< ଯାକୁବ 3 >
1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ ଯେ, ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା।
୧ହେ ହାଗା ମିଶିକ, ଆପେକଏତେ ପୁରାଃ ଇନିତୁକ ଆଲପେ ହବାଅଃଆ । ଚିୟାଃଚି ଆପେ ସାରିତାନାପେ ଯେ, ଆଲେ ଲେକାନ୍ ଇନିତୁକ ଏଟାଃକଆଃ ତାଃଏତେ ପୁରାଃଗି ସାଜାଇକ ନାମେୟା ।
2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।
୨ଆବୁ ସବେନ୍କଦ ଚିମିନ୍ସା ଭୁଲ୍ ରିକାଃବୁ । ଜେତାଏ ଆୟାଃ ଜାଗାର୍ତାନ୍ ଇମ୍ତା କାଏ ଭୁଲ୍ଲେତାନ୍ ରେଦ, ଇନିଃ ପକ୍ତାକାନ୍ ଆଡଃ ଆପ୍ନାଃ ହଡ଼୍ମକେ ପୁରା ଥାବର୍କେଦ୍ତେ ଦହ ଦାଡ଼ିତାନ୍ ହଡ଼ ତାନିଃ ।
3 ଦେଖ, ଆମ୍ଭେମାନେ ଅଶ୍ୱମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ୱାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ।
୩ସାଦମ୍ଆଃ ହଡ଼୍ମକେ ଥାବର୍ରେ ଦହ ନାଗେନ୍ତେ ଆବୁ ଆୟାଃ ମଚାରେ ଲାଗମ୍ ତଲାଃବୁ ଆଡଃ ଆବୁ ଇନିଃକେ ଆବୁଆଃ ଇଛାସାନାଙ୍ଗ୍ ଲେକାତେ ଇଦି ଦାଡ଼ିୟାଃବୁ ।
4 ଏବଂ ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲିଥାଏ।
୪ମିଆଁଦ୍ ମାରାଙ୍ଗ୍ ଦାଆଃ ଜାହାଜ୍ ବିଷାଏରେ ଉଡ଼ୁଃଇପେ, ଦାଆଃ ଜାହାଜ୍କେ ଚାଲାଅତାନ୍ନିଃ ପୁରାଃ ହୟ ହିଜୁଃତାନ୍ରେୟ ମିଆଁଦ୍ ହୁଡିଙ୍ଗ୍ ପାତୱାର୍ରେୟାଃ ଦେଙ୍ଗାତେ ଏନାକେ ଥାବର୍ରେ ଦହକେଦ୍ତେ ଆପ୍ନାଃ ଇଛାସାନାଙ୍ଗ୍ ଲେକାତେ ଚାଲାଅ ଇଦିୟାଏ ।
5 ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହାଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।
୫ଏନ୍ଲେକାଗି ନେ ଆଲାଙ୍ଗ୍ହ ହୁଡିଙ୍ଗିଆ, ଏନ୍ରେୟ ମାପ୍ରାଙ୍ଗ୍ କାଜି କାଜିକେଦ୍ତେ ଆପାନ୍କେ ମାରାଙ୍ଗ୍ ମେନ୍ତେ କାଜିନାଃ । ଉଡ଼ୁଃ ଲେକାପେ ଚିଲ୍କା ସେଙ୍ଗେଲ୍ ଆଙ୍ଗରା ହୁଡିଙ୍ଗ୍ରେୟଗି ମାରାଙ୍ଗ୍ ବିର୍କେ ଅଣ୍ଡର୍ତାଃଏ ।
6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ। (Geenna )
୬ମଚାରେୟାଃ ଆଲାଙ୍ଗ୍ ସେଙ୍ଗେଲ୍ ଲେକ୍ନାଃ ତାନାଃ, ଆବୁଆଃ ହଡ଼୍ମରେୟାଃ ହିସାରେ ଅତେଦିଶୁମ୍ରେୟାଃ ସବେନ୍ ଏତ୍କାନ୍ରେୟାଃ ଏନେଟେଦ୍ ଲେକ୍ନାଃ ତାନାଃ । ଏନା ଆବୁଆଃ ହଡ଼୍ମରେ ତାଇନ୍ତାନ୍ ହରାତେ ହସଡ଼ କାଜିକ ନିତିର୍ୟାନ୍ଲଃ ଆବୁଆଃ ପୁରା ହଡ଼୍ମକେ ସତ୍ରାକାଦା । ଆଲାଙ୍ଗ୍ରେୟାଃ ନାରାକ୍ ସେଙ୍ଗେଲ୍ରେ ଆବୁଆଃ ଗଟା ଜୀଦାନ୍କେ ଅଣ୍ଡର୍ତାଃଏ । (Geenna )
7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇପାରେ, ପୁଣି, ବଶରେ ରଖାଯାଇଅଛି;
୭ମାନୱା ସବେନ୍ ବିର୍ ଜାଁତୁକକେ, ଚେଣେଁ, ରେଙ୍ଗାଅଜାଁତୁ ଆଡଃ ଦାଆଃରେ ତାଇନ୍ତାନ୍ ଜାଁତୁକକେ ଆପ୍ନାଃ ଆକ୍ତେୟାର୍ରେ ଦହକାଦ୍କଆ ।
8 କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ।
୮ମେନ୍ଦ ଜେତାଏ ଚିଉଲାହ ଆଲାଙ୍ଗ୍କେ ଥାବର୍ରେ ଦହ କାକ ଦାଡ଼ିୟା । ଏନା ହସଡ଼ତେ ଆଡଃ ଗନଏଃରାଃ ମାହୁଁରାତେ ପେରେଜାକାନା ।
9 ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ବରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ;
୯ଆବୁ ଆଲାଙ୍ଗ୍ ହରାତେ ପ୍ରାଭୁ ଆଡଃ ଆପୁ ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ ଏମାଃବୁ । ଆଡଃ ଏନ୍ ଆଲାଙ୍ଗ୍ ହରାତେ ପାର୍ମେଶ୍ୱାର୍ଆଃ ସଭାବ୍ ଲେକାଗି ବାଇୟାକାନ୍ ହଡ଼କକେ ସାର୍ପାଅକ ତାନାବୁ ।
10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।
୧୦ଏନ୍ ମଚା ହରାତେଗି ଧାନ୍ୟାବାଦ୍ ଆଡଃ ସାର୍ପାଅ ଅଡଙ୍ଗ୍ଅଃତାନା । ହେ ହାଗା ମିଶିକ, ଏନ୍ଲେକା ଆଲକା ହବାଅଃକା ।
11 ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
୧୧ମିଆଁଦ୍ ସେତେଙ୍ଗ୍ଏତେ ହେଡ଼େମ୍ ଆଡଃ ମେହେର୍ ଦାଆଃ ଲିଙ୍ଗି ଦାଡ଼ିୟଃଆଚି?
12 ହେ ମୋହର ଭାଇମାନେ, ଡିମ୍ବିରିବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମ୍ବିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ।
୧୨ହାଗା ମିଶିକ, ଲଆଦାରୁଏତେ ଚିନାଃ ଜାଇତୁନ୍ ଜ ଜ'ଆ? ଚାଏ ଦାଖ୍ନାଡ଼ିଏତେ ଚିନାଃ ଲଆ ଜ ଜ'ଆ? ଏନ୍ଲେକାଗି ବୁଲୁଙ୍ଗ୍ ଦାଆଃ ଲିଙ୍ଗିୟଃତାନ୍ ସେତେଙ୍ଗ୍ଏତେ ହେଡ଼େମ୍ ଦାଆଃ କା ଲିଙ୍ଗିୟଃଆ ।
13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
୧୩ଆପେକଏତେ ସେଣାଁନ୍ନିଃ ଚାଏ ଆଟ୍କାର୍ଉରୁମ୍ନିଃ ଅକଏ ମେନାଇୟା? ଇନିଃ ସେଣାଁନ୍ତେ ଆଡଃ ଲେବେଃତେ ବୁଗିନ୍ କାମି ରିକାକେଦ୍ତେ ଆୟାଃ ଜୀଦାନ୍ରେ ଉଦୁବେକାଏ ।
14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ।
୧୪ମେନ୍ଦ ଆପେୟାଃ ମନ୍ସୁରୁଦ୍ରେ ହିସ୍ଙ୍ଗା, ମେହେର୍ ଆଡଃ ଆପ୍ନାଃ ନାଙ୍ଗ୍ ଏସ୍କାର୍ ଉଡ଼ୁଃତେ ପେରେଜାକାନ୍ ରେଦ, ଆପ୍ନାଃ ସେଣାଁନ୍ ହରାତେ ସାନାର୍ତିରାଃ ବିରୁଧ୍ରେ ଆପାନ୍କେ ମାରାଙ୍ଗ୍ ମେନ୍ତେ ଆଲପେ କାଜିନ୍ ଆଡଃ ହସଡ଼ କାଜି ଆଲପେ କାଜିୟା ।
15 ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
୧୫ନେ'ଲେକାନ୍ ସେଣାଁ ପାର୍ମେଶ୍ୱାର୍ତାଃଏତେ କା ହିଜୁଃଆ, ମେନ୍ଦ ନେ ସେଣାଁ ଅତେଦିଶୁମ୍ଏତେ ହିଜୁଃଆ । ନେଆଁ ଆତ୍ମାଏତେ କାହା ମେନ୍ଦ ସାଏତାନ୍ତାଃଏତେ ହିଜୁଃଆ ।
16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ।
୧୬ଚିୟାଃଚି ଅକ୍ତାଃରେ ହିସ୍ଙ୍ଗା, ଆପ୍ନାଃ ନାଙ୍ଗ୍ ଏସ୍କାର୍ ଉଡ଼ୁଃ ମେନାଃ, ଏନ୍ତାଃରେ ବିନ୍ଗାଅ, ଆଡଃ ସବେନ୍ ଲେକାନ୍ ଏତ୍କାନ୍ କାଜିକ ତାଇନାଃ ।
17 କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ।
୧୭ମେନ୍ଦ ସିର୍ମାଏତେ ଆଡ଼୍ଗୁଃତାନ୍ ସେଣାଁ ସବେନାଃଏତେ ସିଦାତେଦ ଫାର୍ଚି, ସୁକୁ ଏମଃ, ଲେବେଃମନ୍, ଆଡଃ ଗାତିସାଙ୍ଗାତି ତାନାଃ, ଏନା ଦାୟାତେ ପେରେଜାକାନା ଆଡଃ ପୁରାଃଗି ବୁଗିନ୍ କାମିରେୟାଃ ଜ'ତେ ପେରେଜାକାନା । ନେଆଁ ସାର୍ତିତେ ଆଡଃ ବେଗାର୍ ଆଡ଼ାଃଉଡ଼ୁଃତେ ହବାଅଃତାନା ।
18 ପୁଣି, ଶାନ୍ତିକାରକ ଲୋକମାନେ ଶାନ୍ତିର ବୀଜ ବୁଣନ୍ତି, ସେମାନେ ଧାର୍ମିକତା ରୂପ ଫଳ କାଟିବେ।
୧୮ଜୀଉସୁକୁ ବାବାଇ ହଡ଼କ ହରାତେ ହେରାକାନ୍ ହିତାଏତେ ଧାର୍ମାନ୍ରେୟାଃ ଜ' ଏମାଃଏ ।