< ଏଫିସୀୟ 4 >
1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
ମାପ୍ରୁତି ହେବା କିଜ଼ିମାନି କାଜିଂ ଗେହ୍ୟାଜ଼ିମାନି ଆନ୍ ପାଉଲ୍ ମିଙ୍ଗେଙ୍ଗ୍ ଗୱାରି କିଦ୍ନାଙ୍ଗା, ଇନେସ୍ ଜିବୁନ୍ ଜିଉଣା କିନି କାଜିଂ ଇସ୍ୱର୍ ମିଙ୍ଗେଙ୍ଗ୍ କୁକ୍ତାତାନ୍ନା ତାଲାକେ ବେବାର୍ କିୟାଟ୍,
2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
ସବୁୱେଡ଼ାଙ୍ଗ୍ ହୁଦାର୍, ହିତ୍ଡ଼ି ଆରି ସାହାସ୍ ଆଡ । ହାରି ଲାମାହୁଦାର୍ ଆଜ଼ି ଜିଉନନିତ ହାରି କାଜିଂ ହୁଞ୍ଚ୍ନାକାଦେର୍ ଆଡ;
3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
ପୁଇପୁୟା ଜିବୁନ୍ତ ଉପ୍କାର୍ତାଂ ସୁସ୍ତାତାଂ ବାହାକିନି ହୁକେ ମି ବିତ୍ରେ ଇମ୍ଣି ରବେ ରଚ୍ଚାଦେର୍ଣ୍ଣା, ହେଦେଲିଂ ରାକ୍ୟା କିନି କାଜିଂ ଜାତୁନ୍ ଆଡ ।
4 ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
ମା ଗାଗାଡ଼୍ ରଞ୍ଜାଙ୍ଗ୍, ଜିବୁନ୍ ପା ରଞ୍ଜାଙ୍ଗ୍ । ଆରି ର ବାର୍ସି ହିଜ଼ି ଇସ୍ୱର୍ ମାଙ୍ଗେଙ୍ଗ୍ କୁକ୍ତାତାନ୍ନା ।
5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
ର ମାପ୍ରୁ, ର ପାର୍ତି, ର ବାପ୍ତିସିମ୍,
6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
ୱିଜ଼ାର୍ ନାର୍ ଜାତିନି ଇସ୍ୱର୍ ଆରି ଆବା ରୱାନ୍; ହେୱାନ୍ ୱିଜ଼ାର୍ ମାପ୍ରୁ, ୱିଜ଼ାର୍ ବିତ୍ରେ ଆରି ୱିଜ଼ାର୍ ୱାସ୍କିତ ମାନାନ୍ ।
7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।
କ୍ରିସ୍ଟ ହିଜ଼ିମାନ୍ଚି ଅଲପ୍ନେ ଆସେଙ୍ଗ୍ ଜାଣ୍କେ ରଞ୍ଜାଙ୍ଗ୍ ରଞ୍ଜାଙ୍ଗ୍ ଦୟା ଦାନ୍ ପାୟାତାସ୍ନା ।
8 ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।”
ଦର୍ମ ସାସ୍ତର୍ତ ଇ ବିସ୍ରେ ଲେକା ଆତାତ୍ନ୍ନା “ଏଚେକାଡ଼୍ଦ ହୱାନ୍ ଜପି ଦୁମ୍ତାନ୍, ତା ଲାହାଂ ହେନି ବନ୍ଦିରିଂ ହେୱାନ୍ ଅତାନ୍, ଆରେ ନାର୍ ଜାତିତିଂ ବେସି ବର୍ ଦାନ୍ ହିତାନ୍ ।”
9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
“ହେୱାନ୍ ଜପି ଦୁମ୍ତାନ୍,” ଇଞ୍ଜି ଇନାକା ଅରତ୍ ଇନାକା? ଇଦାଂ ନି ଅରତ୍, ପର୍ତୁମ୍ ହେୱାନ୍ ପୁର୍ତିନି ତାରେନ୍ ବାହାକାଂ ଜୁତ୍ତାନ୍ ।
10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)
ଲାଗିଂ ଇନେନ୍ ଜୁତ୍ତାନ୍, ହେୱାନ୍ ରାଜିନି ପୁର୍ତିତିଂ ହେୱାନ୍ତି ମାନିହିଂ ବାର୍ତି କିନି କାଜିଂ ହେୱାନ୍ ଆରେ ସାର୍ଗେନି ଜପିତିଂ ଦୁମ୍ତାନ୍ ।
11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
ହେୱାନ୍ ନେ ନାର୍ ଜାତିତିଂ ବେସି ବର୍ ଦାନ୍ ହିଜ଼ି ହାଚାନ୍ନା । ଇନେରିଂ ପକ୍ୟାତାକାନ୍ ଚେଲା, ଆରେ ଇନେରିଂ ବେଣ୍ବାକ୍ଣାୟ୍କିନାକାର୍, ଇନେ ଇନେରିଂ ନେକ୍ରିକାବୁର୍ ସୁଣାୟ୍କିନାକାର୍, ଆରେ ଇନେ ଇନେରିଂ ପାସ୍ଟେର୍ ଆରି ଗୁରୁ ଲାକେ ବାଚି କିତାନ୍ନ୍ନା;
12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
କ୍ରିସ୍ଟତି ହେ ଗାଗାଡ଼୍ ରଚ୍ନି ଉଦେସ୍ତ କ୍ରିସ୍ଟିୟାନ୍ ହେବାକାମାୟ୍ କାଜିଂ ଇସ୍ୱର୍ ସାଦୁରିଂ ଜାଲ୍ଦି କିଦେଙ୍ଗ୍ ହେୱାନ୍ ଇଦାଂ କିତାନ୍ନା ।
13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
ହେଦାଂ କାଜିଂ ଆସେଙ୍ଗ୍ ୱିଜ଼ାର୍ ପାର୍ତିତ ଆରି ଇସ୍ୱର୍ତି ମାଜ଼ି ବିସ୍ରେ ଗିଆନ୍ତ ରବେ ଆନାପ୍, କ୍ରିସ୍ଟତି ପୁରାପାୟାଜ଼ି ଆପେଂ ପ୍ଡାନିବୁଡ଼ାର୍ ଆନାପ୍ ।
14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
ଡ଼ୁଇ ଚାଲାନିତ ଆରି ଲଡ଼ି ଡୁକାନିତ ଏନେତେନେ ଆନି ହିମ୍ଣାଂ ଲାକେ ଆସେଙ୍ଗ୍ ଆରେ ତିର୍ ଆଉସ୍ । ବିନ୍ନିକାରିଂ ବିନେ ହାଞ୍ଜେଙ୍ଗ୍ ଗାଣ୍ଚୁଟିର୍ତି ଚାଲାକି ହିକ୍ୟାତ ଆସେଙ୍ଗ୍ ଏନେତେନେ ଆଉସ୍ ।
15 କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
ଇଚିସ୍ ଜିଉନନିତ ହାତ୍ପା ଇଞ୍ଜି ସବୁ ବିସ୍ରେ କାପ୍ଡ଼ା ଲାକେ କ୍ରିସ୍ଟତି ଲାକେ ଆନାସ୍ ।
16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
ହେୱାନ୍ତି ଗାଗାଡ଼୍ନି ବିନ୍ବିନ୍ ହାନ୍ଦିନି ଉପ୍କାର୍ ହୁକେ ଆରେ, ଜାଣ୍କେ ବାଗ୍ନି କାମାୟ୍କିନି ସାକ୍ତି ଇସାବ୍ରେ ମେହାଜ଼ି ଆରି ମେହାଜ଼ି ଜିଉନନିତ ଜାର୍ ହାର୍ କାଜିଂ ଜାର୍ତି ବାଡାଦେଂ ରଚ୍ୟାନାତ୍ ।
17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
ଲାଗିଂ ମାପ୍ରୁତି ତର୍ଦ ବେସି ଗୱାରି କିଜ଼ି ଇଞ୍ଜ୍ନାଙ୍ଗା, ପାର୍ତିକିୱି ଜିହୁଦିର୍ ଜିବୁନ୍ ଜିପ୍କା କିମାଟ୍ ଇନେସ୍ ଜାର୍ ଜାର୍ ମାନ୍ନି ମାଲ୍ୟା ପଲ୍ୟା କିତାର୍, ଏପେଙ୍ଗ୍ ହେ ଲାକେ ବେବାର୍ କିମାଟ୍;
18 ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
ଆରି ହେୱାର୍ତି ମାନ୍ ମାଜ୍ଗା । ଇସ୍ୱର୍ ହିତ୍ତି ଜିବୁନ୍ତ ହେୱାର୍ତି ଇମ୍ଣାକାସ୍ ମେହାଣ୍ ଆକାୟ୍ । ଇନେକିଦେଂକି ହେୱାର୍ ପୁରା ଅଗିଆନ୍ ଆରି ଅମାନ୍ୟା ମାନାୟ୍ ।
19 ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
ହେୱାର୍ ନିଲାଜି, ଲାଜ୍ ହିଲ୍ୱାକାର୍, ଆରି ଲବ୍ରା ବାବ୍ରେ ସବୁ ବାନି ବିଟାଡ଼୍ କାମାୟ୍ତ ବାର୍ତି ।
20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ;
ଇ ସବୁ ଏପେଙ୍ଗ୍ କ୍ରିସ୍ଟତି ବିସ୍ରେ ହିକ୍ୟା କିଜ଼ି ମାନି ବିସ୍ରେ ଆକାୟ୍ ।
21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
ଏପେଙ୍ଗ୍ତ ହେୱାନ୍ତି ବିସ୍ରେ ୱେଚାଦେର୍ଣ୍ଣା ଆରି ହେୱାନ୍ ପାଚେହାନି ଲାକେ ଜିସୁତି ବିସ୍ରେ ହାତ୍ପା ହିକ୍ୟା ପାୟା ଆତାଦେର୍ଣ୍ଣା ।
22 ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
ଲାଗିଂ ଇମ୍ଣି ପ୍ଡାନାକା ବେବାର୍ ଅଜ଼ି ଏପେଙ୍ଗ୍ ଜିବୁନ୍ ଜିପ୍କା କିଜ଼ି ମାଚାଦେର୍, ହେଦାଂ ପିହାଟ୍, ଇନେକିଦେଂକି ତା ଚାକ୍ରାୟ୍ କାମାୟ୍ ହୁକେ ମି ଜିବୁନ୍ ନସ୍ଟ ଆଜ଼ି ମାଚାତ୍ ।
23 ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
ଆରେ ମି ମାନ୍ତ ଆରି ମାନ୍ନି ପୁରା ପୁନାକା ଆଦେଂ ଲଡ଼ା ।
24 ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
ଇମ୍ଣି ପୁନି ଅବ୍ୟାସ୍ ଇସ୍ୱର୍ତି ଲାକେ ଉବ୍ଜାଣ୍ ଦାର୍ମିକାତା ଆରି ହାତ୍ପାନି ପୁଇପୁୟାତ ରଚ୍ୟା ଆତାତ୍ନ୍ନା, ହେଦାଂ ଉସ୍ପେଦେଂ ହିକା ଆତାଦେର୍ଣ୍ଣା ।
25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।
ଆରେ ମିଚ୍ ଇନ୍ମାଟ୍ । କ୍ରିସ୍ଟଙ୍ଗ୍ ପାର୍ତି କିନାର୍ ହାରିତିଂ ସତ୍ ଇନାକା ମାନାତ୍; ଇନେକିଦେଂକି ଆପେଂ କ୍ରିସ୍ଟତି ଗାଗାଡ଼୍ କେଇଗାଲ୍ ।
26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
ଏପେଙ୍ଗ୍ ରିସା ଆଜ଼ି ପାପ୍ କିମାଟ୍ । ୱେଡ଼ା ହାଲ୍ୱିହିଂ ମି ରିସା ଉଣା ଆଏତ୍ ।
ଆରେ ସୟ୍ତାନ୍ତିଂ ବାହା ହିମାଟ୍ ।
28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
ଇଚିସ୍ ହିଲ୍ୱାକାନ୍ ଲକୁରିଂ ଦାନ୍ କିନି କାଜିଂ ଇନେସ୍ ତା ତାକେ ଅଲପ୍ ମାନ୍ଗାନାତ୍, ଇଦାଂ କାଜିଂ ଜାର୍ କେଇଦ ହାର୍ଦି କାମାୟ୍ କିଜ଼ି କସ୍ଟ କିଏନ୍ ।
29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
ମି ୱେଇଦାଂ ଇମ୍ଣାକା ପା ବାନ୍ୟା ବଚନ୍ ହତ୍ମେତ୍, ଆୱିତିସ୍ ଲଡ଼ା ଇସାପ୍ରେ ରଚ୍ନି ବଚନ୍ ହତେତ୍, ଇନେସ୍ ହେଦାଂ ୱେନାକାର୍ତି ଉପ୍କାର୍ ପାକ୍ୟାତ ଉପ୍କାର୍ ଆନାତ୍ ।
30 ଆଉ ଈଶ୍ବରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ।
ଇସ୍ୱର୍ତି ପୁଇପୁୟା ଜିବୁନ୍ତିଂ ଦୁକ୍ ହିଉତ୍ । ଇନେକିଦେଂକି ପୁଇପୁୟା ଜିବୁନ୍ ମି ଜପି ଇସ୍ୱର୍ତି ଆଦିକାର୍ନି ଚିନ୍ ଇଡ୍ଦିତି ଲାକେ ଆରି ଇସ୍ୱର୍ ଜେ ଦିନେକ୍ ମିଦାଂ ମୁକ୍ଡ଼ାନାକା ପୁରା କିଦ୍ନାର୍, ଇଦାଂ ହାତ୍ପା ।
31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;
ୱିଜ଼ୁ ବାନି କୁଟ୍ ବାବ୍ନା, ରିସା, ଟାଣି, କୁର୍ଲି ଆରି ଲକାର୍ ନିନ୍ଦା ଆରେ ସବୁ ବାନି ଆକାର୍ ମିତାକେଣ୍ଡାଂ ଦେହା ଆଏତ୍ ।
32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।
ଆରେ, ହାରି କାଜିଂ ଦୟା ଆଡ, କୱାଣ୍ ମାନ୍ ଆଡ, ଆରି କ୍ରିସ୍ଟତି କାଜିଂ ଇସ୍ୱର୍ ଇନେସ୍ ମିଙ୍ଗେଙ୍ଗ୍ କେମା କିତ୍ତାନ୍, ହେ ଲାକେ ହାରିତିଂ କେମା କିୟାଟ୍ ।