< ଯାକୁବ 4 >

1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ?
ପେଇଂନେ ବିତ୍ରେ ଜବର୍‌ ଆରି କିରମର ମେନ୍‌ସାଃ ଡିଂଏ? ପେନେ ଉର୍ଦେ ଲାଗେ ଲେଃକ୍ନେ ଗାଗ୍‌ଡ଼େନେ ଇକ୍‌ଚା କାମ୍ଇଂ ଆଃ ଆକେନ୍‌ନେ କାରନ୍‌ ।
2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;
ଡାଗ୍ଲା ପେ ମେଃନି ବାନେ ନ୍‌ସାଃ ମନ୍‌ ଡିଂପେଡିଂକେ ଆତେନ୍‌‌ ବାପେୟାଲା ବାଗୁଏଃ ନ୍‌ସାଃ ଏତେ ପେଡିଂକେ । ମେଃନି ବାନେ ନ୍‌ସାଃ ପେନେ ମାଲେ ମନ୍‌ ଡିଂଏ ଆତେନ୍‌ ପେବାଲା କିରମର ଆରି ରିଂଆଃ ପେଡିଂକେ । ପେ ଇସ୍‌ପର୍‌ ବିସ‍ୟ୍ ମାବାନେ କାରନ୍ ଡିଂଡିଂକେ ପେ ଇସ୍‌ପର୍‌କେ ସେଲିଆ ପେବଣ୍ଡୁ ।
3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।
ବାରି ସେଲିଆଃଲା ଣ୍ତିଗ୍‌ ମାବାନେ କାରନ୍ ଡିଂଡିଂକେ ପେ ସାଲିଆନେ ସତ୍ ଣ୍ଡୁ । ପେଇଂ ନିଜର୍‌ନେ ସୁକ୍‌ ବାନ୍‌ସାଃ ସାଲ୍ୟାଃପେଡିଂକେ
4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।
ଆରି ବିସ୍‌ବାସ୍‌ନ୍ନିଆ ବିସ୍ ବିଣ୍ଡ୍ରେ ପେ ମେଃଆରେ ପେମ୍ୟାଃକେ? ସଂସାର୍‌ ଆସାଇ ଜା ଇସ୍‌ପର୍‌ନେ ଡାଗ୍ରା ବିରଦ୍‌ ଡିଂଏ? ଜା ଆକେନ୍‌ ଦର୍ତନି ଏତେ ସାଙ୍ଗ ଡିଂଏ ମେଁ ଇସ୍‌ପର୍‌ନେ ସତ୍ରୁ ।
5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?
ସାସ୍ତର୍‌ନେ ଆକେନ୍ ସାମୁଆଁନ୍ନିଆ ମେଃଆରେ ସତ୍‌ ଣ୍ତୁ ଡାଗ୍‌ଚେ ମନେ ଡିଂପେଡିଂକେ “ଇସ୍‌ପର୍‌ ନେଇଂନେ ଡାଗ୍ରା ମୁଃଡ଼ି ଆତ୍ମା ତିଆର୍ ଡିଂବକେ ଆମେକେ ସାପା ଅଦିକାର୍‌ ଡିଂନ୍‌ସାଃ ମେଁ ଏତେଡିଂଗେ?”
6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”
ଡାଗ୍ଲା ଇସ୍‌ପର୍ ମୁଡ଼ି ଦୟା ବିଃଡିଂକେ ଆତେନ୍‌ ମାଲେ ବପୁ । ସାସ୍ତର୍‌ନ୍ନିଆ ଗ୍ନୁଆର୍‌ ଲେଃକେ “ଇସ୍‌ପର୍ ଆଂକାର୍‌ଣ୍ତ୍ରେଇଂନେ ବିରଦ୍ ଡିଂଏ ଡାଗ୍ଲା ଦରମ୍‌ ରେମୁଆଁଇଂକେ ଦୟା ଡିଂଏ ।”
7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ।
ତେଲା ଇସ୍‌ପର୍‌ନେ ଡାଗ୍ରା ନିଜେକେ ସର୍‌ପେ ବିଃପା । ସ‍ଏତାନ୍‌କେ ଆଗୁଏବିଃପା । ତେଲା ମେଁ ପେଇଂନେ ଡାଗ୍ରାବାନ୍ ଲାଗ୍‌ଡଏ ।
8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
ଇସ୍‌ପର୍‌ନେ ଡାଗ୍ରା ଲାଲାପା ଆରି ମେଁ ପେନେ ଡାଗ୍ରା ଲେଃଏ । ଅ ପାପିସ୍ଟ ପେନେ ନ୍ତି ପବିତ୍ର ଆଡିଂ । ଅ ମ୍ବାର୍‌ମନ୍‌ ମନ୍‌ ପବିତ୍ର ଡିଂପା
9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।
ନେଃଗାପା ଅଃନେ ଆରି ବଗ୍‌ଲଟୁଲଃ ଅଃପା; ପେଇଂନେ ଲୁଆଃନେ ଆରି ମ୍ଲେଡ଼ିଆ ବିସ୍‌ନ୍ନିଆ ମିସୁଃ ୱେଲେଃ;
10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।
ମାପ୍‌ରୁନେ ସେଃମଁ ଦରମ୍‌ ଡିଂପା । ତେଲା ମେଁ ଆପେକେ ଉର୍ନତି ଆଃଡିଂଏ ।
11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।
ଅ ବୟାଁ ଆରି ତନାଇଂ ନିଜେ ନିଜେ ବିତ୍ରେ ବିଚାର୍ ଆଡିଂଗେପା । ବିସ୍‌ବାସି ବୟାଁନେ ବିଚାର୍‌ ଡିଂଚେ ଜାଣ୍ଡେଃ ମେଁନେ ବୁଦି ଡିଂଏ ନିୟମ୍‌ନେ ବିଚାର୍‌ଣ୍ଡ୍ରେ ମାଡିଂଚେ ମେଁନେ ପାଲନ୍‌ଣ୍ଡ୍ରେ ଡିଂପା । ଆକେନ୍ ତ ପେଇଂନେ କାମ୍ ।
12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ?
ଇସ୍‌ପର୍ ଆଃ ମୁଇଂଡା ନିୟମ୍ ବିଃଣ୍ଡ୍ରେ ଆରି ବିଚାର୍‌ ଡିଂଣ୍ତ୍ରେ । ଆତେନ୍‌‌ସା ପେ ଜାଣ୍ଡେ ଜେ ସାଇପଡ଼ିସାନେ ବିଚାର୍ ଡିଂପେଡିଂକେ ।
13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
ପେଇଂନେ ବିତ୍ରେ ଜାଣ୍ଡେ ଜାଣ୍ଡେ ଆଂକାର୍‌ ଡିଂଚେ ବାସଂଆର୍‌ଏ, “ନେ ଏଃକେ ଲେଃ ଞ୍ଜଡ଼େ ଅମ୍‌କ ଇନି ନେଃୱେ ଆତ୍‌ଡାଗ୍ରା ମେମୁଆଁ ନେଃଲେ ଆରି ବେପାର୍‌ବାଟ୍‌ ଡିଂଚେ ମାଲେ ଡାବୁ ନେଃଆର୍‌ଜେ”
14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ।
ଡାଗ୍ଲା ଞ୍ଜଡ଼େ ନା ଜିବନ୍‌ରେ ମେଁନେ ଗଟେଏ ଆତେନ୍‌‌ ପେମ୍ୟାକେ । ପେନେ ଜିବନ୍ ତାଉଲଃ ସୁଗୁଆ ପ୍ରେକ୍‌ ଆଃ ତ୍ନାଚେ ପ୍ରେକ୍‌ ଆଃ ଆତ୍ନା ଣ୍ତୁ ଦେତ୍‌ରକମ୍‌ ପେଇଂନେ ଜିବନ୍‌ ରକମ୍‌ ।
15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ।
ତେସା ପେନେ ବାସଙ୍ଗ୍‌ନେ ଦର୍‌କାର୍‌ “ମାପ୍ରୁନେ ଇକ୍‌ଚା ଡିଙ୍ଗ୍‌ଲା ନେ ମ୍ବ୍ରଲେଃଚେ ଏନ୍ ନେଃଡିଂ ଆରି ଆତେନ୍‌‌ ନେଃଡିଂ ।”
16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।
ଡାଗ୍ଲା ଏବେ ପେଇଂ ଆଂକାର୍‌ ଡିଂଚେ ଆତ୍ମା ଗର୍ବ ଡିଙ୍ଗ୍‌ ପେଡିଙ୍ଗ୍‌କେ । ଆତ୍ମା ଗର୍ବ ଦଦ୍ୟା‌ ଡିଙ୍ଗ୍‌ଏ ।
17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।
ମନେ ବପା ମୁଡ଼ି ରେମୁଆଁ ମେଃଡିଗ୍ ସତ୍‌କାମ୍‌ ଡିଂନେ ଟିକ୍‌ ଡାଗ୍‌ଚେ ମ୍ୟାଃଚେ ଡିଗ୍‌ ଆତେନ୍‌‌ ଆଡିଂଣ୍ତୁ ମେଁ ପାପ୍‌ ଡିଂଏ ।

< ଯାକୁବ 4 >