< ଯୋହନ 11 >

1 ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ।
ବେତନିୟାଁତି ଲାଜର ଦ଼ରୁଗାଟାସି ରଅସି ନ଼ମେରି ଆ଼ହାମାଚେସି; ତାମି ତାଙ୍ଗିସ୍କା ମରିୟମ ଅ଼ଡ଼େ ମାର୍ତା ଏ଼ ନା଼ୟୁଁତା ଡ଼ୟିମାଚୁ ।
2 ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ।
ଏମିନି ଇୟା ପ୍ରବୁଇଁ ନିୟୁଁ ୱା଼କ୍‌ହାନା ତାନି ତା଼ର୍ୟୁଁ ବା଼ଣାୟାଁ ତଲେ ଏ଼ୱାଣି ପାଃଆନାୟାଁ ଜେ଼ଜା ମାଚେ, ଈଦି ଏ଼ ମରିୟମ; ତାମି ତାୟି ଲାଜର ନ଼ମେରି ଆ଼ହାମାଚେସି ।
3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।
ଏ଼ଦାଆଁତାକି ଏ଼ ତାଙ୍ଗିସ୍କା ଜୀସୁ ତା଼ଣା କାବ୍ରୁ ପାଣ୍ତିତୁ, “ପ୍ରବୁ, ନୀନୁ ଆମ୍ବାଆରାଇଁ ଜୀୱୁ ନ଼ହିଁମାଞ୍ଜି ଏ଼ୱାସି ନ଼ମେରି ଆ଼ହାମାନେସି ।”
4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।”
ସାମା ଜୀସୁ ଈ କାତା ୱେଞ୍ଜାନା ଏଲେଇଚେସି, “ଈ ନ଼ମେରି ହା଼ହାଲି ତାକି ଆ଼ଏ, ସାମା ମାହାପୂରୁତି ଗାୱୁରମି ତାକି, ଏ଼ନିକିଁ ଏମ୍ବାଟି ମାହାପୂରୁତି ମୀର୍‌ଏସି ଗାୱୁରମି ବେଟା ଆ଼ନେସି ।”
5 ଯୀଶୁ, ମାର୍ଥା ଏବଂ ତାହାଙ୍କ ଭଉଣୀ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ।
ଜୀସୁ ମାର୍ତା, ତାନି ତାଙ୍ଗି ମରିୟମଇଁ ଅ଼ଡ଼େ ଲାଜରଇଁ ଜୀୱୁ ନ଼ହିଁମାଚେସି ।
6 ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ।
ଏଚେ଼ତା ଏ଼ୱାସି ନ଼ମେରି ଆ଼ହାମାନେସି ଇଞ୍ଜିଁ ୱେଚେସି, ଏଚେ଼ତା ଏ଼ୱାସି ଏମିନିତା଼ଣା ମାଚେସି, ଏ଼ ଟା଼ୟୁତା ରୀ ଦିନା ଡ଼ୟିତେସି ।
7 ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।”
ଏଚେଟିଏ ଏ଼ୱାସି ସୀସୁୟାଁଇଁ ଏଲେଇଚେସି, “ଜା଼ଦୁ ମା଼ର ୱେଣ୍ତେ ଜୀହୁଦା ରା଼ଜିତା ହାନ ।”
8 ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି?
ସୀସୁୟାଁ ଏ଼ୱାଣାଇଁ ଏଲେଇଚେରି, “ଏ଼ ଗୂରୁ ଜୀହୁଦିୟାଁ ନୀଏଁ ନିଙ୍ଗେ ୱାଲ୍‌କାତଲେ ୱେ଼ଚାଲି ଅଣ୍‌ପି ମାଞ୍ଜାତେରି, ଅ଼ଡ଼େ ୱେଣ୍ତେ ନୀନୁ ଏମ୍ବାଆଁ ହାଜିମାଞ୍ଜି?”
9 ଯୀଶୁ ଉତ୍ତର ଦେଲେ, “ଦିନରେ କଅଣ ବାର ଘଣ୍ଟା ନାହିଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ;
ଜୀସୁ ଏଲେଇଚେସି, “ଦିନାତାକି ବା଼ର ଗଂଟା ହିଲେଏ? ଆମ୍ବାଆସି ମାଦେନା ତା଼କିସାରେ ପୁଟିକିଅସି, ଇଚିହିଁ ଏ଼ୱାସି ଦାର୍‌ତିତି ଉଜେଡ଼ି;
10 କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।”
୧୦ସାମା ଲା଼ଆଁୟାଁ ତା଼କିସାରେ ଏ଼ୱାସି ପୁଟିକିନେସି, ଇଚିହିଁ ଏ଼ୱାଣି ହିୟାଁତା ଉଜେଡ଼ି ହିଲେଏ ।”
11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।”
୧୧ଈ ବାରେ କାତା ୱେସ୍ତି ଡା଼ୟୁ ଏ଼ୱାରାଇଁ ଅ଼ଡ଼େ ଏଲେଇଚେସି, “ମା଼ ତ଼ଣେ ଲାଜର ଇଦା କିହାମାନେସି, ସାମା ଏ଼ୱାଣାଇଁ ଇଦାଟି ନିକ୍‌ହାଲି ନା଼ନୁ ହାଜିମାଇଁ ।”
12 ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ।
୧୨ଏମ୍ବାଟିଏ ସୀସୁୟାଁ ଏ଼ୱାଣାଇଁ ଏଲେଇଚେସି, “ପ୍ରବୁ ଏ଼ୱାସି ଡୂରାନା ଇଦା କିହାମାଚିହିଁ ନେହିଁ ଆ଼ନେସି ।”
13 ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ।
୧୩ଜୀସୁ ଲାଜର ହା଼ହାମାନାକି ଏ଼ କାତା ଏଲେଇଚେସି, ସାମା ଏ଼ୱାଣି ଇଦା କିହାମାନି କାତା ୱେସ୍ତାତେସି ଇଞ୍ଜିଁ ଅଣ୍‌ପିମାଚେରି ।
14 ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, “ଲାଜାର ମରିଯାଇଅଛନ୍ତି;
୧୪ଏଚିବେ଼ଲା ଜୀସୁ ତୀରେତଲେ ଏଲେଇଚେସି, “ଲାଜର ହା଼ହାମାନେସି;
15 ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା।”
୧୫ଅ଼ଡ଼େ ନା଼ନୁ ଏମ୍ବାଆଁ ହିଲାଆତେଏଁ, ଏ଼ଦାଆଁତାକି ମୀ ତାକି ରା଼ହାଁ କିହିମାଇଁ, ଏ଼ନିକିଁ ମୀରୁ ନାମିଦେରି; ସାମା ଜା଼ଦୁ ମା଼ର ଏ଼ୱାଣି ତା଼ଣା ହାନ ।”
16 ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା।
୧୬ଏମ୍ବାଟିଏ ତ଼ମା, ଆମ୍ବାଆରାଇଁ ଦିଦୁମ ଇଞ୍ଜିଁ ଇନେରି, ଏ଼ୱାସି ତାମି ତ଼ଣେ ସୀସୁୟାଁଇଁ ଏଲେଇଚେସି, “ଜା଼ଦୁ, ମା଼ର ଜିକେଏ ହାଜାନା ଏ଼ୱାଣିତଲେ ହା଼ନ ।”
17 ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି।
୧୭ଜୀସୁ ବେତନିୟାଁତା ଏଜାନା ୱେଚେସି, ଏ଼ୱାସି ସା଼ରି ଦିନା ଆ଼ତେସି ମାହ୍‌ଣି ମାଣ୍ତାତା ଇଟାମାନେରି ।
18 ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା,
୧୮ବେତନିୟାଁ ଜିରୁସାଲମଟି ରୀ କିଲମିଟର ହେକ ମାଚେ,
19 ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ।
୧୯ଅ଼ଡ଼େ ଜୀହୁଦିୟାଁ ବିତ୍ରାଟି ହା଼ରେକା ମାର୍ତା ଇଞ୍ଜାଁ ମରିୟମଇଁ ତାମି ତାୟିତି ଦୁକୁ ଡୂକ୍‌ହାଲି ଏମ୍ବାଆଁ ୱା଼ହାମାଚେରି ।
20 ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ।
୨୦ଜୀସୁ ୱା଼ହିମାନେସି ଇଞ୍ଜିଁ ଏଚେ଼ତା ମାର୍ତା ୱେଚେ, ଏଚେ଼ତା ମାର୍ତା ଏ଼ୱାଣାଇଁ ବେଟାଆୟାଲି ହାଚେ, ସାମା ମରିୟମ ଇଜ କୁଗାନା ଡ଼ୟିତେ ।
21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାଆନ୍ତା।
୨୧ମାର୍ତା ଜୀସୁଇଁ ଏଲେଇଚେ, “ପ୍ରବୁ ନୀନୁ ଇମ୍ବାଆଁ ମାଚିହିଁମା, ନା଼ ତାୟି ହା଼ଆତେସିମା,
22 କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ।
୨୨ସାମା ନୀନୁ ମାହାପୂରୁଇଁ ଏ଼ନାଆଁ ରୀହ୍‌ଦି, ମାହାପୂରୁ ନିଙ୍ଗେ ଏ଼ଦାଆଁ ହିୟାନେସି, ଏ଼ଦାଆଁ ନୀଏଁ ଜିକେଏ ପୁଞ୍ଜାମାଇଁ ।”
23 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।”
୨୩ଜୀସୁ ଏ଼ଦାନି ଏଲେଇଚେସି, “ନୀ ତାୟି ଅ଼ଡ଼େ ୱେଣ୍ତେ ନିଙ୍ଗିନେସି ।”
24 ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ।
୨୪“ମାର୍ତା ଜୀସୁଇଁ ଏଲେଇଚେ, ଏ଼ୱାସି ଡା଼ୟୁ ୱେଣ୍ତେ ନିଙ୍ଗିନି ଦିନାତା ନିଙ୍ଗିନେସି, ଈଦାଆଁ ନା଼ନୁ ପୁଞ୍ଜାମାଇଁ ।”
25 ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
୨୫ଜୀସୁ ଏ଼ଦାନି ଏଲେଇଚେସି, “ନା଼ନୁ ୱେଣ୍ତେ ନିଙ୍ଗିନାତେଏଁ ଅ଼ଡ଼େ ଜୀୱୁତେଏଁ; ଆମ୍ବାଆସି ନାଙ୍ଗେ ନାମାନେସି, ଏ଼ୱାସି ହା଼ତି ଜିକେଏ ନୀଡିନେସି,
26 ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” (aiōn g165)
୨୬ଆମ୍ବାଆସି ନୀଡିନେସି ଅ଼ଡ଼େ ନାମିନେସି, ଏ଼ୱାସି ଏଚେଲା ଜିକେଏ ହା଼ଅସି; ଈ କାତା ନାମିମାଞ୍ଜି?” (aiōn g165)
27 ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ।
୨୭ମାର୍ତା ଏଲେଇଚେ, “ଏ଼ ପ୍ରବୁ ଆମ୍ବାଆସି ଦାର୍‌ତିତା ୱା଼ନାୟି ମାଚେ, ନୀନୁ ଏ଼ କ୍ରୀସ୍ତ ମାହାପୂରୁ ମୀର୍‌ଏଣାତି, ଈ କାତା ନାମିମାଇଁ ।”
28 ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରୀୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି।
୨୮ଈ କାତା ୱେସାନା ମାର୍ତା ହାଜାନା ତାମି ତାଙ୍ଗି ମରିୟମଇଁ ଏଟ୍‌କା ହା଼ଟାନା ଏଲେଇଚେ, “ଗୂରୁ ୱା଼ତେସିଏ ନିଙ୍ଗେ ପାରିମାଞ୍ଜାନେସି ।”
29 ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ।
୨୯ମରିୟମ ଈ କାତା ୱେଞ୍ଜାନା ଦାପେ ନିଙ୍ଗାନା ଏ଼ୱାଣି ତା଼ଣା ହାଚେ ।
30 ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ।
୩୦ଏଚିବେ଼ଲା ଜୀସୁ ନା଼ୟୁଁ ବିତ୍ରା ୱା଼ହାହିଲାଆତେସି, ସାମା ମାର୍ତା ଏ଼ୱାଣାଇଁ ଏମିନି ଟା଼ୟୁତା ବେଟାଆ଼ହାମାଚେ, ଏଚେ଼ପାତେକା ଏ଼ ଟା଼ୟୁତେଏ ମାଚେସି ।
31 ଅତଏବ, ଯେଉଁ ଯିହୁଦୀମାନେ ତାହାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ।
୩୧ଏମିନି ଜୀହୁଦିୟାଁ ଏ଼ଦାନିତଲେ ଏ଼ ଇଲୁତା ଦୁକୁ ଡୂକ୍‌ହିମାଚେରି, ଏ଼ୱାରି ମରିୟମ ଦାପେ ନିଙ୍ଗାନା ପାଙ୍ଗାତା ହାଚାଣି ମେସାନା, ଏ଼ଦି ମାହ୍‌ଣି ମାଣ୍ତାତା ଡ଼ୀହାଲି ହାଜିମାନେ, ଈ କାତା ଅଣ୍‌ପାନା ଏ଼ଦାନି ଜେ଼ଚ ଜେ଼ଚ ହାଚେରି ।
32 ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରୀୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋʼ ଭାଇ ମରି ନ ଥାଆନ୍ତା।
୩୨ଏମ୍ବାଟିଏ ଜୀସୁ ଏମିନି ଟା଼ୟୁତା ମାଚେସି, ମରିୟମ ଏ଼ ଟା଼ୟୁତା ହାଜାନା ଏ଼ୱାଣାଇଁ ମେସାନା ଏ଼ୱାଣି କଡାୟାଁ ଡ଼଼ଇ ରିହାନା ଏଲେଇଚେ, “ପ୍ରବୁ ନୀନୁ ଇମ୍ବାଆଁ ମାଚିହିଁମା ନା଼ ତାୟି ହା଼ଆତେସିମା ।”
33 ଅତଏବ, ଯୀଶୁ ତାହାଙ୍କୁ ଓ ତାହାଙ୍କ ସହିତ ଆସିଥିବା ଯିହୁଦୀ ଲୋକମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଉତ୍ତେଜିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଙ୍କଳ୍ପରେ ପଚାରିଲେ,
୩୩ଜୀସୁ ମରିୟମ ଅ଼ଡ଼େ ତାନିତଲେ ୱା଼ହାମାନି ଜୀହୁଦି ଲ଼କୁ ଡ଼ୀହିମାନାଣି ମେସାନା ଜୀୱୁତା ହା଼ରେକା ଦୁକୁ ଆ଼ହାନା ୱେଚେସି,
34 “ତାଙ୍କୁ କେଉଁଠାରେ ରଖିଅଛ?” ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ।
୩୪“ଏ଼ୱାଣାଇଁ ଆମ୍ବିୟା ଇଟାମାଞ୍ଜେରି?” ଏ଼ୱାରି ଏଲେଇଚେରି, “ପ୍ରବୁ, ୱା଼ହାନା ସିନିକିମୁ?”
35 ଯୀଶୁ କାନ୍ଦିଲେ।
୩୫ଜୀସୁ ଡ଼ୀତେସି ।
36 ସେଥିରେ ଯିହୁଦୀ ଲୋକମାନେ କହିଲେ, ଦେଖ, ସେ ତାହାଙ୍କୁ କିପରି ସ୍ନେହ କରୁଥିଲେ।
୩୬ଏଚେଟିଏ ଜୀହୁଦି ଲ଼କୁ ଏଲେଇଣ୍‌ମ୍ବି ଆ଼ତେରି, “ଏ଼ୱାସି ଏ଼ୱାଣାଇଁ ଏଚେକା ଜୀୱୁ ନ଼ହିଁମାଚେସି ।”
37 କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧବ୍ୟକ୍ତିର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନ ଥାଆନ୍ତେ?
୩୭ସାମା ଏ଼ୱାରି ବିତ୍ରାଟି ଏଚରଜା଼ଣା ଏଲେଇଚେରି, “ଈ ମାଣ୍‌ସି ଏ଼ କା଼ଣାଇଁ ମେସ୍‌ପି କିହାମାଚେସି, ଏ଼ୱାସି ଈୱାଣାଇଁ ହା଼କିଟି ଗେଲ୍‌ପାଲି ଆ଼ଡିତେସିମା?”
38 ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତାʼ ମୁହଁରେ ଗୋଟାଏ ପଥର ଥିଲା।
୩୮ଏମ୍ବାଟିଏ ଜୀସୁ ଦୁକୁ ଆ଼ହାନା ମାହ୍‌ଣି ମାଣ୍ତା ଡାଗେ ୱା଼ତେସି; ଏ଼ଦି ର଼ ପା଼ୱୁ ମାଚେ, ଇଞ୍ଜାଁ ପା଼ୱୁ ଦୁୱେରିତା ର଼ କାଜା ୱାଲି ମାଚେ ।
39 ଯୀଶୁ କହିଲେ, “ଏହି ପଥର ଘୁଞ୍ଚାଇଦିଅ।” ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି।
୩୯ଜୀସୁ ଏଲେଇଚେସି, “ଈ ୱାଲି ଗୁଚି କିଦୁ ।” ହା଼ତାଣି ତାଙ୍ଗି ମାର୍ତା ଏଲେଇଚେ, “ପ୍ରବୁ, ଏ଼ୱାସି ଗାନ୍ଦା ଆ଼ହାହାଚେସିଏ, ଇଚିହିଁ ହା଼ହାନା ସା଼ରି ଦିନା ଆ଼ତେସିଏ ।”
40 ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ବରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ?” ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ।
୪୦ଜୀସୁ ଏ଼ଦାନି ଏଲେଇଚେସି, “ନୀନୁ ନାମିଦି, ଆ଼ତିହିଁ ମାହାପୂରୁତି ଗାୱୁରମି ମେହ୍‌ଦି, ଈ କାତା ନା଼ନୁ ନିଙ୍ଗେ ୱେସାମାଞ୍ଜାଆତେଏଁ?”
41 ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି।
୪୧ଅ଼ଡ଼େ ଏ଼ୱାରି ୱାଲି ଗୁଚି କିତେରି । ଅ଼ଡ଼େ ଜୀସୁ ଲାକୱାକି ସିନିକିହାନା ଏଲେଇଚେସି, “ଆ଼ବା ନା଼ ପ୍ରା଼ତାନା ୱେଚି ଇଞ୍ଜିଁ ନା଼ନୁ ନିଙ୍ଗେ ଜହରା କିହିମାଞ୍ଜାଇଁ ।
42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।”
୪୨ନୀନୁ କା଼ଲେଏ ନା଼ ପ୍ରା଼ତାନା ୱେଞ୍ଜିମାଞ୍ଜି, ଈ କାତା ନା଼ନୁ ପୁଞ୍ଜାମାଇଁ; ସାମା ଏମିନି ଲ଼କୁ ସା଼ରିସୁଟୁ ନିଚାମାନେରି, ନୀନୁ ନାଙ୍ଗେ ପାଣ୍ତାମାଞ୍ଜାଦି ଇଞ୍ଜିଁ ଏ଼ୱାରି ଏ଼ନିକିଁ ନାମିନେରି, ଏ଼ଦାଆଁତାକି ଏ଼ୱାରି ତାକି ନା଼ନୁ ଏଲେଇଚେଏଁ ।”
43 ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
୪୩ଏ଼ୱାସି ଏଲେଇଞ୍ଜାନା କାଜା ଗିୟାଁତଲେ ଏଲେଇଚେସି, “ଲାଜର ପାଙ୍ଗାତା ହ଼ଚା ୱା଼ମୁ ।”
44 ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”
୪୪ଦେବୁଣିଏ ଲାଜର ପାଙ୍ଗାତା ହ଼ଚାୱା଼ତେସି; ତାନି କେସ୍କା କଡାଣା ମାହ୍‌ଣି ମାଣ୍ତାତି ହିମ୍ବରିକା ତଲେ ରୂପି ଆ଼ହାମାଚୁ, ଇଞ୍ଜାଁ ତାନି ମୂମ୍ବୁତା ଇଚାୟି ପାସ୍‌କି ପିଡ଼୍‌ଗିୱି ଆ଼ହାମାଚେ । ଜୀସୁ ଏ଼ୱାରାଇଁ ଏଲେଇଚେସି, “ହିମ୍ବରିକା ହୁକ୍‌ଦୁ ଏ଼ୱାସି ତା଼କାପେସି ।”
45 ଅତଏବ, ଯିହୁଦୀ ଲୋକମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରୀୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
୪୫ହା଼ରେକା ଜୀହୁଦି ଲ଼କୁ, ଇଚିହିଁ ଆମ୍ବାଆରି ମରିୟମ ତା଼ଣା ୱା଼ହାମାଚେରି ଅ଼ଡ଼େ ଜୀସୁତି କାମା ମେସାମାଚେରି, ଏ଼ୱାରି ଏ଼ୱାଣାଇଁ ନାମିତେରି ।
46 ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ।
୪୬ଅ଼ଡ଼େ ଏ଼ୱାରି ବିତ୍ରାଟି ଆମ୍ବା ଆମ୍ବାଆରି ପାରୁସିୟାଁ ତା଼ଣା ହାଜାନା ଜୀସୁ ଏ଼ନା ଏ଼ନାଆଁ କିହାମାଚେସି ଏ଼ ବାରେ ଏ଼ୱାରାଇଁ ୱେସ୍ତେରି ।
47 ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କଅଣ କରୁଅଛୁ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି।
୪୭ଈ କାତା ୱେଞ୍ଜାନା ପାରୁସିୟାଁ ଅ଼ଡ଼େ କାଜା ପୂଜେରାଙ୍ଗା କାଜା ବେ଼ରଣିମାଣ୍ତାତା ଏଲେଇଚେରି, “ମା଼ର ଏ଼ନି କିନାୟି ଈ ମାଣ୍‌ସି ହା଼ରେକା କାବାଆ଼ନି କାମାୟାଁ କିହିମାନେସି ।
48 ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟ ଅଧିକାରୀମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ।
୪୮ମା଼ର ଏ଼ୱାଣାଇଁ ଏଲେକିହିଁ ପିସ୍ତିହିଁ ବାରେ ଲ଼କୁ ଏ଼ୱାଣି ତା଼ଣା ନାମିନେରି, ଅ଼ଡ଼େ ରମିୟ ଲ଼କୁ ୱା଼ହାନା ଈ ଟା଼ୟୁ କୂଡ଼ା ବାରେତି ନା଼ସା କିନେରି ।”
49 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ;
୪୯ସାମା ଏ଼ୱାରି ବିତ୍ରାଟି ର଼ କାଜା ପୂଜେରା, ଇଚିହିଁ କୟାପା ଏ଼ ବାର୍ସାତି କାଜା ପୂଜେରା ଏ଼ୱାରାଇଁ ଏଲେଇଚେସି, “ମୀରୁ ଏ଼ନାଆଁ ପୁଞ୍ଜାହିଲଅତେରି?
50 ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ।
୫୦ବାରେ କୂଡ଼ାତାରି ନା଼ସା ଆ଼ନି କିହାଁ ବାରେ ଲ଼କୁ ତାକି ରଅସି ହା଼ନାୟି ମିଙ୍ଗେ ତାକି ନେହେଁ, ଈଦାଆଁ ମୀରୁ ଅଣ୍‌ପି ହିଲଅତେରି ।”
51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
୫୧ଏ଼ୱାସି ତାନିତା଼ଣାଟି ଏଲେଇଞ୍ଜା ହିଲାଆତେସି, ସାମା ଏ଼ୱାସି ଏ଼ ବାର୍ସାତି କାଜା ପୂଜେରା ମାଚାକି ଈ ଡା଼ୟୁ ଆ଼ନି କାତା ତାନି ଗୂତିଟି ହ଼ଚାମାଚେ, ଜୀସୁ ଏ଼ କୂଡ଼ାତି ଲ଼କୁ ତାକି,
52 ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ।
୫୨ଅ଼ଡ଼େ ୱାର୍‌ଇ ଏ଼ କୂଡ଼ା ତାକି ଆ଼ଏ, ସାମା ମାହାପୂରୁତି ଇତାଲା ଆତାଲା ଆ଼ହାମାନି ମୀର୍‌କାଣି ଜିକେଏ କୂଡ଼ି କିହାନା ରଣ୍ତିଏ କିହାଲିତାକି ହା଼ହାଲି ହାଜିମାନେସି, ଈଦାଆଁତାକି ଈ କାତା ୱେ଼କ୍‌ହେସି ।
53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ।
୫୩ଇଞ୍ଜାଁ ଏ଼ ଦିନାଟିଏ ଏ଼ୱାଣାଇଁ ପା଼ୟାଲି ତାକି ପାରୁ ପାରିତେରି ।
54 ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ।
୫୪ଏ଼ଦାଆଁତାକି ଜୀସୁ ଜୀହୁଦି ଲ଼କୁ ବିତ୍ରା ପାଙ୍ଗାୱେ଼ଙ୍ଗେ ରେ଼ଆତେସି, ସାମା ଏ଼ୱାସି ଏ଼ ଟା଼ୟୁଟି ହ଼ଚା ହାଜାନା ଲ଼କୁ ହିଲାଆ ଟା଼ୟୁ ଦାରି ମାନି ଏପ୍ରିୟମ ଦ଼ରୁଗାଟି ର଼ ଗା଼ଡ଼ାତା ହାଚେସି, ଅ଼ଡ଼େ ସୀସୁୟାଁ ତଲେ ଏମ୍ବାଆଁ ଡ଼ୟିତେସି ।
55 ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମ ସହରକୁ ଯାତ୍ରା କଲେ।
୫୫ଏଚିବେ଼ଲା ଜୀହୁଦି ଲ଼କୁତି ପିସ୍‌ପିଆ଼ନି ପାର୍ବୁ ଡାଗେ ମାଚେ, ଅ଼ଡ଼େ ନା଼ସ୍‌କାଟି ହା଼ରେକା ଲ଼କୁ ଜାହାରାଇଁ ଅଟ୍‌ହା କଡାଲି ପିସ୍‌ପିଆ଼ନି ପାର୍ବୁ ନ଼କେଏ ଜିରୁସାଲମତା ହାଚେରି ।
56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ?
୫୬ଏମ୍ବାଟିଏ ଏ଼ୱାରି ଜୀସୁଇଁ ପାରି ପାରିହିଁ ମାହାପୂରୁ ଇଲୁତା ନିଚାମାଚାଟି ତା଼ମ୍ବୁ ତା଼ମ୍ବୁ ଏଲେଇଣ୍‌ମ୍ବି ଆ଼ତେରି, “ମୀରୁ ଏ଼ନାଆଁ ଅଣ୍‌ପିମାଞ୍ଜେରି? ଏ଼ୱାସି କି ପାର୍ବୁତା ୱା଼ଅସି?”
57 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।
୫୭କାଜା ପୂଜେରାଙ୍ଗା ଅ଼ଡ଼େ ପାରୁସିୟାଁ ଏ଼ୱାଣାଇଁ ଆସାଲି ତାକି, ଏ଼ୱାସି ଏମ୍ବିୟା ମାନେସି, ଈ କାତା ଆମ୍ବାଆସି ପୁଞ୍ଜାମାନେସି, ଏ଼ କାତା ୱେସାଲି ତାକି ହୁକୁମି ହୀହାମାଚେରି ।

< ଯୋହନ 11 >