< ଯୋହନ 10 >

1 “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;
ଜିସୁ ବାସଙ୍ଗ୍‌କେ “ନେଙ୍ଗ୍ ସତ୍ ବାସଙ୍ଗ୍‌ଣ୍ଡିଂ ମୁଡ଼ି ରେମୁଆଁ ସାଲାମିଃ ଗାଲି ପାକା ମାଗାଚେ ମାତର୍‌ ବିନ୍‌ ପାକା ଡେଃସା ଗାଏ ମେଁ ଡଙ୍ଗାରେ ଣ୍ଡୁଲା କାଙ୍ଗାର୍ ।
2 କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ।
ଜା ଗାଲି ପାକା ଗାଏ ମେଁ ଡିଙ୍ଗ୍ ଡିଂକେ ମେଣ୍ଡା ତୁର୍ତ୍ୟାରେ ।
3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ।
ର୍ଣ୍ଣସାଙ୍ଗ୍‍ ଉର୍‌ଣ୍ଡ୍ରେ ମେଁ ଆତ୍ଲା କାପାଟ୍ ରଃବିଏ ଆରି ମେଁ ନିଜେ ମେଣ୍ଡାଇଂକେ ମ୍ନି ସାଃଚେ ୱାଲା ମେଇଂ ମେଁନେ ୱାକ୍ନେ ଅଁଆର୍‌ଏ ଆରି ମେଁ ଆତେନ୍‌ ଗିମିଃ ମାନ୍ଦାଇଂକେ ପାଦା ପାକା ଡୁଙ୍ଗ୍‌ୱେଏ ।
4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି;
ଆମେଇଂକେ ପାଦା ପାକା ଡୁଙ୍ଗ୍‌ୱେନେ ବେଲା ସେନୁଗ୍‌ ସେନୁଗ୍‌ ତୁର୍‍ତ୍ୟାରେଇଂ ଅଲେଙ୍ଗ୍‍ଏ ଆରି ମେଣ୍ଡାଇଂ ମେଁଇଂନେ ଇଡ଼ିଙ୍ଗ୍ ଇଡ଼ିଙ୍ଗ୍ ଅଲେଙ୍ଗ୍ ଆର୍‌ଏ ମେଃନ୍‌ସା ଡାଗ୍ଲା ମେଇଂ ମେଁନେ ବାସଙ୍ଗ୍‌କ୍ନେ ଅଁଆର୍‌ଏ ।
5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।”
ମେଇଂ ମାସାମୁଆଁ ରେମୁଆଁନେ ପ୍ଲା ଆୱେଆର୍‌ ଣ୍ଡୁ ଆରି ମେଁନେବାନ୍‍ ଲାଗ୍‍ଡଆର୍‌ଏ ମେଃନ୍‌ସା ଡାଗ୍ଲା ମେଇଂ ମେଁନେ ବାସଙ୍ଗ୍‌କ୍ନେ ସାମୁଆଁ ମ୍ୟାଃଆର୍‌ଏ ।”
6 ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ।
ଜିସୁ ଉଃସ୍ରା ରକମ୍ ଏନ୍‌ ସାମୁଆଁ ବାସଙ୍ଗ୍‍ବଗେ ମାତର୍‌ ମେଁନେ ସାମୁଆଁକେ ରେମୁଆଁଇଂ ବୁଜେ ଆୟା ଆର୍‌କେ ଣ୍ଡୁ ।
7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର।
ତେସା ଜିସୁ ବାର୍‌ମୁଇଂତର୍‍ ବାସଙ୍ଗ୍‌କେ “ସତ୍ ବାସଙ୍ଗ୍‍ଣ୍ଡିଂ ନେଙ୍ଗ୍ ମେଣ୍ଡାଇଂନେ ର୍ଣ୍ଣସାଙ୍ଗ୍‍ ।
8 ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ।
ଜାଣ୍ଡେଇଂ ସାପାରେ ନେଙ୍ଗ୍‌ନେ ସେନୁଗ୍‍ ପାଙ୍ଗ୍‌ଲେ ମେଇଂ ଡଙ୍ଗାରେ ଆରି ବାଗୁଏରେ । ମାତର୍‌ ମେଣ୍ଡାଇଂ ମେଁଇଂନେ ସାମୁଆଁ ଆ‍ଅଁଆର୍‌କେ ଣ୍ଡୁ ।
9 ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
ନେଙ୍ଗ୍ ଡିଙ୍ଗ୍‌ଣ୍ଡିଂକେ ର୍ଣ୍ଣସାଙ୍ଗ୍‍ । ଜା ନେଙ୍ଗ୍ ପାକା ୱେଚେ ଗାଏ ମେଁ ରକ୍ୟା ବାଏ ଆରି ବିତ୍ରେ ଆରି ପାଦା ପାକା ୱେଚେ ଚେଃମୁଆଁ ଚଙ୍ଗାଏ ।
10 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।
ଡଙ୍ଗାରେ ପାଙ୍ଗ୍‌ଏ, ଡଙ୍ଗାଏ, ବାଗୁଏଃଏ ଆରି ଦଂସ ଆଡିଙ୍ଗ୍‍ନେସା ପାଙ୍ଗ୍‌ଏ । ନେଙ୍ଗ୍ ପାଙ୍ଗ୍‍ନେ ଆପେକେ ଜିବନ୍ ବିନେସା, ପେ ଡିରକମ୍ ଜିବନ୍‍ନ୍ନିଆ ଜବର୍ ସାର୍ଦା ଡିଙ୍ଗ୍ ପେୟାଏ ।
11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ।
ନେଙ୍ଗ୍ ନିମାଣ୍ଡା ମେଣ୍ଡା ତୁର୍‌ତ୍ୟାରେ । ଗିମିଃଇଂନେସା ନେଙ୍ଗ୍ ଜିବନ୍ ବିଃନେ ରାଜି ।
12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
ଜା ସେନୁଗ୍‍ ବାନ୍ ସାଲାମିଃ ଉର୍‍ଲେଃଏ ମେଁ ଗିମିଃ ତୁର୍‌ତ୍ୟାରେ ଣ୍ଡୁ ଲେଃ ସାଲାମିଃନେ ସାକାର୍‍ ଣ୍ଡୁ; ଗଦବାଗ୍ ପାଙ୍ଗ୍‌ନେ କେଲା ମେଁ ଗିମିଇଂକେ ଆନ୍ତାର୍ଚେ ଲାଗ୍‍ଡଏ । ଗଦବାଗ୍ ପାଙ୍ଗ୍‌ଚେ ଗିମିଇଂକେ ଡୁଂଡଏ ଆରି ସାଲାମିଃ ନାସେ ବିଏ ।
13 କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ।
ଜା ଗତିରେ ଡିଙ୍ଗ୍‌ଚେ ମେଣ୍ଡା ଉର୍‍ଲେଃଏ ମେଁ ଲାଗ୍‍ଡଏ ମେସା ଡାଗ୍ଲା ମେଇଂ ସ୍ଲେଣ୍ଡ୍ରେ ମାତର୍‌ ମେଣ୍ଡାଇଂ ନ୍‌ସା ମେଁ ଆଏତେ ଣ୍ଡୁ ।
14 ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ,
ନେଙ୍ଗ୍ ନିମାଣ୍ଡା ଗିମିଃ ତୁର୍‌ତ୍ୟାରେ । ଆବା ଇସ୍‌ପର୍ ଆନେଙ୍ଗ୍‌କେ ଡିରକମ୍ ମ୍ୟାଲେ ଆରି ନେଙ୍ଗ୍ ଡିରକମ୍ ଆବା ଇସ୍‌ପର୍‌କେ ମ୍ୟାନ୍ଲେକେ
15 ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ।
ନେଙ୍ଗ୍ ଡିରକମ୍ ଆବାକେ ମ୍ୟାନ୍ଲେକେ ନେଙ୍ଗ୍‌ନେ ମେଣ୍ଡାଇଂକେ ଡିଗ୍ ମ୍ୟାନ୍ଲେକେ ଆରି ମେଇଂ ଡିଗ୍ ଆନେଙ୍ଗ୍‌କେ ମ୍ୟାଲେକେ । ନେଙ୍ଗ୍ ମେଇଂନେସା ନେଙ୍ଗ୍‌ନେ ଜିବନ୍ ବିଃ ନ୍‌ସା ରାଜି ।
16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।
ନେଙ୍ଗ୍‌ନେ ବାରି ବିନ୍‌ ଗିମିଇଂକେ ଲେଃକେ ଜାଣ୍ଡେଇଂ ଏନ୍‌ ସାଲାମିଃ ବିତ୍ରେ ଣ୍ଡୁ । ଆମେଇଂକେ ଡିଗ୍ ଆନେଙ୍ଗ୍‌କେ ଡୁଂପାଙ୍ଗ୍‍ନେ ପଡ଼େଏ । ମେଇଂ ନେଙ୍ଗ୍ ୱାକ୍ନେ ଅଁଆର୍‌ଏ ଆରି ସାପାରେ ମୁଇଙ୍ଗ୍ ସାକାର୍‌ନେ ମୁଇଙ୍ଗ୍ ସାଲାମିଃନ୍ନିଆ ଲେଃଆର୍‌ଏ ।
17 ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ।
ନେଙ୍ଗ୍‌ନେ ଜିବନ୍ ବଲିଦାନ୍‍ ବିଃନ୍‍ସା ଇକ୍‌ଚା ଡିଂମ୍ବକ୍ନେସା ଆବା ଆନିଂକେ ଆଲାଦ୍ ଡିଙ୍ଗ୍‌ଡିଂକେ । ଜଦି ନେଙ୍ଗ୍ ନେଙ୍ଗ୍‌ନେ ଜିବନ୍‍କେ ଦାନ୍ ମ୍ବିଏ ତେଲା ଆତେନ୍‌ ବାରି ମୁଇଂତର୍ ମ୍ବାଏ ।
18 କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।”
ନେଙ୍ଗ୍ ଜିବନ୍‍କେ ବିନ୍‍ଣ୍ଡ୍ରେ ଡୁଂୱେ ଆୟା ଣ୍ଡୁ । ଆତେନ୍‌ ନେଙ୍ଗ୍ ଇକ୍‌ଚାରେ ଦାନ୍ ମ୍ବିଏ । ନିଜେନେ ଜିବନ୍ ଦାନ୍ ଡିଙ୍ଗ୍‍ନେସା ଆରି ଆମେକେ ଆଃଆଣ୍ଡେ ନ୍‌ସା ନେଙ୍ଗ୍‌ନେ ଅଦିକାର୍ ଲେଃକେ । ଆକେନ୍ ଡିଙ୍ଗ୍‍ନେସା ଆବା ଆନେଙ୍ଗ୍‌କେ ଆଦେସ୍‍ ବିବକେ ।”
19 ଏହି ସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା।
ଏନ୍‌ ସାପା ସାମୁଆଁନେସା ବାରି ମୁଇଂତର୍ ରେମୁଆଁଇଂନେ ବାନ୍ ବିନ୍‍ ରକମ୍ ବ୍ନାଲିର୍ ବାସଙ୍ଗ୍‌ ଆର୍‌କେ ।
20 ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ?
ଉଡ଼ିରୁଆ ବାସଙ୍ଗ୍‌କେ “ଆମେକେ ସେଆଁରେ ସାଃଲେଃକେ । ମେଁ ମୁଇଙ୍ଗ୍ ବାୟାକ୍ନେ ମେଁନେ ସାମୁଆଁ ମେଁନ୍‌ସା ଅଁପେଡିଂକେ?”
21 ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ?
ବିନ୍‌ଣ୍ଡ୍ରେଇଂ ବାସଙ୍ଗ୍‌ଆର୍‌କେ, “ସେଆଁରେ ସାଲେଃକ୍ନେ ରେମୁଆଁ ଦେକ୍‌ରକମ୍ ସାମୁଆଁ ବାସଙ୍ଗ୍‌ ପାୟା ଣ୍ଡୁ । ଆରି ସେଆଁରେ ମେଃନେ କାନାକେ ମ୍ମୁଆଃ ଆକେ ପାୟା?”
22 ସେତେବେଳେ ଯିରୂଶାଲମ ସହରରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ,
ଅଃତେନ୍‍ ବେଲା ରାସଃକିଗ୍‍ ଜିରୁସାଲାମ୍‍ନ୍ନିଆ ମନ୍ଦିର୍‌ ଆରାମ୍‌ ଡିଂନେ ପାଣ୍ଡୁଏ ଡିଙ୍ଗ୍‌ଡିଙ୍ଗେ ।
23 ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ।
ଜିସୁ ମନ୍ଦିର୍‌ନେ ଶଲୋମନ୍ ମଣ୍ଡପ୍‌ ଆଡ଼ାତ୍ରା ଅଲେଙ୍ଗ୍ ଡିଙ୍ଗେ
24 ସେଥିରେ ଯିହୁଦୀ ଲୋକମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ।
ଆତ୍‍ ଅରିଆ ରେମୁଆଁଇଂ ଆମେକେ ଗେରେଚେ ସାଲିଆକୁକେ “ଆରି ଉଡ଼ିସି ଆନେକେ ଏନ୍‌ ସନ୍ଦେଅରେ ନାବଏ? ସତ୍ ସାମୁଆଁ ବାସଙ୍ଗ୍‌ ବିଃଲା ନା ମେଃନେ କିସ୍‌ଟ?”
25 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି;
ଜିସୁ ଉତର୍ ବିକେ, “ନେଙ୍ଗ୍ ସେନୁଗ୍‍ ଆଃ ବାସଙ୍ଗ୍‌ ଆଃଡା ମ୍ବକେ । ପେ ତ ଆନେଙ୍ଗ୍‌କେ ସତ୍ ପେମାନେକେ ଣ୍ଡୁ । ଆବା ଇସ୍‌ପର୍‌ନେ ମ୍ନିରେ କେମତା ବାଚେ ନେଙ୍ଗ୍ ଆତେନ୍‌ ସାପା କାମ୍ ଡିଂଣ୍ଡିଂକେ, ଆତେନ୍‌ ମେଃନେ ନେଙ୍ଗ୍ ପାକା ପାର୍‌ମାନ୍ ପେବିକେ ଣ୍ଡୁ?
26 କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ।
ମାତର୍‌ ପେ ସତ୍ ପେମାନେକେ ଣ୍ଡୁ ମେସା ଡାଗ୍ଲା ପେଇଂ ନେଙ୍ଗ୍‌ନେ ମେଣ୍ଡା ଣ୍ଡୁ ।
27 ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,
ନେଙ୍ଗ୍‌ନେ ମେଣ୍ଡାଇଂ ନେଙ୍ଗ୍ ୱାକ୍ନେ ଅଁଆର୍‌ଏ । ନେଙ୍ଗ୍ ଆପେକେ ମ୍ୟାଃନ୍ଲେକେ ଆରି ମେଇଂ ନେଙ୍ଗ୍‌ନେ ପ୍ଲା ପାଙ୍ଗ୍ ଆର୍‌ଏ ।
28 ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। (aiōn g165, aiōnios g166)
ନେଙ୍ଗ୍ ଆମେଇଂକେ ଅଃନା ଆଡାକ୍ନେ ଜିବନ୍ ଦାନ୍ ମ୍ବିଏ ମେଇଂ ଅଃନା ଡିଗ୍ ଦଦ୍ୟା ଆଡିଙ୍ଗ୍ ଣ୍ଡୁ । ମେଇଂ ନେଙ୍ଗ୍‌ନେ ବାନ୍ ଜା ଡୁଂଡ ଆୟା ଣ୍ଡୁ । (aiōn g165, aiōnios g166)
29 ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ।
ନେଙ୍ଗ୍‌ନେ ଆବା ଆନେଙ୍ଗ୍‌କେ ମେଁନେ ସାପା ବିବକେ ଆତେନ୍‌ ସାପାବାନ୍‍ ମାଲେ ଦାମ୍ ଆବାନେ ଜତନ୍‍ ବକ୍ନେବାନ୍ ଜା ଆମେଇଂକେ ଡୁଂଡ ଆୟା ଣ୍ଡୁ ।
30 ମୁଁ ଓ ପିତା ଏକ।
ଆବା ଆରି ନେଙ୍ଗ୍ ମୁଇଂ ଆଃ ।”
31 ଯିହୁଦୀ ଲୋକମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ।
ଆକେନ୍ ସାମୁଆଁ ଅଁଚେ ରେମୁଆଁଇଂ ଆମେକେ ବଗ୍‍ନେସା ବ୍ରି ଜଗ୍‍ଆର୍‌କେ ।
32 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ?”
ଜିସୁ ଆମେଇଂକେ ବାସଙ୍ଗ୍‌କେ “ନେମ୍ବାନେ ଆଦେସ୍‍ରେ ନେଙ୍ଗ୍ ପେନ୍ନିଆ ଉଡ଼ି ସତ୍‌ କାମ୍ ଡିଂମ୍ବକେ । ଏକେ ବାଗୁଏଃନେସା ପାଙ୍ଗ୍ ପେଲେକେ?”
33 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ ପଥର ଫୋପାଡ଼ୁଅଛୁ।
ମେଇଂ ଉତର୍ ବିକେ “ପେନେ ସତ୍ ସ୍ଲେ ନ୍‌ସା ଣ୍ଡୁ ମାତର୍‌ ଇସ୍‌ପର୍ ନିନ୍ଦାନେସା । ନାନେ ସାମାନ୍ୟ ରେମୁଆଁ ମାତର୍‌ ନିଜ୍‌କେ ଇସ୍‌ପର୍ ଏତେ ସମାନ୍ ଆଡିଙ୍ଗ୍ ନାଡିଙ୍ଗ୍‍ ।”
34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ବରଗଣ?
ଜିସୁ ଉତର୍ ବିକେ, “ପେନେ ନିଜେନେ ସାସ୍ତର୍‌ନ୍ନିଆ ଗୁଆର୍ ବକେ ଇସ୍‌ପର୍ ବାସଙ୍ଗ୍‍ମ୍ୟାକେ ପେ ଇସ୍‌ପର୍‌ନେ ।
35 ଯେଉଁମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ବରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ),
ନେ ମ୍ୟାନେଲେଃକେ, ସାସ୍ତର୍‌ ସାମୁଆଁ ଜୁଗ୍‍ ଜୁଗ୍‍ନ୍‍ସା ସତ୍ । ଇସ୍‌ପର୍‌ନେ ସାମୁଆଁ ଜା ଡାଗ୍ରା ବାସଙ୍ଗ୍‍ଏ ଆମେଇଂକେ ଆକ୍ ଅରିଆ ଇସ୍‌ପର୍ ବାସଙ୍ଗ୍‌ ବକେ ।
36 ତାହାହେଲେ ଯାହାଙ୍କୁ ଈଶ୍ବର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ବରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ବର ନିନ୍ଦା କରୁଅଛୁ ବୋଲି କହୁଅଛ?
ଆବା ଆନେକେ ସ୍ରିଚେ ଏନ୍ ମଞ୍ଚ୍‌ପୁର୍‌ନ୍ନିଆ ବେବକେ ତେଲା ନେଙ୍ଗ୍ ନିଜେକେ ଇସ୍‌ପର୍‌ନେ ଉଙ୍ଗ୍‌ଡେ ବାସଙ୍ଗ୍‌ନେ ବାନ୍ ଇସ୍‌ପର୍ ନିନ୍ଦା ଡିଙ୍ଗ୍ ଡିଂକେ ଡାଗ୍‌ଚେ ଡିରକମ୍ ବାସଙ୍ଗ୍‌ ପେଡିଙ୍ଗ୍‌କେ?
37 ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ;
ଜଦି ନେଙ୍ଗ୍‌ନେ ଆବାନେ ଇକ୍‌ଚାରେ ନେଙ୍ଗ୍ କାମ୍ ଡିଙ୍ଗ୍ ନ୍ନାଲେଃ ତେଲା ଆନେଙ୍ଗ୍‌କେ ସତ୍ ଆମାନେଗେପା ।
38 କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋʼ ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ୱାସ କର।”
ମାତର୍‌ ଜଦି ନେଙ୍ଗ୍ ମେଁଇଂନେ ଇକ୍‌ଚାରେ କାମ୍ ଡିଙ୍ଗ୍‌ନ୍ଲେଃଏ ତେଲା ଆନେଙ୍ଗ୍‌କେ ସତ୍ ପେମାନେଲା ଡିଗ୍ ନେଙ୍ଗ୍‌ନେ କାମ୍ କେଚେ ସତ୍‍ ମାନେଃପା । ତେଲା ପେ ଡିଲାଡିଗ୍ ପେମ୍ୟାଏ ନେମ୍ବା ଇସ୍‌ପର୍ ନେଙ୍ଗ୍‍ନ୍ନିଆ ଲେଃକେ ଆରି ନେଙ୍ଗ୍ ମେଁ ଅରିଆ ନ୍ଲେଏ ।”
39 ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ।
ମେଇଂ ବାରି ମୁଇଂତର୍ ଜିସୁକେ ସାଚେ ଡୁଙ୍ଗ୍‌ୱେନେସା ଚେସ୍‌ଟା ଡିଙ୍ଗ୍ ଡିଂକେ । ମାତର୍‌ ଜିସୁ ଆତ୍‍ ଅରିଆ ଆଃଆନ୍ତାର୍‌ଚେ ଲାଗ୍‍ଡଗେ ।
40 ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନ ନଦୀର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ।
ଜିସୁ ଜର୍ଦ୍ଦନ୍‍ନେ ଇନୁମେତା ପିଙ୍ଗ୍‍ଚାକେ ଜହନ୍ ଆଣ୍ଡି ଅରିଆ ଦିକ୍ୟା ବିଃଡିଂଗେ ମେଁ ଆତେନ୍‌ ଜାଗାନ୍ନିଆ ପାଙ୍କେ ଆତ୍‍ ଅରିଆ ଲେଃଗେ ।
41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ;
ମେଁ ଡାଗ୍ରା ଉଡ଼ିରୁଆ ପାଙ୍ଗ୍‌କେ । ମେଇଂ ବାଲିର୍‌ବାତା ଡିଂଡିଙ୍ଗେ “ଜହନ୍ ନିଜେ ମେଃଣ୍ଡିଗ୍‍ କାବା ଡିଂକ୍ନେ ସୁଗୁଆ ଡିଙ୍ଗ୍ ଆବଗେ ଣ୍ଡୁ ମାତର୍‌ ଆକ୍‌ମେନେ ବିସୟ୍‌ରେ ମେଁ ମେଁନେ ବାସଙ୍ଗ୍‌ ବଗେ ଆତେନ୍‌ ଜାବର୍ ।” ଆତେନ୍‌ ସାପା ସତ୍‌ ।
42 ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
ଆରି ଆତ୍‍ ଅରିଆ ଉଡ଼ିରୁଆ ଜିସୁନ୍ନିଆ ସତ୍ ମାନେଃ ଆର୍‌କେ ।

< ଯୋହନ 10 >