< କଲସୀୟ 3 >

1 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର।
ଆପେ ଖ୍ରୀଷ୍ଟ୍‌ଲଃ ଗନଏଃହେତେ ଜୀଉ ବିରିଦାକାନାପେ । ଏନାତେ ସିର୍ମାରେୟାଃ ବିଷାଏକ ନାମେ ନାଗେନ୍ତେ ମନ୍‌ ଏମେପେ, ଚିଆଃଚି ଖ୍ରୀଷ୍ଟ୍‌ ସିର୍ମାରେ ଆୟାଃ ରାଜ୍‌ଗାଦିରେ ପାର୍‌ମେଶ୍ୱାର୍‌ଆଃ ଜମ୍‌ସାଃରେ ଦୁବାକାନା ।
2 ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ।
ଅତେଦିଶୁମ୍‌ରେୟାଃ ବିଷାଏରେ ମନ୍‌ କା ଏମ୍‌କେଦ୍‌ତେ ସିର୍ମାରେୟାଃ ବିଷାଏରେ ମନ୍‌ ଏମେପେ ଆଡଃ ଉଡ଼ୁଃ ରିକାଏପେ ।
3 କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ବରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି।
ଚିଆଃଚି ଆପେ ଗଏଃକାନାପେ ଆଡଃ ଆପେୟାଃ ଜୀଦାନ୍‌ ପାର୍‌ମେଶ୍ୱାର୍‌ତାଃରେ ଖ୍ରୀଷ୍ଟ୍‌ଲଃ ଉକୁଆକାନା ।
4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।
ଖ୍ରୀଷ୍ଟ୍‌ଗି ଆପେୟାଃ ସାର୍‌ତି ଜୀଦାନ୍‌ ତାନିଃ ଆଡଃ ଇନିଃ ଚିମ୍‌ତାଏ ଉଦୁବେନା ଇମ୍‌ତା ଆପେୟଗି ଆୟାଃ ମାନାରାଙ୍ଗ୍‌ରେୟାଃ ହିସା ହବାକେଦ୍‌ତେ ଉଦୁବଃଆପେ ।
5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁକର୍ମଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହିସବୁ ପ୍ରତି ମୃତ ହୁଅ;
ଏନା ନାଗେନ୍ତେ ଆପେ ନେ ଅତେରେ ଆପାଙ୍ଗିର୍‌ କାମି, ସତ୍‌ରା, ଏତ୍‌କାନ୍‌ ସାନାଙ୍ଗ୍‌, ଗିହୁଗାନ୍‌ ସାନାଙ୍ଗ୍‌, ଆଡଃ ଖୁର୍ଜିକରେୟାଃ ହାୟାକ ବାଗିପେ । ଖୁର୍ଜିକରାଃ ହାୟା ହବାଅଃତାନା ମୁରୁତ୍‌ ସେୱା ।
6 ଏହିସବୁ ହେତୁରୁ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ,
ଚିଆଃଚି ନେ ସବେନାଃରେ ତାଇନ୍‌କେଦ୍‌ତେ ଅକନ୍‌କ ପାର୍‌ମେଶ୍ୱାର୍‌କେ କାକ ମାନାତିୟାଁଃ, ଇନ୍‌କୁଆଃ ଚେତାନ୍‌ରେ ପାର୍‌ମେଶ୍ୱାର୍‌ଆଃ ଖିସ୍‌ ହିଜୁଃଆ ।
7 ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ।
ମିସା ଆପେ ନେ'ଲେକାନ୍‌ ଏତ୍‌କାନ୍‌ ସାନାଙ୍ଗ୍‌ରେ ଜୀଦାନ୍‌ ବିତାଅ ତାଇକେନାପେ ।
8 କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର।
ମେନ୍‌ଦ ନାହାଁଃ ଆପେକେ ନେ'ଲେକାନ୍‌ ଖିସ୍, ହିସିଙ୍ଗା, ନିନ୍ଦା କାଜିକ ବାଗି ଲାଗାତିଙ୍ଗ୍‌ୟାଁଃ । ଆପେ ଏଟାଃକକେ ଲାନ୍ଦାକ ଲେକାନ୍‌ କାଜିକ, ଆଡଃ ଗିହୁଗଃ କାଜିକ ଆଲପେ ଜାଗାରେୟା ।
9 ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ
ଆପେ ଆପେରେ ବେଦା କାଜି ଆଲପେ କାଜିୟା, ଚିଆଃଚି ଆପେ ମାରି ସଭାବ୍‌ ଚାଏ ଚାଇଲ୍‌ ଚାଲାନ୍‌ ବାଗିକାଦାପେ,
10 ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;
୧୦ଆଡଃ ନାୱା ସଭାବ୍‌ ଚାଏ ଚାଇଲ୍‌ ଚାଲାନ୍‌ ସାବାକାଦାପେ । ଆପେୟାଃ ନେ ନାୱା ଜୀଦାନ୍‌ ହରାତେ ଆପେ ଅତେଦିଶୁମ୍‌ ବାବାଇନିଃ ଲେକାପେ ହବାକାନା, ଆଡଃ ଆପେ ପାର୍‌ମେଶ୍ୱାର୍‌ଆଃ ବିଷାଏରେୟାଃ ସାର୍‌ତି ସେଣାଁପେ ନାମ୍‌ଇଦିତାନା ।
11 ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।
୧୧ଏନାତେ ଯିହୁଦୀ ଆଡଃ ସାଅଁସାର୍‌ ହଡ଼କ ଥାଲାରେ ଜେତାନ୍‌ ଭେଦ୍‌ଭାବ୍‌ ବାନଃଆ, ଖାତ୍‌ନାଅ ଚାଏ କା ଖାତ୍‌ନାଅ, ଏଟାଃ ଦିଶୁମ୍‌ରେନ୍‌ ଚାଏ ଆପ୍‌ନାଃ ଦିଶୁମ୍‌ରେନ୍‌, ସ୍କୁଥୀୟ ହଡ଼, କିରିଙ୍ଗ୍‌ୟାଁକାନ୍‌ ଦାସି ଚାଏ ତନଲ୍‌ ରାଡ଼ାକାନ୍‌ ଦାସି ସବେନ୍‌କ ମିଦ୍‌ ସାମାନ୍‌ ତାନ୍‌କ । ମେନ୍‌ଦ ଖ୍ରୀଷ୍ଟ୍‌ ସବେନ୍‌କଆଃରେ ମେନାଇୟା ଆଡଃ ଇନିଃ ହବାଅଃତାନାଏ ସବେନ୍‌କଆଃ ।
12 ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର।
୧୨ଆପେ ପାର୍‌ମେଶ୍ୱାର୍‌ଆଃ ହଡ଼କ ତାନ୍‌ପେ । ଇନିଃ ଆପେକେ ଦୁଲାଡ଼୍‌କେଦ୍‌ତେ ଆୟାଃ ନାଗେନ୍ତେ ସାଲାକାଦ୍‌ପେୟା । ଏନାତେ ଆପେ ଲିନିବୁଇ, ଦାୟାଲୁ, ଲେବେୟେନ୍‌, ହୁଡିଙ୍ଗ୍‌ୟେଁନ୍‌ ଆଡଃ ଧିରାଜ୍‌ ସାବେ ଲେକାନ୍‌ ଲିଜାଃ ତୁସେୟେଁନ୍‌ପେ ।
13 ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।
୧୩ମିହୁଡ଼୍‌ ଆଡଃମିହୁଡ଼୍‌କେ ସାହାତିଙ୍ଗ୍‌କ ତାନ୍‌ଲେକା ହବାଃଅପେ ଆଡଃ ଜେତାଏୟାଃ ଏଟାଃନିଆଃ ବିରୁଧ୍‌ରେ କାଜି ମେନାଃରେଦ, ମିହୁଡ଼୍‌ ଆଡଃମିହୁଡ଼୍‌କେ ଛାମାଇପେ । ପ୍ରାଭୁ ଆପେକେ ଛାମାକାଦ୍‌ପେ ଲେକାଗି, ଆପେ ମିହୁଡ଼୍‌ ଆଡଃମିହୁଡ଼୍‌କେ ଛାମାଇପେ ।
14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।
୧୪ଆଡଃ ନେ ସବେନ୍‌ ଚାଇଲ୍‌ ଚାଲାନ୍‌ଲଃ ଦୁଲାଡ଼୍‌କେ ମେସାଏପେ । ଦୁଲାଡ଼୍‌ ସବେନ୍ ବିଷାଏକେ ମିଦ୍‌ତାଃରେ ମେସାଏତାନ୍‌ଲଃ ତଲ୍‌କେଟେଦ୍‌ତାଃଏ ।
15 ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ।
୧୫ଖ୍ରୀଷ୍ଟ୍‌ ଏମାକାଦ୍‌ ଜୀଉସୁକୁତେ ଆପେ ଉହାଟ୍‌କାଦ୍‌ ତେୟାଃକକେ ଆୟୁର୍‌ତେ ଇଦି ନାଙ୍ଗ୍‌ ଦେଙ୍ଗାପେକାଏ, ଚିଆଃଚି ନେ ଜୀଉସୁକୁ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆପେକେ ମିଦ୍‌ତେ ମିଆଁଦ୍‌ ହଡ଼୍‌ମ ହବାଅଃ ନାଙ୍ଗ୍‌ ସାଲାକାଦ୍‌ପେୟାଏ । ସବେନ୍‌ ଇମ୍‌ତା ଧାନ୍ୟାବାଦ୍‌ ହବାଅଃକା ।
16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।
୧୬ଖ୍ରୀଷ୍ଟ୍‌ଆଃ ବିଷାଏରେୟାଃ ଇନିତୁ ଆପେୟାଃ ମନ୍‌ସୁରୁଦ୍‌ରେ ପୁରାଃତେ ତାଇନ୍‌କା । ସେଣାଁନ୍‌ ଲେକାତେ ମିହୁଡ଼୍‌ ଆଡଃମିହୁଡ଼୍‌କେ ଇତୁ ଆଡଃ ଆଚୁକପେ । ଦୁରାଙ୍ଗ୍‌ ଗାମୁତାନ୍‌ଲଃ, ଆଡଃ ଆତ୍ମାରେୟାଃ ଦୁରାଙ୍ଗ୍‌କ ଦୁରାଙ୍ଗ୍‌ତାନ୍‌ଲଃ ପାର୍‌ମେଶ୍ୱାର୍‌କେ ଆପେୟାଃ ମନ୍‌ସୁରୁଦ୍‌ତେ ଧାନ୍ୟାବାଦ୍‌ ଏମାଇପେ ।
17 ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ।
୧୭ଆପେ କାଜିତେ ଚାଏ କାମିତେ ଜେତ୍‌ନାଃଗି ରିକାତାନ୍‌ତେୟାଃ ପ୍ରାଭୁ ୟୀଶୁଆଃ ନୁତୁମ୍‌ତେ ରିକାତାନ୍‌ଲଃ ଆପୁ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମାଇପେ ।
18 ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ।
୧୮ଏ କୁଡ଼ିକ, ଆପେ ଆପେୟାଃ କଡ଼ାକତାଃରେ ଜିମାନ୍‌ପେ । ପ୍ରାଭୁକେ ଅତଙ୍ଗ୍‌ତାନ୍‌କ ଲେକା ନେଆଁ ରିକା ଲାଗାତିଙ୍ଗ୍‌ୟାଁଃ ।
19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
୧୯ଏ କଡ଼ାକ, ଆପେୟାଃ କୁଡ଼ିକକେ ଦୁଲାଡ଼୍‌କପେ । ଇନ୍‌କୁକେ ଖିସ୍‌ଅଃ ଲେକା ଆଲପେ ବାଇକଆ ।
20 ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।
୨୦ଏ ହନ୍‌କ, ଆପେ ସବେନ୍‌ ଇମ୍‌ତା ଆପେୟାଃ ଏଙ୍ଗାଆପୁକକେ ମାନାତିଙ୍ଗ୍‌କପେ । ନେଆଁ ଖ୍ରୀଷ୍ଟ୍‌କେ ଅତଙ୍ଗ୍‌ତାନ୍‌କକେ ରିକା ଲାଗାତିଙ୍ଗ୍‌ୟାଁଃ, ଚିଆଃଚି ପାର୍‌ମେଶ୍ୱାର୍‌ ନେଆଁରେ ସୁକୁଃଆ ।
21 ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି।
୨୧ଏ ଏଙ୍ଗାଆପୁକ, ଆପେ ହନ୍‌କକେ ଆଲପେ କାଏରାଅକଆ । କା'ରେଦ ଇନ୍‌କୁ ହୁଡିଙ୍ଗ୍‌ ଜୀଉକଆଃକ ।
22 ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ।
୨୨ଏ କିରିଙ୍ଗ୍‌ୟାଁକାନ୍‌ ଦାସିକ, ସବେନ୍‌ ବିଷାଏରେ ଅତେରେନ୍‌ ଆପେୟାଃ ମାନୱା ଗୁସିୟାଁକଆଃ କାଜି ଆୟୁମେପେ, ଇନ୍‌କୁ ଆପେକେ ନେଲ୍‌ପେ ଇମ୍‌ତା ଇନ୍‌କୁକେ ସୁକୁଇଚିକ ନାଗେନ୍ତେ ଏସ୍‌କାର୍‌ କାହାଗି, ମେନ୍‌ଦ ପ୍ରାଭୁଆଃ ନାଗେନ୍ତେ ବରଭାକ୍ତିତାନ୍‌ଲଃ ଆପ୍‌ନାଃ ମନ୍‌ସୁରୁଦ୍‌ରେୟାଃ ସାନାଙ୍ଗ୍‌ ଲେକାତେ କାମିପେ ।
23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ;
୨୩ଆପେ କାମିତାନ୍‌ କାମି, ହଡ଼କଆଃ ନାଗେନ୍ତେ କା କାମିକେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ନାଗେନ୍ତେ କାମିତାନାଲେ ମେନ୍ତେ ଉଡ଼ୁଃତାନ୍‌ଲଃ ଆପେୟାଃ ସବେନ୍‌ ମନ୍‌ସୁରୁଦ୍‌ଲଃ କାମିପେ ।
24 ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,
୨୪ପାହାମେପେ, ପାର୍‌ମେଶ୍ୱାର୍‌ ଆୟାଃ ହଡ଼କ ନାଗେନ୍ତେ ଅକ୍‌ନାଃ ଦହକାଦାଏ, ଏନା ଆପେକେ ନାଲା ଲେକାଏ ଏମାପେୟା । ଚିଆଃଚି ଆପେ ସେୱାତାନ୍‌, ଖ୍ରୀଷ୍ଟ୍‌ଗି ଆପେୟାଃ ସାର୍‌ତି ଗୁସିୟାଁ ତାନିଃ ।
25 କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ।
୨୫ଆଡଃ ସବେନ୍‌ ଏତ୍‌କାନ୍‌ କାମିତାନ୍‌କ ଆକଆଃ ଏତ୍‌କାନ୍‌ କାମି ନାଗେନ୍ତେ ସାଜାଇକ ନାମେୟାଁ, ଚିଆଃଚି ପାର୍‌ମେଶ୍ୱାର୍‌ ସବେନ୍‌ ହଡ଼କକେ ଆକଆଃ କାମି ଲେକା ସାମାନ୍‌ଗି ବିଚାର୍‌କଆ ।

< କଲସୀୟ 3 >