< ଯାକୁବ 3 >
1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ ଯେ, ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା।
ଆରି ବୟାଁ ଆରି ତନାଇଂ ପେଇଂନେ ବିତ୍ରେ ଗୁଲୁଏ ରୁଆ ଦରମ୍ ସିକ୍ୟା ଗୁରୁ ଡିଂନେ ଦର୍କାର୍ ଣ୍ଡୁ । ଡାଗ୍ଲା ପେ ପେମ୍ୟାଃକେ ଜେ ନେ ସୁଗୁଆ ଗ୍ରଇଂ ବିନ୍ ରେମୁଆଁବାନ୍ ମାଲେ କଷ୍ଟ ବାବ୍ରେ ବିଚାର୍ ଡିଂଆର୍ଏ ।
2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।
ନେ ସାପାରେ ଗୁଲୁଏ ତର୍ ବୁଲ୍ ଡିଂନେଃବଏ । ଜଦି ଜାଣ୍ଡେଃ ମେଁନେ ବାଃଲିର୍ବାତାନ୍ନିଆ ଅଃନାଡିଗ୍ ବୁଲ୍ ଆଡିଂ ଣ୍ଡୁ ତେଲା ମେଁ ପୁରନ୍ ଆରି ନିଜେକେ ପୁରା ସାନ୍ତି ଡିଂୟାକେ । ସାପା ଗାଗ୍ଡ଼େକେ ଡିଗ୍ ନିଜେନେ ଅଦିକାର୍ରେ ବ୍ବନେ ୟାଏ ।
3 ଦେଖ, ଆମ୍ଭେମାନେ ଅଶ୍ୱମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ୱାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ।
ଗଡ଼ାକେ ନିଜର୍ ଦାଇତ୍ରେ ବନେନ୍ସାଃ ନେ ଲାଗାମ୍ ନେଃବିଃଏ ଆରି ନେଃନେ ଇକ୍ଚା ଅନୁସାରେ ମେଁନେ ଗାଗ୍ଡ଼େକେ ଆଃଅଲେଙ୍ଗ୍ ନେଃୟାଏ ।
4 ଏବଂ ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲିଥାଏ।
ମୁଇଂ ମ୍ନାଃ ଜାଆଜ୍ ବିସୟ୍ରେ ନେଃଗାପା । ଜାଆଜ୍ ଆଃକିର୍ଣ୍ଡ୍ରେ ମାଲେ ୱେଡ଼୍ୟାଃ ପାଂଡିଂଲା ଣ୍ଡିଗ୍ ଉଦିଗ୍ ଡାଆଁ ପ୍ଲଗ୍ ଏଃତେ ଆମେକେ ଅନ୍ମାନ୍ ଡିଂଚେଃ ଇକ୍ଚା ଅନୁସାରେ ଆଃକିର୍ ଡୁଂୱେଏ ।
5 ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହାଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।
ଆକେନ୍ ଉଦାଅରନ୍ ନ୍ଲିଆ ଡାଗ୍ରା ଲେଃକେ । ଆତେନ୍ ଡାଆଁ ଡିଂଲା ଣ୍ଡିଗ୍ ମ୍ନାଃ ମ୍ନାଃ ସାମୁଆଁ ବାସଂଚେଃ ଗରବ୍ ଡିଂୟାଏ । ନେଃଗା କେଲାପା ଡିଡିରକମ୍ ମାଃସ ଡିଂଲାଣ୍ଡିଗ୍ ମ୍ନାଃ କଣ୍ଡାକେ ଆଗିଃ ବିଃଏ ।
6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ। (Geenna )
ନ୍ଲିଆ ସୁଆ ସୁଗୁଆ; ଗୁଲୁଏ ନାଲେ ବିସୟ୍ରେ ତ୍ନଲେଃକେ; ବାରି ଆତେନ୍ ନେଃନେ ଗାଗ୍ଡ଼େ ବିତ୍ରେ ଲେଃକ୍ନେ ନ୍ସାଃ ନାଲେ ବପୁ ବେପ୍ରେଚେଃ ନେଃନେ ସର୍ତେ ଜିବନ୍କେ ପାପ୍ ଆଡିଂଏ । ନ୍ଲିଆନେ ନର୍କ ସୁଆ ନେଃନେ ସାପା ଜିବନ୍କେ ଆଃଗିଃବିଏ । (Geenna )
7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇପାରେ, ପୁଣି, ବଶରେ ରଖାଯାଇଅଛି;
ରେମୁଆଁ ସର୍ତେ କଣ୍ଡାଜନ୍ତୁ ପ୍ଲିଗ୍ ବୁବଃ ଗିଡ଼ିଆ କେଣ୍ଡିଆନ୍ନିଆ ଲେଃନେ ଜିବ୍କେ ନିଜର୍ ଅଦିକାର୍ରେ ବ ୟାକେ ।
8 କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ।
ମାତର୍ ଜାଣ୍ଡେଃ ଅଃନା ନ୍ଲିଆକେ ନିଜର୍ ଅଦିକାର୍ ଆଡିଂ ଆୟାକେ ଣ୍ତୁ । ଆତେନ୍ ମିଚ୍ ଆରି ବାଗୁଏଟୁଗୁଏ, ମାଲେ ୱିଂଆଃ ରିଙ୍ଗ୍ଆଃନ୍ନିଆ ଆତେନ୍ ତ୍ନଲେଃକେ ।
9 ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ବରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ;
ନେ ନ୍ଲିଆ ଏଃତେ ମାପ୍ରୁ ଆବା ଇସ୍ପର୍କେ ଦନ୍ୟବାଦ୍ ନେଃବିଃ । ବାରି ଆକେନ୍ ନ୍ଲିଆ ଏଃତେ ଇସ୍ପର୍ନେ ସୁଗୁଆ ଆରେକ୍ନେ ରେମୁଆଁକେ ସେବ୍ ଣ୍ଡିଗ୍ ବିଃଲେଃ ।
10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।
ଆତେନ୍ ମୁଇଂ ତୁମୁଆଃବାନ୍ ଦନ୍ୟବାଦ୍ ଆରି ସେବ୍ ତର୍ସାଏ । ବୟାଁଇଂ ଦେକ୍ରକମ୍ ଡିଂନେ ଦର୍କାର୍ ।
11 ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
ମୁଇଂ ଜର୍ନାବାନ୍ ମ୍ବ୍ରେକ୍ନେ ଆରି ବିସେଃକ୍ନେ ଣ୍ଡିଆଃ ଜର୍ୟାଃ ୟାଏ କି?
12 ହେ ମୋହର ଭାଇମାନେ, ଡିମ୍ବିରିବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମ୍ବିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ।
ବୟାଁଇଂ ଲିୱା ସ୍ଲାଃଡାଗ୍ରା ମେଃଆରେ ଜିତ ଚୁଚୁଡ଼େ ଚୁଏ? ଅଙ୍ଗୁର୍ ଲ୍ଲିଡାଗ୍ରା ମେଃଆରେ ଲିୱା ଚୁଏ? ଦେତ୍ରକମ୍ ବିତିଗ୍ଡ଼୍ୟାଃ ଜର୍ନାବାନ୍ ମ୍ବ୍ରେକ୍ନେ ଣ୍ଡିଆ ତାର୍ ଆୟାଣ୍ଡୁ ।
13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
ପେଇଂନେ ବିତ୍ରେ ଜାଣ୍ଡେଃ ମେଃଆରେ ଗ୍ୟାନି ଆରି ବୁଦିଣ୍ଡ୍ରେ? ମେଁ ଗିଆନ୍ ଆରି ଦରମ୍ ଏଃତେ ସତ୍କାମ୍ ଡିଂଚେଃ ମେଁ ଜିବନ୍ରେ ଆକ୍ମେନେ ସାକି ବିଃଲେଃ ।
14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ।
ଡାଗ୍ଲା ଜଦି ପେନେ ଉର୍ଦେନେ ଇଂସା ଆଙ୍କାର୍ ଆରି ବିସେଃକ୍ନେ ବାବ୍ରେ ଲେଃକେ ନିଜର୍ ବୁଦି ଆରି ଗିଆନ୍ ନ୍ସାଃ ଗର୍ବ ଡିଂଚେ ସତ୍ନେ ଆଆଁନ୍ତାର୍ଗେପା ।
15 ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
ଦେକ୍ରକମ୍ ଗ୍ୟାନ୍ ଇସ୍ପର୍ନେବାନ୍ ଆପାଂ ଣ୍ଡୁ; ଆତେନ୍ ଦର୍ତନିବାନ୍, ଗାଗ୍ଡ଼େବାନ୍, ସଇତାନ୍ବାନ୍ ପାଂଏ ।
16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ।
ଆଣ୍ଡିଡାଗ୍ରା ଇଂସା ଆରି ଆଙ୍କାର୍ ଆତ୍ଡାଗ୍ରା ୱିଂଆଃରିଂଆଃ ଆରି ସାପା ରକମ୍ ଅସାନ୍ତି ଆରି ଦଦ୍ୟା କାମ୍ ଲେଃଏ ।
17 କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ।
ମାତର୍ ଆଡ଼ାତ୍ରାବାନ୍ ପାଂକ୍ନେ ଗ୍ୟାନ୍ ପର୍ତୁମ୍ନେ ଡିଂକେ ପବିତ୍ର, ଆତେନ୍ ଣ୍ଡିଗ୍ ସାନ୍ତି ବିଃଣ୍ତ୍ରେ, ସୁକ୍ସାନ୍ତି ଆରି ସାପାରେନେ ମୁଇଂ ମନ୍ । ଆତେନ୍ ଲିବିସଃ ତ୍ନଲେଃକେ ଆରି ଗୁଲୁଏ ଏତେ ସୁଗୁଆ ସତ୍କାମ୍ ସୁଗୁଆ ଚୁଚୁଡ଼େ ଆଃଚୁଏ; ଆତେନ୍ ସନ୍ଦେଅ ଆରି ମିଚ୍ ଣ୍ଡୁ ।
18 ପୁଣି, ଶାନ୍ତିକାରକ ଲୋକମାନେ ଶାନ୍ତିର ବୀଜ ବୁଣନ୍ତି, ସେମାନେ ଧାର୍ମିକତା ରୂପ ଫଳ କାଟିବେ।
ସାନ୍ତି ଆଃରେଣ୍ଡ୍ରେଇଂନେ ବାନ୍ ବିଗ୍ବ୍ନନେ ଚ୍ମୁବାନ୍ ଦରମ୍ ରକମ୍ ଚୁଚୁ ୱେୟାଏ ।