< ଯାକୁବ 2 >
1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
୧ଏ଼ ନା଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା, ମା଼ ଗାୱୁରମିଗାଟି ପ୍ରବୁ ଜୀସୁ କ୍ରୀସ୍ତ ତା଼ଣା ନାମା ମାନାତେରି ମାଣ୍ସିୟାଁତି ମୂମ୍ବୁ ମେସାନା ଲେ଼ମ୍ବାଆ଼ଦୁ ।
2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
୨ଇଚିହିଁ ରଅସି ବାଂଗାରା ମୁଦି ଅ଼ଡ଼େ ଦାରାଗାଟି ନେହିଁ ଅ଼ଜିତି ହିମ୍ବରି ହୁଚାନା କୁଟମି କୂଡ଼ା ଆ଼ହାମାନି ତା଼ଣା ୱା଼ନେସି, ଅ଼ଡ଼େ ର଼ ହିଲାଆଗାଟାସି ଗେଞ୍ଜାମାନି ମା଼ହିଁତି ହିମ୍ବରି ହୁଚାନା ୱା଼ନେସି,
3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
୩ଅ଼ଡ଼େ, ମୀରୁ ଦାରାଗାଟି ଅ଼ଜିତି ହିମ୍ବରି ହୁଚିତି ଲ଼କୁଇଁ ମା଼ନି କିହାଁ ଏଲେଇଞ୍ଜେରି, “ଇମ୍ବାଆଁ ନେହିଁ ଟା଼ୟୁତା କୁଗାମୁ,” ଅ଼ଡ଼େ ହିଲାଆଗାଟାଣାଇଁ ଏଲେଇଞ୍ଜେରି “ଏମ୍ବାଆଁ ନିଚାମାନାମୁ, ଆ଼ଆତିଁ ନା଼ କଡାୟାଁ ଡ଼଼ଇକା କୁଗାମୁ,”
4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
୪ଆ଼ଆତିଁ ମୀରୁ ମୀ ବିତ୍ରା କାଜା ଲ଼କୁ ଊଣା ଲ଼କୁ ପାର୍ଡ଼ା ବାଚି କିୱି ଆ଼ହାଁ ଏଟ୍କା ଏଟ୍କା କିହାଁ ଲାଗେଏତି ନୀହାଁୟି କିହିମାଞ୍ଜେରି ।
5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
୫ଏ଼ ନା଼ ଜୀୱୁତି ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା, ୱେଞ୍ଜୁ, ମାହାପୂରୁ ଈ ଦାର୍ତିତା ବାତ୍କୁ ହିଲାଆଗାଟାରାଇଁ ତାମି ନାମୁତା ଦ଼ନ ଗାଟାରି ଆ଼ହାଲି, ଅ଼ଡ଼େ ତାନି ଜୀୱୁନ଼ହିଁ ମାନାରାଇଁ ଆମିନି ରା଼ଜି ହୀହାଲି ଆ଼ଞ୍ଜାମାନେସି, ଏମ୍ବାତି ଅଦିକାରା କିହାଲି ଆ଼ଚା ହିଲଅସି?
6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
୬ସାମା ମୀରୁ କା଼କୁଲି ଗାଟାରାଇଁ ଅ଼ପିହିଲଅତେରି । ବାତ୍କୁ ଗାଟାରି ମୀ ମୁହେଁ ରା଼ଜି କିୟଅରି କି? ଅ଼ଡ଼େ ମିଙ୍ଗେ ନୀହାଁୟି ପାଙ୍ଗାତା ରେଜା ଅୟଅରି କି?
7 ଯେଉଁ ମହତ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
୭ଆମିନି କାଜା ଦ଼ରୁତଲେ ୱେ଼ଙ୍ଗା ମାଞ୍ଜେରି, ଏ଼ନାଆଁ ଏ଼ୱାରି ଏ଼ ଦ଼ରୁତି ନିନ୍ଦା କିଅରି ।
8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
୮ମୀରୁ ମୀ ପା଼ଡ଼ିତି ଲ଼କୁଣି ମୀ ଜୀୱୁତି ଜୀୱୁ ନ଼ନି ଲେହେଁ ଜୀୱୁନ଼ଦୁ, ସା଼ସ୍ତେରିତା ରା଼ସ୍କି ଆ଼ହାମାନି ମାହାପୂରୁ ରା଼ଜିତି ମେ଼ରା ସାତେଏ ମା଼ନୱି ଆ଼ଦେରି, ଆତିହିଁ ମୀରୁ ନେହିଁ କିହିମାଞ୍ଜେରି,
9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
୯ସାମା ଲ଼କୁ ମୂମ୍ବୁତି ମେସାନା ଲେ଼ମ୍ବିମାଞ୍ଜେରି, ଆତିହିଁ ମୀରୁ ପା଼ପୁ କିହିମାଞ୍ଜେରି, ଅ଼ଡ଼େ ଏ଼ ମେ଼ରା ତଲେ ଦ଼ହ ଗାଟାତେରି ଇଞ୍ଜିଁ ତ଼ଞ୍ଜା ଆ଼ହିମାଞ୍ଜେରି ।
10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
୧୦ଆମ୍ବାଆସି ବାରେ ମ଼ସାତି ମେ଼ରା ମା଼ନୱି ଆ଼ହାଁ ରଣ୍ତିଏ ମେ଼ରାତି ଊରିନେସି, ଇଚିହିଁ ଏ଼ୱାସି ବାରେ ମେ଼ରାତି ଦ଼ହ ତଲେ ଡଣ୍ତ ବେଟା ଆ଼ନେସି ।
11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
୧୧ଆମିନି ମାହାପୂରୁ ଦା଼ରିକାମା କିଆଦୁ ଇଞ୍ଜିଁ ୱେସା ମାଚାସି, ଏ଼ୱାସି ଲ଼କୁଣି ପା଼ୟାଆଦୁ ଇଞ୍ଜିଁ ଜିକେଏ ୱେସାମାନେସି, ମୀରୁ ଦା଼ରିକାମା କିଆନା ଲ଼କୁଣି ପା଼ୟିଦେରି ଇଚିହିଁ ମେ଼ରାତି ଊରିନାତେରି ଆ଼ଦେରି ।
12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
୧୨ଗେଲ୍ପିଆ଼ତି ମ଼ସାତି ମେ଼ରାଟି ମୀରୁ ନୀହାଁୟି କିୱିଆ଼ଦେରି, ଈଦାଆଁ ପୁଞ୍ଜାନା ଏଲେତି କାତା ଜ଼ଲାଦୁ ଇଞ୍ଜାଁ କାମା କିଦୁ ।
13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
୧୩ଇଚିହିଁ ଆମ୍ବାଆସି କାର୍ମା ମେହ୍ଅସି ମାହାପୂରୁ ଏ଼ୱାଣାଇଁ କାର୍ମା ମେହ୍ଆନା ନୀହାଁୟି କିନେସି, ସାମା କାର୍ମାମେହ୍ନାୟି ନୀହାଁୟିତା ଜୀଣା ଆ଼ନେସି ।
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
୧୪ଏ଼ ନା଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା, ଆମ୍ବାଆସି ନାଙ୍ଗେ ନାମୁ ମାନେ ଇଞ୍ଜିଁ ଇନେସି, ସାମା ଏ଼ୱାଣି କାମା ହିଲେଏ, ଆତିଁ ଏ଼ଦି ଏ଼ନି ଲା଼ବା? ଇଲେତି ନାମୁ ଆମ୍ୱାଆରାଇଁ ଗେଲ୍ପାଲି ଆ଼ଡିନେ କି?
15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
୧୫ଏଚିବେ଼ଲା ର଼ ତାୟି କି ତାଙ୍ଗିନାକି ହୁଚାଲି ହିମ୍ବରି କି ତିଞ୍ଜାଲି ରା଼ନ୍ଦା ହିଲାଆତିହିଁ,
16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
୧୬ଇଞ୍ଜାଁ ମୀ ବିତ୍ରାଟି ଆମ୍ବାଆତେରି ତାନି ଆଙ୍ଗାତି ଲ଼ଡ଼ାମାନାଣି ହୀଆନା, “ମାହାପୂରୁ ନିଙ୍ଗେ ବ଼ର ହିୟାପେସି, ବାଣ୍ତି ପାଞ୍ଜାହାଁ ହିତ୍ଡ଼ିଟି ନେହିଁ କି ହାଲାମୁ” ଇଞ୍ଜିଁ ଇଚିହିଁ ଏ଼ଦି ଏ଼ନି ଲା଼ବା?
17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
୧୭ଏଲେକିହିଁଏ, କାମା ହିଲାଆସାରେ ନାମୁ ହା଼ତାୟି ।
18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
୧୮ସାମା ଆମ୍ବାଆସି ଏଲେଇନେସି, “ରଅଣି ନାମୁ ମାନେ ଅ଼ଡ଼େ ରଅଣି କାମା ମାନେ;” କାମା ହିଲାଆନା ନୀ ନାମୁ ତ଼ସ୍ତାମୁ, ଅ଼ଡ଼େ ନା଼ନୁ କାମା ତଲେ ନା଼ ନାମୁତି ତ଼ସ୍ତାଇଁ ।
19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
୧୯ମାହାପୂରୁ ରଅସିଏ, ଈଦାଆଁ ମୀରୁ ନାମିମାଞ୍ଜେରି; ଏ଼ଦି ନେହିଁ କାତା, ବୂତୁୟାଁ ଜିକେଏ ନାମାହାଁ ଆଜିତାକି ତୀର୍ଗିମାନୁ ।
20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
୨୦ସାମା ଏ଼ ବୁଦି ହିଲାଆଗାଟାତେରି, କାମା ହିଲାଆନା ନାମୁ ଉଜେଏତାୟି, ଈଦାଆଁ ପୁଞ୍ଜି ହିଲଅତେରି?
21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
୨୧ମା଼ ଆକୁ ଅବ୍ରାହାମ, ପୂଜାପିଣ୍ତା ଲାକ ତାନି ମୀର୍ଏଣା ଇସାହାକଇଁ ପୂଜା କିହିମାଚାଟି କାମା ତଲେ ଦାର୍ମୁଗାଟାସି ଇଞ୍ଜିଁ ୱେ଼ଙ୍ଗା ହିଲାଆତେସି?
22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
୨୨ମୀରୁ ମେସିମାଞ୍ଜେରି, ଅବ୍ରାହାମତି ନାମୁ ତାନି କାମାତା ତ଼ଞ୍ଜାଆ଼ତେ, ଅ଼ଡ଼େ କାମା ତଲେ ନାମୁ ପୂରାଆ଼ତେ;
23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
୨୩ଏଚେଟିଏ ସା଼ସ୍ତେରିତି ଈ ବ଼ଲୁ ସାତା ଆ଼ତେ, ଅବ୍ରାହାମ ମାହାପୂରୁ ତା଼ଣା ନାମିତେସି, ଅ଼ଡ଼େ ତାଙ୍ଗେତାକି ଏ଼ଦି ଦାର୍ମୁଗାଟାସି ଇଞ୍ଜିଁ ୱେ଼ଙ୍ଗିତେସି, ଇଞ୍ଜାଁ ଏ଼ୱାସି ମାହାପୂରୁତି ତ଼ଣେଏସି ଇଞ୍ଜିଁ ୱେ଼ଙ୍ଗିତେସି ।
24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
୨୪ଇଚିହିଁ ମାଣ୍ସି ୱାର୍ଇ ନାମୁଟି ଆ଼ଏ, ସାମା ତାନି କାମାଟି ଦାର୍ମୁଗାଟାସି ଆ଼ନେସି ଇଞ୍ଜିଁ ମୀରୁ ପୁଞ୍ଜିମାଞ୍ଜେରି ।
25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
୨୫ଏଲେକିହିଁଏ ଦା଼ରେଣି ରାହାବ୍ ଦାର୍ମୁଗାଟାୟି ଇଞ୍ଜିଁ ୱେ଼ଙ୍ଗାମାଚେ, ଏ଼ଦି ପାରୁ ପାରାଲି ମେ଼ଣେଏ ୱା଼ହାମାଚାରାଇଁ ତାନି ଇଜ ଅ଼ହାନା ଇଟିତେ ଇଞ୍ଜାଁ ଏଟ୍କା ଜିରୁଟି ପାଣ୍ତାଲି ସା଼ୟେମି କିହାମାଚେ ।
26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
୨୬ଇଚିହିଁ ଜୀୱୁ ହିଲାଆସାରେ ଆଙ୍ଗା ହା଼ତି ମାଡ଼୍ହା, ଏଲେକିହିଁଏ କାମା ହିଲାଆସାରେ ନାମୁ ଜିକେଏ ହା଼ତାୟି ।