< ଏଫିସୀୟ 3 >
1 ଏଥିନିମନ୍ତେ ମୁଁ ପାଉଲ, ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
୧ନେଆଁଁ ନାଗେନ୍ତେ ଆପେ ଲେକାନ୍ ସାଅଁସାର୍ ହଡ଼କ ନାଙ୍ଗ୍ ୟୀଶୁ ଖ୍ରୀଷ୍ଟ୍ଆଃ ହରାତେ ଜେହେଲାକାନ୍ ଆଇଙ୍ଗ୍ ପାଉଲୁସ୍, ପାର୍ମେଶ୍ୱାର୍ତାଃରେଇଙ୍ଗ୍ ବିନ୍ତିତାନା ।
2 ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ବରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,
୨ଆପେୟାଃ ବୁଗିନାଃ ନାଗେନ୍ତେ ପାର୍ମେଶ୍ୱାର୍ ଆୟାଃ ସାୟାଦ୍ତେ ଆଇଙ୍ଗ୍କେ ନେ କାମି କାମି ନାଗେନ୍ତେ ଏମାକାଦିୟାଁ, ନେଆଁଁ ସାର୍ତିଗି ଆୟୁମ୍କାଦାପେ ।
3 ଅର୍ଥାତ୍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି।
୩ପାର୍ମେଶ୍ୱାର୍ ଆୟାଃ ଉକୁଆକାନ୍ କାଜିକେ ଉଦୁବ୍କେଦ୍ତେ ଆଇଙ୍ଗ୍କେ ଉଦୁବ୍କାଦିୟାଁ, ଏନ୍ ବିଷାଏରେ ଆଇଙ୍ଗ୍ କାଟିଃ ଲେକାଇଙ୍ଗ୍ ଅଲାକାଦା ।
4 ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋହର ଜ୍ଞାନର ପରିଚୟ ପାଇ ପାର;
୪ଏନା ପାଢ଼ାଅଲେରେ, ଖ୍ରୀଷ୍ଟ୍ଆଃ ଉକୁଆକାନ୍ ବିଷାଏରେ ଆଇଙ୍ଗ୍ ଆଟ୍କାର୍ ଉରୁମ୍କାଦ୍ତେୟାଃ, ଆପେ ଆଟ୍କାର୍ ଉରୁମ୍ ଦାଡ଼ିୟାପେ ।
5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,
୫ସିଦା ଦିପିଲିରେ ମାନୱା ହଡ଼କେ ନେ ଉକୁଆକାନ୍ କାଜି ବିଷାଏରେ କା କାଜିକାନ୍ ତାଇକେନା । ମେନ୍ଦ ପାର୍ମେଶ୍ୱାର୍ ନାହାଁଃ ଆୟାଃ ପାବିତାର୍ ପ୍ରେରିତ୍କ ଆଡଃ ନାବୀକକେ ଆତ୍ମା ହରାତେ ନେଆଁଁଏ ଉଦୁବ୍କାଦା ।
6 ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
୬ଏନ୍ ଉକୁଆକାନ୍ କାଜି ହବାଃଅତାନା, ସୁକୁକାଜି ହରାତେ ଯିହୁଦୀକଲଃ ସାଅଁସାର୍ ହଡ଼କହଗି ପାର୍ମେଶ୍ୱାର୍ଆଃ ଆଶିଷ୍ ନାମେରେୟାଃ ହିସାକ ନାମାକାଦା । ଇନ୍କୁ ଏନ୍ ମିଆଁଦ୍ ହଡ଼୍ମରେନ୍ ହଡ଼କଗି ତାନ୍କ ଆଡଃ ୟୀଶୁ ଖ୍ରୀଷ୍ଟ୍ଆଃ ଦେଙ୍ଗାତେ ପାର୍ମେଶ୍ୱାର୍ ଏମାକାଦ୍ ବାନାର୍ସାରେ ହାନାଟିଙ୍ଗ୍କ ନାମେୟାଁ ।
7 ଈଶ୍ବରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।
୭ପାର୍ମେଶ୍ୱାର୍ଆଃ କାମିଦାଡ଼ିୟଃ ପେଡ଼େଃ ଲେକାତେ ଆଇଙ୍ଗ୍କେ ଏମାକାନ୍ ଆୟାଃ ସାୟାଦ୍ରେୟାଃ ବାର୍ଦାନ୍ ହରାତେ ଆଇଙ୍ଗ୍ ଏନ୍ ସୁକୁକାଜି ଉଦୁବ୍ରେୟାଃ ମିହୁଡ଼୍ ଦାସିଇଙ୍ଗ୍ ହବାକାନା ।
8 ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,
୮ଆଇଙ୍ଗ୍ ପାର୍ମେଶ୍ୱାର୍ଆଃ ହଡ଼କ ଥାଲାରେ ସବେନ୍କତାଃଏତେ ହୁଡିଙ୍ଗ୍ ତାନିଙ୍ଗ୍, ଏନ୍ରେୟ, ସାଅଁସାର୍ ହଡ଼କତାଃତେ ଖ୍ରୀଷ୍ଟ୍ଆଃ କା ଦାଣାଁଁନାମଃ ଖୁର୍ଜି ବିଷାଏରେୟାଃ ସୁକୁକାଜି ଉଦୁବ୍ ନାଗେନ୍ତେ ପାର୍ମେଶ୍ୱାର୍ ଆଇଙ୍ଗ୍କେ ସୁଯୋଗ୍ ଏମାକାଦିୟାଁଏ ।
9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, (aiōn )
୯ପାର୍ମେଶ୍ୱାର୍ଆଃ ଏନ୍ ଉକୁଆକାନ୍ କାଜିକ ଚିଲ୍କା କାମିୟଃଆ ଆଡଃ ସବେନ୍ ହଡ଼କତାଃରେ ନେଲ୍ଦାଡ଼ିୟଃଆ ଏନା କାଜିରେୟାଃ ସୁଯୋଗ୍ ନାମ୍କାଦାଇଙ୍ଗ୍ । ସବେନାଃରେୟାଃ ବାବାଇନିଃ ପାର୍ମେଶ୍ୱାର୍ ଆୟାଃ ଉକୁଆକାନ୍ କାଜିକେ ନାଙ୍କ ପାରିୟାରେଗି ଦାନାଙ୍ଗ୍କେଦ୍ତେ ଦହକାଦ୍ ତାଇକେନା । (aiōn )
10 ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ,
୧୦ଜେ'ଲେକାଚି ନେ ଦିପିଲିରେ କାଲିସିୟାରେୟାଃ କାମି ହରାତେ ସିର୍ମାରେ ରାଇଜ୍ତାନ୍କ ଆଡଃ ସିର୍ମାରେ ଆକ୍ତେୟାର୍ ନାମାକାଦ୍କ, ପାର୍ମେଶ୍ୱାର୍ଆଃ ଚିମିନ୍ ରାକାମ୍ରେୟାଃ ସେଣାଁଁ ବିଷାଏରେକ ଆଟ୍କାର୍ଉରୁମ୍ ଦାଡ଼ିୟା ।
11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; (aiōn )
୧୧ପାର୍ମେଶ୍ୱାର୍ ଆୟାଃ ଜାନାଅ ଜାନାଅରେୟାଃ ଉଦ୍ଦେଶ୍ ଲେକାତେ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ହରାତେ ନେଆଁଁଏ ରିକାକାଦା । (aiōn )
12 ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
୧୨ଖ୍ରୀଷ୍ଟ୍ଲଃ ମେସାକାନ୍ ହରାତେ ଆଡଃ ଆୟାଃତାଃରେ ବିଶ୍ୱାସ୍ତାନ୍ ହରାତେ ପୁରାଃ ଭାର୍ସାକେଦ୍ତେ ପାର୍ମେଶ୍ୱାର୍ଆଃ ହେପାଦ୍ତେ ସେନ୍ ନାଙ୍ଗ୍ ଆବୁଆଃ ଜୀଉରେ କେଟେଦ୍ ମେନାଃ ।
13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ।
୧୩ଏନାମେନ୍ତେ ଆଇଙ୍ଗ୍ ବିନ୍ତିତାନା, ଆପେ ନାଗେନ୍ତେଇଙ୍ଗ୍ ଦୁକୁଃତାନା ମେନ୍ତେ ଆପେ ଆଲ୍ପେ ନାରାଜଃ, ଚିୟାଃଚି ନେ ସବେନାଃ ଆପେୟାଃ ବୁଗିନାଃ ନାଗେନ୍ତେ ହବାକାନା ।
14 ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,
୧୪ନେଆଁଁମେନ୍ତେ ଆଇଙ୍ଗ୍ ଆପୁ ପାର୍ମେଶ୍ୱାର୍ଆଃ ସାମ୍ନାଙ୍ଗ୍ରେ ଇକ୍ଡ଼ୁମ୍କେଦ୍ତେଇଙ୍ଗ୍ ବିନ୍ତି ତାନା,
15 ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି,
୧୫ଅକଏତାଃଏତେଚି ସିର୍ମା ଆଡଃ ଅତେଦିଶୁମ୍ରେନ୍ ସବେନ୍ ପାରିବାର୍କ ଆୟାଃ ସାର୍ତି ନୁତୁମ୍କ ନାମାକାଦା ।
16 ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,
୧୬ଆଇଙ୍ଗ୍ ପାର୍ମେଶ୍ୱାର୍କେଇଙ୍ଗ୍ ବିନ୍ତିତାନା, ଜେ'ଲେକାଚି ଆୟାଃ ମାନାରାଙ୍ଗ୍ରେୟାଃ ଖୁର୍ଜି ଲେକାତେ ଆୟାଃ ଆତ୍ମା ହରାତେ ଆପେୟାଃ ମନ୍ସୁରୁଦ୍କେ ପୁରାଃ ପେଡ଼େଜେ ନାଗେନ୍ତେ ପେଡ଼େଃ ଏମାପେୟାଏ,
17 ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,
୧୭ଆଡଃ ବିଶ୍ୱାସ୍ ହରାତେ ଖ୍ରୀଷ୍ଟ୍ ଆପେୟାଃ ମନ୍ସୁରୁଦ୍ରେ ତାଇନା । ଆପେୟାଃ ନିହିଁଗାଡା ଦୁଲାଡ଼୍ରେ କେଟେଜାକାନ୍ ହବାଅଃଆ ।
18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,
୧୮ଏନାରେ ଖ୍ରୀଷ୍ଟ୍ଆଃ ଦୁଲାଡ଼୍ ଚିମିନ୍ ଜିଲିଙ୍ଗ୍ ଆଡଃ ଚାକାର୍, ଚିମିନ୍ ସାଲାଙ୍ଗି ଆଡଃ ଇକିର୍ ତାନାଃ, ଏନା ଆପେ ପାର୍ମେଶ୍ୱାର୍ଆଃ ହଡ଼କଲଃ ଆଟ୍କାର୍ଉରମ୍ ଦାଡ଼ିରେୟାଃ ପେଡ଼େଃପେ ନାମ୍ ଦାଡ଼ିୟା ।
19 ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।
୧୯ହେଗି, ନେଆଁଁ ଚିଉଲାଅ ପୁରା କା ଆଟ୍କାର୍ ଦାଡ଼ିୟଃରେୟ, ଆପେ ଖ୍ରୀଷ୍ଟ୍ଆଃ ଦୁଲାଡ଼୍ପେ ଆଟ୍କାରେକା ମେନ୍ତେ ଆପେ ପାର୍ମେଶ୍ୱାର୍ଆଃ ସଭାବ୍ରେ ପୁରାଃତେପେ ପେରେଃ ଦାଡ଼ିୟଃକା ।
20 ଯେଉଁ ଈଶ୍ବର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି,
୨୦ପାର୍ମେଶ୍ୱାର୍ ଆବୁଆଃ ଥାଲାରେ କାମିୟଃତାନ୍ ଆୟାଃ ପେଡ଼େଃ ହରାତେ ଆବୁଆଃ ଆନାସିଏତେ ଆଦ୍କା ଚାଏ ଆବୁଆଃ ଉଡ଼ୁଃଏତେ ଆଦ୍କା ଏମ୍ ଦାଡ଼ିନିଃ ତାନିଃ ।
21 ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍। (aiōn )
୨୧କାଲିସିୟା ହରାତେ ଆଡଃ ୟୀଶୁ ଖ୍ରୀଷ୍ଟ୍ଆଃ ହରାତେ ସବେନ୍ ଇମ୍ତା ଜାନାଅ ଜାନାଅ ଜାକେଦ୍ ଏନ୍ ପାର୍ମେଶ୍ୱାର୍ଆଃ ମାଇନାନ୍ ହବାଅଃକା! ଆମେନ୍ । (aiōn )