< ଏବ୍ରୀ 1 >
1 ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି,
ଅଃସେ ଇସ୍ପର୍ ବିନ୍ବିନ୍ ବେଲା ଆରି ବିନ୍ବିନ୍ ଉପାୟ୍ରେ ବାବବାଦିଇଂନେ ବାନ୍ ନେନେ ନ୍ତାଞ୍ଜାଇଂକେ ସାମୁଆଁ ବିଃବଗେ ।
2 ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; (aiōn )
ମାତର୍ ଆକେନ୍ ସାରାସାରି ବେଲା ମେଁ ନିଜର୍ ଉଂଡେ ବାନ୍ ନେଁ ଏତେ ସାମୁଆଁ ବାସଙ୍ଗ୍ବକେ । ଆତେନ୍ ଉଂଡେନେ ବାନ୍ ଆଃ ଇସ୍ପର୍ କ୍ଲିଗ୍ ଦର୍ତନିକେ ଆରେବକେ ବାରି ସାରାସାରିନିଆ ସାପା ବିସଏନେ ଅଦିକାରି ଡିଂନେସା ମେଁ ଆମେକେ ସ୍ରି ବକେ । (aiōn )
3 ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି,
ମେଁଡାଗ୍ରା ଇସ୍ପର୍ନେ ମଇମାନେ ତାର୍କିଗ୍ ତ୍ନାଡିଂକେ ଆରି କ୍ଲିଗ୍ଡା ମେଁନେ ସାର୍ମୁଆଁ ମିସୁଲେଃଗେ । ବାରି ମେଁ ନିଜର୍ ସାମୁଆଁ ବପୁରେ କ୍ଲିଗ୍ ଦର୍ତନିକେ ସା ବକେ । ମେଁ ରେମୁଆଁ ଜାତି ନ୍ସା ପାପ୍ କେମା ବିଚେ କିତଂନ୍ନିଆ ଇସ୍ପର୍ନେ ବେସ୍ୟା ପାକା କ ଲେଃକେ ।
4 ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି।
ମେଁ କିତଂ ଦୁତ୍ଇଂନେ ବାନ୍ ଡିରକମ୍ ମ୍ନା ମେଁନେ ମ୍ନି ଣ୍ଡିଗ୍ ଡେତ୍ରକମ୍ ମେଁଇଂନେ ମ୍ନି ବାନ୍ ମ୍ନା
5 କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
ଡାଗ୍ଲା ଅଃନାଡିଗ୍ ଇସ୍ପର୍ ମୁଡ଼ି ଦୁତ୍ଇଂକେ ବାସଙ୍ଗ୍ ଆବକେ: “ନାଁ ନିଂନେ ଉଂ ଏକେବାନ୍ ନିଂ ନାନେ ଆବା ଣ୍ଡିଂଗେ,” ଇସ୍ପର୍ ଣ୍ଡିଗ୍ ବାସଂକେ “ନିଂ ମେଁନେ ଆବା ବାରି ମେଁ ନିଂନେ ଉଂ ଡିଂଏ ।”
6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।”
ମାତର୍ ଇସ୍ପର୍ ମେଁନେ ପର୍ତୁମ୍ ଜନମ୍ ଡିଂକ୍ନେ ଉଂକେ ଆକେନ୍ ଦର୍ତନିନ୍ତୁଗ୍ ବେନେ ବେଲା ଆକେନ୍ ବାସଙ୍ଗ୍ବଗେ “ଇସ୍ପର୍ନେ ଦୁତ୍ଇଂ ମେଁନେ ପାର୍ତନା ଡିଂଆର୍ଏ ।”
7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,”
ଆରି କିତଂଦୁତ୍ଇଂନେ ବିସଏରେ ଇସ୍ପର୍ ଆକେନ୍ ସାମୁଆଁ ବାସଙ୍ଗ୍ବକେ: “ଇସ୍ପର୍ ନିଜର୍ ଦୁତ୍ଇଂକେ ୱେଡ଼ିଆଃ ସୁଗୁଆ ଆରି ଆପ୍ନା ସେବକ୍ଇଂକେ ଡୁଆକ୍ନେ ସୁଆ ସୁଗୁଆ ଆଡିଂବକେ ।”
8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।” (aiōn )
ମେଁନେ ଉଙ୍ଗ୍ଡେ ବିସଏରେ ମେଁ ବାସଙ୍ଗ୍ବଗେ “ଅ ଇସ୍ପର୍ ନାଁନେ ରାଜି ମାଡାନେ କାଲ୍ ଜାକ ଲେଃଲେଃ! ନାଁନେ ନ୍ୟାୟ୍ ଡଣ୍ଡ୍ନ୍ନିଆ ନାଁନେ ରେମୁଆଁଇଂକେ ସାସନ୍ ଡିଂନାଡିଂକେ । (aiōn )
9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ବର, ତୁମ୍ଭର ଈଶ୍ବର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା, ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।”
ନାଁ ଦରମ୍ଣ୍ଡ୍ରେକେ ବଲ୍ ନାବାଏ ଆରି ଅନ୍ୟାୟ୍କେ ଗୃନା ନାଡିଂଏ । ଆତେନ୍ସା ଅ ଇସ୍ପର୍ ନାଁନେ ଇସ୍ପର୍ ଆନାକେ ସ୍ରିବକେ ନାଁନେ ସାଙ୍ଗଇଂନେ ବାନ୍ ଆନାକେ ମାଲେ ସାର୍ଦାରେ ଞ୍ଚୁ ଏତେ ଆସିର୍ବାଦ୍ ଡିଙ୍ଗ୍ବକେ ।”
10 ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।”
ମେଁ ଆରି ଣ୍ଡିଗ୍ ବାସଙ୍ଗ୍ବକେ “ଅ ମାପ୍ରୁ ନାଁ ପର୍ତୁମ୍ ମଞ୍ଚ୍ପୁର୍ନେ ପାଣ୍ଡୁସନ୍ ତିଆର୍ ନାଡିଙ୍ଗ୍କେ ବାରି କିତଂଇନି ନାଁନେ ନ୍ତି ଏତେ ନାରାରେକେ ।
11 “ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି କ୍ଷୟ ପାଇଯିବ,”
ତେନ୍ ସର୍ତେ ମେସୁଆ ନସ୍ଟ ଡିଂଏ । ମାତର୍ ନା କାଲାଆଃ ନାଲେଃଏ । ମେଇଂ ବାୱିର୍ ସକା ରକମ୍ ନସ୍ଟ ଡିଂଆର୍ଏ ।
12 “ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”
ସକାପାଟାଇ ତାମୁଙ୍ଗ୍କେ ସୁଗୁଆ ନା ଆତେନ୍ ସାପା ସଜେ ନାବଏ ବାରି ସକା ଆଃବଦ୍ଲେନେ ସୁଗୁଆ ନାରାଃବଦ୍ଲେଏ । ମାତର୍ ନିଜେ ନାଁ ନାବଦ୍ଲେ ଆରି କାଲାଆଃ ନାଲେଃଏ ।”
13 ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ, ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?
ଇସ୍ପର୍ ମେଁନେ ମୁଡ଼ି ଦୁତ୍କେ ଅଃନା ଆବାସଙ୍ଗ୍କେ; “ନେଙ୍ଗ୍ ନାନେ ସତ୍ରୁଇଂକେ ନାନେ ଞ୍ଚ ଆଲ ମାରାଡିଂ ଜାକ ନାଁ ନେଙ୍ଗ୍ନେ ଞ୍ଚଙ୍ଗ୍ନ୍ତି ପାକା କଲାଃଲା ।”
14 ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?
ତେଲା କିତଂଦୁତ୍ଇଂ ଜାଣ୍ଡେ? ମେଁଇଂ ଡିଂଡିଂକେ ଇସ୍ପର୍ନେ ପୁଜା ଡିଂଣ୍ଡ୍ରେ ଉଦାର୍ ବାକ୍ନେ ରେମୁଆଁଇଂନେ ସାଇଜ ନ୍ସା ଇସ୍ପର୍ନେ ବାନ୍ ବେବକ୍ନେ ଆତ୍ମାଇଂ ।