< ଏବ୍ରୀ 3 >

1 ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର;
କିସ୍‌ଟ ବିସ୍‌ବାସି ବୟାଁ ଆରି ତନାଇଂ ପେ ଣ୍ଡିଗ୍ ଇସ୍‌ପର୍‌ନେ ବାନ୍‌ ଡୱାବ୍ନଣ୍ଡ୍ରେ! ପେ ଜିସୁନେ ବିସ‍ଏ ଚିନ୍ତା ଡିଂପା ମେଁ ନେଁନେ ଦର୍ମ ବିସ୍‌ବାସ୍‌ନେ ମ୍ନାପୁଜାରି ଡିଂନେ ନ୍‌ସା ଇସ୍‌ପର୍‌ନେ ବାନ୍‌ ବେବ୍ନଣ୍ଡ୍ରେ ।
2 ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।
ମୋଶା ଡିରକମ୍ ଇସ୍‌ପର୍‌ନେ ଡୁଆନ୍ନିଆ ବିସ୍‌ବାସ୍‌ଣ୍ଡ୍ରେ ବାବ୍‌ରେ କାମ୍ ଡିଂବ‍ଆର୍‌ଗେ ଇସ୍‌ପର୍ ସ୍ରିକ୍ନେ ଜିସୁ ଡେତ୍‌ରକମ୍ ଆକେନ୍ କାମ୍ ନ୍‌ସା ଇସ୍‌ପର୍‌ନେ ଡାଗ୍ରା ବିସ୍‌ବାସ୍‌ଣ୍ଡ୍ରେ ଲେଃଆର୍‌ଗେ ।
3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।
ଡୁଆ ବାନ୍ ଡୁଆ ଆରେଣ୍ଡ୍ରେକେ ମାଲେ ସନ୍‌ମାନ୍ ବିଆର୍‌ଏ । ଡେତ୍‌ରକମ୍ ମୋଶାନେ ବାନ୍ ଜିସୁ ମାଲେ ସନ୍‌ମାନ୍ ବାନ୍‌ସା ନିମାନ୍‍ ରେମୁଆଁ ।
4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର।
ସର୍‌ତେ ଡୁଆ ଜା ଣ୍ଡୁଲା ଜାଡିଗ୍ ମୁଇଂଜା ରେମୁଆଁ ଆରେବକେ ମାତର୍‌ ଇସ୍‌ପର୍ ସର୍‌ତେ ବିସ‍ଏକେ ଆରେଣ୍ଡ୍ରେ ।
5 ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ।
ସେବକ ବାବ୍‌ରେ ମୋଶା ଇସ୍‌ପର୍‌ନେ ଡୁଆନ୍ନିଆ ବିସ୍‌ବାସ୍‌ଣ୍ଡ୍ରେ ବାବ୍‌ରେ କାମ୍ ଡିଂବ‍ଆର୍‌ଗେ ବାରି ମେଁନେ କାମ୍ ଇସ୍‌ପର୍ ଇଡ଼ିଂଡେ ଆମ୍ୟାନ୍‌ସା ଲେଃକ୍ନେ ସାମୁଆଁନେ ଉଦା‍ଅରନ୍ ସୁଗୁଆ ।
6 କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।
ମାତର୍‌ କିସ୍‌ଟ ଉଂ ବାବ୍‌ରେ ଇସ୍‌ପର୍‌ନେ କ୍ଲିଗ୍‌ଡା ଡୁଆକେ ସାମ୍ୱାଲେନେ ମେଁ ବିସ୍‌ବାସ୍‌ଣ୍ଡ୍ରେ ବାବ୍‌ରେ ଲେଃକେ । ନେଃ ଜଦି ସାହାସ୍ ସାଚେ ଆସାଆଡିଂକ୍ନେ ବିସ‍ଏ ନେବାଏ ଡାଗ୍‌ଚେ ନେନେ ବିସ୍‌ବାସ୍‌ନିଆ ଡାଟ୍ ନେଲେଃଏ ତେଲା ନେ ମେଁନେ ଡୁଆ ରକମ୍ ନେଡିଂଏ ।
7 ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ
ତେନ୍‌ସା ପବିତ୍ର ଆତ୍ମା ଡେକ୍‌ରକମ୍ ବାସଙ୍ଗ୍‌ଡିଂ “ଏକେ ଜଦି ପେଇଂ ଇସ୍‌ପର୍‌ନେ ସାମୁଆଁ ପେଅଁଏ
8 ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର,”
ତେଲା ପେଇଂନେ ନ୍ତାଞ୍ଜାଇଂନେ ସୁଗୁଆ ମନ୍ ଡାଟ୍ ଆରାଡିଙ୍ଗେପା । କଣ୍ଡାନିଆ ମେଇଂ ତେନ୍ କାଲା ଇସ୍‌ପର୍‌କେ ପରିକ୍ୟା ଡିଂଚେ ମେଁନେ ଆଡ଼ାତ୍ରା ବିରୁଦ୍‌ରେ କାମ୍ ଡିଙ୍ଗ୍‌ବଆର୍ଗେ ।
9 “ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ।”
ଇସ୍‌ପର୍ ବାସଙ୍ଗ୍‌ଡିଂ ଆତ୍‌ଅରିଆ ମେଁଇଂ ନିଂନେ ବପୁ ଆରି ଡାଟ୍ ପରିକ୍ୟା ଡିଙ୍ଗ୍ଆର୍‌କେ ବାରି ମ୍ବାର୍‌କୁଡ଼ି ମୁଆଁ ଜାକ ନେଙ୍ଗ୍‌ ମୁଡ଼ିସାପା କାମ୍ ଡିଂମ୍ବଗେ ଆତେନ୍‌ ମେଁଇଂ କେଲେଃଆର୍‌ଗେ ।
10 “ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।
ତେନ୍‌ସା ନେଙ୍ଗ୍‌ ଏନ୍ ବଁସ୍‌କୁଲ୍‌ ଆଡ଼ାତ୍ରା ରିସା ଡିଙ୍ଗ୍‌ଚେ ମ୍ବାସଙ୍ଗ୍‌କେ ମେଇଂ କାଲାଆଃ ଅବିସ୍‌ବାସ୍‌ ଡିଂଆର୍‌ଏ ବାରି ନେଙ୍ଗ୍‌ନେ ଆଦେସ୍ ମାନେନ୍‌ସା ଇକ୍‌ଚା ଆଡିଙ୍ଗ୍‌ଆର୍‌ ଣ୍ଡୁ ।
11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
ନେଙ୍ଗ୍‌ ଗିସେଃଚେ ପର୍‌ମାନ୍ ଣ୍ଡିଂକେ ନେଙ୍ଗ୍‌ ମୁଡ଼ି ଦେସ୍‌ନ୍ନିଆ ଆମେଇଂକେ ପୁଣ୍ଡେନେ ମ୍ପାବି ଆତେନ୍‌ ଦେସ୍‌ନ୍ନିଆ ମେଁଇଂ ବିଲ୍‌କୁଲ୍‌ ଗା ଆୟାଆର୍‌ ଣ୍ଡୁ ।”
12 ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ବରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ।
ଅ ବିସ୍‌ବାସି ବୟାଁ ଆରି ତନାଇଂ ତରକ୍ ଡିଂ ଲାଲାପା ପେଇଂନେ ବିତ୍ରେବାନ୍ ଜାଣ୍ଡେନେ ମନ୍‌ ଡିଃଡିକି ପାପ୍ ଆରି ଅବିସ୍‌ବାସ୍‌ରେ ତ୍ନଚେ ଜିବନ୍ ଇସ୍‌ପର୍‌ନେ ଡାଗ୍ରାବାନ୍ ସ୍ଲ ଆଡିଂଗେପା ।
13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
ପେନେ ବିତ୍ରେବାନ୍ ଜାଣ୍ଡେ ଡିଡିକି ପାପ୍ ବାନ୍‌ ଆନାଲେଚେ ଡାଟ୍ ମନ୍ ଆଡିଙ୍ଗେପା ଆକେନ୍‌ସା ନିଜେ ନିଜେକେ କାଲାଆଃ ସାଆଜ୍ୟ ଡିଂପା । ବାରି ଦର୍ମ ସାସ୍ତର୍‌ନ୍ନିଆ ଗ୍ନୁଆର୍ ଲେଃକେ, “ଏକେ” ପଦ୍ ଉଡ଼ି ଜାକ ନେନେ ଡାଗ୍ରା ବେବ‍ଆର୍‌ ନିମାଣ୍ଡା ଅଃତେନ୍‍ ଜାକ ଆତେନ୍‌ ଡିଂଲାଲାପା ।
14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
ଜଦି ନେ ସାରାସାରି ଜାକ ନେଁଇଂନେ ଅସେନେ ବିସ୍‌ବାସ୍‌ନିଆ ଡାଟ୍ ନେଲେଃଏ ତେଲା ନେଃ ସାପାରେ କିସ୍‌ଟନେ ରେମୁଆଁ ଡିଂ ନେୟାଏ ।
15 ଯେପରି ଶାସ୍ତ୍ରରେ ଉକ୍ତ ଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର।”
ଦର୍ମସାସ୍ତର୍‌ନ୍ନିଆ ଗୁଆର୍‌ବକେ, “ଏକେ ଜଦି ପେ ଇସ୍‌ପର୍‌ନେ ସାମୁଆଁ ପେଅଁଏ ତେଲା ପେନେ ନ୍ତାଞ୍ଜାଇଂନେ ଗାଗ୍‌ଡ଼େ ଡାଟ୍ ଡିଂଚେ ଇସ୍‌ପର୍‌ନେ ଆଡ଼ାତ୍ରା ଡିରକମ୍‌ ବିରଦ୍‌ କାମ୍ ଡିଙ୍ଗ୍‌ବଆର୍ଗେ ଦେତ୍‌ରକମ୍ ଆଡିଂଗେପା ।”
16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି?
ଇସ୍‌ପର୍‌ନେ ସାମୁଆଁ ଅଁଚେ ଣ୍ଡିଗ୍ ଜାଣ୍ଡେଇଂ ମେଁନେ ଆଡ଼ାତ୍ରା ବିରଦ୍‌ ଡିଙ୍ଗ୍‌ଆର୍‌କେ ମେଇଂ ଜାଣ୍ଡେ? ଜାଣ୍ଡେଇଂକେ ମୋଶା ମିସର୍‌ ଦେସ୍‌ବାନ୍ ୱା ଡୁଂପାଂବଗେ ଆତେନ୍‌‌ଣ୍ଡ୍ରେ ଣ୍ଡୁ କି?
17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?
ମ୍ବାର୍‌କୁଡ଼ି ମୁଆଁ ସାଚେ ମୁଡ଼ି ଇସ୍‌ପର୍‌କେ ରିସା ଡିଙ୍ଗ୍‌ବ‍ଆର୍ଗେ ମେଇଂ ଜାଣ୍ଡେ? ଜାଜା ପାପ୍ କାମ୍ ଡିଂଚେ ପାଦାନ୍ନିଆ ଗୁଏଃ ଲେଃଆର୍‌ଗେ ଆତେନ୍‌‌ଣ୍ଡ୍ରେ ଣ୍ଡୁ କି?
18 ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?
ଇସ୍‌ପର୍ ଉଡ଼ିବେଲା ପର୍‌ମାନ୍ ଡିଂଚେ ବାସଙ୍ଗ୍‌ବଗେ ଜେ “ମେଇଂ ନେଃନେ ପୁଣ୍ଡେନ୍ନିଆ ଅଃନାଡିଗ୍ ଗାନେ ଆୟାଆର୍‌ ଣ୍ଡୁ” ଅଃତେନ୍‌ ବେଲା ମେଁ ଜାନେ ବିସ‍ଏରେ ଆତେନ୍‌ ବାସଙ୍ଗ୍‌ବଗେ? ଜାଣ୍ଡେଇଂ ବିରଦ୍‌ ଡିଂବ‍ଆର୍‌ଗେ ମେଁଇଂନେ ବିସ‍ଏରେ ମେଁ ଆତେନ୍‌ ବାସଙ୍ଗ୍‌ବଗେ ।
19 ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିଲେ ନାହିଁ।
ଆକେନ୍‌ସା ନେଃ କିକେନେଡିଂକେ ଜେ ମେଁଇଂନେ ଅବିସ୍‌ବାସ୍ ନ୍‌ସା ମେଁଇଂ ଆତେନ୍‌ ପାର୍‌ମାନ୍ ଡିଂବକ୍ନେ କିଣାନ୍ ଦେସ୍‌ନ୍ନିଆ ୱେଚା ଆୟାଆର୍‌କେ ଣ୍ତୁ ।

< ଏବ୍ରୀ 3 >