< ଏବ୍ରୀ 13 >

1 ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମ ସ୍ଥିର ହୋଇ ରହିଥାଉ।
କ୍ରୀସ୍ତାନା ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା ରଅତେରି ରଅଣାଇଁ ଜୀୱୁ ନ଼ୱୁ ।
2 ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି।
ପୁନାଆତି ଗତାୟାଁଣି ସେ଼ବା କିହାଲି ବା଼ଣା ଆ଼ଆଦୁ, ଇଚିହିଁ ଏଲେକିତାକି ଏଚରଜା଼ଣା ପୁନାଆନା ଲାକପୂରୁତି ଦୂତୁୟାଁଣି ସେ଼ବା କିହାମାନେରି ।
3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।
କାୟିଦିତା ମାନାରାଇଁ ମୀରୁ ଏ଼ୱାରିତଲେ କାୟିଦିତା ମାନି ଲେହେଁ ଅଣ୍‌ପାଦୁ ଇଞ୍ଜାଁ ଆଙ୍ଗା ତଲେ ମାନାକି ଦୁକୁ କସ୍ତ ବେଟାଆ଼ହିମାନାରି ତଲେ ସମାନା ଦୁକୁ କସ୍ତ ବେଟାଆ଼ହାଲି ଅଣ୍‌ପାଦୁ ।
4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।
ବୀହା ବାରେ ଲ଼କୁ ନ଼କିତା ନେହାୟି ଆ଼ପେ, ଇଞ୍ଜାଁ ଡକ୍ରି ଅ଼ଡ଼େ ଡକ୍ରା ମା଼ନି ତଲେ ଡ଼ୟାପୁ, ଏ଼ନାଆଁତାକି ଇଚିହିଁ ମାହାପୂରୁ ଲାଗେଏତି କାମା ଅ଼ଡ଼େ ଦା଼ରିକାମା କିନାରାଇଁ ନୀହାଁୟି କିନେସି ।
5 ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।”
ତା଼କିନି ତା଼କୁତା ଦ଼ନ ଜୂପ୍‌କା ଆ଼ଆଦୁ, ମିଙ୍ଗେ ଏ଼ନାୟି ମାନେ, ଏମ୍ବାଆଁ ରା଼ହାଁତଲେ ମାଞ୍ଜୁ, ଇଚିହିଁ ମାହାପୂରୁ ଏଲେଇଞ୍ଜା ମାନେସି, “ନା଼ନୁ ନିଙ୍ଗେ ଏଚେଲାୱା ପିସ୍ତଅଁ, ନା଼ନୁ ନିଙ୍ଗେ ଏଚେଲାୱା ବା଼ଣାଆୟଅଁ ।”
6 ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଅଣ କରିବ?”
ଈଦାଆଁତାକି ମା଼ର ସା଼ସାତଲେ ଏଲେଇଞ୍ଜାଲି ଆ଼ଡିନାୟି, “ପ୍ରବୁ ନା଼ ସା଼ୟେମି ଆ଼ନାସି, ନା଼ନୁ ଇଚାଣି ଆଜଅଁ, ମାଣ୍‌ସି ନାଙ୍ଗେ ଏ଼ନାଆଁ କିହାଲି ଆ଼ଡାନେସି?”
7 ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ।
ଆମିନି ଗାଟାରି ମିଙ୍ଗେ ମାହାପୂରୁତି ବ଼ଲୁ ୱେସାମାଞ୍ଜାତେରି, ମୀରୁ ଏଲେତି କାଜାରାଇଁ ମା଼ନି କିଦୁ; ଏ଼ୱାରି ଏ଼ନିକିଁ ନୀଡାମାଚେରି ଇଞ୍ଜାଁ ହା଼ତେରି, ଏ଼ଦାଆଁ ଅଣ୍‌ପାନା ଏ଼ୱାରି ନାମିତି ଲେହେଁ ମୀରୁ ଜିକେଏ ନାମାଦୁ ।
8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି। (aiōn g165)
ଜୀସୁ କ୍ରୀସ୍ତ ରେଃଏନି, ନୀଞ୍ଜୁ ଅ଼ଡ଼େ କା଼ଲେଏ ତାକି ସମାନା ଡ଼ୟିନେସି । (aiōn g165)
9 ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ।
ଏଟ୍‌କା ଅ଼ଡ଼େ ଅ଼ର ର଼ଲେତି ଜା଼ପ୍‌ନି ତା଼ଣା କିଲିବିଲି ଆ଼ଆଦୁ, ଇଚିହିଁ ତିନି ରା଼ନ୍ଦାତା ଆ଼ଏ, ସାମା ମାହାପୂରୁ କାର୍ମାଟି ହିୟାଁ ତୀରି ଆ଼ନାୟି ନେହେଁ; ଆମିନି ଗାଟାରି ତିନି ରା଼ନ୍ଦାତି ମେ଼ରା ମା଼ନୱି ଆ଼ନେରି, ଏ଼ୱାରାକି ଏ଼ନି ଲା଼ବା ଆ଼ଏ ।
10 ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି।
୧୦ମା଼ ଇଲେତି ର଼ ପୂଜାପିଣ୍ତା ମାନେ, ଆମିନି ପୂଜା ପିଣ୍ତାତି ଦିଣ୍‌ସୁଇଁ ତୂମୁ ଇଲୁତା ସେ଼ବାକିନି ପୂଜେରାଙ୍ଗା ତିଞ୍ଜାଲି ଅଦିକାରା ହିଲେଏ ।
11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ।
୧୧ଇଚିହିଁ ଜୀହୁଦିୟାଁତି କାଜା ପୂଜେରା ପା଼ପୁ ତାକି ହେର୍‌ପାମାନି ଜ଼ନ୍ତତି ନେତେରି ସୁଦୁ ଟା଼ୟୁତା ଅ଼ନେସି; ସାମା ଏ଼ ଜ଼ନ୍ତତି ଆଙ୍ଗା ବାରେ ସାମ୍‌ଣ୍ତା ପାଙ୍ଗାତା ତାଚାହାଁ ହୂଡ୍‌ୱିଆ଼ନେ ।
12 ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ।
୧୨ଈଦାଆଁତାକି ଜୀସୁ ଜିକେଏ ତାନି ନେତେରି ତଲେ ଏ଼ନିକିଁ ଲ଼କୁଣି ସୁଦୁ କିନେସି, ଈଦାଆଁତାକି ଗା଼ଡ଼ା ପାଙ୍ଗାତା ହା଼ତେସି ।
13 ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ।
୧୩ଈଦାଆଁତାକି ୱା଼ଦୁ, ମା଼ର ଜିକେଏ ଏ଼ୱାଣିଲେହେଁ ନିନ୍ଦା ଅ଼ର୍‌ହାନା ଗା଼ଡ଼ା ପାଙ୍ଗାତା ଏ଼ୱାଣି ତା଼ଣା ହାନ ।
14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ।
୧୪ଏ଼ନାଆଁତାକି ଇଚିହିଁ ଇମ୍ବାଆଁ ବାରେ ଦିନାତାକି ମାଙ୍ଗେ ଡ଼ୟିନି ଗା଼ଡ଼ା ହିଲେଏ, ସାମା ମା଼ର ଡା଼ୟୁ ୱା଼ହିମାନି ଗା଼ଡ଼ାତି ବେଟାଆ଼ହାଲି ପାରିମାନାୟି ।
15 ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ।
୧୫ଈଦାଆଁତାକି ୱା଼ଦୁ, ମା଼ର ଜୀସୁ ତା଼ଣାଟି ମାହାପୂରୁଇଁ ଜହରାତି ପୂଜା କିନ, ଇଚିହିଁ ତାନି ଦ଼ରୁ ଜ଼ଲିମାନି ଗୂତିତି ବାରେଦିନା ହେର୍‌ପିନ ।
16 ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ବରଙ୍କର ପରମ ସନ୍ତୋଷ।
୧୬ଏଟ୍‌କା ତାରାଇଁ ସା଼ୟେମି କିହାଲି ବା଼ଣା ଆ଼ଆଦୁ, ଇଚିହିଁ ଇଲେତି ପୂଜା କାମାତା ମାହାପୂରୁ ରା଼ହାଁ ଆ଼ନେସି ।
17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ।
୧୭ମୀ କାଜାରାଇଁ ମା଼ନୱି ଆ଼ହାନା ଏ଼ୱାରାଇଁ ମା଼ନି କିଦୁ, ଇଚିହିଁ ଆମିନି ଗାଟାରି ମାହାପୂରୁକି ଲେକା ହୀନାୟି ମାନେ, ଏ଼ୱାରିଲେହେଁ ଏ଼ୱାରି ମୀ ଜୀୱୁତି କା଼ଚିମାନେରି, ଏ଼ନିକିଁ ଏ଼ୱାରି ଏ଼ଦାଆଁ ଦୁକୁ ତଲେ କିଆନା ରା଼ହାଁତଲେ କିହାଲି ଆ଼ଡିନେରି; ଦୁକୁ ତଲେ କିତିସାରେ ମିଙ୍ଗେ ଏ଼ନି ଲା଼ବା ହିଲେଏ ।
18 ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
୧୮ମାଙ୍ଗେତାକି ପ୍ରା଼ତାନା କିଦୁ, ଇଚିହିଁ ମା଼ ନାମୁ ମାନେ, ମା଼ ଅଣ୍‌ପୁ ନେହାୟି ଆ଼ପେ, ଅ଼ଡ଼େ ବାରେ କାମାତା ନେହିଁ ମାଣ୍‌କି ଆ଼ହାଲି ମା଼ମ୍ବୁ ଅଣ୍‌ପିମାନମି ।
19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇପାରିବି, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି।
୧୯ଅ଼ଡ଼େ ନା଼ନୁ ମୀ ତା଼ଣା ଏ଼ନିକିଁ ତବେ ୱାୟାଲି ଆ଼ଡିଇଁ, ଏ଼ଦାଆଁତାକି ମାହାପୂରୁ ତା଼ଣା ପ୍ରା଼ତାନା କିହାଲି ନା଼ନୁ ମିଙ୍ଗେ ହା଼ରେକା ବାତିମା଼ଲିମାଞ୍ଜାଇଁ ।
20 ଯେଉଁ ଶାନ୍ତିଦାତା ଈଶ୍ବର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; (aiōnios g166)
୨୦ଆମିନି ହିତ୍‌ଡ଼ି ହିୟାନି ମାହାପୂରୁ କା଼ଲାକା଼ଲା ଡ଼ୟିନି ରା଼ଜିମା଼ନାତି ନେତେରି ତାକି, କାଜା ମେ଼ଣ୍ତା ଗ଼ଡ଼ୁ, ଇଚିହିଁ ମା଼ ପ୍ରବୁ ଜୀସୁଇଁ ହା଼ତାରି ତା଼ଣାଟି ନୀଟ୍‌ହା ମାନେସି; (aiōnios g166)
21 ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍। (aiōn g165)
୨୧ଏ଼ୱାଣି ନ଼କିତା ଏ଼ନାୟି ନେହାୟି, ଏ଼ଦାଆଁ ଏ଼ୱାସି ମା଼ ହିୟାଁତା ଜୀସୁ କ୍ରୀସ୍ତ ତା଼ଣାଟି ରା଼ପ୍‌ହାନା ତାନି ମ଼ନଲେହେଁ କିହାଲି ମିଙ୍ଗେ ବାରେ ନେହିଁ କାମା କିୟାପେସି । ଏ଼ୱାଣାକି କା଼ଲାକା଼ଲାତି ଗାୱୁରମି ଆ଼ପେ! ଆ଼ମେନ୍‌ । (aiōn g165)
22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି।
୨୨ଏ଼ ତାୟି ତାଙ୍ଗିସ୍କା, ନା଼ନୁ ମିଙ୍ଗେ ବାତିମା଼ଲିମାଞ୍ଜାଇଁ, ଈ ଜାଗ୍ରାତା କିୱିକିନି କାତା ସା଼ସା ଇଟାନା ମ଼ନ ହୀଦୁ, ଇଞ୍ଜାଁ ନା଼ନୁ ରା଼ହାଁ କିହାଲି ଈ ଊଣା ଆ଼କୁ ମିଙ୍ଗେ ରା଼ଚାମାଇଁ ।
23 ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି।
୨୩ମା଼ ତାୟି ତିମତି କାୟିଦିଟି ତବେ ପିସ୍‌ପି ଆ଼ହାମାନେସି ଇଞ୍ଜିଁ ପୁଞ୍ଜେରି, ଏ଼ୱାସି ତବେ ୱା଼ତିସାରେ ଏ଼ୱାଣିତଲେ ନା଼ନୁ ମୀ ତା଼ଣା ବେ଼ଚିୱା଼ହାଲି ୱା଼ଇଁ ।
24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ। ଯେଉଁମାନେ ଇତାଲିଆ ଦେଶରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୨୪ମୀ ବାରେ କାଜାରାଇଁ ଅ଼ଡ଼େ ମାହାପୂରୁ ଲ଼କୁଇଁ ଜହରା ୱେହ୍‌ଦୁ । ଏମିନି ତାୟିୟାଁ ଇଟାଲି ଦେ଼ସାଟି ୱା଼ହାମାନେରି, ଏ଼ୱାରି ମିଙ୍ଗେ ଜହରା ୱେସିମାଞ୍ଜାନେରି ।
25 ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
୨୫ମାହାପୂରୁତି କାର୍ମାମେହ୍‌ନାୟି ବାରେତେରି ମିଙ୍ଗେତାକି ଆୟାପେ ।

< ଏବ୍ରୀ 13 >