< ଏବ୍ରୀ 12 >
1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।
ଡେକ୍ରକମ୍ ସାକିରେଇଂନେ ମୁଇଙ୍ଗ୍ ମ୍ନା ରେମୁଆଁ ନେନେ ପିତୁର୍ ଗେରେ ଲେଃଆର୍କେ । ଆକେନ୍ସା ପାଙ୍ଗ୍ଲାପା ମୁଡ଼ିସାପା ବିସଏ ନେଁଇଂନେ ପିତୁର୍ପାକା ଗେରେ ଲେଃଆର୍କେ ବାରି ମୁଡ଼ିସାପା ପାପ୍ ଆନେକେ ଗୁଚେ ସାଡିଂକେ ଆତେନ୍ ସାପା ଆନ୍ତାର୍ଚେ ଡାଟାମ୍ ବାବ୍ରେ ଡିଂଚେ ନେଁ ନ୍ସା ଆରେକ୍ନେ ଗାଲିନ୍ନିଆ ସେନୁଗ୍ ନେୱେପା ।
2 ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନକୁ ସହ୍ୟ କଲେ ଏବଂ ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ବରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି।
ଜାଣ୍ତେନେ ଆଡ଼ାତ୍ରା ନେଁ ମୁଲେବାନ୍ ବିସ୍ବାସ୍ ଆସା ଡିଂନେଡିଂକେ ଆତେନ୍ ଜିସୁନେ ଡାଗ୍ରା ନେଃନେ ମ୍ମୁଆଃ ମନ୍ଦ୍ୟାନ୍ ବିଃଚେ ନେବପା । ମେଁ କୁରୁସ୍ ବୟରେ ନିଜର୍ କାମ୍ବାନ୍ ବିନେ ଡିଂଚେ ଆଲେଃଗେ; ବିନ୍ପାକା ମେଁ ନ୍ସା ରିସିଙ୍ଗ୍ ଲେଃଗ୍ନେ ମ୍ଲେଡ଼ିଆ ନ୍ସା କୁରୁସ୍ କାଟ୍ନ୍ନିଆ ଗୁଏନେ ଅପମାନ୍କେ ମେଁ ସରା ଡାଗ୍ଏ; ଏବେ ମେଁ ଇସ୍ପର୍ନେ ସିଂଆସନନେ ବେଃସ୍ୟାଃ ପାକା କଲେଃକେ ।
3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର।
ଏତେ କେଲାପା ବୟାଁ ଆରି ତନାଇଂ ମେଁ ଉଡ଼ି ଦୁକ୍ ସମ୍ବାଲେ ଆଲେଃକେ । ମେଁ ପାପିଇଂନେବାନ୍ ଉଡ଼ି ନିନ୍ଦା ସମ୍ବାଲେ ଆଲେଃଆର୍କେ । ତେନ୍ସା ପେଇଂ ମାମ୍ଲେଡ଼ିଆଚେ ସାତାଲୁ ଆଡିଙ୍ଗେପା ।
4 ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତ-ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,
ଡାଗ୍ଲା ଆପେକେ ଏଃ ଜାକ ପାପ୍ ବିରଦ୍ରେ ଗୁଏନେ ଜାକ ଜୁଦ୍ ଡିଙ୍ଗ୍ନ୍ସା ଆପଡ଼େକେ ।
5 ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, “ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ;
ଇସ୍ପର୍ ମେଁନେ ଉଙ୍ଗ୍ଡେ ରକମ୍ ଆପେକେ ମୁଡ଼ି ମ୍ଲେଡ଼ିଆ ସାମୁଆଁ ଆଅଁଡିଙ୍କେ ଆତେନ୍ ମେଁନେ ପେଇଂ ଆବ ୱେପେଲେଃକେ? “ଅ ନିଂନେ ଉଂ ଇସ୍ପର୍ ଆନାକେ ସାସନ୍ ଡିଂନେବେଲା ମୁଇଂ ମନ୍ ଡିଂ । ମେଁ ଆନାକେ ୱିଂନେ ବେଲା ମୁର୍ମୁରା ଆଡିଙ୍ଗେପା ।
6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।”
ଡାଗ୍ଲା ଇସ୍ପର୍ ଆଜାକେ ଆଲାଦ୍ ଡିଂଏ ଆମେକେ ସାସନ୍ ଡିଂଏ ଆରି ଆଜାକେ ଉଂରକମ୍ ଗ୍ରଅନ୍ ଡିଂଏ ଆମେକେ ସାସ୍ତି ବିଏ ।”
7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି?
ପେଇଂନେ ଦୁକ୍ କସ୍ଟକେ ଆବାନେ ସାସନ୍ ଡାଗ୍ଚେ ସମ୍ବାଲେପା ଆକେନ୍ବାନ୍ ମେଁ ନାଁ ଏତେ ଆବା ରକମ୍ ବେବଆର୍ ଡିଙ୍ଗ୍ଡିଙ୍କେ ଡାଗ୍ଚେ ତ୍ନା ଡିଂକେ । ଆବାବାନ୍ ଅଃନାଡିଗ୍ ସାସ୍ତି ଆବାକେ ଡେକ୍ରକମ୍ ଉଂ ଲେଃକେ କି?
8 କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ।
ମେଁନେ ବିନ୍ ଉଂଡେଇଂନେ ସୁଗୁଆ ଆନାକେ ଜଦି ପେମ୍ବା ସାସନ୍ ଆଡିଂ ଣ୍ଡୁ ତେଲା ତ ନାଁ ସତ୍ ଗଡ଼େଅ ଣ୍ଡୁ ନାଁ ମୁଇଙ୍ଗ୍ ଉବ୍କା ଗଡ଼େଅ ।
9 ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?
ନେଁ କିତଂଇନିନେ ଆବାଇଂ ଆନେକେ ସାସ୍ତି ବିଃଲା ଡିଗ୍ ନେଁ ଆମେଇଂକେ ଜତନ୍ ନେଡିଂଏ । ଡେତ୍ଲା ନେଁ ଆତ୍ମାଇଂନେ ଆବାନେ ସାସନ୍ନେ ଆଲ ଡିଂଚେ ଲେଃନେ ଉଡ଼ି ମାଲେ ଇକ୍ଚା!
10 କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି।
ନେଁନେ କିତଂଇନିନେ ଆବାଇଂନେ ମ୍ମୁଆଁନିଆ ମେଁନେ ଆରେକ୍ନେ ଆତେନ୍ ଅନୁସାରେ ଆନେଁକେ ଇତୁଡ଼ା ଜୁଗ୍ ନ୍ସା ସାସନ୍ ଡିଂଆର୍ଏ; ମାତର୍ ନେଁ ଡିରକମ୍ ମେଁନେ ପବିତ୍ରତାନ୍ନିଆ ମିସୁ ନେୟାଏ, ଆକେନ୍ ଉଦେସ୍ରେ ଇସ୍ପର୍ ନେଁନେ ନିମାଣ୍ଡା ନ୍ସା ଆନେକେ ସାସନ୍ ଡିଂଆର୍ଏ ।
11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ।
ସାସ୍ତି ବାନେ ବେଲା ଆନେକେ ଆତେନ୍ ଦୁକ୍ ରକମ୍ ମନେ ଡିଂଏ ଅଃନାଡିଗ୍ ସୁକ୍ ଣ୍ଡୁ । ମାତର୍ ସାସ୍ତି ବାନ୍ ଜାଣ୍ଡେଇଂନେ ଜିବନ୍ ଉଦାର୍ ଡିଂଏ ମେଇଂ ଇଡ଼ିଂ ସାନ୍ତିବିଣ୍ଡ୍ରେ ଦରମ୍ ଜିବନ୍ ରକମ୍ ଇନାମ୍ ନେବାଏ ।
12 ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର,
ଏନ୍ସା ପେଇଂନେ ସାତାଲୁ ନ୍ତି ସିଦା ଆଡିଙ୍ଗ୍ପା ଆରି ସାତାଲୁ ମାଣ୍ତିକେ ଡାଟ୍ ଆଡିଂପା ।
13 ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ।
ସିଦା ଗାଲିଇଂନ୍ନିଆ ଅଲେଙ୍ଗ୍ପା; ଡେତ୍ଲା ନାଁନେ ଚଟା ଞ୍ଚ ଚଟା ମାଡିଂଚେ ନିମାଣ୍ଡା ଡିଂଏ ।
14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,
ସର୍ତେରେ ଏତେ ସାନ୍ତିରେ ବାସାନେସା ଆରି ପବିତ୍ରରେ ବ୍ରୁଆଡିକେ ଡିଂନେସା ଚେସ୍ଟା ଡିଂ; ଡାଗ୍ଲା ଆତେନ୍ ଆନ୍ତାର୍ଚେ ଜାଣ୍ଡିଗ୍ ମାପ୍ରୁନେ ଦର୍ସନ୍ ଲାବ୍ ଆଡିଂ ଣ୍ଡୁ ।
15 କାଳେ କେହି ଈଶ୍ବରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି;
ତରକ୍ ଲାଲାପା, ଡିରକମ୍ ଇସ୍ପର୍ନେ ଦୟାବାନ୍ ଆଡଗେପା । ବିସେଃ ସ୍ଲା ରକମ୍ ଆଡିଙ୍ଗେପା । ବିସେଃ ସ୍ଲା ମ୍ନା ୱେଲା ମେଁନେ ବିସ୍ବାନ୍ ମାଲେ ନସ୍ଟ ଡିଂଏ ।
16 କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏହି ବିଷୟରେ ସାବଧାନ ହୁଅ।
ଏଷୌ ସୁଗୁଆ ଜାଡିଗ୍ ଜାଲାରି ଣ୍ଡୁଲା ଅଦରମ୍ଣ୍ଡ୍ରେ ଆଡିଙ୍ଗ୍ଲେ; ମେଁ ତ ମୁଇଙ୍ଗ୍ ଅଲିନେ ବଲେ ନ୍ସା ମ୍ନା ବୟାଁନେ ଅଦିକାର୍ ସ ବିବଗେ ।
17 ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ।
ଇଡ଼ିଙ୍ଗ୍ ମେଁ ଆବାନେ ଆସିର୍ବାଦ୍ ବାନେସା ଇକ୍ଚା ଡିଂକେ ମାତର୍ ଆୟାକେ ଣ୍ତୁ । ଜବର୍ ଡେଃମୁଆଁ ଆଡଙ୍ଗ୍ଚେ ଡିଗ୍ ମେଁ ନିଜେ ଡିଂକ୍ନେ କାମ୍ନେ ଚୁଚୁ ବଦ୍ଲେ ଆୟାକେ ଣ୍ତୁ ।
18 କାରଣ ତୁମ୍ଭେମାନେ ସ୍ପୃଶ୍ୟ ପର୍ବତ ଓ ପ୍ରଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼,
ଇସ୍ରାଏଲ୍ଣ୍ଡ୍ରେଇଂନେ ସୁଗୁଆ ପେଇଂ ସିନାଇ କଣ୍ଡାନ୍ନିଆ ଡୁଆକ୍ନେ ସୁଆ ଜବର୍ ତାଙ୍ଗ୍କିଗ୍ ୱେଡ଼ିଆଗୁର୍ୟା
19 ତୂରୀଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
ପ୍ନିଃ ନ୍ନାଙ୍ଗ୍ ବାରି ଅସ୍ମାର୍ ସାର୍ନେ ବୁଦି ପେବାକେ ଣ୍ଡୁ । ଇସ୍ରାଏଲ୍ଣ୍ଡ୍ରେଇଂ ଆତେନ୍ ସବ୍ଦ ଅଁଚେ ପାର୍ତନା ଡିଂବଆର୍ଗେ, ଡିରକମ୍ ମେଇଂ ଆତ୍ବାନ୍ ଆରି ମୁଇଂପଦ୍ ଡିଗ୍ ଆଅଁ ଆର୍ଣ୍ଡୁ ।
20 “ଯେଣୁ କୌଣସି ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ସେ ପ୍ରସ୍ତରାଘାତରେ ହତ ହେବ”, ଏହି ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରିପାରିଲେ ନାହିଁ;
ଡାଗ୍ଲା “ମୁଇଂ ପସୁ ଡିଗ୍ ଆତେନ୍ କଣ୍ଡାକେ ଲିଗ୍ଲା ଆମେକେ ବ୍ରି ଏତେ ଟୁବାର୍ଚେ ବାଗୁଏଃ” ଏନ୍ କସ୍ଟକ୍ନେ ଆଦେସ୍ ମେଁଇଂନେ ଡାଗ୍ରା ସମ୍ବାଲେନେ କସ୍ଟ ଡିଂଲେଃଗେ ।
21 ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, “ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି।”
ଆତେନ୍ ଚିନ୍ ଅଃକେନ୍ ବୟଙ୍କାର୍ ଲେଃଗେ ଜେ ମୋଶା ବାସଙ୍ଗ୍ବଗେ “ନିଂ ବୁଟଚେ ଜୁର୍ ଣ୍ତିଂକେ ।”
22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଈଶ୍ବରଙ୍କ ନଗର, ଅର୍ଥାତ୍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ,
ମାତର୍ ପେଇଂ ପାଙ୍ଗ୍ପେଲେଃକେ ସିୟୋନ କଣ୍ଡାନ୍ତୁଗ୍ ଜିବିତ୍ ଇସ୍ପର୍ନେ ଇନି କିତଂନେ ଯିରୂଶାଲମ୍ନ୍ତୁଗ୍ ଆଣ୍ଡିଡାଗ୍ରା ଅଜାର୍ ଅଜାର୍ କିତଂ ଦୁତ୍ଇଂ ରିସିଙ୍ଗ୍ ଆର୍ଏ ।
23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ବର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,
ଇସ୍ପର୍ନେ ମୁଡ଼ି ପର୍ତୁମ୍ ଜନମ୍ ଡିଂକ୍ନେ ମଣ୍ଡଲି ଗଡ଼େଇଂନେ ମ୍ନି କିତଂନ୍ନିଆ ଗ୍ନୁଆର୍ ଡିଂଲେଃକେ ପେଇଂ ମେଁଇଂନେ ମ୍ଲେଡ଼ିଆ ଟାନ୍ନ୍ତୁଗ୍ ପାଙ୍ଗ୍ପେଲେଃକେ । ସର୍ତେ ରେମୁଆଁ ଜାତିନେ ବିଚାର୍ ଡିଂଣ୍ଡ୍ରେ ଇସ୍ପର୍ନେ ନ୍ତୁଗ୍ ବାରି ଇକ୍ଚାରେ ବାକ୍ନେ ଦରମ୍ଣ୍ଡ୍ରେ ରେମୁଆଁଇଂନେ ଆତ୍ମାଇଂନେ ନ୍ତୁଗ୍ ପେଇଂ ପାଙ୍ଗ୍ପେଲେଃକେ ।
24 ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ।
ବାରି ତ୍ମି ନିଅମ୍ନେ ଆରେଣ୍ଡ୍ରେ ଜିସୁନେ ଡାଗ୍ରା ଆରି ଜାଣ୍ଡେନେ ମିଆଁ ହେବଲନେ ମିଆଁ ବାନ୍ ମ୍ନା ବିସଏଇଂ ବିଏ ଡାଗ୍ଚେ ଆସା ତାର୍ଡିଂକେ ଆତେନ୍ ମିଆଁ ଡାଗ୍ରା ପାଙ୍ଗ୍ପେଲେଃକେ ।
25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ!
ଆକେନ୍ସା ତରକ୍ ଲାଲାପା, ମେଁନେ ସାମୁଆଁକେ ଅମାନି ଆଡିଙ୍ଗେପା । କିତଂବାନ୍ ସାମୁଆଁ ଡୁଂପାଙ୍ଗ୍ଚେ ଦର୍ତନିନ୍ନିଆ ଆମେକେ ବାସଙ୍ଗ୍ବଗ୍ନେ ରେମୁଆଁନେ ଡାଗ୍ରା ଜାଣ୍ଡେଇଂ ଆଅଁଆର୍କେ ଣ୍ଡୁ, ମେଇଂ ଜାଣ୍ଡିଗ୍ ରକ୍ୟା ଆବାଆର୍କେ । ଡେତ୍ଲା ଏକେ ଜା କିତଂନ୍ନିଆ ଲେଃଚେ ସାମୁଆଁ ବାସଙ୍ଗ୍ବକେ, ଆମେକେ ଉର୍ଲା ନେ ମେଃନେ ରକ୍ୟା ବାନେୟାଏ?
26 ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।”
ଅଃତେନ୍ ବେଲା ମେଁନେ ସାମୁଆଁ ମଞ୍ଚ୍ପୁର୍କେ ତରଅର ଆଡିଂବଗେ । ଏକେ ମେଁ ପର୍ମାନ୍ ଡିଂବକେ “ନିଂ ବାରି ମୁଇଂତର୍ ମୁଇଙ୍ଗ୍ ମଞ୍ଚ୍ପୁର୍କେ ଣ୍ଡୁ କିତଂବ୍ରିକେ ଣ୍ଡିଗ୍ ତରଅର ନ୍ନାଃଡିଙ୍ଗ୍ଏ ।”
27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।
ଆକ୍ବାନ୍ ନିମାଣ୍ଡା ନେମ୍ୟାକେ ଜେ, ମେଁ “ବାର୍ମୁଇଂତର୍” ମେଃନେ ଡିଂଏ, ତେନ୍ବାନ୍ ଆଃରେକ୍ନେ ସର୍ତେ ସାମୁଆଁ ତରଅର ଡିଂଚେ ନସ୍ଟ ଡିଂଏ । ମୁଇଙ୍ଗ୍ ମୁଡ଼ିସାପା ସାମୁଆଁ ଲୁତୁଗ୍ ୱେ ଆୟା ଣ୍ଡୁ ଆତେନ୍ ଡାଟ୍ ଡିଂଚେ ଲେଃଏ ।
28 ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ବରଙ୍କ ସନ୍ତୋଷଜନକ ଉପାସନା କରୁ।
ତେନ୍ସା ପାଙ୍ଗ୍ଲାପା ନେ ନେରାରେକ୍ନେ କାମ୍ ନେଡିଂପା ଡାଗ୍ଲା ନେ ମୁଇଙ୍ଗ୍ ମାଡାନେ ରାଜି ନେବାଏ । ପାଙ୍ଗ୍ଲାପା ନେ ଡିଂନେ କାମ୍ ନେରାମ୍ୟାଏ ବାରି ପୁଜା ଆରି ବୁଟନେ ଏତେ ଇସ୍ପର୍ନେ ନିମାଣ୍ଡା ଗଡ଼େଅ ଡିଂଚେ ଆମେକେ ଦନ୍ୟବାଦ୍ ନେଡିଂପା ।
29 କାରଣ ଆମ୍ଭମାନଙ୍କର ଈଶ୍ବର ଗ୍ରାସକାରୀ ଅଗ୍ନି ସ୍ୱରୂପ।
ଡାଗ୍ଲା ସତ୍ରେ ନେଁଇଂନେ ଇସ୍ପର୍ ଡିଂଡିଂକେ ମୁଇଙ୍ଗ୍ ଆଗୁଏନେ ସୁଆ ।