< ଯୋହନ 10 >

1 “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;
ୟୀଶୁ କାଜିକେଦାଏ, “ଆଇଙ୍ଗ୍‌ ସାର୍‌ତିଗି କାଜିୟାପେ ତାନାଇଙ୍ଗ୍‌, ଜେତାଏ ଦୁଆର୍‌ହରା ମିଣ୍ଡିଅଡ଼ାଃରେ କା ବଲଃନିଃ ମେନ୍‌ଦ ଏଟାଃସାଃଏତେ ରାକାବ୍‍କେଦ୍‍ତେ ବଲଃନିଃ, କୁମ୍ବୁଡ଼ୁ ଆଡଃ ରେରେଃକ୍‌ନିଃ ତାନିଃ ।
2 କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ।
ଦୁଆର୍‌ହରା ବଲଃନିଃ ମିଣ୍ଡିକଆଃ ଗୁପିନିଃ ତାନିଃ ।
3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ।
ଇନିୟାଃ ନାଗେନ୍ତେ ଦୁଆର୍‌ ହରନିଃ ଦୁଆର୍‌ ନିଜେୟାଏ ଆଡଃ ଇନିଃ ଆୟାଃ ମିଣ୍ଡିକକେ ନୁତୁମ୍‌ ସାବ୍‌କେଦ୍‌ତେ ହାକାଅକରେ ମିଣ୍ଡିକ ଇନିୟାଃ କାଜିକ ଆୟୁମାଃ ଆଡଃ ଇନିଃ ବାହାରି ଅଡଙ୍ଗ୍‌ଇଦିକଆଏ ।
4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି;
ଆଡଃ ଆୟାଃ ସବେନ୍‌ ମିଣ୍ଡିକକେ ବାହାରି ଅଡଙ୍ଗ୍‌କେଦ୍‌ତେ ଇନ୍‌କୁଆଃ ଆୟାର୍‌ ଆୟାର୍‌ରେ ସେସେନାଏ ଆଡଃ ମିଣ୍ଡିକ ସବେନ୍‌ ଆୟାଃ ଦୟା ଦୟାତେକ ଅତଙ୍ଗ୍‌ଇଁୟା ଚିୟାଃଚି ଇନ୍‍କୁଦ ଇନିୟାଃ ଲାବ୍‌ଜାକ ସାରିୟାଃ ।
5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।”
ମେନ୍‌ଦ ଇନ୍‌କୁ ଏଟାଃନିଃକେ ଚିଉଲାହ କାକ ଅତଙ୍ଗ୍‌ଇଁୟା ମେନ୍‌ଦ ଇନିଃତାଃଏତେ ସାଙ୍ଗିନ୍‌ତେକ ନିରାଃ, ଚିୟାଃଚି ଇନ୍‍କୁଦ ଇନିୟାଃ ଲାବ୍‌ଜା କାକ ସାରିୟା ।”
6 ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ।
ୟୀଶୁ ନେ ଜନ୍‌କା କାଜି କାଜିୟାଦ୍‌କଆଏ, ମେନ୍‌ଦ ଇନ୍‌କୁ ଇନିୟାଃ କାଜିକେଦ୍‌କାଜି ଚିନାଃତାନାଃ ଏନା କାକ ମୁଣ୍ଡିୟାନା ।
7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର।
ଏନ୍ତେ ୟୀଶୁ ଆଡଃମିସା କାଜିୟାଦ୍‌କଆଏ, “ସାର୍‌ତିଗି କାଜିୟାପେ ତାନାଇଙ୍ଗ୍‌, ମିଣ୍ଡିକଆଃ ଦୁଆର୍‌ ଆଇଙ୍ଗ୍‌ ତାନିଙ୍ଗ୍‌ ।
8 ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ।
ଆଇଁୟାଃଏତେ ସିଦାରେ ହିଜୁଆକାନ୍‍ ସବେନ୍‌କ କୁମ୍ବୁଡ଼ୁ ଆଡଃ ରେରେଃକ୍‌କ ତାନ୍‍କୁ ମେନ୍‌ଦ ମିଣ୍ଡିକ ଇନ୍‌କୁଆଃ କାଜି କାକ ଆୟୁମ୍‍କେଦା ।
9 ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
ଦୁଆର୍‌ ଆଇଙ୍ଗ୍‌ ତାନିଙ୍ଗ୍‌, ଜେତାଏ ଆଇଁୟାଃ ହରାତେ ବଲରେଦ ଇନିଃ ବାଞ୍ଚାଅଃଆଏ, ଇନିଃ ଭିତାର୍‌ତେ ଅଡଙ୍ଗ୍‌ ବଲଃରେ ଚାରା ନାମେଗିୟାଏ ।
10 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।
୧୦କୁମ୍ବୁଡ଼ୁଦ କୁମ୍ବୁଡ଼ୁ, ଗଗଏଃ ଆଡଃ ଜିୟନ୍‌ ନାଗେନ୍ତେ ଏସ୍‌କାର୍‌ ହିଜୁଆଏଃ, ମେନ୍‌ଦ ଇନ୍‌କୁ ଜୀଦାନ୍‌କ ନାମେକା, ଆଦ୍‌କାଗି ନାମେକା ମେନ୍ତେଇଙ୍ଗ୍‌ ହିଜୁଆକାନା ।
11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ।
୧୧“ଆଇଙ୍ଗ୍‌ ଏନ୍‌ ବୁଗିନ୍‌ ଗୁପିନିଃ ତାନିଙ୍ଗ୍‌, ବୁଗିନ୍‌ ଗୁପିନିଃ ମିଣ୍ଡିକ ନାଗେନ୍ତେ ଆୟାଃ ଜୀଉ ଏମେୟାଏ ।
12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
୧୨ଅକଏ ଗୁପିନିଃ ନାହାଲିଃ, ଇନିଃଦ ନାଲାନାମ୍‌ନିଃ ତାନିଃ ଆଡଃ ମିଣ୍ଡିକ ଆୟାଃ ନାହାଁଲାଃକ ଏନାମେନ୍ତେ ଇନିଃ ହୁଣ୍ଡାର୍‌ ହିଜୁଃତାନ୍‌ ନେଲ୍‌କେଦ୍‌ତେ ମିଣ୍ଡିକକେ ନିର୍‌ ବାଗିତାକୁଆଏ ଆଡଃ ହୁଣ୍ଡାର୍ ମିଣ୍ଡିକକେ ରେଃକ୍‌କେଦ୍‌ତେ ଛିତିବିତି ତାକଆଏ ।
13 କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ।
୧୩ଏନ୍‌ ହଡ଼ ନିର୍‌ ବାଗିତାକୁଆଏ, ଚିୟାଃଚି ଇନିଃ ନାଲାନାମ୍‌ନିଃ ତାନିଃ ଆଡଃ ମିଣ୍ଡିକ ନାଗେନ୍ତେ କାଏ ଉଡ଼ୁଃୟା ।
14 ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ,
୧୪ଆଇଙ୍ଗ୍‌ ବୁଗିନ୍‌ ଗୁପିନିଃ ତାନିଙ୍ଗ୍‌, ଜେ'ଲେକା ଆପୁଇଙ୍ଗ୍‌ ଆଇଙ୍ଗ୍‌କେ ସାରିୟାଏ ଆଡଃ ଆଇଙ୍ଗ୍‌ ଆପୁଇଙ୍ଗ୍‌କେ ସାରିୟାଇଙ୍ଗ୍‌,
15 ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ।
୧୫ଏନ୍‌ଲେକାଗି ଆଇଙ୍ଗ୍‌ ଆଇଁୟାଃ ମିଣ୍ଡିକକେ ସାରିୟାଇଙ୍ଗ୍‌ ଆଡଃ ଆଇଁୟାଃ ମିଣ୍ଡିକ ଆଇଙ୍ଗ୍‌କେ ସାରିୟାଃକ । ଆଇଙ୍ଗ୍‌ ମିଣ୍ଡିକ ନାଗେନ୍ତେ ଆଇଁୟାଃ ଜୀଉ ଏମ୍‌ ନାଗେନ୍ତେ ସେକାଡ଼ାକାନାଇଙ୍ଗ୍‌ ।
16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।
୧୬ଆଇଁୟାଃ ଆଡଃଗି ଏଟାଃ ମିଣ୍ଡିକ ମେନାକଆ, ଇନ୍‌କୁ ନେ ମିଣ୍ଡିଅଡ଼ାଃରେନ୍‍ ନାହାଁଲାଃକ । ଇନ୍‍କୁକେହଗି ଆଇଙ୍ଗ୍‌କେ ଆଉ ଲାଗାତିୟାଃଁ ଆଡଃ ଇନ୍‌କୁ ଆଇଁୟାଃ ଲାବ୍‌ଜାକ ଆୟୁମେୟା ଏନ୍ତେ ମିଆଁଦ୍‌ ଗୋଟ୍‌ ଆଡଃ ମିଆଁଦ୍‌ ଗୁପିନିଃ ତାଇନାଃଏ ।
17 ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ।
୧୭“ଆଇଙ୍ଗ୍‌ ଆଇଁୟାଃ ଜୀଉକେ ଏମ୍‌କେଦ୍‌ ହରାତେ ଆପୁ ଆଇଙ୍ଗ୍‌କେ ଦୁଲାଡ଼ିଙ୍ଗ୍‌ ତାନାଏ, ଆଡଃ ଆଇଙ୍ଗ୍‌ ଆଇଁୟାଃ ଜୀଉକେ ଆଡଃମିସା ନାମ୍‍ରୁହାଡ଼େ ନାଗେନ୍ତେ ଏମେତାନିଙ୍ଗ୍‌ ।
18 କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।”
୧୮ଜେତାଏ ଆଇଁୟାଃ ଜୀଉକେ ଆଇଙ୍ଗ୍‌ତାଃଏତେ କାକ ଇଦିୟା ମେନ୍‌ଦ ଆଇଙ୍ଗ୍‌ ଆଇଙ୍ଗ୍‌ତେଗି ଏନାକେ ଏମାଃଇଙ୍ଗ୍‌ । ଏନାକେ ଏମ୍‌ ଆଡଃ ଇଦି ରୁହାଡ଼୍‌ରେୟାଃ ଆକ୍‌ତେୟାର୍‌ ଆଇଁୟାଃ ମେନାଃ । ନେ ଆନ୍‌ଚୁ ଆଇଙ୍ଗ୍‌ ଆପୁଇଙ୍ଗ୍‌ତାଃଏତେ ନାମ୍‍କାଦାଇଙ୍ଗ୍‌ ।”
19 ଏହି ସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା।
୧୯ଆଡଃଗି ନେ କାଜି ନାଗେନ୍ତେ ଯିହୁଦୀକ ବିପିଙ୍ଗାଅୟାନାକ ।
20 ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ?
୨୦ଇନ୍‌କୁଏତେ ପୁରାଃକ କାଜିକେଦା, “ଇନିଃକେ ବଙ୍ଗା ଏସେର୍‌କିୟାଏ, ଆଡଃ ଇନିଃ ବାଲୁଅଃତାନାଏ, ଇନିୟାଃ କାଜି ଚିନାଃ ମେନ୍ତେପେ ଆୟୁମେତାନା?”
21 ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ?
୨୧ମେନ୍‌ଦ ଏଟାଃକ କାଜିକେଦା, “ବାନଃଗି ବଙ୍ଗା ଏସେର୍‌କାଇ ହଡ଼ ନେ ଲେକା କାଏ କାଜିୟା, ଚିୟାଃ ବଙ୍ଗା ମେଦ୍‌ କାଣାଁକାନ୍‌ନିଃକେ ବୁଗି ଦାଡ଼ିୟାଏ?”
22 ସେତେବେଳେ ଯିରୂଶାଲମ ସହରରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ,
୨୨ଏନ୍ତେ ଯୀରୁଶାଲେମ୍‌ ମାନ୍ଦିର୍‌ଅଡ଼ାଃକେ ପାର୍‌ମେଶ୍ୱାର୍‌ତାଃରେ ଜିମାଅଃରେୟାଃ ପାରାବ୍‌ ସେଟେର୍‌ୟାନା ଆଡଃ ଏନା ରାବାଙ୍ଗ୍‌ ସାହା ତାଇକେନା ।
23 ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ।
୨୩ଆଡଃ ୟୀଶୁ ମାନ୍ଦିର୍‌ ଅଡ଼ାଃରେ ସୁଲିମାନ୍‌ ନୁତୁମ୍‌ ପିଣ୍ଡ୍‌ଗିରେ ହନର୍‌ତାନ୍ ତାଇକେନାଏ ।
24 ସେଥିରେ ଯିହୁଦୀ ଲୋକମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ।
୨୪ଏନ୍ତେ ଯିହୁଦୀକ ଇନିଃକେ ହୁଣ୍ଡି ବିୟୁର୍‍କିଃତେ କାଜିକିୟାଃକ, “ଆମ୍‌ ଆଲେକେ ଚିମିନ୍‍ ଜାକେଦ୍‌ ଆଲେୟାଃ ମନ୍‌ରେ ଆଡ଼ାଃଉଡ଼ୁଃରେମ୍ ଦହଲେୟା? ଆମ୍‌ ମାସି ତାନ୍‍ମେରେଦ ଆଲେକେ କାଜିୟାଲେମେ ।”
25 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି;
୨୫ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‌କଆଏ, “ଆଇଙ୍ଗ୍‌ ଆପେକେ ସିଦାରେ କାଜିୟାଦ୍‍ପେୟାଇଙ୍ଗ୍‌, ମେନ୍‌ଦ ଆପେ କାପେ ପାତିୟାରେତାନା । ଆପୁଇଁୟାଃ ନୁତୁମ୍‌ତେ ପେଡ଼େୟାନ୍‌ କାମିକ ଆଇଙ୍ଗ୍‌ କାମିକାଦ୍ କାମି ଆଇଁୟାଃ ଗାୱା ଏମେତାନାଏ ।
26 କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ।
୨୬ମେନ୍‌ଦ ଆପେ ଆଇଁୟାଃ ମିଣ୍ଡିକ ନାହାଁଲାପେ ମେନ୍ତେ କାପେ ପାତିୟାରେତାନା ।
27 ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,
୨୭ଆଇଁୟାଃ ମିଣ୍ଡିକ ଆଇଁୟାଃ ଲାବ୍‌ଜାକ ଆୟୁମାଃ ଆଡଃ ଆଇଙ୍ଗ୍‌ ଇନ୍‌କୁକେଇଙ୍ଗ୍‌ ସାରିୟାଃ, ଏନ୍ତେ ଇନ୍‌କୁ ଦୟା ଦୟାତେକ ଅତଙ୍ଗ୍‌ଇଁୟା ।
28 ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। (aiōn g165, aiōnios g166)
୨୮ଆଡଃ ଆଇଙ୍ଗ୍‌ ଇନ୍‌କୁକେ ଜାନାଅ ଜାନାଅରେୟାଃ ଜୀଦାନ୍‌ ଏମାଃଇଙ୍ଗ୍‌, ଆଡଃ ଇନ୍‌କୁ ଚିଉଲାହ କାକ ଜିୟନଃଆ; ଆଇଁୟାଃ ତିଃଇଏତେ ଇନ୍‌କୁକେ ଜେତାଏ କାକ ରେଃକ୍‌ଇଦି ଦାଡ଼ିୟାଃ । (aiōn g165, aiōnios g166)
29 ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ।
୨୯ଆପୁଇଙ୍ଗ୍‌ ଅକ୍‌ନାଃ ଏମାକାଦିୟାଃଁଏ ଏନା ସବେନାଃଏତେ ମାରାଙ୍ଗ୍‌ଆଁଃ ଆଡଃ ଇନ୍‌କୁକେ ଆପୁଆଃ ତିଃଇଏତେ ଜେତାଏ କାକ ରେଃକ୍‌ଇଦି ଦାଡ଼ିୟା ।
30 ମୁଁ ଓ ପିତା ଏକ।
୩୦ଆଇଙ୍ଗ୍‌ ଆଡଃ ଆପୁଇଙ୍ଗ୍‌ ମିଆଁଦ୍‌ଗି ତାନ୍‍ଲିଙ୍ଗ୍‌ ।”
31 ଯିହୁଦୀ ଲୋକମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ।
୩୧ନେ କାଜି ଆୟୁମ୍‌କେଦ୍‌ତେ, ଯିହୁଦୀକ ଇନିଃକେ ଚିଦ୍‍ଗି ନାଗେନ୍ତେ ଆଡଃମିସା ଦିରିକ ହାଲାଙ୍ଗ୍‌କେଦାଃ ।
32 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ?”
୩୨ମେନ୍‌ଦ ୟୀଶୁ ଇନ୍‌କୁକେ କାଜିୟାଦ୍‌କଆଏ, “ଆଇଙ୍ଗ୍‌ ଆପୁତାଃଏତେ ପୁରାଃ ବୁଗିନ୍‌ କାମିକ ଆପେକେଇଙ୍ଗ୍‌ ଉଦୁବାଦ୍‌ପେୟା, ଏନାଏତେ ଅକ କାମି ନାଗେନ୍ତେ ଚିଦ୍‍ଗିଙ୍ଗ୍‌ତାନାପେ?”
33 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ ପଥର ଫୋପାଡ଼ୁଅଛୁ।
୩୩ଯିହୁଦୀକ ଇନିଃକେ କାଜିରୁହାଡ଼୍‌କିୟାଃକ, “ଆଲେ ଆମ୍‌କେ ବୁଗିନ୍‌ କାମି ନାଗେନ୍ତେ ଦିରି କାଲେ ଚିଦ୍‌ଗିମ୍‌ତାନା ମେନ୍‌ଦ ପାର୍‌ମେଶ୍ୱାର୍‌କେ ନିନ୍ଦାଇତାନ୍‌ ନାଗେନ୍ତେ ଆଡଃ ଆମ୍‌ ହଡ଼ ତାନ୍‍ମେରେୟ ପାର୍‌ମେଶ୍ୱାର୍‌ ମେନ୍ତେ କାଜିନ୍‌ତାନାମ୍‍ ଏନାମେନ୍ତେ ଦିରି ଚିଦ୍‍ଗିମେତାନାଲେ ।”
34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ବରଗଣ?
୩୪ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‌କଆଏ, “ଆପେୟାଃ ଆନ୍‌ଚୁ ପୁଥିରେ ପାର୍‌ମେଶ୍ୱାର୍‌ ମେନ୍‌କେଦାଏ, ‘ଆପେ ପାର୍‌ମେଶ୍ୱାର୍‌କ ତାନ୍‌ପେ ।’
35 ଯେଉଁମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ବରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ),
୩୫ଆଲେ ସାରିଆଃଲେ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଜାନାଅ ସାର୍‌ତିଗିଆ, ପାର୍‌ମେଶ୍ୱାର୍‌ଆଃ କାଜି ଉଦୁବ୍‌ଲେନ୍‌କକେ ପାର୍‌ମେଶ୍ୱାର୍‌କ ତାନ୍‌ପେ ମେତାକତାନ୍‍ରେଦ ଆଡଃ ଧାରାମ୍‌ପୁଥିରେୟାଃ କାଜି କା ଆତମ୍‍ଦାଡ଼ିୟଆଃ ।
36 ତାହାହେଲେ ଯାହାଙ୍କୁ ଈଶ୍ବର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ବରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ବର ନିନ୍ଦା କରୁଅଛୁ ବୋଲି କହୁଅଛ?
୩୬ଆପୁ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ସାଲାକେଦ୍‌ତେ ପାବିତାର୍‌ କାମି ନାଙ୍ଗ୍‌ ଜିମାଇଙ୍ଗ୍‌ତାନ୍‌ଲଃ ନେ ଅତେଦିଶୁମ୍‌ତେ କୁଲାକାଦିୟାଁ । ଆଇଙ୍ଗ୍‌ଦ ପାର୍‌ମେଶ୍ୱାର୍‌ଆଃ ହନ୍‌ ତାନିଙ୍ଗ୍‌ ମେନ୍ତେ କାଜିକେଦାଃଇଙ୍ଗ୍‌, ଏନାତେଚି ଆପେ ଆମ୍‌ ପାର୍‌ମେଶ୍ୱାର୍‌କେମ୍‌ ନିନ୍ଦାଇତାନା ମେନ୍ତେପେ କାଜିୟାଇଙ୍ଗ୍‌ତାନା?
37 ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ;
୩୭ଆପୁଆଃ କାମିକ କାଇଙ୍ଗ୍‌ କାମିତାନ୍‍ରେଦ ଆଲ୍‌ପେ ପାତିୟାର୍‌ରିଙ୍ଗ୍‌ ।
38 କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋʼ ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ୱାସ କର।”
୩୮ମେନ୍‌ଦ ଆଇଙ୍ଗ୍‌ ଇନିୟାଃ ମନେଲେକା କାମିତାନ୍‍ରେଦ ଆଇଙ୍ଗ୍‌କେ କାପେ ପାତିୟାର୍‍ରେହଗି ଆଇଁୟାଃ ପେଡ଼େୟାନ୍‌କାମିକେ ବିଶ୍ୱାସେପେ, ଏନ୍ତେ ଆପୁ ଆଇଁୟାଃରିୟା ଆଡଃ ଆଇଙ୍ଗ୍‌ ଆପୁରିୟାଁ ନେଆଁଁ ଆପେ ଇତୁଆଃ ଆଡଃ ଆଟ୍‌କାର୍‍ଉରୁମେଆ ।”
39 ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ।
୩୯ଏନ୍ତେ ଆଡଃମିସା ଯିହୁଦୀକ ୟୀଶୁକେ ସାସାବ୍‍ନାଗେନ୍ତେ ସାନାଙ୍ଗ୍‌କେଦାଃକ, ମେନ୍‌ଦ ଇନ୍‌କୁଆଃ ତିଃଇଏତେ ଅଡଙ୍ଗ୍‌ୟାନା ।
40 ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନ ନଦୀର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ।
୪୦ଏନ୍ତେ ୟୀଶୁ ଆଡଃଗି ଯାର୍ଦାନ୍‌ ହାନ୍‍ପାର୍‍ମ୍‌ ଯୋହାନ୍‌ ସିଦା ବାପ୍ତିସ୍ମା ଏମାକତାନ୍ ତାଇକେନ୍‌ ଠାୟାଦ୍‌ତେ ସେନଃୟାନାଏ ଆଡଃ ଏନ୍ତାଃରେ ତାଇନ୍‍ୟାନାଏ ।
41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ;
୪୧ଆଡଃ ପୁରାଃ ହଡ଼କ ଇନିଃତାଃତେକ ହିଜୁଃୟାନା ଆଡଃ ଯୋହାନ୍‌ଦ ଜେତାନ୍‌ ପେଡ଼େୟାନ୍‌ କାମି କାଏ କାମିକେଦାଃ, ମେନ୍‌ଦ ଯୋହାନ୍‌ ଇନିୟାଃ ବିଷାଏରେ କାଜିକାଦ୍‌ ସବେନାଃ ସାର୍‌ତିଗି ତାନାଃ ।
42 ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
୪୨ଆଡଃ ଏନ୍ତାଃରେ ପୁରାଃ ହଡ଼କ ଇନିଃରେକ ପାତିୟାର୍‌କେଦାଃ ।

< ଯୋହନ 10 >