< ଏବ୍ରୀ 9 >
1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।
ପର୍ତମ୍ମୁ ଅନଗଡନ୍ ନିୟ୍ ସନେନ୍ପୁରନ୍ ଆସନ୍ ଏର୍ଜାଡ଼ିକାନ୍ ଅନଗଡନ୍ ଡ ଅବୟ୍ ସନେନ୍ପୁର୍ସିଙନ୍ ଡକୋଏନ୍ ।
2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।
ତିଅନ୍ତମ୍ ସନେନ୍ପୁରନ୍ ଆସନ୍ ଅବୟ୍ ତମ୍ବୁନ୍ ଆତୁବ୍ତୁବ୍ ଡକୋଏନ୍, ତେତ୍ତେ ଆଡ୍ରକୋଏନ୍ ପର୍ତମ୍ମୁ ବକ୍ରାନ୍ ମଡ଼ିର୍ସିଂ ଗାମେଞ୍ଜି, ତେତ୍ତେ ପିଙ୍କନୁବନ୍, ଅବୟ୍ ମେଜନ୍ ଡ ମେଜଲୋଙନ୍ ଇସ୍ୱରନ୍ ଆଞୁମ୍ଲୋଙ୍ ଆରମଙେଞ୍ଜି ଆ ରୁଟି ଡକୋଏନ୍ ।
3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;
ଡରଙ୍ନେକାବନ୍ ଆ କିଣ୍ଡୋଙ୍ଗଡ୍ ଅଙ୍ଗା ବକ୍ରା ଡକୋଏନ୍, ତିଆତେ ଅଡ଼୍କୋନ୍ ସିଲଡ୍ ମଡ଼ିର୍ସିଂ ଗାମେଞ୍ଜି ।
4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,
ତେତ୍ତେ ଅରୋମ୍ମାୟ୍ତୋଡନ୍ ଆ ତନମ୍ପିଲ୍, ସୁନାନ୍ ବାତ୍ତେ ଆବଲ୍ବଲନ୍ ଅନଗଡ୍ପେଲନ୍ ଡକୋଏନ୍ । ତି ଅନଗଡ୍ପେଲାଲୋଙନ୍ ଅବୟ୍ ସୁନା ସିମ୍ମାଲୋଙନ୍ ମାନ୍ନାନ୍ ଆଡକ୍କୋ, ଆରୋଣନ୍ ଆ ଡାଙ୍ଗୋ ଆର୍ଲେଡେଙେନ୍ଆତେ, ଆରି ଅନଗଡନ୍ ଆଇଡିଡନ୍ ବାଗୁ ଅରେଙ୍ ପଟାନ୍ ଡକୋଏନ୍ । ।
5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ।
ତୋଣ୍ଡୋ ଅନଗଡ୍ପେଲାଲୋଙନ୍ ଇର୍ସେନ୍ କେମାନ୍ ଆତ୍ରିୟ୍ଲୋଙ୍ତେନ୍ ଅନବ୍ଲୁମ୍ମୁନ୍ ଆସନ୍ ଅନବ୍ଗୁଗୁଡମ୍ ଇସ୍ୱରନ୍ ଆ କିରୁବଜି ବାଗୁ ଆ କାପ୍ପାଞ୍ଜି ଉର୍ରାଡ୍ଲେ ଡକୋଲଞ୍ଜି; ବନ୍ଡ କେନ୍ ଅଡ଼୍କୋନ୍ ନମି ବର୍ରନ୍ ଏଃର୍ରପ୍ତିଆୟ୍ ।
6 ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,
ତେତ୍ତେ ଏନ୍ନେଲେ ବନାଁୟ୍ବରନ୍ ଡକୋ, ସେବା କାବ୍ବାଡ଼ାନ୍ ଲନୁମନ୍ ଆସନ୍ ରାଓଡ଼ାଞ୍ଜି ଡିତାନ୍ ତମ୍ବୁନ୍ ଆ ପର୍ତମ୍ମୁ ବକ୍ରାଲୋଙ୍ ଗନ୍ତଞ୍ଜି,
7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।
ବନ୍ଡ ଅନବ୍ବାଗୁ ବକ୍ରାଲୋଙନ୍ ମୁଡ଼ ରାଓଡ଼ାନ୍ ତୁମ୍ ବବର୍ସେଙନ୍ ବତର ଗନ୍ତନେ; ଆନିନ୍ ଆନିନ୍ଡମ୍ ଆସନ୍ ଆରି ମନ୍ରାଞ୍ଜି ଏର୍ଜନନାନ୍ ଆର୍ଲୁମେଞ୍ଜି ଆ ଇର୍ସେ ଆସନ୍ ଇସ୍ୱରନ୍ ଆମଙ୍ ସନୋରୋପ୍ପାୟନ୍ ଆସନ୍ ମିଞାମନ୍ ପାଙ୍ଲେ ଗନ୍ତନେ ।
8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ।
କେନ୍ ଅଡ଼୍କୋନ୍ ଆସନ୍ ମଡ଼ିର୍ ପୁରାଡ଼ାନ୍ ଞନଙନ୍ ତିୟ୍ତେ ଆରି ପର୍ତମ୍ମୁ ତମ୍ୱୁନ୍ ଆଡ୍ରକୋତନ୍ ଜାୟ୍, ଅଡ଼୍କୋନ୍ ସିଲଡ୍ ମଡ଼ିର୍ସିଙନ୍ ଗନ୍ନେନ୍ ଆସନ୍ ତଙରନ୍ ଅଣ୍ଡ୍ରଙ୍ ଗିୟ୍ତାଏ ।
9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ;
କେନ୍ଆତେ ନମି ଆ ଜୁଗ ଆସନ୍ ଅବୟ୍ ଅରବ୍ଜଙନ୍ ଅନ୍ତମ୍, ଆରି ତିଅନ୍ତମ୍ ଇସ୍ୱରନ୍ ଆଞୁମ୍ଲୋଙ୍ ତନମ୍ପିଲ୍ଲୋଙନ୍ ତନିୟ୍ତିୟନ୍ ଡ ଅନମଙନ୍ ସନୋରୋପ୍ପାୟନ୍ ଡେତେ, ବନ୍ଡ ତିଆତେ ବାତ୍ତେ ମନ୍ରାନ୍ ଆ ବିବେକ ସତଙ୍ଲେ ଅଃର୍ରପ୍ତିଏ ।
10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।
ଇନିଆସନ୍ଗାମେଣ୍ଡେନ୍ ତି ଅଡ଼୍କୋନ୍ ଗାଗାନେନ୍, ଜୋମ୍ଜୋମନ୍ ଡ ମନଡ଼ିରନ୍ ଆସନ୍ ସତ୍ତର୍ ଡଅଙ୍ଡାଗୋ ଆ କାବ୍ବାଡ଼ା ତୁମ୍; ଇସ୍ୱରନ୍ ରଙ୍ ଅନଗଡନ୍ ଅଣ୍ଡ୍ରଙ୍ ଗବ୍ଡେଲେନ୍ ଜାୟ୍ କେନ୍ ଅଡ଼୍କୋନ୍ ଞନଣ୍ଡ୍ରମନ୍ ଡେଏନ୍ ।
11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,
ବନ୍ଡ ନମି କ୍ରିସ୍ଟନ୍ ମନଙ୍ ମୁଡ଼ ରାଓଡ଼ାନ୍ ଅନ୍ତମ୍ ତନଙେନ୍ କି ଇନ୍ଲେଞ୍ଜି ମନଙନ୍ଆତେ ଞାଙ୍ଲବୋ; ଆନିନ୍ ଅଙ୍ଗା ତମ୍ବୁସିଂଲୋଙ୍ ଲନୁମ୍ତନେ ତିଆତେ ଅଡ଼୍କୋନ୍ ସିଲଡ୍ ସୋଡ଼ା ଆରି ଆଜାଡ଼ିଡମ୍, କେନ୍ଆତେ ମନ୍ରାନ୍ ଆତନ୍ଡ୍ରୁବ୍ ତଡ୍, କେନ୍ ଆଗ୍ରାମ୍ଗାମନ୍ ପୁର୍ତିନ୍ ଆତନ୍ଡ୍ରୁବ୍ ତଡ୍ ।
12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। (aiōnios )
କ୍ରିସ୍ଟନ୍ ତି ଆ ତମ୍ବୁଗଡ୍ ଅଡ଼୍କୋନ୍ ସିଲଡ୍ ମଡ଼ିର୍ସିଙନ୍ ମିଞାମନ୍ ପାଙ୍ଲେ ଅନମଙନ୍ ସନୋରୋପ୍ପାୟନ୍ ଆସନ୍ ଅଃନ୍ନଞିଡେନ୍ ଅନୁରନ୍ ଆ କାବ୍ବାଡ଼ା ଲୁମେନ୍ । (aiōnios )
13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
ଇନିଆସନ୍ଗାମେଣ୍ଡେନ୍ କିମ୍ମେଡନ୍ ଇଜ୍ଜାନ୍ଡେନ୍ ଜେଲ୍ଜେଲ୍ ଜନ୍ତୁନ୍ ଆ ମିଞାମ୍ ଆରି ଜନ୍ତୁଞ୍ଜି ଆ କୋମାବ୍ ସିନ୍ସିରାଡାଲେ ଏର୍ମଡ଼ିର୍ ଡଅଙନ୍ ମଡ଼ିର୍ ଡେଏନ୍ ନଙ୍,
14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ! (aiōnios )
ଏତ୍ତେଲ୍ଡେନ୍ କ୍ରିସ୍ଟନ୍ ଆ ମିଞାମ୍ ଡିଅଙ୍ଗା ଆ ଗୋଗୋୟ୍ ଅରଃ ମବ୍ଡ଼ିର୍ଲଙ୍ନେ! ଅଃନ୍ନଞିଡେନ୍ ଆ ପୁରାଡ଼ା ବାତ୍ତେ ଆନିନ୍ଡମ୍ ଇସ୍ୱରନ୍ ଆମଙ୍ ଅବୟ୍ ଏର୍ଡୋସା ଅନମଙନ୍ ଅନ୍ତମ୍ ସୋରୋପ୍ପାୟ୍ଡମ୍ଲନ୍; ଆ ମିଞାମନ୍ ବାତ୍ତେ ଇର୍ସେ କାବ୍ବାଡ଼ାନ୍ ସିଲଡ୍ ସଙାୟ୍ଲଙ୍ଲନ୍ ଆରି ଇନ୍ଲେନ୍ ମଡ଼ିର୍ ଡେଡେଲଙ୍ଲନ୍, ଆରି ଇନ୍ଲେଞ୍ଜି ଇସ୍ୱରନ୍ଆଡଙ୍ ସନେବାନ୍ ଆସନ୍ ରୟଙନ୍ ଞାଙ୍ତବୋ । (aiōnios )
15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। (aiōnios )
କେନ୍ ଆସନ୍ କ୍ରିସ୍ଟନ୍ ରଙ୍ ଅନଗଡନ୍ ଗବ୍ଡେଲେନ୍, ଆନାଜିଆଡଙ୍ ଇସ୍ୱରନ୍ ଓଡ୍ଡେଏଞ୍ଜି, ଆନିଞ୍ଜି ଇସ୍ୱରନ୍ ଆ ସନିବ୍ଡେୟ୍ବରନ୍ ଅଃନ୍ନଞିଡେନ୍ ଆସିର୍ବାଦନ୍ ଞାଙ୍ତଜି; ପର୍ତମ୍ମୁ ଅନଗଡନ୍ ଆଡ୍ରକୋଲନ୍ ଆଡିଡ୍, ମନ୍ରାଞ୍ଜି ଅଙ୍ଗା ଇର୍ସେ ଡୋସା ଅଡ଼୍କୋନ୍ ଲୁମେଞ୍ଜି କ୍ରିସ୍ଟନ୍ ଆ ରନବୁ ବାତ୍ତେ ଆନିଞ୍ଜି ତେତ୍ତେ ସିଲଡ୍ ଅନୁରନ୍ ଞାଙ୍ତଜି । (aiōnios )
16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ।
ଅବୟ୍ ସିବ୍ଡେୟ୍ବରନ୍ ଆ ଅଲା ଅନ୍ତମ୍, କେନ୍ଆତେ ଗନବ୍ଡେଲନ୍ ଆସନ୍ ଡେନ୍ ଆବ୍ରାସାଲନ୍ ଆ ମନ୍ରା ଆ ରନବୁ ଆଜାଡ଼ିନ୍ ଗାମ୍ଲେ ଅନବ୍ତୁଜନ୍ ଡେତେ ।
17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।
ଇନିଆସନ୍ଗାମେଣ୍ଡେନ୍ ଆବ୍ରାସାଲନ୍ ଆ ମନ୍ରା ଆମେଙ୍ମତ୍ତାନ୍ ଜାୟ୍, ତିଆତେ ଇନ୍ନିଙ୍ ଲନୁମନ୍ ଅଃଡ୍ଡେଏ ।
18 ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।
ତିଆସନ୍ ପର୍ତମ୍ମୁ ଅନଗଡନ୍ ନିୟ୍ ମିଞାମନ୍ ବାତ୍ତେ ଗନବ୍ରିନ୍ ଡେଏନ୍ ।
19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
ଇନିଆସନ୍ଗାମେଣ୍ଡେନ୍ ମୋସାନ୍ ବନାଁୟ୍ବରନ୍ ଆ ବର୍ନେଜି ମନ୍ରାଞ୍ଜି ଆମନ୍ ଇୟ୍ଲେ ବର୍ନେ, ସିଲଡ୍ଲ୍ଲନ୍ ଆନିନ୍ ଆଅନ୍ତାଙନ୍ ଡ କିମ୍ମେଡନ୍ ଆ ମିଞାମ୍, ଡାଆନ୍ ମାୟ୍ଲେ, ଏସୋବନ୍ ଡ ଅସୋୟ୍ ଲୁଲୁ ମେଣ୍ଡାନ୍ ଆ ଉପ୍ପୁର୍ ବାତ୍ତେ ବନାଁୟ୍ବରନ୍ ଆ ବଇଲୋଙ୍ ଡ ମନ୍ରାଞ୍ଜିଆଡଙ୍ ଇରାଡାଲେ ବର୍ରନେ,
20 ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ସେହି ନିୟମର ରକ୍ତ ଏହି।
“ଇସ୍ୱରନ୍ ଆମ୍ୱେଞ୍ଜି ଆସନ୍ ଅଙ୍ଗା ଅନଗଡନ୍ ମନାନ୍ନେନ୍ ଆସନ୍ ବାଁୟ୍ଲବେନ୍, ତି ଅନଗଡନ୍ ଆ ମିଞାମ୍ କେନ୍ଆତେ ।”
21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ।
ଆରି ମୋସାନ୍ ଏତ୍ତଲେମା ମିଞାମନ୍ ପାଙ୍ଲେ ତମ୍ବୁସିଙନ୍ ଡ ରାଓଡ଼ାନ୍ ଆ ଞନଣ୍ଡ୍ରମ୍ ଅଡ଼୍କୋନ୍ ଇରାଏନ୍ ।
22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ।
ଆରି, ମୋସାନ୍ ଆ ବନାଁୟ୍ବର୍ ଅନ୍ତମ୍ ଅଡ଼୍କୋନ୍ଆତେ ମିଞାମନ୍ ବାତ୍ତେ ମଡ଼ିର୍ ଡେତେ, ଆରି ମିଞାମନ୍ ବାତ୍ତେ ମା ଇର୍ସେନ୍ କେମାନ୍ ଞାଙ୍ତବୋ ।
23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ।
ତିଆସନ୍ ରୁଆଙନ୍ ଆ ବର୍ନେଜି ଆନବ୍ଜଙ୍ବର୍ ଅଡ଼୍କୋନ୍ ମିଞାମନ୍ ବାତ୍ତେ ମଡ଼ିର୍ ଡେତାୟ୍ ବନ୍, ବନ୍ଡ ରୁଆଙନ୍ ଆ ବର୍ନେଜି କେନ୍ ଅଡ଼୍କୋନ୍ ସିଲଡ୍ ମନଙ୍ ଅନମଙନ୍ ବାତ୍ତେ ମଡ଼ିର୍ ଡେତାୟ୍ ।
24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି।
ଅଙ୍ଗାତେ ମନ୍ରାନ୍ ଆତ୍ରୁବେନ୍ ମଡ଼ିର୍ସିଂଲୋଙନ୍ କ୍ରିସ୍ଟନ୍ ଅଃଗନ୍ଲୋ, ଆର୍ପାୟ୍ ଇନ୍ଲେଞ୍ଜି ଆସନ୍ ନମି ଇସ୍ୱରନ୍ ଆମୁକ୍କାବା ଅବ୍ରାଙ୍ଡାନେନ୍ ଆସନ୍ ଆନିନ୍ ରୁଆଙନ୍ ଜିରେନ୍ ।
25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;
ସୋଡ଼ା ରାଓଡ଼ାନ୍ ଏଙ୍ଗାଲେ ବବର୍ସେଙନ୍ ବତର ଜନ୍ତୁନ୍ ଆ ମିଞାମ୍ ଞମ୍ଲେ ଅଡ଼୍କୋନ୍ ସିଲଡ୍ ମଡ଼ିର୍ସିଙନ୍ ଗନେନ୍, ବନ୍ଡ କ୍ରିସ୍ଟନ୍ ଆନିନ୍ଡମ୍ ନମିନ୍ ନମିନ୍ ସୋରୋପ୍ପାୟ୍ନେନ୍ ଆସନ୍ ତେତ୍ତେ ଅଃନ୍ନିୟ୍ଲୋ;
26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। (aiōn )
ଏତ୍ତେଲ୍ଡେନ୍, ପୁର୍ତିନ୍ ଆଗ୍ରଡେଲେନ୍ ଆ ଡିନ୍ନା ସିଲଡ୍ ଆନିନ୍ ବତରନ୍ କି ବତରନ୍ ବନ୍ ପରାନ୍ଡଣ୍ଡନ୍ ଡେତେ, ବନ୍ଡ ନମି ଆନିନ୍ ଅନଞିଡ୍ ଡିନ୍ନା ଇଙନ୍ ଆନିନ୍ଡମ୍ ଅନମଙନ୍ ଅନ୍ତମ୍ ସୋରୋପ୍ପାୟ୍ଡମ୍ଲନ୍ ଇର୍ସେନ୍ ସନବ୍ଙାଜନ୍ ଆସନ୍ ଅବ୍ତୁୟ୍ଲନେ । (aiōn )
27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,
ଅଡ଼୍କୋ ମନ୍ରାନ୍ ବତର ରବୁତଜି, ସିଲଡ୍ଲ୍ଲନ୍ ପନ୍ସୁଆତିନ୍ ଡେତେ ।
28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ।
ତିଅନ୍ତମ୍ କ୍ରିସ୍ଟନ୍ ନିୟ୍ ଗୋଗୋୟ୍ ମନ୍ରାଞ୍ଜି ଆ ଇର୍ସେ ବୋୟ୍ବୋୟନ୍ ଆସନ୍ ଆବତରନ୍ ସୋରୋପ୍ପାୟ୍ଲନ୍; ଆନିନ୍ ଆରି ବତର ଇୟ୍ତାୟ୍, ଆରି ଅନବ୍ବାଗୁ ତର ଇର୍ସେନ୍ ଆସନ୍ ତଡ୍, ଆର୍ପାୟ୍ ଆନାଜି ଆନିନ୍ଆଡଙ୍ ଜଗେଲେ ଡକୋତଞ୍ଜି, ଆନିଞ୍ଜି ଅନୁରନ୍ ତନିୟନ୍ ଆସନ୍ ଅବ୍ରାଙ୍ଡାତନ୍ ।