< କଲସୀୟ 3 >

1 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର।
ପେଇଂ କିସ୍‌ଟନେ ଏତେ ଗୁଏଚେ ତଡ଼୍ୟା ପେଲେକେ । ତେସା କିତଂନେ ବିସୟ୍ ଆଡ଼ାତ୍ରା ମନ୍ ବିଃପା ଡାଗ୍ଲା କିସ୍‌ଟ କିତଂନ୍ନିଆ ଇସ୍‌ପର୍‌ନେ ବେସ୍ୟା ପାକା କଲେକେ ।
2 ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ।
ମଞ୍ଚ୍‌ପୁର୍‌ ବିସୟ୍ ଆଡ଼ାତ୍ରା ଆସା ମାଡିଙ୍ଗ୍‌ଚେ କିତଂନେ ବିସୟ୍ ଆଡ଼ାତ୍ରା ଆସା ଡିଙ୍ଗ୍‌ପା
3 କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ବରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି।
ଡାଗ୍ଲା ପେ ଗୁଏ ପେଲେକେ ବାରି କିସ୍‌ଟନେ ଏତେ ପେନେ ଜିବନ୍ ଇସ୍‌ପର୍‌ନେ ଡାଗ୍ରା ବୁଡ଼ିଚେ ଲେଃକେ ।
4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।
କିସ୍‌ଟ ଆଃ ପେନେ ଜିବନ୍ ବାରି ମେଁ ଉଡ଼ି ବେଲା ତାର୍‌ଏ ଆତେନ୍‌ ବେଲା ପେ ଡିଗ୍ ମେଁନେ ଗଉରବ୍‌ନେ ବାଗ୍ ଡିଙ୍ଗ୍‌ଚେ ପେତ୍ନାଏ ।
5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁକର୍ମଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହିସବୁ ପ୍ରତି ମୃତ ହୁଅ;
ଏଲେଡିଗ୍‌ ଜାଗତିକ ଅଡ଼ାରେଗ୍‌‌ ପାପ୍ ଆଣ୍ଡେଙ୍ଗ୍ ଡିଙ୍ଗ୍‌ନେ, ଦଦ୍ୟା କାମ୍ ଡିଙ୍ଗ୍‌ନେ ଇକ୍‌ଚା, ଲାଲ୍‌ସା ଡିଙ୍ଗ୍‌ନେ, ଦଦ୍ୟା ମନ୍ ଲେଃନେ ବାରି କାଲାଆଃ ଲବ୍‌ ଡିଙ୍ଗ୍‌ଚେ ଲେଃନେ, ଆଣ୍ତିନେ ମୁଇଙ୍ଗ୍ ମିଚ୍ ଦେବ୍‌ତାକେ ପୁଜା ଡିଙ୍ଗ୍‌ନେ ରକମ୍‌, ଦେତ୍‌ ରକମ୍‌ ବିସୟ୍ ଆଣ୍ଡେଙ୍ଗ୍ ନିଜର୍ ଜିବନ୍ ବାନ୍ ସ୍ଲ ବପା । ଦେକ୍ ରକମ୍‌ ବିସୟ୍‌ଇଂବାନ୍ ତରକ୍ ଲାଲାପା ।
6 ଏହିସବୁ ହେତୁରୁ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ,
ଏନ୍ ସାପା ବିସୟ୍‌ନ୍ନିଆ ଲିଗ୍‌ ଲେଃଚେ ଜାଣ୍ଡେଇଂ ଇସ୍‌ପର୍‌କେ ଅମାନି ଡିଂଆର୍‌ଏ ମେଇଂନେ ଆଡ଼ାତ୍ରା ଇସ୍‌ପର୍‌ନେ ରିସା ଡିଙ୍ଗ୍‌ଏ ।
7 ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ।
ମେସୁଆ ପେଇଂ ଦେକ୍ ସାପା ଦଦ୍ୟା‌ ଅବସ୍ତାରେ ଡାଆଁ ଡିଙ୍ଗ୍‌ଚେ ଜିବନ୍ ପାରାନ୍ ଆମ୍ୱ୍ରପେଡିଂକେ ।
8 କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର।
ମାତର୍‌‌ ଏବେ ପେଇଂନେ ଜିବନ୍ ବାନ୍ ରିସା ଇଂସା ନିନ୍ଦା ତୁମୁଆଃ ବାନ୍‌ ଦଦ୍ୟା ସାମୁଆଁ ଏନ୍‌ ସାପା ଆନ୍ତାର୍ ବିଃପା ।
9 ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ
ନିଜର୍‌ ନିଜର୍‌ ବିତ୍ରେ ମିଚ୍ ଆବାସଙ୍ଗ୍‌ପା ମାତର୍‌‌ ପେଇଂ ବାୱିର୍‌ ଗୁନ୍‌ ଚଲନ୍‌ ବାରି ବେବ‍ଆର୍ ଆନ୍ତାର୍ ବିଃପା
10 ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;
ପେଇଂ ତ୍ମି ଜିବନ୍ ଆରାମ୍ ଡିଙ୍ଗ୍‌ପେବକେ । ତ୍ମି ଜିବନ୍‌ନ୍ନିଆ ପେଇଂ ତ୍ମି ଡିଙ୍ଗ୍‌ପେଲେଃକେ । ପେଇଂ ପେଇଂନେ ଆତେନ୍‌ ତିଆର୍‌ ଡିଙ୍ଗ୍‌କ୍ନେ ସାଉକାର୍‌ ରକମ୍‌ ଡିଙ୍ଗ୍‌ପେଲେକେ । ଏନ୍‌ ତ୍ମି ଜିବନ୍ ବାନ୍ ପେଇଂ ପର୍‌ମେସର୍‌ନେ ବିସୟ୍‌ନ୍ନିଆ ସତେଆ ଗ୍ୟାନ୍ ବାପେଲେକେ ।
11 ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।
ଏନ୍‌ ତ୍ମି ଜିବନ୍‌ନ୍ନିଆ ଗ୍ରିକ୍‌, ଅଣଜିଉଦି, ପବିତ୍ର ବାରି ଅପବିତ୍ର ନିଜର୍‌ ଦେସ୍‌ ବିନ୍‌ନେ ଦେସ୍‌ନେ ଚାକର୍‌ ବାରି ସ୍କୁଥୀୟ ନିଜର୍‌ ବିତ୍‌ରେ ଲେଃକ୍ନେ ରେମୁଆଁ ବିତ୍ରେ ବାରି ମେଃଡିଗ୍‌ ବିନେ ଣ୍ତୁ । ମାତର୍‌‌ କିସ୍‌ଟ ସାପାରେନେ ଡାଗ୍ରା ଲେଃକେ ବାରି ମେଁ ଡିଙ୍ଗ୍‌କେ ସାପାରେନେ ।
12 ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର।
ପର୍‌ମେସର୍‌ ଆପେକେ ସ୍ରି ବକେ ବାରି ନିଜେନେ ପବିତ୍ର ରେମୁଆଁ ଡାଗ୍‌ଚେ ଗ୍ର‍ଅନ୍‌ ଡିଙ୍ଗ୍‌ବକେ । ମେଁ ଆପେକେ ଆଲାଦ୍ ଡିଙ୍ଗ୍‌କେ । ତେସା ପେଇଂ କାଲାଆଃ ଆତେନ୍‌‌ ସାପା କାମ୍‌ଆଣ୍ଡେଙ୍ଗ୍ ଡିଙ୍ଗ୍‌ପା, ରେମୁଆଁକେ ଲିବିସଃପା, ଦୟା ଡିଙ୍ଗ୍‌ପା, ଦରମ୍ ଡିଙ୍ଗ୍‌ପା, ସାଦୁ ଡିଙ୍ଗ୍‌ପା, ସାଆସ୍‌ ଡିଙ୍ଗ୍‌ପା ।
13 ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।
ନିଜର୍‌ ନିଜର୍‌ ଆଡ଼ାତ୍ରା ଲିବିସ ଡିଙ୍ଗ୍‌ପା ବାରି ଜଦି ଜାଣ୍ତେନେ ବିନ୍ ବିରଦ୍‌ନ୍ନିଆ ସାମୁଆଁ ଲେଃଏ ତେଲା ନିଜର୍‌ ନିଜର୍‌ ବିତ୍ରେ ଲିବିସ ଡିଙ୍ଗ୍‌ପା । ମାପ୍ରୁ ଡିରକମ୍ ଆପେକେ ଲିବିସ ଡିଙ୍ଗ୍ ବକେ ପେଇଂ ଦେକ୍‌ରକମ୍ ନିଜର୍‌ ନିଜର୍‌ ବିତ୍ରେ ଲିବିସ ଡିଙ୍ଗ୍‌ପା ।
14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।
ଏନ୍‌ ସାପା ଡିଙ୍ଗ୍‌ପା ମାତର୍‌‌ ସାପାବାନ୍‌ ମ୍ନା ବିସୟ୍ ଡିଙ୍ଗ୍‌କେ ନିଜର୍‌ ନିଜର୍‌ ବିତ୍ରେ ଆଲାଦ୍ ଡିଙ୍ଗ୍‌ନେ । ଆଲାଦ୍ ଆପେକେ ମୁଇଂଅରିଆ ଗାଗ୍‌ ବଏ ।
15 ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ।
କିସ୍‌ଟନେ ତିଆର୍‌ ଡିଙ୍ଗ୍‌କ୍ନେ ସାନ୍ତି ବାନ୍‌ସା ପେଇଂ ମୁଇଙ୍ଗ୍ ଗାଗ୍‌ଡ଼େ ରକମ୍‌ ତିଆର୍ ଡିଙ୍ଗ୍‌ପେଲେକେ ଆତେନ୍‌ ପେଇଂନେ ଗାଗ୍‌ଡ଼େ ସାସନ୍‌ ଡିଙ୍ଗ୍‌ଲେ; ବାରି ପେଇଂ ଦନ୍ୟବାଦ୍‌ ବିଃପା ।
16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।
କିସ୍‌ଟନେ ଗ୍ୟାନ୍ ପେନେ ଆତ୍ମାଡାଗ୍ରା ଜାବର୍ ବାବ୍‌ରେ ଲାଃଲେ । ନିଜର୍‌ ନିଜର୍‌ ବିତ୍ରେ ଗ୍ୟାନ୍ ବିନେ ବାରି ବପୁ ଆଡିଙ୍ଗ୍ ନ୍‌ସା ସାପା ଗ୍ୟାନ୍‌ନେ ବେବ‍ଆର୍ ଡିଙ୍ଗ୍‌ପା । ନିଜର୍ ଗାଗ୍‌ଡ଼େନ୍ନିଆ ପର୍‌ମେସର୍‌ ନ୍‌ସା ଦନ୍ୟବାଦ୍‍ ଅସ୍‌ମାର୍ ସାର୍‌ପା ।
17 ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ।
ପେଇଂ ବ୍ନାଲିର୍ ବାରି ସ୍ଲେନ୍ନିଆ ମେଁନେ ସାପା ପେଡିଙ୍ଗ୍‌ଏ ଆତେନ୍‌ ସାପା ମାପ୍ରୁ ଜିସୁନେ ମ୍ନିରେ ଡିଙ୍ଗ୍‌ଚେ ଆବା ଇସ୍‌ପର୍‌କେ ଦନ୍ୟବାଦ୍‌ ବିଃପା ।
18 ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ।
ଅ ସେଲାମ୍ବୁଏଃଇଂ ପେନେ ଆଣ୍ତାଇଂନେ ଅଦିକାର୍‌ ଡିଙ୍ଗ୍‌ପା ଡାଗ୍ଲା ମାପ୍ରୁ ଜିସୁ କ୍ରିସ୍ଟନେ ପାଙ୍ଗ୍‌ନେ ବେଲା ଏନ୍‌ ପେଇଂନେ କାମ୍ ।
19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
ଅ ଆଣ୍ତାଇଂ ପେଇଂନେ ସେଲାମ୍ବୁଏଃକେ ଆଲାଦ୍ ଡିଙ୍ଗ୍‌ପା । ମେଁଇଂନେ ଆଡ଼ାତ୍ରା ଦଦ୍ୟା ବେବ‍ଆର୍ ଆଡିଙ୍ଗ୍‌ପା ।
20 ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।
ଅ ଗଡ଼େଇଂ ସାପା ସାମୁଆଁନ୍ନିଆ ଇୟାଙ୍ଗ୍ ଆବାନେ ସାମୁଆଁ ମାନେଃପା । ଡାଗ୍ଲା ଏନ୍‌ବାନ୍‌ ଇସ୍‌ପର୍ ମ୍ଲେଡ଼୍ୟାଏ ।
21 ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି।
ଅ ଇୟାଙ୍ଗ୍‌ ଆବାଇଂ ପେଇଂନେ ଗଡ଼େଇଂକେ ରିସା ଆରାଡିଙ୍ଗ୍‌ପା । ଡାଗ୍ଲା ଏନ୍ ଡିଙ୍ଗ୍‌ଲା ମେଇଂ ମୁର୍‌ମୁରା ଡିଙ୍ଗ୍‌ଆର୍‌ଏ ।
22 ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ।
ଅ ଗୁତିରେଇଂ, ଏନ୍ ମଞ୍ଚ୍‌ପୁର୍‌ନ୍ନିଆ ସାପା ସାମୁଆଁକେ ନିଜର୍ ମାଲିକ୍‌ଇଂନେ ଆଦେସ୍‌ ପାଲନ୍ ଡିଙ୍ଗ୍‌ପା । ଉଡ଼ି ବେଲା ମାଲିକ୍‌ଇଂ କିକେ ଆଡିଙ୍ଗ୍‌ଆର୍‌କେ ଆତେନ୍‌‌ ବେଲା ଡିଗ୍ ବାରି କାଲାଆଃ ମେଁଇଂନେ ସାମୁଆଁ ମାନେଃପା । ଦେକ୍‌ରକମ୍ ଡିଙ୍ଗ୍‌ନେ ବାନ୍ ପେଇଂ ସତେଆ ରେମୁଆଁଇଂକେ ସାର୍ଦା ଆଡିଙ୍ଗ୍‌ନେସା ଚେସ୍‌ଟା ପେଡିଙ୍ଗ୍‌କେ ଣ୍ତୁ ବାରି ମାପ୍ରୁକେ ସନ୍‌ମାନ୍‌ ବିପେଡିଙ୍ଗ୍‌ଲା ପେଇଂ ଇକ୍‌ଚା ରକମ୍‌ ସାମୁଆଁ ମାନେଃପା ।
23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ;
ସାପା କାମ୍ ଆଣ୍ଡେଙ୍ଗ୍ ଡିଙ୍ଗ୍‌ନେ ବେଲା ସାପାବାନ୍‌ ନିମାଣ୍ତା ଡିଙ୍ଗ୍‌ନେ ସା ଚେସ୍‌ଟା ଡିଙ୍ଗ୍‌ପା । ମାପ୍ରୁନେ ଜତନ୍‌ ଡିଙ୍ଗ୍‌ଣ୍ତିଂକେ ରେମୁଆଁଇଂନେ ଣ୍ତୁ ଡାଗ୍‌ଚେ ବାବେଚେ କାମ୍ ଡିଙ୍ଗ୍‌ପା ।
24 ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,
ମନେ ବପା ଇସ୍‌ପର୍ ମେଁନେ ରେମୁଆଁଇଂନେ ନ୍‌ସା ମେଁନେ ବକେ ଆତେନ୍‌ ମେଁ ଆପେକେ ପୁରସ୍‌କାର୍ ରକମ୍‌ ବିଏ । ଡାଗ୍ଲା କିସ୍‌ଟ ଆଃ ପେନେ ସତେଆ ମାପ୍ରୁ ଜାଣ୍ତେନେ ସେବା ପେ ଡିଙ୍ଗ୍‌ପେଡିଙ୍ଗ୍‌ ।
25 କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ।
ଡାଗ୍ଲା ଗୁଲୁଏ ଦଦ୍ୟା‍ କାମ୍ ଡିଙ୍ଗ୍‌ନେ ରେମୁଆଁ ମେଁନେ କାମ୍ ଅନୁସାରେ ପୁରୁସ୍‌କାର୍‌ ବାଏ । ଡାଗ୍ଲା ଇସ୍‌ପର୍‌ ସାପା ରେମୁଆଁକେ ସମାନ୍ ବାବ୍‌ରେ ବିଚାର୍‌ ଡିଙ୍ଗ୍‌ଏ ।

< କଲସୀୟ 3 >