< ଯୋହନ 12 >

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ।
ଜିସୁ ଉଦାର୍ ପାଣ୍ଡୁଏନେ ତୁର୍‍ଦିନା ସେନୁଗ୍ଆ ବେଥନୀ ପାଙ୍ଗ୍‌କେ; ମୁଡ଼ି ଲାଜାର୍‍କେ ଜିସୁ ଗୁଏଲେକ୍ନେବାନ୍‍ ଆଃତଡ଼୍ୟା ବଗେ ମେଁ ଆତ୍‌ଅରିଆ ଲେଃଗେ ।
2 ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ।
ତେସା ମେଇଙ୍ଗ୍ ଜିସୁ ଆତ୍‍ଲା ଆତେନ୍‌ ଜାଗାନ୍ନିଆ ମୁଇଙ୍ଗ୍ ମିଡିଗ୍‍ ବଜି ଆର୍ମେ ଆର୍‌କେ; ମାର୍ଥା ବାଟାନେ ଦାଇତ୍‍ରେ ଲେଃଗେ ଆରି ଜାଣ୍ଡେଇଂ ମେଇଂ ଏତେ ଚଙ୍ଗ୍‍ନ୍‍ସା କଆର୍‌କେ ଲାଜାର୍‍ ମେଇଂବାନ୍‍ ମୁଇଂଜା ଲେଃଗେ ।
3 ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା।
ଆତେନ୍‌‌ ବେଲା ମରିୟମ୍ ତେପ୍ୟା ଲିଟର୍‍ ଜବର୍ ଦାମ୍‍ନେ ବାସ୍‌ନାକ୍ନେ ଜଟାଚି ଞ୍ଚୁ ଡୁଙ୍ଗ୍‍ପାଙ୍ଗ୍‍ଚେ ଜିସୁନେ ଞ୍ଚନ୍ନିଆ ଆତେନ୍‌ ଲାଗେଚେ ନିଜେନେ ଉଗ୍‌ବ ଏତେ ମେଁନେ ଞ୍ଚ ଚୁ ବିକେ ଆରି ଞ୍ଚୁନେ ବାସ୍‍ନାରେ ଡୁଆ ଗମ୍‍କେ ୱେକେ ।
4 କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା,
ଜିସୁନେ ସିସ୍‍ଇଂବାନ୍‍ ଇଷ୍କରିୟଥ୍ ଜିହୁଦା ମ୍ନିକ୍ନେ ମୁଡ଼ି ସିସ୍‍ ଆମେକେ ବିରଦ୍ ରେମୁଆଁଇଂନେ ନ୍ତିନ୍ନିଆ ଆଃସାଃ ବିଃନ୍‍ସା ୱେଡିଙ୍ଗ୍‍ଗେ ମେଁ ବାସଙ୍ଗ୍‌କେ
5 ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା?
“ଆକେନ୍ ଞ୍ଚୁ ଞ୍ଜିସ ରୁପା ଡାବୁରେ ସଚେ ମେଁନ୍‌ସା ଦରିଦ୍ର ରେମୁଆଁଇଂକେ ଆବିକେ ଣ୍ଡୁ?”
6 ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା।
ମେଁ ଦରିଦ୍ର ରେମୁଆଁଇଂ ଆଡ଼ାତ୍ରା ଜିହୁଦା ଚିନ୍ତା ଡିଙ୍ଗ୍ ଡିଙ୍ଗ୍‌ଗେ ଡାଗ୍‌ଚେ ଦେକ୍ ବାସଙ୍ଗ୍‌କେ ଆତେନ୍‌ ଣ୍ଡୁ । ମେଁ ଲେଃଗେ ମୁଇଙ୍ଗ୍ ଡଙ୍ଗାରେ । ମେଁ ଦାଇତ୍‍ରେ ଲେଃକ୍ନେ ଡାବୁ ପିଡ଼ିନ୍ନିଆ ଉଡ଼ି ବଆର୍‌ଗେ ଆତ୍‌ବାନ୍ ମେଁ ଡଙ୍ଗାଚେ ଡୁଂଡ ବଗେ ।
7 ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ।
ମାତର୍‌ ଜିସୁ ବାସଙ୍ଗ୍‌କେ, “ଆମେକେ ଆନ୍‌ତାର୍‌ ବିଃପା ଡିରକମ୍ ନେଙ୍ଗ୍‌ନେ ଗୁଏନେ ଦିନାକେଲା ମେଁ ଆକେନ୍ ବୁବନେ ୟାଏ ।
8 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।”
ଦରିଦ୍ର ରେମୁଆଁଇଂ ତ କାଲାଆଃ ପେନ୍ନିଆ ଲେଃକେ ମାତର୍‌ ନେଙ୍ଗ୍ କାଲାଆଃ ପେଇଂ ଡାଗ୍ରା ନ୍ନାଲେଃ ।”
9 ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ।
ଜିସୁ ବେତନିଆନ୍ନିଆ ଲେଃକ୍ନେ ଅଁଚେ ଗୁଲେ ରେମୁଆଁ ଆତ୍‌ଅରିଆ ୱେଆର୍‌କେ ମାତର୍‌ ଆମେକେ କେନ୍‍ସା ଣ୍ଡୁ; ଜିସୁ ଗୁଏକ୍ନେ ବାନ୍ ଆଃତଡ଼୍ୟା ବକ୍ନେ ଲାଜାର୍‍କେ କେନ୍‍ସା ପାଙ୍ଗ୍‌ଆର୍‌କେ ।
10 କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ,
ତେସା ମ୍ନା ପୁଜାରି‍ଇଂ ଲାଜାର୍‍କେ ବାଗୁଏ ବିଃନ୍‍ସା ଉପାୟ୍‍ ତୁର୍‌ଡିଙ୍ଗ୍ ଆର୍‌କେ
11 କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।
ଡାଗ୍ଲା ମେଁ ନ୍‍ସା ଜିଉଦିଇଂବାନ୍ ଗୁଲୁଏ ୱେଚେ ଜିସୁନ୍ନିଆ ବିସ୍‌ବାସ୍ ଡିଙ୍ଗ୍‍ଆର୍‍ଡିଙ୍ଗ୍‍ଗେ ।
12 ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି
ଆରି ମୁଇଙ୍ଗ୍‌ଦିନା ଉଦାର୍ ପାଣ୍ଡୁଏଃନ୍ନିଆ ପାଙ୍ଗ୍‌ଲେକ୍ନେ ଗୁଲେ ରେମୁଆଁ ଜିସୁ ଜିରୁସାଲାମ୍‍ନ୍ନିଆ ପାଙ୍ଗ୍‌ନେ ଅଁଚେ
13 ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ହୋଶାନ୍ନା।” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।”
କଜ୍‍ରି କେନ୍ଦା ଡୁଙ୍ଗ୍‍ପାଙ୍ଗ୍‍ଚେ ଆମେକେ ଅବାନ୍‌ସା ତାର୍‌ୱେକେ ଆରି କିରଚେ ବାସଙ୍ଗ୍‌ନେ ମୁଲେକେ “ହୋଶାନ୍ନା । ମାପ୍ରୁନେ ମ୍ନିରେ ଜା ପାଙ୍ଗ୍‌ଡିଙ୍ଗ୍‌କେ ମେଁ ଦନ୍ୟ; ଦନ୍ୟ ଇଶ୍ରାୟେଲନେ ଇଃସାଙ୍ଗ୍‌ ।”
14 ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖାଅଛି,
ଆରି ଜିସୁ ମୁଇଙ୍ଗ୍ ଗଦ ଗୁଗ୍‍ଡ୍ୟାନ୍ନିଆ କଚେ ପାଙ୍ଗ୍‍ଡିଙ୍ଗ୍‍ଗେ । ଏନ୍‌‍ସା ସାସ୍ତର୍‌ ଗୁଆର୍‍କ୍ନେ ମୁଇଙ୍ଗ୍ ବାସଙ୍ଗ୍‌କ୍ନେ ସାମୁଆଁ ସମାନ୍ ଡିଙ୍ଗ୍‌କେ:
15 ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
“ସିୟୋନ ସେଲାଇଂ! ଆପ୍‍ଟଗ୍‍ପା ନାମଃ; କେଲା ନାନେ ଇଃସାଙ୍ଗ୍‌ ଗଦ ଉଙ୍ଗ୍‌ଡେନେ ଗୁଗ୍‍ଡ୍ୟା ଆଡ଼ାତ୍ରା କଚେ ପାଙ୍ଗ୍‌ଡିଙ୍ଗ୍‌କେ ।”
16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା।
ଆତେନ୍‌‌ ବେଲା ସିସ୍ଇଂ ଏନ୍‌ ବିସୟ୍‌ରେ ବୁଜେ ଆଲେଃ ଆର୍‌ଗେ । ଡାଗ୍ଲା ଜିସୁନେ ଆଲାଦ୍‌ ଗୁଏକ୍ନେବାନ୍ ତଃଡ଼୍ୟାକ୍ନେ ଇଡ଼ିଙ୍ଗ୍ ମେଁଇଙ୍ଗ୍‌ନେ ମନେ ପଡ଼େକେ ଜେ ମେଁନେ ସାମୁଆଁରେ ଏନ୍‌ ସାପା ବ୍ନାଲିର୍ ସାସ୍ତର୍‌ନ୍ନିଆ ଗୁଆର୍‍ ବଗେ ଆରି ଆତେନ୍‌ ଇସାବ୍‌ରେ ମେଇଂ କାମ୍ ଡିଙ୍ଗ୍ ବଆର୍‌ଗେ ।
17 ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ।
ଜିସୁ ଗୁଏ ଲେଃକ୍ନେ ଲାଜାର୍‍କେ ରାଃଚ୍ୟାବାନ୍‍ ୱାଚେ ଆରି ମୁଇଙ୍ଗ୍‌ତର୍ ଜିବନ୍ ଆଡିଙ୍ଗ୍‌ନେ ବେଲା ଜାଣ୍ଡେ ମେଁ ଏତେ ଲେଃଗେ ମେଇଂ ଆକେନ୍ ସାପା ସାମୁଆଁ ପିତୁର୍‍ପାକା ବାସଙ୍ଗ୍‌ ବଆର୍‌ଗେ ।
18 ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ।
ଆତେନ୍‌‌ସା ଜିସୁନେ ଏନ୍‌ ଇରିଆତୁଗ୍ ସୁଗୁଆ ସ୍ଲେନେ କବର୍ ଅଁଚେ ରେମୁଆଁଇଂ ଜିସୁକେ ଅବାନ୍‌ସା ୱେଲେଃଗେ ।
19 ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି।
ଆକେନ୍ କେଚେ ପାରୁସିଇଙ୍ଗ୍ ମେଇଂମେଇଂ ବିତ୍ରେ ବାଲିର୍‌ବାତା ଡିଙ୍ଗ୍ ଆର୍‌କେ “କିକେ ପେଡିଂକେ ତ ନେନେ ମେଃଡିଗ୍ ଡିଙ୍ଗ୍‍ ନେୟା ଣ୍ଡୁ । ମଞ୍ଚ୍‌ପୁର୍‌ନେ ସାପା ରେମୁଆଁଇଂ ମେଁ ପ୍ଲା ୱେଡିଙ୍ଗ୍‌କେ ।”
20 ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ।
ପାଣ୍ଡୁଏ କେଲା ପାର୍‌ତନା ଡିଙ୍ଗ୍‌ନ୍‌ସା ଜିରୁସାଲାମ୍‍ନ୍ନିଆ ପାଙ୍ଗ୍‌ଲେଗ୍ନେ ୱେଣ୍ଡ୍ରେଇଂବାନ୍ ଉଡ଼ିରୁଆ ଗ୍ରୀକ୍ ରେମୁଆଁ ଲେଃଗେ
21 ସେମାନେ ଗାଲିଲୀସ୍ଥ ବେଥ୍‌ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା।
ମେଇଂ ଗାଲିଲୀନେ ବେଥ୍‍ସାଇଦା ବାସାଲେକ୍ନେ ପିଲିପ୍‍ଡାଗ୍ରା ୱେଚେ ବାସଙ୍ଗ୍‌କେ, “ମାପ୍‌ରୁ, ନେ ଜିସୁକେ କେନ୍‍ସା ଇକ୍‌ଚା ଡିଙ୍ଗ୍‍ନେଡିଙ୍ଗ୍‍ ।”
22 ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ।
ପିଲିପ୍‍ ୱେଚେ ଆନ୍ଦ୍ରିୟକେ ଏନ୍‌ କବର୍ ବିକେ ଆରି ମ୍ୱାୟା ୱେଚେ ଜିସୁକେ ଆମ୍ୟାଆର୍‌କେ ।
23 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ।
ଜିସୁ ଉତର୍ ବିକେ, “ରେମୁଆଁ ଉଙ୍ଗ୍‌ଡେ ମ୍ନାଃ ଡିଙ୍ଗ୍‌ନେ ବେଲା ପାଙ୍ଗ୍‌ଲେକେ ।
24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ।
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ ଗହମ୍‍ ମୁଞ୍ଜି ମୁଇଂ ତୁବଃନ୍ନିଆ ଲଃଚେ ଆଗୁଏ ତେଲା ଆତେନ୍‌ ମୁଇଙ୍ଗ୍ ଗେଡ଼ା ଡିଙ୍ଗ୍‌ଚେ ଲେଃଏ ମାତର୍‌ ମେଁ ଗୁଏଲା ଆତ୍‌ବା ଗୁଲୁଏ ମୁଞ୍ଜି ପଃଏ ।
25 ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। (aiōnios g166)
ଜାଣ୍ଡେ ନିଜେନେ ଜିବନ୍‍କେ ଜାବର୍‌ ବଲ୍ ବାଲେଃଏ, ମେଁ ଆତେନ୍‌ ଆରେଏ; ଜାଣ୍ଡେ ଏନ୍‌ ମଞ୍ଚ୍‌ପୁର୍‌‍କେ ନିଜେନେ ଜିବନ୍‍କେ କୁଟ୍ ଡିଙ୍ଗ୍‌ଏ, ମେଁ ଆମେକେ ମାଡାନେ ଜୁଗ୍ ଜାକ ରକ୍ୟା ଆଃଡିଙ୍ଗ୍ଏ । (aiōnios g166)
26 କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।”
ଜାଣ୍ଡେ ନେଙ୍ଗ୍‌ନେ ସେବକ୍ ଡିଙ୍ଗ୍‌ନେ ଇକ୍‌ଚା ଡିଙ୍ଗ୍‌ଏ, ମେଁ ନେଙ୍ଗ୍‌ନେ ପ୍ଲା ପାଙ୍ଗ୍‌ଲେ, ତେଲା ନେଙ୍ଗ୍ ଆଣ୍ଡିଅରିଆ ନ୍ଲେଏ, ନେଙ୍ଗ୍‌ନେ ସେବକ୍ ଡିଗ୍ ଆତ୍‌ଅରିଆ ଲେଃଏ ଆରି ମେଁ ନେଙ୍ଗ୍‌ନେ ଆବାଡାଗ୍ରା ସନ୍‍ମାନ୍‍ ବାଏ ।”
27 “ଏବେ ମୋହର ପ୍ରାଣ ଉଦ୍‌ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି।
“ଏବେ ନେଙ୍ଗ୍‌ନେ ଜିବନ୍ ବୁଟ ଲେଃକେ ନେଙ୍ଗ୍ ମେଁ ଣ୍ଡିଙ୍ଗ୍‍ଏ? ଆବା ଆନେଙ୍ଗ୍ ଏନ୍‌ ଦୁକ୍ ବେଲାବାନ୍‍ ରକ୍ୟା ଡିଙ୍ଗ୍ ଡାଗ୍‌ଚେ ମେଁନେ ନେଙ୍ଗ୍ ପାର୍‍ତନା ଣ୍ଡିଙ୍ଗ୍‍ଏ? ଆତେନ୍‌‌ସା ତ ନେଙ୍ଗ୍ ପାଙ୍ଗ୍‍ଲେକେ । ଦୁକ୍ ବଗେନେ ବେଲା ସାମ୍ବାଲେ ନ୍‍ସା ନେଙ୍ଗ୍ ଜାର୍‌ନ୍ଲେଃକେ ।
28 ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ।
ଆବା ନାନେ ମ୍ନି ମ୍ନାଃ ଡିଙ୍ଗ୍‌ଲେ ।” ଆକେନ୍ ବେଲା କିତଂଇନିବାନ୍ ମୁଇଙ୍ଗ୍ ସାମୁଆଁ ପାଙ୍ଗ୍‌କେ । “ନେ ଆମେକେ ମ୍ନାଃ ଆଃଡିଙ୍ଗ୍ ନେବକେ ଆରି ବାରି ମୁଇଂତର୍‍ ମ୍ନାଃ ନେରାଃଡିଙ୍ଗ୍‍ଏ ।”
29 ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି।
ଆତ୍‍ଅରିଆ ତୁଆଁଲେଃକ୍ନେ ରେମୁଆଁଇଂ ଆକେନ୍‍ ଅଁଚେ ତ୍ରିଗ୍‌ଡ଼ିଆଃ ଗର୍‍ଜେକେ ଡାଗ୍‌ଚେ ବାସଙ୍ଗ୍‌ ଆର୍‌କେ; ବିନ୍‍ରେ ବାଲିର୍‍ଆର୍‌କେ “ମୁଇଙ୍ଗ୍ କିତଂ ଦୁତ୍‍ ଆକ୍‌ମେଁ ଏତେ ବାଲିର୍‍ଡିଙ୍ଗ୍‌କେ ।”
30 ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି।
ମାତର୍‌ ଜିସୁ ବାସଙ୍ଗ୍‌କେ “ନେଙ୍ଗ୍ ଆତ୍‍ଲା ଏନ୍‌ ସାମୁଆଁ ଆଡିଙ୍ଗ୍‌କେ ଣ୍ଡୁ ମାତର୍‌ ପେଇଂ ଆତ୍‍ଲା ଡିଙ୍ଗ୍‌ଲେକେ ।
31 ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ।
ମଞ୍ଚ୍‌ପୁର୍‌କେ ବିଚାର୍ ଡିଙ୍ଗ୍‌ନେ ଦିନା ଏବେ ପାଙ୍ଗ୍‌ଲେକେ । ଏନ୍‌ ମଞ୍ଚ୍‌ପୁର୍‌ ସାସନ୍ ଡିଂଣ୍ଡ୍ରେକେ କୁର୍‍ଚିବାନ୍‍ ଆଜାର୍ ଆର୍‌ଏ ।
32 ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି।
ଆରି ନେଙ୍ଗ୍ ଜଦି ମଞ୍ଚ୍‌ପୁର୍‌ବାନ୍‍ ଆଡ଼ାତ୍ରା ଣ୍ଡେଏ ଆତେନ୍‌ ବେଲା ସାପାରେକେ ନେଙ୍ଗ୍‍ଡାଗ୍ରା ଙ୍ଗୁଏ ।
33 ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।”
ମେଁ ଡିରକମ୍ ଡିଙ୍ଗ୍‌ଚେ ଗୁଏନେ ୱେଡିଙ୍କେ ଆକେନ୍‍ ସାମୁଆଁବାନ୍ ମେଁ ଆମ୍ୟା ବିବଗେ ।”
34 ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? (aiōn g165)
ଆତ୍‌ବାନ୍ ରେମୁଆଁଇଂ ଆମେକେ ଉତର୍ ବିକେ “ମସୀହ କାଲାଆଃ ନ୍‍ସା ଲେଃଏ ଡାଗ୍‌ଚେ ନେ ନିୟମ୍‌ବାନ୍‍ ଅଁ ନେଲେଃକେ, ତେଲା ରେମୁଆଁ ଉଙ୍ଗ୍‌ଡେ ସତେଆଃ ଆଡ଼ାତ୍ରା ୱେଏ ଡାଗ୍‌ଚେ ନା ଡିରକମ୍ ବାସଙ୍ଗ୍‌ନାଡିଂକେ? ଏନ୍ ରେମୁଆଁ ଉଙ୍ଗ୍‌ଡେ ଜାଣ୍ଡେ?” (aiōn g165)
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ।
ଜିସୁ ଉତର୍ ବିକେ, “ଆଣ୍ଡିନେ ତାର୍‌କିଗ୍ ଏଃକେ ପେ ଡାଗ୍ରା ଲେଃକେ ଆତେନ୍‌ ଆରି ଇତୁଡ଼ା ବେଲା ନ୍‍ସା ଲେଃଏ । ତାର୍‌କିଗ୍ ଲେଃଜାକ ଅଲେଙ୍ଗ୍‍ ଲାଲାପା; ତେଲା ଆପେକେ ତାଙ୍ଗ୍‌କିଗ୍ ଆରାଡିଙ୍ଗ୍‍ ଣ୍ଡୁ । ତାଙ୍ଗ୍‌କିଗ୍‌ନ୍ନିଆ ୱେଡିଙ୍ଗ୍‌କ୍ନେ ରେମୁଆଁ ଆଣ୍ଡିପାକା ୱେଡିଙ୍କେ ମ୍ୟା ଆୟା ଣ୍ଡୁ ।
36 ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।
ପେ ଡାଗ୍ରା ତାର୍‌କିଗ୍ ଲେଃଜାକ ମେଁ ଆଡ଼ାତ୍ରା ଆସା ବପା, ତେଲା ପେଇଂ ପେଡିଙ୍ଗ୍‍ଏ ତାର୍‍କିଗ୍‍ନେ ଉଙ୍ଗ୍‌ଡେଇଂ ।” ଆକେନ୍ ବାଲିର୍‍ଚେ ଜିସୁ ମେଇଂବାନ୍‍ ୱେଚେ ଆମ୍ୟାକେ ସୁଗୁଆ ଲେଃଗେ ।
37 କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ,
ତେଲାଡିଗ୍‍ ମେଁ ମେଁଇଙ୍ଗ୍‌ନେ ସାମ୍‌ନେ ଆଃ ଗୁଲୁଏ କାବା ସୁଗୁଆ କାମ୍ ଡିଙ୍ଗ୍‍ବଗେ ତେଲାଡିଗ୍‍ ମେଇଂ ମେଁ ଆଡ଼ାତ୍ରା ବିସ୍‌ବାସ୍ ଡିଙ୍ଗ୍ ଆଡିଙ୍ଗ୍ ଆର୍‌ଗେ ଣ୍ଡୁ ।
38 ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?”
ଆକ୍‌ବାନ୍ ବାବବାଦି ଯିଶାଇୟନେ ବବିସତ୍ ସାମୁଆଁ ପୁରନ୍‌ ଡିଙ୍ଗ୍‌କେ: ଏ ମାପ୍ରୁ ଜାଣ୍ଡେ ନେନେ ବ୍ନାଲିର୍ ବିସ୍‌ବାସ୍ ଡିଙ୍ଗ୍‍ବକେ? ଆରି ମାପ୍ରୁନେ ବପୁ ଜାଣ୍ଡେନ୍ନିଆ ପାଙ୍ଗ୍‌ଲେକେ?
39 ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି,
ମେଁଇଙ୍ଗ୍‌ନେ ଅବିସ୍‌ବାସି ସାମୁଆଁରେ ଯିଶାଇୟ ମେଃନେ ଗୁଆର୍‍ ବଗେ, ଆତେନ୍‌‌ଆ ଗଟେକେ:
40 “ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।”
“ସତ୍‌ରେ ଡିରକମ୍ ଇସ୍‌ପର୍‌ ଆମେଇଂକେ କାନା ଆଡିଙ୍ଗ୍‌ ବିବକେ ବାରି ମେଇଂନେ ବୁଜେନେ ବପୁକେ ନସ୍ଟ ଆଡିଙ୍ଗ୍ ବିବକେ । ଆତେନ୍‌‌ସା ମେଇଂ ମେଃଡିଗ୍ କିକେ ଆୟାଆର୍‍ ଣ୍ଡୁ ବା ମେଃଡିଗ୍ ବୁଜେ ଆୟାଆର୍‍ ଣ୍ଡୁ । ଇସ୍‌ପର୍ ବାଲିର୍‍ ଡିଙ୍ଗ୍‌କେ ନିମାଣ୍ଡା ଡିଙ୍ଗ୍‌ନ୍‌ସା ମେଇଂ ନେଙ୍ଗ୍ ଡାଗ୍ରା ଆଣ୍ଡେ ଆପାଙ୍ଗ୍‍ ଆର୍‌କେ ଣ୍ଡୁ ।”
41 ଯିଶାଇୟ ଏହିସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ।
ଯିଶାଇୟ ମେଁନେ ନିଜେ ମ୍ମୁଆଃବାନ୍‍ ଜିସୁନେ ମ‍ଇମା ସାମୁଆଁ ସେନୁଗ୍‍ଆ ମ୍ୟାଚେ ଦେକ୍ ସୁଗୁଆ ଗୁଆର୍‍ ବଗେ ।
42 ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ,
ଏଲେଡିଗ୍ ଇହୁଦୀ ନେତାଇଂବାନ୍‍ ଗୁଲେରୁଆ ଜିସୁନ୍ନିଆ ବିସ୍‌ବାସ୍ ଡିଙ୍ଗ୍ଆର୍‌କେ ମାତର୍‌ ପାରୁସିଇଂସା ସମାଜ୍‍କେ ଆନ୍ତାର୍ ଡିଙ୍ଗ୍‌ଏ ଡାଗ୍‌ଚେ ବୁଟଚେ ରେମୁଆଁଇଂନ୍ନିଆ ଆତେନ୍‌ ସାମୁଆଁରେ ବାଲିର୍‌ବାତା ଡିଙ୍ଗ୍ ଆଡିଙ୍ଗ୍‌ଗେ ଣ୍ଡୁ ।
43 କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ।
ମେଇଂ ଇସ୍‌ପର୍‌ବାନ୍ ଗଉରବ୍‍ ବାନେ ବାଦୁଲ୍ ରେମୁଆଁବାନ୍ ଗଉରବ୍‍ ବଲ୍ ବାଡିଂଗେ ।
44 ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ;
ଜିସୁ ମାଲେ ୱାସାର୍‌ଚେ ବାଲିର୍‍କେ “ଜା ନେଙ୍ଗ୍‍ନ୍ନିଆ ବିସ୍‌ବାସ୍ ଡିଙ୍ଗ୍‌ଏ ମେଁ ମାତର୍‌ ଆନେଙ୍ଗ୍‌କେ ଣ୍ଡୁ; ଆନେଙ୍ଗ୍‌କେ ବେବକ୍ନେ ଆବାକେ ଡିଗ୍ ବିସ୍‌ବାସ୍ ଡିଙ୍ଗ୍‌ଏ ।
45 ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ।
ଜା ଆନେଙ୍ଗ୍ କିକେ ଲେଃକେ ମେଁ ଆନେଙ୍ଗ୍ ବେବକ୍ନେ ଆବାକେ ଡିଗ୍ କିକେ ଲେଃକେ ।
46 ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି।
ନେଙ୍ଗ୍ ମଞ୍ଚ୍‌ପୁର୍‌ନେ ତାର୍‌କିଗ୍ ଡିଙ୍ଗ୍‌ଚେ ପାଙ୍ଗ୍‍ନ୍ଲେଃକେ । ଜା ନେଙ୍ଗ୍‍ନ୍ନିଆ ବିସ୍‌ବାସ୍ ଡିଙ୍ଗ୍‌ଏ ମେଁ ଆରି ତାଂକିଗ୍‌ନ୍ନିଆ ଆଲେଃ ଣ୍ଡୁ ।
47 କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି।
ଜା ନେଙ୍ଗ୍‌ନେ ବ୍ନାଲିର୍ ଅଁଚେ ପାଲନ୍ ଆଡିଙ୍ଗ୍ ଣ୍ଡୁ ନେଙ୍ଗ୍ ମେଁନେ ବିଚାର୍ ନେଡିଙ୍ଗ୍ ଣ୍ଡୁ । ନେଙ୍ଗ୍ ମଞ୍ଚ୍‌ପୁର୍‌କେ ବିଚାର୍ ଡିଙ୍ଗ୍‌ନ୍‌ସା ନେପାଙ୍ଗ୍‌କେ ଣ୍ଡୁ ପାଙ୍ଗ୍‍ଲେକେ ଆମେକେ ରକ୍ୟା ଡିଙ୍ଗ୍‌ନ୍‌ସା ।
48 ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ।
ଜା ଆନେଙ୍ଗ୍‌କେ ଆମାନେଚେ ନେଙ୍ଗ୍‌ନେ ବ୍ନାଲିର୍ ଆସା ଣ୍ଡୁ ନେଙ୍ଗ୍‌ନେ ତୁମୁଆଃନେ ବ୍ନାଲିର୍ ମେଁନେ ବିଚାର୍ ଡିଙ୍ଗ୍‌ଣ୍ଡ୍ରେ ଡିଙ୍ଗ୍‌ଏ । ଆତେନ୍‌ ବ୍ନାଲିର୍ ଜୁଗ୍‍ ଡାନେ କେଲା ମେଁନେ ବିଚାର୍ ଡିଙ୍ଗ୍‌ଏ ।
49 କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି;
ଏନ୍ ସାମୁଆଁ ସତ୍ ଡାଗ୍ଲା ନେଙ୍ଗ୍ ନିଜେ ମନ୍‍ ବିତ୍‍ରେ ବାନ୍‍ ମେଃଡିଗ୍‌ ବାସଙ୍ଗ୍‌ ନାଡିଙ୍ଗ୍‌କେ ଣ୍ଡୁ ମେଃନେ ନେଙ୍ଗ୍‌ ବାସଙ୍ଗ୍‌ ଣ୍ଡିଙ୍ଗ୍‍ ଆତାନ୍ ବାସଙ୍ଗ୍‌ନେ ଆରି ଆମ୍ୟା ନ୍‍ସା ନେଙ୍ଗ୍‌ ଆମ୍ବ୍ରଣ୍ଡ୍ରେ ଆବା ଇସ୍‌ପର୍ ଆନେଙ୍ଗ୍‌କେ ଆଦେସ୍‍ ବିବକେ ।
50 ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।” (aiōnios g166)
ଆରି ନେଙ୍ଗ୍ ମ୍ୟାନ୍ଲେକେ ମେଁନେ ଆଦେସ୍‍ ମାଡାନେ ଜିବନ୍ ଜାକ ବିଏ । ନେଙ୍ଗ୍‌ନେ ଆବା ଆନେଙ୍ଗ୍‌କେ ଜା ସାପା ବାଲିର୍‍ ନ୍‍ସା ଆଦେସ୍‍ ବିଃ ବକେ ଅଃତେନ୍‍ ଆଃ ନେଙ୍ଗ୍ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ।” (aiōnios g166)

< ଯୋହନ 12 >