< ଏଫିସୀୟ 1 >

1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି।
ପାଉଲୁସ୍‌, ପାର୍‌ମେଶ୍ୱାର୍‌ଆଃ ମନେ ଲେକା ୟୀଶୁ ଖ୍ରୀଷ୍ଟ୍‌ଆଃ ମିଆଁଦ୍‌ କୁଲାକାନ୍‌ନିଃ ତାନିଃ, ଇନିଃ ୟୀଶୁ ଖ୍ରୀଷ୍ଟ୍‌ରେ ମେସାକାନ୍‌ ପାତିୟାର୍‌ତେ ଜୀୱାନ୍‌ ବିତାଅତାନ୍‌ ଏଫିସୁସ୍‌ରେନ୍‌ ପାର୍‌ମେଶ୍ୱାର୍‌ଆଃ ହଡ଼କତାଃତେ ନେ ଚିଟାଉ ଅଲାକାଦାଏ ।
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଆବୁଆଃ ଆପୁ ପାର୍‌ମେଶ୍ୱାର୍‌ ଆଡଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ଆପେକେ ସାୟାଦ୍‌ ଆଡଃ ଜୀଉସୁକୁ ଏମାପେକାଏ ।
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,
ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ଆପୁ ଆଡଃ ପାର୍‌ମେଶ୍ୱାର୍‌ଆଃ ସାହାରାଅ ହବାଅଃକା । ଚିୟାଃଚି ଇନିଃ ଆବୁକେ ଖ୍ରୀଷ୍ଟ୍‌ଲଃ ମେସାକାଦ୍‌ବୁଆ ଆଡଃ ସିର୍ମା ଦିଶୁମ୍‌ରେୟାଃ ସବେନ୍‌ ଲେକାନ୍‌ ଆତ୍ମାନ୍‌ ଆଶିଷ୍‌ତେ ଆଶିଷ୍‌କାଦ୍‌ବୁଆ ।
4 ଅର୍ଥାତ୍‍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;
ଖ୍ରୀଷ୍ଟ୍‌ତାଃରେ ମେସାକେଦ୍‌ତେ, ଆବୁ ଜେ'ଲେକା ପାର୍‌ମେଶ୍ୱାର୍‌ଆଃ ହବାଅଃଆବୁ, ଏନାମେନ୍ତେ ଅତେଦିଶୁମ୍‌ ବାଇୟାନ୍‌ ସିଦାରେ ଇନିଃ ଆବୁକେ ସାଲାକାଦ୍‌ବୁଆ, ନେଆଁ ହରାତେ ଆବୁ ଆୟାଃ ଆୟାର୍‌ରେ ପାବିତାର୍‌ ଆଡଃ ବେଗାର୍‌ ଦାଗିୟାକାନ୍‌ଗିବୁ ତାଇନ୍‌ ଦାଡ଼ିୟା । ଚିୟାଃଚି ଆୟାଃ ଦୁଲାଡ଼୍‌ତେ
5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ;
ଆବୁକେ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ ଆୟାଃ ଆସୁଲ୍‌ ହନ୍‌କବୁ ହବାଅଃକା ମେନ୍ତେ ଇନିଃ ସିଦାରେଗି ଉହାଟ୍‌କାଦ୍‌ ତାଇକେନା, ନେଆଁଁଗି ଆୟାଃ ସୁକୁଆନ୍‌ ଆଡଃ ମନେ ତାଇକେନା ।
6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି।
ପାର୍‌ମେଶ୍ୱାର୍‌ଆଃ ପୁରାଃ ସାୟାଦ୍‌ ହରାତେ ଆଡଃ ଆୟାଃ ଦୁଲାଡ଼୍‌ ହନ୍‌କେ ବେଗାର୍‌ ଗନଙ୍ଗ୍‌ତେ ବାର୍‌ଦାନ୍‌ ଲେକା ଆବୁକେ ଏମାକାବୁ ନାଗେନ୍ତେ, ଆବୁ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ବୁ ରିକାଏୟା ।
7 ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।
ଖ୍ରୀଷ୍ଟ୍‌ଆଃ ମାୟୋମ୍‌ ହରାତେ ଆବୁ ମୁକ୍ତିବୁ ନାମାକାଦା, ଅର୍ଥାତ୍‌ ଆବୁଆଃ ସବେନ୍‌ ପାପ୍‌କ ଛାମାକାନା । ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ପୁରାଃ ମାରାଙ୍ଗିଆ ।
8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି।
ଏନା ସବେନ୍‌, ଇନିଃ ଆୟାଃ ସେଣାଁଁନ୍‌ତେ ଆଡଃ ଆଟ୍‌କାର୍‌ଉରୁମ୍‌ତେ ଆବୁକେ ପୁରାଃଗି ଏମାକାଦ୍‌ବୁଆ ।
9 ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି,
ପାର୍‌ମେଶ୍ୱାର୍‌ ସିଦାରେ ଉହାଟ୍‌କାଦ୍‌ ତାଇକେନ୍‌ତେୟାଃ, ଖ୍ରୀଷ୍ଟ୍‌ଲଃ ପୁରାଏ ନାଗେନ୍ତେ ଅକନ୍‌ ଉକୁଆକାନ୍‌ତେୟାଃ ତାଇକେନା, ଏନାକେ ଇନିଃ ଆୟାଃ ବୁଗିନ୍‌ ସୁକୁଆନ୍‌ ମନେ ଲେକାତେ ଆବୁକେ ଉଦୁବାକାଦ୍‌ବୁଆ ।
10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।
୧୦ନେ ଉହାଟ୍‌ ଲେକାତେ ସିର୍ମା ଆଡଃ ଅତେଦିଶୁମ୍‌ରେ ସବେନ୍‌ ବାଇୟାକାନ୍‌ତେୟାଃ ମିଦଃଆ ଆଡଃ ଖ୍ରୀଷ୍ଟ୍‌ ଏନ୍‌ ସବେନାଃରେନ୍‌ ବହଃ ଲେକାଏ ତାଇନା । ନେ ଉହାଟ୍‌ ପାର୍‌ମେଶ୍ୱାର୍‌ ବୁଗିନ୍‌ ନେଡାରେଗି ପୁରାଏୟା ।
11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ,
୧୧ସବେନାଃ ପାର୍‌ମେଶ୍ୱାର୍‌ଆଃ ଉହାଟ୍‌ ଆଡଃ ଇଛାସାନାଙ୍ଗ୍‌ ଲେକାଗି ହବାଅଃଆ, ମୁନୁଏତେ ଉହାଟ୍‌କାନ୍‌ ଲେକାଗି ଆୟାଃ ଇଛାସାନାଙ୍ଗ୍‌ ପୁରାଅଃ ନାଗେନ୍ତେ, ଖ୍ରୀଷ୍ଟ୍‌ ହରାତେ ଆୟାଃ ଆପାନାଃ ହଡ଼ ହବାଅଃ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆବୁକେ ସାଲାକାଦ୍‌ବୁଆ ।
12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ।
୧୨ଦଲାବୁ, ଅକନ୍‌କ ସିଦାରେଗି ଖ୍ରୀଷ୍ଟ୍‌ତାଃରେ ଆସ୍ରାକାଦ୍‌ ତାଇକେନାବୁ, ଏନ୍‌ ସବେନ୍‌କ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ବୁ ଦୁରାଙ୍ଗେଆ ।
13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;
୧୩ଆପେୟଗି ଆପେୟାଃ ଜୀଉବାଞ୍ଚାଅ ଏମେତାନ୍‌, ନେ ସୁକୁକାଜିରେୟାଃ ସାର୍‌ତି କାଜିପେ ଆୟୁମ୍‌କେଦା ଇମ୍‌ତାଏତେ ପାର୍‌ମେଶ୍ୱାର୍‌ଆଃ ହଡ଼ପେ ହବାକାନା । ଆପେ ଖ୍ରୀଷ୍ଟ୍‌କେ ବିଶ୍ୱାସ୍‌କାଇ ହରାତେ ପାର୍‌ମେଶ୍ୱାର୍‌ ଆୟାଃ ବାନାର୍‌ସା ଲେକାତେ ପାବିତାର୍‌ ଆତ୍ମାକେ ଏମ୍‌କିୟା, ଆଡଃ ଆପେୟାଃ ଚେତାନ୍‌ରେ ଆୟାଃ ମୋହର୍‌କାନ୍‌ ଚିହ୍ନାଁଏ ଏମାକାଦ୍‌ପେୟା ।
14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
୧୪ପାର୍‌ମେଶ୍ୱାର୍‌ ଆୟାଃ ହଡ଼କକେ ଆକଆଃ ହାନାଟିଙ୍ଗ୍‌କ ନାମେୟା ମେନ୍ତେ ବାନାର୍‌ସା ଏମାକାଦାଏ, ଏନାରେୟାଃ ଗାୱା ଏମ୍‌ନିଃ, ଆବୁ ନାମାକାଇ ପାବିତାର୍‌ ଆତ୍ମା ତାନିଃ । ପାର୍‌ମେଶ୍ୱାର୍‌ ଆୟାଃ ହଡ଼କକେ ପୁରାଗି ରାଡ଼ାକଆ, ଏନାମେନ୍ତେ ଆୟାଃ ମାନାରାଙ୍ଗ୍‌ବୁ ଦୁରାଙ୍ଗେଆ ।
15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ,
୧୫ନେଆଁଁମେନ୍ତେ ପ୍ରାଭୁ ୟୀଶୁତାଃରେ ଆପେୟାଃ ବିଶ୍ୱାସ୍‌ ଆଡଃ ପାର୍‌ମେଶ୍ୱାର୍‌ଆଃ ହଡ଼କତାଃରେ ଆପେୟାଃ ଦୁଲାଡ଼୍‌ ମେନାଃ ମେନ୍ତେ
16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ।
୧୬ଆଇଙ୍ଗ୍‌ ଆୟୁମ୍‌କେଦ୍‌ ଦିପିଲିହେତେ ଆପେୟାଃ ନାଗେନ୍ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌ ନାଗେନ୍ତେ କାଇଙ୍ଗ୍‌ ବାଗିତାନା, ଆଇଙ୍ଗ୍‌ ବିନ୍ତିରେ ଆପେକେଇଙ୍ଗ୍‌ ପାହାମ୍‌ପେତାନା ।
17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
୧୭ଆଡଃ ମାନାରାଙ୍ଗ୍‌ରେନ୍‌ ଆପୁ, ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ପାର୍‌ମେଶ୍ୱାର୍‌କେଇଙ୍ଗ୍‌ ବିନ୍ତିତାନା, ଜେ'ଲେକାଚି ଇନିଃ ଆପେକେ ପାବିତାର୍‌ ଆତ୍ମାକେ ଏମାପେୟା । ଏନ୍‌ ପାବିତାର୍‌ ଆତ୍ମା ଆପେକେ ସେଣାଁଁଏ ଏମାପେୟା ଆଡଃ ପାର୍‌ମେଶ୍ୱାର୍‌କେ ବୁଗିଲେକାପେ ସାରି ନାଗେନ୍ତେ ଇନିଃକେ ଆପେତାଃରେ ଉଦୁବିୟା ।
18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ,
୧୮ଇନିୟାଃ ମାର୍ସାଲ୍‌ ନେଲ୍‌ ନାଗେନ୍ତେ ଆପେୟାଃ ମନ୍‌ସୁରୁଦ୍‌ରେୟାଃ ମେଦ୍‌ ରାସ୍‌କାଅଃକା ମେନ୍ତେଇଙ୍ଗ୍‌ ବିନ୍ତିତାନା, ଜେ'ଲେକାଚି ଇନିଃ ଆପେକେ ଅକନ୍‌ ଆସ୍ରା ନାଗେନ୍ତେ କେଡ଼ାକାଦ୍‌ପେୟା, ଆୟାଃ ପାବିତାର୍‌ ହଡ଼କ ନାଗେନ୍ତେ ଆୟାଃ ବାନାର୍‌ସା ଚିମିନ୍‌ ମାନାରାଙ୍ଗ୍‌ରେୟାଃ ହାନାଟିଙ୍ଗ୍‌ ତାନାଃ,
19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର;
୧୯ଆଡଃ ଆବୁ ଲେକାନ୍‌ ବିଶ୍ୱାସୀକତାଃରେ କାମିୟଃତାନ୍‌ ଇନିୟାଃ ପେଡ଼େଃ ଚିମିନ୍‌ ମାରାଙ୍ଗ୍‌ଗିଆ, ଏନ୍‌ ପେଡ଼େଃଗି ଆବୁତାଃରେ ପୁରାଃ ପେଡ଼େଃତେ କାମିୟଃତାନା, ଏନା ଆପେ ଆଟ୍‌କାର୍‌ ଦାଡ଼ିୟାପେ ।
20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,
୨୦ଏନ୍‌ ପେଡ଼େଃ ହରାତେଗି ପାର୍‌ମେଶ୍ୱାର୍‌ ଖ୍ରୀଷ୍ଟ୍‌କେ ଗନଏଃହେତେ ଜୀଉବିରିଦ୍‌କିୟାଏ ଆଡଃ ଇନିଃକେ ସିର୍ମାରେ ଆୟାଃ ଜମ୍‌ସାଃରେ ଦୁବ୍‌କିୟା ।
21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, (aiōn g165)
୨୧ଖ୍ରୀଷ୍ଟ୍‌ ସିର୍ମାରେନ୍‌ ସବେନ୍‌ ରାଇଜ୍‌ତାନ୍‌କଏତେ, ଆକ୍‌ତେୟାର୍‌ ନାମାକାଦ୍‌କଏତେ, ପେଡ଼େୟାନ୍‌କଏତେ, ଆଡଃ ଗମ୍‌କେକଏତେ ଚେତାନ୍‌ ନୁତୁମ୍‌ରେ ଦହକିୟା, ନେ ଅତେଦିଶୁମ୍‌ ଆଡଃ ହିଜୁଃତାନ୍‌ ଦିପିଲିରେୟାଃ ସବେନ୍‌ ଆକ୍‌ତେୟାର୍‌ଏତେ ଚେତାନ୍‌ ଆକ୍‌ତେୟାର୍‌ ଇନିୟାଃ ତାନାଃ । (aiōn g165)
22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;
୨୨ପାର୍‌ମେଶ୍ୱାର୍‌ ସବେନାଃକେ ଖ୍ରୀଷ୍ଟ୍‌ଆଃ କାଟା ଲାତାର୍‌ରେ ଦହକେଦା ଆଡଃ ସବେନ୍‌ ବିଷାଏରେ ଇନିଃକେ ମାରାଙ୍ଗ୍‌ଉତାର୍‌ ପ୍ରାଭୁ ଲେକା କାଲିସିୟାକେ ଏମ୍‌କିୟା ।
23 ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍‍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।
୨୩କାଲିସିୟା ଖ୍ରୀଷ୍ଟ୍‌ଆଃ ହଡ଼୍‌ମ ତାନାଃ, କାଲିସିୟା ହରାତେ ଖ୍ରୀଷ୍ଟ୍‌ଆଃ କାମିକ ପୁରାଅଃଆ, ଆଡଃ ଖ୍ରୀଷ୍ଟ୍‌ ସବେନାଃଏ ପୁରାଏଆ ।

< ଏଫିସୀୟ 1 >