< ଏଫିସୀୟ 1 >
1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି।
ଇସ୍ୱର୍ ଇଚା ଇସାପ୍ରେ କ୍ରିସ୍ଟ ଜିସୁତି ରୱାନ୍ ପକ୍ୟାତାକାନ୍ ଚେଲା ଲାକେ ବାଚି କିୟାତି ପାଉଲ୍, ଜିସୁ କ୍ରିସ୍ଟ ଲାହାଂ ମେହାଆଜ଼ି ପାର୍ତି ଜିବୁନ୍ ଜିପ୍କା କିଜ଼ି ମାନି ଏପିସିତ ଇସ୍ୱର୍ତି ପୁଇପୁୟା ଲକୁ ହେବା କିନାକାର୍ ଲାଗାଂ ଲେକିକିତି ଇ ଆକି ।
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ମା ଆବା ଇସ୍ୱର୍ ଆରି ମାପ୍ରୁ ଜିସୁ କ୍ରିସ୍ଟ ମି ଉପ୍କାର୍ ଆରି ସୁସ୍ତା ମି କାଜିଂ ଆଏତ୍ ।
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,
ଦନ୍ୟ ମା ମାପ୍ରୁ ଜିସୁ କ୍ରିସ୍ଟତି ଆବା ଇସ୍ୱର୍ । ଇନେକିଦେଂକି ହେୱାନ୍ ମାଙ୍ଗେଙ୍ଗ୍ କ୍ରିସ୍ଟତି ଲାହାଂ ମେହାୟ୍କିଜ଼ି ସାର୍ଗେ ଲକୁନି ୱିଜ଼ାରିଂ ସାର୍ଗେନି ଆତ୍ମିକ୍ ଆସିର୍ବାଦ୍ କିତ୍ତାନ୍ନା,
4 ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;
କ୍ରିସ୍ଟତି ତାକେ ମେହାଜ଼ି ଆପେଂ ଇନେସ୍ ଇସ୍ୱର୍ତି ଆତାପ୍ ହେଦାଂ ଜଗତ୍ ଉବ୍ଜାଣ୍ ଆନି ଆଗେ ବାଚି କିତ୍ତାନ୍ନା । ଇନେସ୍କି ଜିଉନନିତ ତା ମୁମ୍ଦ ପୁଇପୁୟା ଆରି ଦସ୍ହିଲ୍ୱାକା ଆନାସ୍ ।
5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ;
ଜିସୁ କ୍ରିସ୍ଟତି ହୁକେ ହେୱାନ୍ ମାଙ୍ଗେଙ୍ଗ୍ ତା ମେହି ଲାକେ ଇଡ଼୍ଦେଦେଂ ବାଚି କିଜ଼ି ମାଚାନ୍; ଇଦାଂ ନେ ମାଚାତ୍ ତା ୱାରି ଆରି ଇଚା ।
6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି।
ଇସ୍ୱର୍ତିଂ ଜାଜ୍ମାଲ୍ନି ଦୟା କାଜିଂ ଆରି ତା ଜିଉନନି କାଜିଂ ପିସ୍ତି ମଲ୍ତ ଦାନ୍ ଇସାବ୍ରେ ପାୟାତି କାଜିଂ, ଆପ୍ ଇସ୍ୱର୍ତିଂ ଦନ୍ୟବାଦ୍ କିନାପା ।
7 ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।
କ୍ରିସ୍ଟତି ହାକି କାଜିଂ ଆପେଂ ମୁକ୍ଡ଼ାନାକା, ଇଚିସ୍ ମା ସବୁ ନେତେର୍ତାଂ ପାପ୍ କେମା ଆତାତ୍ନ୍ନା । ଇସ୍ୱର୍ତି ଉପ୍କାର୍ ଏଚେକ୍ ଗାଜା!
8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି।
ହେ ଉପ୍କାର୍ ହେୱାନ୍ ସବୁ ବାନି ଗିଆନ୍ ଆରି ବାବ୍ନା ହିଜ଼ି ମା କାଜିଂ ବେସି ବାବ୍ରେ ହିତ୍ତାର୍ନା ।
9 ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି,
ଇସ୍ୱର୍ ତା ଆଦିକ୍ ଗିଆନ୍ ଆରି ୱାସ୍କିହୁଡ଼୍ନି ଲାହାଂ ଇନାକା ବାବି କିଜ଼ି ମାଚାନ୍, ହେଦାଂ ପୁରା କିତାନ୍ନା ଆରି ତାଙ୍ଗେଙ୍ଗ୍ କ୍ରିସ୍ଟତି ଉପ୍କାର୍ତ ପୁରା କିନି କାଜିଂ ହେୱାନ୍ ଇମ୍ଣାକା ଡ଼ୁକ୍ଚି ହେ ଲାକେ ହାନ୍ଦାୟ୍ କିଜ଼ି ମାଚାନ୍, ହେଦାଂ ମା ଲାଗାଂ ହପ୍ତାନ୍ନା ।
10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।
ହେ ଲାକେ ହାନ୍ଦାୟ୍ ଇସାବ୍ରେ ସାର୍ଗେ ଆରି ପୁର୍ତିନି ସବୁ ରଚ୍ଚି ବିସ୍ରେ ରଞ୍ଜାଙ୍ଗ୍ ଆନାତ୍ ଆରି କ୍ରିସ୍ଟ ହେୱାନ୍ ୱିଜ଼ାରିଂ କାପ୍ଡ଼ା ଲାକେ ମାନାନ୍ । ଇ ଲାକେ ହାନ୍ଦାୟ୍ କିଜ଼ି ସମାନ୍ ସମୁତ ପୁରା କିନାନ୍ ।
11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ,
ସବୁ ବିସ୍ରେ ଇସ୍ୱର୍ତି ଲାକେ ହାନ୍ଦାୟ୍ ଆରି କେମ୍ତା ଇସାପ୍ରେ ସମାନ୍ ଆତିସ୍; ଆଗେତାଂ ବାଚିକିୟାଜ଼ି ଜାର୍ ଉଦେସ୍ତ ପୁରା କାଜିଂ କ୍ରିସ୍ଟତି ହୁକେ ତା ନିଜେ ଲକୁ ଆନି କାଜିଂ ଇସ୍ୱର୍ ମାଙ୍ଗ୍ ବାଚିକିତ୍ତାନ୍ନା ।
12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ।
ୱାଡ, ଇମ୍ଣାକାର୍ ସବୁ ପର୍ତୁମ୍ କ୍ରିସ୍ଟତି ତାକେ ବାର୍ସି କିଜ଼ି ମାଚାପ୍, ୱିଜ଼ାକାସ୍ ଇସ୍ୱର୍ତି ପାଣ୍ କେର୍ନାସ୍ ।
13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;
ଏପେଙ୍ଗ୍ ପା ଏଚେକାଡ଼୍ଦ ମୁକ୍ଡ଼ାନାକା ହିନି ଇ ନେକ୍ରିକାବୁର୍ନି ସତ୍ କାବୁର୍ ୱେଚାଦେର୍, ହେ ସମୁତାଂ ଇସ୍ୱର୍ତି ଆତାଦେର୍ଣ୍ଣା । ଏପ୍ କ୍ରିସ୍ଟଙ୍ଗ୍ ପାର୍ତି କିନାଦେରା, ଇସ୍ୱର୍ ତା ପାର୍ମାଣ୍ ଇସାପ୍ରେ ପୁଇପୁୟା ଜିବୁନ୍ତିଂ ଦାନ୍ କିଜ଼ି ମି ଜପି ତା ଇଚା ଚିନ୍ ଇଡ଼୍ଦାତାନ୍ନା ।
14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
ଇସ୍ୱର୍ତି ଜାଜ୍ମାଲ୍ନି ୱାରିକିନି କାଜିଂ ହେୱାନ୍ତି ଜାର୍ତି ମୁକ୍ଡ଼ାନାକା ଉଦେସ୍ତ ହେୱାନ୍ ମା ଆଦିକାର୍ନି ଜାମ୍ଲି ଲାକେ ।
15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ,
ଇ କାରଣ୍ତାଂ ମାପ୍ରୁ ଜିସୁତି ତାକେ ମି ଇମ୍ଣି ପାର୍ତି ଆରି ଇସ୍ୱର୍ତି ଲକୁ କାଜିଂ ମି ପୁଇପୁୟାତାଂ ଜିଉନନାକା ମାନାତ୍ ।
16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ।
ମି କାଜିଂ ପାର୍ତାନାତ ଏତୁ କିଜ଼ି ଇସ୍ୱର୍ତିଂ ଦନ୍ୟବାଦ୍ ହିଜ଼ି ୱାନାଙ୍ଗା ଆନ୍ ପାନା ପାର୍ତାନାତ ମିଙ୍ଗ୍ ଦିନ୍କେ ଏତୁ କିଦ୍ନାଙ୍ଗା ।
17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
ଆରେ ଜାଜ୍ମାଲ୍ନି ଆବା, ମା ମାପ୍ରୁ ଜିସୁ କ୍ରିସ୍ଟତି ଇସ୍ୱର୍ତିଂ ପାର୍ତାନା କିନାନ୍ ଇନେସ୍ ହେୱାନ୍ ମିଙ୍ଗେଙ୍ଗ୍ ପୁଇପୁୟା ଜିବୁନ୍ ହିଦ୍ନାନ୍ । ହେ ଜିବୁନ୍ ମିଙ୍ଗ୍ ବୁଦିକାର୍ୟା କିଦ୍ନାନ୍ ଆରି ଇସ୍ୱର୍ତିଂ ମି ଲାଗାଂ ୱେଚ୍ଚାନାନ୍ । ତା ଆତିସ୍, ଏପେଙ୍ଗ୍ ତାଙ୍ଗେଙ୍ଗ୍ ପୁଞ୍ଜେଙ୍ଗ୍ ଆଡ୍ନାଦେର୍ ।
18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ,
ଆନ୍ ଗୱାରି କିଦ୍ନାଂ, ଇନେସ୍ ତା ଅଜଡ଼୍ ହୁଡ଼୍ନି କାଜିଂ ମିତାକେନି ୱାସ୍କି ହୁଡ଼୍ନାକା ସାରି ଆନାତ୍ । ପାଚେ ଇମ୍ଣି ବାର୍ସି ଜାଜ୍ମାଲ୍ନି ଦାନ୍ ପୁଇପୁୟା ଲକ୍ତାଂ ଜେ ସବୁ ଏପେଙ୍ଗ୍ ତା ହୁକେ କୁକ୍ୟାତାଦେର୍ଣ୍ଣା ହେଦାଂ ପୁନାଦେର୍ ।
19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର;
ତା ମାନାୟାର୍ କାଜିଂ ତା ପାର୍ମାଣ୍ ଗାଜା ଆସିର୍ବାଦ୍ ଜେ ଏଚେକ୍ ବେସି ଆରି ମା ଲାକେ ପାର୍ତି କିନାକାର୍ ବିତ୍ରେ ତା ଗାଗାଡ଼୍ନି ସାକ୍ତି ଜେ ଏଚେକ୍ ଗାଜା, ହେଦାଂ ଏପେଙ୍ଗ୍ ପୁଞ୍ଜେଙ୍ଗ୍ ଆଡ୍ନାଦେର୍ ।
20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,
ନଙ୍ଗ୍, ମା ବିତ୍ରେ ଗାଗାଡ଼୍ତ ମାନି ହେ ସାକ୍ତି କାଜିଂ ନେ ଇସ୍ୱର୍ କ୍ରିସ୍ଟଙ୍ଗ୍ ହାକିତାଂ ଆରେ ନିକ୍ଚି ତା ସାର୍ଗେତ ଜାର୍ ତିନି ବାଗାଙ୍ଗ୍ ଜପି କୁଚିକିତାନ୍ନା ।
21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, (aiōn )
କ୍ରିସ୍ଟ ୱିଜ଼ୁ ସାର୍ଗେନି ସାସନ୍କାରିୟା, କେମ୍ତା ପୁରା ଆଦିକାର୍, ସାକ୍ତିତ ଆରି ଆଦିକାରିଂ ଜପି ସାସନ୍ କିନାର୍, ଇ ଜୁଗ୍ନି ମାନି କାଡ଼୍ କି ହାନି କାଡ଼୍ କେମ୍ତା ଚଚ୍ନି ପାଦ୍ ପିସ୍ତି ତା ପାଦ୍ ବାଡ଼୍କାସ୍ । (aiōn )
22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;
ଇସ୍ୱର୍ ସବୁ ବିସ୍ରେ କ୍ରିସ୍ଟତି ପାନା ତାରେନ୍ ଇଡ଼୍ତାର୍ଣ୍ଣା ଆରି ୱିଜ଼ୁ ବିସ୍ରେ ଜପିତାଂ ସବୁ ବାନିତ ମାପ୍ରୁ ଲାକେ ମଣ୍ଡ୍ଲିତିଂ ଦାନ୍ କିତାର୍ ।
23 ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।
ହେ ମଣ୍ଡ୍ଲି କ୍ରିସ୍ଟତି ଗାଗାଡ଼୍, ମଣ୍ଡ୍ଲି କାଜିଂ କ୍ରିସ୍ଟତି କାମାୟ୍ ପୁରା ସମାନ୍ ଆନାତ୍; ଆରେ କ୍ରିସ୍ଟ ସବୁ ବିସ୍ରେ ପୁରା କିନାନ୍ ।