< ଗାଲାତୀୟ 1 >

1 ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କିମ୍ବା ମନୁଷ୍ୟମାନଙ୍କ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା,
ଆଇଙ୍ଗ୍‌ ପ୍ରେରିତ୍‌ ପାଉଲୁସ୍‌ ତାନିଙ୍ଗ୍‌, ମାନୱାସାଃଏତେ ଚାଏ ମାନୱା ହରାତେ କାଇଙ୍ଗ୍‌ ହିଜାକାନା, ମେନ୍‌ଦ ଆପୁ ପାର୍‌ମେଶ୍ୱାର୍‌ତାଃଏତେ ଆଡଃ ଇନିଃ ଗଜାକାନ୍‌କଏତେ ଜୀଉବିରିଦାକାଇ, ଏନ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ କେନେଡ଼ା ନାମାକାଦାଇଙ୍ଗ୍‌ ।
2 ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ଅଞ୍ଚଳରେ ଥିବା ମଣ୍ଡଳୀ-ସମୂହକୁ ପତ୍ର;
ଆଇଁୟାଃଲଃ ନେତାଃରେ ତାଇନ୍‌ତାନ୍‌ ସବେନ୍‌ ବିଶ୍ୱାସୀ ହାଗା ମିଶିକ ଗାଲାତିୟ କାଲିସିୟାରେନ୍‌ ବିଶ୍ୱାସୀକକେ ଜହାର୍‌ ମେନ୍ତେକ କାଜିକୁଲେତାନା ।
3 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ;
ଆବୁଆଃ ଆପୁ ପାର୍‌ମେଶ୍ୱାର୍‌ ଆଡଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ଆପେକେ ସାୟାଦ୍ ଆଡଃ ଜୀଉସୁକୁ ଏମାପେକାଏ ।
4 ସେ ଆମ୍ଭମାନଙ୍କ ପିତା ଈଶ୍ବରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; (aiōn g165)
ନାହାଁଃରେୟାଃ ନେ ଏତ୍‌କାନ୍‌ ପାରିୟାଏତେ ଆବୁକେ ବାଞ୍ଚାଅବୁ ନାଗେନ୍ତେ ଆବୁଆଃ ଆପୁ ପାର୍‌ମେଶ୍ୱାର୍‌ଆଃ ଇଛାସାନାଙ୍ଗ୍‌କେ ମାନାତିଙ୍ଗ୍‌ତାନ୍‌ଲଃ, ଖ୍ରୀଷ୍ଟ୍‌ ଆବୁଆଃ ପାପ୍‌ ନାଗେନ୍ତେ ଆଇଃକ୍‌କେ ଏମ୍‌କିୟା । (aiōn g165)
5 ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍‍। (aiōn g165)
ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ଜାନାଅ ଜାନାଅ ଜାକେଦ୍‌ ହବାଅଃକା । ଆମେନ୍‌ । (aiōn g165)
6 ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;
ଖ୍ରୀଷ୍ଟ୍‌ଆଃ ସାୟାଦ୍‌ ହରାତେ ଇନିଃ ଆପେକେ କେଡ଼ାକାଦ୍‌ପେ ତାଇକେନା, ଇମିନ୍‌ ଜାଲ୍‌ଦି ଆପେ ଇନିଃକେ ବାଗିକେଦ୍‌ତେ ଏଟାଃ ମିଆଁଦ୍‌ ସୁକୁକାଜିକେ ବିଶ୍ୱାସେତାନାପେ, ଏନାମେନ୍ତେ ଆଇଙ୍ଗ୍‌ ପୁରାଃଗିଇଙ୍ଗ୍‌ ହାଏକାଟଃତାନା ।
7 ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି।
ସାର୍‌ତି କାଜିଲେରେ, ଏଟାଃ ସୁକୁକାଜି ବାନଃଆ । ମେନ୍‌ଦ ଆଇଙ୍ଗ୍‌ କାଜିତାନାଇଙ୍ଗ୍‌, ଚିଆଃଚି ଚିମିନ୍‌ ହଡ଼କ ଖ୍ରୀଷ୍ଟ୍‌ଆଃ ସୁକୁକାଜିକେ ଏଟାଃ ଲେକାତେ ଉଦୁବ୍‌କେଦ୍‌ତେ ଆପେକେ ଆକ୍‌ଦାନ୍ଦାଅ ନାଗେନ୍ତେକ ସାନାଙ୍ଗ୍‌ତାନା ।
8 କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ।
ମେନ୍‌ଦ ଆଲେ ଅକ ସୁକୁକାଜି ଆପେତାଃରେ ଉଦୁବାକାଦ୍‌ ତାଇକେନାଲେ, ଏନାକେ ବାଗିକେଦ୍‌ତେ ଏଟାଃ ଲେକା ମିଆଁଦ୍‌ ସୁକୁକାଜି ଆଲେ ଚାଏ ସିର୍ମାରେନ୍‌ ଦୁଁତ୍‌ ଉଦୁବେରେଦ, ଇନିଃ ସାର୍‌ପାଅଃକାଏ ।
9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ।
ଆଲେ ସିଦାରେ କାଜିକାଦ୍‌ ତାଇକେନ୍‌ ଲେକାଗି, ନାହାଁଃ ଆଡଃମିସା କାଜିତାନାଇଙ୍ଗ୍‌, ଆପେ ଅକ ସୁକୁକାଜି ତେଲାକାଦାପେ, ଏନାଏତେ ଏଟାଃ ସୁକୁକାଜି ଜେତାଏ ଉଦୁବେରେଦ, ଇନିଃ ସାର୍‌ପାଅଃକାଏ ।
10 ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ବରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ।
୧୦ନେଆଁଁ ଆୟୁମ୍‌କେଦ୍‌ତେ ଚିନାଃ ଆପେ ଆଟ୍‌କାରେତାନାପେ ଯେ, ଆଇଙ୍ଗ୍‌ ହଡ଼କତାଃଏତେ ସୁକୁଇଚିୟଃ ନାଙ୍ଗ୍‌ ସାନାଙ୍ଗ୍‌ତାନାଇଙ୍ଗ୍‌? କାହାଗି । ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ଏସ୍‌କାର୍‌ ସୁକୁଇଚିୟଃ ନାଙ୍ଗ୍‌ ସାନାଙ୍ଗ୍‌ତାନାଇଙ୍ଗ୍‌ । ଆଇଙ୍ଗ୍‌ ଚିନାଃ ସବେନ୍‌ ହଡ଼କତାଃରେ ସାରିୟଃ ନାଙ୍ଗ୍‌ ସାନାଙ୍ଗ୍‌ତାନାଇଙ୍ଗ୍‌? ଆଇଙ୍ଗ୍‌ ନାହାଁଃ ଜାକେଦ୍‌ ସବେନ୍‌ ହଡ଼କ ସାରିଙ୍ଗ୍‌କାକ ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନ୍‌ରେଦ, ଆଇଙ୍ଗ୍‌ ତିସିଙ୍ଗ୍‌ ଖ୍ରୀଷ୍ଟ୍‌ଆଃ ଦାସି କାଇଙ୍ଗ୍‌ ହବାକାନ୍‌ତେୟାଃ ।
11 କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋʼ ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁସାରେ ନୁହେଁ;
୧୧ହେ ଦୁଲାଡ଼୍‌ ହାଗା ମିଶିକ, ଆଇଙ୍ଗ୍‌ ଆପେକେଇଙ୍ଗ୍‌ କାଜିପେତାନା, ଆଇଙ୍ଗ୍‌ ଅକ ସୁକୁକାଜିଇଙ୍ଗ୍‌ ଉଦୁବ୍‌ପେତାନା, ଏନା ମାନୱାତାଃଏତେ କା ଉଦୁବାକାନା ।
12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି।
୧୨ଆଇଙ୍ଗ୍‌ ଜେତା ମାନୱାତାଃଏତେ ଏନା କାଇଙ୍ଗ୍‌ ନାମାକାଦା, ଚାଏ ଜେତାଏ ଆଇଙ୍ଗ୍‌କେ କାକ ଇତୁକାଦିୟାଁ । ମେନ୍‌ଦ ୟୀଶୁ ଖ୍ରୀଷ୍ଟ୍‌ ଆଇଃକ୍‌ଗି ଆଇଙ୍ଗ୍‌ତାଃରେ ଉଦୁବେନ୍‌ୟାନା ।
13 ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚରଣ ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ବରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି,
୧୩ଯିହୁଦୀ ଧାରାମ୍‌ରେ ପାତିୟାର୍‌ରଃଲେକା ତାଇକେନ୍‌ ଇମ୍‌ତା, ଆଇଙ୍ଗ୍‌ ଚିଲ୍‌କା ଜୀଦାନ୍‌ ବିତାଅ ତାଇକେନାଇଙ୍ଗ୍‌, ଚିଲ୍‌କା ବେଗାର୍‌ ଲିନିବୁଇତେ ପାର୍‌ମେଶ୍ୱାର୍‌ଆଃ କାଲିସିୟାରେନ୍‌ ହଡ଼କକେ ସାସାତିକ ତାଇକେନାଇଙ୍ଗ୍‌ ଆଡଃ କାଲିସିୟାକେ ଜିୟନେ ନାଗେନ୍ତେଇଙ୍ଗ୍‌ ଚେଷ୍ଟା ତାଇକେନା, ଏନ୍‌ ସବେନ୍‌ ବିଷାଏରେ ଆପେକେଇଙ୍ଗ୍‌ ଉଦୁବାକାଦ୍‌ପେୟା ।
14 ଆଉ, ମୋହର ପିତୃ-ପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‌ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।
୧୪ଆଇଙ୍ଗ୍‌ ଯିହୁଦୀ ଧାରାମ୍‌ ମାନାତିଙ୍ଗ୍‌ରେ ଆଇଁୟାଃ ବାୟାସ୍‌ରେନ୍‌ ଯିହୁଦୀ ହଡ଼କତାଃଏତେ ଆୟାର୍‌ରେଇଙ୍ଗ୍‌ ତାଇକେନା ଆଡଃ ଆବୁଆଃ ପୁର୍‌ଖାହାଡ଼ାମ୍‌ ହଡ଼କଆଃ ରିତିରିୱାଜ୍‌ ମାନାତିଙ୍ଗ୍‌ ନାଗେନ୍ତେ ପୁରାଃ ଚିହୁଲାନ୍‌ଗିଇଙ୍ଗ୍‌ ତାଇକେନା ।
15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,
୧୫ମେନ୍‌ଦ ପାର୍‌ମେଶ୍ୱାର୍‌ ଆୟାଃ ସାୟାଦ୍‌ତେ ଆଇଁୟାଃ ଜାନାମ୍‌ ହବାଅଃ ସିଦାରେ ଆଇଙ୍ଗ୍‌କେ ସାଲାକେଦିୟାଁ ଆଡଃ ଆୟାଃ ସେୱା ନାଗେନ୍ତେ କେଡ଼ାକେଦିୟାଁ ।
16 ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋʼ ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟଠାରୁ କୌଣସି ପରାମର୍ଶ ନ ନେଇ
୧୬ଆଡଃ ସାଅଁସାର୍‌ ହଡ଼କଆଃ ଥାଲାରେ ସୁକୁକାଜି ଉଦୁବ୍‌ ନାଗେନ୍ତେ ଚିମ୍‌ତା ପାର୍‌ମେଶ୍ୱାର୍‌ ଆୟାଃ ହନ୍‌କେ ଆଇଁୟାଃତାଃରେ ଉଦୁବ୍‌କିୟା, ଇମ୍‌ତା ନେ ବିଷାଏରେ କୁପ୍‌ଲି ନାଗେନ୍ତେ ଆଇଙ୍ଗ୍‌ ଏଟାଃକତାଃତେ କାଇଙ୍ଗ୍‌ ସେନାକାନ୍‌ ତାଇକେନା ।
17 କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମ ସହରକୁ ନ ଯାଇ ସେହିକ୍ଷଣି ଆରବ ଦେଶକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେଶକ ସହରକୁ ବାହୁଡ଼ି ଆସିଲି।
୧୭ଚାଏ ଆଇଁୟାଃଏତେ ସିଦାରେ ଅକନ୍‌କ ପ୍ରେରିତ୍‌ ତାଇକେନାକ, ଇନ୍‌କୁଲଃ ହଗି ନେପେଲ୍‌ ନାଗେନ୍ତେ ଯୀରୁଶାଲେମ୍‌ତେ କାଇଙ୍ଗ୍‌ ସେନାକାନ୍‌ ତାଇକେନା । ମେନ୍‌ଦ ଆଇଙ୍ଗ୍‌ ଇମ୍‌ତାଃଗି ଆରବ୍‌ ଦିଶୁମ୍‌ତେଇଙ୍ଗ୍‌ ସେନଃୟାନା ଆଡଃ ତାୟମ୍‌ତେ ଦମାସ୍‌କସ୍‌ତେ ରୁହାଡ଼୍‌ୟାନାଇଙ୍ଗ୍‌ ।
18 ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମ ସହରକୁ ଗଲି ଓ ତାହାଙ୍କ ସହିତ ପନ୍ଦର ଦିନ ରହିଲି।
୧୮ଏନ୍ତେ ଆପି ବାରାଷ୍‌ ତାୟମ୍‌ତେ ଆଇଙ୍ଗ୍‌ ପାତ୍‌ରାସ୍‌ଲଃ ନେପେଲ୍‌ ନାଙ୍ଗ୍‌ ଯୀରୁଶାଲେମ୍‌ତେଇଙ୍ଗ୍‌ ସେନଃୟାନା ଆଡଃ ଇନିଃଲଃ ଗେଲ୍‌ ମଣେୟାଁ ମାହାଁ ତାଇକେନାଇଙ୍ଗ୍‌ ।
19 କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।
୧୯ମେନ୍‌ଦ ପ୍ରାଭୁଆଃ ହାଗା ଯାକୁବ୍‌କେ ବାଗିକେଦ୍‌ତେ ଆଇଙ୍ଗ୍‌ ଏଟାଃ ଜେତା ପ୍ରେରିତ୍‌ଲଃ କାଇଙ୍ଗ୍‌ ନେପେଲ୍‌ ।
20 ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ବରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ
୨୦ଆଇଙ୍ଗ୍‌ ଅଲ୍‌ତାନ୍‌ତେୟାଃ ସାର୍‌ତି ତାନାଃ । ପାର୍‌ମେଶ୍ୱାର୍‌ ସାରିତାନାଏ, ଆଇଙ୍ଗ୍‌ କାଇଙ୍ଗ୍‌ ବେଦାତାନା!
21 ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି।
୨୧ଏନ୍‌ ତାୟମ୍‌ତେ ଆଇଙ୍ଗ୍‌ ସିରିୟା ଆଡଃ କିଲିକିଆ ପାର୍‌ଗାନ୍‌ତେଇଙ୍ଗ୍‌ ସେନଃୟାନା ।
22 ଯିହୂଦିୟା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀ-ସମୂହ ନିକଟରେ ମୁଁ ବ୍ୟକ୍ତିଗତ ଭାବରେ ପରିଚିତ ନ ଥିଲି;
୨୨ଏନ୍‌ ଦିପିଲିକରେ ଯିହୁଦା ରାଇଜ୍‌ରେ ତାଇନ୍‌ତାନ୍‌ ଖ୍ରୀଷ୍ଟ୍‌ଆଃ କାଲିସିୟାରେନ୍‌ ବିଶ୍ୱାସୀ ହାଗା ମିଶିକ ଆଇଙ୍ଗ୍‌କେ ବେଶ୍‌କେଦ୍‌ତେ କାକ ସାରିକାଇଙ୍ଗ୍‌ ତାଇକେନା ।
23 ସେମାନେ କେବଳ ଶୁଣୁଥିଲେ, ଏବଂ ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ଏବଂ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ସେ ଏବେ ସୁସମାଚାର ପ୍ରଚାର କରୁଅଛନ୍ତି;
୨୩ଆଇଁୟାଃ ବିଷାଏରେ ଏଟାଃକ ଅକଆଃ କାଜିକାଦ୍‌ ତାଇକେନାକ, ଇମ୍‌ନାଙ୍ଗ୍‌ ଏସ୍‌କାର୍‌ ଇନ୍‌କୁ ସାରିୟାକାଦ୍‌ ତାଇକେନାକ । ଏଟାଃକତାଃଏତେ ଇନ୍‌କୁ ଆୟୁମାକାଦ୍‌ ତାଇକେନାକ ଯେ, “ଅକନ୍‌ ହଡ଼ ଆବୁକେ ସିଦା ସିଗିଦ୍‌ବୁ ତାଇକେନା ଆଡଃ ଆବୁଆଃ ଧାରାମ୍‌କେ ଜିୟନେ ନାଗେନ୍ତେ ସାନାଙ୍ଗ୍‌ ତାଇକେନା, ନାହାଃଁଦ ଇନିଃ ଆବୁ ବିଶ୍ୱାସ୍‌କାଦ୍‌ କାଜିକେ ପାର୍‌ଚାର୍‌ ତାନା!”
24 ଆଉ ସେମାନେ ମୋʼ ସକାଶେ ଈଶ୍ବରଙ୍କ ପ୍ରଶଂସା କରୁଥିଲେ।
୨୪ଏନାମେନ୍ତେ ଇନ୍‌କୁ ଆଇଁୟାଃ ନାଗେନ୍ତେ ପାର୍‌ମେଶ୍ୱାର୍‌କେକ ମାନାରାଙ୍ଗ୍‌ ତାଇକେନା ।

< ଗାଲାତୀୟ 1 >