< ଏବ୍ରୀ 10 >
1 ଅତଏବ, ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ।
ଇହୁଦିଇଂନେ ସାସ୍ତର୍ ସତ୍ ବିସଏନେ ମୁଇଙ୍ଗ୍ କ୍ଲିଗ୍ଡା ଆରି ଟିକ୍ ଚିତ୍ର ଣ୍ଡୁ, ଆକେନ୍ ସେନୁଗ୍ ମ୍ନା ବିସଏନେ ମୁଇଙ୍ଗ୍ ବୁଲ୍ ତ୍ନାକ୍ନେ ଚିନା ମାତର୍ । କାଲାଆଃ ମେମୁଆଁକେ ମେମୁଆଁ ଆତେନ୍ ମୁଇଙ୍ଗ୍ ରକମ୍ ବଲିଦାନ୍ ଅପେଃ ଡିଂକେ । ଜାଣ୍ଡେଇଂ ଇସ୍ପର୍ନେ ଡାଗ୍ରା ପାଙ୍ଗ୍ଆର୍ଏ ସାସ୍ତର୍ନେ ଆତେନ୍ ସାପା ବଲିପୁଜା ବାନ୍ ମେଇଂ ମେଃନେ ନିମାଣ୍ଡା ଡିଂ ୟାଡିଂଆର୍କେ?
2 ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
ଡେକ୍ରକମ୍ ବାବ୍ରେ ଇସ୍ପର୍କେ ପାର୍ତନା ଡିଂଣ୍ଡ୍ରେ ଜଦି ସତ୍ରେ ପାପ୍ବାନ୍ ନିମାଣ୍ଡା ଡିଂପାୟାଆର୍ ତେଲା ମେଇଂ ଆରି ନିଜ୍କେ ପାପି ଡାଗ୍ଚେ ମନେ ଆଡିଂଆର୍ ଣ୍ଡୁ ବାରି ସର୍ତେ ବଲିପୁଜାନେ ସାରାସାରି ପାଗଟେ ।
3 କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
ମାତର୍ ଡେତ୍ରକମ୍ ମାଡିଂଚେ ମେମୁଆଁକେ ମେମୁଆଁ ପୁଜାବଲି ଅପେଃନେ ବାନ୍ ରେମୁଆଁକେ ମୁଇଙ୍ଗ୍ ମେଁନେ ପାପ୍ ବିସଏ ମନେଏତେ ଆଡିଂ ବିଡିଙ୍ଗ୍କେ ।
4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।
ଡାଗ୍ଲା ଅରେଃ ଆରି ଗିମିଃନେ ମିଆଁ ଅଃନାଡିଗ୍ ପାପ୍ ଗ୍ୱେଡ଼ିଆ ଡିଂଆୟା ଣ୍ଡୁ ।
5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
ଆତେନ୍ସା କ୍ରିସ୍ଟ ଦର୍ତନିନ୍ତୁଗ୍ ପାଙ୍ଗ୍ନେ ସେନୁଗ୍ବାନ୍ ଇସ୍ପର୍କେ ବାସଙ୍ଗ୍ବଗେ: “ବଲିପୁଜା ଆରି ପୁଜା ଜିନିସ୍ନ୍ନିଆ ନାନେ ଇକ୍ଚା ଣ୍ଡୁ ମାତର୍ ପେ ନିଂନେ ନ୍ସା ମୁଇଙ୍ଗ୍ ଗାଗ୍ଡ଼େ ଆରେ ପେବକେ ।
6 ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।”
ପାପ୍ କେମା ନ୍ସା ନା ବେଦି ଆଡ଼ାତ୍ରା ହମ୍ ପୁଜାନ୍ନିଆ ଣ୍ଡୁଲା ପସୁ ବଲିନ୍ନିଆ ଇକ୍ଚା ଣ୍ଡୁ ।
7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।”
ତେନ୍ସା ନିଂ ମ୍ବାସଙ୍ଗ୍କେ ‘ଅ ଇସ୍ପର୍ ନିଂ ବିସଏରେ ସାସ୍ତର୍ ଉଲିଆନ୍ନିଆ ଡିରକମ୍ ଗ୍ନୁଆର୍ ଲେଃକେ ନିଂ ଡେତ୍ରକମ୍ ନାନେ ଇକ୍ଚା ପୁରନ୍ ଡିଂନେସା ରାଜି ନ୍ଲେଃକେ ।’”
8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ)
ପୁର୍ତୁମ୍ ମେଁ ବାସଙ୍ଗ୍ବଗେ, “ନାଁ ରେମୁଆଁନେ ପାପ୍ କେମା ନ୍ସା ବଲିପୁଜା ଣ୍ଡୁଲା ପୁଜା ଜିନିସ୍ ଣ୍ଡୁଲା ବେଦି ଆଡ଼ାତ୍ରା ହମ୍ ପୁଜା ଚାଏଁନାଡିଂକେ ଣ୍ଡୁ; ତେନ୍ ସାପା ଆନାକେ ସାନ୍ତି ଡିଂଆୟା ଣ୍ଡୁ ।” ଏନ୍ସାପା ବଲିପୁଜା ସାସ୍ତର୍ ଅନୁସାରେ ଆଃଡିଙ୍ଗ୍ଲା ଡିଗ୍ ମେଁ ଡେକ୍ରକମ୍ ବାସଙ୍ଗ୍ବଗେ ।
9 ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି।
ତେନ୍ଇଡ଼ିଂ ମେଁ ବାସଙ୍ଗ୍ବଗେ “ଅ ଇସ୍ପର୍ ନିଂ ନାନେ ଇକ୍ଚା ପୁରନ୍ ଡିଂନେସା ତିଆର୍ ଡିଂନ୍ଲେଃକେ ।” ଆକେନ୍ସା ଇସ୍ପର୍ ଆକେନ୍ ସାପା ପୁଜା ଆମାନେଚେ ଆତେନ୍ ବାଦୁଲ୍ କ୍ରିସ୍ଟନେ ପୁଜା ମାନେଃ ଆର୍କେ ।
10 ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।
ଜିସୁ କିସ୍ଟ ମୁଇଂତର୍ ମାତର୍ ଆରି କାଲାଆଃ ନ୍ସା ନିଜର୍ ଗାଗ୍ଡ଼େକେ ଅପେଃଚେ ଇସ୍ପର୍ନେ ଇକ୍ଚା ପୁରନ୍ ଡିଂବକ୍ନେସା ମେଁନେ ଆତେନ୍ ରକମ୍ନେ କାମ୍ ନ୍ସା ନେ ସାପାରେ ପାପ୍ବାନ୍ ପବିତ୍ର ଡିଂନେଲେଃକେ ।
11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ।
ଜିହୁଦି ପୁଜାରିଇଂ କାଲାଆଃ ନିଜର୍ କାମ୍ ପୁରନ୍ ଡିଂଚେ ଆତେନ୍ ମୁଇଙ୍ଗ୍ ରକମ୍ ପୁଜା ପ୍ରେକ୍ପ୍ରେକ୍ ଅପେଃ ଡିଂମ୍ୟାଆର୍କେ ମାତର୍ ଏନ୍ସାପା ପୁଜା ବାନ୍ ଅଃନାଡିଗ୍ ପାପ୍ ଗ୍ୱେଡ଼ିଆ ଡିଂଆୟା ଣ୍ଡୁ ।
12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ;
ମାତର୍ କ୍ରିସ୍ଟ ପାପ୍ନେ ଆତେନ୍ ରକମ୍ନେ କାମ୍ ସୁଗୁଆ ଜୁଗ୍ଜୁଗ୍ ନ୍ସା ମୁଇଙ୍ଗ୍ ମାତର୍ ବଲିପୁଜା ଅପେଃ ବଆର୍କେ । ତେନ୍ଇଡ଼ିଂ ମେଁ ୱେଚେ ଇସ୍ପର୍ନେ ବେସ୍ୟା ପାକା କଲେଃକେ ।
13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି।
ଇସ୍ପର୍ ମେଁନେ ସତ୍ରୁଇଂକେ ଞ୍ଚ ଆଲ ମାରାଡିଂନେ ଜାକ ମେଁ ଆତ୍ଅରିଆ ଉର୍ ଲେଃକେ ।
14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି।
ଜାଣ୍ଡେ ପାପ୍ବାନ୍ ସ୍ଲଚେ ପବିତ୍ର ଡିଂଲେଃଆର୍କେ ଆତେନ୍ ମୁଇଂ ମାତର୍ ପୁଜା ବାନ୍ ଆମେଇଂକେ ମେଁ ଜୁଗ୍ଜୁଗ୍ ନ୍ସା ନିମାଣ୍ଡା ଆଡିଂବକେ ।
15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
ପବିତ୍ର ଆତ୍ମା ଣ୍ଡିଗ୍ ମେଁନେ ସାକି ବିଚେ ବାସଙ୍ଗ୍ବକେ
16 “କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,”
ମାପ୍ରୁ ବାସଙ୍ଗ୍ଡିଂକେ, “ଇଡ଼ିଂଡେ ନିଂ ମେଁଇଂନେ ଏତେ ଆକେନ୍ ତ୍ମି ନିଅମ୍ ଣ୍ଡିଂଏ । ନିଂ ନିଂନେ ନିୟମ୍ ମେଁଇଂନେ ହୁର୍ଦେନିଆ ଣ୍ଡ୍ରାଃରେଏ ଆରି ମେଁଇଂନେ ହୁର୍ଦୟ୍ ପାଟାନ୍ନିଆ ଙ୍ଗୁଆର୍ଏ ।”
17 ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
ଆରି ଣ୍ଡିଗ୍ ମେଁ ବାସଙ୍ଗ୍ଡିଂକେ “ନିଂ ଆରି ମେଁଇଂନେ ପାପ୍ ଆରି ଦଦ୍ୟା କାମ୍ ମନେ ନ୍ନାଡିଂ ଣ୍ଡୁ ।”
18 ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।
ତେନ୍ସା ମେଇଂ ଜଦି କେମା ବା ଲେଃଆର୍କେ ତେଲା ପାପ୍ ଗ୍ୱେଡ଼ିଆ ନ୍ସା ଆରି ବଲିପୁଜାନେ ଦର୍କାର୍ ଣ୍ଡୁ ।
19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
ତେନ୍ସା ଅ ବୟାଁ ଆରି ତନାଇଂ ଜିସୁ ଗୁଏକେସା ନେ ମ୍ନାପବିତ୍ର ଟାନ୍ନିଆ ଗାନେନ୍ସା ସର୍ତେ ଅଦିକାର୍ ବାନେଲେଃକେ ।
20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ
ମେଁ ମେଁନେ ଗାଗ୍ଡ଼େରକମ୍ ପାଟାଇ ବିତ୍ରେ ବିଚେ ନେଁଇଂନେ ନ୍ସା ମୁଇଙ୍ଗ୍ ତ୍ମି ଜିବନ୍ ଗାଲି ରଃ ବକେ ।
21 ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ
ଇସ୍ପର୍ନେ ଡୁଆ ଏବେ ନେଁଇଂନେ ମ୍ନା ପୁଜାରିଇଂନେ ନ୍ତିନ୍ନିଆ ଲେଃକେ ।
22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ;
ତେନ୍ସା ପାଙ୍ଗ୍ଲାପା ନେ ନିମାଣ୍ଡା ମନ୍ରେ ଆରି ଡାଟ୍ ବିସ୍ବାସ୍ ଏତେ ଇସ୍ପର୍ନେ ଡାଗ୍ରା ନେୱେପା; ଡାଗ୍ଲା ନେ ଏକେ ପାପ୍ ଚିନ୍ତାବାନ୍ କ୍ରିସ୍ଟନେ ମିଆଁବାନ୍ ପବିତ୍ର ଡିଂନେଲେଃକେ ଆରି ନେ ଗାଗ୍ଡ଼େ ନିମାଣ୍ଡା ଣ୍ଡିଆନ୍ନିଆ ଗ୍ୱେଃଡ଼ିଆ ଲେଃକେ ।
23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ;
ମୁଡ଼ି ଆସା ନେଁଇଂନେ ଲେଃକେ ଡାଗ୍ଚେ ବାସଙ୍ଗ୍ ନେଡିଂକେ ଆତ୍ଅରିଆ ନେ ଡାଟ୍ ଲେଃନେ ଦର୍କାର୍ ଡାଗ୍ଲା ନେ ଇସ୍ପର୍ନେ ସାମୁଆଁ ଆଡ଼ାତ୍ରା ଆସା ବନେଃୟାଏ ।
24 ପୁଣି, ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ,
ପାଙ୍ଗ୍ଲାପା ନେ ବିନ୍ଣ୍ଡ୍ରେ ଡାଗ୍ରା ମନ୍ ସାନ୍ତି ଡିଂଚେ ମେଁଇଂନେ ସାଆଜ୍ୟ ନେଡିଂପା; ଡେକ୍ରକମ୍ ବାବ୍ରେ ଆଲାଦ୍ନେ ସାମୁଆଁ ବିଚେ ସତ୍କାମ୍ ନେଡିଂପା ।
25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ।
ବାରି ଜାଣ୍ଡେ ଜାଣ୍ଡେ ଡିରକମ୍ ପାର୍ତନାନ୍ନିଆ ମିସୁନେ ଅଲ୍ସୁଆ ଡିଂଆର୍ଏ ନିଂ ଡେତ୍ରକମ୍ ନ୍ନାଡିଂ ଣ୍ଡୁ । ବିନ୍ପାକା ମାପ୍ରୁନେ ଦିନା ଡାଗ୍ରା ଡିଂ ପାଙ୍ଗ୍ଡିଂକେ ମ୍ୟାଚେ ନିଜେ ନିଜେକେ ମାଲେ ମ୍ଲେଡ଼ିଆ ଡିଂନେ ଦର୍କାର୍ ।
26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
ନେଁଇଂନେ ଡାଗ୍ରା ସତ୍ ତ୍ନାକ୍ନେ ଇଡ଼ିଙ୍ଗ୍ ନେ ଜଦି ମ୍ୟା ଅଁଚେ ପାପ୍ନ୍ନିଆ ଲିଗ୍ ନେଲେଃଏ ତେଲା ଆରି ମେଃଡିଗ୍ ବଲିପୁଜା ଆନେକେ ପାପ୍ବାନ୍ ଆମ୍ବ୍ରନେ ଆୟା ଣ୍ଡୁ ।
27 ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ।
ଡେତ୍ଲା ନେଁ ଇଡ଼ିଂଡେ ମ୍ନାବିଚାର୍ନିଆ ସେନୁଗ୍ କୁଡ଼େଚେ ଇସ୍ପର୍ ବିରଦିଇଂନେ ନ୍ସା ତୁର୍ବକ୍ନେ ବୟଙ୍କାର୍ ସୁଆନ୍ନିଆ ଦଂସ ବାନେ ଅବସ୍ତାକେ ବୁଟଚେ ଉର୍ନେ ଆନ୍ତାର୍ଲା ନେଁଇଂନେ ବିନ୍ ଅବସ୍ତା ଣ୍ଡୁ ।
28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
ଜାଣ୍ଡେ ଜଦି ମୋଶାନେ ନିଅମ୍ ଆମାନେ ଆରି ମ୍ବାର୍ ଣ୍ଡୁଲା ମେଁବାନ୍ ମାଲେ ସାକିଣ୍ଡ୍ରେଇଂନେ ସାକି ବାନ୍ ମେଁ ଦସି ସାକି ଡିଂଏ ତେଲା ଆମେକେ ଦୟା ମାରାସୁଏଚେ ଗୁଏନେ ଡଣ୍ଡ୍ ବିଏ ।
29 ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!
ଡେତ୍ଲା ଜାଣ୍ଡେ ଇସ୍ପର୍ନେ ଉଂଡେକେ ଗିନ୍ ଡିଂଏ, ଇସ୍ପର୍ନେ ତ୍ମି ନିଅମ୍ନେ ମିଆଁ ବାନ୍ ପାପ୍ ଗ୍ୱେଡ଼ିଆନେ ସୁଜଗ୍ ବାଲେଃଚେ ଣ୍ଡିଗ୍ ଆମେକେ ଗୁର୍ନା ଡିଂଏ ବାରି ଦୟାଡିଂଣ୍ଡ୍ରେ ପବିତ୍ର ଆତ୍ମାକେ ଅପମାନ୍ ଡିଂଏ, ମେଁନେ ଅବସ୍ତା ମେଃନେ ଡିଙ୍ଗ୍ଏ? ବାବେ କେଲାପା, ମେଁ ଉଃଡ଼ି ମାଲେ ଡଣ୍ଡ୍ ଡିଂଏ ।
30 କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।”
“ନିଂ ପ୍ରତିସଦ୍ ଡୁଂଣ୍ଡଏ, ନିଂ ଡଣ୍ଡ୍ବିଣ୍ଡ୍ରେ” ଏନ୍ ସାମୁଆଁ ଜା ବାସଙ୍ଗ୍ବକେ, ଆମେକେ ନେ ମ୍ୟାନେଲେଃକେ । ମେଁ ଆରି ଣ୍ଡିଗ୍ ବାସଙ୍ଗ୍ବକେ, “ମାପ୍ରୁ ମେଁନେ ରେମୁଆଁଇଂନେ ବିଚାର୍ ଡିଂଏ ।”
31 ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।
ଜୁଗ୍ଜୁଗ୍ ମ୍ବ୍ରଣ୍ଡ୍ରେ ଇସ୍ପର୍ନେ ବିଚାର୍ନ୍ନିଆ କୁଡ଼େନେ ଉଡ଼ି ବୟଙ୍କାର୍ ।
32 କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ;
ନାନେ ଅସେନେ ସାମୁଆଁ ମନେ ଡିଙ୍ଗ୍ପା । ଇସ୍ପର୍ନେ ତାର୍କିଗ୍ ପେଇଂନେ ଆମ୍ୟାକ୍ନେ ଇଡ଼ିଙ୍ଗ୍ ପେଇଂ ବିନ୍ବିନ୍ ରକମ୍ ଦୁକ୍ କସ୍ଟ ପେବାକେ ମାତର୍ ଆରେ ପେଲେଃଗେ ।
33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ।
ଅଃନା ଅଃନା ପେଇଂ ସାପାରେନିଆ ନିନ୍ଦା ଆରି ମାଡ୍ ଚଂପେଲେକେ । ଆରି ଅଃନା ଅଃନା ପେଇଂ ବିନ୍ଣ୍ଡ୍ରେଇଂନେ ଦୁକ୍ କସ୍ଟନ୍ନିଆ ମେଇଂ ରକମ୍ ସମାନ୍ ଅବସ୍ତା ଡିଙ୍ଗ୍ଚେ ସାଇଜ ପେଡିଙ୍ଗ୍କେ ।
34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।
ପେଇଂ ବନ୍ଦିଇଂନେ ଦୁକ୍ କସ୍ଟନ୍ନିଆ ସାଆଜ୍ୟ ଡିଂପେଡିଂଗେ ବାରି ଉଡ଼ିବେଲା ପେଇଂନେ ସର୍ତେ ଡଙ୍ଗା ଡିଂକେ ଅଃତେନ୍ ବେଲା ପେଇଂ ସାର୍ଦାରେ ସାପା ନସ୍ଟ ଡିଙ୍ଗ୍କ୍ନେ ସମ୍ବାଲେ ପେଲେଃଗେ ଡାଗ୍ଲା ପେଇଂନେ ଜେ ମ୍ନାନେ କାଲାଆଃ ଲେଃନେ ସମ୍ପତ୍ତି ଲେଃକେ ଆତେନ୍ ପେଇଂ ମ୍ୟାପେଲେଃଗେ ।
35 ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି।
ତେନ୍ସା ବର୍କସ୍ ଆଆନ୍ତାର୍ଗେପା ଡାଗ୍ଲା ସତ୍ ବର୍କସ୍ନେ ମ୍ନା ଇନାମ୍ ଲେଃକେ ।
36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
ଇସ୍ପର୍ନେ ଇକ୍ଚା ପୁରନ୍ ଡିଂଚେ ମେଃନେ ମେଁ ବିଏ ଡାଗ୍ଚେ ପର୍ମାନ୍ ଡିଂବକେ ଆତେନ୍ ବାନେ ଆସାରେ ବର୍କସ୍ ସାଚେ ଲାଲାପା ।
37 ଯେପରି ଶାସ୍ତ୍ରରେ ଲେଖାଅଛି, “କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ।”
ଦରମ୍ ସାସ୍ତର୍ନ୍ନିଆ ଗ୍ନୁଆର୍ ଲେଃକେ: “ଆରି ଇତୁଡ଼ା ବେଲା ଉର୍ପା ଜାଣ୍ଡେ ପାଙ୍ଗ୍ନେ ଲେଃକେ ମେଁ ପାଙ୍ଗ୍ଏ ନିୱାଲ୍ ଆଡିଙ୍ଗ୍ ଣ୍ଡୁ
38 ପୁଣି, “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।”
ନିଂନେ ଦରମ୍ ରେମୁଆଁଇଂ ବିସ୍ବାସ୍ନିଆ ଡାଟ୍ ଲେଃଚେ ମ୍ବ୍ରଆର୍ଏ ମାତର୍ ଜାଣ୍ଡେ ଜଦି ପ୍ଲାଗୁଚେ ବିଏ ମେଁ ନ୍ତୁଗ୍ ନିଂ ସାର୍ଦା ଡିଂନ୍ନାୟା ଣ୍ଡୁ ।”
39 ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।
ପ୍ଲା ପାକା ଗୁଚେଣ୍ଡ୍ରେ ନେ ଣ୍ତୁ ନସ୍ଟ ଡିଂନେ ରେମୁଆଁ ନେ ଣ୍ଡୁ । ନେଁ ଡାଟ୍ ବିସ୍ବାସି ଆରି ମୁକ୍ତି ବାକ୍ନେ ରେମୁଆଁ ।