< ଏବ୍ରୀ 6 >

1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ-ପରିବର୍ତ୍ତନ, ଈଶ୍ବରଙ୍କଠାରେ ବିଶ୍ୱାସ,
ଆକେନ୍‌ସା ନେ ଏକେବାନ୍ କିସ୍‌ଟ ଦର୍ମନେ ମୁଲ୍ ସାମୁଆଁଇଂ ଆନ୍ତାର୍‌ଚେ ସତ୍ ସାମୁଆଁଇଂ ସାପା ଆଃସିକେନ୍ନିଆ ସେନୁଗ୍ ଡିଂନେ ଦର୍‌କାର୍ । ନେ ଦର୍ମ ବିସ୍‌ବାସ୍‌ନେ ସତ୍ ସାମୁଆଁଇଂ ଆତେନ୍‌ ଦଦ୍ୟା କାମ୍‌ବାନ୍ ବିନେ ଡିଂଚେ ଇସ୍‌ପର୍‌ନେ ଡାଗ୍ରା ବିସ୍‌ବାସ୍‌ ନେଡିଂପା
2 ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ। (aiōnios g166)
ଣ୍ଡିଆଦିକ୍ୟା ବିସ‍ଏରେ ସିକ୍ୟା, ବାଆଃ ଆଡ଼ାତ୍ରା ନ୍ତି ବନେ, ମ୍ନାବିଚାର୍, ଗୁଏଃରେଇଂନେ ବାର୍‌ମୁଇଂତର୍‌ ତଃଡ଼ିଆନେ ଆରି ମାଡାନେ ଡଣ୍ଡ୍ ଉଡ଼ିକ୍ଲିଗ୍ ସାମୁଆଁଇଂନେ ଦେସ୍ ବାର୍‌ମୁଇଂତର୍ ଆଃରେନେ ଦର୍‌କାର୍ ଣ୍ଡୁ । (aiōnios g166)
3 ହଁ, ଈଶ୍ବରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା।
ଆନେକେ ଏକେ ସେନୁଗ୍ ୱେନ୍‌ସା ଡିଂଏ । ଇସ୍‌ପର୍‌ନେ ଆଡ଼ାତ୍ରା ଆସା ଡିଂଚେ ଆକେନ୍‌ ଆଃ ନେ ନେଡିଂପା ।
4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ କରିଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି,
ଜାଣ୍ଡେଇଂ ବିସ୍‌ବାସ୍‌ ଆନ୍ତାର୍‌ ବ‍ଆର୍‌କେ ମେଇଂ ମନେ ଡିଂଚେ ବାର୍‌ମୁଇଂତର୍ ଆଣ୍ଡେ ପାଙ୍ଗ୍ ୟାଆର୍‌ଏ କି? ମେଇଂ ମୁଇଂନ୍ତୁଗ୍ ଇସ୍‌ପର୍‌ନେ ତାର୍‌କିଗ୍‌ନ୍ନିଆ ବାସା ଡିଂଆର୍‌ଗେ କିତଂ ଦାନ୍‌ନେ ଉସାସ୍ ବାଚେ ପବିତ୍ର‍ ଆତ୍ମାକେ ବାଲେଃଆର୍‌ଗେ ।
5 ଈଶ୍ବରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, (aiōn g165)
ମେଇଂ ଇସ୍‌ପର୍‌ନେ ସାମୁଆଁନେ ବପୁ ବୁଜେ ଲେଃଆର୍‌ଗେ ବାରି ଇଡ଼ିଂଡେ ଜୁଗ୍‌ନେ ବପୁ ଏତେ ବଆର୍‌ଗେ । (aiōn g165)
6 ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ-ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ବରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି।
ଏଲେଣ୍ଡିଗ୍ ମେଇଂ ବିସ୍‌ବାସ୍ ଆନ୍ତାର୍‌ ବ‍ଆର୍‌କେ । ତେନ୍‌ସା ବାର୍‌ମୁଇଂତର୍ ମନେ ଡିଂନେ ନ୍‌ସା ଆମେଇଂକେ ବାସଙ୍ଗ୍‌ନେ କସ୍ଟ ଡାଗ୍ଲା ମେଇଂ ଇସ୍‌ପର୍‌ନେ ଉଂଡେକେ ବାର୍‌ମୁଇଂତର୍ କୁରୁସ୍‌ନ୍ନିଆ ଡାଚେ ସାପାରେନିଆ ଲୁଆ ଡିଂଆର୍‌ଡିଂକେ ।
7 କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟିଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶସ୍ୟ ଉତ୍ପନ୍ନ କରେ, ତାହା ଈଶ୍ବରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
ମୁଡ଼ି ତୁବଃ ଗୁର୍‌କ୍ନେ ଣ୍ଡିଆ ଗ୍ର‍ଅନ୍‌ ଡିଂଚେ ଚାଷି ରେମୁଆଁ ନ୍‌ସା ଟିକ୍ କିଆଉଁଆଃ ଆବ୍ଲେଏ ଆତେନ୍‌ ତୁବନ୍ନିଆ ଇସ୍‌ପର୍‌ ଆସିର୍ବାଦ୍ ଡିଂଏ ।
8 କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି, ତାହାର ଶେଷ ଦଶା ଅଗ୍ନିଦାହ।
ମାତର୍‌ ଆତେନ୍‌ ତୁବଃ ଜଦି ଗ୍ରେଃ ସ୍ଲା ଆରି ଟୁଲି ଆବ୍ଲେଏ ତେଲା ମେଁନେ ମେଃଡିଗ୍ ମୁଲ୍ୟ ଆଲେଃ ଣ୍ଡୁ । ଆତେନ୍‌ ଇସ୍‌ପର୍‌ନେ ଅବିସାପ୍‌ନେ ଗଡ଼େଅ ଡିଂଏ ବାରି ସୁଆନ୍ନିଆ ଦଂସ ବାଏ ।
9 କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥା ଯେ ତାହାଠାରୁ ଉତ୍ତମ ଓ ପରିତ୍ରାଣସଂଯୁକ୍ତ, ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ।
ନିଂନେ ବୟାଁ ଆରି ତନାଇଂ ନେ ଡେକ୍‌ରକମ୍ ସାମୁଆଁ ନେବାସଙ୍ଗ୍‌ଲା ଣ୍ଡିଗ୍ ପେଇଂନେ ଆଡ଼ାତ୍ରା ନେନେ ଆସାରେ ଲେଃକେ; ପେଇଂ ଉଦାର୍ ବାନେ ନ୍‌ସା ଆସିର୍ବାଦ୍‌ନେ ଗଡ଼େଅ ଡିଂଚେ ପେଲେଃକେ ।
10 କାରଣ ଈଶ୍ବର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ବର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି।
ଇସ୍‌ପର୍ ଅନ୍ୟାୟ୍ ଆଡିଂ ଣ୍ଡୁ । ପେଇଂନେ କାମ୍ ବିନ୍ ଡିଂଚେ ବିନ୍ ବିସ୍‌ବାସି‍ଇଂକେ ସାଆଜ୍ୟ ଡିଂଚେ ଇସ୍‌ପର୍‌ନେ ଡାଗ୍ରା ପେ ମୁଡ଼ି ଆଲାଦ୍ ଡିଂ ଆସୁଏଚେ ପାଙ୍ଗ୍‌ପେଲେଃକେ ଆତେନ୍‌ ମେଁ ଆଆବ ଣ୍ଡୁ ।
11 ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ,
ମାତର୍‌ ନେନେ ମୁଇଙ୍ଗ୍ ଇକ୍‌ଚା, ସାରାସାରି ଜାକ ବିନ୍‌ଣ୍ଡ୍ରେଇଂନେ ଡାଗ୍ରା ପେନେ ଆଲାଦ୍ କାଲାଆଃ ଲେଃଲେଃ । ଡେତ୍‌ଲା ପେ ମେଃନେ ଆସା ଡିଂପେଲେଃକେ ଆତେନ୍‌ ସାପା ବିସ‍ଏ ପୁରନ୍ ଡିଂଏ ।
12 ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ।
ଡେତ୍‌ଲା ପେ ଅଃନାଡିଗ୍ ମାବ୍‌ଟଚେ ଡାଟ୍ ବିସ୍‌ବାସି ଆରି ଡାଟ୍‌ ବପୁ ରେମୁଆଁଇଂକେ କେଚେ ଅଲେଙ୍ଗ୍ ବାରି ଇସ୍‌ପର୍ ପର୍‌ମାନ୍ ଡିଂବକ୍ନେ ସର୍‌ତେ ବିସ‍ଏ ବାପା ।
13 କାରଣ ଈଶ୍ବର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ,
ଅବ୍ରାହାମ୍‌କେ ଇସ୍‌ପର୍ ଉଡ଼ିବେଲା ସାମୁଆଁ ବିକେ ଅଃତେନ୍‌ ବେଲା ମେଁ ମେଁନେ ସାମୁଆଁ ଆମ୍ବ୍ର‍ଏ ଡାଗ୍‌ଚେ ପାର୍‌ମାନ୍ ଡିଂବଗେ । ମେଁ ବାନ୍ ମ୍ନା ଜାଣ୍ଡିଗ୍ ଆଲେଃଗେସା ମେଁ ନିଜର୍ ମ୍ନିରେ ପର୍‌ମାନ୍ ଡିଂବଗେ ।
14 “ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।”
ମେଁ ବାସଙ୍ଗ୍‍କେ, “ନେଙ୍ଗ୍‍ ଆନାକେ ଆସିର୍ବାଦ୍ ଣ୍ଡିଂଏ, ନାନେ ବଁସ୍‌କୁଲ୍‌କେ ଜବର୍‌ ବାବ୍‌ରେ ମ୍ନା ଣ୍ଡ୍ରାଡିଂଏ ।”
15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ।
ଅବ୍ରହାମ୍ ସାଆସ୍ ସାଚେ ଉର୍‌କେ । ତେନ୍‌ସା ମେଁ ଇସ୍‌ପର୍‌ନେ ପର୍‌ମାନ୍‌ ଡିଂବକ୍ନେ ସାମୁଆଁ ସାପା ବାକେ ।
16 ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ।
ରେମୁଆଁଇଂ ପାର୍‌ମାନ୍ ଡିଂବେଲା ନିଜର୍‌ବାନ୍ ମ୍ନା ରେମୁଆଁନେ ମ୍ନିରେ ପାର୍‌ମାନ୍ ଡିଂଆର୍‌ଏ ଡେକ୍‌ରକମ୍ ପର୍‌ମାନ୍ ଡିଂନେ ବାନ୍‌ ସର୍‌ତେ ବାଲିର୍‌ବାତାନେ ଡା ୱେଏ ।
17 ଏଣୁ ଈଶ୍ବର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ,
ଇସ୍‌ପର୍ ଆଜାକେ ଆତେନ୍‌ ସାପା ସାମୁଆଁ ବିଏ ଡାଗ୍‌ଚେ ପାର୍‌ମାନ୍ ଡିଂବଗେ ଆତେନ୍‌ ପାର୍‌ମାନ୍‌ନ୍ନିଆ ମେଁ ଡାଟ୍ ଲେଃଏ ଡାଗ୍‌ଚେ ଆମେଇଂକେ ନିମାଣ୍ଡା ବାବ୍‌ରେ ଆମ୍ୟାନ୍‌ସା ମେଁ ମେଁନେ ବାସଙ୍ଗ୍‌ବ୍ନ ସାମୁଆଁ ଏତେ ପାର୍‌ମାନ୍ ଆମିସୁ ବଗେ ।
18 ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ବରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ।
ମେଁନେ ବାସଙ୍ଗ୍‌କ୍ନେ ସାମୁଆଁ ଆରି ପର୍‌ମାନ୍ ଆବଦ୍‌ଲେ ଆତେନ୍‌ ପାକ୍‌ଚିଚେ ଇସ୍‌ପର୍ ନାଲେଣ୍ଡ୍ରେ ଆଡିଂ ଣ୍ଡୁ । ଆକେନ୍‌ସା ମେଁନେ ସାଆଜ୍ୟ ବାଚେ ନେ ଡାଗ୍ରା ଲେଃକ୍ନେ ଆସାକେ ଡାଟ୍ ରକମ୍ ସାଚେ ବନେ ନ୍‌ସା ବିନ୍ ସାର୍ଦା ବା ନେଲେଃକେ ।
19 ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,
ଆକେନ୍ ଆସା ନେନେ ଜିବନ୍‌ନେ ଲଙ୍ଗର ସୁଗୁଆ । ଆକେନ୍ ଆସା ଡିଂନେ ଦର୍‌କାର୍ ଆରି ବିପଦ୍ ଣ୍ଡୁ ବାରି କିତଂନେ ମନ୍ଦିର୍‌ନେ ପାଟାଇ ଡାଚେ ମ୍ନାପବିତ୍ର ଟାନ୍‌ନିଆ ୱେଚା ୟାଲେଃକେ ।
20 ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି। (aiōn g165)
ନେଁଇଂନେ ବିନ୍‌ଣ୍ଡ୍ରେ ସୁଗୁଆ ଜିସୁ ଅସେବାନ୍ ଆତ୍‌ଅରିଆ ୱେଗେ । ମେଁ ମଲ୍‌କିସେଦକନେ ଉଙ୍ଗ୍‌ଡେ ସୁଗୁଆ କାଲାଆଃ ନ୍‌ସା ମ୍ନାପୁଜାରି ଡିଂଲେଃକେ । (aiōn g165)

< ଏବ୍ରୀ 6 >