< ଯାକୁବ 1 >
1 ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର।
୧ନା଼ନୁ ଜାକୁବ, ମାହାପୂରୁ ଅ଼ଡ଼େ ପ୍ରବୁ ଜୀସୁ କ୍ରୀସ୍ତତି ହ଼ଲେଏସି, ଦାର୍ତିତା ଇତାଲା ଆତାଲା ଆ଼ହାମାନି ମାହାପୂରୁ ଲ଼କୁଇଁ ଜହରା ।
2 ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ,
୨ଏ଼ ନା଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା, ମୀରୁ ଏଚିବେ଼ଲା ତାୟିପାରି କିନି ତା଼ଣା ତାୟିପାରି କିୱିଆ଼ଦେରି, ଏଚିବେ଼ଲା ଏ଼ଦି ହା଼ରେକା ରା଼ହାଁତି କାତା ଇଞ୍ଜିଁ ଅଣ୍ପାଦୁ;
3 ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ।
୩ତାୟିପାରି କିନାଣି ଜୀଣା ଆ଼ନି ନାମୁ ଏ଼ଦି ଅ଼ର୍ହାଲି ହୀୟାନେ, ଈଦାଆଁ ପୁଞ୍ଜାମାଞ୍ଜେରି ।
4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।
୪ଅ଼ଡ଼େ, ମୀରୁ ଏ଼ନିକିଁ ଏ଼ନି ଗୂଣୁତା ଊଣା ଆ଼ଆନା ନେହିଁ ତୀରି ଅ଼ଡ଼େ ସୁଦୁ ଗାଟାତେରି ଆ଼ଦୁ, ଏ଼ଦାଆଁତାକି ଅ଼ର୍ହିନାୟି ହା଼ରେପୂରେ କାମା କିନେ ।
5 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ।
୫ସାମା ମୀ ବିତ୍ରା ଆମ୍ବାଆରାକି ବୁଦି ଊଣା ମାଚିସାରି, ଆମିନି ମାହାପୂରୁ ଦ଼ହ ଆହ୍ଆନା ବାରେତାକି ହା଼ରେପୂରେ କେୟୁ ଦେଚାନା ଦା଼ନା କିନେସି, ଏ଼ୱାଣି ତା଼ଣା ପ୍ରା଼ତାନା କିପାସି, ଏମ୍ବାଟିଏ ଏ଼ୱାଣାକି ହୀପ୍କିଆ଼ନେ ।
6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।
୬ସାମା ଏ଼ୱାସି ଇଚାଣି ଆନାମାନା ଆ଼ଆନା ନାମୁତଲେ ପ୍ରା଼ତାନା କିପାସି, ଇଚିହିଁ ଆମ୍ବାଆସି ଆନାମାନା ଆ଼ନେସି, ଏ଼ୱାସି ଗା଼ଲି ତଲେ ଇତାଲା ଆତାଲା ଆ଼ହିମାନି ସାମ୍ଦୁରିତି ତୀରି ଆ଼ଆଗାଟି ଏ଼ୟୁ ଉଣ୍ତା ଲେହେଁତାସି ।
7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ;
୭ଏଲେତି ଲ଼କୁ ପ୍ରବୁ ତା଼ଣାଟି ଏ଼ନାଆଁ ବେଟାଆ଼ଇଁ ଇଞ୍ଜିଁ ଆ଼ସା କିଆପେସି;
8 ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର।
୮ଏ଼ୱାସି ରୀ ମ଼ନ ଗାଟାସି, ଇଞ୍ଜାଁ ତାନି ବାରେ କାମାତା ତୀରି ଆ଼ଆଗାଟାସି ।
9 ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ,
୯ବାତ୍କୁ ହିଲାଆଗାଟି ତାୟି ତାନି କାଜାପା଼ଣା ତାକି ରା଼ହାଁ କିପାସି,
10 ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ।
୧୦ବାତ୍କୁ ଗାଟାସି ତାନି ଊଣା ଆ଼ହିମାନାଣି ତାକି ବଡପଣ କିପେସି, ଏ଼ନାଆଁତାକି ଇଚିହିଁ ବାତ୍କୁ ଗାଟାସି ଜା଼ଡ଼ାତି ପୂୟୁବଣ୍ତା ଲେହେଁ ଡୁଲା ହାନେସି ।
11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।
୧୧ଏ଼ନିକିଁ ୱେ଼ଡ଼ା ଲା଼ଇ ହ଼ତାସାରେ ଜା଼ଡ଼ା ଏ଼ନିକିଁ ୱା଼ୟାହାନେ ଅ଼ଡ଼େ ଏ଼ଦାନି ପୂଙ୍ଗା ଡୁଲିନୁ ଇଞ୍ଜାଁ ତାନି ଅ଼ଜୁତି ୱା଼ଣା ମେଣ୍ଙ୍ଗାହାନେ, ଏଲେକିହିଁଏ ବାତ୍କୁ ଗାଟାସି ଜିକେଏ ତାନି ବାରେ କାମାତା ୱା଼ଡ଼ିନେସି ।
12 ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ପ୍ରେମ କରୁଥିବା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ କରିବ।
୧୨ଆମିନି ଗାଟାସି ତାୟିପାରି କିନାଣି ଅ଼ର୍ହିନେସି ଏ଼ୱାଣାକି ନେହେଁ, ଇଚିହିଁ ମାହାପୂରୁ ତା଼ନୁ ଜୀୱୁ ନ଼ନି ଲ଼କୁଣି ଆମିନି ଜୀୱୁଗାଟି ଟ଼ପେରି ହୀହାଲି ଆ଼ଞ୍ଜାମାନେସି, ତାୟିପାରି କିତାଣି ଜୀଣାଆ଼ତି ଜେ଼ଚ ଏ଼ ଲ଼କୁ ଏ଼ ଆ଼ଞ୍ଜାମାନି ଟ଼ପେରି ବେଟା ଆ଼ନେସି ।
13 କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ବରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ବର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
୧୩ଆମ୍ବାଆସି ତାୟିପାରି କିୱି ଆ଼ତିସାରେ, “ନା଼ ଈ ତାୟିପାରି କିୱି ଆ଼ନାୟି ମାହାପୂରୁ ତା଼ଣାଟି ଆ଼ହିମାନେ” ଇଞ୍ଜିହିଁ ଇନାଆପେସି, ଇଚିହିଁ ମାହାପୂରୁ ଲାଗେଏତି ପା଼ନ୍ଦାଟି ତାୟିପାରି କିୱି ଆ଼ଅସି, ଅ଼ଡ଼େ ଏ଼ୱାସି ତା଼ନୁଏ ଆମ୍ବାଆରାଇଁ ତାୟିପାରି କିଅସି ।
14 କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;
୧୪ସାମା ମାଣ୍ସି ତାନି ଲାଗେଏତି କାମା ତଲେ ଜୂପ୍କା ଅ଼ଡ଼େ ନା଼ଡ଼ିକିୱି ଆ଼ହାନା ତାୟିପାରି କିୱିଆ଼ନେସି;
15 ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ।
୧୫ଅ଼ଡ଼େ ଡା଼ୟୁ ଲାଗେଏତି କାମା ପୂରାମା଼ସା ଆ଼ହାନା ପା଼ପୁତି ଜାର୍ନି କିନେ, ଇଞ୍ଜାଁ ପା଼ପୁ ଗାଡି ପାଡାଆ଼ହାନା ହା଼କିତି ଜାର୍ନି କିନେ ।
16 ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।
୧୬ଏ଼ ନା଼ ଜୀୱୁତି ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା ମୀରୁ ନା଼ଡ଼ି ଆ଼ଆଦୁ ।
17 ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ।
୧୭ବାରେ ନେହିଁ ଦା଼ନା ଅ଼ଡ଼େ ବାରେ ତୀରିତି ବ଼ର ଲାକଟି; ଇଚିହିଁ ଉଜେଡ଼ି ଗା଼ଡ଼ିକିତି ଆ଼ବା ତା଼ଣାଟି ୱା଼ନେ, ଆମ୍ବାଆରି ତା଼ଣା ଏ଼ନି ବାଦ୍ଲି ଆ଼ନାୟି କି ଇଚାୟିୱା ସା଼ୟିଁ କିହାନା ଆନ୍ଦେରି ଆ଼ନାୟି ହିଲେଏ ।
18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।
୧୮ମା଼ର ଏ଼ନିକିଁ ତାନି ଗା଼ଡ଼ି ଆ଼ତି ତା଼ଣାଟି ରଲେଏତି ର଼ ମୂଲୁତି ପା଼ଡ଼େୟି ଲେହେଁ ଆ଼ନାୟି, ଏ଼ଦାଆଁତାକି ଏ଼ୱାସି ତାନି ଅଣ୍ପୁ ତଲେ ସାତା ବ଼ଲୁ ତଲେ ମାଙ୍ଗେ ଗା଼ଡ଼ି କିୟାତେସି ।
19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,
୧୯ଏ଼ ନା଼ ଜୀୱୁତି ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା, ମୀରୁ ଈଦାଆଁ ପୁଞ୍ଜାମାଞ୍ଜେରି, ମୀରୁ ବାରେତେରି ୱେଞ୍ଜାଲି ଜାଗ୍ରାତା ଆ଼ଦୁ, ଇଞ୍ଜାଁ ୱେସାଲି ଦାଗା ଆ଼ଆଦୁ ଅ଼ଡ଼େ ଦେବୁଣିଏ କ଼ପା ଆ଼ଆଦୁ,
20 କାରଣ ମନୁଷ୍ୟର କ୍ରୋଧ ଈଶ୍ବରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ।
୨୦ଇଚିହିଁ ମାଣ୍ସିତି କ଼ପା ମାହାପୂରୁତି ନ଼କିତା ଦାର୍ମୁ କିହାଲି ଆ଼ଡେଏ ।
21 ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର।
୨୧ଏ଼ଦାଆଁତାକି, ମୀରୁ ବାରେ ପ଼ଲ୍ଆ ଗାଟାଣି ଅ଼ଡ଼େ ବାରେ ଲାଗେଏତି ପିସାତୁହ୍ଦୁ, ଆମିନି ମାହାପୂରୁ ହିୟାତି ବ଼ଲୁ, ମୀ ଜୀୱୁତି ଗେଲ୍ପାଲିତାକି ଆ଼ଡିନେ, ଏ଼ଦାଆଁ ସୁଦୁଗାଟି ଅଣ୍ପୁ ତଲେ ଆହ୍ଦୁ ।
22 କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ।
୨୨ସାମା ମୀରୁ ଏ଼ୱାଣି ବ଼ଲୁ ୱେନାତେରି ଆ଼ହାଁ ଜାହାରାଇଁ ନା଼ଡ଼ି କିହାକଡାଆନା, ବ଼ଲୁତି କାମା କିନାତେରି ଆ଼ଦୁ ।
23 କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
୨୩ଇଚିହିଁ ଆମିନିଗାଟାସି ବ଼ଲୁତି କାମା କିନି ଲ଼କୁ ଆ଼ଆନା ୱାର୍ଇ ୱେନି ଲ଼କୁ ଆ଼ନେସି, ଆତିହିଁ ଏ଼ୱାସି ଦାର୍ପେଣିତା ତା଼ନୁଏ ତାନି ମୂମ୍ବୁ ସିନିକିହା କଡିମାନି ମାଣ୍ସି ଲେହେଁତାସି,
24 ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ।
୨୪ଏଚେ଼ତା ଏ଼ୱାସି ତାଙ୍ଗେ ସିନିକିତି ଜେ଼ଚ ହାଜାନା, ଏ଼ୱାସି ଏମ୍ବାଟି ହ଼ଚା ହାଚି ଡା଼ୟୁ ଏ଼ନିଲେହେଁତି ମାଣ୍ସି ଦେବୁଣିଏ ବା଼ଣାଆ଼ନେସି ।
25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।
୨୫ସାମା ଆମ୍ବାଆସି ତୀର୍ପୁ ଇଚିହିଁ ଗେଲ୍ପାଲି ଆ଼ଡିନି ନେହିଁ ମେ଼ରାତି ସିନିକିହାନା ମେ଼ରାତି କାମା କିନେସି, ଅ଼ଡ଼େ ଆଜିତାକି ୱେନି ଲ଼କୁ ଆ଼ଆନା କାମାକିନାସି ଆ଼ନେସି, ଏ଼ୱାସି ତାନି କାମାତା ନେହାଁସି ।
26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।
୨୬ଇଚିହିଁ ଆମ୍ବାଆସି ଜାହାରାଇଁ ତୀରି ଗାଟାତେଏଁ ଇଞ୍ଜିଁ ଅଣ୍ପା କଡିନେସି, ଇଞ୍ଜାଁ ତାନି ୱେନ୍ଦରିତି ଲକ୍ଆନା ତା଼ନୁ ତାନି ହିୟାଁତି ନା଼ଡ଼ି କିନେସି, ଇଚିହିଁ ତାନି ଦାର୍ମୁକାମା କିନାୟି ଉଜେଏତାୟି ।
27 ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।
୨୭ତାଲି ତାଞ୍ଜି ହିଲାଆ କକାରି ପ଼ଦାଁଣି ଅ଼ଡ଼େ ରା଼ଣ୍ତେଣି ଇୟାସିକାଣି ତାମି ଦୁକୁ କା଼କୁଲି ବେ଼ଲାତା ସା଼ୟେମି କିନାୟି ଅ଼ଡ଼େ ଦାର୍ତିତା ମାନି ବାରେ ଲାଗେଏତି କାମାଟି ଗେଲ୍ପା କଡିନାୟି, ଈଦି ମା଼ ମାହାପୂରୁ ଅ଼ଡ଼େ ଆ଼ବା ନ଼କିତା ନେହାୟି ଅ଼ଡ଼େ ସୁଦୁ ଦାର୍ମୁତି କାମା ।