< ଯାକୁବ 4 >
1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ?
ମି ବିତ୍ରେ ଜୁଜ୍ ଆରି ଟେସ୍କେ ମେସ୍କେ ଇନେକିଦେଂ ଆନାତ୍? ମି ୱାସ୍କିତ ଲାଗାଜ଼ି ମାନି ଦାର୍ଜା ନେ ଇଦାଂ ନି ମୁଡ଼୍ ବିସ୍ରେ ।
2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;
ଏପେଙ୍ଗ୍ ଆହା କିଜ଼ି ମାନାଦେର୍; ମାତର୍ ପାୟା ଆଉଦେର୍; ଏପେଙ୍ଗ୍ ଅହନାକା ଆରି ଡାରା କିଜ଼ି ମାନାଦେର୍, ମାତର୍ ପାୟାଦେଂ ଆଡୁଦେର୍; ଏପେଙ୍ଗ୍ ଟେସ୍କେ ମେସ୍କେ ଆରି ଜୁଜ୍ କିଜ଼ିମାନାଦେର୍; ଏପେଙ୍ଗ୍ ଗାଟା ଆଉଦେର୍, ଇନେକିଦେଂକି ଏପେଙ୍ଗ୍ ଇସ୍ୱର୍ତିଂ ଏନୁଦେର୍;
3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।
ଏପେଙ୍ଗ୍ ଏନ୍ତାନାଦେର୍, ମାତର୍ ପାୟା ଆଉଦେର୍ ଇନେକିଦେଂକି ଜାର୍ ଜାର୍ ସୁକ୍ଆହାତ କର୍ଚ କିନି କାଜିଂ ବାନିୟା ଆହାତ ଏନ୍ନାଦେରା ।
4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।
ଏ ଦାରୁଲାର୍, ଜଗତ୍ନି ବନ୍ଦୁ ଇସ୍ୱର୍ତି ସାତ୍ରୁ ଇଦାଂ ଇନାକା ପୁନୁଦେରା? ଲାଗିଂ, ଜେ ଇନେର୍ ଜଗତ୍ତ ବନ୍ଦୁ ଆଦେଂ ମାନ୍ କିନାନ୍, ହେୱାନ୍ ଜାର୍ତିଂ ଇସ୍ୱର୍ତିଂ ସାତ୍ରୁ ଇଞ୍ଜି ହନାତ୍ ।
5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?
ଏପେଙ୍ଗ୍ ଇନାକା ଦରମ୍ ସାସ୍ତର୍ ଇ ବଚନ୍ତିଙ୍ଗ୍ ପଲ୍ୟା ଇଞ୍ଜି ମାନେ କିନାଦେରା, “ଇମ୍ଣି ଜିବୁନ୍ତିଂ ଇସ୍ୱର୍ ମା ବିତ୍ରେ ବାହା କିଦେଙ୍ଗ୍ ହିତ୍ତାନ୍ନା, ହେୱେନ୍ ମାଙ୍ଗେଙ୍ଗ୍ ପୁରା ଆଦିକାର୍ କିନି କାଜିଙ୍ଗ୍ ରବେ ଇଚା କିନାନ୍,”
6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”
ମାତର୍ ହେୱେନ୍ ପା ଆଦିକ୍ ଉପ୍କାର୍ ଦାନ୍ କିଦ୍ନାନ୍; ଲାଗିଂ ସାସ୍ତର୍ତ ହେଦାଂ ଲେକା ମାନାତ୍ “ଇସ୍ୱର୍ ଆକ୍ରିୟାରିଂ ବିରୁତ୍ କିନାନ୍ ମାତର୍ ହୁଦାର୍ ମାନାୟାରିଂ ଉପ୍କାର୍ ଦାନ୍ କିନାନ୍ ।”
7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ।
ଲାଗିଂ ଏପେଙ୍ଗ୍ ଇସ୍ୱର୍ତି ଲାଗାଂ ଜାର୍ତିଂ ହେଲାୟ୍ କିୟାଟ୍ । ସୟ୍ତାନ୍ତିଂ ବାହାହିମାଟ୍, ତାଆତିସ୍ ସୟ୍ତାନ୍ ମି କଚଣ୍ତାଙ୍ଗ୍ ହାନାତ୍ ।
8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
ଇସ୍ୱର୍ତି ଲାଗାଂ ଆଡ, ହେବେ ହେୱେନ୍ ମି ଲାଗାଂ ଆନାନ୍ । ଏ ପାପିୟାର୍, ମି କେଇ ସକଟ୍ କିୟାଟ୍, ଆରେ ଏ ରିମାନ୍ୟା କାଦେର୍, ମି ମାନ୍ତିଂ ନିର୍ମଲ୍ କିୟାଟ୍ ।
9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।
ବିତ୍ରେଦୁକ୍ ଆରି ଏତ୍କିଜ଼ିକଜ଼ି ଆଡ଼୍ବାନାର୍, ମି ଅପ୍ମାନ୍ ବାର୍ତି ଆୟେତ୍; ମି ୱାରି ୱାରିହିଲ୍ୱିତ ବାର୍ତି ଆୟେତ୍ ।
10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।
ମାପ୍ରୁତି ମୁମ୍ଦ ଜାର୍ ଜାର୍ତିଂ ତଲ୍ୟା କିୟାଟ୍, ତାଆତିସ୍ ହେୱାନ୍ ମିଙ୍ଗେଙ୍ଗ୍ ଉଚ୍ କିଦ୍ନାନ୍ ।
11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।
ଏ ଟଣ୍ଡାକାଦେର୍ ଆରି ତଣ୍ଦେକାଦେର୍, ଏପେଙ୍ଗ୍ ହାରି ବିରୁତ୍ ଆମାଟ୍; ଇନେର୍ ଟଣ୍ଡେନିଙ୍ଗ୍ ବିରୁତ୍ କିନାନ୍ କି ଟଣ୍ଡେନ୍ତି ବିଚାର୍ କିନାନ୍, ହେୱାନ୍ ବିଦିନି ବିରୁତ୍ କିନାନ୍ ଆରି ହେବେନି ବିଚାର୍ କିନାନ୍; ମାତର୍ ଏପେଙ୍ଗ୍ ଜଦି ବିଦିନି ବିଚାର୍ କିନାଦେରା, ତା ଆତିସ୍ ଏପେଙ୍ଗ୍ ବିଦି ପାଲି କିନାକା ଆୱାଦାଂ ହେବେ ବିଚାର୍କାର୍ୟା ଆନାଦେର୍ ।
12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ?
ବିଦିନିକାନ୍ ଆରି ବିଚାର୍ କିନାକାନ୍ ରକାନ୍ ମତର୍ ଇସ୍ୱର୍, ହେୱେନ୍ ରାକ୍ୟା ଆରି ନସ୍ଟକିଦେଂ ଆଡ୍ନାନ୍; ମାତର୍ ଜାର୍ ଲକୁରିଂ ବିଚାର୍ କିନାଦେରା ଜେ ଏପେଙ୍ଗ୍, ଏପେଙ୍ଗ୍ ଇନେର୍?
13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
ନଙ୍ଗ୍ ହୁଡ଼ାଟ୍, ଇମ୍ଣାକାର୍ ଇନାଦେରା, “ନେଞ୍ଜେଙ୍ଗ୍ କି ୱିଗା ଆସେଙ୍ଗ୍ ଅମ୍କ ବସ୍ତିତ ହାନାପ୍ ଆରି ହେବେ ର ବାର୍ହୁ ପାତେକ୍ ମାନ୍ଞ୍ଜି ବେପାର୍ବାଟ୍ କିଜ଼ି ଲାବ୍ କିନାପ୍,”
14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ।
ମାତର୍ ୱିଗା ମି ଜିବୁନ୍ତ ଇନାକା ଗିଟାଆନାତ୍, ହେଦାଂ ତ ଏପ୍ ପୁନୁଦେର୍! ମି ଜିବୁନ୍ ଗୁକ୍ଟା ଲାକେ, ଦାପ୍ରେ ଚଞ୍ଜ୍ୟାଜ଼ି ପାଚେ ଚାନେକ୍ତିଂ ଉମ୍ଜି ହାନାତ୍ ।
15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ।
ଲାଗିଂ ମିଦାଂ ଇନାକା ମାନାତ୍, “ମାପ୍ରୁତି ଇଚା ଆତିସ୍ ଆପ୍ ଜିବୁନ୍ ମାନ୍ଞ୍ଜି ଇଦାଂ କିନାସ୍ କି ହେଦାଂ କିନାସ୍, ଇ ଲାକେ ଇନାସ୍ ମି ଲଡ଼ା ।”
16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।
ମାତର୍ ନଙ୍ଗ୍ ଏପେଙ୍ଗ୍ ଜାର୍ ଜାର୍ ଆକ୍ରିୟା ବାବ୍ରେ ଗରବ୍ କିନାଦେରା; ଇବାନି ଗରବ୍ ବାନିୟା ଆନାତ୍ ।
17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।
ଲାଗିଂ, ଇମ୍ଣି ମାନାୟ୍ ଇମ୍ଣି ହାର୍ଦି କାମାୟ୍ କିନି ଲଡ଼ା ଇଞ୍ଜି ପୁନ୍ଞ୍ଜି ପା ହେଦାଂ କିଉନ୍, ହେୱାନ୍ ପାପ୍ କିନାନ୍ ।