< ଏବ୍ରୀ 1 >
1 ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି,
୧ସିଦା ଦିପିଲିରେ ପାର୍ମେଶ୍ୱାର୍ ଚିମିନ୍ ମାହାଁ ଆଡଃ ସବେନ୍ ଲେକାତେ ନାବୀକଆଃ ହରାତେ ଆବୁଆଃ ପୁର୍ଖା ହାଡ଼ାମ୍କକେ କାଜିକାଦ୍କଆ
2 ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; (aiōn )
୨ମେନ୍ଦ ନେ ଟୁଣ୍ଡୁ ଦିପିଲିରେ ପାର୍ମେଶ୍ୱାର୍ ଆୟାଃ ହନ୍ତେକଡ଼ା ହରାତେ ଆବୁକେ କାଜିକାଦ୍ବୁଆ । ଏନ୍ ହନ୍ତେକଡ଼ା ହରାତେଗି ପାର୍ମେଶ୍ୱାର୍ ଅତେଦିଶୁମ୍କେ ବାଇକେଦା, ଏନ୍ତେ ଟୁଣ୍ଡୁରେ ସବେନାଃରେୟାଃ ଆକ୍ତେୟାର୍ ହବାଅଃ ନାଗେନ୍ତେ ଇନିଃ ହନ୍ତେକଡ଼ାକେ ସାଲାକିୟା । (aiōn )
3 ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି,
୩ହନ୍ତେକଡ଼ାତାଃରେ ପାର୍ମେଶ୍ୱାର୍ଆଃ ମାନାରାଙ୍ଗ୍ରେୟାଃ ଜୁନୁଲ୍ ଝାଲ୍ସାଃଅ ତାନା ଆଡଃ ପୁରା ପାର୍ମେଶ୍ୱାର୍ଆଃ ଲେକାଗି ଆୟାଃ ସଭାବ୍ ମେନାଃ । ଇନିଃ ଆୟାଃ କାଜିରେୟାଃ ପେଡ଼େଃତେ ଗଟା ଅତେଦିଶୁମ୍କେ ଆକ୍ତେୟାର୍ରେ ତାନା । ଇନିଃ ସବେନ୍ ମାନୱାକଆଃ ପାପ୍କ ଛାମାକେଦ୍ତେ, ସିର୍ମାରେ ସାଲାଙ୍ଗିଉତାର୍ ପେଡ଼େୟାନ୍ ପାର୍ମେଶ୍ୱାର୍ଆଃ ଜମ୍ସାଃରେ ଦୁବାକାନା ।
4 ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି।
୪ଇନିଃ ସିର୍ମାରେନ୍ ଦୁଁତ୍କଏତେ ଜେ'ଲେକା ମାରାଙ୍ଗ୍, ଏନ୍ଲେକାଗି ଆୟାଃ ନୁତୁମ୍ହଗି ଇନ୍କୁଆଃ ନୁତୁମ୍ଏତେ ପୁରାଃ ମାରାଙ୍ଗ୍ଆଁ,
5 କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
୫ଚିୟାଃଚି ଚିଉଲାହଗି ପାର୍ମେଶ୍ୱାର୍ ଦୁଁତ୍କକେ କାଏ କାଜି: “ଆପେ ଆଇଁୟାଃ ହନ୍, ତିସିଙ୍ଗ୍ତାଃଏତେ ଆଇଙ୍ଗ୍ ଆପେୟାଃ ଆପୁ ତାନିଙ୍ଗ୍,” ପାର୍ମେଶ୍ୱାର୍ ଆଡଃଗି କାଜିକେଦା, “ଆଇଙ୍ଗ୍ ଇନିୟାଃ ଆପୁ ତାନିଙ୍ଗ୍ ଆଡଃ ଇନିଃ ଆଇଁୟାଃ ହନ୍ ତାନିଃ ।”
6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।”
୬ମେନ୍ଦ ପାର୍ମେଶ୍ୱାର୍ ଆୟାଃ ମୁତ୍କୁଲ୍ ହନ୍କେ ନେ ଅତେଦିଶୁମ୍ତେ କୁଲ୍କିୟା ଇମ୍ତା ନେ'ଲେକାଏ କାଜିକାଦ୍ ତାଇକେନା, “ପାର୍ମେଶ୍ୱାର୍ଆଃ ସବେନ୍ ଦୁଁତ୍କ ଇନିଃକେକ ଜହାର୍ରିୟା ।”
7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,”
୭ମେନ୍ଦ ସିର୍ମାରେନ୍ ଦୁଁତ୍କଆଃ ବିଷାଏରେ ପାର୍ମେଶ୍ୱାର୍ ନେ କାଜି କାଜିକାଦା; “ପାର୍ମେଶ୍ୱାର୍ ଆୟାଃ ଦୁଁତ୍କକେ ଆତ୍ମା ଲେକା ଆଡଃ ଆଇଃକ୍କେ ସେୱାତାନ୍ ଦାସିକକେ ଜୁଲ୍ତାନ୍ ସେଙ୍ଗେଲ୍ ଲେକାଏ ବାଇୟାକାଦ୍କଆ ।”
8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।” (aiōn )
୮ଆୟାଃ ହନ୍ତେକଡ଼ାରାଃ ବିଷାଏରେ କାଜିକେଦା, “ହେ ପାର୍ମେଶ୍ୱାର୍, ଆମାଃ ରାଜ୍ଗାଦି ଜାନାଅ ଜାନାଅ ମେନାଃ! ଆମ୍ ନ୍ୟାୟ ବିଚାର୍ତେ ଆମାଃ ହଡ଼କକେମ୍ ଚାଲାଅକ ତାନା । (aiōn )
9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ବର, ତୁମ୍ଭର ଈଶ୍ବର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା, ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।”
୯ଆମ୍ ଧାର୍ମାନ୍କେ ଦୁଲାଡ଼ାଃମେ ଆଡଃ ଏତ୍କାନାଃକେ ହିଲାଙ୍ଗ୍ଆଁଃମେ । ଏନାମେନ୍ତେ ପାର୍ମେଶ୍ୱାର୍, ଆମାଃ ପାର୍ମେଶ୍ୱାର୍ ଆମ୍କେ ଆମାଃ ଗାତିକଏତେ ଆଦ୍କା ପୁରାଃଗି ରାସ୍କାଅଃ ଲେକା, ଆମ୍କେ ସୁନୁମ୍ତେ ଆଭିଷେକ୍ କାଦ୍ମେୟାଁ ।”
10 ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।”
୧୦ଇନିଃ ଆଡଃଗି କାଜିକାଦ୍ମେୟା, “ହେ ପ୍ରାଭୁ, ଆମ୍ ଏନେଟେଦ୍ରେ ଅତେରେୟାଃ ନିହିଁଗାଡାମ୍ ବାଇକେଦା ଆଡଃ ଆମାଃ ତିଃଇତେଗି ସିର୍ମାମ୍ ବାଇକେଦା ।
11 “ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି କ୍ଷୟ ପାଇଯିବ,”
୧୧ଏନା ସବେନାଃ ମୁସିଙ୍ଗ୍ ହୁଲାଙ୍ଗ୍ ଜିୟନଃଆ । ମେନ୍ଦ ଆମ୍ ଜାନାଅଗିମ୍ ତାଇନା, ଆଡଃ ଏନା ସବେନ୍ ମାରି ଲିଜାଃ ଲେକା ଜିୟନଃଆ ।
12 “ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”
୧୨ଲିଜାଃ କୁଡ଼ାତାନ୍ ଲେକା ଆମ୍ ଏନ୍ ସବେନାଃକେମ୍ ସତଃଏୟା ଆଡଃ ଲିଜାଃ ବାଦ୍ଲାଅତାନ୍ ଲେକାଗିମ୍ ବାଦ୍ଲାଅଏୟା । ମେନ୍ଦ ଆମ୍ ଚିଉଲାଅ କାମ୍ ବାଦ୍ଲାଅଃଆ ଆଡଃ ଆମାଃ ଜୀୱାନ୍ ଚିଉଲାଅ କା ଟୁଣ୍ଡୁଃଆ ।”
13 ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ, ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?
୧୩“ଆଇଙ୍ଗ୍ ଆମାଃ ବାଇରିକକେ ପୁରା ଆଉରିଙ୍ଗ୍ ହାରାଅକ ଜାକେଦ୍ ଆମ୍ ଆଇଁୟାଃ ଜମ୍ସାଃରେ ଦୁବାକାନ୍ମେ” ମେନ୍ତେ ପାର୍ମେଶ୍ୱାର୍ ଆୟାଃ ଦୁଁତ୍କଏତେ ଜେତାଏକେ ଚିଉଲାଅ କାଏ କାଜିକାଦ୍କଆ ।
14 ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?
୧୪ତାବ୍ଦ, ସିର୍ମାରେନ୍ ଦୁଁତ୍କ ଅକଏତାନ୍କ? ଇନ୍କୁ ହବାଅଃତାନାକ ପାର୍ମେଶ୍ୱାର୍କେ ସେୱାତାନ୍ ଆତ୍ମାକ ଆଡଃ ଜୀଉବାଞ୍ଚାଅ ନାମାକାଦ୍ ହଡ଼କକେ ଦେଙ୍ଗା ନାଗେନ୍ତେ ପାର୍ମେଶ୍ୱାର୍ତେ କୁଲାକାନ୍ ଆତ୍ମାକ ।