< ଗାଲାତୀୟ 6 >
1 ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
ଏ ଟଣ୍ଡାର୍ ଆରି ତଣ୍ଦେକ୍, ଜଦି ଇନେର୍ ଇମ୍ଣି ବାନି ପାପ୍ ହିଲ୍ୱି କାମାୟ୍ତ ଦାରାପଡ଼ା ଆନାନ୍, ଆତ୍ମିକ୍ ମି ବିତ୍ରେତାଂ ଇମ୍ଣାକାର୍ ପୁଇପୁୟା ଜିବୁନ୍ ହୁକେ ଚାଲାନାତା, ହେୱାର୍ ହେଦେଲିଂ ବୁଜାୟ୍ କିନି ଲଡ଼ା, ମାତର୍ ଏପେଙ୍ଗ୍ ଇ କାମାୟ୍ତ ହୱାଦ୍, ହୁଦାର୍ ବାବ୍ରେ କିନି ଲଡ଼ା, ଆରେ ଜାଗ୍ରତ୍, ଜାର୍ ଇନେସ୍ ହେ ଲାକେ ପରିକ୍ୟାତ କାମାୟ୍ କିଦେଙ୍ଗ୍ ତାନ୍ଦ୍ରା ଆମାଟ୍ ।
2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।
ହାରିତିଂ ବଜ୍ ପିଣ୍ଡ୍ନି କାଜିଂ ଉପ୍କାର୍ କିୟାଟ୍, ଇଦାଂ କିନି ହୁକେ କ୍ରିସ୍ଟତି ମସାତି ବିଦି ପାଲି କିନାଦେର୍ ।
3 ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ।
ଜଦି ଇମ୍ଣି ଲଗୁ ଆହାର୍ ଆତିସ୍ପା ଜାର୍ତିଂ ଗାଜା ଇଞ୍ଜି ମାନେ କିନାନ୍, ଲାଗିଂ ହେୱାନ୍ ଜାର୍ତିଂ ନିନ୍ଦା କିନାନ୍ ।
4 କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ;
ମାତର୍ ଜାଣ୍କେ ଜାର୍ ଜାର୍ତି ବେବାର୍ତିଂ ପରିକ୍ୟା କିଜ଼ି ହୁଡ଼୍ନି ଲଡ଼ା । ଜଦି ହେଦାଂ ହାର୍ଦାକା ଆଜ଼ି ମାନାତ୍, ହେଦାଂ କାଜିଂ ହେୱାନ୍ କାମାୟ୍ ମାନେ କିଏର୍, ଆରି ବିନେନି କାମାୟ୍ ଲାହାଙ୍ଗ୍ ଜାର୍ତିଂ କାମାୟ୍ ତୁଲାୟ୍ କିଜ଼ି ଗରବ୍ କିମେନ୍ ।
5 କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ।
ଇନାକିଦେଂକି ୱିଜ଼ାକାର୍ ଜାର୍ ବଜ୍ ପିଣ୍ଡ୍ଦେଂ ଲାଗ୍ଦାନାତ୍ ।
6 କିନ୍ତୁ ଯେ ଈଶ୍ବରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ।
କ୍ରିସ୍ଟିୟାନ୍ ନେକ୍ରିକାବୁର୍ ହିକ୍ୟା କିନିୱେଡ଼ାଂ, ହିକ୍ୟାହିନାକାନ୍ ଗୁରୁଙ୍ଗ୍ ଜାର୍ ପୁନ୍ଞ୍ଜି ମାନି ୱିଜ଼ୁ ହାର୍ଦି ବିସ୍ରେନି ବାଗ୍ ଅଦେଂ ଲଡ଼ା ।
7 ଭ୍ରାନ୍ତ ନ ହୁଅ; ଈଶ୍ବର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ।
ଚାକ୍ରାୟ୍ ଆମାଟ୍; ଇସ୍ୱର୍ ବିଗ୍ଡ଼ାତି ଲଗୁ ଆକାୟ୍; ଇନାକିଦେଂକି ମାନାୟ୍ ଇନାକା ୱିତ୍ନାନ୍, ହେଦାଂ ତ୍ରେସ୍ନାନ୍ ।
8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। (aiōnios )
ଇନେର୍ ଜାର୍ ଗାଗାଡ଼୍ ଉଦେସ୍ତ ୱିତ୍ନାନ୍; ହେୱାନ୍ ଗାଗାଡ଼୍ତାଂ ହତ୍ତି ଚାନେକ୍ନି ତାସ୍ ତ୍ରେସ୍ନାନ୍; ମାତର୍ ଇନେର୍ ପୁଇପୁୟା ଜିବୁନ୍ତ ଉଦେସ୍ତ ୱିତ୍ନାନ୍, ହେୱାନ୍ ପୁଇପୁୟା ଜିବୁନ୍ତାଂ ହତ୍ତି ୱିଜ଼୍ୱି ଜିବୁନ୍ବାର୍ତି ତାସ୍ ତ୍ରେସ୍ନାନ୍ । (aiōnios )
9 ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା।
ଆସେଙ୍ଗ୍ ହାର୍ କାମାୟ୍ କିଦେଙ୍ଗ୍ ୱାହୁସ୍; ଇନାକିଦେଂକି ୱାୱିଦାଂ କାମାୟ୍ କିତିସ୍ ସମାନ୍ ସମୁତ ତାସ୍ ତ୍ରେସ୍ନାସ୍ ।
10 ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ।
ଲାଗିଂ, ଏଚେ ହଟ୍ ପାବ୍ ପାୟାନାସା, ସବୁୱେଡ଼ାଙ୍ଗ୍ ୱିଜ଼ାର୍ତି, ହାରିହାରା ଇମ୍ଣାକାର୍ ମା ପାର୍ତି କିନାକାର୍ କୁଟୁମ୍, ହେୱାର୍ତି ହାର୍ କିନାକା ମାଙ୍ଗ୍ ଲଡ଼ା ।
11 ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି।
ହୁଡ଼ାଟ୍, ଇନେସ୍ ଗାଜା ଗାଜା ଅକର୍ତ ଜାର୍ କେଇଦ ଆନ୍ ମି ଲାଗାୟ୍ ଲେକିକିନାଙ୍ଗା ।
12 ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି।
ଇମ୍ଣାକାର୍ ମାନାୟ୍ ବାର୍ତି ବିସ୍ରେ ଚଞ୍ଜ୍ୟାନାର୍ ଆରି ଉସ୍କାୟ୍ କିତାର୍, ହେୱାର୍ ନେ ହେୱାରିଂ ସୁନ୍ନତ୍ ଆନି କାଜିଂ ଜବର୍ଦସ୍ତି କିନାରା । କ୍ରିସ୍ଟତି କ୍ରୁସ୍ କାଜିଂ ନିନ୍ଦା ବଗ୍ କିୱି ଉଦେସ୍ତ ହେୱାର୍ ଇଦାଂ କିନାରା ।
13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।
ଇନାକିଦେଂକି ଇମ୍ଣାକାର୍ ସୁନ୍ନତ୍ନି ନିୟମ୍ ପାଲି କିନାର୍, ହେୱାର୍ ନିଜେ ପା ମସାତି ବିଦି ପାଲି କିଜ଼ି ମାନୁର୍ । ଏପେଙ୍ଗ୍ ସୁନ୍ନତ୍ ଆଡ ଇଞ୍ଜି ହେୱାର୍ ଇଚା କିନାରା । ଇ ଗାଗାଡ଼୍ ବିଦି ପାଲି କିଦେଙ୍ଗ୍ ମିଙ୍ଗେଙ୍ଗ୍ ୱେଚ୍ଚେଦେଂ ଆଡ୍ଦିତିସ୍ ହେୱାର୍ ଗରବ୍ କିତାର୍ ।
14 କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି।
ମାତର୍ ଆନ୍ କେବଲ୍ ମା ମାପ୍ରୁ ଜିସୁ କ୍ରିସ୍ଟତି କ୍ରୁସ୍ ବିସ୍ରେ ଗରବ୍ କିନାଙ୍ଗା; ଇନେକିଦେଂକି ତା କ୍ରୁସ୍ ଲାହାଂ ଜଗତ୍ ନା କାଜିଂ ହାତାତ୍ ଆରି ଆନ୍ ଜଗତ୍ କାଜିଂ ହାତାଙ୍ଗ୍ ।
15 କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର।
ଇନେର୍ ସୁନ୍ନତ୍ କି ସୁନ୍ନତ୍ଆୱି, ହେବେ ଇନାକା ଆଏତ୍ କି ଆମେତ୍, ପୁନି ଉବ୍ଜାଣ୍ ନେ ସାର୍ ବିସ୍ରେ ।
16 ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ।
ଇମ୍ଣାକାର୍ ଜାର୍ ଜିବୁନ୍ତ ଇ ରିତି ଦାହ୍ନାର୍ ହେୱାର୍ ୱିଜ଼ାର୍ ଆରି ଇସ୍ୱର୍ତି ମାନାୟାର୍ ଇସ୍ରାଏଲ୍ ୱିଜ଼ାର୍ ଜିବୁନ୍ନି ସୁସ୍ତା ଆରି ଦୟା ଆୟେତ୍ ।
17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।
ହାରିହାରା, ନା ଏଚେକ୍ ଇନି କାତା, ନାଙ୍ଗ୍ ଇନେର୍ ଆରେ ଦୁକ୍ ହିଦ୍ମେର୍ । ଇନାକିଦେଂକି ନା ଗାଗାଡ଼୍ତ ଇମ୍ଣି ସବୁ ଗାୱାତି ଚିନ୍କୁ ମାନିକ୍, ହେବେଣ୍ଡାଂ ହନାତ୍ ଜେ ଆନ୍ ଜିସୁ କ୍ରିସ୍ଟତି ଆଡ଼ିଏନ୍ ।
18 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍।
ଏ ଟଣ୍ଡାର୍ ଆରି ତଣ୍ଦେକାଦେର୍, ମା ମାପ୍ରୁ ଜିସୁ କ୍ରିସ୍ଟତି ଉପ୍କାର୍ ମି ୱିଜ଼ାର୍ ଲାଗାଂ ଜିବୁନ୍ନି ଉପ୍କାର୍ ମାନେତ୍ । ଆମେନ୍ ।