପାଙ୍ଗ୍‌ଲେକେ ମେଁ ଆମେକେ ବେବକ୍ନେ ଆବା ବାନ୍ ମ୍ନା ଣ୍ଡୁ ।
17 ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ।
ଜଦି ପେଇଂ ଆକେନ୍ ସାପା ମ୍ୟାପେଲେକେ ତେଲା ଦେତ୍‌ସୁଗୁଆ ପେଡିଙ୍ଗ୍‍ଲା ପେଇଂ ଦନ୍ୟ ।
18 ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା।
“ପେ ସାପାରେନେ ସାମୁଆଁରେ ନେଙ୍ଗ୍ ଏନ୍‌ ବ୍ନାଲିର୍ ବାସଙ୍ଗ୍‌ ନେଡିଙ୍ଗ୍‌କେ । ନେଙ୍ଗ୍ ଜାଣ୍ଡେଇଂକେ ସ୍ରି ମ୍ବକେ ଆମେଇଂକେ ନେଙ୍ଗ୍ ମ୍ୟାନ୍ଲେକେ । ମାତର୍‌ ସାସ୍ତର୍‌ନେ ଏନ୍‌ ସାମୁଆଁ ସତେଆ ଗଟେଏ ସାମୁଆଁ ଜା ନେଙ୍ଗ୍‌ନେ ବଲେ ଚଙ୍ଗ୍‍ଚେ ମ୍ନା ଲେଃଗେ ମେଁ ନେଙ୍ଗ୍‌ନେ ବିରଦ୍‌ରେ ଲାତ୍‍ ଆତଡ଼ିଆକେ ।
19 ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି।
ଆକେନ୍ ଗଟେନେ ସେନୁଗ୍‍ ନେଙ୍ଗ୍ ଆପେକେ ଆଃମ୍ୟା ବିଣ୍ଡିଂକେ । ଉଡ଼ିବେଲା ଆତେନ୍‌ ଗଟେଏ ପେ ବିସ୍‌ବାସ୍ ପେଡିଙ୍ଗ୍‌ଏ ଜେ ସାମୁଆଁ ନେଙ୍ଗ୍ ଡିଙ୍ଗ୍‍ଣ୍ଡିଙ୍ଗ୍‍କେ ଆତେନ୍‌ ।
20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”
ନେଙ୍ଗ୍ ଆପେକେ ସତ୍‍ ବାସଙ୍ଗ୍‍ଣ୍ଡିଂକେ, ଜା ନେଙ୍ଗ୍‌ବାନ୍‌ ପାଙ୍ଗ୍‍ଲେକ୍ନେ ରେମୁଆଁକେ ଗ୍ର‍ଅନ୍‌ ଡିଙ୍ଗ୍‌ଏ, ମେଁ ଆନେଙ୍ଗ୍ ଗ୍ର‍ଅନ୍‌ ଡିଙ୍ଗ୍‌ଏ ବାରି ଜା ଆନେଙ୍ଗ୍ ଗ୍ର‍ଅନ୍‌ ଡିଙ୍ଗ୍‌ଏ ମେଁ ନେଙ୍ଗ୍‌ନେ ବେବକ୍ନେ ମାଲିକ୍‌କେ ଗ୍ର‍ଅନ୍‌ ଡିଙ୍ଗ୍‌ଏ ।”
21 ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
ଏନ୍‌ ଇଡ଼ିଙ୍ଗ୍ ଆତ୍ମାନ୍ନିଆ ଲିବିସଃଚେ ଜିସୁ ଦୁକ୍‍ରେ ସମ୍ୱାଲେ ମାୟାଚେ କୁଲାକୁଲି ବାବ୍‌ରେ ବାସଙ୍ଗ୍‌କେ “ନେଙ୍ଗ୍ ସତ୍ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ପେ ବିତ୍ରେ ବାନ୍ ମୁଇଂଜା ନେଙ୍ଗ୍ ଆଡ଼ାତ୍ରା ବିସ୍‌ବାସ୍‌ଗାତ୍ ଡିଙ୍ଗ୍‌ନ୍‌ସା ୱେଡିଙ୍ଗ୍‍କେ ।”
22 ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ।
ଆଜାକେ କେଚେ ଜିସୁ ଏନ୍‌ ସାମୁଆଁ ବାସଙ୍ଗ୍‌କେ ଆତେନ୍‌ ବୁଜେ ମାୟାଚେ ସିସ୍‍ଇଂ ମେଇଂମେଇଂ ବିତ୍ରେ କିକେ ଆର୍‌କେ ।
23 ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ।
ମେଇଂ ବିତ୍ରେ ମୁଡ଼ି ସିସ୍‍କେ ଜିସୁ ଜାବର୍‌ ବଲ୍ ବାଡିଙ୍ଗ୍‌ଗେ ମେଁ ଜିସୁନେ ଞ୍ଚଙ୍ଗ୍‌ତି ପାକା କଚେ ଚଙ୍ଗ୍‍ଡିଙ୍ଗ୍‍ଗେ ।
24 ଅତଏବ, ଶିମୋନ ପିତର ତାହାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ।
ଶିମୋନ୍ ପିତର୍ ଆମେକେ ନ୍ତି ମାୱେଚେ ବାସଙ୍ଗ୍‌କେ “ଜା ସାମୁଆଁ ବାସଙ୍ଗ୍‌ ନାଡିଙ୍ଗ୍‌କେ ଆମେକେ ସାଲ୍ୟାକୁ ।”
25 ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ?
ଆତେନ୍‌ ସିସ୍‍ ଜିସୁ ଡାଗ୍ରା ଡେରେଚେ ସାଲିଆକୁକେ “ମେଁ ଜା ମାପ୍ରୁ?”
26 ତେଣୁ ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ।
ଜିସୁ ଉତର୍ ବିକେ, “ରୁଟିକେ ମୁତାନ୍ନିଆ ଜଣ୍ଡିଆଚେ ଆଜାକେ ମ୍ୱିଏ ମେଁ ଆତେନ୍‌ ।” ଆକେନ୍ ବାସଙ୍ଗ୍‌ଚେ ଜିସୁ ରୁଟିକେ ମୁତାନ୍ନିଆ ଜଣ୍ଡିଆଚେ ସିମୋନ୍‌ନେ ଉଙ୍ଗ୍‌ଡେ ଇଷ୍କରିୟଥ୍ ଜିଉଦାକେ ବିକେ ।
27 ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାହାକୁ କହିଲେ, “ଯାହା କରୁଅଛ, ତାହା ଶୀଘ୍ର କର।”
ଜିହୁଦା ରୁଟିକେ ସାଃନେ ବେଲା ମେଁନେ ବିତ୍ରେ ସ‍ଏତାନ୍ ଗାକେ ଆରି ଜିସୁ ଆମେକେ ବାସଙ୍ଗ୍‌କେ “ମେଁ ଡିଙ୍ଗ୍‌ନେ ଚାଏଁନାଡିଙ୍ଗ୍‌କେ ଜିଆଃ ଡିଙ୍ଗ୍ ।”
28 କିନ୍ତୁ ସେ କି ଉଦ୍ଦେଶ୍ୟରେ ତାହାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ।
ଜିସୁ ଆମେକେ ଏନ୍‌ ସାମୁଆଁ ମେଁନ୍‌ସା ବାସଙ୍ଗ୍‌କେ ଚଙ୍ଗ୍ କଲେଃକ୍ନେ ରେମୁଆଁ ବିତ୍ରେବାନ୍ ଜା ଡିଗ୍ ବୁଜେ ଆୟାଆର୍‍କେ ଣ୍ଡୁ ।
29 କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାହାକୁ କହିଲେ ବୋଲି କେହି କେହି ମନେ କଲେ।
ଜିଉଦାନେ ନ୍ତିନ୍ନିଆ ଡାବୁ ପିଡ଼ି ଲେଃଗେସା ଉଡ଼ି ସିସ୍‍ ସାଲ୍ୟାକୁ ଆର୍‌କେ ପାଣ୍ଡୁଏନ୍‍ସା ମେଁନେ ଦର୍‌କାର୍ ଆତେନ୍‌ ଜିନିସ୍ ବିଆର୍ ନ୍‌ସା ଣ୍ଡୁଲା ଗରିବ୍ ରେମୁଆଁଇଂକେ ଦାନ୍ ଦକିନା ବିଃନ୍‍ସା ଜିସୁ ଆମେକେ ଆଦେସ୍‍ ବିବକେ ।
30 ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ।
ରୁଟିକେ ସାଚେ ଜିହୁଦା ଆତେନ୍‌ ଦାପ୍ରେ ପାଦା ତାର୍‍ୱେକେ । ଆତେନ୍‌‌ ବେଲା ମିଡିଗ୍‌ବ ।
31 ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ।
ଜିହୁଦା ତାର୍‍ୱେକ୍ନେ ଇଡ଼ିଙ୍ଗ୍ ଜିସୁ ବାସଙ୍ଗ୍‌କେ “ଏବେ ରେମୁଆଁ ଉଙ୍ଗ୍‌ଡେ ମ୍ନାଃ ଡିଙ୍ଗ୍‌ନେ ବେଲା ପିଙ୍ଗ୍‍ଚାଲେକେ । ଆରି ମେଁ ଆତ୍‍ଲା ଇସ୍‌ପର୍ ଡିଗ୍ ମ୍ନାଃ ଡିଙ୍ଗ୍‌ଏ ।
32 ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ।
ଜଦି ଇସ୍‌ପର୍ ରେମୁଆଁ ଉଙ୍ଗ୍‌ଡେବାନ୍ ମ୍ନାଃ ଡିଙ୍ଗ୍‌ଏ ଇସ୍‌ପର୍ ନିଜେନେ ମ‍ଇମାରେ ରେମୁଆଁ ଉଙ୍ଗ୍‌ଡେକେ ମ୍ନାଃ ଆଡିଙ୍ଗ୍‌ଏ । ଜିଆଃ ମେଁ ଆକେନ୍ ଡିଙ୍ଗ୍‌ନେ ୱେଡିଙ୍ଗ୍‍କେ ।
33 ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି।
ଏ ଗଡ଼େଇଂ! ନେଙ୍ଗ୍ ପେ ଏତେ ଆରି ଜାବର୍‌ ଗଣ୍ଟା ନ୍ନାଲେଃ ଣ୍ଡୁ । ପେ ଆନେଙ୍ଗ୍ ପେତୁର୍‍ଏ ମାତର୍‌ ନେଙ୍ଗ୍ ଆଣ୍ଡିନ୍ନିଆ ୱେଣ୍ଡିଙ୍ଗ୍‍କେ ପେ ଆତ୍‌ଅରିଆ ୱେପେୟା ଣ୍ଡୁ ଏନ୍‌ ସାମୁଆଁ ନେଙ୍ଗ୍ ଡିରକମ୍ ଇହୁଦୀ କର୍ତ୍ତୁପକ୍ଷ‍ଇଂକେ ମ୍ୱାସଙ୍ଗ୍‍କେ ଦେତ୍‍ରକମ୍‍ ଏବେ ଆପେକେ ଡିଗ୍ ବାସଙ୍ଗ୍‌ଣ୍ଡିଂ ।
34 ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର।
ଏବେ ଆପେକେ ନେଙ୍ଗ୍ ମୁଇଙ୍ଗ୍ ତ୍ମିନେ ନିଅମ୍ ବିଣ୍ଡିଂକେ: ପେପେ ବିତ୍ରେ ଆଲାଦ୍ ଡିଂପା । ନେଙ୍ଗ୍ ଆପେକେ ଡିରକମ୍ ବଲ୍ ବାଣ୍ଡିଂକେ ପେଡିଗ୍ ଦେତ୍‌ରକମ୍ ପେପେ ବିତ୍ରେ ଆଲାଦ୍ ଡିଂନେ ଦର୍‌କାର୍ ।
35 ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ।”
ଜଦି ପେପେ ଡାଗ୍ରା ପେନେ ଆଲାଦ୍ ଲେଃଏ, ତେଲା ସାପାରେ ମ୍ୟାଃଆର୍‍ଏ ଜେ ପେ ନେଙ୍ଗ୍‌ନେ ସିସ୍‍ ।”
36 ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।”
ଶିମୋନ୍ ପିତର୍ ସାଲ୍ୟାକୁକେ: “ନାଁ ଆଣ୍ଡିନ୍ନିଆ ନାୱେଏ ମାପ୍ରୁ?” ଜିସୁ ଉତର୍ ବିକେ “ନେଙ୍ଗ୍ ଆଣ୍ଡିନ୍ନିଆ ଙ୍ଗୁଏଃଏ ଆତ୍‍ଅରିଆ ପେ ଏବେ ୱେପେୟା ଣ୍ଡୁ ମାତର୍‌ ଇଡ଼ିଙ୍ଗ୍ ନେଙ୍ଗ୍‌ନେ ପ୍ଲା ପେପାଙ୍ଗ୍‍ଏ ।”
37 ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି।
ମାତର୍‌ ପିତର୍ ବାସଙ୍ଗ୍‌କେ, “ମେନ୍‌ସା ଏବେ ନାନେ ପ୍ଲା ପାଙ୍ଗ୍‍ନାୟା ମାପ୍ରୁ? ନାନେ ଆତ୍‍ଲା ନେଙ୍ଗ୍ ନିଜର୍ ପାରାନ୍ ମ୍ବିଏ ।”
38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
ଜିସୁ ବାସଙ୍ଗ୍‌କେ “ନାଁ ମେଃନେ ସତେଆ ନେଙ୍ଗ୍‍ସା ନିଜର୍ ପାରାନ୍ ନାବିଏ? ନେଙ୍ଗ୍ ସତ୍ ବାସଙ୍ଗ୍‌ଣ୍ଡିଂ ଏ ମିଡିଗ୍ ଗିସେଙ୍ଗ୍‍ ସନେ ସେନୁଗ୍‍ ନାଁ ଆନେଙ୍ଗ୍ ନ୍ନାମ୍ୟାଃକେ ଡାଗ୍‌ଚେ ଞ୍ଜିତର୍‍ ନାବାସଙ୍ଗ୍‍ଏ ।”

< ଯୋହନ 13 >