< କଲସୀୟ 2 >

1 କାରଣ ତୁମ୍ଭମାନଙ୍କ ଓ ଲାଅଦିକିଆର ଲୋକମାନଙ୍କ, ପୁଣି, ଯେତେ ଲୋକ ମୋହର ମୁଖ ଦେଖି ନାହାନ୍ତି, ସେ ସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା;
ଆପେ ନାଗେନ୍ତେ, ଲାଉଦିକିଆରେ ତାଇନ୍‌ତାନ୍‌ ହଡ଼କ ଆଡଃ ଆଇଙ୍ଗ୍‌କେ ବୁଗିଲେକାତେ କା ସାରିୟାକାଦ୍‌ ସବେନ୍‌ ହଡ଼କ ନାଗେନ୍ତେ ଆଇଙ୍ଗ୍‌ ଚିମିନ୍‌ କେଟେଦ୍‌ କାମିକ କାମିତାନା । ଏନା ଆପେ ସାରିପେ ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା ।
2 ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି, ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତାରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍‍ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି।
ଇନ୍‌କୁ ସବେନ୍‌କ ଚିଲ୍‌କା ଜୀଉରେ ରାସ୍‌କାଅଃଆକ, ମିହୁଡ଼୍‌ ଆଡଃମିହୁଡ଼୍‌ଲଃ ଦୁଲାଡ଼୍‌ରେ ତାଇନାକ ଆଡଃ ସାର୍‌ତି ସେଣାଁ ନାମ୍‌କେଦ୍‌ତେ ଆସ୍ରାଏ ଲେକାନ୍‌ ଖୁର୍ଜିରେୟାଃ ପୁରା ଆକ୍‌ତେୟାର୍‌କ ନାମେକା ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା । ନେଆଁ ହରାତେ ଇନ୍‌କୁ ସବେନ୍‌କ ସାରିୟାକ ଯେ, ୟୀଶୁ ଖ୍ରୀଷ୍ଟ୍‌ଗି ପାର୍‌ମେଶ୍ୱାର୍‌ଆଃ ଏନ୍‌ ଉକୁଆକାନ୍‌ନିଃ ତାନିଃ ।
3 ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି।
ୟୀଶୁ ଖ୍ରୀଷ୍ଟ୍‌ ହବାଅଃତାନାଏ ଏନ୍‌ ଚାଭିକୁଞ୍ଚି, ଅକ୍‌ନାଃଚି ପାର୍‌ମେଶ୍ୱାର୍‌ଆଃ ସେଣାଁ ଆଡଃ ବୁଦ୍ଧି ଲେକାନ୍‌ ସବେନ୍‌ ଦାନାଙ୍ଗ୍‌ଆଁକାନ୍‌ ଖୁର୍ଜିରେୟାଃ ଭାଣ୍ଡାର୍‌ ନିଜଃଆ ।
4 କେହି ଯେପରି ତୁମ୍ଭମାନଙ୍କୁ ବାକ୍‍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।
ଜେତାଏ ଆପେକେ ଏତ୍‌କାନ୍‌ କାପ୍‌ଜିତେ ଆଲକାଏ ବେଦାପେକା, ଏନାମେନ୍ତେଇଙ୍ଗ୍‌ କାଜିପେତାନା ।
5 କାରଣ ଯଦ୍ୟପି ମୁଁ ଶରୀରରେ ଅନୁପସ୍ଥିତ, ତଥାପି ମୁଁ ମୋହର ଆତ୍ମାରେ ତୁମ୍ଭମାନଙ୍କ ସହିତ ଥାଇ ତୁମ୍ଭମାନଙ୍କର ସୁଗଠନ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି।
ଚିଆଃଚି ଆଇଙ୍ଗ୍‌ ହଡ଼୍‌ମଲେକାତେ କାଇଙ୍ଗ୍‌ ତାଇନଃରେୟ, ଆତ୍ମାଲେକାତେ ଆପେଲଃ ମେନାଇୟାଁ । ଆଇଙ୍ଗ୍‌ ଆପେୟାଃ ବୁଗିନ୍‌ ଜୀଦାନ୍‌ ଆଡଃ ଖ୍ରୀଷ୍ଟ୍‌ ଚେତାନ୍‌ରେ ପୁରାଃ ବିଶ୍ୱାସ୍‌ ନେଲ୍‌କେଦ୍‌ତେ ରାସ୍‌କାଅଃ ତାନାଇଙ୍ଗ୍‌ ।
6 ଅତଏବ, ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର;
ଆପେ ଖ୍ରୀଷ୍ଟ୍‌ ୟୀଶୁକେ ପ୍ରାଭୁ ମେନ୍ତେପେ ବିଶ୍ୱାସ୍‌କିଃ ହୁଲାଙ୍ଗ୍‌ତାଃଏତେ, ଆୟାଃଲଃ ମେସାକେଦ୍‌ତେ ଜୀଦାନ୍‌ ବିତାଏପେ ।
7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ।
ଆପେୟାଃ ନିହିଁଗାଡା ଆୟାଃ ଚେତାନ୍‌ରେ କେଟେୟାନ୍‌ଗି ବାଇକେଦ୍‌ତେ ଜୀଦାନ୍‌ ବାଇୟେପେ ଆଡଃ ଆପେ ନାମାକାଦ୍‌ ଇନିତୁ ଲେକାତେ ବିଶ୍ୱାସ୍‌ରେ ପୁରାଃ କେଟେଜଃପେ । ଆପେୟାଃ ମନ୍‌ସୁରୁଦ୍‌ ଧାନ୍ୟାବାଦ୍‌ତେ ପେରେଜଃକା ।
8 ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ମୌଳିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;
ଚିର୍ଗାଲ୍‌କାନ୍‌ପେ, ଜେତାଏ ଆପେକେ ହଡ଼ରାଃ ହସଡ଼ ସାମାକାଜିରେୟାଃ ସେଣାଁତେ, ଆୟାଃ ଆକ୍‌ତେୟାର୍‌ରେ ଆଲକାଏ ଦହପେକା । ଏନ୍‌ ସବେନ୍‌ ସେଣାଁ ଖ୍ରୀଷ୍ଟ୍‌ଆଃ ଇନିତୁହେତେ କା ହିଜୁଃଆ । ମେନ୍‌ଦ ଏନା ହଡ଼କଆଃ ସାମାଜ୍‌ରେୟାଃ ରିତିରିୱାଜ୍‌ରାଃ ଇନିତୁ ଆଡଃ ଅତେଦିଶୁମ୍‌ରେ ରାଇଜ୍‌ତାନ୍‌ ପେଡ଼େଃରେୟାଃ ଏତ୍‌କାନ୍‌ ଏନେଟେଦ୍‌ ଇନିତୁହେତେ ହିଜୁଃଆ ।
9 କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ବରତ୍ତ୍ୱ ଦେହବନ୍ତ ହୋଇ ବାସ କରେ,
ଚିଆଃଚି ଖ୍ରୀଷ୍ଟ୍‌ଆଃ ମାନୱା ରୁପ୍‌ରେ, ପାର୍‌ମେଶ୍ୱାର୍‌ଆଃ ପୁରା ସଭାବ୍‌ ତାଇନଃତାନା ।
10 ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ।
୧୦ଆଡଃ ଆୟାଃଲଃ ମେସାୟାନ୍‌ ହରାତେ ଆପେ ପୁରା ଜୀଦାନ୍‌ପେ ନାମାକାଦା । ଏଟାଃ ସବେନ୍‌ ପେଡ଼େଃ ଆଡଃ ଆକ୍‌ତେୟାର୍‌ ଚେତାନ୍‌ରେ ଖ୍ରୀଷ୍ଟ୍‌ଆଃ ରାଇଜ୍‌ଗି ସାଲାଙ୍ଗି ଉତାର୍‌ ତାନାଃ ।
11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;
୧୧ଖ୍ରୀଷ୍ଟ୍‌ଲଃ ମେସାକାନ୍‌ ଜୀଦାନ୍‌ଗି ଆପେୟାଃ ଖାତ୍‌ନାଅ ଲେକାନାଃ ତାନାଃ । ନେ ଖାତ୍‌ନାଅ ମାନୱା ବାଇତେୟାଃ ନାହାଁଲାଃ, ଏନା ଖ୍ରୀଷ୍ଟ୍‌ ହରାତେ ହବାକାନା । ଏନା ମାନୱାକେ ପାପ୍‌ତେ ପେରେଜାକାନ୍‌ ହଡ଼୍‌ମରାଃ ତନଲ୍‌ହେତେ ରାଡ଼ାଇୟା ।
12 ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ।
୧୨ଚିଆଃଚି ବାପ୍ତିସ୍ମା ଇଦି ହରାତେ ଆପେ ଖ୍ରୀଷ୍ଟ୍‌ଲଃ କାବାର୍‌ରେ ତପାକାନ୍‌ ତାଇକେନାପେ ଆଡଃ ୟୀଶୁ ଖ୍ରୀଷ୍ଟ୍‌କେ ଜୀଉବିରିଦାକାଇ ପାର୍‌ମେଶ୍ୱାର୍‌ଆଃ କାମିୟଃତାନ୍‌ ପେଡ଼େଃରେ ବିଶ୍ୱାସ୍‌କେଦ୍‌ ହରାତେ ଖ୍ରୀଷ୍ଟ୍‌ଲଃ ଆପେୟଗି ଜୀଉ ବିରିଦ୍‌କାନାପେ ।
13 ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ବର ତାହାଙ୍କ ସହିତ ଜୀବିତ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି,
୧୩ଆପେୟାଃ ପାପ୍‌ ହରାତେ ଆଡଃ ଆପେ ସାଅଁସାର୍‌ ହଡ଼କଆଃ ଆନ୍‌ଚୁ କା ତାଇକେନ୍‌ ହରାତେ ମିସା ଆପେ ଆତ୍ମିକ୍‌ ଜୀଦାନ୍‌ରେ ଗଏଃକାନ୍‌ ତାଇକେନାପେ, ମେନ୍‌ଦ ପାର୍‌ମେଶ୍ୱାର୍‌ ନାହାଁଃ ଖ୍ରୀଷ୍ଟ୍‌ଲଃ ଆପେକେ ଜୀଦାନ୍‌ ଏମାକାଦ୍‌ପେୟାଏ । ପାର୍‌ମେଶ୍ୱାର୍‌ ଆବୁଆଃ ସବେନ୍‌ ପାପ୍‌କଏ ଛାମାକାଦା ।
14 ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇଅଛନ୍ତି;
୧୪ଆନ୍‌ଚୁକ କା ମାନାତିଙ୍ଗ୍‌ ହରାତେ ଆବୁଆଃ ବିରୁଧ୍‌ରେ ଅଲାକାନ୍‌ ଅନଲ୍‌ଚିଠାକେ ପାର୍‌ମେଶ୍ୱାର୍‌ ସାମାତାନାଃ ମେନ୍ତେ ଉଦୁବ୍‌କେଦା, ଆଡଃ ଆବୁକେ ଛାମାକେଦ୍‌ବୁଆ । ଆବୁଆଃ ବିରୁଧ୍‌ରେ ତାଇକାନ୍‌ ଅନଲ୍‌ଚିଠାକେ ପାର୍‌ମେଶ୍ୱାର୍‌ ଇଦିକେଦାଏ ଆଡଃ କ୍ରୁଶ୍‌ ଚେତାନ୍‌ରେ କିଲାକେଦା ।
15 ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି।
୧୫ଆଡଃ ଏନ୍‌ କ୍ରୁଶ୍‌ ଚେତାନ୍‌ରେ ଖ୍ରୀଷ୍ଟ୍‌ ସବେନ୍‌ ଲେକାନ୍‌ ଆତ୍ମାରେୟାଃ ପେଡ଼େଃ ଆଡଃ ଆକ୍‌ତେୟାର୍‌ହେତେ ଆପାନ୍‌କେ ରାଡ଼ାକେଦ୍‌ତେ ଆଡଃ ଇନ୍‌କୁକେ ତଲ୍‌କେଦ୍‌ତେ ଆଇଃକ୍‌ଗି ଜିତାଅୟାନା । ପାର୍‌ମେଶ୍ୱାର୍‌ ସାଂସାର୍‌ରେନ୍‌ ହଡ଼କକେ ଉଦୁବାଦ୍‌କଆ ଯେ, ଇନ୍‌କୁ କା ପେଡ଼େୟାନ୍‌କ ତାନ୍‌କ ।
16 ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କ ବିଚାର ନ କରୁ;
୧୬ଏନାତେ ଜେତାଏ ଆପେକେ ଜମ୍‌, ନୁଁ, ପାବିତାର୍‌ ବିଷାଏରେ, ଆମାସ୍‌ ପାରାବ୍‌, ଆଡଃ ରୁଡ଼ୁନ୍‌ ହୁଲାଙ୍ଗ୍‌ ବିଷାଏରେ ଆଲକାଏ ବିଚାର୍‌ପେକା ।
17 ସେହିସବୁ ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ।
୧୭ଏନ୍‌ ସବେନାଃ ହିଜୁଃ ଦିପିଲିରେ ହବାଅଃତେ ସେନଃତାନ୍‌ ବିଷାଏରେୟାଃ ଉମ୍ବୁଲ୍‌ ଲେକାନାଃ ତାନାଃ । ନେ ସବେନାଃରେୟାଃ ସାର୍‌ତିତେୟାଃ ଖ୍ରୀଷ୍ଟ୍‌ଗି ତାନିଃ ।
18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;
୧୮ଚିମିନ୍‌ ହଡ଼କ ଆପାନ୍‌କେ ଲେବେଃୟାନ୍‌ ମେନ୍ତେକ କାଜିନା, ଦୁଁତ୍‌କକେ ସେୱା ରିକାଃକ, ଇନ୍‌କୁ ସବେନ୍‌ ଇମ୍‌ତା ଦାର୍‌ଶାନ୍‌ ନେଲାକାଦ୍‌ ବିଷାଏରେ ଜାଗାରାଃକ । ଆପେ ନେ'ଲେକାନ୍‌ ହଡ଼କକେ, ଦାର୍‌ଶାନ୍‌ କାପେ ନେଲ୍‌ତାନା, ଦୁଁତ୍‌କକେ କାପେ ସେୱାତାନା, ଏନାମେନ୍ତେ ଆପେ ବୁଗିନ୍‌ ହଡ଼ ନାହାଁଲାପେ ମେନ୍ତେ କାଜିନାଙ୍ଗ୍‌, ସୁଯୋଗ୍‌ ଆଲପେ ଏମାକଆ । ଇନ୍‌କୁ ହଡ଼କଆଃ ବିଚାର୍‌ରେ ଏସ୍‌କାର୍‌ ତାଇନ୍‌ ହରାତେ ଆଡଃ ପାର୍‌ମେଶ୍ୱାର୍‌ଆଃ କାଜି କା ବିଚାର୍‌ତାନ୍‌ ହରାତେ ସାମାରେ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେକ କାଜିନ୍‌ତାନା ।
19 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧି ଓ ଶିରା ଦ୍ୱାରା ଉପକାର ପ୍ରାପ୍ତ ହୋଇ ପରସ୍ପର ସହିତ ସୁସଂଯୁକ୍ତ ଅଟେ ଏବଂ ଈଶ୍ବରଦତ୍ତ ବୃଦ୍ଧିରେ ବୃଦ୍ଧିପ୍ରାପ୍ତ ହେଉଅଛି।
୧୯ମେନ୍‌ଦ ଇନ୍‌କୁ ହଡ଼୍‌ମରେୟାଃ ବହଃ ଲେକାନ୍‌ ଖ୍ରୀଷ୍ଟ୍‌ତାଃଏତେ ବିନ୍‌ଗାଅକାନାକ । ଖ୍ରୀଷ୍ଟ୍‌ଆଃ ଆକ୍‌ତେୟାର୍‌ରେ ଗଟା ହଡ଼୍‌ମରେୟାଃ ଜଡ଼େନ୍‌ ଆଡଃ ସିହିର୍‌କ ମିଦ୍‌ରେ ଜଡ଼ାଇକାନା ଆଡଃ ହଡ଼୍‌ମ ପାର୍‌ମେଶ୍ୱାର୍‌ଆଃ ମନେ ଲେକାତେ ହାରାଇଦିୟଃଆ ।
20 ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୌଳିକ ଶିକ୍ଷା ପ୍ରତି ମୃତ ହୋଇଅଛ,
୨୦ଆପେ ଖ୍ରୀଷ୍ଟ୍‌ଲଃ ଅତେଦିଶୁମ୍‌ରେୟାଃ ଏନେଟେଦ୍‌ ଇନିତୁ ନାଙ୍ଗ୍‌ ଗଜାକାନାପେ ଆଡଃ ନେ ଅତେଦିଶୁମ୍‌ରେ ରାଇଜେତାନ୍‌ ଏତ୍‌କାନ୍‌ ପେଡ଼େଃହେତେ ରାଡ଼ାକାନାପେ । ତାବ୍‌ଦ ଚିନାଃମେନ୍ତେ ନେ ଅତେଦିଶୁମ୍‌ରେନ୍‌ ହଡ଼କ ଲେକା ଜୀଦାନ୍‌ପେ ବିତାଅତାନା? ଚିନାଃମେନ୍ତେ ନେ ଲେକାନ୍‌ ନିୟାମ୍‌ପେ ମାନାତିଙ୍ଗ୍‌ ତାନା?
21 ତେବେ ମନୁଷ୍ୟର ବିଧି ଓ ଶିକ୍ଷାନୁସାରେ “ଧର ନାହିଁ, ଖାଅ ନାହିଁ ବା ଛୁଅଁ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ?”
୨୧ଅକ୍‌ନାଃଚି, “ନେଆଁ ଆଲପେ ସାବେଆ, ଏନା ଆଲପେ ଜମେୟାଁ, ଏନା ଆଲପେ ଜୁଟିଦେ,”
22 ଏହିସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ।
୨୨ନେ ସବେନାଃ କାଟିଃ ଦିପିଲି ନାଙ୍ଗ୍‌ ତାନାଃ । ନେଆଁ ବାଉରାଅତାନ୍‌ଲଃଗି ସାମାକାଜି ଲେକା ହବାଅଃଆ । ନେ ସବେନାଃ ହଡ଼ତେ ବାଇୟାକାନ୍‌ ନିୟାମ୍‌ ଆଡଃ ଇନିତୁ ତାନାଃ ।
23 ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା-ଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ।
୨୩ଇନ୍‌କୁଆଃ ଦୁଁତ୍‌କଆଃ ସେୱା, ହଡ଼କଆଃ ବେଦା ଲେବେଃମନ୍‌ ଆଡଃ ଆକଆଃ ହଡ଼୍‌ମକେ ଦୁକୁହାସୁ ଏମେତେୟାଃ ତାନାଃ । ନେ'ଲେକାନ୍‌ ନିୟାମ୍‌କ ସେଣାଁନ୍‌ ଲେକା ଆଟ୍‌କାରଃ ତାନା, ମେନ୍‌ଦ ନେ ନିୟାମ୍‌କ ଆପ୍‌ନାଃ ଇଛାସାନାଙ୍ଗ୍‌ ଲେକା ସେୱାତାନ୍‌ତେୟାଃ ତାନାଃ । ନେଆଁ ଇନ୍‌କୁକେ ଆକଆଃ ପାପ୍‌ ଉଡ଼ୁଃ ଆଡଃ ଏତ୍‌କାନ୍‌ କାମିହେତେ ସାଙ୍ଗିନ୍‌ରେ ତାଇନଃ ନାଙ୍ଗ୍‌ କାଏ ଦେଙ୍ଗାକଆଃ ।

< କଲସୀୟ 2 >