< ଏବ୍ରୀ 13 >

1 ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମ ସ୍ଥିର ହୋଇ ରହିଥାଉ।
ଖ୍ରୀଷ୍ଟିୟାନ୍‌ ହାଗା ମିଶିକ ମିହୁଡ଼୍‌ ଆଡଃମିହୁଡ଼୍‌କେ ଦୁଲାଡ଼୍‌କାତେକୁପେ ।
2 ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି।
ଆପେୟାଃ ଅଡ଼ାଃତେ ହିଜୁଃତାନ୍‌ ହଡ଼କକେ ଦାରମ୍‌କ ନାଗେନ୍ତେ ଆଲପେ ରିଡ଼ିଙ୍ଗ୍‌ୟେଁଆ । ଚିମିନ୍‌ ହଡ଼କ ନେ'ଲେକା କାମିତାନ୍‌ ହରାତେ ବେଗାର୍‌ ସାରିତେ ସିର୍ମାରେନ୍‌ ଦୁଁତ୍‌କକେ ଦାରମ୍‌କେଦ୍‌କଆକ ।
3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।
ଜେହେଲାକାନ୍‌ ହଡ଼କଲଃ ଆପେୟଗି ଇନ୍‌କୁଲଃ ଜେହେଲାକାନ୍‌ ଲେକା ଉଡ଼ୁଃକେଦ୍‌ତେ ଇନ୍‌କୁକେ ପାହାମ୍‌କୁପେ । ଆପେୟଗି ହାସା ହଡ଼୍‌ମରେନ୍‌ ହଡ଼କତାନ୍‌ପେ ମେନ୍ତେ ଆଟ୍‌କାର୍‌ତାନ୍‌ଲଃ ଦୁକୁହାସୁ ନାମେତାନ୍‌ ହଡ଼କକେ ପାହାମ୍‌କୁପେ ।
4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।
ଆଣ୍‌ଦିୟଃତେୟାଃ ସବେନ୍‌କ ନାଗେନ୍ତେ ମାଇନାନ୍‌ ହବାଅଃକା, ଆଡଃ କଡ଼ା କୁଡ଼ି ବାରାନ୍‌କିନ୍‌ଗି ପାତିୟାର୍‌ରଃ ଲେକାକିନ୍‌ ହବାଅଃକା । ପାର୍‌ମେଶ୍ୱାର୍‌ ହଡ଼୍‌ମରାଃ ଏତ୍‌କାନ୍‌ ସାନାଙ୍ଗ୍‌ କାମିତାନ୍‌ ଆଡଃ ଆପାଙ୍ଗିର୍‌ କାମିତାନ୍‌କକେ ବିଚାର୍‌କଆ ।
5 ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।”
ଆପେୟାଃ ଜୀଦାନ୍‌ରେ ଟାକା ପାଏସାରାଃ ହାୟାହେତେ ସାଙ୍ଗିନ୍‌ରେ ତାଇନ୍‌ପେ, ଆଡଃ ଆପେତାଃରେ ଅକ୍‌ନାଃ ମେନାଃ ଇମ୍‌ନାଙ୍ଗ୍‌ରେଗି ସୁକୁକେଦ୍‌ ତାଇନ୍‌ପେ । ଚିୟାଃଚି ପାର୍‌ମେଶ୍ୱାର୍‌ କାଜିକେଦାଏ, “ଆଇଙ୍ଗ୍‌ ଆମ୍‌କେ ଚିଉଲାଅ କାଇଙ୍ଗ୍‌ ଆଡ଼ାଃମେୟାଁ, ଚି ଚିଉଲା କାଇଙ୍ଗ୍‌ ବାଗିମେୟାଁ ।”
6 ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଅଣ କରିବ?”
ଏନାତେ ଆବୁ ଜୀଉରେ କେଟେଦ୍‌କେଦ୍‌ତେ କାଜି ଦାଡ଼ିୟାବୁ, “ପ୍ରାଭୁ ଆଇଁୟାଃ ଦେଙ୍ଗାନିଃ ତାନିଃ, ଆଇଙ୍ଗ୍‌ କାଇଙ୍ଗ୍‌ ବରଏୟା । ହଡ଼ ଆଇଁୟାଃ ଚିନାଃ ରିକା ଦାଡ଼ିୟାଏ?”
7 ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ।
ଆପେୟାଃ ସିଦାରେନ୍‌ ଆଗୁଆଇକ ଆପେକେ ପାର୍‌ମେଶ୍ୱାର୍‌ଆଃ କାଜିକ କାଜିକେଦ୍‌ପେୟା ଏନା ପାହାମେପେ । ଇନ୍‌କୁଆଃ ଜୀଦାନ୍‌ ଆଡଃ ଗନଏଃ ଚିଲ୍‌କା ହବାଲେନା ଏନା ପାହାମ୍‌ ରୁହାଡ଼େପେ ଆଡଃ ଇନ୍‌କୁଆଃ ବିଶ୍ୱାସ୍‌କେ ଆପେୟାଃ ଜୀଦାନ୍‌ରେ ଅତଙ୍ଗ୍‌ୟେଁପେ ।
8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି। (aiōn g165)
ୟୀଶୁ ଖ୍ରୀଷ୍ଟ୍‌ ହଲା, ତିସିଙ୍ଗ୍‌, ଆଡଃ ଜାନାଅ ଜାନାଅ ଜାକେଦ୍‌ ମିଦ୍‌ଗି ତାଇନା । (aiōn g165)
9 ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ।
ରାକାମ୍‌ ରାକାମ୍‌ ଏଟାଃ ଇନିତୁତେ ଆପେୟାଃ ବୁଗିନ୍‌ ହରା ଆଲକା ଆଦଃକା । ଚିୟାଃଚି ଜମ୍‌ ନୁଁରେୟାଃ ନିୟାମ୍‌ ମାନାତିଙ୍ଗ୍‌କେଦ୍‌ତେଦ କାହାଗି, ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ତେ ମନ୍‌ସୁରୁଦ୍‌ରେୟାଃ ପେଡ଼େଃ ନାମେତେୟାଃ ବୁଗିନାଃ ତାନାଃ । ଅକନ୍‌କ ଜମ୍‌ ନୁଁରେୟାଃ ନିୟାମ୍‌ ମାନାତିଙ୍ଗ୍‌ ତାନାକ, ଇନ୍‌କୁଆଃ ଜେତ୍‌ନାଃ ବୁଗିନାଃ କା ହବାକାନା ।
10 ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି।
୧୦ଆବୁଆଃ ମିଆଁଦ୍‌ ଦାଣେଁ ରାକାବ୍‌ରେୟାଃ ବେଦି ମେନାଃ, ଏନାରେ ତାଇନାକାନ୍‌ ଜମେୟାଃଁ ଜମ୍‌ ନାଗେନ୍ତେ ଯିହୁଦୀକଆଃ କୁମ୍ବାରେ ସୁସାର୍‌ତାନ୍‌ ଯାଜାକ୍‌କଆଃ ଆକ୍‌ତେୟାର୍‌ ବାନଃଆ ।
11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ।
୧୧ଯିହୁଦୀ ମାରାଙ୍ଗ୍‌ ଯାଜାକ୍‌ ଜାଁତୁରାଃ ମାୟୋମ୍‌କେ ପାପ୍‌ରେୟାଃ ଦାଣେଁ ରାକାବ୍‌ ନାଗେନ୍ତେ ପୁରାଃ ପାବିତାର୍‌ ଠାୟାଦ୍‌ତେ ଆଉଇୟା, ମେନ୍‌ଦ ଏନ୍‌ ଜାଁତୁରାଃ ହଡ଼୍‌ମକେ କୁମ୍ବାରେୟାଃ ବାହାରି ଇଦିକେଦ୍‌ତେ ସେଙ୍ଗେଲ୍‌ରେ ଉରୁବଃଆ ।
12 ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ।
୧୨ଏନ୍‌ଲେକାଗି ୟୀଶୁହଁ ଆୟାଃ ମାୟୋମ୍‌ତେ ହଡ଼କକେ ପାପ୍‌ହେତେ ଫାର୍‌ଚିକ ନାଗେନ୍ତେ ନାଗାର୍‌ରେୟାଃ ବାହାରିରେ ଗଏଃୟାନା ।
13 ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ।
୧୩ଏନାତେ ଦଲାବୁ, ଆବୁହ ଆୟାଃ ଲେକାଗି ଆବୁକେ ଲାନ୍ଦାବୁତେୟାଃକ ସାହାତିଙ୍ଗ୍‌କେଦ୍‌ତେ ନାଗାର୍‌ରେୟାଃ ବାହାରି କୁମ୍ବାତେ ଆୟାଃ ହେପାଦ୍‌ତେବୁ ସେନା ।
14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ।
୧୪ଚିୟାଃଚି ନେ ଅତେଦିଶୁମ୍‌ରେ ଆବୁ ନାଗେନ୍ତେ ସବେନ୍‌ ହୁଲାଙ୍ଗ୍‌ ନାଙ୍ଗ୍‌ ଜେତା ନାଗାର୍‌ ବାନଃଆ, ମେନ୍‌ଦ ଆବୁ ନାଙ୍ଗ୍‌ ଅକ ନାଗାର୍‌ ହିଜୁଃ ଦିପିଲିକରେ ବାୟୁଃଆ, ଏନ୍‌ ନାଗାର୍‌କେବୁ ନେଲ୍‌ହରାତାନା ।
15 ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ।
୧୫ଏନାତେ ହିଜୁଃପେ, ଆବୁ ୟୀଶୁଆଃ ହରାତେ ପାର୍‌ମେଶ୍ୱାର୍‌ଆଃ ନୁତୁମ୍‌ରେ ଆବୁଆଃ ସାହାରାଅ ଦାଣେଁବୁ ରାକାବେୟା । ନେ ଦାଣେଁ ଆବୁଆଃ ଲାଚଡ଼ାତେ ୟୀଶୁକେ “ପ୍ରାଭୁ” ମେନ୍ତେ ମାରାଙ୍ଗ୍‌ଇଁତାନା ।
16 ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ବରଙ୍କର ପରମ ସନ୍ତୋଷ।
୧୬ଏଟାଃକଆଃ ବୁଗିନାଃ କାମି ନାଗେନ୍ତେ ଆଡଃ ଇନ୍‌କୁକେ ଦେଙ୍ଗାକ ନାଗେନ୍ତେ ଆଲ୍‌ପେ ରିଡ଼ିଙ୍ଗ୍‌ୟେଁଆ, ଚିୟାଃଚି ନେ ସବେନାଃଗି ପାର୍‌ମେଶ୍ୱାର୍‌ଆଃ ସୁକୁଆନ୍‌ ଦାଣେଁ ତାନାଃ ।
17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ।
୧୭ଆପେୟାଃ ଆଗୁଆଇକଆଃ କାଜି ମାନାତିଙ୍ଗ୍‌ପେ ଆଡଃ ଆକଆଃ କାଜି ଆୟୁମେପେ । ଇନ୍‌କୁ ହର ହଡ଼ଲେକା ବେଗାର୍‌ ରୁଡ଼ୁକେଦ୍‌ତେ ଆପେୟାଃ ଜୀଉକ ହରତାନା, ଚିୟାଃଚି ଇନ୍‌କୁକେ ପାର୍‌ମେଶ୍ୱାର୍‌ତାଃରେ ଆକଆଃ କାମିରେୟାଃ ହିସାବ୍‌ ଏମ୍‌ ଲାଗାତିଙ୍ଗ୍‌ୟାଁଃ । ଆପେ ଇନ୍‌କୁକେ ମାନାତିଙ୍ଗ୍‌କରେଦ, ଇନ୍‌କୁ ସୁକୁମନ୍‌ତେ ଆକଆଃ କାମିକ କାମିୟାଁ, ମେନ୍‌ଦ ଆପେ କାପେୟାଃରେଦ, ଇନ୍‌କୁ ଦୁକୁ ମନ୍‌ତେକ କାମିୟାଁ, ଆଡଃ ଏନାରେ ଆପେୟାଃ ନାଙ୍ଗ୍‌ ଜେତାନ୍‌ ବୁଗିନାଃ କା ହବାଅଃଆ ।
18 ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
୧୮ଆଲେ ନାଗେନ୍ତେ ବିନ୍ତିକାତେପେ । ଆଲେୟାଃ ବିବେକ୍‌ ନିରାଲ୍‌ଗିୟା, ଏନା ସାର୍‌ତି ତାନାଃ, ଚିୟାଃଚି ଆଲେ ସବେନ୍‌ ଇମ୍‌ତା ବୁଗିନ୍‌ ଚାଇଲ୍‌ ଚାଲାନ୍‌ ରିକା ନାଗେନ୍ତେଲେ ସାନାଙ୍ଗ୍‌ ତାନା ।
19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇପାରିବି, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି।
୧୯ଆଡଃ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ଆପେତାଃତେ ଜାଲ୍‌ଦିଗି କୁଲ୍‌ତାଇଙ୍ଗ୍‌କା ମେନ୍ତେ ବିନ୍ତିପେ । ଆଇଙ୍ଗ୍‌ ନେଆଁଁ ଆପେତାଃରେ ଆଇଁୟାଃ ମନ୍‌ସୁରୁଦ୍‌ତେଇଙ୍ଗ୍‌ ବିନ୍ତିତାନା ।
20 ଯେଉଁ ଶାନ୍ତିଦାତା ଈଶ୍ବର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; (aiōnios g166)
୨୦ଅକଏଚି ଆୟାଃ ଗନଏଃ ହରାତେ ମିଣ୍ଡିକଆଃ ମାରାଙ୍ଗ୍‌ ମିଣ୍ଡିଗୁପିନିଃ ହବାକାନାଏ, ଆବୁଆଃ ଜୀଉସୁକୁ ଏମଃନିଃ ପାର୍‌ମେଶ୍ୱାର୍‌ ଏନ୍‌ ପ୍ରାଭୁ ୟୀଶୁକେ ଗନଏଃହେତେ ଜୀଉବିରିଦ୍‌କିୟାଏ । ଏନ୍‌ ୟୀଶୁଆଃ ଗନଏଃରେୟାଃ ମାୟୋମ୍‌ତେ ମିଆଁଦ୍‌ ଜାନାଅ ଜାନାଅ ତାଇନଃ ରାଜିନାମାରାଃ ମୋହର୍‌ ଏମାକାନା । (aiōnios g166)
21 ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍। (aiōn g165)
୨୧ଜୀଉସୁକୁ ଏମଃନିଃ ପାର୍‌ମେଶ୍ୱାର୍‌, ଆୟାଃ ସାନାଙ୍ଗ୍‌ ଲେକା କାମି ନାଗେନ୍ତେ ଆପେକେ ଆପେୟାଃ ଲାଗାତିଙ୍ଗ୍‌ ଲେକା ସବେନ୍‌ ବୁଗିନାଃତେୟାଃକଏ ଏମାପେକା, ଆଡଃ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ ଆବୁଆଃ ଜୀଦାନ୍‌ରେ ଇନିୟାଃ ସୁକୁଆନ୍‌ କାମିକ ହବାଅଃକା । ଆଡଃ ଜାନାଅ ଜାନାଅ ଖ୍ରୀଷ୍ଟ୍‌ଆଃ ମାନାରାଙ୍ଗ୍‌ ହବାଅଃକା! ଆମେନ୍‌ । (aiōn g165)
22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି।
୨୨ହେ ହାଗା ମିଶିକ, ଆଇଙ୍ଗ୍‌ ବିନ୍ତିପେ ତାନାଇଙ୍ଗ୍‌, ଆଇଁୟାଃ ନେ ହୁଡିଙ୍ଗ୍‌ ଲେକାନ୍‌ ଅନଲ୍‌ କାଜିକେ ଧ୍ୟାନ୍‌ ଏମ୍‌କେଦ୍‌ତେ ଆୟୁମେପେ । ଆଇଙ୍ଗ୍‌ ଆପେକେ ଜୀଉରେ ରାସ୍‌କାପେ ନାଗେନ୍ତେ ନେଆଁଁଇଙ୍ଗ୍‌ ଅଲାକାଦା ।
23 ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି।
୨୩ଆପେ ସାରିପେ ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା ଯେ, ଆବୁଆଃ ହାଗା ତୀମଥି ଜେହେଲ୍‌ହେତେ ଅଡଙ୍ଗ୍‌ଆଁକାନା, ଇନିଃ ଜାଲ୍‌ଦି ହିଜୁଃରେଦ, ଆଇଙ୍ଗ୍‌ ଆୟାଃଲଃ ମିସାତେ ଆପେତାଃତେ ନେପେଲ୍‌ ନାଗେନ୍ତେଇଙ୍ଗ୍‌ ହିଜୁଃଆ ।
24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ। ଯେଉଁମାନେ ଇତାଲିଆ ଦେଶରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୨୪ଆପେୟାଃ ସବେନ୍‌ ଆଗୁଆଇକକେ ଆଡଃ ପାର୍‌ମେଶ୍ୱାର୍‌ଆଃ ହଡ଼କକେ ଆଲେୟାଃ ଜହାର୍‌ ଉଦୁବାକପେ । ଇଟାଲି ଦିଶୁମ୍‌ହେତେ ହିଜୁଃକାନ୍‌ ହାଗାକ ଆପେକେହଗି ଜହାର୍‌ ମେନ୍ତେକ କାଜିକୁଲେତାନା ।
25 ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
୨୫ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ଆପେ ସବେନ୍‌କଲଃ ହବାଅଃକା ।

< ଏବ୍ରୀ 13 >